< Elçilerin İşleri 13 >

1 Antakya'daki kilisede peygamberler ve öğretmenler vardı: Barnaba, Niger denilen Şimon, Kireneli Lukius, bölge kralı Hirodes'le birlikte büyümüş olan Menahem ve Saul.
ଆନ୍‌ଟିଅକି ମଣ୍ଡଲିତେଇ କେତେଟା ବବିସତ୍‌ବକ୍‌ତା ଆରି ସିକିଆ ଦେବା ଗୁରୁ ରଇଲାଇ । ସେମନର୍‌ ବିତ୍‌ରେ ରଇଲାଇ ବର୍‌ନବା, ସିମନ୍‌ ଜାକେ କି ନିଗର୍‌ ଡାକ୍‌ତେରଇଲାଇ, ଲୁସିଅସ୍‌, ଜେ କି କୁରିନିୟ ଅନି ଆସିରଇଲା, ମନଏଁମ୍‌ ଜେ କି ଏରଦର୍‌ ଗରେ ବଡି ରଇଲା ଆରି ସାଉଲ୍‌ ।
2 Bunlar Rab'be tapınıp oruç tutarlarken Kutsal Ruh kendilerine şöyle dedi: “Barnaba'yla Saul'u, kendilerini çağırmış olduğum görev için bana ayırın.”
ସେମନ୍‌ ମାପ୍‌ରୁର୍‌ ସେବା ଆରି ଉପାସ୍‌ କଲାବେଲେ, ସୁକଲ୍‌ ଆତ୍‌ମା ସେମନ୍‌କେ କଇଲା, “ମୁଇ ଜନ୍‌ କାମ୍‌ପାଇ ସାଉଲ୍‌ ଆରି ବର୍‌ନବାକେ ଡାକ୍‌ଲି ଆଚି, ସେଟାର୍‌ ପାଇ ସେମନ୍‌କେ ଅଲ୍‌ଗା କରା ।”
3 Böylece oruç tutup dua ettikten sonra, Barnaba'yla Saul'un üzerine ellerini koyup onları yolcu ettiler.
ସେଟାର୍‌ପାଇ ସେମନ୍‌ ଉପାସ୍‌ କଲାଇ ଆରି ପାର୍‌ତନା କରି ତାକର୍‌ ଉପ୍‌ରେ ଆତ୍‌ ସଙ୍ଗଇ ସେମନ୍‌କେ କବର୍‌ କଇବା କାମେ ପାଟାଇଲାଇ ।
4 Kutsal Ruh'un buyruğuyla yola çıkan Barnaba'yla Saul, Selefkiye'ye gittiler, oradan da gemiyle Kıbrıs'a geçtiler.
ସୁକଲ୍‌ ଆତ୍‌ମାଇଅନି ଆଦେସ୍‌ ପାଇକରି ଜାଇରଇବା ବର୍‌ନବା ଆରି ସାଉଲ୍‌ ସେଲୁକିଆଇ ଗାଲାଇ । ଆରି ତେଇଅନି ପାନି ଜାଜେ ବସି ସାଇପରସ୍‌ ସମ୍‌ଦୁର୍‌ ମଜାଇ ରଇବା ଜାଗାଇ ଗାଲାଇ ।
5 Salamis'e varınca Yahudiler'in havralarında Tanrı'nın sözünü duyurmaya başladılar. Yuhanna'yı da yardımcı olarak yanlarına almışlardı.
ସାଲାମି ଗଡେ କେଟି ଜିଉଦିମନର୍‌ ପାର୍‌ତନା ଗର୍‌ମନ୍‌କେ ପରମେସରର୍‌ ବାକିଅ ଜାନାଇଲାଇ । ଜଅନ୍‌ ମାର୍‌କ ମିସା ସେମନର୍‌ ସଙ୍ଗ୍‍ ରଇକରି ସେମନ୍‌କେ ସାଇଜ କର୍‌ତେ ରଇଲାଇ ।
6 Adayı baştan başa geçerek Baf'a geldiler. Orada büyücü ve sahte peygamber Baryeşu adında bir Yahudi'yle karşılaştılar.
ସେମନ୍‌ ସାଇପରସ୍‌ ଜାଗା ଚାଡି ପାପ୍‌ତେ ନାଉଁର୍‌ ଜାଗାଇ ଗାଲାଇ । ତେଇ ବାର୍‌ଜିସୁ ନାଉଁର୍‌ ଗଟେକ୍‌ ମଁତର୍‌ ସିକିରଇବା ଜିଉଦିକେ ବେଟ୍‌ଅଇଲାଇ । ସେ ନିଜ୍‌କେ ମିଚ୍‌ରେ ବବିସତ୍‌ବକ୍‌ତା ବଲି କଇତେ ରଇଲା ।
7 Baryeşu, Vali Sergius Pavlus'a yakın biriydi. Akıllı bir kişi olan vali, Barnaba'yla Saul'u çağırtıp Tanrı'nın sözünü dinlemek istedi. Ne var ki Baryeşu –büyücü anlamına gelen öbür adıyla Elimas– onlara karşı koyarak valiyi iman etmekten caydırmaya çalıştı.
