< ମାର୍‌କ 1 >

1 ଏଟା ଅଇଲାନି ପର୍‌ମେସରର୍‌ ପଅ ଜିସୁ କିରିସ୍‌ଟର୍‌ ନିମାନ୍‌ କବରର୍‌ ଆରାମ୍‌ ।
ઈશ્વરપુત્રસ્ય યીશુખ્રીષ્ટસ્ય સુસંવાદારમ્ભઃ|
2 ଏଟା ଏନ୍ତାରି ଆରାମ୍‌ ଅଇଲା । ଜିସାୟ ବବିସତ୍‌ବକ୍‌ତାର୍‌ ସାସ୍‌ତରେ ଜେନ୍ତାର୍‌ ଲେକାଅଇଲା ଆଚେ, ପର୍‌ମେସର୍‌ କଇଲା, ଦେକା ମୁଇ ମର୍‌ କବର୍‌ ଜାନାଉକେ ତମର୍‌ ଆଗେ ପାଟାଇଲିନି, ସେ ତମର୍‌ ବାଟ୍‌ ତିଆର୍‌ କର୍‌ସି ।
ભવિષ્યદ્વાદિનાં ગ્રન્થેષુ લિપિરિત્થમાસ્તે, પશ્ય સ્વકીયદૂતન્તુ તવાગ્રે પ્રેષયામ્યહમ્| ગત્વા ત્વદીયપન્થાનં સ હિ પરિષ્કરિષ્યતિ|
3 ତାର୍‌ ସର୍‌ ମରୁବାଲି ବୁଏଁ ଆଉଲିଅଇକରି ସୁନାଇଲାନି ମାପ୍‌ରୁର୍‌ ବାଟ୍‌ ତିଆର୍‌ କରା, ତାର୍‌ପାଇ ବାଟ୍‌ ସଲ୍‌କାଆ ।
"પરમેશસ્ય પન્થાનં પરિષ્કુરુત સર્વ્વતઃ| તસ્ય રાજપથઞ્ચૈવ સમાનં કુરુતાધુના| " ઇત્યેતત્ પ્રાન્તરે વાક્યં વદતઃ કસ્યચિદ્રવઃ||
4 ତାର୍‌ପଚେ ଏ ସବୁ କାତା ପୁରାପୁରୁନ୍‌ ଅଇଲା, ଜେଡେବେଲେ, ଡୁବନ୍‌ ଦେଉ ଜଅନ୍‌ ମରୁବାଲିବୁଏଁ ଆସି ପାପ୍‌ କେମାର୍‌ ଲାଗି ବଲି ପାପ୍‌ଟାନେଅନି ବାଉଡାଇବା ବିସଇ କଇବାର୍‌ ଦାର୍‌ଲା । “ତମର୍‌ ପାପ୍‌ କେମା ଅଇବାକେ ପାପ୍‌ଟାନେ ମନ୍‌ ବାଦ୍‌ଲାଇ ଡୁବନ୍‌ ନିଆ । ପର୍‌ମେସର୍‌ ତମର୍‌ ପାପ୍‌ କେମା କର୍‌ସି ।”
સએવ યોહન્ પ્રાન્તરે મજ્જિતવાન્ તથા પાપમાર્જનનિમિત્તં મનોવ્યાવર્ત્તકમજ્જનસ્ય કથાઞ્ચ પ્રચારિતવાન્|
5 ସେଡ୍‌କିବେଲେ ଜିଉଦାଦେସର୍‌ କେତେକ୍‌ ଲକ୍‌ ଆରି ଜିରୁସାଲାମ୍‌ ରାଇଜର୍‌ ସବୁ ଲକ୍‌ମନ୍‌ ବାରଇକରି ଜଅନର୍‌ କାତା ସୁନୁ ବଲି ଆଇବାର୍‌ ଦାର୍‌ଲାଇ । ଆରି ନିଜର୍‌ ନିଜର୍‌ ପାପ୍‌କଲାଟା ମାନିକରି ଜର୍‌ଦନ୍‌ ଗାଡେ ତାର୍‌ତେଇଅନି ଡୁବନ୍‌ ନେଲାଇ ।
