< ଲୁକ 19 >

1 ଆଡଃ ୟୀଶୁ ଯିରିହୋ ନୁତୁମ୍‌ ହାତୁରେ ବଲୟାନ୍‌ଲଃ ଥାଲା ଥାଲାତେ ସେନଃତାନାଏ ତାଇକେନା ।
ପରେ ଯୀଶୁ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ।
2 ଆଡଃ ନେଲେପେ ଜଖିୟ ନୁତୁମ୍‌ ମିଆଁଦ୍‌ ହଡ଼ ତାଇକେନାଏ, ଇନିଃ ମାଲ୍‌ହାରମ୍‌କଆଃ ଗମ୍‌କେ ଆଡଃ କିସାଁଣ୍‌ ହଡ଼ ତାଇକେନାଏ ।
ଆଉ ଦେଖ, ସେଠାରେ ଜଖୀୟ ନାମରେ ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କର ଆଦାୟକାରୀ ଓ ଧନୀ ଲୋକ।
3 ଇନିଃ ୟୀଶୁକେ ଚିଲ୍‌କାନ୍ ହଡ଼ ତାନିଃ ମେନ୍ତେ ନେଲ୍‌ସାନାଙ୍ଗ୍‌ ତାଇକେନାଏ, ଚିୟାଃଚି ଇନିଃ ବୁଟିୟା ହଡ଼ ତାଇକେନାଏ ଆଡଃ ଗାଦେଲ୍‌ ହଡ଼କରାଃତେ କାଏ ନେଲ୍‌ ଦାଡ଼ିକିୟା ।
ଯୀଶୁ କିଏ, ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁ ନ ଥିଲେ, କାରଣ ସେ ବାଙ୍ଗର ଥିଲେ।
4 ଏନାତେ ଇନିଃ ୟୀଶୁ ପାରମ୍‌ ହରାରେ ନିର୍‌ ଆୟାର୍‌କେଦ୍‌ତେ ୟୀଶୁକେ ନେଲ୍‌ ନାଗେନ୍ତେ ମିଆଁଦ୍‌ ଲଆଦାରୁରେ ଦେଏଃୟାନାଏ ।
ଏଣୁ ସେ ଆଗକୁ ଦୌଡ଼ିଯାଇ ଯୀଶୁଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରିବୃକ୍ଷରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା।
5 ଏନ୍‌ ଠାୟାଦ୍ ସେଟେର୍‌ୟାନ୍‌ତେ ୟୀଶୁ ସାଙ୍ଗିଲ୍‌ ରାକାବ୍‌କେଦ୍‌ତେ ଇନିଃକେ ନେଲ୍‌କିୟାଏ ଆଡଃ କାଜିକିୟାଏ, “ଜଖିୟ ମାର୍‌ ଆଡ଼୍‌ଗୁଃମେ, ତିସିଙ୍ଗ୍‌ଦ ଆମାଃ ଅଡ଼ାଃରେ ଆଇଙ୍ଗ୍‌କେ ତାଇନ୍‌ ଲାଗାତିଙ୍ଗ୍‌ୟାଁଃ ।”
ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, “ଜଖୀୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ।”
6 ଆଡଃ ଜଖିୟ ଆଡ଼୍‌ଗୁ ଧାବ୍‌ୟାନ୍ତେ ରାସ୍‌କାତେ ୟୀଶୁକେ ଦାରମ୍‌କିୟାଏ ।
ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ।
7 ମେନ୍‌ଦ ନେଆଁଁ ନେଲ୍‌କେଦ୍‌ତେ ସବେନ୍‌କ କୁରୁମ୍‌ଡୁରୁମ୍‌ୟାନାକ ଆଡଃ ମେନ୍‌କେଦାଃକ, “ଇନିଃ ପାପିହଡ଼ଆଃ ଅଡ଼ାଃରେ ପେଡ଼ାଅଃତାନାଏ ।”
ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି।
8 ମେନ୍‌ଦ ଜଖିୟ ତିଙ୍ଗୁୟାନ୍ତେ ପ୍ରାଭୁକେ କାଜିକିୟାଏ, “ନେଲେମେ ହେ ପ୍ରାଭୁ, ଆଇଙ୍ଗ୍‌ତାଃରେ ମେନାଃତେୟାଃହେତେ ଆଧା, ରେଙ୍ଗେଃତାନ୍‌କକେଇଙ୍ଗ୍‌ ଏମାକଆ, ଆଡଃ ବେଦାତେ ଜେତାଏତାଃଏତେ ଜେତ୍‌ନାଃ ଆଉକାଇରେଦ ଚାର୍‌ଗୁନା ଏମ୍‌ରୁହାଡ଼େୟାଇଙ୍ଗ୍‌ ।”
କିନ୍ତୁ ଜଖୀୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋହର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି।
9 ୟୀଶୁ ଇନିଃକେ କାଜିକିୟାଏ, “ତିସିଙ୍ଗ୍‌ ନେ ଅଡ଼ାଃରେ ଜୀଉବାଞ୍ଚାଅ ତେବାଃକାନା, ଚିୟାଃଚି ନେ ହଡ଼, ହଁ'ଦ ଆବ୍ରାହାମ୍‌ଆଃ ହନ୍‌ ତାନିଃ ।
ସେଥିରେ ଯୀଶୁ ତାହାଙ୍କ ବିଷୟରେ କହିଲେ, “ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଜଖୀୟ ମଧ୍ୟ ଅବ୍ରହାମଙ୍କ ଜଣେ ସନ୍ତାନ;
10 ୧୦ ଚିୟାଃଚି ମାନୱାହନ୍‌ଦ ଆଦାକାନ୍‌କକେ ନାନାମ୍ ଆଡଃ ବାଞ୍ଚାଅ ନାଗେନ୍ତେ ହିଜୁଆକାନାଏ ।”
କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି।”
11 ୧୧ ହଡ଼କ ନେଆଁଁ ଆୟୁମ୍‌ତାନ୍‌ ତାଇକେନ୍‌ଇମ୍‌ତା, ଇନିଃ ମିଆଁଦ୍‌ ଜନ୍‌କା କାଜି କାଜିଏଟେଦ୍‌କେଦାଃଏ, ଚିୟାଃଚି ଇନିଃଦ ଯୀରୁଶାଲେମ୍‌ ନାଡ଼େଃରେ ତାଇକେନାଏ ଆଡଃ ଇନ୍‌କୁ ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ ବଦେଗି ଉଦୁବଃଆ ମେନ୍ତେ ଆଟ୍‌କାରେତାନ୍‌ ତାଇକେନାକ ।
ଲୋକମାନେ ଏହି କଥାସବୁ ଶୁଣିବା ସମୟରେ ସେ ଆହୁରି ଗୋଟିଏ ଦୃଷ୍ଟାନ୍ତ କହିଲେ, କାରଣ ସେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇଥିଲେ ଓ ଈଶ୍ବରଙ୍କ ରାଜ୍ୟ ଅତି ଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ।
12 ୧୨ ଇନିଃ କାଜିକେଦାଏ, “ମାରାଙ୍ଗ୍‌ ଜାତିରେନ୍‌ ମିଆଁଦ୍‌ ହଡ଼ ରାଇଜ୍‌ ଚାଲାଅରେୟାଃ ଇନିତୁ ନାମ୍‌ ନାଙ୍ଗ୍‌ ସାଙ୍ଗିନ୍‌ ଦିଶୁମ୍‌ତେ ସେନଃୟନା ଆଡଃ ଇନିଃ ଏନ୍ତାଃଏତେ ଠାଉକା ନେଡାରେ ହିଜୁଃରୁହାଡ଼୍‌ ନାଙ୍ଗ୍‌ ଉହାଟ୍‌କାଦ୍‌ ତାଇକେନାଏ ।
