< ルカの福音書 1 >

1 私たちの間ですでに確信されている出来事については、初めからの目撃者で、みことばに仕える者となった人々が、私たちに伝えたそのとおりを、多くの人が記事にまとめて書き上げようと、すでに試みておりますので、
ଏ ତିଅପିଲ୍‌ ମଆସୟ, ଆମର୍‌ ବିତ୍‌ରେ ଜନ୍‌ ସବୁ ଗଟ୍‍ନା ଗଟ୍‌ଲା, ସେସବୁ ଲେକ୍‌ବାକେ ବେସି ଲକ୍‌ ଚେସ୍‌ଟା କଲାଇ ।
2
ଆରାମ୍‌ ଅଇଲା ମୁଲେ, ଜେଜେ ଏ ସବୁ ଦେକିରଇଲାଇ ଆରି ସୁବ୍‌ କବର୍‌ ବିନ୍‌ ଲକ୍‌ମନ୍‌କେ ଜାନାଇଲାଇ, ସେମନ୍‌ ଆମ୍‌କେ କଇଲା ଇସାବେ ଲେକ୍‌ଲାଇ ।
3 私も、すべてのことを初めから綿密に調べておりますから、あなたのために、順序を立てて書いて差し上げるのがよいと思います。尊敬するテオピロ殿。
ତେବର୍‌ପାଇ ଏ ମାନନିୟ ତିୟପିଲ୍‌. ପୁର୍‌ବେଅନି ଟିକିନିକି କଜ୍‌ଲଡ୍‌କରି ତେଇ ସବୁଜାକ ରିତିିନିତି ସଙ୍ଗ୍‌ ଅଇଲାଟା ତମର୍‌ପାଇ ମୁଇ ଲେକ୍‌ବିଆକା ବଲି ମନ୍‌କଲି ।
4 それによって、すでに教えを受けられた事がらが正確な事実であることを、よくわかっていただきたいと存じます。
ଜେନ୍ତି ତୁଇ ସବୁ ବିସଇର୍‌ ସିକିଆ ପାଇଆଚୁସ୍‌, ସେ ସିକିଆର୍‌ ପୁରାପୁରୁନ୍‌ ସତ୍‌ ପାଇପାରୁସ୍‌ ।
5 ユダヤの王ヘロデの時に、アビヤの組の者でザカリヤという祭司がいた。彼の妻はアロンの子孫で、名をエリサベツといった。
ଜିଉଦା ଦେସର୍‌ ରାଜା ଏରଦର୍‌ ବେଲେ, ଅବିୟ ପୁଜାରି ଦଲେ ଜିକରିୟ ନାଉଁର୍‌ ଗଟେକ୍‌ ପୁଜାରି ରଇଲା । ତାର୍‌ ମାଇଜି ଏଲିସାବେତ୍‌ । ସେ ଆରଣ୍‌ ବଁସର୍‌ ରଇଲା ।
6 ふたりとも、神の御前に正しく、主のすべての戒めと定めを落度なく踏み行なっていた。
ପର୍‌ମେସରର୍‌ ଦେକ୍‌ବା ଇସାବେ ସେମନ୍‌ ଦୁଇଲକ୍‌ ଜାକ ମାପ୍‌ରୁର୍‌ ସବୁ ଆଦେସ୍‌, ବିଦି ଇସାବେ କରତେରଇଲାଇ ।
7 エリサベツは不妊の女だったので、彼らには子がなく、ふたりとももう年をとっていた。
ମାତର୍‌ ସେମନ୍‌କେ ପିଲାଜିଲା ନ ରଇଲା । କାଇକେ ବଇଲେ ଏଲିସାବେତ୍‌ ବାଞ୍ଜି ରଇଲା । ଆରି ସେମନ୍‌ ଡକ୍‌ରା ଡକ୍‌ରି ଅଇଜାଇରଇଲାଇ ।
8 さて、ザカリヤは、自分の組が当番で、神の御前に祭司の務めをしていたが、
ଦିନେକ୍‌ ଜିକରିୟ ନିଜର୍‌ ଦଲର୍‌ ପାଲି ଇସାବେ, ଜିଉଦିମନର୍‌ ମନ୍ଦିରେ ପୁଜାରି କାମ୍‌ କର୍‌ବାବେଲେ,
