< ଲୁକ୍‌ 12 >

1 ଏତ୍‌କି ବିତ୍‌ରେ ଅଜାର୍‌ ଅଜାର୍‌ ଲକ୍‌ ଟୁଲ୍‌ଅଇକରି, ତାକର୍‌ ତାକର୍‌ ବିତ୍‌ରେ ମାଣ୍ଡାଚୁଣ୍ଡା ଅଇଜାଇତେ ରଇଲାଇ, ସେଡ୍‌କିବେଲେ ଜିସୁ ପର୍‌ତୁମ୍‌ ନିଜର୍‌ ସିସ୍‌ମନ୍‌କେ କଇବାର୍‌ ଦାର୍‌ଲା, “ପାରୁସିମନର୍‌ କମିର୍‌ ପାରା କପଟ୍‌ ତେଇଅନି ଜାଗ୍‌ରତ୍‌ ଅଇରୁଆ ।
તદાનીં લોકાઃ સહસ્રં સહસ્રમ્ આગત્ય સમુપસ્થિતાસ્તત એકૈકો ઽન્યેષામુપરિ પતિતુમ્ ઉપચક્રમે; તદા યીશુઃ શિષ્યાન્ બભાષે, યૂયં ફિરૂશિનાં કિણ્વરૂપકાપટ્યે વિશેષેણ સાવધાનાસ્તિષ્ઠત|
2 ଡାବିଅଇରଇବା ସବୁ ବିସଇ ଜାନାପଡ୍‌ସି, ଆରି ଲୁଚିରଇବା ବିସଇ ସବୁ ଦେକାଅଇସି ।
યતો યન્ન પ્રકાશયિષ્યતે તદાચ્છન્નં વસ્તુ કિમપિ નાસ્તિ; તથા યન્ન જ્ઞાસ્યતે તદ્ ગુપ્તં વસ્તુ કિમપિ નાસ્તિ|
3 ତେବର୍‌ପାଇ, ତମେମନ୍‌ ଜନ୍‌ ଜନ୍‌ଟା ଆନ୍ଦାରେ କଇଆଚାସ୍‌, ସେ ସବୁଜାକ ଉଜ୍‌ଲେ ସୁନ୍‌ବାଇ, ଆରି ଜନ୍‌ ଜନ୍‌ଟା ବିତର୍‌ଗରେ, କେ ନ ସୁନ୍‌ତେ କଇଆଚାସ୍‌, ସେଟା ଗରର୍‌ ଚାନିଉପ୍‌ରେ ଅନି ସୁନାଇଅଇସି ।”
અન્ધકારે તિષ્ઠનતો યાઃ કથા અકથયત તાઃ સર્વ્વાઃ કથા દીપ્તૌ શ્રોષ્યન્તે નિર્જને કર્ણે ચ યદકથયત ગૃહપૃષ્ઠાત્ તત્ પ્રચારયિષ્યતે|
4 “ମାତର୍‌ ତମେ ମର୍‌ ମଇତର୍‌, ତମ୍‌କେ ମୁଇ କଇଲିନି, ଜନ୍‌ ଲକ୍‌ମନ୍‌ ଗାଗଡ୍‌କେ ମରାଇବାଇ, ମାତର୍‌ ତାର୍‌ପଚେ ତମର୍‌ ଆତ୍‌ମାକେ କାଇଟା କରିନାପାରତ୍‌, ସେମନ୍‌କେ ଡରାନାଇ ।
હે બન્ધવો યુષ્માનહં વદામિ, યે શરીરસ્ય નાશં વિના કિમપ્યપરં કર્ત્તું ન શક્રુવન્તિ તેભ્યો મા ભૈષ્ટ|
5 ମାତର୍‌ କାକେ ଡର୍‌ସା, ସେଟା ମୁଇ ତମ୍‌କେ ଜାନାଇବି, ମରାଇଲାପଚେ ନର୍‌କେ ପିଙ୍ଗ୍‌ବାକେ ଜାର୍‌ ଅଦିକାର୍‌ ଆଚେ, ତାକେ ଡରା, ଉଁ ମୁଇ ତମ୍‌କେ ସତ୍‌ କଇଲିନି, ପର୍‌ମେସର୍‌କେ ଡରା । (Geenna g1067)
તર્હિ કસ્માદ્ ભેતવ્યમ્ ઇત્યહં વદામિ, યઃ શરીરં નાશયિત્વા નરકં નિક્ષેપ્તું શક્નોતિ તસ્માદેવ ભયં કુરુત, પુનરપિ વદામિ તસ્માદેવ ભયં કુરુત| (Geenna g1067)
6 “ପାଁଚ୍‌ଟା ଚେଟିଆ ଚଡଇ କାଇ ଅଲପ୍‌ ଡାବୁକେ ବିକା ନଅଏ କି? ଏଲେ ମିସା ସେମନର୍‌ ବିତ୍‌ରେଅନି ଗଟେକ୍‌କେ ମିସା ପର୍‌ମେସର୍‌ ନ ପାସ୍‌ରେ ।
પઞ્ચ ચટકપક્ષિણઃ કિં દ્વાભ્યાં તામ્રખણ્ડાભ્યાં ન વિક્રીયન્તે? તથાપીશ્વરસ્તેષામ્ એકમપિ ન વિસ્મરતિ|
7 ମାତର୍‌ ତମର୍‌ ମୁଣ୍ଡର୍‌ ସବୁ ଚେଣ୍ଡି ମିସା ଏଜା ଅଇଲାଆଚେ । ଡରାନାଇ, ତମେମନ୍‌ କେତେକ୍‌ କେତେକ୍‌ ଚେଟିଆ ଚଡଇର୍‌ ଟାନେଅନି ମୁକିଅ ।”
યુષ્માકં શિરઃકેશા અપિ ગણિતાઃ સન્તિ તસ્માત્ મા વિભીત બહુચટકપક્ષિભ્યોપિ યૂયં બહુમૂલ્યાઃ|
