< Elçilerin İşleri 2 >

1 Pentikost Günü geldiğinde bütün imanlılar bir arada bulunuyordu.
ଜନ୍‌ ଦିନେ ସେମନ୍‌ ପେନ୍‌ଟିକସ୍‌ଟ୍‌ ପରବ୍‌ ମାନ୍‌ତେରଇଲାଇ, ଜିସୁକେ ବିସ୍‌ବାସ୍‌ କର୍‌ବା ସବୁ ଲକ୍‌ମନ୍‌ ଗଟେକ୍‌ ଜାଗାଇ ରୁଣ୍ଡିରଇଲାଇ ।
2 Ansızın gökten, güçlü bir rüzgarın esişini andıran bir ses geldi ve bulundukları evi tümüyle doldurdu.
ଅଟାତ୍‌ ଆକାସେଅନି ବେସି ପବନ୍‌ ଆଇଲାପାରା ଗଟେକ୍‌ ସବଦ୍‌ ଅଇଲା । ଆରି ଜନ୍‌ ଗରେ ସେମନ୍‌ ବସି ରଇଲାଇ, ସେଟା ସେ ସବଦେ ପୁରୁନ୍‌ ଅଇଲା ।
3 Ateşten dillere benzer bir şeylerin dağılıp her birinin üzerine indiğini gördüler.
ତାର୍‌ପଚେ ସେମନ୍‌ ଦେକ୍‌ଲାଇ, କେତେଟା ଜଇଜିବ୍‌ ଉଦ୍‌ଲିକରି ବିଚି ଅଇଲା । ଆରି ତେଇ ରଇଲା ସବୁ ବିସ୍‌ବାସିମନ୍‌କେ ଚିଇଲା ।
4 İmanlıların hepsi Kutsal Ruh'la doldular, Ruh'un onları konuşturduğu başka dillerle konuşmaya başladılar.
ସେମନ୍‌ ସବୁଲକ୍‌ ସୁକଲ୍‌ଆତ୍‌ମାଇ ପୁରାପୁରୁନ୍‌ ଅଇଲାଇ ଆରି ଆତ୍‌ମା ଦେଲା ବପୁ ଇସାବେ ନାଜାନ୍‌ଲା ବାସାମନର୍‌ ସଙ୍ଗ୍‍ କାତା ଅଇବାର୍‌ ଦାର୍‌ଲାଇ ।
5 O sırada Yeruşalim'de, dünyanın her ülkesinden gelmiş dindar Yahudiler bulunuyordu.
ଜଗତର୍‌ ବିନ୍‌ ବିନ୍‌ ଦେସେଅନି ଆସିରଇଲା ଜିଉଦି ଲକ୍‌ମନ୍‌ ସେଡ୍‌କିବେଲେ ଜିରୁସାଲମେ ରଇଲାଇ ।
6 Sesin duyulması üzerine büyük bir kalabalık toplandı. Herkes kendi dilinin konuşulduğunu duyunca şaşakaldı.
ଏନ୍ତାରି ଅଇଲାଟା ଦେକି ସେମନ୍‌ ସାର୍‌ଦା ଅଇଗାଲାଇ । କାଇକେବଇଲେ ସେ ବିସ୍‌ବାସିମନ୍‌ ତାକର୍‌ ତାକର୍‌ ବାସାଇ କାତା ଅଇବାଟା ସେମନ୍‌ ସୁନ୍‌ଲାଇ ।
7 Hayret ve şaşkınlık içinde, “Bakın, bu konuşanların hepsi Celileli değil mi?” diye sordular.
ସେମନର୍‌ ବୁଦିଗୁପିଗାଲା ଆରି କାବା ଅଇଜାଇ ପାଚାର୍‌ଲାଇ, “ଏନ୍ତାରି ବାସାଇ କାତା ଅଇବା ଲକ୍‌ମନ୍‌ ଗାଲିଲିଅନି ନଅତ୍‌ କି?
8 “Nasıl oluyor da her birimiz kendi ana dilini işitiyor?