તતો યિહૂદાદેશયિરૂશાલમ્નગરનિવાસિનઃ સર્વ્વે લોકા બહિ ર્ભૂત્વા તસ્ય સમીપમાગત્ય સ્વાનિ સ્વાનિ પાપાન્યઙ્ગીકૃત્ય યર્દ્દનનદ્યાં તેન મજ્જિતા બભૂવુઃ|
6 ଜଅନ୍‌ ଉଟର୍‌ ଚେଣ୍ଡିସଙ୍ଗ୍‌ ତିଆର୍‌ ଅଇଲା ଲୁଗା ପିନ୍ଦି, ପସୁ ଚାମର୍‌ ଆଁଟାବେଡା ଆଁଟାଇ ବାନ୍ଦି ଅଇତେରଇଲା । ତାର୍‌ କାଦି ଅଇଲା ଚିଟ୍‌କା ଆରି ବନର୍‌ ମୁ ।
અસ્ય યોહનઃ પરિધેયાનિ ક્રમેલકલોમજાનિ, તસ્ય કટિબન્ધનં ચર્મ્મજાતમ્, તસ્ય ભક્ષ્યાણિ ચ શૂકકીટા વન્યમધૂનિ ચાસન્|
7 ସେ ଜାନାଇକରି କଇବାର୍‌ ମୁଲିଆଇଲା, “ମର୍‌ ପଚେ ଗଟେକ୍‌ ବେସି ବପୁର୍‌ ଲକ୍‌ ଆଇସି, ତାର୍‌ ଗତିଦାଙ୍ଗ୍‌ଡା ଅଇକରି ତାର୍‌ ଗଡର୍‌ ପାଣ୍ଡଇ ବେଟ୍‌ବାର୍‌ ମିସା ମର୍‍ ଅଦିକାର୍‌ ନାଇ ।
સ પ્રચારયન્ કથયાઞ્ચક્રે, અહં નમ્રીભૂય યસ્ય પાદુકાબન્ધનં મોચયિતુમપિ ન યોગ્યોસ્મિ, તાદૃશો મત્તો ગુરુતર એકઃ પુરુષો મત્પશ્ચાદાગચ્છતિ|
8 ମୁଇ ତମ୍‌କେ ପାନିତେଇ ଡୁବନ୍‌ ଦେଲିନି, ମାତର୍‌ ସେ ତମ୍‌କେ ସୁକଲ୍‌ଆତ୍‌ମାଇ ଡୁବନ୍‌ ଦେଇସି ।”
અહં યુષ્માન્ જલે મજ્જિતવાન્ કિન્તુ સ પવિત્ર આત્માનિ સંમજ્જયિષ્યતિ|
9 ସେଡ୍‌କିବେଲେ ଜିସୁ ଗାଲିଲି ଜାଗାର୍‌ ନାଜରିତ୍‌ ଗଡେ ଅନି ଆସି ଜର୍‌ଦନ୍‌ ଗାଡେ ଡୁବନ୍‌ ଦେଉ ଜଅନର୍‌ ଟାନେ ଡୁବନ୍‌ ନେଲା ।
અપરઞ્ચ તસ્મિન્નેવ કાલે ગાલીલ્પ્રદેશસ્ય નાસરદ્ગ્રામાદ્ યીશુરાગત્ય યોહના યર્દ્દનનદ્યાં મજ્જિતોઽભૂત્|
10 ୧୦ ସେ ପାନିତେଇ ଅନି ବାରଇ ଆଇବାବେଲେ, ସରଗ୍‌ ଉଗାଡି ଅଇ ପର୍‌ମେସରର୍‌ ଆତ୍‌ମା ପରୁଆ ପାରା ଅଇ ଜିସୁର୍‌ ଉପ୍‌ରେ ଉତ୍‌ରି ଆଇବାଟା ସେ ଦେକ୍‌ଲା ।
સ જલાદુત્થિતમાત્રો મેઘદ્વારં મુક્તં કપોતવત્ સ્વસ્યોપરિ અવરોહન્તમાત્માનઞ્ચ દૃષ્ટવાન્|
11 ୧୧ ଆରି ସର୍‌ଗେଅନି ଗଟେକ୍‌ ସର୍‌ ସୁନିଅଇଲା, “ତୁଇ ମର୍‌ ଆଲାଦର୍‌ ପିଲା, ତର୍‌ଟାନେ ମୁଇ ବେସି ସାର୍‌ଦା ।”
