< Yuhanna 17 >

1 İsa bunları söyledikten sonra, gözlerini gökyüzüne kaldırıp şöyle dedi: “Baba, saat geldi. Oğlun'u yücelt ki, Oğul da seni yüceltsin.
ଜିସୁ ଏ ସବୁ କାତା କଇସାରାଇଲା ପଚେ, ସରଗ୍‌ ବାଟେ ଦେକି କଇଲା, “ଏ ସରଗର୍‌ ବାବା, ଏବେ ବେଲା କେଟ୍‌ଲା ଆଚେ । ତମର୍‌ ପିଲା ମକେ ଡାକ୍‌ପୁଟା କରା । ଜେନ୍ତିକି ତମର୍‌ ପିଲା ମୁଇ ତମ୍‌କେ ଡାକ୍‌ପୁଟା କର୍‌ବି ।
2 Çünkü sen O'na bütün insanlık üzerinde yetki verdin. Öyle ki, O'na verdiklerinin hepsine sonsuz yaşam versin. (aiōnios g166)
ତମେ ମକେ ସବୁ ମୁନୁସ୍‌ ଜାତି ଉପ୍‌ରେ ଅଦିକାର୍‌ ଦେଇଆଚାସ୍‌ । ଆରି ଜନ୍‌ଲକ୍‌ମନ୍‌କେ ମକେ ସର୍‌ପି ଦେଇଆଚାସ୍‌, ସେମନ୍‌କେ ମୁଇ ନ ସାର୍‌ବା ଜିବନ୍‌ ଦେବି । (aiōnios g166)
3 Sonsuz yaşam, tek gerçek Tanrı olan seni ve gönderdiğin İsa Mesih'i tanımalarıdır. (aiōnios g166)
ତମେସେ ଗଟେକ୍‌ ପର୍‌ମେସର୍‌, ତମ୍‌କେ ଆରି ତମେ ପାଟାଇରଇବା ଜିସୁ କିରିସ୍‌ଟକେ ଜାନ୍‌ବାଟା ଅଇଲାନି ନ ସାର୍‌ବା ଜିବନ୍‌ । (aiōnios g166)
4 Yapmam için bana verdiğin işi tamamlamakla seni yeryüzünde yücelttim.
ତମେ ମକେ ଜନ୍‌ କାମ୍‌ମନ୍‌ କର୍‌ବାକେ ଦେଇଆଚାସ୍‌, ସେଟା ମୁଇ ସାରାଇ କରି, ଏ ଦୁନିଆଇ ତମ୍‌କେ ଡାକ୍‌ପୁଟା କରିଆଚି ।
5 Baba, dünya var olmadan önce ben senin yanındayken sahip olduğum yücelikle şimdi beni yanında yücelt.
ଏ ବାବା, ଏ ଦୁନିଆ ତିଆର୍‌ ନ ଅଇତେ, ତମର୍‌ ସଙ୍ଗ୍‌ ରଇଲାବେଲେ, ମର୍‌ ଜନ୍‌ ଡାକ୍‌ପୁଟା ରଇଲା, ଏବେ ତମେ ରଇତେ ଆକା, ମକେ ଡାକ୍‌ପୁଟା କର୍‍ ।
6 “Dünyadan bana verdiğin insanlara senin adını açıkladım. Onlar senindiler, bana verdin ve senin sözüne uydular.
“ଏ ଜଗତର୍‌ ଜନ୍‌ ଲକ୍‌ମନ୍‌କେ ତମେ ମକେ ସର୍‌ପି ଦେଇରଇଲାସ୍‌, ସେମନର୍‌ ଲଗେ ମୁଇ ତମ୍‌କେ ଜାନାଇଆଚି । ସେମନ୍‌ ତମର୍‌ ଅଇରଇଲାଇ, ଆରି ମକେ ସେମନ୍‌କେ ସର୍‌ପିଦେଲୁସ୍‌ । ସେମନ୍‌ ତମର୍‌ ବାକିଅ ମାନ୍‌ଲାଇନି ।
7 Bana verdiğin her şeyin senden olduğunu şimdi biliyorlar.
ତମେ ମକେ ଜନ୍‌ ଜନ୍‌ଟା ସର୍‌ପି ଦେଇ ଆଚାସ୍‌, ସେଟାମନ୍‌ ସବୁ ତର୍‌ଟାନେଅନି ଆକା ଅଇଲାଆଚେ, ବଲି ଏବେ ସେମନ୍‌ ବୁଜିଆଚତ୍‌ ।
8 Çünkü bana ilettiğin sözleri onlara ilettim, onlar da kabul ettiler. Senden çıkıp geldiğimi gerçekten anladılar, beni senin gönderdiğine iman ettiler.