ସେନ୍ତିଆଲେ ଆମେ କେନ୍ତି ସେମନ୍‌କେ ଆମର୍‌ ନିଜର୍‌ ନିଜର୍‌ ଜନମ୍‌ ଜାଗାର୍‌ ବାସାଇ କାତା ଅଇବାଟା ସୁନିଆଚୁ?
9 Aramızda Partlar, Medler, Elamlılar var. Mezopotamya'da, Yahudiye ve Kapadokya'da, Pontus ve Asya İli'nde, Frikya ve Pamfilya'da, Mısır ve Libya'nın Kirene'ye yakın bölgelerinde yaşayanlar var. Hem Yahudi hem de Yahudiliğe dönen Romalı konuklar, Giritliler ve Araplar var aramızda. Ama her birimiz Tanrı'nın büyük işlerinin kendi dilimizde konuşulduğunu işitiyoruz.”
ଆମେ ପାର୍‌ତିୟ, ମାଦିୟ, ଏଲାମିୟ ଆରି ମେସପଟାମିୟ, ଜିଉଦା ଦେସ୍‌ ଆରି କାପ୍‍ପାଦକିଆ, ପନ୍ତ୍‌ ଆରି ଆସିଆ,
୧୦ପିରିଜିଆ ଆରି ପପୁଲିଆ, ମିସର୍‌ ଆରି କୁରିଣି ଲଗେ ରଇଲା ଲିବିଆ ଜାଗାର୍‌ ଲକ୍‌ । ଆମର୍‌ ବିତ୍‌ରେ ରମ୍‌ରାଇଜେଅନି ଆସିରଇବା, ଜନମେ ଅନି ଜିଉଦି ଅଇଲା ଲକ୍‌ ଆଚୁ ଆରି ପଚେ ଜିଉଦି ଦରମ୍‌ ନେଲା ଲକ୍‌ ମିସା ଆଚୁ ।
୧୧ଆମର୍‌ ବିତ୍‌ରେଅନି କେତେଲକ୍‌ କିର୍‌ତିୟଅନି ଆରି ଆରବିୟଅନି ଆଇଲୁ ଆଚୁ । ଏନ୍ତି ଆମେ ସବୁ ବିନ୍‌ ବିନ୍‌ ଜାଗାଇଅନି ଆଇଲୁ ଆଚୁ । ଏନ୍ତି ବଇଲେ ମିସା ପର୍‌ମେସର୍‌ କଲା ବଡ୍‌ ବଡ୍‌ କାବାଅଇଜିବା କାମ୍‍ ଏ ଲକ୍‌ମନ୍‌ ଆମର୍‌ ନିଜର୍‌ ନିଜର୍‌ ବାସାଇ କାତାଅଇବାଟା ସୁନ୍‌ଲୁନି ।”
12 Hepsi hayret ve şaşkınlık içinde birbirlerine, “Bunun anlamı ne?” diye sordular.
୧୨ଏନ୍ତି ବଲି ସେମନ୍‌ ବେସି କାବାଅଇଗାଲାଇ । ଆରି ସେମନର୍‌ ବୁଦି ଆଜି ଗାଲା । ଆରି ତାକର୍‌ ତାକର୍‌ ବିତ୍‌ରେ “ଏଟା କେନ୍ତାର୍‌ ଅଇଲା ତେବେ?” ବଲି ସବୁ ବେଲେ ପାଚାର୍‌ଉଚାର୍‌ ଅଇତେ ରଇଲାଇ ।
13 Başkalarıysa, “Bunlar taze şarabı fazla kaçırmış” diye alay ettiler.
୧୩ମାତର୍‌ ବିନ୍‌ ଲକ୍‌ମନ୍‌ ବିସ୍‌ବାସିମନ୍‌କେ କିଜାଇକରି କଇଲାଇ, “ସେମନ୍‌ ମାତିଆଚତ୍‌!”