ଏଣୁ ସେ କହିଲେ, “ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ।
13 ୧୩ ଏନାମେନ୍ତେ ଇନିଃ ଆୟାଃ ଦାସିକଏତେ ଗେଲ୍‌ଝାନ୍‌କକେ ହାକାଅକେଦ୍‌ତେ ମିମିଆଦ୍‌ ହଡ଼କକେ ଗେଲ୍‌ଠୁ ସୋନା ସିକା ଏମାଦ୍‌କଆଏ । ‘ଆଉରିଙ୍ଗ୍‌ ହିଜୁଃରୁହାଡ଼୍‌ ଜାକେଦ୍‌ କିରିଙ୍ଗ୍‌ ଆଖ୍‌ରିଙ୍ଗ୍‌ଏପେ’ ମେତାଦ୍‌କଆଏ ।
ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶଗୋଟି ମୋହର ଦେଇ କହିଲେ, ମୋହର ଆସିବା ପର୍ଯ୍ୟନ୍ତ ବେପାର କର।
14 ୧୪ ମେନ୍‌ଦ ଆୟାଃ ଦିଶୁମ୍‌ରେନ୍‌କ ଇନିଃକେ ଖିସ୍‌ଆଇତାନ୍‌କ ତାଇକେନା, ଆଡଃ ‘ଏନ୍‌ହଡ଼ ଆଲେୟାଃ ରାଇଜ୍‌ରେ ରାଜା ହବାଅଃକାଏ ନେଆଁଁ ଆଲେ କାଲେ ସାନାଙ୍ଗ୍‌ତାନା’ ମେନ୍ତେ କାଜିସେଟେର୍‌ନିଃକେ କାଜିସେଟେର୍‌ତେ ଇନିୟାଃତାଃକ କୁଲ୍‌କିୟାଃ ।
କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାହାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ଶାସନ କରିବ, ଏହା ଆମ୍ଭମାନଙ୍କ ଇଚ୍ଛା ନାହିଁ।
15 ୧୫ “ଏନ୍‌ରେହ ଇନିଃ ରାଇଜ୍‌ନାମ୍‌କେଦାଏ, ଆଡଃ ହିଜୁଃରୁହାଡ଼୍‌ୟାନାଏ । ଏନ୍ତେ ସୋନା ସିକା ନାମାକାଦ୍‌ ଦାସିକଏତେ ମିଆଁଦ୍‌ନିଃ ଚିମିନାଙ୍ଗ୍‌ କିରିଙ୍ଗ୍‌ ଆଖ୍‌ରିଙ୍ଗ୍‌ କେଦ୍‌ତେ ପସାକାଦାଃକ ଏନା ସାରିନାଗେନ୍ତେ ଆଇଙ୍ଗ୍‌ତାଃ ହାକାଅକପେ ମେନ୍ତେ ଆଚୁକେଦ୍‌କଆ ।
ପରେ ସେ ରାଜପଦ ପ୍ରାପ୍ତ ହୋଇ ଫେରିଆସିଲେ, ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଦେଶ ଦେଲେ।
16 ୧୬ ସିଦାନିଃ ହିଜୁଃୟାନ୍ତେ କାଜିକିୟାଏ, ‘ହେ ଗମ୍‌କେ, ଆମ୍‌ ଏମାକାଦ୍‌ ସୋନା ସିକାଏତେ ଆଇଙ୍ଗ୍‌ ଗେଲ୍‌ଠୁ ସୋନା ସିକା ଆଦ୍‌କା ପସାକାଦାଇଙ୍ଗ୍‌ ।’
ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ଦଶଗୋଟି ମୋହର ଲାଭ କରିଅଛି।