8 “ଆରି ମୁଇ ତମ୍‌କେ କଇଲିନି, ଜେ ଜଦି ମକେ ଲକ୍‌ମନର୍‌ ମୁଆଟେ ନାମ୍‌ସି ଆରି ବିସ୍‌ବାସ୍‌ କର୍‌ସି, ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମୁଇ ମିସା ପର୍‌ମେସରର୍‌ ଦୁତ୍‌ମନର୍‌ ମୁଆଟେ ତାକେ ନାମ୍‌ବି ।
અપરં યુષ્મભ્યં કથયામિ યઃ કશ્ચિન્ માનુષાણાં સાક્ષાન્ માં સ્વીકરોતિ મનુષ્યપુત્ર ઈશ્વરદૂતાનાં સાક્ષાત્ તં સ્વીકરિષ્યતિ|
9 ମାତର୍‌ ଜେ ଲକ୍‌ମନର୍‌ ମୁଆଟେ ମକେ ନ ନାମି, ବିସ୍‌ବାସ୍‌ ନ କରେ, ତାକେ ପର୍‌ମେସରର୍‌ ଦୁତ୍‌ମନର୍‌ ମୁଆଟେ ମୁଇ ଇନ୍‌ କର୍‌ବି ।”
કિન્તુ યઃ કશ્ચિન્માનુષાણાં સાક્ષાન્મામ્ અસ્વીકરોતિ તમ્ ઈશ્વરસ્ય દૂતાનાં સાક્ષાદ્ અહમ્ અસ્વીકરિષ્યામિ|
10 ୧୦ “ଆରି ଜେ ପର୍‌ମେସର୍‌ ପାଟାଇରଇବା ନର୍‌ପିଲାର୍‌ ବିରୁଦେ କଇଲେ, ତାକେ କେମା ଦିଆଅଇସି, ମାତର୍‌ ଜେ ସୁକଲ୍‌ ଆତ୍‌ମାର୍‌ ବିରୁଦେ କଇସି, ତାକେ କେମା ନ ଦିଆଅଏ ।
અન્યચ્ચ યઃ કશ્ચિન્ મનુજસુતસ્ય નિન્દાભાવેન કાઞ્ચિત્ કથાં કથયતિ તસ્ય તત્પાપસ્ય મોચનં ભવિષ્યતિ કિન્તુ યદિ કશ્ચિત્ પવિત્રમ્ આત્માનં નિન્દતિ તર્હિ તસ્ય તત્પાપસ્ય મોચનં ન ભવિષ્યતિ|
11 ୧୧ “ଆରି ଜେଡେବେଲେ ସେମନ୍‌ ତମ୍‌କେ ଜିଉଦି ଲକ୍‌ମନର୍‌ ପାର୍‌ତନା ଗରେ, ସାସନ୍‌ କର୍‌ବା ଲକ୍‌ମନର୍‌ଟାନେ କି ବିନ୍‌ ବିନ୍‌ ଅଦିକାରି ମନର୍‌ଟାନେ ବାନ୍ଦିନେଲେ, ସେଡ୍‍କିବେଲେ କାଇଟାବଲି କଇସା, ସେ ବିସଇ ନେଇକରି ଚିନ୍ତା କରାନାଇ ।
યદા લોકા યુષ્માન્ ભજનગેહં વિચારકર્તૃરાજ્યકર્તૃણાં સમ્મુખઞ્ચ નેષ્યન્તિ તદા કેન પ્રકારેણ કિમુત્તરં વદિષ્યથ કિં કથયિષ્યથ ચેત્યત્ર મા ચિન્તયત;
12 ୧୨ କାଇକେବଇଲେ କାଇଟା କଇବାକେ ଅଇସି, ସେବେଲାଇ ସୁକଲ୍‌ଆତ୍‌ମା ତମ୍‌କେ ସିକାଇସି ।”
યતો યુષ્માભિર્યદ્ યદ્ વક્તવ્યં તત્ તસ્મિન્ સમયએવ પવિત્ર આત્મા યુષ્માન્ શિક્ષયિષ્યતિ|
13 ୧୩ ଲକ୍‌ମନର୍‌ ଗଅଲି ବିତ୍‌ରେଅନି ଗଟେକ୍‌ ଲକ୍‌ ଜିସୁକେ କଇଲା, “ଏ ଗୁରୁ, ମର୍‌ ବାବାର୍‌ ସଁପତି ବାଗ୍‌ବାଟା କର୍‌ବାକେ ମର୍‌ ବାଇକେ କୁଆ ।”
તતઃ પરં જનતામધ્યસ્થઃ કશ્ચિજ્જનસ્તં જગાદ હે ગુરો મયા સહ પૈતૃકં ધનં વિભક્તું મમ ભ્રાતરમાજ્ઞાપયતુ ભવાન્|
14 ୧୪ ଏଟା ସୁନି ଜିସୁ ତାକେ କଇଲା, “ଏ ମଇତର୍‌, ତମର୍‌ ବିତ୍‍ରେ ନିଆଇ କର୍‌ବାକେ ଆରି ଦନ୍‌ସଁପତି ବାଗ୍‌ବାଟା କରିଦେବାକେ ମକେ କେ ଅଦିକାର୍‌ ଦେଲାଆଚେ?”
કિન્તુ સ તમવદત્ હે મનુષ્ય યુવયો ર્વિચારં વિભાગઞ્ચ કર્ત્તું માં કો નિયુક્તવાન્?