ત્વં મમ પ્રિયઃ પુત્રસ્ત્વય્યેવ મમમહાસન્તોષ ઇયમાકાશીયા વાણી બભૂવ|
12 ୧୨ ସେଦାପ୍‌ରେ ସୁକଲ୍‌ ଆତ୍‌ମା ଜିସୁକେ ମରୁବାଲି ବୁଏଁ ପାଟାଇଲା ।
તસ્મિન્ કાલે આત્મા તં પ્રાન્તરમધ્યં નિનાય|
13 ୧୩ ମରୁବାଲି ବୁଏଁ ଚାଲିସ୍‌ ଦିନ୍‌ ରଇଲାବେଲେ, ସଇତାନ୍‌ ତାକେ ପାପ୍‌କରାଇବାକେ ଚେସ୍‌ଟା କର୍‌ତେରଇଲା । ସେ ଜାଗାଇ ବନର୍‌ ଜଁତ୍‌ମନ୍‌ ରଇଲାଇ, ଆରି ସରଗର୍‌ ଦୁତ୍‌ମନ୍‌ ଆସି ତାର୍‌ ସେବା କର୍‌ତେରଇଲାଇ ।
અથ સ ચત્વારિંશદ્દિનાનિ તસ્મિન્ સ્થાને વન્યપશુભિઃ સહ તિષ્ઠન્ શૈતાના પરીક્ષિતઃ; પશ્ચાત્ સ્વર્ગીયદૂતાસ્તં સિષેવિરે|
14 ୧୪ କେତେଦିନ୍‌ ଗାଲାପଚେ ଏରଦ୍‌ରାଜା ଡୁବନ୍‌ ଦେଉ ଜଅନ୍‌କେ ବନ୍ଦି ଗରେ ସଙ୍ଗଇଲା ପଚେ ଜିସୁ ଗାଲିଲି ଗାଏଁ ବାଉଡିଆସି, ପର୍‌ମେସରର୍‌ ନିମାନ୍‌ କବର୍‌ ସୁନାଇବାର୍‌ ଦାର୍‌ଲା ।
અનન્તરં યોહનિ બન્ધનાલયે બદ્ધે સતિ યીશુ ર્ગાલીલ્પ્રદેશમાગત્ય ઈશ્વરરાજ્યસ્ય સુસંવાદં પ્રચારયન્ કથયામાસ,
15 ୧୫ “ସମାନ୍‍ ବେଲା ଆଇଲା, ପର୍‌ମେସରର୍‌ ରାଇଜ୍‌ ଲଗେ କେଟ୍‌ଲା ଆଚେ । ତମେ ପାପେ ଅନି ମନ୍‌ ବାଉଡାଇକରି ନିମାନ୍‌ କାତାଇ ବିସ୍‌ବାସ୍‌ କରା ।”
કાલઃ સમ્પૂર્ણ ઈશ્વરરાજ્યઞ્ચ સમીપમાગતં; અતોહેતો ર્યૂયં મનાંસિ વ્યાવર્ત્તયધ્વં સુસંવાદે ચ વિશ્વાસિત|
16 ୧୬ ଜିସୁ ଗାଲିଲି ସମ୍‌ଦୁର୍‌ କଣ୍ଡିବାଟେ ଜିବା ବେଲେ ସିମନ୍‌ ଆରି ତାର୍‌ ବାଇ ଆନ୍ଦ୍‌ରିଅକେ ସମ୍‌ଦୁରେ ବଇଜାଲ୍‌ ପାକାଇବାଟା ଦେକ୍‌ଲା, ସେମନ୍‌ ମାଚ୍‌ ଦାରୁ କେଉଟ୍‌ମନ୍‌ ରଇଲାଇ ।
તદનન્તરં સ ગાલીલીયસમુદ્રસ્ય તીરે ગચ્છન્ શિમોન્ તસ્ય ભ્રાતા અન્દ્રિયનામા ચ ઇમૌ દ્વૌ જનૌ મત્સ્યધારિણૌ સાગરમધ્યે જાલં પ્રક્ષિપન્તૌ દૃષ્ટ્વા તાવવદત્,