14 Bunun üzerine Onbirler'le birlikte öne çıkan Petrus yüksek sesle kalabalığa şöyle seslendi: “Ey Yahudiler ve Yeruşalim'de bulunan herkes, bu durumu size açıklayayım. Sözlerime kulak verin. Bu adamlar, sandığınız gibi sarhoş değiller. Saat daha sabahın dokuzu!
୧୪ପିତର୍‌ ତାର୍‌ ସଙ୍ଗ୍‍ ରଇଲା ଏଗାର୍‌ଟା ପେରିତ୍‌ ମନର୍‌ ସଙ୍ଗ୍‍ ଟିଆଅଇ ଆଉଲି ଅଇ କଇଲା, “ଏ ମର୍‌ ପାରା ଜିଉଦି ଲକ୍‌ମନ୍‌ ଆରି ଜିରୁସାଲମେ ରଇବା ସବୁ ବାଇମନ୍‌, ମର୍‌ କାତା ମନ୍‌ଦେଇ ନିମାନ୍‌ ସୁନା । ଏଟା କାଇଟା ଅଇଲାନି ବଲି ମୁଇ ତମ୍‌କେ ବୁଜାଇ କଇବି ।
୧୫ଏବେ ସାକ୍‌ଲିଆ ନଅଟା ବେଲା ଅଇଲା ଆଚେ । ତମେ ବାବ୍‌ଲାପାରା ଏ ଲକ୍‌ମନ୍‌ ମାତତ୍‍ ନାଇ ।
16 Bu gördüğünüz, Peygamber Yoel aracılığıyla önceden bildirilen olaydır: ‘Son günlerde, diyor Tanrı, Bütün insanların üzerine Ruhum'u dökeceğim. Oğullarınız, kızlarınız peygamberlikte bulunacaklar. Gençleriniz görümler, Yaşlılarınız düşler görecek.
୧୬ଏଟା ଜଏଲ୍‌ ନାଉଁର୍‌ ବବିସତ୍‌ବକ୍‌ତା କଇଲା କାତା ପାରା ଗଟ୍‍ନା ଗଟି ଆଚେ ।”
୧୭ସେଟା କାଇଟା ବଇଲେ ପର୍‌ମେସର୍‌ କଇଲାନି, “ସାରାସାରି ଦିନେ ମୁଇ ଏ ସବୁ ବିସଇ କର୍‌ବି । ମର୍‌ ଆତ୍‌ମା ଜବର୍‌ ଅଇତେ ସବୁବାଟର୍‌ ଲକ୍‌କେ ଦେବି । ତମର୍‌ ପିଲାଜିଲା ମୁଇ କଇବା କାତା କଇବାଇ । ତମର୍‌ ଦାଙ୍ଗ୍‌ଡାପିଲାମନ୍‌କେ ମୁଇ ଦର୍‌ସନ୍‌ ଦେକାଇବି । ଆରି ଡକ୍‌ରା ଲକ୍‌ମନ୍‌ ମର୍‌ ବିସଇନେଇ ସପନ୍‌ ଦେକ୍‌ବାଇ ।
18 O günler kadın erkek Kullarımın üzerine Ruhum'u dökeceğim, Onlar da peygamberlik edecekler.
୧୮ସେ ଦିନ୍‌ମନ୍‌କେ ମର୍‌ ଆତ୍‌ମା ଜବର୍‌ ଅଇତେ ମର୍‌ ଦାଙ୍ଗ୍‌ଡା ଅଇରଇବା ମାଇଜିମୁନୁସ୍‌ମନ୍‌କେ ଆଜାଡି ଦେବି । ସେମନ୍‌ ମୁଇ କଇବା କାତା କଇବାଇ ।
19 Yukarıda, gökyüzünde harikalar yaratacağım. Aşağıda, yeryüzünde belirtiler, Kan, ateş ve duman bulutları görülecek.
୧୯ଆକାସେ କାବା ଅଇଜିବା କାମ୍‌ କର୍‌ବି । ଦର୍‌ତନି ତେଇ ମିସା କାବାଅଇଜିବା ଚିନ୍‌ମନ୍‌ କର୍‌ବି । ଲକ୍‌ମନ୍‌ ବନି, ଜଇ ଆରି କାଲିଆ ଦୁଆଁ ଦେକ୍‌ବାଇ ।