15 ୧୫ ଆରି ଜିସୁ ସେମନ୍‌କେ କଇଲା, “ଜାଗର୍‌ତା, ସବୁରକାମର୍‌ ଲବ୍‌ କର୍‌ବାଟାନେଅନି ନିଜେ ନିଜେ ଦୁରେ ରୁଆ । କାଇକେବଇଲେ ଗଟେକ୍‌ ଲକର୍‌ ଜିବନ୍‌ଟାନେଅନି ଦନ୍‌ସଁପତି ବଡ୍‌ ବିସଇ ନଏ ।”
અનન્તરં સ લોકાનવદત્ લોભે સાવધાનાઃ સતર્કાશ્ચ તિષ્ઠત, યતો બહુસમ્પત્તિપ્રાપ્ત્યા મનુષ્યસ્યાયુ ર્ન ભવતિ|
16 ୧୬ ଆରି ସେ ଲକ୍‌ମନ୍‌କେ ଗଟେକ୍‌ ଉଦାଅରନ୍‌ ଦେଇ କଇଲା, ଗଟେକ୍‌ ସାଉକାର୍‌କେ ତାର୍‌ ଜମିଟାନେଅନି ବେସି ତାସ୍‌ ପାଚ୍‌ଲା ।
પશ્ચાદ્ દૃષ્ટાન્તકથામુત્થાપ્ય કથયામાસ, એકસ્ય ધનિનો ભૂમૌ બહૂનિ શસ્યાનિ જાતાનિ|
17 ୧୭ ସେ ଲକ୍‌ ମନେ ମନେ ବାବ୍‌ନାକରି କଇଲା, “କାଇଟା କର୍‌ବି? ମର୍‌ କାଦି ଆନି ସଙ୍ଗଇବାକେ ଜାଗାନାଇ ।”
તતઃ સ મનસા ચિન્તયિત્વા કથયામ્બભૂવ મમૈતાનિ સમુત્પન્નાનિ દ્રવ્યાણિ સ્થાપયિતું સ્થાનં નાસ્તિ કિં કરિષ્યામિ?
18 ୧୮ ଆରି ସେ କଇଲା, “ଏନ୍ତାରି କର୍‌ବି, ମର୍‌ କାଦି ସଙ୍ଗଇବା ଗରର୍‌ କତି ବାଙ୍ଗାଇକରି ବଡ୍‌ ବଡ୍‌ କରି ତିଆର୍‌କର୍‌ବି ଆରି ତେଇ ମର୍‌ ସବୁ କାଦିକଣ୍ଡା ଜାଗ୍‌ରତ୍‌ କରି ସଙ୍ଗଇବି ।
તતોવદદ્ ઇત્થં કરિષ્યામિ, મમ સર્વ્વભાણ્ડાગારાણિ ભઙ્ક્ત્વા બૃહદ્ભાણ્ડાગારાણિ નિર્મ્માય તન્મધ્યે સર્વ્વફલાનિ દ્રવ્યાણિ ચ સ્થાપયિષ્યામિ|
19 ୧୯ ଆରି ମର୍‌ ଜିବନ୍‌କେ କଇବି, ର ଜିବନ୍‌, ତର୍‌ପାଇବଲି ବେସି ବରସର୍‌ କାଦିକଣ୍ଡା ସଙ୍ଗଇ ଅଇଲାଆଚେ, ପୁଣ୍ଡ୍‌, କାଆ ଆରି ଆରାମ୍‌ସଙ୍ଗ୍‌ ର ।”
અપરં નિજમનો વદિષ્યામિ, હે મનો બહુવત્સરાર્થં નાનાદ્રવ્યાણિ સઞ્ચિતાનિ સન્તિ વિશ્રામં કુરુ ભુક્ત્વા પીત્વા કૌતુકઞ્ચ કુરુ| કિન્ત્વીશ્વરસ્તમ્ અવદત્,
20 ୨୦ ମାତର୍‌ ପର୍‌ମେସର୍‌ ତାକେ କଇଲା, “ଏରେ ବକୁଆ ଜଦି ଆଜି ରାତି ପର୍‌ମେସର୍‌ ତର୍‌ ଜିବନ୍‌ ମାଙ୍ଗ୍‌ସି ବଇଲେ, ତୁଇ ତର୍‌ପାଇ ଜେତ୍‌କି ସଙ୍ଗଇଆଚୁସ୍‌, ସେ ସବୁ କାର୍‌ଟା ଅଇସି?
રે નિર્બોધ અદ્ય રાત્રૌ તવ પ્રાણાસ્ત્વત્તો નેષ્યન્તે તત એતાનિ યાનિ દ્રવ્યાણિ ત્વયાસાદિતાનિ તાનિ કસ્ય ભવિષ્યન્તિ?