ତମେ ମକେ ଦେଇରଇବା କବର୍‌ ମୁଇ ସେମନ୍‌କେ ସୁନାଇଆଚି, ସେମନ୍‌ ସେଟା ମାନି ଆଚତ୍‌ । ମୁଇ ତମର୍‌ଟାନେଅନି ଆସିଆଚି ଆରି ତମେ ମକେ ପାଟାଇଆଚାସ୍‌, ସେମନ୍‌ ଏ କାତା ସତ୍‌ ବଲି ଜାନିକରି ବିସ୍‌ବାସ୍‌ କଲାଇ ଆଚତ୍‌ ।”
9 Onlar için istekte bulunuyorum. Dünya için değil, bana verdiğin kimseler için istekte bulunuyorum. Çünkü onlar senindir.
ମୁଇ ସେମନର୍‌ଲାଗି ପାର୍‌ତନା କଲିନି, ଦୁନିଆର୍‌ ଲକ୍‌ମନର୍‌ ପାଇ ପାର୍‌ତନା କରିନାଇ । ମାତର୍‌ ତମେ ମକେ ଜନ୍‌ ଲକ୍‌ମନ୍‌କେ ଦେଇଆଚାସ୍‌, ସେ ଲକ୍‌ମନର୍‌ ପାଇ ପାର୍‌ତନା କଲିନି । କାଇକେ ବଇଲେ ସେମନ୍‌ ତମର୍‌ ଲକ୍‌ମନ୍‌ ।
10 Benim olan her şey senindir, seninkiler de benimdir. Ben onlarda yüceltildim.
୧୦ଜେତ୍‌କି ମର୍‌ଟା, ସେ ସବୁ ତମର୍‌ଟା । ଆରି ଜେତ୍‌କି ତମର୍‌ଟା ସେ ସବୁ ମର୍‌ଟା । ଆକର୍‌ଲାଗି ଆକା ମର୍‌ ଡାକ୍‌ପୁଟା ଅଇଆଚେ ।
11 Ben artık dünyada değilim, ama onlar dünyadalar. Ben sana geliyorum. Kutsal Baba, onları bana verdiğin kendi adınla koru ki, bizim gibi bir olsunlar.
୧୧ଏବେ ମୁଇ ତମର୍‌ ଲଗେ ଆଇଲିନି, ମୁଇ ଏ ଦୁନିଆଇ ରଇନାଇ । ମାତର୍‌ ଏମନ୍‌ ରଇଲାଇନି । ସୁକଲ୍‌ ରଇବା ବାବା! ତମେ ଜନ୍‌ ଲକ୍‌ମନ୍‌କେ ମକେ ସର୍‌ପି ଦେଇଆଚୁସ୍‌, ତମେ ଦେଇରଇବା ନାଉଁର୍‌ ବପୁର୍‌ ଲାଗି ସେମନ୍‌କେ ରକିଆ କରା । ଜେନ୍ତାରି ତମେ ଆରି ମୁଇ ଗଟେକ୍‌ । ସେନ୍ତାରିସେ ସେମନ୍‌ ଗଟେକ୍‌ ଅଇରଇବାକେ ସାଇଜ କରା ।
12 Kendileriyle birlikte olduğum sürece, bana verdiğin kendi adınla onları esirgeyip korudum. Kutsal Yazı yerine gelsin diye, mahva giden adamdan başka içlerinden hiçbiri mahvolmadı.
୧୨ମୁଇ ସେମନର୍‌ ସଙ୍ଗ୍‌ ରଇଲା ବେଲେ ତମର୍‌ ନାଉଁର୍‌ ବପୁସଙ୍ଗ୍‌ ସେମନ୍‌କେ ରକିଆ କରିରଇଲି । ଜେନ୍ତି କି ସେମନ୍‌ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ପର୍‌ମେସରର୍‌ଟାନେ ଅନି ବିନେ ଅଇ ନସ୍‌ଟ ନ ଅଅତ୍‌ । ଗଟେକ୍‌ ଲକ୍‌କେ ଚାଡି ସବୁଲକ୍‌କେ ରକିଆ କରିଆଚି । ସେ ଗଟେକ୍‌ ଲକ୍‌ ନସ୍‌ଟ ଅଇସି ଆକା । ଜେନ୍ତିକି ଦରମ୍‌ ସାସ୍‌ତରେ ଲେକା ଅଇଲାଟା ସିଦ୍‌ ଅଇବାର୍‌ ରଇଲା ।
13 “İşte şimdi sana geliyorum. Sevincimin onlarda tamamlanması için bunları ben dünyadayken söylüyorum.
