< ଲୁକ୍‌ 13 >

1 ଗାଲିଲିଅନି କେତେ ଲକ୍‌ ଆସି ପାର୍‌ତନା ଗରେ ବଲି ଦେଇତେରଇଲାବେଲେ ପିଲାତ୍‌ ତାର୍‌ ସଇନମନ୍‌କେ ପାଟାଇ ଗାଲିଲିଅ ମନ୍‌କେ ମରାଇଲା । ତେଇ ମଲାଲକର୍‌ ବନି ପୁଜ୍‌ଲା ପସୁର୍‌ ବନି ସଙ୍ଗ୍‌ ମିସ୍‌ଲା । ଏ ବିସଇ କେତେଲକ୍‌ ଆସି ଜିସୁକେ ଜାନାଇଲାଇ ।
અપરઞ્ચ પીલાતો યેષાં ગાલીલીયાનાં રક્તાનિ બલીનાં રક્તૈઃ સહામિશ્રયત્ તેષાં ગાલીલીયાનાં વૃત્તાન્તં કતિપયજના ઉપસ્થાપ્ય યીશવે કથયામાસુઃ|
2 ତେଇ ଜିସୁ ସେମନ୍‌କେ କ‍ଇଲା, “ଏ ସବୁ କସ୍‌ଟ ପାଇବାକେ, ଏ ଗାଲିଲିୟମନ୍‌ ବିନ୍‌ ସବୁ ଗାଲିଲିୟମନର୍‌ ଟାନେଅନି ଅଦିକ୍‌ ପାପ୍‍ କଲାଇ ଆଚତ୍‍ ବଲି ବାବ୍‌ଲାସ୍‌ନି କି?
તતઃ સ પ્રત્યુવાચ તેષાં લોકાનામ્ એતાદૃશી દુર્ગતિ ર્ઘટિતા તત્કારણાદ્ યૂયં કિમન્યેભ્યો ગાલીલીયેભ્યોપ્યધિકપાપિનસ્તાન્ બોધધ્વે?
3 ମୁଇ ତମ୍‌କେ କଇଲିନି, ଜେଡେବେଲେ ଜାକ ପାପେଅନି ମନ୍‌ ନ ବାଦ୍‌ଲାଆସ୍‌, ତମେ ସବୁ ଲକ୍‌ ସେନ୍ତାରି କୁରୁପ୍‌ନାସ୍‌ ଅଇଜାଇସା ।
યુષ્માનહં વદામિ તથા ન કિન્તુ મનઃસુ ન પરાવર્ત્તિતેષુ યૂયમપિ તથા નંક્ષ્યથ|
4 ନଇଲେ ସିଲଅତେଇ ରଇଲା ଜନ୍‌ ଅଟ୍‌ର ଲକର୍‌ ଉପ୍‌ରେ ବଡ୍‍ ଗର୍‌ ଅଦ୍‍ରି ମରିଜାଇ ରଇଲା, ସେମନ୍‍ ତେବେ? ତମେ ସେମନ୍‌କେ ଜିରୁସାଲାମର୍‌ ବିନ୍‌ ଲକ୍‌ମନର୍‌ ଟାନେଅନି ଅଦିକ୍‌ ପାପ୍‍ କଲାଇ ଆଚତ୍‍ ବଲି ବାବ୍‌ଲାସ୍‌ନି କି?
અપરઞ્ચ શીલોહનામ્ન ઉચ્ચગૃહસ્ય પતનાદ્ યેઽષ્ટાદશજના મૃતાસ્તે યિરૂશાલમિ નિવાસિસર્વ્વલોકેભ્યોઽધિકાપરાધિનઃ કિં યૂયમિત્યં બોધધ્વે?