21 ୨୧ ଜେ ନିଜର୍‌ପାଇ ଦନ୍‌ ଜତନ୍‌ କରି ସଙ୍ଗଇସି, ସେ ପର୍‌ମେସରର୍‌ ମୁଆଟେ ସାଉକାର୍‌ ନଏଁ, ତାର୍‌ପାଇ ଏନ୍ତାରି ଗଟ୍‌ସି ।”
અતએવ યઃ કશ્ચિદ્ ઈશ્વરસ્ય સમીપે ધનસઞ્ચયમકૃત્વા કેવલં સ્વનિકટે સઞ્ચયં કરોતિ સોપિ તાદૃશઃ|
22 ୨୨ ଜିସୁ ନିଜର୍‌ ସିସ୍‌ମନ୍‌କେ କଇଲା, “ଏଟାର୍‌ପାଇ ମୁଇ ତମ୍‌କେ କଇଲିନି, କାଇଟା କାଇକରି ଜିବନ୍‌ ବଁଚାଉ ଆରି ଗାଗଡର୍‌ପାଇ କାଇଟା ପିନ୍ଦ୍‌ବୁ ବଲି ଚିନ୍ତା କରାନାଇ ।
અથ સ શિષ્યેભ્યઃ કથયામાસ, યુષ્માનહં વદામિ, કિં ખાદિષ્યામઃ? કિં પરિધાસ્યામઃ? ઇત્યુક્ત્વા જીવનસ્ય શરીરસ્ય ચાર્થં ચિન્તાં મા કાર્ષ્ટ|
23 ୨୩ କାଇକେବଇଲେ କାଦିଟାନେଅନି ଜିବନ୍‌ ଆରି ବସ୍‌ତର୍‌ଟାନେଅନି ଗାଗଡ୍‌ ଆକା ମୁକିଅ ।
ભક્ષ્યાજ્જીવનં ભૂષણાચ્છરીરઞ્ચ શ્રેષ્ઠં ભવતિ|
24 ୨୪ ଚଡଇମନର୍‌ ବିସଇନେଇକରି ବାବିଦେକା, ସେମନ୍‌ ନ ବୁନତ୍‌ କି ନ କାଟତ୍‌, ଆରି ସେମନର୍‌ ବାଣ୍ଡାର୍‌ଗର୍‌ କି କାଦି ସଙ୍ଗଇବା ଆମାର୍‌ ଗର୍‌ ନାଇ । ଅଇଲେ ମିସା ମାପ୍‌ରୁ ସେମନ୍‌କେ କାଦି ଜାଗାଇଦେଇସି । ତମେ ଚଡଇମନର୍‌ ଟାନେଅନି କେତେକ୍‌ ଅଦିକାରର୍‌ ଲକ୍‌ ।
કાકપક્ષિણાં કાર્ય્યં વિચારયત, તે ન વપન્તિ શસ્યાનિ ચ ન છિન્દન્તિ, તેષાં ભાણ્ડાગારાણિ ન સન્તિ કોષાશ્ચ ન સન્તિ, તથાપીશ્વરસ્તેભ્યો ભક્ષ્યાણિ દદાતિ, યૂયં પક્ષિભ્યઃ શ્રેષ્ઠતરા ન કિં?
25 ୨୫ ତମର୍‌ ବିତ୍‌ରେ ଏନ୍ତାରିଲକ୍‌ ନ ରଅତ୍‍, ଜେ କି ଚିନ୍ତାକରି ତାର୍‌ କଣ୍ଡେକ୍‌ ମିସା ଆଇସ୍‌ ବଡାଇ ପାର୍‌ସି ।
અપરઞ્ચ ભાવયિત્વા નિજાયુષઃ ક્ષણમાત્રં વર્દ્ધયિતું શક્નોતિ, એતાદૃશો લાકો યુષ્માકં મધ્યે કોસ્તિ?
26 ୨୬ ତେବର୍‌ପାଇ ତମେମନ୍‌ ଗଟେକ୍‌ ସାନ୍‌ ବିସଇ ମିସା କରିନାପାର୍‌ଲାସ୍‌ନି ବଇଲେ ବଡ୍‌ ବଡ୍‌ ବିସଇ କାଇକେ ଚିନ୍ତା କଲାସ୍‌ନି?
અતએવ ક્ષુદ્રં કાર્ય્યં સાધયિતુમ્ અસમર્થા યૂયમ્ અન્યસ્મિન્ કાર્ય્યે કુતો ભાવયથ?
27 ୨୭ ପୁଲ୍‌ମନର୍‌ ବିସଇ ବାବିଦେକା, ସେମନ୍‌ କେନ୍ତି ପୁଟ୍‌ଲାଇନି, ସୁତା ନ କାଟତ୍‌ କି ଲୁଗା ନ ବୁନତ୍‌ । ଏଲେମିସା ମୁଇ ତମ୍‌କେ କଇଲିନି, ସବୁର୍‌ଟାନେଅନି ମଆନ୍‌ ଆରି ଦନି ରାଜା ସଲ୍‌ମନ୍‌ ମିସା ସେ ପୁଲ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ପୁଲର୍‌ ଏତ୍‌କି ସଜାଇ ନ ଅଇରଇଲା ।
અન્યચ્ચ કામ્પિલપુષ્પં કથં વર્દ્ધતે તદાપિ વિચારયત, તત્ કઞ્ચન શ્રમં ન કરોતિ તન્તૂંશ્ચ ન જનયતિ કિન્તુ યુષ્મભ્યં યથાર્થં કથયામિ સુલેમાન્ બહ્વૈશ્વર્ય્યાન્વિતોપિ પુષ્પસ્યાસ્ય સદૃશો વિભૂષિતો નાસીત્|
28 ୨୮ ଆଜି ଜନ୍‌ ଗାଁସ୍‌ ପଦାଇ ଆଚେ, କାଲିକେ ସେଟା ରୁଣ୍ଡାଇ ଜଇ ଲାଗାଇବାଇ । ସେଟାକେ ପର୍‌ମେସର୍‌ ଏନ୍ତାରି ବେସ୍‌ ଦେଲାନି ବଇଲେ, ଏ ଅଲପ୍‌ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌, ସେ ତମ୍‌କେ ପିନ୍ଦ୍‌ବାକେ କେତେକ୍‌ ଅଦିକ୍‌ ଦେଇସି!”
અદ્ય ક્ષેત્રે વર્ત્તમાનં શ્વશ્ચૂલ્લ્યાં ક્ષેપ્સ્યમાનં યત્ તૃણં, તસ્મૈ યદીશ્વર ઇત્થં ભૂષયતિ તર્હિ હે અલ્પપ્રત્યયિનો યુષ્માન કિં ન પરિધાપયિષ્યતિ?