20 Rab'bin büyük ve görkemli günü gelmeden önce Güneş kararacak, Ay kan rengine dönecek.
୨୦ବେଲ୍‌କେ ଆନ୍ଦାର୍‌ ଡିସ୍‌ଲା ପାରା କରାଇବି, ଜନ୍‌, ବନି ପାରା ଡିସ୍‌ବାକେ କରାଇବି । ମୁଇ ବାଉଡି ଆଇବା ସେ ବଡ୍‌ ଉଜଲର୍‌ ଦିନ୍‌ ଆଗ୍‌ତୁ, ଏଟାସବୁ ଅଇସି ।
21 O zaman Rab'bi adıyla çağıran herkes kurtulacak.’
୨୧ଜେତ୍‌କି ଲକ୍‌ ମର୍‌ ନାଉଁ ଦାରି ଡାକ୍‌ବାଇ, ସେମନ୍‌କେ ମୁଇ ରକିଆ କର୍‌ବି ।”
22 “Ey İsrailliler, şu sözleri dinleyin: Bildiğiniz gibi Nasıralı İsa, Tanrı'nın, kendisi aracılığıyla aranızda yaptığı mucizeler, harikalar ve belirtilerle kimliği kanıtlanmış bir kişidir.
୨୨ପିତର୍‌ କଇଲା, “ଏ ଇସ୍‌ରାଏଲ୍‌ ଦେସର୍‌ ଲକ୍‌ମନ୍‌ ତମେ ମୁଇ କଇବା କାତା ସୁନା । ପରମେସର୍‌ସେ ବାଚି ପାଟାଇଲା ଲକ୍‌, ନାଜରିତ୍‌ ଗଡର୍‌ ଜିସୁ ବଲିକରି ସେ ତମର୍‌ ଲଗେ ରଇଲା ବେଲେ, ଦେକାଇଦେଲା । ସେଟା କେନ୍ତାର୍‌ ବଇଲେ, ପରମେସର୍‌ ତାର୍‌ତେଇଅନି କାବା ଅଇଜିବା କାମ୍‌ କଲାଆଚେ । ଏଟା ସତ୍‌ ବଲି ତମେ ଜାନିଆଚାସ୍‌ ।
23 Tanrı'nın belirlenmiş amacı ve öngörüsü uyarınca elinize teslim edilen bu adamı, yasa tanımaz kişilerin eliyle çarmıha çivileyip öldürdünüz.
୨୩ତାର୍‌ ଆଗ୍‌ତୁର୍‌ ଜଜ୍‌ନା ଇସାବେ ସେ କାତା ଦେଇସାରାଇରଇଲା କି, ଜିସୁ ତମର୍‌ ଆତେ ସର୍‌ପାଇ ଅଇସି । ତାର୍‌ପଚେ ତାର୍‌ ନିୟମ୍‌ ନ ମାନ୍‌ବା ଲକ୍‌ମନ୍‌ ତାକେ କୁର୍‌ସେ ଚଗାଇ ମରାଅତ୍‌ ବଲି ତମେ ତାକେ ଏନ୍ତି କଲାସ୍‌ ।
24 Tanrı ise, ölüm acılarına son vererek O'nu diriltti. Çünkü O'nun ölüme tutsak kalması olanaksızdı.
୨୪ମାତର୍‌ ପରମେସର୍‌ ଜିସୁକେ ମଲାଟାନେଅନି ଆରି ତରେକ୍‌ ଉଟାଇଲା । ମରନର୍‌ ବପୁତେଇଅନି ତାକେ ମୁକ୍‌ଲାଇଲା । କାଇକେବଇଲେ କେ ମିସା ତାକେ ମରାଇକରି ସେ ଜାଗାଇ ସଙ୍ଗଇ ନାପାର୍‌ଲାଇ ।