ସେ ସମ୍‌ଦୁର୍‌ ମଜାଇ ରଇଲା ଜାଗାର୍‌ ସାସନ୍‌ କାରିଆର୍‌ ସର୍‌ଗିଅ ପାଉଲର୍‌ ମଇତର୍‌ ରଇଲା । ସର୍‌ଗିଅସ୍‌ ଗଟେକ୍‌ ଗିଆନି ଲକ୍‌ ରଇଲା । ସେ ପରମେସରର୍‌ ବାକିଅ ସୁନ୍‌ବାକେ ମନ୍‌ କରି ବର୍‌ନବା ଆରି ପାଉଲ୍‌କେ ଡାକାଇଲା ।
8
ମାତର୍‌ ଗୁନିଆଁ ଏଲିମାସ୍‌, (ଏଟା ତାର୍‌ ଗିରିକ୍‌ ନାଉଁ) ସେମନ୍‌କେ ନିଚୁ ବଲି କଇଲା, କାଇକେ ବଇଲେ, ସେ ସାସନ୍‌ କାରିଆ କିରିସ୍‌ଟକେ ବିସ୍‌ବାସ୍‌ ନ କର ବଲି ବାବ୍‌ତେ ରଇଲା ।
9 Ama Kutsal Ruh'la dolan Saul, yani Pavlus, gözlerini Elimas'a dikerek, “Ey İblis'in oğlu!” dedi. “Yüreğin her türlü hile ve sahtekârlıkla dolu; doğru olan her şeyin düşmanısın. Rab'bin düz yollarını çarpıtmaktan vazgeçmeyecek misin?
ମାତର୍‌ ସାଉଲ୍‌ ଜାର୍‌ ନାଉଁକି ପାଉଲ୍‌, ସୁକଲ୍‌ ଆତ୍‌ମାଇ ପୁରୁନ୍‌ ଅଇ, ମଁତର୍‌ ଜାନିରଇବା ଲକର୍‌ ବାଟେ ନିକ ଦେକ୍‌ଲା ।
୧୦ଆରି କଇଲା, “ଏ ସଇତାନର୍‌ ପିଲା! ତୁଇ, ସବୁ ନିମାନ୍‌ ବିସଇ ବିରଦ୍‌ କଲାସ୍‌ନି । ତୁଇ ସବୁ ରକାମର୍‌ କରାପ୍‌ କାମେ ପୁରୁନ୍‌ ଅଇ ଆଚୁସ୍‌ ଆରି ସବୁବେଲେ ପର୍‌ମେସରର୍‌ କାମ୍‌ ମିଚ୍‌ ବଲି ଦେକାଇବାକେ ଚେସ୍‌ଟା କଲୁସ୍‌ନି ।
11 İşte şimdi Rab'bin eli sana karşı kalktı. Kör olacaksın, bir süre gün ışığını göremeyeceksin.” O anda adamın üzerine bir sis, bir karanlık çöktü. Dört dönerek, elinden tutup kendisine yol gösterecek birilerini aramaya başladı.
୧୧ଏବେ ମାପ୍‌ରୁର୍‌ ଆତେ ଡଣ୍ଡ୍ ପାଇସୁ । ତୁଇ କାଣା ଅଇଜାଇକରି ଚନେକର୍‌ପାଇ ବେଲର୍‌ ଉଜଲ୍‌ ଦେକି ନାପାରୁସ୍‌ ।” ସେଦାପ୍‌ରେ ଏଲିମାସର୍‌ ଆଁକି ଦୁଉଁରି ଆନ୍ଦାର୍‌ ଅଇଗାଲାପାରା ଲାଗ୍‌ଲା । ଆରି ତାକେ ଆତେ ଦାରି ଡାକିନେବାକେ ଗଟେକ୍‌ ଲକ୍‌କେ ଏନେତେନେ ଆଣ୍ଡାଲି ଅଇ କଜି ବୁଲ୍‌ଲା ।
12 Olanları gören vali, Rab'le ilgili öğretiyi hayranlıkla karşıladı ve iman etti.
୧୨ଏଟା ଦେକି ସାସନ୍‌କାରିଆର୍‌ ବିସ୍‌ବାସ୍‌ ଅଇଲା, କାଇକେ ବଇଲେ ମାପ୍‌ରୁର୍‌ ସିକିଆ ସୁନି ସେ କାବା ଅଇଜାଇରଇଲା ।
13 Pavlus'la beraberindekiler Baf'tan denize açılıp Pamfilya bölgesinin Perge Kenti'ne gittiler. Yuhanna ise onları bırakıp Yeruşalim'e döndü.