5 ନାଇ, ମୁଇ ତମ୍‌କେ କଇଲିନି, ପାପେଅନି ମନ୍‌ ନ ବାଦ୍‌ଲାଇଲେ ତମେସବୁ ଲକ୍‌ ସେନ୍ତି କୁରୁପ୍‌ନାସ୍‌ ଅଇଜାଇସା ।”
યુષ્માનહં વદામિ તથા ન કિન્તુ મનઃસુ ન પરિવર્ત્તિતેષુ યૂયમપિ તથા નંક્ષ્યથ|
6 ଆରି ଜିସୁ ଏ କାତାନି କଇଲା, ଗଟେକ୍‌ ଲକର୍‌ ଅଙ୍ଗୁର୍‌ ବାଡେ ଗଟେକ୍‌ ଡୁମ୍‌ରି ଗଚ୍‌ ରପିରଇଲା । ସେ ସାଉକାର୍‌ ଆସି ତେଇ ପଲ୍‌ କଜ୍‌ଲା, ମାତର୍‌ ମିଲେନାଇ ।
અનન્તરં સ ઇમાં દૃષ્ટાન્તકથામકથયદ્ એકો જનો દ્રાક્ષાક્ષેત્રમધ્ય એકમુડુમ્બરવૃક્ષં રોપિતવાન્| પશ્ચાત્ સ આગત્ય તસ્મિન્ ફલાનિ ગવેષયામાસ,
7 ସେଟାର୍‌ପାଇ ସାଉକାର୍‌ ଅଙ୍ଗୁର୍‌ ବାଡର୍‌ ଜାଗୁଆଲ୍‌କେ କଇଲା, “ଦେକା, ଏଟା ତିନ୍‌ ବରସ୍‌ ଅଇଲା ମୁଇ ଆସି ଏ ଡୁମ୍‌ରି ଗଚେ ପଲ୍‌ କଜ୍‌ଲିନି ମାତର୍‌ ମିଲାଇ ନାଇ, ଏଟା କାଟି ପାକା । ଏଟା କାଇକେ ବେକାର୍‌ ମାଟିକେ ମିସା କାରାପ୍‌ କର୍‌ସି?”
કિન્તુ ફલાપ્રાપ્તેઃ કારણાદ્ ઉદ્યાનકારં ભૃત્યં જગાદ, પશ્ય વત્સરત્રયં યાવદાગત્ય એતસ્મિન્નુડુમ્બરતરૌ ક્ષલાન્યન્વિચ્છામિ, કિન્તુ નૈકમપિ પ્રપ્નોમિ તરુરયં કુતો વૃથા સ્થાનં વ્યાપ્ય તિષ્ઠતિ? એનં છિન્ધિ|
8 ମାତର୍‌ ଜାଗୁଆଲ୍‌ ସାଉକାର୍‌କେ କଇଲା, “ସାଉକାର୍‌ ଏଟାକେ ବର୍‌ସେକ୍‌ ମିସା ଚାଡିଦେଉଁ, ମୁଇ ଏ ବିତ୍‌ରେ ଗଚର୍‌ ଚାରିବେଡ୍‌ତି କୁନିକରି କତ୍‌ ଦେବି,
તતો ભૃત્યઃ પ્રત્યુવાચ, હે પ્રભો પુનર્વર્ષમેકં સ્થાતુમ્ આદિશ; એતસ્ય મૂલસ્ય ચતુર્દિક્ષુ ખનિત્વાહમ્ આલવાલં સ્થાપયામિ|
9 ତାର୍‌ ପଚେ ଜଦି ପଲ୍‌ ଦାର୍‌ଲେତା ନିକ, ନଇଲେ ତାକେ କାଟି ପାକାଉଁ ।”
તતઃ ફલિતું શક્નોતિ યદિ ન ફલતિ તર્હિ પશ્ચાત્ છેત્સ્યસિ|
10 ୧୦ ତରେକ୍‌ ଜିସୁ ବିସ୍‌ରାମ୍‌ବାରେ ଗଟେକ୍‌ ପାର୍‌ତନା ଗରେ ସିକିଆ ଦେଇତେରଇଲା ।
અથ વિશ્રામવારે ભજનગેહે યીશુરુપદિશતિ
11 ୧୧ ତେଇ ଗଟେକ୍‌ ମାଇଜି ରଇଲା । ତାକେ ଡୁମା ଦାରି ଅଟ୍‍ର ବରସ୍‌ ଜାକ କୁବ୍‍ଡି ଅଇରଇଲା । ସେ ବିଲ୍‌କୁଲ୍‌ ସିଦା ଅଇ ଇଣ୍ଡି ନାପାର୍‌ତେ ରଇଲା ।