25 O'nunla ilgili olarak Davut şöyle der: ‘Rab'bi her zaman önümde gördüm, Sağımda durduğu için sarsılmam.
୨୫ଏ ବିସଇ ଦାଉଦ୍‌ ରାଜା ଏନ୍ତି କଇ ଆଚେ । ସେଟା କାଇଟା ବଇଲେ, “ପରମେସର୍‌ ସବୁ ବେଲା ମର୍‌ ମୁଆଟେ ରଇବାଟା ଦେକ୍‌ଲି । ସେ ମର୍‌ ସଙ୍ଗ୍‍ ଆଚେ । ସେଟାର୍‌ପାଇ ମକେ କେ ମିସା କଚପଚ କରିନାପାରତ୍‌ ।
26 Bu nedenle yüreğim mutlu, dilim sevinçlidir. Dahası, bedenim de umut içinde yaşayacak.
୨୬ସେଟାର୍‌ ପାଇ ମୁଇ ସାର୍‌ଦାସଙ୍ଗ୍‍ ଆଚି । ଆରି ସାର୍‌ଦାର୍‌ କାତା କଇବି । ମର୍‌ ଏ ମର୍‌ବା ଗାଗଡ୍‌ ରଇଲେ ମିସା ମୁଇ ସବୁବେଲେ ତମର୍‌ ତେଇ ଆସା କର୍‌ବି ।
27 Çünkü sen canımı ölüler diyarına terk etmeyeceksin, Kutsalının çürümesine izin vermeyeceksin. (Hadēs g86)
୨୭କାଇକେ ବଇଲେ ତୁଇ ମକେ ମଲାଲକ୍‌ମନର୍‌ ଜାଗାଇ ଚାଡି ନ ଦିଆସ୍‌ । ତମର୍‌ ସୁକଲ୍‌ ଦାଙ୍ଗ୍‌ଡାକେ ସମାଦିଟାନେ କୁଇବାକେ ନ ଚାଡାସ୍‌ । (Hadēs g86)
28 Yaşam yollarını bana bildirdin; Varlığınla beni sevinçle dolduracaksın.’
୨୮ତମେ ମକେ ଜିବନର୍‌ ବାଟ୍‌ ଦେକାଇ ଆଚାସ୍‌ । ତମେ ମର୍‌ ସଙ୍ଗ୍‍ ଆଚାସ୍‌, ସେଟାର୍‌ପାଇ ମୁଇ ସାର୍‌ଦା ସଙ୍ଗ୍‍ ରଇବି ।”
29 “Kardeşler, size açıkça söyleyebilirim ki, büyük atamız Davut öldü, gömüldü, mezarı da bugüne dek yanıbaşımızda duruyor.
୨୯ଆରି ପିତର୍‌ କଇଲା, “ଏ ଇସ୍‌ରାଏଲର୍‌ ବାଇବଇନିମନ୍‌, ଆମର୍‌ ଆନିଦାଦିବେଲର୍‌ ଦାଉଦ୍‌ ରାଜାର୍‌ ବିସଇ ଡାଟ୍‌ସଙ୍ଗ୍‍ କଇବାକେ ମର୍‌ ଅଦିକାର୍‌ ଆଚେ । ସେ ମଲାକେ ତାକେ ତପି ଦେଲାଇ । ସେ ତପ୍‌ଲା ଜାଗା ଏବେ ଜାକ ଇତି ଆଚେ ।
30 Davut bir peygamberdi ve soyundan birini tahtına oturtacağına dair Tanrı'nın kendisine ant içerek söz verdiğini biliyordu.