୧୩ଏବେ ମୁଇ ତମର୍‌ ଲଗେ ଆଇଲିନି । ଏ ଦୁନିଆଇ ରଇଲା ବେଲେ ସେମନ୍‌କେ, ସେମନର୍‌ ମନେ ରଇବା ମର୍‌ ସାର୍‌ଦା ପୁରାପୁରୁନ୍‌ ଅଇବାକେ, ଏ ବିସଇ କଇରଇଲି ।
14 Ben onlara senin sözünü ilettim, dünya ise onlardan nefret etti. Çünkü ben dünyadan olmadığım gibi, onlar da dünyadan değiller.
୧୪ମୁଇ ସେମନ୍‌କେ ତମର୍‌ ବାକିଅ ସୁନାଇଆଚି । ତେବର୍‌ପାଇ ଏ ଦୁନିଆ ସେମନ୍‌କେ ଗିନ୍‌ କଲାନି । କାଇକେ ବଇଲେ ମୁଇ ଜେନ୍ତି ଏ ଦୁନିଆଇ ଅନି ଜାତ୍‌ ଅଇଲାଟା ନଇ, ସେନ୍ତି ସେମନ୍‌ ମିସା ଏ ଦୁନିଆର୍‌ ନଅତ୍‌ ।
15 Onları dünyadan uzaklaştırmanı değil, kötü olandan korumanı istiyorum.
୧୫ତମେ ସେମନ୍‌କେ ଏ ଦୁନିଆଇଅନି ଦାରିଜା ବଲି ମୁଇ ପାର୍‌ତନା କରିନାଇ । ମାତର୍‌ ସଇତାନର୍‌ ପାନ୍ଦେ ଅନି ରକିଆ କରା ବଲି ଗୁଆରି କଲିନି ।
16 Ben dünyadan olmadığım gibi, onlar da dünyadan değiller.
୧୬ମୁଇ ଜେନ୍ତିକି ଏ ଦୁନିଆର୍‌ ନଇ, ସେନ୍ତି ସେମନ୍‌ ମିସା ଏ ଦୁନିଆର୍‌ ନଅତ୍‌ ।
17 Onları gerçekle kutsal kıl. Senin sözün gerçektir.
୧୭ତମର୍‌ ସତ୍‌ସଙ୍ଗ୍‌ ସେମନ୍‌କେ ସୁକଲ୍‌ କରା, ତମର୍‌ ବାକିଅ ତା ସତ୍‌ ।
18 Sen beni dünyaya gönderdiğin gibi, ben de onları dünyaya gönderdim.
୧୮ତମେ ମକେ ଜେନ୍ତି ଏ ଦୁନିଆଇ ପାଟାଇ ଆଚାସ୍‌, ସେନ୍ତାରି ମୁଇ ମିସା ସେମନ୍‌କେ ଏ ଦୁନିଆଇ ପାଟାଇଲିନି ।
19 Onlar da gerçekle kutsal kılınsınlar diye kendimi onların uğruna adıyorum.
୧୯ଜେନ୍ତିକି ସେମନ୍‌ ତମର୍‌ଟାନେ ସର୍‌ପି ଅଇବାଇ । ସେଟାର୍‌ପାଇ ମୁଇ ନିଜ୍‌କେ ତମର୍‌ତେଇ ସୁକଲ୍‌ ଅଇଲିନି ।
20 “Yalnız onlar için değil, onların sözüyle bana iman edenler için de istekte bulunuyorum, hepsi bir olsunlar. Baba, senin bende olduğun ve benim sende olduğum gibi, onlar da bizde olsunlar. Dünya da beni senin gönderdiğine iman etsin.
୨୦“ମୁଇ ଅବ୍‌କା ଏ ସିସ୍‌ମନର୍‌ ଲାଗିସେ ପାର୍‌ତନା କରିନାଇ, ମାତର୍‌ ଏ ଲକ୍‌ମନ୍‌ ଜାନାଇବା କାତାଇଅନି ଜନ୍‌ ଲକ୍‌ମନ୍‌ ମକେ ବିସ୍‌ବାସ୍‌ କର୍‌ବାଇ, ସେ ଲକ୍‌ମନର୍‌ ପାଇ ମିସା ପାର୍‌ତନା କଲିନି ।
୨୧ଏ ବାବା ତମେ ଜେନ୍ତାରି ମର୍‌ଟାନେ ମିସି ଗଟେକ୍‌ ଅଇଆଚାସ୍‌, ଆରି ମୁଇ ତମର୍‌ଟାନେ ମିସିକରି ଗଟେକ୍‌ ଅଇଆଚି । ସେନ୍ତାରିସେ ସେମନ୍‌ ମିସା ସେମନର୍‌ ବିତ୍‌ରେ ମିସିକରି ଗଟେକ୍‌ ଅଇ ରଇବାକେ ମୁଇ ପାର୍‌ତନା କଲିନି । ଜେନ୍ତିକି ତମେସେ ମକେ ପାଟାଇ ଆଚାସ୍‌ ବଲି ଏ ଦୁନିଆ ବିସ୍‌ବାସ୍‌ କର ।