તસ્મિત્ સમયે ભૂતગ્રસ્તત્વાત્ કુબ્જીભૂયાષ્ટાદશવર્ષાણિ યાવત્ કેનાપ્યુપાયેન ઋજુ ર્ભવિતું ન શક્નોતિ યા દુર્બ્બલા સ્ત્રી,
12 ୧୨ ଜିସୁ ତାକେ ଦେକି ଲଗେ ଡାକି କଇଲା, “ଏ ନିନି ତକେ ମୁଇ, ଏ କୁବ୍‍ଡି ରଗେଅନି ନିକ କଲିନି ।”
તાં તત્રોપસ્થિતાં વિલોક્ય યીશુસ્તામાહૂય કથિતવાન્ હે નારિ તવ દૌર્બ્બલ્યાત્ ત્વં મુક્તા ભવ|
13 ୧୩ ଜିସୁ ସେ ମାଇଜିର୍‌ ଉପ୍‌ରେ ଆତ୍‌ ସଙ୍ଗଇଲା । ସେ ମାଇଜି ସେ ଦାପ୍‌ରେସେ ସଲକ୍‌ ଅଇ ପର୍‌ମେସର୍‌କେ ମଇମା କର୍‌ବାର୍‌ ଲାଗ୍‌ଲା ।
તતઃ પરં તસ્યા ગાત્રે હસ્તાર્પણમાત્રાત્ સા ઋજુર્ભૂત્વેશ્વરસ્ય ધન્યવાદં કર્ત્તુમારેભે|
14 ୧୪ ଜିସୁ ବିସ୍‌ରାମ୍‌ଦିନେ ସେ ମାଇଜିକେ ନିକ କଲାଟା ଦେକି ଜିଉଦିମନର୍‌ ପାର୍‌ତନା ଗରର୍‌ ମୁକିଆ ବେସି ରିସା ଅଇଗାଲାଇ । କାଇକେ ବଇଲେ ଲକ୍‌ମନ୍‌କେ ନିକ କର୍‌ବାଟା ଗଟେକ୍‌ କାମ୍‌ ବଲି ଜିଉଦି ଲକ୍‌ମନ୍‌ ବାବ୍‌ତେ ରଇଲାଇ । ସେଟାର୍‌ ପାଇ ପାର୍‌ତନା ଗରର୍‌ ମୁକିଅ କଇଲା, “ଗଟେକ୍‌ ଆଟେ କାମ୍‌ କର୍‌ବାକେ ଚଅ ଦିନ୍‌ ଆଚେ, ସେ ଦିନ୍‌ ମନ୍‌କେ ତମେ ନିକ ଅଇବାକେ ଆସା । ମାତର୍‌ ବିସ୍‌ରାମ୍‌ବାରେ ନିକ ଅଇବାକେ କେବେ ମିସା ଆସାନାଇ ।”
કિન્તુ વિશ્રામવારે યીશુના તસ્યાઃ સ્વાસ્થ્યકરણાદ્ ભજનગેહસ્યાધિપતિઃ પ્રકુપ્ય લોકાન્ ઉવાચ, ષટ્સુ દિનેષુ લોકૈઃ કર્મ્મ કર્ત્તવ્યં તસ્માદ્ધેતોઃ સ્વાસ્થ્યાર્થં તેષુ દિનેષુ આગચ્છત, વિશ્રામવારે માગચ્છત|
15 ୧୫ ମାତର୍‌ ଜିସୁ ତାକେ ଆରି ତେଇ ରଇଲା ଲକ୍‌ମନ୍‌କେ କଇଲା, “ଏ କୁଟିଆଲ୍‌ମନ୍‌! ତମେ ତମର୍‌ ଗରୁମନ୍‌କେ ମେଲି ପାନି କୁଆଇବାକେ ନିଆସ୍‌ ନାଇ କି? ସେଟା ମିସା ଗଟେକ୍‌ କାମ୍‌ସେ ।”
તદા પભુઃ પ્રત્યુવાચ રે કપટિનો યુષ્માકમ્ એકૈકો જનો વિશ્રામવારે સ્વીયં સ્વીયં વૃષભં ગર્દભં વા બન્ધનાન્મોચયિત્વા જલં પાયયિતું કિં ન નયતિ?