୩୦ସେ ଗଟେକ୍‌ ବବିସତ୍‌ବକ୍‌ତା ରଇଲା ଆରି ପର୍‌ମେସର୍‌ ସପତ୍‌କରି କଇଲା ବିସଇ ଜାନିରଇଲା । ପର୍‌ମେସର୍‌ ତାକେ କାତା ଦେଇରଇଲା ଜେ, ତାର୍‌ ଗଟେକ୍‌ ନାତିତିତି ଦିନେକ୍‌ ତାର୍‌ପାରା ସାସନ୍‌ କର୍‌ସି ।
31 Geleceği görerek Mesih'in ölümden dirilişine ilişkin şunları söyledi: ‘O, ölüler diyarına terk edilmedi, bedeni çürümedi.’ (Hadēs g86)
୩୧ଏ ବିସଇ ଆଗେ ସେ ଜାନି ରଇଲାର୍‌ପାଇ ପର୍‌ମେସର୍‌ ମସିଅକେ ମଲାତେଇଅନି ଆରିତରେକ୍‌ ଜିବନ୍‌ କରାଇସି ବଲି ସେ କଇପାର୍‌ଲା ।” “ପର୍‌ମେସର୍‌ ତାକେ ମରିକରିସେ ତେଇ ରଇବାକେ ଚାଡିଦେଏ ନାଇ । ଆରି ତାର୍‌ ଗାଗଡ୍‌ ସମାଦି ତେଇ କୁଇ ଜିବାକେ ଚାଡେନାଇ ।” (Hadēs g86)
32 Tanrı, İsa'yı ölümden diriltti ve biz hepimiz bunun tanıklarıyız.
୩୨ଏବେ ଏ ଜିସୁକେ ପରମେସର୍‌ ଜିବନ୍‌ ଦେଇ ଉଟାଇଆଚେ । ଆମେ ସବୁ ସେ ଗଟ୍‍ନାର୍‌ ସାକି ।
33 O, Tanrı'nın sağına yüceltilmiş, vaat edilen Kutsal Ruh'u Baba'dan almış ve şimdi gördüğünüz ve işittiğiniz gibi, bu Ruh'u üzerimize dökmüştür.
୩୩ପରମେସର୍‌ ତାକେ ତାର୍‌ ଉଜାବାଟେ ବସ୍‌ବାକେ ଉଟାଇଆଚେ । ଆରି ସେ କାତା ଦେଲା ଇସାବେ ତାର୍‌ଟାନେଅନି ସୁକଲ୍‌ଆତ୍‌ମା ପାଇଲାଆଚେ । ତମେ ଏବେ ଜନ୍‌ଟା ଦେକ୍‌ଲାସ୍‌ନି ଆରି ସୁନ୍‌ଲାସ୍‌ନି, ସେଟା ଅଇଲାନି ତାର୍‌ ଦାନ୍‌କରି ରଇବାଟା । ଜନ୍‌ଟା କି ସେ ଆମ୍‌କେ ଜବର୍‌ ଅଇତେ ଆଜାଡି ଦେଲାଆଚେ ।
34 Davut, kendisi göklere çıkmadığı halde şöyle der: ‘Rab Rabbim'e dedi ki, Ben düşmanlarını Ayaklarının altına serinceye dek, Sağımda otur.’
୩୪ସର୍‌ଗେ ଗାଲା ଲକ୍‌ ଦାଉଦ୍‌ ନଏଁ । ମାତର୍‌ ସେ କଇଲା, “ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା ତମର୍‌ ସବୁ ସତ୍‌ରୁମନ୍‌କେ ଆରାଇବା ଜାକ ମର୍‌ ଉଜାବାଟେ ବସ୍‌ ଆରି ସାସନ୍‌ କର୍‌ ।”
୩୫ଆରି ତର୍‌ ସତ୍‌ରୁମନ୍‌କେ ତର୍‌ ପାଦ୍‌ତଲେ ନ ଆନ୍‌ବା ଜାକ ମର୍‌ ଉଜାବାଟେ ବସି ର ।
36 “Böylelikle bütün İsrail halkı şunu kesinlikle bilsin: Tanrı, sizin çarmıha gerdiğiniz İsa'yı hem Rab hem Mesih yapmıştır.”