୧୩ପାଉଲ୍‌ ଆରି ତାର୍‌ ସଙ୍ଗ୍‍ ଜିବା ଲକ୍‌ମନ୍‌ ପାପସ୍‌ ଜାଗାଇ ଅନି ପାନିଜାଜେ ଜାଇ ପପୁଲିଆର୍‌ ପର୍‌ଗା ନାଉଁ ଜାଗାର୍‌ ଗଟେକ୍‌ ଗଡେ କେଟ୍‌ଲାଇ । ଜଅନ୍‌ମାର୍‌କ ତେଇ ସେମନ୍‌କେ ଚାଡିକରି ଜିରୁସାଲାମ୍‌ ବାଉଡିଗାଲା ।
14 Onlar Perge'den yollarına devam ederek Pisidya sınırındaki Antakya'ya geçtiler. Şabat Günü havraya girip oturdular.
୧୪ସେମନ୍‌ ପର୍‌ଗାଇଅନି ଜାଇ ପିସିଦିଆର୍‌ ଆନ୍‌ଟିଅକେ କେଟ୍‌ଲାଇ । ଆରି ବିସ୍‌ରାମ୍‌ବାର୍‌ ଦିନେ ପାର୍‌ତନା ଗରେ ଜାଇ ବସ୍‌ଲାଇ ।
15 Kutsal Yasa ve peygamberlerin yazıları okunduktan sonra, havranın yöneticileri onlara, “Kardeşler, halka verecek bir öğüdünüz varsa buyurun, konuşun” diye haber yolladılar.
୧୫ମସାର୍‌ ନିୟମ୍‌ ଆରି ବବିସତ୍‌ବକ୍‌ତାମନର୍‌ ଲେକା ପଡ୍‌ଲା ପଚେ, ପାର୍‌ତନା ଚାଲାଉମନ୍‌ ସେମନ୍‌କେ ଏ କାତା କଇପାଟାଇଲାଇ, “ବାଇମନ୍‌ ଜଦି ଲକ୍‌ମନର୍‌ ସାର୍‌ଦା ବଡାଇବାପାରା ଉପ୍‌ଦେସ୍‌ ଦେବାର୍‌ ଆଚେ, ତେବେ କୁଆ ।”
16 Pavlus ayağa kalktı, eliyle bir işaret yaparak, “Ey İsrailliler ve Tanrı'dan korkan yabancılar, dinleyin” dedi.
୧୬ପାଉଲ୍‌ ଟିଆଅଇ ଲକ୍‌ମନ୍‌କେ ଚିମ୍‌ରାଇ ଅଇବାକେ ଆତ୍‌ ସାଗିଆ କରି କଇଲା । “ଇତି ରୁଣ୍ଡ୍‌ଅଇଲା ଇସ୍‌ରାଏଲ ବାଇମନ୍‌ ଆରି ପର୍‌ମେସର୍‌କେ ପାର୍‌ତନା କର୍‌ବା ଜିଉଦି ନଇଲା ଲକ୍‌ମନ୍‌, ମର୍‌ କାତା ସୁନା!
17 “Bu halkın, yani İsrail'in Tanrısı, bizim atalarımızı seçti ve Mısır'da gurbette yaşadıkları süre içinde onları büyük bir ulus yaptı. Sonra güçlü eliyle onları oradan çıkardı, çölde yaklaşık kırk yıl onlara katlandı.
୧୭ଇସ୍‌ରାଏଲ୍‌ ଜାତିର୍‌ ପରମେସର୍‌ ଆମର୍‌ ଆନିଦାଦିମନ୍‌କେ ବାଚ୍‌ଲା । ଆରି ମିସର୍‌ ଦେସେ ସେମନ୍‌ ପର୍‌ଦେସିଅଇ ରଇତେ ରଇଲା ବେଲେ, ଗଟେକ୍‌ ବଡ୍‌ ଜାତି କଲା । ପରମେସର୍‌ ତାର୍‌ ବଡ୍‌ ବପୁ ସଙ୍ଗ୍‍ ସେମନ୍‍କେ ମିସରେଅନି ବାର୍‌କରାଇ ଆନ୍‌ଲା ।
୧୮ଆରି ଚାଲିସ୍‌ ବରସ୍‌ ଜାକ ମରୁବାଲିବୁଏଁ ସେମନର୍‌ ସାଦ୍‌ବାନ୍ଦ୍‌ କଲାଟା ମୁରଚ୍‌ଲା ।
19 Kenan ülkesinde yenilgiye uğrattığı yedi ulusun topraklarını İsrail halkına miras olarak verdi. Bütün bunlar aşağı yukarı dört yüz elli yıl sürdü. “Sonra Tanrı, Peygamber Samuel'in zamanına kadar onlar için hâkimler yetiştirdi.
୧୯ସେ କିଣାନେ ସାତ୍‌ଟା ଦଲ୍‌କେ ନସ୍‌ଟ କରି ତାର୍‌ ବାଚ୍‌ଲା ଲକ୍‌ମନ୍‌କେ ସେ ଦେସ୍‌ ଦେଲା ।
୨୦ପାକାପାକି ଚାର୍‌ ସଅ ପଚାସ୍‌ ବରସ୍‌ ବିତ୍‌ରେ ଏ ସବୁ ଗଟ୍‍ନା ଗଟିଗାଲା ।” “ତାର୍‌ ପଚେ ସାମୁଏଲ୍‌ ବବିସତ୍‌ବକ୍‌ତାର୍‌ ବେଲା ଜାକ ପରମେସର୍‌ ସେମନର୍‌ ଉପ୍‌ରେ ବିଚାର୍‌ପତିମନ୍‌କେ ବାଚ୍‌ଲା ।
21 Halk bir kral isteyince, Tanrı onlar için Benyamin oymağından Kiş oğlu Saul'u yetiştirdi. Saul kırk yıl krallık yaptı.