9 祭司職の習慣によって、くじを引いたところ、主の神殿にはいって香をたくことになった。
ରିତିନିତି ଇସାବେ ଜିକରିୟର୍‍ ନାଉଁ କେଡ୍‌ ପୁଟ୍‌ଲାଜେ ତାକେ ମାପ୍‌ରୁର୍‌ ମନ୍ଦିରେ ଜାଇକରି ବେଦିଟାନେ ଦୁପ୍‌ ଦେବାକେ ପଡ୍‌ଲା ।
10 彼が香をたく間、大ぜいの民はみな、外で祈っていた。
୧୦ଆରି ଦୁପ୍‌ ଦେବାବେଲେ ଲକ୍‌ମନ୍‌ ବାଇରେ ପାର୍‌ତନା କର୍‌ତେ ରଇଲାଇ ।
11 ところが、主の使いが彼に現われて、香壇の右に立った。
୧୧ସେଡ୍‌କିବେଲେ ଏଦେ ଦେକା! ମାପ୍‌ରୁର୍‌ ଗଟେକ୍‌ ଦୁତ୍‌ ଦୁପ୍‌ ଦେବା ବେଦିର୍‌ ଉଜାବାଟେ ଟିଆଅଇ ତାକେ ଦର୍‌ସନ୍‌ ଦେଲା ।
12 これを見たザカリヤは不安を覚え、恐怖に襲われたが、
୧୨ଜିକରିୟ ତାକେ ଦେକି କିଲ୍‌ବିଲ୍‌ ଅଇ ଡରିଗାଲା ।
13 御使いは彼に言った。「こわがることはない。ザカリヤ。あなたの願いが聞かれたのです。あなたの妻エリサベツは男の子を産みます。名をヨハネとつけなさい。
୧୩ମାତର୍‌ ଦୁତ୍‌ ତାକେ କଇଲା, “ଜିକରିୟ ଡର୍‌ନାଇ, କାଇକେବଇଲେ ତମେ ଗୁଆରି କଲାଟା ପର୍‌ମେସର୍‌ ସୁନିଆଚେ । ତର୍‌ ମାଇଜି ଏଲିସାବେତ୍‌ ଗଟେକ୍‌ ପିଲା ଜନମ୍‌ ଦେଇସି । ତମେ ତାକେ ଜଅନ୍‌ ବଲି ନାଉଁ ଦିଆସ୍‌ ।
14 その子はあなたにとって喜びとなり楽しみとなり、多くの人もその誕生を喜びます。
୧୪ସେ ତମର୍‌ ପାଇ ବେସି ସାର୍‌ଦା ଆନ୍‌ସି ଆରି କେତେ କେତେ ଲକ୍‌ମନ୍‌ ତାର୍‌ ଜନମେ ସାର୍‌ଦା କର୍‌ବାଇ ।
15 彼は主の御前にすぐれた者となるからです。彼は、ぶどう酒も強い酒も飲まず、まだ母の胎内にあるときから聖霊に満たされ、
୧୫ମାପ୍‌ରୁର୍‌ ଦେକ୍‌ବା ଇସାବେ ସେ ଗଟେକ୍‌ ଡାକ୍‌ପୁଟା ଲକ୍‌ ଅଇସି । ସେ ଆମଟ୍‌ ଅଇଜାଇରଇବା ଅଙ୍ଗୁର୍‌ ରସ୍‌ କି ନିସା ଜିନିସ୍‌ ମୁଲ୍‌କେ ନ କାଏ ଆରି ମାଆର୍‌ ଗର୍‌ବେ ଅନି ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇ ଆଇସି ।
16 そしてイスラエルの多くの子らを、彼らの神である主に立ち返らせます。
୧୬ଆରି ଇସ୍‌ରାଏଲ୍‌ ଲକ୍‌ମନର୍‌ ବିତ୍‌ରେ ଅନି କେତେ କେତେ ଲକ୍‌ମନ୍‌କେ ମାପ୍‌ରୁ ତାର୍‌ ପର୍‌ମେସରର୍‌ ଟାନେ ବାଉଡାଇସି ।