୩୬ପିତର୍‌ ଆରି କଇଲା “ଏ ଇସ୍‌ରାଏଲର୍‌ ସବୁ ଲକ୍‌ମନ୍‌, ତମେ ଜନ୍‌ ଜିସୁକେ କୁର୍‌ସେ କୁଟିମାରି ମରାଇରଇଲାସ୍‌, ପର୍‌ମେସର୍‌ ତାକେ ମାପ୍‌ରୁ ଆରି ମସିଅ କଲାଆଚେ ବଲି ଡାଟ୍‌ସଙ୍ଗ୍‍ ଜାନ୍‌ବାର୍‌ଆଚେ ।”
37 Bu sözleri duyanlar, yüreklerine hançer saplanmış gibi oldular. Petrus ve öbür elçilere, “Kardeşler, ne yapmalıyız?” diye sordular.
୩୭ଏ କାତା ପିତର୍‌ଟାନେଅନି ସୁନ୍‌ଲା ସବୁ ଲକ୍‌ମନ୍‌ ତାକର୍‌ ନିଜର୍‌ ବୁଲ୍‌ ଏତାଇକରି ମନ୍‌ ବିତ୍‌ରେ କିଲ୍‌ବିଲ୍‌ ଅଇଗାଲାଇ । ସେମନ୍‌ ପିତର୍‌କେ ଆରି ପେରିତ୍‌ମନ୍‌କେ ପାଚାର୍‌ଲାଇ, “ଏ ବାଇମନ୍‌ ଏନ୍ତାର୍‌ ବଲି କଇଲେ ଆମେ କାଇଟା କର୍‌ବାର୍‌ ଆଚେ?”
38 Petrus onlara şu karşılığı verdi: “Tövbe edin, her biriniz İsa Mesih'in adıyla vaftiz olsun. Böylece günahlarınız bağışlanacak ve Kutsal Ruh armağanını alacaksınız.
୩୮ପିତର୍‌ ସେମନ୍‌କେ କଇଲା, “ତମେ ଗଟେକ୍‌ ଗଟେକ୍‌ ଲକ୍‌ ପାପେଅନି ବାଉଡିକରି ଜିସୁ କିରିସ୍‌ଟର୍‌ ନାଉଁ ଦାରି ଡୁବନ୍‌ ନେବାର୍‌ ଆଚେ, ଜେନ୍ତାରି କି ତମର୍‌ ପାପ୍‌ ସବୁ କେମା ଅଇସି ଆରି ପରମେସର୍‌ ତମ୍‌କେ ସୁକଲ୍‌ ଆତ୍‌ମା ଦେଇସି ।
39 Bu vaat sizler, çocuklarınız, uzaktakilerin hepsi için, Tanrımız Rab'bin çağıracağı herkes için geçerlidir.”
୩୯ଏ ସପତ୍‌ ତମର୍‌ପାଇ ଆରି ତମର୍‌ ପିଲାମନର୍‌ପାଇ । ଆରି ଇତିଅନି ଦୁରିକେ ରଇବା ସବୁର୍‌ପାଇ । ଜନ୍‌ ସବୁଲକ୍‌କେ ସେ, ତାର୍‌ ଲଗେ ଡାକ୍‌ଲାନି ।”
40 Petrus daha birçok sözlerle onları uyardı. “Kendinizi bu sapık kuşaktan kurtarın!” diye yalvardı.
୪୦ଆରି ପିତର୍‌ ସେମନ୍‌କେ ଜାଗ୍‌ରତ୍‌ କରାଇବାକେ ବେସି ବିସଇ କଇଲା ଆରି ସେମନ୍‌କେ ବାବୁଜିଆ କଲା । ବିସ୍‌ବାସ୍‌ ନ କର୍‌ବା ଜିଉଦି ବାଇମନ୍‌କେ ଆଇତେରଇବା ବଡ୍‌ ଡଣ୍ଡେଅନି ନିଜ୍‌କେ ରକିଆ କରା। ବଲି କଇଲା ।