17 ୧୭ ଇନିୟାଃ ଗମ୍‌କେ କାଜିକିୟାଏ, ‘ସାବାସ୍‌, ଆଇଁୟାଃ ବୁଗିନ୍‌ ଦାସି! ଆମ୍‌ ବୁଗିନ୍‌ ଆଡଃ ପାତିୟାର୍‌ରଃ ଲେକାନ୍‌ ଦାସି ତାନ୍‌ମେ । ଆମ୍‌ ହୁଡିଙ୍ଗ୍‌ତେୟାଃରେ ପାତିୟାର୍‍ରଃ ଲେକାମ୍‌ କାମିକାଦ୍‌ ହରାତେ, ଆମ୍‌ ଗେଲ୍‌ ନାଗାର୍‌ରେନ୍‌ ଆକ୍‌ତେୟାର୍‌ନିଃ ହବାଅଃଆମେ ।’
ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ ଦଶ ଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ।
18 ୧୮ ଏଟାଃ ଦାସି ହିଜୁଃୟାନ୍ତେ କାଜିକିୟାଏ, ‘ହେ ପ୍ରାଭୁ, ଆମ୍‌ ଏମାକାଦ୍‌ ସୋନା ସିକାଏତେ ମଣେୟାଁ ସୋନା ସିକା ଆଦ୍‌କା ପସାୟାନା ।’
ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ପାଞ୍ଚୋଟି ମୋହର ଲାଭ କରିଅଛି।
19 ୧୯ ଇନିୟାଃ ଗୁସିୟାଁ ଇନିଃକେ କାଜିକିୟାଏ, ‘ଆମ୍‌ଦ ମଣେୟାଁ ନାଗାର୍‌ରେନ୍‌ ଗମ୍‌କେୟଃମେଁ ।’
ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ।
20 ୨୦ “ଏନ୍ତେ ଆଡଃଗି ଏଟାଃ ଦାସି ହିଜୁଃୟାନ୍ତେ କାଜିକିୟାଏ, ‘ହେ ପ୍ରାଭୁ ନେଲେମେ ଆମ୍‌ ଏମାକାଦ୍‌ ସୋନା ସିକାକେ ତାରାଲିଜାଃରେଇଙ୍ଗ୍‌ ଦହପଟମାକାଦାଃ ।
ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି;
21 ୨୧ ଆମ୍‌ କେଟେଦ୍‌ ମନ୍‍ରେନ୍‌ ହଡ଼ ତାନ୍‌ମେ ମେନ୍ତେ ଆଇଙ୍ଗ୍‌ ବରଆମେ ତାଇକେନାଇଙ୍ଗ୍‌, ଆମ୍‌ କାମ୍‌ ଦହତେୟାଃ ଇଦିୟାଃମେ ଆଡଃ କାମ୍‌ ହେର୍‌ତେୟାଃ ଇର୍‌ଇଦିୟାଃମେ ।’
କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି।
22 ୨୨ ଇନିୟାଃ ପ୍ରାଭୁ କାଜିରୁହାଡ଼୍‌କିୟାଏ, ‘ଏ ଏତ୍‌କାନ୍‌ ଦାସି, ଆମାଃ କାଜିତେଗିଙ୍ଗ୍‌ ବିଚାର୍‌ମେୟାଃ । ଆଇଙ୍ଗ୍‌ କେଟେଦ୍‌ ମନ୍‌ରେନ୍‌ ହଡ଼ ତାନିଙ୍ଗ୍‌, ଆଇଙ୍ଗ୍‌ କାଇଙ୍ଗ୍‌ ଦହ ଏନାଇଙ୍ଗ୍‌ ଇଦିୟା ଆଡଃ କାଇଙ୍ଗ୍‌ ହେର୍ ଏନାଇଙ୍ଗ୍‌ ଇର୍‌ଇଦିୟାଃ, ଏନା ସାରିତାନାମ୍ ତାଇକେନା ।
ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି। ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କଅଣ ଜାଣିଥିଲୁ?