29 ୨୯ “ଆରି କାଇଟା କାଇବୁ? ବଲି ଚିନ୍ତାକରି ଲାଗିରୁଆନାଇ,
અતએવ કિં ખાદિષ્યામઃ? કિં પરિધાસ્યામઃ? એતદર્થં મા ચેષ્ટધ્વં મા સંદિગ્ધ્વઞ્ચ|
30 ୩୦ କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା ଲକ୍‌ମନ୍‌ ଏ ସବୁ ବିସଇ କଜିବୁଲ୍‌ବାଇ । ମାତର୍‌ ଏ ସବୁ ବିସଇ ତମ୍‌କେ ଦର୍‌କାର୍‌, ସେଟା ତମର୍‌ ବାବା ଜାନିରଇସି ।
જગતો દેવાર્ચ્ચકા એતાનિ સર્વ્વાણિ ચેષ્ટનતે; એષુ વસ્તુષુ યુષ્માકં પ્રયોજનમાસ્તે ઇતિ યુષ્માકં પિતા જાનાતિ|
31 ୩୧ ମୁଇ କଇଲିନି ତମେ ପର୍‌ମେସରର୍‌ ସରଗ୍‌ ରାଇଜ୍‌ କଜା, ଆରି ଏ ସବୁ ବିସଇ ସେ ତମ୍‌କେ ଦେଇସି ।”
અતએવેશ્વરસ્ય રાજ્યાર્થં સચેષ્ટા ભવત તથા કૃતે સર્વ્વાણ્યેતાનિ દ્રવ્યાણિ યુષ્મભ્યં પ્રદાયિષ્યન્તે|
32 ୩୨ ଏ ଉନା ମେଣ୍ଡାରାସି, ଡରାନାଇ, କାଇକେବଇଲେ ତମର୍‌ ବାବା ତମ୍‌କେ ତାର୍‌ ରାଇଜ୍‌ ଦେବାକେ ମନ୍‌କଲାଆଚେ ।
હે ક્ષુદ્રમેષવ્રજ યૂયં મા ભૈષ્ટ યુષ્મભ્યં રાજ્યં દાતું યુષ્માકં પિતુઃ સમ્મતિરસ્તિ|
33 ୩୩ ତମ୍‌କେ ଜନ୍‌ ଜନ୍‌ଟା ଆଚେ, ସେଟା ବିକିଦେଇ ଗରିବ୍‌ମନ୍‌କେ ଦାନ୍‌ କରା । ଜନ୍‌ଟା କି କେବେ ନ ସାରେ, ନିଜର୍‌ ନିଜର୍‌ପାଇ ଏନ୍ତାରି କାଣା ନ ଅଇବା ବେସ୍‌ନି ତିଆର୍‌କରା । ଜନ୍‌ଟାନେ ଚର୍‌ ନ ଆସେ କି କିଡାମନ୍‌ ମିସା ନ ନସାଅତ୍‌ । ସର୍‌ଗେ ଏନ୍ତାରି ନ ସାର୍‌ବା ଦନ୍‌ ସଙ୍ଗଇରୁଆ ।
અતએવ યુષ્માકં યા યા સમ્પત્તિરસ્તિ તાં તાં વિક્રીય વિતરત, યત્ સ્થાનં ચૌરા નાગચ્છન્તિ, કીટાશ્ચ ન ક્ષાયયન્તિ તાદૃશે સ્વર્ગે નિજાર્થમ્ અજરે સમ્પુટકે ઽક્ષયં ધનં સઞ્ચિનુત ચ;
34 ୩୪ କାଇକେବଇଲେ ଜନ୍‌ଟାନେ ତମର୍‌ ଦନ୍‌, ତେଇସେ ତମର୍‌ ମନ୍‌ ।
યતો યત્ર યુષ્માકં ધનં વર્ત્તતે તત્રેવ યુષ્માકં મનઃ|
35 ୩୫ “ତମର୍‌ ଆଟର୍‌ ତୁଆଲ୍‌ ବାନ୍ଦିଅଇ ସେବା କର୍‌ବାକେ ଜାଗିରୁଆ, ଆରି ବତି ଲାଗ୍‌ତେରଅ ।
અપરઞ્ચ યૂયં પ્રદીપં જ્વાલયિત્વા બદ્ધકટયસ્તિષ્ઠત;
36 ୩୬ ମାପ୍‌ରୁ ବିବା ବଜିଟାନେଅନି ବାଉଡିଆସି କାପାଟେ ବାଜାଉ ବାଜାଉ ଜନ୍‌ଲକ୍‌ମନ୍‌ ଦାପ୍‌ରେ କାପାଟ୍‌ ଉଗାଡ୍‌ବାକେ ଜାଗିରଇବାଇ, ତମେ ସେମନର୍‌ପାରା ଅଇରୁଆ ।
પ્રભુ ર્વિવાહાદાગત્ય યદૈવ દ્વારમાહન્તિ તદૈવ દ્વારં મોચયિતું યથા ભૃત્યા અપેક્ષ્ય તિષ્ઠન્તિ તથા યૂયમપિ તિષ્ઠત|
37 ୩୭ ମାପ୍‌ରୁ ଆସି ଜନ୍‌ ଦାଙ୍ଗ୍‌ଡାମନ୍‌କେ ଜାଗ୍‌ରତ୍‌ ରଇବାଟା ଦେକ୍‌ସି, ସେମନ୍‌ କେଡେ ନିକ କରମର୍‌ ଲକ୍‌ । ମୁଇ ତମ୍‌କେ ସତ୍‌ କଇଲିନି, ସେ ନିଜର୍‌ ଆଁଟାଇ ତୁଆଲ୍‌ ବାନ୍ଦିକରି, ସେମନ୍‌କେ କାଇବାକେ ବସାଇ, ତାକର୍‌ଲଗେ ଜାଇ ସେବାକର୍‌ସି ।