16 ୧୬ “ମୁଇ ତାକେ ନିକ କଲି ଆଚି । ଏ ମାଇଜି ଅବ୍‌ରାଆମର୍‌ କୁଟୁମର୍‌ ଲକ୍‌ । ସଇତାନ୍‌ ତାକେ ଅଟ୍‌ର ବରସ୍‌ ଜାକ ଦାରି ରଇଲା । ସେ ମାଇଜି ବିସ୍‌ରାମ୍‌ ବାରେ ନିକ ଅଇବାଟା ଟିକ୍‌ ନଏଁ କି?”
તર્હ્યાષ્ટાદશવત્સરાન્ યાવત્ શૈતાના બદ્ધા ઇબ્રાહીમઃ સન્તતિરિયં નારી કિં વિશ્રામવારે ન મોચયિતવ્યા?
17 ୧୭ ଜିସୁ କଇଲା କାତା ସୁନି ତାର୍‌ ବିରଦି ଲକ୍‌ମନ୍‌ ଲାଜ୍‌ ଅଇଲାଇ । ମାତର୍‌ ବିନ୍‌ ଲକ୍‌ମନ୍‌ ସେ କର୍‌ବା ସବୁ କାବାଅଇଜିବା କାମ୍‌ ଦେକି ସାର୍‌ଦା ଅଇଗାଲାଇ ।
એષુ વાક્યેષુ કથિતેષુ તસ્ય વિપક્ષાઃ સલજ્જા જાતાઃ કિન્તુ તેન કૃતસર્વ્વમહાકર્મ્મકારણાત્ લોકનિવહઃ સાનન્દોઽભવત્|
18 ୧୮ ତାର୍‌ ପଚେ ଜିସୁ କଇଲା, “ପର୍‌ମେସରର୍‌ ରାଇଜ୍‌ କେନ୍ତାଟା, ଆରି ମୁଇ କାଇଟା ସଙ୍ଗ୍‌ ସେଟା ସମାନ୍‌ କର୍‌ବି?
અનન્તરં સોવદદ્ ઈશ્વરસ્ય રાજ્યં કસ્ય સદૃશં? કેન તદુપમાસ્યામિ?
19 ୧୯ ପର୍‌ମେସରର୍‌ ରାଇଜ୍‌ ଗଟେକ୍‌ ବଡ୍‌ ବର୍‌ ଗଚର୍‌ ସାନ୍‌ଟା ମୁଞ୍ଜି ପାରା । ଗଟେକ୍‌ ଲକ୍‍ ଗଟେକ୍‌ ସାନ୍‌ଟା ମୁଞ୍ଜି ରପିଦେଲା । ସେ ମୁଞ୍ଜି ତେଇ ଗାଜା ଅଇ ବଡ୍‌ ଗଚ୍‌ପାରା ଅଇଲା ଆରି ଚଡଇମନ୍‌ ଆସି ତାର୍‌ କେନ୍ଦାଇ ଗୁଡା ବାନ୍ଦ୍‌ଲାଇ ।”
યત્ સર્ષપબીજં ગૃહીત્વા કશ્ચિજ્જન ઉદ્યાન ઉપ્તવાન્ તદ્ બીજમઙ્કુરિતં સત્ મહાવૃક્ષોઽજાયત, તતસ્તસ્ય શાખાસુ વિહાયસીયવિહગા આગત્ય ન્યૂષુઃ, તદ્રાજ્યં તાદૃશેન સર્ષપબીજેન તુલ્યં|
20 ୨୦ ଜିସୁ ଆରି କଇଲା, “ପର୍‌ମେସରର୍‌ ରାଇଜ୍‌ କେନ୍ତିଟା ଆରି କାଇଟା ସଙ୍ଗ୍‌ ସମାନ୍‌ କରିଅଇସି?”
