< Elçilerin İşleri 1 >

1 Ey Teofilos, İlk kitabımda İsa'nın yapıp öğretmeye başladığı her şeyi, seçmiş olduğu elçilere Kutsal Ruh aracılığıyla buyruklar verip yukarı alındığı güne dek olanları yazmıştım.
ସାର୍‌ଦାର୍‌ ତିଅପିଲ୍‌, ମର୍‌ ପର୍‌ତୁମ୍‌ ଲେକିରଇବା ଲୁକ୍‌ବଇଟାନେ ଆରାମେଅନି, ପର୍‌ମେସର୍‌ ତାକେ ସର୍‌ଗେ ନେବା ଦିନ୍‌ ଜାକ, ଜିସୁ କରିରଇବା ଆରି ସିକାଇରଇବା ସବୁ ବିସଇ ଲେକିରଇଲି ।
2
ତାର୍‌ ଆଗ୍‌ତୁ ସୁକଲ୍‌ଆତ୍‌ମାର୍‌ ବପୁସଙ୍ଗ୍‍ ସେ ବାଚିରଇବା ପେରିତ୍‌ମନ୍‌କେ କେତେଟା ଆଦେସ୍‌ ଦେଇରଇଲା ।
3 İsa, ölüm acısını çektikten sonra birçok inandırıcı kanıtlarla elçilere dirilmiş olduğunu gösterdi. Kırk gün süreyle onlara görünerek Tanrı'nın Egemenliği hakkında konuştu.
ସେ ଦୁକ୍‌ କସ୍‌ଟ ଅଇଲାପଚେ, ସେମନ୍‌କେ ନିଜେ ବେସି ତର୍‌ ଦେକାଇଅଇଲା । ଚାଲିସ୍‌ ଦିନ୍‌ଜାକ ବିନ୍‌ ବିନ୍‌ ବେଲାଇ ଦେକାଇଅଇଲା । ମଲାତେଇଅନି ଉଟ୍‌ଲାଟା ସତ୍‌ସଙ୍ଗ୍‍ ଜାନାଇଲା । ସେମନ୍‌ ତାକେ ଦେକ୍‌ଲାଇ, ଆରି ସେ ସେମନର୍‌ସଙ୍ଗ୍‍ ପର୍‌ମେସରର୍‌ ରାଇଜ୍‌ ବିସଇନେଇ କାତା ଅଇଲା ।
4 Kendileriyle birlikteyken onlara şu buyruğu vermişti: “Yeruşalim'den ayrılmayın, Baba'nın verdiği ve benden duyduğunuz sözün gerçekleşmesini bekleyin.
ତରେକ୍‌ ସେମନର୍‌ସଙ୍ଗ୍‍ ମିସିକରି କାଇବା ବେଲେ, ସେ ଏ ଆଦେସ୍‌ ଦେଲା, “ଜିରୁସାଲମ୍‌ ଚାଡାନାଇ । ମାତର୍‌ ଜନ୍‌ଟା ମର୍‌ ସରଗର୍‌ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍‌ବା ଜାକ ଜାଗିରୁଆ ।
5 Şöyle ki, Yahya suyla vaftiz etti, ama sizler birkaç güne kadar Kutsal Ruh'la vaftiz edileceksiniz.”
କାଇକେବଇଲେ ଜଅନ୍‌ ପାନିତେଇ ଡୁବନ୍‌ ଦେଇରଇଲା, ମାତର୍‌ କେତେ ଦିନ୍‌ ବିତ୍‌ରେ ପର୍‌ମେସର୍‌ ତମ୍‌କେ ସୁକଲ୍‌ ଆତ୍‌ମାଇ ଡୁବନ୍‌ ଦେଇସି ।”
6 Elçiler bir araya geldiklerinde İsa'ya şunu sordular: “Ya Rab, İsrail'e egemenliği şimdi mi geri vereceksin?”
ଦିନେକ୍‌ ପେରିତ୍‌ ସିସ୍‌ମନ୍‌ ଗଟେକ୍‌ତେଇ ରୁଣ୍ଡିରଇଲା ବେଲେ ଜିସୁକେ ପାଚାର୍‌ଲାଇ, “ମାପ୍‌ରୁ, ତମେ କାଇ ଏବେ ଇସ୍‌ରାଏଲର୍‌ ଲକ୍‌ମନ୍‌କେ ତାକର୍‌ ରାଇଜ୍‌ ଆରିତରେକ୍‌ ବାଉଡାଇ ଦେଇସୁ କି?”