22 Bana verdiğin yüceliği onlara verdim. Öyle ki, bizim bir olduğumuz gibi bir olsunlar.
୨୨ଜେନ୍ତି ତମର୍‌ ଡାକ୍‌ପୁଟା ମକେ ଦେଇଆଚାସ୍‌, ସେନ୍ତି ସେଟା ମୁଇ ସେମନ୍‌କେ ଦେଇଆଚି । ତେବେ ଆମେ ଗଟେକ୍‌ ଅଇରଇଲାପାରା, ସେମନ୍‌ମିସା ସେମନର୍‌ ବିତ୍‌ରେ ଗଟେକ୍‌ ଅଇରଇବାଇ ।
23 Ben onlarda, sen bende olmak üzere tam bir birlik içinde bulunsunlar ki, dünya beni senin gönderdiğini, beni sevdiğin gibi onları da sevdiğini anlasın.
୨୩ତମେ ଜେନ୍ତି ମର୍‌ଟାନେ ଆଚାସ୍‌, ସେନ୍ତି ମୁଇ ମିସା ତାକର୍‌ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍‌ ପୁରାପୁରୁନ୍‌ ଗଟେକ୍‌ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍‌ସି ଜେ, ତମେ ମକେ ପାଟାଇ ଆଚାସ୍‌, ଆରି ମକେ ଜେନ୍ତି ଆଲାଦ୍‌ କଲାସ୍‌ନି, ସେମନ୍‌କେ ମିସା ସେନ୍ତିସେ ଆଲାଦ୍‌ କଲାସ୍‌ନି ।”
24 Baba, bana verdiklerinin de bulunduğum yerde benimle birlikte olmalarını ve benim yüceliğimi, bana verdiğin yüceliği görmelerini istiyorum. Çünkü dünyanın kuruluşundan önce sen beni sevdin.
୨୪ଏ ବାବା, ତମେ ମକେ ଜନ୍‌ ଲକ୍‌ମନ୍‌କେ ଦେଇଆଚାସ୍‌, ମୁଇ ଜନ୍‌ ଜାଗାଇ ରଇବି, ସେମନ୍‌ ମିସା ମର୍‌ ସଙ୍ଗ୍‌ ରଅତ୍‌ ବଲି ମନ୍‍ କଲିନି । ତେବେ ମକେ ଦେଇରଇବା ଡାକ୍‌ପୁଟା ସେମନ୍‌ ଦେକ୍‌ବାଇ । କାଇକେ ବଇଲେ ତମେ ଏ ଦୁନିଆ ତିଆର୍‌ କର୍‌ବା ଆଗ୍‌ତୁସେ ମକେ ଆଲାଦ୍‌ କରିଆଚାସ୍‌ ।
25 Adil Baba, dünya seni tanımıyor, ama ben seni tanıyorum. Bunlar da beni senin gönderdiğini biliyorlar.
୨୫ଏ ଦରମର୍‌ ବାବା, ଏ ଦୁନିଆ ତମ୍‌କେ ନାଜାନେ, ମାତର୍‌ ମୁଇ ତମ୍‌କେ ଜାନିଆଚି । ଆରି ତମେସେ ମକେ ପାଟାଇଆଚାସ୍‌ ବଲି ସିସ୍‌ମନ୍‌ ଜାନିଆଚତ୍‌ ।
26 Bana beslediğin sevgi onlarda olsun, ben de onlarda olayım diye senin adını onlara bildirdim ve bildirmeye devam edeceğim.”
୨୬ମୁଇ ସେମନ୍‌କେ ତମର୍‌ ବିସଇ ଜାନାଇ ଆଚି, ଆରି ସବୁ ବେଲେ ଜାନାଇତେରଇବି । ତେବେ ମର୍‌ଲାଗି ସେମନ୍‌ ତମର୍‌ ଆଲାଦ୍‌ ଏତାଇବାଇ ଆରି ମୁଇ ସେମନର୍‌ ମନ୍‌ ବିତ୍‌ରେ ରଇବି ।

< Yuhanna 17 >