୨୧ଜେଡେବେଲେ ସେମନ୍‌ ଗଟେକ୍‌ ରାଜା ଦର୍‌କାର୍‌ ବଲି କଇଲାଇ, ପରମେସର୍‌ ସେମନ୍‌କେ ଚାଲିସ୍‌ ବରସ୍‌ ଜାକ ସାସନ୍‌ କର୍‌ବାକେ ବେନ୍‍ଜାମିନ୍‌ କୁଟୁମର୍‌ କିସ୍‌ଅର୍‌ ପଅ ସାଉଲ୍‌କେ ବାଚ୍‌ଲା । ସାଉଲ୍‌ ଇସ୍‌ରାଏଲିୟମନ୍‌କେ ଚାଲିସ୍‌ବରସ୍‌ ସାସନ୍‌ କଲା ।
22 Tanrı, onu tahttan indirdikten sonra onlara kral olarak Davut'u başa geçirdi. Onunla ilgili şu tanıklıkta bulundu: ‘İşay oğlu Davut'u gönlüme uygun bir adam olarak gördüm, o her istediğimi yapar.’
୨୨ତାର୍‌ ପଚେ ପର୍‌ମେସର୍‌ ତାକେ ରାଜା ପଦ୍‌ ଚାଡାଇକରି ଦାଉଦ୍‌କେ ସେମନର୍‌ ରାଜା କଲା ।” ପରମେସର୍‌ ତାର୍‌ ବିସଇ କଇରଇଲା, “ମୁଇ ଜନ୍‌ ରକାମେ ଲକ୍‌ମନ୍‌କେ ଆଲାଦ୍‌ କର୍‌ବି, ଜେସିର୍‌ ପଅ ଦାଉଦ୍‌ ସେନ୍ତାରି ଗଟେକ୍‌ ଲକ୍‌ । ସେ ମୁଇ ମନ୍‌କଲା ଇସାବେ ସବୁଜାକ କାମ୍‌ କର୍‌ସି ।”
23 Tanrı, verdiği sözü tutarak bu adamın soyundan İsrail'e bir Kurtarıcı, İsa'yı gönderdi.
୨୩ଏ ଦାଉଦର୍‌ କୁଟୁମର୍‌ ଲକର୍‌ଟାନେଅନି ପର୍‌ମେସର୍‌ ସେ କାତା ଦେଲା ଇସାବେ ଜିସୁକେ ଇସ୍‌ରାଏଲ୍‌ ଜାତିର୍‌ ମୁକ୍‌ତିକାରିଆ କଲାଆଚେ ।
24 İsa'nın gelişinden önce Yahya, bütün İsrail halkını, tövbe edip vaftiz olmaya çağırdı.
୨୪ଜିସୁ ତାର୍‌ କାମ୍‌ ଆରାମ୍‌ କର୍‌ବା ଆଗ୍‌ତୁ, ଜଅନ୍‌ ଇସ୍‌ରାଏଲର୍‌ ସବୁ ଲକର୍‌ ଲଗେ ଜାନାଇକରି, ସେମନ୍‌କେ ପାପେଅନି ମନ୍‌ ବାଉଡାଇ ଡୁବନ୍‌ ନେବାକେ ଅଇସି ବଲି କଇରଇଲା ।
25 Yahya görevini tamamlarken şöyle diyordu: ‘Beni kim sanıyorsunuz? Ben Mesih değilim. Ama O benden sonra geliyor. Ben O'nun ayağındaki çarığın bağını çözmeye bile layık değilim.’
୨୫ଆରି ଜଅନ୍‌ ତାର୍‌ ସେବା କାମ୍‌ ସାରାଇବା ଆଗ୍‌ତୁ ଲକ୍‌ମନ୍‌କେ ପାଚାର୍‌ଲା, “ମର୍‌ ବିସଇ ତମେ କାଇଟା ବାବ୍‌ଲାସ୍‌ନି? ତମେ ଜାକେ ଜାଗି ଆଚାସ୍‌, ମୁଇ ସେ ନଇ । ମାତର୍‌ ସୁନା! ସେ ଦାପ୍‌ରେ ଆଇଲାନି । ତାର୍‌ ଗତିଦାଙ୍ଗ୍‌ଡା ଅଇକରି ପାଣ୍ଡଇର୍‌ ପିତା ମିସା କୁସ୍‌ଲାଇବାକେ ମର୍‍ ଅଦିକାର୍‍ ନଇ ।”
26 “Kardeşler, İbrahim'in soyundan gelenler ve Tanrı'dan korkan yabancılar, bu kurtuluş bildirisi bize gönderildi.