23 ୨୩ ଚିନାଃମେନ୍ତେ ଆମ୍‌ ଆଇଁୟାଃ ଟାକାକେ ବେଙ୍କ୍‌ରେ କାମ୍‌ ଦହକେଦା? ଆଇଙ୍ଗ୍‌ ହିଜୁଃରୁହାଡ଼୍‌କେଦ୍‌ତେ ସବେନ୍‌ ମୁଲ୍‌'କାନ୍‌ତାର୍‌ଲଃ ଟାକା ନାମ୍‍ରୁହାଡ଼୍‌ କେଦ୍‌ତେୟାଃଇଙ୍ଗ୍‌ ।’
ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ? ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି।
24 ୨୪ “ଏନ୍ତେ ଇନିଃ ତିଙ୍ଗୁଜାପାଃକାନ୍‌ ହଡ଼କକେ କାଜିୟାଦ୍‌କଆଏ, ଏନ୍‌ ସୋନା ସିକା ଇନିଃତାଃଏତେ ରେଃଜିପେ ଆଡଃ ଗେଲ୍‌ ସୋନା ସିକା ନାମାକାଦ୍‌ ହଡ଼କେ ଏମାଇପେ ।
ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୋହର ନେଇଯାଇ, ଯାହାର ଦଶ ମୋହର ଅଛି, ତାହାକୁ ଦିଅ।
25 ୨୫ ମେନ୍‌ଦ ଇନ୍‌କୁ କାଜିକିୟା ‘ହେ ପ୍ରାଭୁ, ଗେଲ୍‌ ସୋନା ସିକା ଇନିଃତାଃରେୟା ।
ସେଥିରେ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ତାହାର ତ ଦଶ ମୋହର ଅଛି।
26 ୨୬ ଇନିଃ ମେନ୍‌ରୁହାଡ଼ାଦ୍‌କଆଏ, ଆଇଙ୍ଗ୍‌ କାଜିୟାପେ ତାନାଇଙ୍ଗ୍‌, ସବେନ୍‌ ମେନାଃନିଃକକେ ଏମଃଆ, ମେନ୍‌ଦ ଜେତାଏତାଃରେ ବାନଃଆ, ଇନିଃତାଃଏତେ ଅକ୍‌ନାଃ ମେନାଃ ଏନାହଗି ଇଦିୟଃଆ ।
‘ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଅଧିକ ଦିଆଯିବ। କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ।
27 ୨୭ ମେନ୍‌ଦ ଆଲେରେ ଇନିଃ ରାଇଜେକାଏ ଏନା କା ସାନାଙ୍ଗ୍‌ତାନ୍ ତାଇକେନ୍‌ ଆଇଁୟାଃ ବାଇରିକକେ ନେତାଃ ଆଉକୁପେ ଆଡଃ ଆଇଁୟାଃ ସାମ୍‌ନାଙ୍ଗ୍‌ରେ ମାଃଆକପେ ।’”
କିନ୍ତୁ ମୋହର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋହର ସାକ୍ଷାତରେ ହତ୍ୟା କର।’”
28 ୨୮ ୟୀଶୁ ନେଆଁଁ କାଜିକେଦ୍‌ଚି, ଯୀରୁଶାଲେମ୍‌ତେ ସେନଃ ନାଗେନ୍ତେ ଆୟାଃ ଚେଲାକତାଃଏତେ ଆୟାର୍‌ୟାନାଏ ।
ଏହି ସମସ୍ତ କଥା କହି ଯୀଶୁ ଆଗକୁ ଯାଇ ଯିରୂଶାଲମ ଆଡ଼େ ଯାତ୍ରା କରିବାକୁ ଲାଗିଲେ।
29 ୨୯ ଆଡଃ ଜାଇତୁନ୍‌ ନୁତୁମ୍‌ ବୁରୁ ହେପାଦ୍‌ରେ ତାଇନ୍‌ତାନ୍‌ ବେତ୍‌ଫାଗି ଆଡଃ ବେଥ୍‌ନିଆ ହାତୁତାଃ ସେଟେର୍‌ୟାନ୍‌ଚି ଇନିଃ ଆୟାଃ ବାର୍‌ହଡ଼୍‌ ଚେଲାକିନ୍‌କେ ନେଆଁଁଏ କାଜିକେଦ୍‌କିନା,