પુનઃ કથયામાસ, ઈશ્વરસ્ય રાજ્યં કસ્ય સદૃશં વદિષ્યામિ? યત્ કિણ્વં કાચિત્ સ્ત્રી ગૃહીત્વા દ્રોણત્રયપરિમિતગોધૂમચૂર્ણેષુ સ્થાપયામાસ,
21 ୨୧ ସେଟା କମିର୍‌ ପାରା । ଜନ୍‌ଟା କି ଗଟେକ୍‌ ମାଇଜି ମାନେକ୍‌ ଗୁଣ୍ଡ୍‌ଟାନେ କଣ୍ଡେକ୍‌ କମିର୍‌ ପାକାଇ ଚକଟ୍‌ଲା ଆରି ସାରାସାରି ସେ କମିର୍‌, ଗୁଲାଇ ଗୁଣ୍ଡ୍‌ ଆମଟ୍‌ କରିଦେଲା ।
તતઃ ક્રમેણ તત્ સર્વ્વગોધૂમચૂર્ણં વ્યાપ્નોતિ, તસ્ય કિણ્વસ્ય તુલ્યમ્ ઈશ્વરસ્ય રાજ્યં|
22 ୨୨ ତାର୍‌ ପଚେ ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଜିରୁସାଲମେ ଗାଲାବେଲେ ଗାଉଁମନ୍‌କେ ଆରି ଗଡ୍‌ମନ୍‌କେ ପର୍‌ମେସରର୍‌ ରାଇଜର୍ ବିସଇ ସିକାଇ ଦେଲା ।
તતઃ સ યિરૂશાલમ્નગરં પ્રતિ યાત્રાં કૃત્વા નગરે નગરે ગ્રામે ગ્રામે સમુપદિશન્ જગામ|
23 ୨୩ ସେବେଲେ ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଜିସୁକେ କ‍ଇଲା, “ଏ ମାପ୍‌ରୁ, ଉନା ଲକ୍‌ମନ୍‍ସେ ପାପେ ଅନି ରକିଆ ପାଇବାଇ କି?” ଜିସୁ ସେମନ୍‍କେ କଇଲା,
તદા કશ્ચિજ્જનસ્તં પપ્રચ્છ, હે પ્રભો કિં કેવલમ્ અલ્પે લોકાઃ પરિત્રાસ્યન્તે?
24 ୨୪ “ଚିପୁଙ୍ଗି ଦୁଆର୍‌ ବାଟେ ପୁର୍‌ବାକେ ଚେସ୍‌ଟା କରା । କାଇକେ ବଇଲେ ବେସି ଲକ୍‌ମନ୍‌ ସେ ଚିପୁଙ୍ଗିବାଟ୍‌ଦେଇ ଜିବାକେ ଚେସ୍‌ଟା କର୍‌ବାଇ ମାତର୍‌ ଜାଇ ନାପାରତ୍‌ ।
તતઃ સ લોકાન્ ઉવાચ, સંકીર્ણદ્વારેણ પ્રવેષ્ટું યતઘ્વં, યતોહં યુષ્માન્ વદામિ, બહવઃ પ્રવેષ્ટું ચેષ્ટિષ્યન્તે કિન્તુ ન શક્ષ્યન્તિ|