୨୬ଏ ମର୍‌ ଇସ୍‌ରାଏଲର୍‌ ବାଇମନ୍‌, ଅବ୍‌ରାଆମର୍‌ ନାତିତିତିମନ୍‌ ଆରି ପରମେସର୍‌କେ ପାର୍‌ତନା କର୍‌ବାକେ ଇତି ରୁଣ୍ଡ୍‌ଲା ଜିଉଦି ନଇଲା ଲକ୍‌ମନ୍‌, ଆମ୍‌କେ ସେ ମୁକ୍‌ତିର୍‌ କବର୍‌ ମିଲ୍‌ଲା ଆଚେ ।
27 Çünkü Yeruşalim'de yaşayanlar ve onların yöneticileri İsa'yı reddettiler. O'nu mahkûm etmekle her Şabat Günü okunan peygamberlerin sözlerini yerine getirmiş oldular.
୨୭ମାତର୍‌ ସେ ଆକା ଉଦାର୍‌କାରିଆ । ଜିରୁସାଲମର୍‌ ଲକ୍‌ ଆରି ସେମନର୍‌ ନେତାମନ୍‌ ବିସ୍‌ରାମ୍‌ବାରେ ବବିସତ୍‌ବକ୍‌ତାମନର୍‌ ଲେକାଇଅନି ପଡ୍‌ଲାଟା ଲକ୍‌ମନ୍‌ ବୁଜତ୍‌ନାଇ । ଏଲେମିସା ଜିସୁକେ ଦସି କରି ବବିସତ୍‌ବକ୍‌ତାମନର୍‌ କାତା ସିଦ୍‌ କଲାଇ ।
28 O'nda ölüm cezasını gerektiren herhangi bir suç bulamadıkları halde, Pilatus'tan O'nun idamını istediler.
୨୮ଜିସୁକେ ବେସି ଲକ୍‌ ଦସ୍‌ଦେଲାଇ । ମାତର୍‌ କେ ମିସା ମରନର୍‌ ଡଣ୍ଡ୍‌ ପାଇବା ଏତ୍‌କି ଦସ୍‌ କଜି ନାପାର୍‌ଲାଇ । ଏଲେମିସା ତାକେ ମରନର୍‌ ଡଣ୍ଡ୍ ଦେବାକେ ପିଲାତ୍‌କେ ବାଦିଅ କଲାଇ ।
29 O'nunla ilgili yazılanların hepsini yerine getirdikten sonra O'nu çarmıhtan indirip mezara koydular.
୨୯ସାସ୍‌ତରେ ଜନ୍‌ ସବୁ ବିସଇ ଲେକା ଆଚେ, ସେ ଇସାବେ ସବୁ କାମ୍‌ କଲାପଚେ ସେମନ୍‌ ତାକେ କୁର୍‌ସେଅନି ଉତ୍‌ରାଇ ଆନ୍‌ଲାଇ । ବିନ୍‌ଲକ୍‌ମନ୍‌ ଆସିକରି ତାର୍‌ ଗାଗଡ୍‌ ନେଇ ସମାଦିଟାନେ ସଙ୍ଗଇଲାଇ ।
30 Ama Tanrı O'nu ölümden diriltti.
୩୦ମାତର୍‌ ପର୍‌ମେସର୍‌ ତାକେ ମଲାତେଇଅନି ଉଟାଇଲା ।
31 İsa, daha önce kendisiyle birlikte Celile'den Yeruşalim'e gelenlere günlerce göründü. Bu kişiler şimdi halka O'nun tanıklığını yapıyor.
୩୧ବେସି ଦିନ୍‌ ଜାକ, ତାର୍‌ ସଙ୍ଗ୍‍ ଗାଲିଲିଅନି ଜିରୁସାଲମ୍‌ ଆଇବାଜିବା ଲକ୍‌ମନ୍‌ ତାକେ ଦେକ୍‌ଲାଇ । ଏବେ ସେମନ୍‌ ଇସ୍‌ରାଏଲ୍‌ ଲକ୍‌ମନର୍‌ତେଇ ତାର୍‌ ସାକି ଆଚତ୍‌ ।
32 “Biz de size Müjde'yi duyuruyoruz: Tanrı İsa'yı diriltmekle, atalarımıza verdiği sözü, onların çocukları olan bizler için yerine getirmiştir. İkinci Mezmur'da da yazıldığı gibi: ‘Sen benim Oğlum'sun, Bugün ben sana Baba oldum.’