ଆଉ ଯେତେବେଳେ ସେ ଜୀତ ପର୍ବତ ପାଖରେ ଥିବା ବୈଥ୍‌ଫାଗୀ ଓ ବେଥନୀୟା ଗ୍ରାମ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
30 ୩୦ “ଆବେନାଃ ଆୟାର୍‌ରେୟାଃ ହାତୁତେ ସେନଃବେନ୍‌, ଆଡଃ ଏନାରେ ବଲଇମ୍‌ତାଗି ଆବେନ୍‌ ତଲାକାନ୍‌ ଗାଧାହନ୍‌କେବେନ୍ ନାମିଆଁ, ଇନିଃରେ ଜେତାଏ ହଡ଼ ଚିଉଲାହ କାଏ ଦୁବାକାନା, ଇନିଃକେ ରାଡ଼ା ଆଉୱିବେନ୍‌ ।
“ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ନେଇଆସ।
31 ୩୧ ଜେତାଏ ଚିନାଃମେନ୍ତେ ଇନିଃକେବେନ୍ ରାଡ଼ାଇତାନା ମେନ୍ତେ କୁଲିବେନ୍‌ରେଦ, ଇନିଃକେ ମେତାଇବେନ୍‌, ନିଃ'ତାଃରେ ପ୍ରାଭୁଆଃ କାମିମେନାଃ ।”
ଆଉ ଯଦି କେହି ତୁମ୍ଭମାନଙ୍କୁ ‘କାହିଁକି ଫିଟାଉଅଛ’ ବୋଲି ପଚାରେ, ତେବେ ଏପରି କହିବ, ‘କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।’”
32 ୩୨ ଏନ୍‌ କୁଲାକାନ୍‌କିନ୍‌ ସେନଃୟାନ୍ତେ ୟୀଶୁ କାଜିୟାଦ୍‌କିନ୍‌ ଲେକା ନାମ୍‌କିୟାଃକିନ୍ ।
ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ।
33 ୩୩ ମେନ୍‌ଦ ଇନ୍‌କିନ୍‌ ଗାଧାହନ୍‌କେ ରାଡ଼ାଇତାନ୍‌ଇମ୍‌ତା ଇନିୟାଃ ଗମ୍‌କେକ “ଚିକାନାଗେନ୍ତେ ରାଡ଼ାଇତାନାବେନ୍‌ ମେନ୍ତେ କୁଲିକେଦ୍‌କିନାକ?”
ପୁଣି, ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ମାଲିକମାନେ ସେମାନଙ୍କୁ ପଚାରିଲେ, କାହିଁକି ଗଧଛୁଆକୁ ଫିଟାଉଅଛ?
34 ୩୪ ଇନ୍‌କିନ୍‌, “ନିଃତାଃରେ ପ୍ରାଭୁଆଃ କାମିମେନାଃ” ମେନ୍ତେ କାଜିୟାଦ୍‌କଆକିନ୍‌ ।
ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।
35 ୩୫ ଇନ୍‌କିନ୍‌ ଗାଧାହନ୍‌କେ ୟୀଶୁତାଃତେ ଆଉକିୟାକିନ୍‌, ଆଡଃ ଗାଧା ଚେତାନ୍‌ରେ ଆକିନାଃ ଲିଜାଃକିନ୍‌ ଆଟେଦ୍‌କେଦା ଆଡଃ ୟୀଶୁକେ ଦୁବ୍‌କିୟାକିନ୍‌ ।
ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ।
36 ୩୬ ଆଡଃ ଇନିଃ ସେନଃତାନ୍‌ରେ ହଡ଼କ ଆକଆଃ ଲିଜାଃ ହରାରେକ ଆଟେଦ୍‌କେଦା ।
ଆଉ ସେ ଯାତ୍ରା କରୁଥିବା ସମୟରେ ଲୋକେ ବାଟରେ ଆପଣା ଆପଣା ଲୁଗା ବିଛାଇ ଦେବାକୁ ଲାଗିଲେ।