17 彼こそ、エリヤの霊と力で主の前ぶれをし、父たちの心を子どもたちに向けさせ、逆らう者を義人の心に立ち戻らせ、こうして、整えられた民を主のために用意するのです。」
୧୭ସେ ବବିସତ୍‌ବକ୍‌ତା ଏଲିୟର୍‌ ଆତ୍‌ମାଇ ବପୁଅଇ ପର୍‌ମେସରର୍‌ ଆଗ୍‌ତୁ ଜାଇସି । ବାବାମନର୍‌ ମନ୍‌ ପିଲାମନର୍‌ଟାନେ ବାଉଡାଇସି । ପର୍‌ମେସରର୍‌ କାତା ନ ମାନ୍‌ବା ଲକ୍‌ମନ୍‌କେ ଦରମ୍‌ ଲକ୍‌ମନ୍‌ ଚିନ୍ତା କର୍‌ବା ଟାନେ ବାଉଡାଇସି । ଆରି ପର୍‌ମେସରର୍‌ ଲକ୍‌ମନ୍‌କେ ତାର୍‌ ପାଇ ଜାଗ୍‌ରତ୍‌ କରାଇସି ।”
18 そこで、ザカリヤは御使いに言った。「私は何によってそれを知ることができましょうか。私ももう年寄りですし、妻も年をとっております。」
୧୮ତେଇ ଜିକରିୟ ଦୁତ୍‌କେ କଇଲା, “ତମେ କଇବାଟା ସତ୍‌ ଅଇସି ବଲି ମୁଇ କେନ୍ତି ଜାନ୍‌ବି? କାଇକେବଇଲେ ମୁଇତା ଡକ୍‌ରା ଅଇଗାଲିବେ, ଆରି ମର୍‌ ମାଇଜି ମିସା ଡକ୍‌ରି ଅଇଗାଲାନି ।”
19 御使いは答えて言った。「私は神の御前に立つガブリエルです。あなたに話をし、この喜びのおとずれを伝えるように遣わされているのです。
୧୯ଦୁତ୍‌ ତାକେ କଇଲା “ମୁଇ ଗାବ୍‌ରିଏଲ୍‌, ମୁଇ ପର୍‌ମେସରର୍‌ ମୁଆଟେ ଟିଆ ଅଇରଇବା ଦୁତ୍‌, ତମ୍‌କେ ଏ କବର୍‌ ଜାନାଇବାକେ ମକେ ପାଟାଇଆଚେ ।
20 ですから、見なさい。これらのことが起こる日までは、あなたは、おしになって、ものが言えなくなります。私のことばを信じなかったからです。私のことばは、その時が来れば実現します。」
୨୦ଦେକ୍‌, ଏ ସବୁ ନ ଅଇବା ଦିନ୍‌ ଜାକ ତୁଇ ଗୁଲାଅଇ ରଇସୁ । କାଇକେବଇଲେ ମର୍‌ ସବୁ ବାକିଅ ସମାନ୍‌ ବେଲାଇସେ ପୁରାପୁରୁନ୍‌ ଅଇସି । ସେଟା ସବୁ ତୁଇ ବିସ୍‌ବାସ୍‌ କୁରୁସ୍‌ ନାଇ ।”
21 人々はザカリヤを待っていたが、神殿であまり暇取るので不思議に思った。
୨୧ଏତ୍‌କି ଅଇବା ବିତ୍‌ରେ ଲକ୍‌ମନ୍‌ ଜିକରିୟକେ ବାଇରେ ଜାଗିରଇଲାଇ ଆରି ଦେଉଲେ ତାର୍‌ ଅଲ୍‌ସମ୍‌ ଅଇଲାଜେ ସେମନ୍‌ କାବାଅଇ ଜାଇତେରଇଲାଇ ।
22 やがて彼は出て来たが、人々に話をすることができなかった。それで、彼は神殿で幻を見たのだとわかった。ザカリヤは、彼らに合図を続けるだけで、おしのままであった。