୩୨ଆମର୍‌ ଆନିଦାଦିମନକେ ପର୍‌ମେସର୍‌ କାତା ଦେଇରଇଲା ଇସାବେ ଆମେ ତମ୍‌କେ ଏ ସୁବ୍‌ କବର୍‌ ଜାନାଇଲୁନି ।
୩୩ପରମେସର୍‌ ଜିସୁକେ ମଲାତେଇଅନି ଉଟାଇକରି ସେଟା ସିଦ୍‌ କଲାଆଚେ । ସେମନର୍‌ ପିଲାମନ୍‌ ଆମ୍‌କେ, ଆମର୍‌ ବିତ୍‌ରେ ସେ କାତା ଦେଲାଟା ସିଦ୍‌ ଅଇଲା ଆଚେ । ଗିତ୍‌ ସଙ୍ଗିତାର୍‌ ଦୁଇ ଲମର୍‌ ଗିତେ ଦାଉଦ୍‌ ଏନ୍ତାରି ଲେକିଆଚେ, “ତମେ ମର୍‌ ପଅ, ଆଜି ମୁଇ ସବୁକେ ଦେକାଇ ଆଚି ଜେ ସତଇସେ ମୁଇ ତର୍‌ ବାବା ।”
34 “Tanrı, O'nu asla çürümemek üzere ölümden dirilttiğini şu sözlerle belirtmiştir: ‘Size, Davut'a söz verdiğim Kutsal ve güvenilir nimetleri vereceğim.’
୩୪ଆରି ପର୍‌ମେସର୍‌ ପୁର୍‌ବେଅନି ସପତ୍‌ କରି କାତାଦେଇରଇଲା । ମୁଇ ତାକେ ମଲାତେଇଅନି ଉଟାଇବି । ତାର୍‌ ଗାଗଡ୍‌ ସମାଦିତେଇ କୁଇ ଜିବାକେ ନ ଦେଇ । ଦାଉଦ୍‌କେ ଦେଇ ରଇବା ସପତ୍‌ ଇସାବେ ସତଇସେ ମୁଇ ତମ୍‌କେ ସୁକଲ୍‌ କରି ସବୁ ଆସିର୍‌ବାଦ୍‌ ଦେବି ।
35 “Bunun için başka bir yerde de şöyle der: ‘Kutsalının çürümesine izin vermeyeceksin.’
୩୫ଦାଉଦ୍‌ ଆରି ଗଟେକ୍‌ ଗିତସଙ୍ଗିତାଇ ଲେକ୍‌ଲାଆଚେ, ମୁଇ ମରିଗାଲେ ମର୍‌ଗାଗଡ୍‌ ତୁଇ ସମାଦିତେଇ କୁଇ ଜିବାକେ ଚାଡି ନ ଦେଉସ୍‌ ।
36 “Davut, kendi kuşağında Tanrı'nın amacı uyarınca hizmet ettikten sonra gözlerini yaşama kapadı, ataları gibi gömüldü ve bedeni çürüyüp gitti.
୩୬ଦାଉଦ୍‌ ସାସନ୍‌ କଲାବେଲେ ପର୍‌ମେସର୍‌ ମନ୍‌ କଲା ଇସାବେ କାମ୍‌ କରି ସାରାସାରି ମଲା । ଆରି ଆନିଦାଦିମନର୍‌ ସଙ୍ଗ୍‍ ତପିଅଇଲା । ତାର୍‌ ଗାଗଡ୍‌ ସମାଦିତେଇ କୁଇଲା ।
37 Oysa Tanrı'nın dirilttiği Kişi'nin bedeni çürümedi.
୩୭ମାତର୍‌ ପର୍‌ମେସର୍‌ ଜାକେ ମଲାଟାନେଅନି ଉଟାଇଲା, ତାର୍‌ ଗାଗଡ୍‌ କୁଏ ନାଇ ।
38 Dolayısıyla kardeşler, şunu bilin ki, günahların bu Kişi aracılığıyla bağışlanacağı size duyurulmuş bulunuyor. Şöyle ki, iman eden herkes, Musa'nın Yasası'yla aklanamadığınız her suçtan O'nun aracılığıyla aklanır.
୩୮ତେବର୍‌ପାଇ ମର୍‌ ଏ ଇସ୍‌ରାଏଲର୍‌ ବାଇମନ୍‌, ତମେ ଏଟା ଜାନିରୁଆ । ଜିସୁ କରିରଇବା କାମେଅନି ସେ, ତମର୍‌ ପାପ୍‌ କେମା ଅଇସି ।
୩୯ମସାର୍‌ ନିୟମ୍‌ ମାନିକରି ଆଚୁ ବଇଲେ ପାପ୍‌ କେମା ନ ଅଇତା । ମାତର୍‌ ଜିସୁର୍‌ ଟାନେ ବିସ୍‌ବାସ୍‌ କଲାର୍‌ପାଇ ଆମେ ସବୁଲକ୍‌ ପାପେ ଅନି ମୁକ୍‌ଲି ଆଚୁ, ସେଟା ତମେ ଜାନ୍‌ବାର୍‌ ଆଚେ ।
40 Dikkat edin, peygamberlerin sözünü ettiği şu durum sizin başınıza gelmesin: ‘Bakın, siz alay edenler, Şaşkına dönüp yok olun! Sizin gününüzde bir iş yapıyorum, Öyle bir iş ki, biri size anlatsa inanmazsınız.’”