37 ୩୭ ଆଡଃ ୟୀଶୁ ଯୀରୁଶାଲେମ୍‌ ନାଡ଼େଃତେ ସେଟେର୍‌ତାନ୍‌ ଇମ୍‌ତା ଏନ୍ତାଃରେୟାଃ ଜାଇତୁନ୍‌ ବୁରୁତେ ସେନଃ ହରାତାଃତେ ସେଟେର୍‌ୟାନ୍‌ଚି ଆୟାଃ ଚେଲାକଆଃ ଗଟାଗହଣାଁ ରାସ୍‌କାୟାନାକ ଆଡଃ ନେଲାକାଦ୍ ତାଇକେନ୍‌ ସବେନ୍‌ ଆକ୍‌ଦାନ୍ଦାଅ କାମି ନାଗେନ୍ତେ କାଉରିତାନ୍‌ଲଃ ପାର୍‌ମେଶ୍ୱାର୍‌କେ ମାନାରାଙ୍ଗ୍‌କିୟାଃକ ।
ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚସ୍ୱର କରି ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,
38 ୩୮ ଆଡଃ କାଜିକେଦାକ, “ପ୍ରାଭୁଆଃ ନୁତୁମ୍‌ତେ ହିଜୁଃତାନ୍‌ ରାଜାକେ ପାର୍‌ମେଶ୍ୱାର୍‌ ଆଶିଷ୍‌ ଏମାଇକାଏ, ସିର୍ମା ଦିଶୁମ୍‌ରେ ଜୀଉସୁକୁ ଆଡଃ ସାଲାଙ୍ଗିଉତାର୍‌ ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌ ହବାଅଃକା ।”
ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ। ସ୍ୱର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା।
39 ୩୯ ଗାଦେଲ୍‌ହଡ଼କଏତେ ଚିମିନ୍‌ ଫାରୁଶୀକ କାଜିକେଦାଃକ, ହେ ଗୁରୁ ଆମାଃ ଚେଲାକକେ ହାପାଅଃନାଙ୍ଗ୍‌ ମାରାଙ୍ଗ୍‌ମଚାକମ୍ ।
ସେଥିରେ ଲୋକମାନଙ୍କ ମଧ୍ୟରୁ କେତେ ଜଣ ଫାରୂଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ।
40 ୪୦ ଇନିଃ କାଜିରୁହାଡ଼ାଦ୍‌କଆଏ, ଆଇଙ୍ଗ୍‌ କାଜିୟାପେ ତାନାଇଙ୍ଗ୍‌, “ନିକୁ ହାପାନ୍‌ରେଦ ଦିରିକ ହାକାଅବିରିଦାଃ ।”
ସେ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ।”
41 ୪୧ ୟୀଶୁ ଯୀରୁଶାଲେମ୍‌ ସାହାର୍‌ତେ ନାଡ଼େଃୟାନ୍‌ଚି ସାହାର୍‌କେ ନେଲ୍‌କେଦାଏ ଆଡଃ ଏନାନାଗେନ୍ତେ ରାଆଃକେଦାଏ,
ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ,
42 ୪୨ ଆଡଃ କାଜିକେଦାଏ, “ଆମ୍‌ଗି ତିସିଙ୍ଗ୍‌ ସୁକୁରାଃ ବିଷାଏକ ସାରିକାଦ୍‌ତେୟାଃମ୍, ମେନ୍‌ଦ ନାହାଁଃ ଏନା ମେଦ୍‌ତାମ୍‌ଏତେ ଉକୁଆକାନା ।
“ତୁ, ହଁ, ତୁ ହିଁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ! ମାତ୍ର ଏବେ ସେଗୁଡ଼ିକ ତୋʼ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି।
43 ୪୩ ଏନ୍‌ ହୁଲାଙ୍ଗ୍‌ ଆମ୍‌ତାଃ ହିଜୁଃଆ, ଏନ୍‌ରେ ଆମାଃ ବାଇରିକ ଢିପାୟାକ ଆଡଃ ଆମ୍‌କେ ବିହୁର୍‌ମେଁୟାକ ଆଡଃ ସବେନ୍‌ସାଃଏତେ କେସେଦ୍‌ବିହୁର୍‌ମେଁୟାକ ।