યતઃ પ્રભુરાગત્ય યાન્ દાસાન્ સચેતનાન્ તિષ્ઠતો દ્રક્ષ્યતિ તએવ ધન્યાઃ; અહં યુષ્માન્ યથાર્થં વદામિ પ્રભુસ્તાન્ ભોજનાર્થમ્ ઉપવેશ્ય સ્વયં બદ્ધકટિઃ સમીપમેત્ય પરિવેષયિષ્યતિ|
38 ୩୮ ଆରି ସେ ଜଦି ମଜାରାତି କି କୁକ୍‌ଡାଡାକେ ମିସା ଆସି ସେମନ୍‌କେ, ସେନ୍ତାରି ରଇବାଟା ଦେକ୍‌ସି, ସେନ୍ତାର୍‌ଆଲେ ସେ ଦାଙ୍ଗ୍‌ଡାମନ୍‌ କେଡେ ନିକ କରମର୍‌ ଲକ୍‌ ।
યદિ દ્વિતીયે તૃતીયે વા પ્રહરે સમાગત્ય તથૈવ પશ્યતિ, તર્હિ તએવ દાસા ધન્યાઃ|
39 ୩୯ ମାତର୍‌ ଏଟା ଜାନିରୁଆ, କେଡେବେଲେ ଚର୍‌ ଆଇସି, ଏଟା ଗରର୍‌ ସାଉକାର୍‌ ଜେବେ ଜାନ୍‌ସି, ସେନ୍ତାର୍‌ଆଲେ ସେ ନିଜର୍‌ ଗରର୍‌ ପେଡି ବାଙ୍ଗାଇବାକେ ନ ଦେଏ ।
અપરઞ્ચ કસ્મિન્ ક્ષણે ચૌરા આગમિષ્યન્તિ ઇતિ યદિ ગૃહપતિ ર્જ્ઞાતું શક્નોતિ તદાવશ્યં જાગ્રન્ નિજગૃહે સન્ધિં કર્ત્તયિતું વારયતિ યૂયમેતદ્ વિત્ત|
40 ୪୦ ତମେ ମିସା ଜାଗ୍‌ରତ୍‌ଅଇ ରୁଆ, କାଇକେବଇଲେ, କେବେ ତମେ ବାବି ନ ରୁଆସ୍‌, ସେ ବେଲେ ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମୁଇ ଆଇବି ।”
અતએવ યૂયમપિ સજ્જમાનાસ્તિષ્ઠત યતો યસ્મિન્ ક્ષણે તં નાપ્રેક્ષધ્વે તસ્મિન્નેવ ક્ષણે મનુષ્યપુત્ર આગમિષ્યતિ|
41 ୪୧ ସେଟାସୁନି ପିତର୍‌ କଇଲା, “ଏ ମାପ୍‌ରୁ ତମେ ଆମ୍‌କେସେ କି ସବୁଲକ୍‌କେ ଏନ୍ତାରି କାତା ଦେକାଇ କଇଲାସ୍‌ନି?”
તદા પિતરઃ પપ્રચ્છ, હે પ્રભો ભવાન્ કિમસ્માન્ ઉદ્દિશ્ય કિં સર્વ્વાન્ ઉદ્દિશ્ય દૃષ્ટાન્તકથામિમાં વદતિ?
42 ୪୨ ଜିସୁ କ‍ଇଲା, “ବିସ୍‌ବାସେ ରଇବା ଲକ୍‌ ଆରି ବୁଦିମାନ୍‌ ଲକ୍‌ କେ ଆଚତ୍‌? ତାକେ ସେ ସାଉକାର୍‌ ଗର୍‌ ଚାଲାଇବା ଦାଇତ୍‌ ଦେଇସି । ସେ ସମାନ୍‌ ବେଲାଇ ବିନ୍‌ ଦାଙ୍ଗ୍‌ଡାମନ୍‌କେ କାଦି ଜାଗାଇ ଦେଇସି ।
તતઃ પ્રભુઃ પ્રોવાચ, પ્રભુઃ સમુચિતકાલે નિજપરિવારાર્થં ભોજ્યપરિવેષણાય યં તત્પદે નિયોક્ષ્યતિ તાદૃશો વિશ્વાસ્યો બોદ્ધા કર્મ્માધીશઃ કોસ્તિ?
43 ୪୩ ସାଉକାର୍‌ ଆସି, ତାର୍‌ ନିଜର୍‌ ଦାଙ୍ଗ୍‌ଡା ଏନ୍ତାର୍‌ କର୍‌ବାଟା ଦେକ୍‌ସି ବଇଲେ ସେ କେଡେ ନିକ କରମର୍‌ ଲକ୍‌ ।
પ્રભુરાગત્ય યમ્ એતાદૃશે કર્મ્મણિ પ્રવૃત્તં દ્રક્ષ્યતિ સએવ દાસો ધન્યઃ|
44 ୪୪ ମୁଇ ତମ୍‌କେ ସତ୍‌ କଇଲିନି, ସେ ତାକେ ନିଜର୍‌ ସବୁର୍‌ ଉପ୍‌ରେ ଅଦିକାର୍‌ ଦେଇସି ।
અહં યુષ્માન્ યથાર્થં વદામિ સ તં નિજસર્વ્વસ્વસ્યાધિપતિં કરિષ્યતિ|
45 ୪୫ ଜଦି ସେ ଦାଙ୍ଗ୍‌ଡା, ମର୍‌ ସାଉକାର୍‌ ଆଇବାଟା ଅଲ୍‌ସମ୍‌ ଅଇସି ବଲି ମନେକରି, ମାତୁଆଲ୍‌ ଅଇ ବିନ୍‍ ଦାଙ୍ଗ୍‌ଡାମନ୍‌କେ ଲାଗ୍‌ମାର୍‌ କର୍‌ବାର୍‌ ଆରାମ୍‌ କର୍‌ସି,
કિન્તુ પ્રભુર્વિલમ્બેનાગમિષ્યતિ, ઇતિ વિચિન્ત્ય સ દાસો યદિ તદન્યદાસીદાસાન્ પ્રહર્ત્તુમ્ ભોક્તું પાતું મદિતુઞ્ચ પ્રારભતે,