25 ୨୫ ମୁଇ ଗଟେକ୍‌ ଗରର୍‌ ସାଉକାର୍‌ ପାରା । ଜେଡେବଲ୍‌ ସେ ସାଉକାର୍‌ କାପାଟ୍‌ ଡାବି ଦେଇସି । ସେଡ୍‌କି ବେଲେ ତମେ ଦୁଆରେ ଟିଆ ଅଇ ରଇସା ଆରି କାପାଟ୍‌ ଡକ୍‌ ଡକ୍‌ କରି ଏ ମାପ୍‌ରୁ ଆମର୍‌ ପାଇ କାପାଟ୍‌ ଉଗାଡା! ବଲି ଜୁଆର୍‌ ବିଆର୍‌ କର୍‌ସା । ମାତର୍‌ ସେ କାପାଟ୍‌ ନ ଉଗାଡି ସେମନ୍‌କେ କଇସି, ‘ତମେ କନ୍‌ତିଅନି?’ ମୁଇ ତମ୍‌କେ ମୁଲ୍‌କେ ନାଜାନି ।
ગૃહપતિનોત્થાય દ્વારે રુદ્ધે સતિ યદિ યૂયં બહિઃ સ્થિત્વા દ્વારમાહત્ય વદથ, હે પ્રભો હે પ્રભો અસ્મત્કારણાદ્ દ્વારં મોચયતુ, તતઃ સ ઇતિ પ્રતિવક્ષ્યતિ, યૂયં કુત્રત્યા લોકા ઇત્યહં ન જાનામિ|
26 ୨୬ ମାତର୍‌ ତମେ କଇସା ‘ଏ ମାପ୍‌ରୁ ଆମେ ତମର୍‌ ସଙ୍ଗ୍‌ କାଇପିଇ ଅଇରଇଲୁ, ତୁଇ ଆମର୍‌ ଦୁଆର୍‌ ମନ୍‌କେ ସିକିଆ ଦେଇତେରଇଲୁସ୍‌ ବଲି କଇସା’
તદા યૂયં વદિષ્યથ, તવ સાક્ષાદ્ વયં ભેજનં પાનઞ્ચ કૃતવન્તઃ, ત્વઞ્ચાસ્માકં નગરસ્ય પથિ સમુપદિષ્ટવાન્|
27 ୨୭ ଆରି ସେ ତମ୍‌କେ କଇସି, ତମେ କନ୍‌ ଜାଗାର୍‌ ଲକ୍‌ମନ୍‌ ମୁଇ ତମ୍‌କେ ମୁଲ୍‌କେ ନାଜାନି, ଏ କରାପ୍‌ କାମ୍‌ କର୍‌ବା ଲକ୍‌ମନ୍‌, ‘ତମେ ସବୁ ମର୍‌ ମୁଆଟେ ଅନି ଉଟି ଜା ।’
કિન્તુ સ વક્ષ્યતિ, યુષ્માનહં વદામિ, યૂયં કુત્રત્યા લોકા ઇત્યહં ન જાનામિ; હે દુરાચારિણો યૂયં મત્તો દૂરીભવત|
28 ୨୮ ଆରି ସେ ତମ୍‌କେ ପାଟାଇଦେବା ଜାଗାଇଅନି ଅବ୍‌ରାଆମ୍ ଇସାକ୍‌, ଜାକୁବ୍‌, ଆରି ପର୍‌ମେସରର୍‌ ଟାନେଅନି ଆସି ରଇଲା ବବିସତ୍‌ ବକ୍‌ତାମନ୍‌ ରଇବାଟା ଦେକ୍‌ସା । ମାତର୍‌ ପର୍‌ମେସର୍‌ ତାର୍‌ ରାଇଜେ ତମ୍‌କେ ଜାଗା ନ ଦେଏ । ଜେଡେବଲ୍‌ ଏଟା ଅଇସି, ସେ ବେଲା ସେଟା ଦେକି, ତମେ କାଇକାଇ କାରାପ୍‌ କାମ୍‌ମନ୍‌ କରି ରଇଲାସ୍‌ ସେଟା ସବୁ ଏତାଇ କରି ମାରିଚପିଅଇ କାନ୍ଦ୍‌ସା ଆରି ଦାତ୍‌ ମୁଣ୍ଡ୍‌ କାତ୍‌ରି ଅଇସା ।