7 İsa onlara, “Baba'nın kendi yetkisiyle belirlemiş olduğu zamanları ve tarihleri bilmenize gerek yok” karşılığını verdi.
ଜିସୁ ସେମନ୍‌କେ କଇଲା, “ମର୍‌ ବାବା ତାର୍‌ ନିଜର୍‌ ଅଦିକାର୍‌ସଙ୍ଗ୍‍ ବେଲାଗଡି ଟିକ୍‌କରି ସଙ୍ଗଇ ଆଚେ । ଏ ସବୁ କେବେ ଗଟ୍‌ସି, ସେଟା ତମର୍‌ ଜାନ୍‌ବା ଦର୍‌କାର୍‌ ନାଇ ।
8 “Ama Kutsal Ruh üzerinize inince güç alacaksınız. Yeruşalim'de, bütün Yahudiye ve Samiriye'de ve dünyanın dört bucağında benim tanıklarım olacaksınız.”
ମାତର୍‌ ସୁକଲ୍‌ ଆତ୍‌ମା ତମର୍‌ ଉପ୍‌ରେ ଉତର୍‌ଲେ, ତମେ ପୁରାପୁରୁନ୍‌ ବପୁ ଅଇସା ଆରି ଜିରୁସାଲମ୍‌, ଜିଉଦାର୍‌ ସବୁଟାନେ, ସମିରଣ୍‌ ଆରି ଜଗତର୍‌ ସାରାସାରି ଜାକ ମର୍‌ ନାଉଁ ଦାରି ସାକି ଅଇସା ।”
9 İsa bunları söyledikten sonra, onların gözleri önünde yukarı alındı. Bir bulut O'nu alıp gözlerinin önünden uzaklaştırdı.
ଏତ୍‌କି କାତା ସେମନ୍‌କେ କଇସାରାଇଲା ପଚେ, ସେମନ୍‌ ଜିସୁକେ ସର୍‌ଗେ ନେବାଟା ଦେକ୍‌ଲାଇ । ଗଟେକ୍‌ ଚେଲ୍‌କା ବାଦଲ୍‌ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍‌ ତାକେ ଦେକି ନାପାର୍‌ଲାଇ ।
10 İsa giderken onlar gözlerini göğe dikmiş bakıyorlardı. Tam o sırada, beyaz giysiler içinde iki adam yanlarında belirdi.
୧୦ସେ ସର୍‌ଗେ ଗାଲାପଚେ ମିସା ସେମନ୍‌ ଆଁକି ମରାଇକରି ଉପ୍‌ରେ ସେ ଦେକ୍‌ତେ ରଇଲାଇ । ସେଡ୍‌କିବେଲେ ଏଦେ ଦେକା! ଦବ୍‌ ପଚିଆ ପିନ୍ଦ୍‌ଲା ଦୁଇ ଲକ୍‌, ସେମନର୍‌ ମୁଆଟେ ଆସି ଟିଆଅଇଲାଇ ।
11 “Ey Celileliler, neden göğe bakıp duruyorsunuz?” diye sordular. “Aranızdan göğe alınan İsa, göğe çıktığını nasıl gördünüzse, aynı şekilde geri gelecektir.”