46 ୪୬ ସେନ୍ତାର୍‌ଆଲେ ଜନ୍‌ ଦିନେ ସେ ଜାଗି ନ ରଏ, ଆରି ସେ କେଡେବେଲେ ଆଇବାଟା ଜାନି ନ ରଏ, ସେ ସାଉକାର୍‌ ଆସି ତାକେ ବେସି ବଡ୍‌ ଡଣ୍ଡ୍‌ ଦେଇସି । ଆରି ବିସ୍‌ବାସ୍‌ ନ କର୍‌ବା ଲକର୍‌ ସଙ୍ଗ୍‌ ମିସାଇ ଦେଇସି ।”
તર્હિ યદા પ્રભું નાપેક્ષિષ્યતે યસ્મિન્ ક્ષણે સોઽચેતનશ્ચ સ્થાસ્યતિ તસ્મિન્નેવ ક્ષણે તસ્ય પ્રભુરાગત્ય તં પદભ્રષ્ટં કૃત્વા વિશ્વાસહીનૈઃ સહ તસ્ય અંશં નિરૂપયિષ્યતિ|
47 ୪୭ “ଆରି ଜନ୍‌ ଦାଙ୍ଗ୍‌ଡା ନିଜର୍‌ ସାଉକାରର୍‌ ମନ୍‍ ଜାନିକରି ଜାଗରତ୍‌ ନ ଅଇରଏ, କି ସାଉକାରର୍‌ ମନ୍‌କଲା ଇସାବେ ପାଇଟି ନ କରେ, ତାକେ କର୍‌ଡା ସଙ୍ଗ୍‌ ଅପର୍‌ବଲ୍‌ ମାଡ୍‌ ଅଇସି ।
યો દાસઃ પ્રભેરાજ્ઞાં જ્ઞાત્વાપિ સજ્જિતો ન તિષ્ઠતિ તદાજ્ઞાનુસારેણ ચ કાર્ય્યં ન કરોતિ સોનેકાન્ પ્રહારાન્ પ્રાપ્સ્યતિ;
48 ୪୮ ମାତର୍‌ ଜେ ତାର୍‌ ମନ୍‌କଲାଟା ନାଜାନିକରି, ଡଣ୍ଡ୍‌ମିଲ୍‌ବା କାମ୍‌ କର୍‌ବାର୍‌ ଦାର୍‌ସି, ତାକେ ଅଲପ୍‌ ମାଡ୍‌ ଅଇସି । ଜନ୍‌ ଲକ୍‌କେ ଅଦିକ୍‌ ଦିଆଅଇରଇସି, ତାକେ ଅଦିକ୍‌ ଦାବି କରାଅଇସି । ଆରି ଲକ୍‌ମନ୍‌ ତାକେ ଜାର୍‌ଲଗେ ଅଦିକ୍‌ ସର୍‌ପି ଦେଲାଇଆଚତ୍‌, ଅଦିକ୍‌ ଅଦିକ୍‌ ଦାବି କର୍‌ବାଇ ।”
કિન્તુ યો જનોઽજ્ઞાત્વા પ્રહારાર્હં કર્મ્મ કરોતિ સોલ્પપ્રહારાન્ પ્રાપ્સ્યતિ| યતો યસ્મૈ બાહુલ્યેન દત્તં તસ્માદેવ બાહુલ્યેન ગ્રહીષ્યતે, માનુષા યસ્ય નિકટે બહુ સમર્પયન્તિ તસ્માદ્ બહુ યાચન્તે|
49 ୪୯ ଜିସୁ କଇଲା, “ମୁଇ ଏ ଦୁନିଆଇ ଜଇ ଲାଗାଇବାର୍‌ ଆଇଲିଆଚି । ସେଟା ଜଦି ଲାଗ୍‌ବାକେ ଆରାମ୍‌ ଅଇଲାନି, ସେନ୍ତାର୍‌ଆଲେ ମୁଇ ମନ୍‌କଲାଟା ପୁରାପୁରୁନ୍‌ ଅଇଗାଲାବେ ।
અહં પૃથિવ્યામ્ અનૈક્યરૂપં વહ્નિ નિક્ષેપ્તુમ્ આગતોસ્મિ, સ ચેદ્ ઇદાનીમેવ પ્રજ્વલતિ તત્ર મમ કા ચિન્તા?
50 ୫୦ ମାତର୍‌ ମକେ ଆରି ଗଟେକ୍‌ ଡୁବନେ ଡୁବନ୍‌ ନେବାକେ ପଡ୍‌ସି, ଆରି ସେଟା ନ ସାର୍‌ବାଜାକ, ମର୍‌ ମନ୍‌ବିତ୍‌ରେ କେନ୍ତି କସ୍‌ଟ ଲାଗ୍‌ଲାନି ।
કિન્તુ યેન મજ્જનેનાહં મગ્નો ભવિષ્યામિ યાવત્કાલં તસ્ય સિદ્ધિ ર્ન ભવિષ્યતિ તાવદહં કતિકષ્ટં પ્રાપ્સ્યામિ|
51 ୫୧ ଜଗତେ ସାନ୍ତି ଦେବାକେ ଆସିଆଚେ ବଲି ତମେ କାଇ ମକେ ବାବ୍‌ଲାସ୍‌ନି କି? ନାଇ ମୁଇ ସାନ୍ତି ଆନ୍‌ବାକେ ନାଇ, ମାତର୍‌ ବିଚାର୍‌ନା କର୍‌ବାକେ ଆସିଆଚି ।
મેલનં કર્ત્તું જગદ્ આગતોસ્મિ યૂયં કિમિત્થં બોધધ્વે? યુષ્માન્ વદામિ ન તથા, કિન્ત્વહં મેલનાભાવં કર્ત્તુંમ્ આગતોસ્મિ|
52 ୫୨ ଏବେଅନି ଗଟେକ୍‌ ଗରେ ପାଁଚ୍‌ ଲକ୍‌ ରଇଲେ, ଦୁଇଲକର୍‌ ବିରୁଦେ ତିନ୍‌ଲକ୍‌ ଆରି ତିନ୍‌ଲକର୍‌ ବିତ୍‌ରେ ଦୁଇ ଲକ୍‌ ବାଗ୍‌ ଅଇବାଇ ।