17 ୧୭ ଜିସୁ ସେମନ୍‌କେ କଇଲା, “ମର୍‌ ସଙ୍ଗ୍‌ ଆସା, ମୁଇ ତମ୍‌କେ ଲକ୍‌ମନ୍‌କେ ପର୍‌ମେସରର୍‌ ବାଟେ ଆନ୍‌ବା ବିସଇ ସିକାଇବି ।”
યુવાં મમ પશ્ચાદાગચ્છતં, યુવામહં મનુષ્યધારિણૌ કરિષ્યામિ|
18 ୧୮ ସେଦାପ୍‌ରେ ସେମନ୍‌ ଜାଲ୍‌ ଚାଡି ଜିସୁର୍‌ ପଚେ ପଚେ ଗାଲାଇ ।
તતસ્તૌ તત્ક્ષણમેવ જાલાનિ પરિત્યજ્ય તસ્ય પશ્ચાત્ જગ્મતુઃ|
19 ୧୯ ପଚେ କଣ୍ଡେକ୍‌ ଦୁର୍‌ ଜାଇ ଜେବଦିର୍‌ ପଅମନ୍‌ ଜାକୁବ୍‌ ଆରି ତାର୍‌ ବାଇ ଜଅନ୍‌କେ ଡଙ୍ଗାଇ ଜାଲ୍‌ ସାଜାଡ୍‌ବାଟା ଦେକ୍‌ଲା ।
તતઃ પરં તત્સ્થાનાત્ કિઞ્ચિદ્ દૂરં ગત્વા સ સિવદીપુત્રયાકૂબ્ તદ્ભ્રાતૃયોહન્ ચ ઇમૌ નૌકાયાં જાલાનાં જીર્ણમુદ્ધારયન્તૌ દૃષ્ટ્વા તાવાહૂયત્|
20 ୨୦ ଜିସୁ ସେମନ୍‌କେ ଦେକ୍‌ଲା ଦାପ୍‌ରେ ଡାକ୍‌ଲା, ଆରି ସେମନ୍‌ ତାକର୍‌ ବାବା ଜେବଦିକେ ଆରି କୁଲିଆର୍‌ମନ୍‌କେ ଡଙ୍ଗାଇ ଚାଡି ତାର୍‌ ସଙ୍ଗ୍‌ ଗାଲାଇ ।
તતસ્તૌ નૌકાયાં વેતનભુગ્ભિઃ સહિતં સ્વપિતરં વિહાય તત્પશ્ચાદીયતુઃ|
21 ୨୧ ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ କପର୍‌ନାଉମେ ଗାଲାଇ, ଆରି ବିସ୍‌ରାମ୍‌ବାର୍‌ କେଟ୍‌ଲାକେ ସେ ଜିଉଦିମନର୍‌ ପାର୍‌ତନା ଗରେ ପୁରି, ଲକ୍‌ମନ୍‌କେ ସିକାଇବାର୍‌ ଦାର୍‌ଲା ।
તતઃ પરં કફર્નાહૂમ્નામકં નગરમુપસ્થાય સ વિશ્રામદિવસે ભજનગ્રહં પ્રવિશ્ય સમુપદિદેશ|
22 ୨୨ ଲକ୍‌ମନ୍‌ ତାର୍‌ ସିକିଆ ସୁନି କାବା ଅଇଗାଲାଇ, ସେ ସାସ୍‌ତର୍‌ ସିକାଉପାରା ନ ସିକାଇ, ନିଜର୍‌ ଅଦିକାର୍‌ ସଙ୍ଗ୍‌ ସିକିଆ ଦେଇତେ ରଇଲା ।
તસ્યોપદેશાલ્લોકા આશ્ચર્ય્યં મેનિરે યતઃ સોધ્યાપકાઇવ નોપદિશન્ પ્રભાવવાનિવ પ્રોપદિદેશ|
23 ୨୩ ସେ ଦାପ୍‌ରେ ସେମନର୍‌ ପାର୍‌ତନା ଗରେ ଗଟେକ୍‌ ଡୁମା ଦାର୍‌ଲା ଲକ୍‌ କିର୍‌କିରି କରି ଜିସୁକେ କଇଲା,