୧୧ଆରି କଇଲାଇ “ଏ ଗାଲିଲିର୍‌ ଲକ୍‌ମନ୍‌, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍‌ଲାସ୍‌ନି? ଏ ଜିସୁକେ ପର୍‌ମେସର୍‌ ତମର୍‌ଟାନେଅନି ସର୍‌ଗେ ନେଲା ଆଚେ । ସେ ସର୍‌ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍‌ତନିତେଇ ଆଇବାଟା ଦେକ୍‌ସା ।”
12 Bundan sonra elçiler, Yeruşalim'den yaklaşık bir kilometre uzaklıktaki Zeytin Dağı'ndan Yeruşalim'e döndüler.
୧୨ତାର୍‌ପଚେ ପେରିତ୍‌ ସିସ୍‌ମନ୍‌ ଜିତ୍‌ ପର୍‌ବତେଅନି ଜିରୁସାଲାମ୍‌ ବାଉଡି ଗାଲାଇ । ସେ ପର୍‌ବତ୍‌, ଜିରୁସାଲମ୍‌ ନଅରେଅନି ଗଟେକ୍‌ କିଲମିଟର୍‌ ଦୁର୍‌ ରଇଲା ।
13 Kente girince kaldıkları evin üst katındaki odaya çıktılar. Petrus, Yuhanna, Yakup, Andreas, Filipus, Tomas, Bartalmay, Matta, Alfay oğlu Yakup, Yurtsever Simun ve Yakup oğlu Yahuda oradaydı.
୧୩ଜିରୁସାଲେମ୍‌ ନଅରେ ଜାଇକରି ସେମନ୍‌ ରଇବା ବାକ୍‌ରାଇ ପୁର୍‌ଲାଇ । ପିତର୍‌, ଜଅନ୍‌, ଜାକୁବ୍‌ ଆରି ତାର୍‌ ବାଇ ଆନ୍ଦ୍‌ରିୟ, ପିଲିପ୍‌, ତମା, ବାର୍‌ତଲମି, ମାତିଉ, ଆଲ୍‌ପିର୍‌ ପିଲା ଜାକୁବ୍‌, ଦେସ୍‌ ଆଲାଦ୍‌କର୍‌ବା ସିମନ୍‌ ଆରି ଜାକୁବର୍‌ ପିଲା ଜିଉଦା, ଏମନ୍‌ ରଇଲା ତେଇର୍‌ ପେରିତ୍‌ ସିସ୍‌ମନ୍‌ ।
14 Bunlar İsa'nın annesi Meryem, öbür kadınlar ve İsa'nın kardeşleriyle tam bir birlik içinde sürekli dua ediyordu.
୧୪ସେମନ୍‌ ତର୍‌କେତର୍‌ ଗଟେକ୍‌ ଦଲ୍‌ ଇସାବେ ପାର୍‌ତନା କର୍‌ବାକେ ରୁଣ୍ଡ୍‍ତେ ରଇଲାଇ । ଆରି ସେମନର୍‌ସଙ୍ଗ୍‍ ଜିସୁର୍‌ ଆୟା ମରିୟମ୍‌, ବିନ୍‌ ମାଇଜିମନ୍‌ ଆରି ଜିସୁର୍‌ ବାଇମନ୍‌ ମିସା ମିସ୍‌ତେରଇଲାଇ ।
15 O günlerde Petrus, yaklaşık yüz yirmi kardeşten oluşan bir topluluğun ortasında ayağa kalkıp şöyle konuştu: “Kardeşler, Kutsal Ruh'un, İsa'yı tutuklayanlara kılavuzluk eden Yahuda ile ilgili olarak Davut'un ağzıyla önceden bildirdiği Kutsal Yazı'nın yerine gelmesi gerekiyordu.