୨୨ମାତର୍‌ ଜିକରିୟ ବାରଇ ଆସି ଲକ୍‌ମନର୍‌ ସଙ୍ଗ୍‌ କାତାଅଇ ନାପାର୍‌ଲା, ତେଇ ସେ ଦେଉଲେ ଦର୍‌ସନ୍‌ ପାଇଆଚେ ବଲି ଲକ୍‌ମନ୍‌ ବୁଜ୍‌ଲାଇ ଆରି ସେ ଲକ୍‌ମନ୍‌କେ ଆତ୍‌ ସଗିଆ କରି ଜାନାଇବାର୍‌ ଦାର୍‌ଲା ଆରି ଗୁଲାଅଇକରି ରଇଲା ।
23 やがて、務めの期間が終わったので、彼は自分の家に帰った。
୨୩ଜିକରିୟ ତାର୍‌ ସେବା କର୍‌ବା ପାଲି ଦିନ୍‌ ସବୁ ସାର୍‌ଲା ପଚେ ତାର୍‌ ଗରେ ଉଟିଗାଲା ।
24 その後、妻エリサベツはみごもり、五か月の間引きこもって、こう言った。
୨୪ଏତ୍‌କି ଅଇ କେତେକ୍‌ ଦିନ୍‌ ଗାଲା ପଚେ ତାର୍‌ ମାଇଜି ଏଲିସାବେତ୍‌ ଗାଗ୍‌ଡେ ଅଇଲା ଆରି ସେ ପାଁଚ୍‌ ମାସ୍‌ ଜାକ କାକେ ନ ଜାନାଇ ଗରେସେ ରଇଲା ।
25 「主は、人中で私の恥を取り除こうと心にかけられ、今、私をこのようにしてくださいました。」
୨୫ତାର୍‌ପଚେ ଏଲିସାବେତ୍‌ କଇଲା, “ଲକ୍‌ମନର୍‌ ଜେଞ୍ଜେଟ୍‌ କର୍‌ବାଟା ଦୁର୍‌ କର୍‌ବାକେ ସାରାସାରି ମକେ ଦୟା କରି ମାପ୍‌ରୁ ଏନ୍ତାରି କଲାଆଚେ ।”
26 ところで、その六か月目に、御使いガブリエルが、神から遣わされてガリラヤのナザレという町のひとりの処女のところに来た。
୨୬ଏଲିସାବେତ୍‌ ଗାଗ୍‌ଡେଅଇ ଚ ମାସ୍‌ ଅଇଲାକେ, ପର୍‌ମେସର୍‌ ଗାବ୍‌ରିଏଲ୍‌ ଦୁତ୍‌କେ ଗାଲିଲି ରାଇଜର୍‌ ନାଜରିତ୍‌ ନାଉଁର୍‌ ନଅରେ ଗଟେକ୍‌ ଦାଙ୍ଗ୍‌ଡିର୍‌ ଟାନେ ପାଟାଇଲା ।
27 この処女は、ダビデの家系のヨセフという人のいいなずけで、名をマリヤといった。
୨୭ସେ ଦାଙ୍ଗ୍‌ଡିର୍‌ ନାଉଁ ମରିୟମ୍‌, ଦାଉଦ୍‌ ବଁସର୍‍ ଜସେପ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡା ସଙ୍ଗ୍‌ ତାର୍‌ ମାଙ୍ଗ୍‌ନି ଅଇରଇଲା ।
28 御使いは、はいって来ると、マリヤに言った。「おめでとう、恵まれた方。主があなたとともにおられます。」
୨୮ଦୁତ୍‌ ମରିୟମର୍‍ ଲଗେ ଆସି କଇଲା, “ଏ ନୁନି, ମାପ୍‌ରୁ ତକେ ଦୟାକଲା ଆଚେ, ଆରି ତର୍‌ସଙ୍ଗ୍‌ ଆଚେ ।”
29 しかし、マリヤはこのことばに、ひどくとまどって、これはいったい何のあいさつかと考え込んだ。
୨୯ମରିୟମ୍‌ ସରଗର୍‌ ଦୁତ୍‌ କଇଲା ବାକିଅ ସୁନ୍‌ଲା ଆରି କାଇଟା ବୁଜିନାପାରି ଉଡୁକ୍‌ ଦୁଡୁକ୍‌ ଅଇଜାଇକରି, ବାବିବାବି ରଇଲା ।