અપરઞ્ચ તસ્મિન્ ભજનગૃહે અપવિત્રભૂતેન ગ્રસ્ત એકો માનુષ આસીત્| સ ચીત્શબ્દં કૃત્વા કથયાઞ્ચકે
24 ୨୪ “ଏ ନାଜରିତ୍‌ ଗଡର୍‌ ଜିସୁ, ତୁଇ କାଇକେ ଆମ୍‌କେ ଅରିଆନ୍‌ କଲୁସ୍‌ନି? ତୁଇ କାଇ ଆମ୍‌କେ ବିନାସ୍‌ କର୍‌ବାକେ ଆଇଲୁସ୍‌ କି? ତୁଇ କେ, ସେଟା ମୁଇ ଜାନି, ତୁଇ ଅଇଲୁସ୍‌ନି ପର୍‌ମେସରର୍‌ ସୁକଲ୍‌ ଲକ୍‌ ।”
ભો નાસરતીય યીશો ત્વમસ્માન્ ત્યજ, ત્વયા સહાસ્માકં કઃ સમ્બન્ધઃ? ત્વં કિમસ્માન્ નાશયિતું સમાગતઃ? ત્વમીશ્વરસ્ય પવિત્રલોક ઇત્યહં જાનામિ|
25 ୨୫ ଜିସୁ ଡୁମାକେ ଦମ୍‌କାଇ କରି କଇଲା, “ଚୁପ୍‌ ଅ, ଆରି ଏ ଲକର୍‌ତେଇ ଅନି ବାର୍‌ଇ ଜା ।”
તદા યીશુસ્તં તર્જયિત્વા જગાદ તૂષ્ણીં ભવ ઇતો બહિર્ભવ ચ|
26 ୨୬ ସେଡ୍‌କି ବେଲେ ଡୁମା ତାକେ ମଡିପିଙ୍ଗି ବେସି କିର୍‌କିରି କରି ତାର୍‌ଲଗେ ଅନି ବାରଇଗାଲା ।
તતઃ સોઽપવિત્રભૂતસ્તં સમ્પીડ્ય અત્યુચૈશ્ચીત્કૃત્ય નિર્જગામ|
27 ୨୭ ତେବର୍‌ପାଇ ପାର୍‌ତନା ଗରେ ରଇବା ସବୁ ଲକ୍‌ କାବା ଅଇଗାଲାଇ ଆରି ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ । “ଏଟା କେନ୍ତାର୍‌? ଏଟାତା ଅଦିକାର୍‌ ସଙ୍ଗର୍‌ ନୁଆ ସିକିଆ । ଡୁମା ଆତ୍‌ମାମନ୍‌ ମିସା, ସେ ତିଆର୍‌ଲାଟା ମାନ୍‌ଲାଇନି ।”
તેનૈવ સર્વ્વે ચમત્કૃત્ય પરસ્પરં કથયાઞ્ચક્રિરે, અહો કિમિદં? કીદૃશોઽયં નવ્ય ઉપદેશઃ? અનેન પ્રભાવેનાપવિત્રભૂતેષ્વાજ્ઞાપિતેષુ તે તદાજ્ઞાનુવર્ત્તિનો ભવન્તિ|
28 ୨୮ ସେଡ୍‌କିବେଲେ ଜିସୁର୍‌ କାତା ଗାଲିଲିର୍‌ ଚାରିବେଡ୍‌ତିର୍‌ ଗାଉଁମନ୍‌କେ କେଟିଗାଲା ।
તદા તસ્ય યશો ગાલીલશ્ચતુર્દિક્સ્થસર્વ્વદેશાન્ વ્યાપ્નોત્|