୧୫କେତେ ଦିନ୍‌ ଗାଲାପଚେ ପାକାପାକି ସଏ କଡେ ଲକ୍‌ ବିସ୍‌ବାସି ବାଇମନ୍‌ ରଇଲା ଗଟେକ୍‌ ସବାଇ, ପିତର୍‌ ଲକ୍‌ମନର୍‌ ମୁଆଟେ ଉଟି ଟିଆଅଇ କଇଲା,
୧୬“ଏ ମର୍‌ ବାଇବଇନିମନ୍‌, ଜନ୍‌ ଇସ୍‌କାରିୟତ୍‌ ଜିଉଦା ଜିସୁକେ ଦାରାଇଦେବାକେ ସତ୍‌ରୁମନ୍‌କେ ବାଟ୍‌ ଦେକାଇ ଆନିରଇଲା, ତାର୍‌ ବିସଇ, ଦାଉଦ୍‌ ସୁକଲ୍‌ଆତ୍‌ମାଇ ପୁରୁନ୍‌ଅଇ ବବିସତ୍‌କାତା ସୁନାଇ ରଇଲା । ଦରମ୍‌ ସାସ୍‌ତରର୍‌ କାତା ସିଦ୍‌ ଅଇବାକେ ଏଟା ଗଟ୍‌ବାର୍‌ ରଇଲା ।
17 Yahuda bizden biri sayılmış ve bu hizmette yerini almıştı.”
୧୭ଏଲେମିସା ସେ ଆମର୍‌ ଦଲର୍‌ ଲକ୍‌ ରଇଲା । ଆରି ଆମର୍‌ ସଙ୍ଗ୍‍ କାମ୍‌ କର୍‌ବାକେ ବାଚାଇଅଇ ରଇଲା ।”
18 Bu adam, yaptığı kötülüğün karşılığında aldığı ücretle bir tarla satın aldı. Sonra baş aşağı düştü, bedeni yarıldı ve bütün bağırsakları dışarı döküldü.
୧୮ଜିଉଦା କରିରଇବା କରାପ୍‌ କାମେଅନି ମିଲାଇଲା ଡାବୁକେ ଗଟେକ୍‌ ଜମି ଗେନାଅଇରଇଲା । ଆରି ସେ ଜମିତେଇ, ଉମ୍‌ତାଡିଅଇ ଅଦ୍‌ରି ମଲା । ତାର୍‌ ପେଟ୍‌ ଚିରିଅଇ ଆଁତି ବାରଇଗାଲା ।
19 Yeruşalim'de yaşayan herkes olayı duydu. Tarlaya kendi dillerinde Kan Tarlası anlamına gelen Hakeldema adını verdiler.
୧୯ଜିରୁସାଲମ୍‌ ନଅରେ ବାସାଅଇରଇବା ସବୁ ଲକ୍‌ମନ୍‌ ଏ ସବୁ ବିସଇ ସୁନ୍‌ଲାଇ । ସେମନର୍‌ ବାସାଇ ସେ ଜମିର୍‌ ନାଉଁ ଆକେଲ୍‌ଦାମା ତାର୍‌ ଅରତ୍‌ ଅଇଲାନି ବନିର୍‌ ପଦା ବଲି ନାଉଁ ଦେଲାଇ ଆଚତ୍‌ ।
20 “Nitekim Mezmurlar Kitabı'nda şöyle yazılmıştır” dedi Petrus. “‘Onun konutu ıssız kalsın, İçinde oturan olmasın.’ Ve, ‘Onun görevini bir başkası üstlensin.’
୨୦ଗିତ୍‌ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ, “ତାର୍‌ ଗର୍‌ ଚୁଚା ଅଇଜାଅ, ତେଇ ବାସା ଅଇବାକେ କେ ମିସା ନ ରଅତ୍‌ ।” ଆରି ମିସା ଲେକା ଅଇଲା ଆଚେ, “ତାର୍‌ ଜାଗାଇ ସେବା କର୍‌ବାକେ ଆରି ଗଟେକ୍‌ ଲକ୍‌ ମିସ ।”
21 “Buna göre, Yahya'nın vaftiz döneminden başlayarak Rab İsa'nın aramızdan yukarı alındığı güne değin bizimle birlikte geçirdiği bütün süre boyunca yanımızda bulunan adamlardan birinin, İsa'nın dirilişine tanıklık etmek üzere bize katılması gerekir.”