ଯେତେବେଳେ ଈଶ୍ବର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ତାହା ତୁ ନ ଜାଣିବା ହେତୁରୁ, ଯେଉଁ ସମୟରେ ତୋʼ ଶତ୍ରୁମାନେ ତୋର ଚାରିଆଡ଼େ ବନ୍ଧ ବାନ୍ଧି ତୋତେ ଘେରି ଅବରୋଧ କରିବେ,
44 ୪୪ ଆମ୍‌ ଆଡଃ ଆମାଃ ହନ୍‌କକେ ହାସାରେକ ମିଦ୍‌ପେୟା । ଆମାଃ ଚେତାନ୍‌ରେ ଦିରି ଚେତାନ୍‍ ଦିରି ତିରିୟାଁକାନ୍‍ କା ତାଇନା, ଚିୟାଃଚି ଆମ୍‌ଦ ପାର୍‌ମେଶ୍ୱାର୍‌ ହିଜୁଆକାନ୍‌ ଦିପିଲିକେ କାମ୍‌ ନେଲ୍‌ଉରୁମ୍‌କେଦାଃ ।”
ପୁଣି, ତୋତେ ଓ ତୋʼ ମଧ୍ୟରେ ଥିବା ତୋʼ ସନ୍ତାନମାନଙ୍କୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋʼ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ, ଏପରି ସମୟ ତୋʼ ଉପରେ ଆସିବ।”
45 ୪୫ ଏନ୍ତେ ମାନ୍ଦିର୍‌ ଅଡ଼ାଃରେ ବଲୟାନ୍‌ତେ ଇନିଃ ସବେନ୍‌ କିରିଙ୍ଗ୍‌ ଆଖ୍‌ରିଙ୍ଗ୍‌ତାନ୍‌କକେ ହାର୍‌ଅଡଙ୍ଗ୍‌ ଏଟେଦ୍‌କେଦ୍‌ଆଏ ।
ଆଉ, ସେ ମନ୍ଦିରରେ ପ୍ରବେଶ କରି ବେପାରୀମାନଙ୍କୁ ବାହାର କରିବାକୁ ଲାଗିଲେ,
46 ୪୬ ଇନିଃ ଇନ୍‌କୁକେ କାଜିୟାଦ୍‌କଆଏ, “ପାର୍‌ମେଶ୍ୱାର୍‌ କାଜିକେଦାଏ ଯେ ଧାରାମ୍‌ପୁଥିରେ ନେଆଁଁ ଅଲାକାନା, ‘ଆଇଁୟାଃ ଅଡ଼ାଃ ବିନ୍ତିଅଡ଼ାଃ ତାନାଃ’ ମେନ୍‌ଦ ଆପେ ନେଆଁଁକେ କୁମ୍ବୁଡ଼ୁକଆଃ ତାଇନଃ ଠାୟାଦ୍‌ପେ ବାଇୟାକାଦା ।”
“ଲେଖାଅଛି, ‘ଆମ୍ଭର ଗୃହ ପ୍ରାର୍ଥନାଗୃହ ହେବ,’ କିନ୍ତୁ ତୁମ୍ଭେମାନେ ତାହାକୁ ଦୁଷ୍କର୍ମକାରୀମାନଙ୍କର ବାସସ୍ଥାନ କରିଅଛ।”
47 ୪୭ ୟୀଶୁ ସବେନ୍‌ ହୁଲାଙ୍ଗ୍‌ ମାନ୍ଦିର୍‌ ଅଡ଼ାଃରେ ଇତୁକତାନାଏ ତାଇକେନାଏ, ମେନ୍‌ଦ ମୁଲ୍‌ ଯାଜାକ୍‌କ, ଆଇନ୍‌ ଇତୁକ ଆଡଃ ହଡ଼କଆଃ ମୁଖିଆକ ଇନିଃକେ ଗଗଏଃ ସାନାଙ୍ଗ୍‌ତାନ୍‌କ ତାଇକେନା ।
ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ,
48 ୪୮ ମେନ୍‌ଦ ଚିକ୍‌ନାଃବୁ ଚିକାୟା ନେଆଁଁ କାକ ନାମ୍‌ଦାଡ଼ିକେଦାଃ, ଚିୟାଃଚି ସବେନ୍‌ ହଡ଼କଦ ଇନିୟାଃ କାଜି ଆୟୁମ୍‌ ନାଗେନ୍ତେ ଜୁରୁଆକାନ୍‌କ ତାଇକେନା ।
କିନ୍ତୁ ଲୋକ ସମସ୍ତେ ଆଗ୍ରହରେ ତାହାଙ୍କ ଶିକ୍ଷା ଶୁଣୁଥିବାରୁ ସେମାନେ କଅଣ କରିବେ ବୋଲି ସ୍ଥିର କରିପାରୁ ନ ଥିଲେ।

< ଲୁକ 19 >