29 ୨୯ ତାର୍‌ ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ପାର୍‌ତନା ଗରେ ଅନି ବାରଇ ଜାକୁବ୍‌ ଆରି ଜଅନର୍‌ ସଙ୍ଗ୍‌ ସିମନ୍‌ ଆରି ଆନ୍ଦ୍‌ରିୟର୍‌ ଗରେ ଗାଲାଇ ।
અપરઞ્ચ તે ભજનગૃહાદ્ બહિ ર્ભૂત્વા યાકૂબ્યોહન્ભ્યાં સહ શિમોન આન્દ્રિયસ્ય ચ નિવેશનં પ્રવિવિશુઃ|
30 ୩୦ ତେଇ ରଇଲା ଲକ୍‌ମନ୍‌ ସିମନର୍‌ ସାତ୍‌ରି ଜର୍‌କେ ସଇରଇଲା ବିସଇ ଜିସୁକେ କଇଲାଇ ।
તદા પિતરસ્ય શ્વશ્રૂર્જ્વરપીડિતા શય્યાયામાસ્ત ઇતિ તે તં ઝટિતિ વિજ્ઞાપયાઞ્ચક્રુઃ|
31 ୩୧ ସେଟାର୍‌ପାଇ ଜିସୁ ଜାଇ ସିମନର୍‌ ସାତ୍‌ରିର୍‌ ଆତେ ଦାରି ଉଟାଇଲା, ସେଦାପ୍‌ରେ ତାର୍‌ ଜର୍‌ ଚାଡିଗାଲା, ଆରି ସେ ଜାଇ ସେମନ୍‌କେ ସେବା କର୍‌ବାର୍‌ ଦାର୍‌ଲା ।
તતઃ સ આગત્ય તસ્યા હસ્તં ધૃત્વા તામુદસ્થાપયત્; તદૈવ તાં જ્વરોઽત્યાક્ષીત્ તતઃ પરં સા તાન્ સિષેવે|
32 ୩୨ ସଞ୍ଜ୍‌ ବେଲାଇ ବେଲ୍‌ ବୁଡିଗାଲା ପଚେ, ଲକ୍‌ମନ୍‌ ଜରର୍‌ ଲକ୍‌ମନ୍‌କେ ଆରି ଡୁମାଦାରି ରଇବା ସବୁଲକ୍‌ମନ୍‌କେ ଜିସୁର୍‌ ଲଗେ ଆନ୍‌ବାର୍‌ ଦାର୍‌ଲାଇ,
અથાસ્તં ગતે રવૌ સન્ધ્યાકાલે સતિ લોકાસ્તત્સમીપં સર્વ્વાન્ રોગિણો ભૂતધૃતાંશ્ચ સમાનિન્યુઃ|
33 ୩୩ ଆରି ଗାଉଁର୍‌ ଲକ୍‌ମନ୍‌ ସେ ଗରର୍‌ ଦୁଆରେ ରୁଣ୍ଡ୍‌ଲାଇ ।
સર્વ્વે નાગરિકા લોકા દ્વારિ સંમિલિતાશ્ચ|
34 ୩୪ ସେଡ୍‌କିବେଲେ ସେ ବିନ୍‌ ବିନ୍‌ ରକାମର୍‌ ରଗ୍‌ ଅଇରଇବା ଜବର୍‌ ରଗି ଲକ୍‌ମନ୍‌କେ ନିମାନ୍‌ କଲା ଆରି ଜବର୍‌ ଡୁମାମନ୍‌କେ ଚାଡାଇଲା, ମାତର୍‌ ସେ ଡୁମାମନ୍‌କେ କାତା କଇବାକେ ଦେଏନାଇ । କାଇକେବଇଲେ ଡୁମାମନ୍‌ ଜିସୁ ପର୍‌ମେସରର୍‌ ଟାନେଅନି ଆଇଲାଆଚେ ବଲିକରି ଜାନି ରଇଲାଇ ।
તતઃ સ નાનાવિધરોગિણો બહૂન્ મનુજાનરોગિણશ્ચકાર તથા બહૂન્ ભૂતાન્ ત્યાજયાઞ્ચકાર તાન્ ભૂતાન્ કિમપિ વાક્યં વક્તું નિષિષેધ ચ યતોહેતોસ્તે તમજાનન્|