୨୧“ସେଟାର୍‌ ପାଇ, ଜିସୁମାପ୍‌ରୁ ଆମର୍‌ ସଙ୍ଗ୍‍ ଗାଲାବେଲେ ଜେ ଆମର୍‌ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍‌ ଲକ୍‌କେ ବାଚ୍‌ବାର୍‌ ଆଚେ ।
୨୨ଜନ୍‌ ଲକ୍‌କେ ଆମେ ବାଚ୍‌ବୁ, ପର୍‌ମେସର୍‌ ଜିସୁକେ ଜେନ୍ତି ଜିବନ୍‌ କରି ଉଟାଇଲା, ସେ ବିସଇ ଆମର୍‌ସଙ୍ଗ୍‍ ସେ ସାକି ଅଇବାର୍‌ଆଚେ । ଜଅନ୍‌ ଜିସୁକେ ଡୁବନ୍‌ଦେଲା ବେଲେଅନି, ପର୍‌ମେସର୍‌ ଆମର୍‌ଟାନେଅନି ତାକେ ସର୍‌ଗେ ନେବା ଜାକ, ସେ ଲକ୍‌ ଆମର୍‌ ଦଲେ ରଇବାର୍‌ ଆଚେ ।”
23 Böylece iki kişiyi, Barsabba denilen ve Yustus diye de bilinen Yusuf ile Mattiya'yı önerdiler.
୨୩ସେମନ୍‌ ଦୁଇ ଲକର୍‌ ନାଉଁ ଦେଲାଇ । ଜସେପ୍‌ ଜେକି ବର୍‌ସବା ଆରି ଜୁସ୍‌ତକ୍‌ ବଲି ମିସା କଇବାଇ ଆରି ମତିୟ ।
24 Sonra şöyle dua ettiler: “Ya Rab, sen herkesin yüreğini bilirsin. Yahuda'nın, ait olduğu yere gitmek için bıraktığı bu hizmeti ve elçilik görevini üstlenmek üzere bu iki kişiden hangisini seçtiğini göster bize.”
୨୪ଆରି ସେମନ୍‌ ପାର୍‌ତନା କଲାଇ, “ମାପ୍‌ରୁ ତମେତା ସବୁ ଲକର୍‌ ମନର୍‌ କାତା ଜାନାସ୍‌ । ଜିଉଦା ଜନ୍‌ ଜାଗାଇ ରଇବାର୍‌ରଇଲା, ଟିକ୍‌ ତେଇ ଉଟିଗାଲା । ପଚେ ତାର୍‌ ଜାଗାଇ ତମେ ବାଚିରଇବା ଲକ୍‌, ଏ ଦୁଇ ଲକର୍‌ ବିତ୍‌ରେ ଅନି କେ ଅଇରଇସି?
୨୫ଜେ ପେରିତ୍‌ ସିସ୍‌କାମ୍‌ କରିପାର୍‌ସି, ତାକେ ଆମ୍‌କେ ଜାନାଆ ।”
26 Ardından bu iki kişiye kura çektirdiler; kura Mattiya'ya düştü. Böylelikle Mattiya on bir elçiye katıldı.
୨୬ତାର୍‌ପଚେ ଦୁଇ ଲକର୍‌ଟାନେଅନି ଗଟେକ୍‌ ଲକ୍‌କେ ବାଚ୍‌ବାକେ କେଡ୍‌ପୁଟାଇଲାଇ । କେଡ୍‌ପୁଟାଇଲାକେ ମତିୟସର୍‌ ନାଉଁ ପୁଟ୍‌ଲା । ସେନ୍ତାରି, ଏଗାର୍‌ଟା ସିସ୍‌ମନର୍‌ ଦଲେ ସେ ମିସ୍‌ଲା ।

< Elçilerin İşleri 1 >