તદા ઇબ્રાહીમં ઇસ્હાકં યાકૂબઞ્ચ સર્વ્વભવિષ્યદ્વાદિનશ્ચ ઈશ્વરસ્ય રાજ્યં પ્રાપ્તાન્ સ્વાંશ્ચ બહિષ્કૃતાન્ દૃષ્ટ્વા યૂયં રોદનં દન્તૈર્દન્તઘર્ષણઞ્ચ કરિષ્યથ|
29 ୨୯ ଆରି ଜିଉଦି ନଇଲା ଲକ୍‌ମନ୍‌ ଏ ଦୁନିଆର୍‌ ସବୁ କନ୍ଦିବିକନ୍ଦି ଅନି ଆସି ପର୍‌ମେସରର୍‌ ରାଇଜେ କାଇବାକେ ବସ୍‌ବାଇ ।
અપરઞ્ચ પૂર્વ્વપશ્ચિમદક્ષિણોત્તરદિગ્ભ્યો લોકા આગત્ય ઈશ્વરસ્ય રાજ્યે નિવત્સ્યન્તિ|
30 ୩୦ ଆରି ଦେକା, ସାରାସାରି ରଇଲା ଲକ୍‌ ଆଗ୍‌ତୁ ଅଇବାଇ ଆରି ଆଗ୍‌ତୁ ରଇବା ଲକ୍‌ମନ୍‌ ପଚେ ଅଇଜିବାଇ ।”
પશ્યતેત્થં શેષીયા લોકા અગ્રા ભવિષ્યન્તિ, અગ્રીયા લોકાશ્ચ શેષા ભવિષ્યન્તિ|
31 ୩୧ ସେଡ୍‌କିବେଲେ କେତେଟା ପାରୁସି ଲକ୍‌ମନ୍‌ ଜିସୁର୍‌ ଲଗେ ଆସି କଇଲାଇ, “ତମେ ଏ ଜାଗା ଚାଡି ଉଟି ଜା, କାଇକେ ବଇଲେ ଏରଦ୍‌ ତମ୍‌କେ ମରାଇବାକେ ମନ୍‌ କଲାନି ।”
અપરઞ્ચ તસ્મિન્ દિને કિયન્તઃ ફિરૂશિન આગત્ય યીશું પ્રોચુઃ, બહિર્ગચ્છ, સ્થાનાદસ્માત્ પ્રસ્થાનં કુરુ, હેરોદ્ ત્વાં જિઘાંસતિ|
32 ୩୨ ଜିସୁ ସେମନ୍‌କେ କଇଲା, “ତମେ ଜାଇ ସେ କଲିଆପାରା ଲକ୍‌କେ କୁଆ, ଦେକ୍‌ ଆଜି ଆରି କାଲି ମୁଇ ଡୁମା ଚାଡାଇଲିନି ଆରି ନିକ କଲିନି । ଆରି ପର୍‌ଦିନ୍‌କେ ମୁଇ ମର୍‌ କାବା ଅଇଜିବା କାମ୍‌କଲିନି । ପର୍‌ମେସରର୍‌ ଜଜ୍‌ନାଇ ରଇଲା ବେଲା କେଟ୍‌ବା ଆଗ୍‌ତୁ, ମୁଇ ଏନ୍ତି କାମ୍‌ କରି ସାରାଇବି ।
તતઃ સ પ્રત્યવોચત્ પશ્યતાદ્ય શ્વશ્ચ ભૂતાન્ વિહાપ્ય રોગિણોઽરોગિણઃ કૃત્વા તૃતીયેહ્નિ સેત્સ્યામિ, કથામેતાં યૂયમિત્વા તં ભૂરિમાયં વદત|
33 ୩୩ କାଇଟା ମିସା ଅ, ମୁଇ ଆଜି, କାଲିକେ ଆରି ପର୍‌ଦିନ୍‌କେ ଜାଇତେ ରଇବାର୍‌ ଆଚେ, କାଇକେ ବଇଲେ ପର୍‌ମେସରର୍‌ ଟାନେଅନି ଆଇଲା ସବୁ ବବିସତ୍‌ବକ୍‌ତାମନ୍‌କେ ଜିରୁସାଲାମେସେ ମରାଇଆଚତ୍‌ ।”