35 ୩୫ ଆର୍‌କର୍‌ ସାକାଲେ କୁକ୍‌ଡା ଡାକ୍‌ ବେଲାଇ ଜିସୁ ଉଟି ଗରେଅନି ବାରଇ ଜାଇ ଗଟେକ୍‌ କିନରା ରଇବା ଚିମ୍‌ରା ଜାଗାଇ, ଜାଇ ପାର୍‌ତନା କର୍‌ବାର୍‌ ଦାର୍‌ଲା ।
અપરઞ્ચ સોઽતિપ્રત્યૂષે વસ્તુતસ્તુ રાત્રિશેષે સમુત્થાય બહિર્ભૂય નિર્જનં સ્થાનં ગત્વા તત્ર પ્રાર્થયાઞ્ચક્રે|
36 ୩୬ ସେଡ୍‌କିବେଲେ ସିମନ୍‌ ଆରି ତାର୍‌ ସଙ୍ଗର୍‌ଲକ୍‌ ତାକେ କଜ୍‌ବାର୍‌ ଗାଲାଇ,
અનન્તરં શિમોન્ તત્સઙ્ગિનશ્ચ તસ્ય પશ્ચાદ્ ગતવન્તઃ|
37 ୩୭ ଜେଡେବଲ୍‌ ସେମନ୍‌ ଜିସୁକେ ବେଟ୍‌ ଅଇଲାଇ, ଆରି କାବାଅଇ ତାକେ କଇଲାଇ, “ସବୁ ଲକ୍‌ ତମ୍‌କେ କଜ୍‌ଲାଇନି ।”
તદુદ્દેશં પ્રાપ્ય તમવદન્ સર્વ્વે લોકાસ્ત્વાં મૃગયન્તે|
38 ୩୮ ସେଡ୍‌କିବେଲେ ଜିସୁ ସେମନ୍‌କେ କଇଲା, “ଆସା, ଆମେ ରଇବା ବିନ୍‌ ବିନ୍‌ ଗାଉଁମନ୍‌କେ ଜୁ, କାଇକେବଇଲେ ସେ ଜାଗାମନ୍‌କେ ମିସା ମୁଇ ପର୍‌ମେସରର୍‌ କାତା କଇବି । କାଇକେବଇଲେ ସେଟାର୍‌ପାଇସେ ମୁଇ ଆଇଲିଆଚି ।”
તદા સોઽકથયત્ આગચ્છત વયં સમીપસ્થાનિ નગરાણિ યામઃ, યતોઽહં તત્ર કથાં પ્રચારયિતું બહિરાગમમ્|
39 ୩୯ ଆରି ଗାଲିଲିର୍‌ ସବୁଟାନେ ବୁଲି ବୁଲି ସେମନର୍‌ ସବୁ ପାର୍‌ତନା ଗରେ, ମାପ୍‌ରୁର୍‌ କାତା ସୁନାଇଲା, ଆରି ଡୁମା ଦାର୍‌ଲା ଲକ୍‌ମନ୍‌କେ ଚାଡାଇଲା ।
અથ સ તેષાં ગાલીલ્પ્રદેશસ્ય સર્વ્વેષુ ભજનગૃહેષુ કથાઃ પ્રચારયાઞ્ચક્રે ભૂતાનત્યાજયઞ્ચ|
40 ୪୦ ସେଡ୍‌କି ବେଲେ ଗଟେକ୍‌ ବଡ୍‌ ରଗି ତାର୍‌ ଲଗେ ଆସି ମାଣ୍ଡିକଟା ଦେଇ ତାକେ ବାବୁଜିଆ କରି କଇଲା, “ତମେ ଜଦି ମନ୍‌କଲେ ମକେ ସୁକଲ୍‌ କରି ପାର୍‌ସା ।”
અનન્તરમેકઃ કુષ્ઠી સમાગત્ય તત્સમ્મુખે જાનુપાતં વિનયઞ્ચ કૃત્વા કથિતવાન્ યદિ ભવાન્ ઇચ્છતિ તર્હિ માં પરિષ્કર્ત્તું શક્નોતિ|