41 Onun sözünü benimseyenler vaftiz oldu. O gün yaklaşık üç bin kişi topluluğa katıldı.
୪୧ତେଇ ପିତରର୍‌ କାତା ସୁନି ବେସି ଲକ୍‌ ବିସ୍‌ବାସ୍‌ କଲାଇ । ଆରି ସିସ୍‌ମନ୍‌ ସେମନ୍‌କେ ଡୁବନ୍‌ ଦେଲାଇ । ସେ ଦିନେ ତିନ୍‌ଅଜାର୍‌ ଲକ୍‌ମନ୍‌ ତାକର୍‌ ଦଲେ ମିସ୍‌ଲାଇ ।
42 Bunlar kendilerini elçilerin öğretisine, paydaşlığa, ekmek bölmeye ve duaya adadılar.
୪୨ସେମନ୍‌ ପେରିତ୍‌ମନ୍‌ ସିକାଇଲା ବିସଇ ମାନ୍‌ଲାଇ । ମିସିବିଡି ରଇବାକେ, ମିସିକରି କାଇବାକେ, ଆରି ପାର୍‌ତନା କର୍‌ବାକେ ।
43 Herkesi bir korku sarmıştı. Elçilerin aracılığıyla birçok belirtiler ve harikalar yapılıyordu.
୪୩ଆରି ଲକ୍‌ମନ୍‌ ଡରିଜାଇତେରଇଲାଇ । ପର୍‌ମେସର୍‌ ପେରିତ୍‌ମନର୍‌ ତେଇଅନି ବେସି କାବାଅଇଜିବା କାମ୍‌ମନ୍‌ କର୍‌ତେ ରଇଲା । ସବୁ ଲକ୍‌ମନ୍‌ ପରମେସର୍‌କେ ନାମ୍‌ଲାଇ ।
44 İmanlıların tümü bir arada bulunuyor, her şeyi ortaklaşa kullanıyorlardı.
୪୪ଜିସୁକେ ବିସ୍‌ବାସ୍‌ କଲା ଲକ୍‌ମନ୍‌ ଗଟେକ୍‌ ଗରର୍‌ ଲକ୍‌ପାରାଅଇ ରଇତେ ରଇଲାଇ । ଆରି ତାକର୍‌ତେଇ କାଇକାଇଟା ରଇଲା, ସେଟା ସେମନ୍‌ ବାଟା କର୍‌ତେରଇଲାଇ ।
45 Mallarını mülklerini satıyor ve bunun parasını herkese ihtiyacına göre dağıtıyorlardı.
୪୫ତାକର୍‌ ବିତ୍‌ରେ କେତେଲକ୍‌ ଜମି ଆରି ନିଜର୍‌ପାଇ ରଇବାଟା ବିକିକରି, ସେ ଡାବୁ ଦର୍‌କାର୍‌ ଅଇଲା ଲକ୍‌ମନ୍‌କେ ଦେଇତେରଇଲାଇ ।
46 Her gün tapınakta toplanmaya devam eden imanlılar, kendi evlerinde de ekmek bölüp içten bir sevinç ve sadelikle yemek yiyor ve Tanrı'yı övüyorlardı. Bütün halkın beğenisini kazanmışlardı. Rab de her gün yeni kurtulanları topluluğa katıyordu.
୪୬ସବୁଦିନ୍‌ ପାର୍‌ତନା କର୍‌ବା ମନ୍ଦିରେ ଗଟେକ୍‌ ଦଲ୍‌ଅଇ ମିସ୍‌ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍‌ଦାସଙ୍ଗ୍‍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ ।
୪୭ସେମନ୍‌ ପର୍‌ମେସର୍‌କେ ଡାକ୍‌ପୁଟା କର୍‌ତେରଇଲାଇ ଆରି ଜିରୁସାଲେମର୍‌ ସବୁଲକ୍‌ ସେମନ୍‌କେ ନିକ ବଲି ବାବ୍‌ତେରଇଲାଇ । ମାପ୍‌ରୁ ଜନ୍‌ ଲକ୍‌ମନ୍‌କେ ମୁକ୍‌ତି କର୍‌ତେରଇଲା, ଦିନ୍‌କେ ଦିନ୍‌ ସେମନର୍‌ ଦଲେ ମିସାଇତେରଇଲା ।

< Elçilerin İşleri 2 >