તત્રાપ્યદ્ય શ્વઃ પરશ્વશ્ચ મયા ગમનાગમને કર્ત્તવ્યે, યતો હેતો ર્યિરૂશાલમો બહિઃ કુત્રાપિ કોપિ ભવિષ્યદ્વાદી ન ઘાનિષ્યતે|
34 ୩୪ ଜିସୁ କଇଲା, “ଏ ଜିରୁସାଲମର୍‌ ଲକ୍‌ମନ୍‌! ପର୍‌ମେସର୍‌ ତମର୍‌ଟାନେ ଜେତ୍‌କି ପାଟାଇରଇଲା ବବିସତ୍‌ବକ୍‌ତାମନ୍‌କେ ମାରି ମରାଇଲାସ୍‌! ଆରି ପେରିତ୍‌ମନ୍‌କେ ତର୍‌କେ ତର୍‌ ପାକ୍‌ନା ମାରି ମରାଇଲାସ୍‌ । ତେବେ ତମର୍‌ପାଇ ମର୍‌ ଲଗେ ଗଟେକ୍‌ କାତା ଆଚେ । ମାଇ କୁକୁଡା ଜେନ୍ତି ତାର୍‍ ଟିଅଁମନ୍‌କେ ଡେନା ତଲେ ରୁଣ୍ଡାଇସି, ମୁଇ ସେନ୍ତି କେତେ ତର୍‌ ତମ୍‍କେ ରକିଆ କର୍‌ବାକେ ମନ୍‌ କଲି । ମାତର୍‌ ସେନ୍ତି କର୍‌ବାକେ ତମେ ନ ଦିଆସ୍‌ ।
હે યિરૂશાલમ્ હે યિરૂશાલમ્ ત્વં ભવિષ્યદ્વાદિનો હંસિ તવાન્તિકે પ્રેરિતાન્ પ્રસ્તરૈર્મારયસિ ચ, યથા કુક્કુટી નિજપક્ષાધઃ સ્વશાવકાન્ સંગૃહ્લાતિ, તથાહમપિ તવ શિશૂન્ સંગ્રહીતું કતિવારાન્ ઐચ્છં કિન્તુ ત્વં નૈચ્છઃ|
35 ୩୫ ଦେକା, ତମର୍‌ ମନ୍ଦିର୍‌ ଚାଡିଦେଇ ଆଚତ୍‌ । ସେଟାର୍‌ ପାଇ ପର୍‌ମେସର୍‌ ଏବେ ତମ୍‌କେ ‘ପାର୍‌ତନା ଗର୍‌ ଆରି ତମର୍‌ ଗଡ୍‌ ନିଜେ ରକିଆ କରା’ ବଲି ଚାଡି ଦେଲାଆଚେ । ମୁଇ ତମ୍‌କେ କଇଲିନି, ପର୍‌ମେସର୍‌ ଜନ୍‌ ଲକ୍‌କେ ଆସିର୍‌ବାଦ୍‌ କରି ଆମର୍‌ ଲଗେ ପାଟାଇଲାଆଚେ ବଲି ମର୍‌ ବିସଇ ନେଇ, ତମେ ନ କଇବାଜାକ ମକେ ଦେକିନାପାରାସ୍‌ ।”
પશ્યત યુષ્માકં વાસસ્થાનાનિ પ્રોચ્છિદ્યમાનાનિ પરિત્યક્તાનિ ચ ભવિષ્યન્તિ; યુષ્માનહં યથાર્થં વદામિ, યઃ પ્રભો ર્નામ્નાગચ્છતિ સ ધન્ય ઇતિ વાચં યાવત્કાલં ન વદિષ્યથ, તાવત્કાલં યૂયં માં ન દ્રક્ષ્યથ|

< ଲୁକ୍‌ 13 >