41 ୪୧ ତେଇ ସେ ତାକେ ଜିବନ୍‌ ଦୁକାଇଲା ଆରି ଆତ୍‌ ଲାମାଇ କରି ତାକେ ଚି‍ଇକରି କଇଲା, “ମୁଇ ମନ୍‌ କଲିନି, ତୁଇ ସୁକଲ୍‌ ଅ ।”
તતઃ કૃપાલુ ર્યીશુઃ કરૌ પ્રસાર્ય્ય તં સ્પષ્ટ્વા કથયામાસ
42 ୪୨ ସେଦାପ୍‌ରେ ବଡ୍‌ ରଗ୍‌ ତାର୍‌ ଲଗେ ଅନି ଦୁର୍‌ଅଇଲା ଆରି ସେ ସୁକଲ୍‌ ଅଇଗାଲା ।
મમેચ્છા વિદ્યતે ત્વં પરિષ્કૃતો ભવ| એતત્કથાયાઃ કથનમાત્રાત્ સ કુષ્ઠી રોગાન્મુક્તઃ પરિષ્કૃતોઽભવત્|
43 ୪୩ ଆରି, ଜିସୁ ସେ ଲକ୍‌କେ ଡାଟ୍‌ସଙ୍ଗ୍‌ ଆଦେସ୍‌ ଦେଇ ସେଦାପ୍‌ରେ କଇ ପାଟାଇଲା ।
તદા સ તં વિસૃજન્ ગાઢમાદિશ્ય જગાદ
44 ୪୪ “ଜାଗ୍‌ରତ୍‌, ମୁଇ ତକେ ସୁକଲ୍‌ କଲି ବଲି କାକେ ମିସା କ ନାଇ, ମାତର୍‌ ଜା ଆରି ନିଜେ ପୁଜାରିକେ ଦେକାଇ ଅ ଆରି ମସା ଜନ୍‌ ଜନ୍‌ ବିରୁ ପର୍‌ମେସର୍‌କେ ଦେବାକେ ଆଦେସ୍‌ ଦେଲାଆଚେ, ସେ ଇସାବେ ଦେସ୍‌ । ଏଟାର୍‌ ଲାଗି ତୁଇ ସୁକଲ୍‌ ଅଇଜାଇଆଚୁସ୍‌ ବଲିକରି ପୁଜାରି ସବୁଲକର୍‌ ମୁଆଟେ ସାକି ଦେଅ ।”
સાવધાનો ભવ કથામિમાં કમપિ મા વદ; સ્વાત્માનં યાજકં દર્શય, લોકેભ્યઃ સ્વપરિષ્કૃતેઃ પ્રમાણદાનાય મૂસાનિર્ણીતં યદ્દાનં તદુત્સૃજસ્વ ચ|
45 ୪୫ ମାତର୍‌ ସେଲକ୍‌ ବାରଇ ଜାଇ ଜିସୁ ସୁକଲ୍‌ କରିରଇବା କବର୍‌ ଏତେକ୍‌ ରାଟୁକରି କଇବୁଲ୍‌ଲାଇ ଜେ, ଜିସୁ ଲକ୍‌ମନର୍‌ ଦେକ୍‌ତେ ଦେକ୍‌ତେ କନ୍‌ ଗାଉଁମନ୍‌କେ ମିସା ଜାଇ ପୁରି ନାପାର୍‌ଲା । ମାତର୍‌ ବାଇରେ ଜାଇ ଚିମ୍‌ରା ଜାଗାମନ୍‌କେ ରଇଲା । ଅଇଲେ ମିସା ଲକ୍‌ମନ୍‌ ଚାରିଦିଗେ ଅନି ତାର୍‌ ଲଗେ ଆଇବାର୍‌ଦାର୍‌ଲାଇ ।
કિન્તુ સ ગત્વા તત્ કર્મ્મ ઇત્થં વિસ્તાર્ય્ય પ્રચારયિતું પ્રારેભે તેનૈવ યીશુઃ પુનઃ સપ્રકાશં નગરં પ્રવેષ્ટું નાશક્નોત્ તતોહેતોર્બહિઃ કાનનસ્થાને તસ્યૌ; તથાપિ ચતુર્દ્દિગ્ભ્યો લોકાસ્તસ્ય સમીપમાયયુઃ|

< ମାର୍‌କ 1 >