યસ્માદેતત્કાલમારભ્ય એકત્રસ્થપરિજનાનાં મધ્યે પઞ્ચજનાઃ પૃથગ્ ભૂત્વા ત્રયો જના દ્વયોર્જનયોઃ પ્રતિકૂલા દ્વૌ જનૌ ચ ત્રયાણાં જનાનાં પ્રતિકૂલૌ ભવિષ્યન્તિ|
53 ୫୩ ପଅର୍‌ ବିରୁଦେ ବାବା, ବାବାର୍‌ ବିରୁଦେ ପଅ, ଜିଇର୍‌ ବିରୁଦେ ମା, ମାଆର୍‌ ବିରୁଦେ ଜିଇ, ବୁଆରିର୍‌ ବିରୁଦେ ସାତ୍‌ରି, ସାତ୍‌ରିର୍‌ ବିରୁଦେ ବୁଆରି ବିନେ ଅଇବାଇ ।”
પિતા પુત્રસ્ય વિપક્ષઃ પુત્રશ્ચ પિતુ ર્વિપક્ષો ભવિષ્યતિ માતા કન્યાયા વિપક્ષા કન્યા ચ માતુ ર્વિપક્ષા ભવિષ્યતિ, તથા શ્વશ્રૂર્બધ્વા વિપક્ષા બધૂશ્ચ શ્વશ્ર્વા વિપક્ષા ભવિષ્યતિ|
54 ୫୪ ଆରି ଜିସୁ ଲକ୍‌ମନ୍‌କେ କଇଲା, “ବୁଡ୍‌ତି ଦିଗେ ବାଦଲ୍‌ ଚଗ୍‌ବାଟା ଦେକ୍‌ଲେ, ପାନି ଆଇସିବେ ବଲି କଇସା । ଆରି ସେନ୍ତାରି ସେ ଅଇସି ।
સ લોકેભ્યોપરમપિ કથયામાસ, પશ્ચિમદિશિ મેઘોદ્ગમં દૃષ્ટ્વા યૂયં હઠાદ્ વદથ વૃષ્ટિ ર્ભવિષ્યતિ તતસ્તથૈવ જાયતે|
55 ୫୫ ଆରି ଦକିଣ୍‌ଦିଗ୍‌ ବାଟେଅନି ପବନ୍‌ ମାର୍‌ବାଟା ଜାନ୍‌ଲେ କାରା ଅଇସି ବଲି କଇସା । ଆରି ସେଟା ସେନ୍ତାରି ଅଇସି ।
અપરં દક્ષિણતો વાયૌ વાતિ સતિ વદથ નિદાઘો ભવિષ્યતિ તતઃ સોપિ જાયતે|
56 ୫୬ ଏ କୁଟିଆଲ୍‌ମନ୍‌, ତମେ ଜଗତର୍‌ ଆରି ସରଗର୍‌ କାତା ଜାନି ପାଗ୍‌ କେନ୍ତି ଅଇସି ବଲି ଆଗ୍‌ତୁ କଇଲାସ୍‌ନି, ମାତର୍‌ ଏବେ କାଇଟା ଗଟ୍‌ସି, ସେଟା କାଇକେ ନାଜାନ୍‌ଲାସ୍‌ନି?”
રે રે કપટિન આકાશસ્ય ભૂમ્યાશ્ચ લક્ષણં બોદ્ધું શક્નુથ,
57 ୫୭ “ଆରି ନିଜେ ନିଜେ କାଇକେ ଟିକ୍‌ ବିଚାର୍‌ କରାସ୍‌ ନାଇ?
કિન્તુ કાલસ્યાસ્ય લક્ષણં કુતો બોદ્ધું ન શક્નુથ? યૂયઞ્ચ સ્વયં કુતો ન ન્યાષ્યં વિચારયથ?
58 ୫୮ ଜଦି ତମର୍‌ ବିରଦିସଙ୍ଗ୍‌ ବିଚାର୍‌କାରିଆର୍‍ଲଗେ ଗାଲାସ୍‍ନି, ମଜାବାଟେ ତାର୍‌ସଙ୍ଗ୍‌ ବୁଜାମାନା ଅଇବାକେ ଚେସ୍‌ଟା କରା । ନଇଲେ କେଡେବେଲେ ସେ ତମ୍‌କେ ବିଚାର୍‌କାରିଆର୍‌ ଟାନେ ଜିକିନେଇସି, ବିଚାର୍‌କାରିଆ ସନିଅମନର୍‌ ଆତେ ସର୍‌ପିଦେଇସି, ସନିଅମନ୍‌ ତମ୍‌କେ ବନ୍ଦି ଗରେ ନେଇ ପୁରାଇଦେବାଇ ।”
અપરઞ્ચ વિવાદિના સાર્દ્ધં વિચારયિતુઃ સમીપં ગચ્છન્ પથિ તસ્માદુદ્ધારં પ્રાપ્તું યતસ્વ નોચેત્ સ ત્વાં ધૃત્વા વિચારયિતુઃ સમીપં નયતિ| વિચારયિતા યદિ ત્વાં પ્રહર્ત્તુઃ સમીપં સમર્પયતિ પ્રહર્ત્તા ત્વાં કારાયાં બધ્નાતિ
59 ୫୯ ମୁଇ ତମ୍‌କେ କଇଲିନି, “କେନ୍ତିକଲେ ମିସା ସବୁ ଡାବୁ ନ ସୁଜ୍‌ବାଜାକ ସେ ଜାଗାଇଅନି ବାରଇ ଆସିନାପାରାସ୍‌ ।”
તર્હિ ત્વામહં વદામિ ત્વયા નિઃશેષં કપર્દકેષુ ન પરિશોધિતેષુ ત્વં તતો મુક્તિં પ્રાપ્તું ન શક્ષ્યસિ|

< ଲୁକ୍‌ 12 >