୪୦ଜାଗ୍‍ରତ୍‌, ବବିସତ୍‌ବକ୍‌ତାମନ୍‌ ଜାଇଟା କଇଲାଇ ଆଚତ୍‌, ସେଟା ଜେନ୍ତିକି ତମ୍‌କେ ନ ଗଟ ।
୪୧ପର୍‌ମେସର୍‌ କଇଲା, ଏ ମକେ କିଜାଇବା ଲକ୍‌ମନ୍‌! ତମେମନ୍‌ କିଲ୍‌ବିଲ୍‌ ଅଇ ମରା! କାଇକେ ବଇଲେ ତମର୍‌ ବେଲାଇ ମୁଇ ଜନ୍‌ କାମ୍‌ କର୍‌ବାକେ ଗାଲିନି, ସେଟା ଜେ ମିସା ବୁଜାଇ କଇଲେ, ତମେ ବିସ୍‌ବାସ୍‌ ନ କରାସ୍‌ ।
42 Pavlus'la Barnaba havradan çıkarken halk onları, bir sonraki Şabat Günü aynı konular üzerinde konuşmaya çağırdı.
୪୨ପାଉଲ୍‌ ଆରି ବର୍‌ନବା ପାର୍‌ତନା ଗରେଅନି ବାରଇବା ବେଲେ, ଆରି ଗଟେକ୍‌ ବିସ୍‌ରାମ୍‌ବାରେ ବାଉଡି ଆସି ଏ ସବୁ ବିସଇ ଆରି ବୁଜାଇବାକେ, ଲକ୍‌ମନ୍‌ ବାବୁଜିଆ କଲାଇ ।
43 Havradaki topluluk dağılınca, Yahudiler ve Yahudiliğe dönüp Tanrı'ya tapan yabancılardan birçoğu onların ardından gitti. Pavlus'la Barnaba onlarla konuşarak onları devamlı Tanrı'nın lütfunda yaşamaya özendirdiler.
୪୩ଲକ୍‌ମନ୍‌ ପାର୍‌ତନା ଗରେଅନି ଉଟିଗାଲା ପଚେ, ବେସି ଜିଉଦିମନ୍‌ ଆରି ଜିଉଦି ଦରମ୍‌ ନେଇରଇବା ଜିଉଦି ନ ଅଇଲା ଲକ୍‌ମନ୍‌, ସାଉଲ୍‌ ଆରି ବର୍‌ନବାର୍‌ ସଙ୍ଗ୍‍ ଜିବାର୍‌ଦାର୍‌ଲାଇ । ପେରିତ୍‌ ସିସ୍‌ମନ୍‌ ତାକର୍‌ ସଙ୍ଗ୍‍ କାତା ଅଇ ପରମେସରର୍‌ ଜିବନ୍‌ଦୁକାଇଲାଟାକେ ମାନିକରି ଜିଇବାକେ ସେମନ୍‌କେ ସାର୍‌ଦା କରାଇଲାଇ ।
44 Ertesi Şabat Günü kent halkının hemen hemen tümü Rab'bin sözünü dinlemek için toplanmıştı.
୪୪ତାର୍‌ ଆର୍‌କର୍‌ ବିସ୍‌ରାମ୍‌ବାରେ ଆନ୍‌ଟିଅକିଅ ଗଡର୍‌ ସବୁ ଲକ୍‌ ମାପ୍‌ରୁର୍‌ ବାକିଅ ସୁନ୍‌ବାକେ ଜିଉଦିମନର୍‌ ପାର୍‌ତନା ଗରେ ରୁଣ୍ଡ୍‌ଲାଇ ।
45 Kalabalığı gören Yahudiler büyük bir kıskançlık içinde, küfürlerle Pavlus'un söylediklerine karşı çıktılar.
୪୫ବେସି ଲକ୍‌ ରୁଣ୍ଡ୍‌ଲାଟା ଦେକି, ଜିଉଦି ନେତାମନ୍‌ ଇଁସା ଅଇଲାଇ । ଆରି ପାଉଲ୍‌ କଇବା କାତା, ବିରଦ୍‌ କରି ନିନ୍ଦା କଲାଇ ।
46 Pavlus'la Barnaba ise cesaretle karşılık verdiler: “Tanrı'nın sözünü ilk önce size bildirmemiz gerekiyordu. Siz onu reddettiğinize ve kendinizi sonsuz yaşama layık görmediğinize göre, biz şimdi öteki uluslara gidiyoruz. (aiōnios g166)
୪୬ମାତର୍‌ ପାଉଲ୍‌ ଆରି ବର୍‌ନବା ଅଦିକ୍‌ ଡାଟ୍‌ ସଙ୍ଗ୍‍ କଇଲାଇ, “ପର୍‌ତମେ ପରମେସରର୍‌ ବାକିଅ ତମର୍‌ ଲଗେ ଜାନାଇବାର୍‌ ଦର୍‌କାର୍‌ ରଇଲା । ମାତର୍‌ ତମେ ସେଟା ନିଚ୍‌ଲାସ୍‌ନି । ଆରି ତାର୍‌ ସଙ୍ଗ୍‍ ନ ସାର୍‌ବା ଜିବନ୍‌ ପାଇବାକେ ଅଦିକାର୍‍ ନାଇ ବଲି ବିଚାର୍‌ କଲାସ୍‌ନି । ସେଟାର୍‌ପାଇ ଆମେ ତମ୍‌କେ ଚାଡି, ଏ କାତା ଜିଉଦି ନଇଲା ଲକ୍‌ମନ୍‌କେ କଇବାର୍‌ ଗାଲୁନି । (aiōnios g166)
47 Çünkü Rab bize şöyle buyurmuştur: ‘Yeryüzünün dört bucağına kurtuluş götürmen için Seni uluslara ışık yaptım.’”
୪୭କାଇକେ ବଇଲେ ମାପ୍‌ରୁ ଆମ୍‌କେ ଏ ଆଦେସ୍‌ ଦେଲା ଆଚେ ।” ଆନ୍ଦାରେ ଉଜଲ୍‌ ଅଇଲାପାରା ଜିଉଦି ନ ଅଇଲା ଲକ୍‌ମନ୍‌କେ ମର୍‌ ବିସଇ ଜାନାଇବାକେ ମୁଇ ତମ୍‌କେ ବାଚିଆଚି । ଜେନ୍ତାରି କି ମୁଇ ସେମନ୍‌କେ ରକିଆ କରି ପାର୍‌ବି ବଲି ଦୁନିଆର୍‌ ସବୁ ଲକ୍‌ମନ୍‌କେ ତମେ କଇପାରାସ୍‌ ।
48 Öteki uluslardan olanlar bunu işitince sevindiler ve Rab'bin sözünü yücelttiler. Sonsuz yaşam için belirlenmiş olanların hepsi iman etti. (aiōnios g166)
୪୮ଜିଉଦି ନଇଲା ଲକ୍‌ମନ୍‌ ଏଟା ସୁନି ବେସି ସାର୍‌ଦା ଅଇଗାଲାଇ ଆରି ପର୍‌ମେସରର୍‌ କବର୍‌ ପାଇ ଜୁଆର୍‌ କଲାଇ । ଜନ୍‌ ଲକ୍‌ମନ୍‌ ନ ସାର୍‌ବା ଜିବନର୍‌ ପାଇ ବାଚାଇ ଅଇରଇଲାଇ, ସେମନ୍‌ ସେ କବର୍‌ ସୁନି ବିସ୍‌ବାସ୍‌ କଲାଇ । (aiōnios g166)
49 Böylece Rab'bin sözü bütün yörede yayıldı.
୪୯ତେଇର୍‌ ବିସ୍‌ବାସିମନ୍‌ ସେ ଜାଗାଇ ବୁଲି ବୁଲି ମାପ୍‌ରୁର୍‌ ବାକିଅ ଜାନାଇଲାଇ ।
50 Ne var ki Yahudiler, Tanrı'ya tapan saygın kadınlarla kentin ileri gelen erkeklerini kışkırttılar, Pavlus'la Barnaba'ya karşı bir baskı hareketi başlatıp onları bölge sınırlarının dışına attılar.
୫୦ମାତର୍‌ ସେ ଗଡର୍‌ ବଡ୍‌ ଲକ୍‌ମନ୍‌ ଆରି ପର୍‌ମେସର୍‌କେ ଉପାସନା କର୍‌ବା ଉପର୍‌କେ ରଇବା ଜିଉଦି ନ ଅଇଲା ମାଇଜିମନ୍‌କେ ସୁତ୍‌ରାଇକରି, ତେଇର୍‌ ଜିଉଦିମନ୍‌, ପାଉଲ୍‌ ଆରି ବର୍‌ନବାକେ ବିରଦ୍‌ କଲାଇ । ସେମନ୍‌ ତାଉଁକେ ତାଡ୍‌ନା ଦେବାର୍‌ ଆରାମ୍‌ କଲାଇ । ଆରି ସେ ଜାଗାଇଅନି ବାର୍‌ କରିଦେଲାଇ ।
51 Bunun üzerine Pavlus'la Barnaba, onlara bir uyarı olsun diye ayaklarının tozunu silkerek Konya'ya gittiler.
୫୧ତେଇଅନି ଜିବାବେଲେ ପେରିତ୍‌ ସିସ୍‌ମନ୍‌ ସେ ଲକ୍‌ମନର୍‌ ବିରଦେ ତାକର୍‌ ପାଦର୍‌ ଦୁଲି ପାପ୍‌ଡିଦେଇ ଇକନିଅତେଇ ଗାଲାଇ ।
52 Öğrenciler ise sevinç ve Kutsal Ruh'la doluydu.
୫୨ଆନ୍‌ଟିଅକର୍‌ ବିସ୍‌ବାସିମନ୍‌ ସୁକଲ୍‌ ଆତ୍‌ମାଇ ଆରି ସାର୍‌ଦାଇ ପୁରୁନ୍‌ ଅଇଲାଇ ।

< Elçilerin İşleri 13 >