30 すると御使いが言った。「こわがることはない。マリヤ。あなたは神から恵みを受けたのです。
୩୦ଦୁତ୍‌ ତାକେ କଇଲା, “ମରିୟମ ଡର୍‌ ନାଇ, ତୁଇ ମାପ୍‌ରୁର୍‌ ଦୟା ପାଇଆଚୁସ୍‌ ।
31 ご覧なさい。あなたはみごもって、男の子を産みます。名をイエスとつけなさい。
୩୧ଦେକ୍‌ ତୁଇ ଗାଗ୍‌ଡେ ଅଇ ପିଲା ଗଟେକ୍‌ ଜନମ୍‌ କର୍‌ସୁ ଆରି ତାର୍‌ ନାଉଁ ଜିସୁ ଦେଇସା ।
32 その子はすぐれた者となり、いと高き方の子と呼ばれます。また、神である主は彼にその父ダビデの王位をお与えになります。
୩୨ସେ ଗଟେକ୍‌ ଡାକ୍‌ପୁଟା ଲକ୍‌ ଅଇସି ଆରି ସବୁର୍‌ ଉପ୍‌ରେ ରଇବା ପର୍‌ମେସରର୍‌ ପଅ ବଲି କଇବାଇ, ସରଗର୍‌ ମାପ୍‌ରୁ ତାକେ, ତାର୍‌ ଆନିଦାଦି ଦାଉଦର୍‌ ପାରା ରାଜା କରାଇସି ।
33 彼はとこしえにヤコブの家を治め、その国は終わることがありません。」 (aiōn g165)
୩୩ସେ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ଇସ୍‌ରାଏଲ୍‌ ଲକ୍‌ମନ୍‌କେ ସାସନ୍‌ କର୍‌ସି । ତାର୍‌ ରାଇଜ୍‌ କେବେ ନ ସାରେ ।” (aiōn g165)
34 そこで、マリヤは御使いに言った。「どうしてそのようなことになりえましょう。私はまだ男の人を知りませんのに。」
୩୪ମରିୟମ୍‌ ଦୁତ୍‌କେ କଇଲା, “ଏଟା କେନ୍ତି ଅଇସି? ମୁଇତା ମୁନୁସ୍‌କେ ନାଜାନି!”
35 御使いは答えて言った。「聖霊があなたの上に臨み、いと高き方の力があなたをおおいます。それゆえ、生まれる者は、聖なる者、神の子と呼ばれます。
୩୫ଦୁତ୍‌ ତାକେ କ‍ଇଲା, “ସୁକଲ୍‌ ଆତ୍‌ମା ଆସି ତକେ ଡାବି ଅଇସି, ଆରି ସବୁର୍‌ ଉପ୍‌ରେ ରଇବା ପର୍‌ମେସରର୍‌ ବପୁ ତକେ ଗୁଡିଆଇ ଅଇସି, ତେବର୍‌ପାଇ ଜେ ଜାତ୍‌ ଅଇସି, ସେ ସୁକଲ୍‌ ପର୍‌ମେସରର୍‌ ପଅ ବଲି ଡାକ୍‌ପୁଟା ଅଇସି ।”
36 ご覧なさい。あなたの親類のエリサベツも、あの年になって男の子を宿しています。不妊の女といわれていた人なのに、今はもう六か月です。
୩୬ଆରି ଦେକ୍‌, ତର୍‌ ଲାଗାର୍‌ ଲିତାର୍‌ ଏଲିସାବେତ୍‌ ମିସା ଡକ୍‌ରି ବେଲେ ଗାଗ୍‌ଡେ ଆଚେ, ଜାକେ ଲକ୍‌ମନ୍‌ ବାଞ୍ଜି ବଲି କଇତେରଇଲାଇ । ତାକେ ଏବେ ଚ ମାସ୍‌ ଅଇଲାନି ।
37 神にとって不可能なことは一つもありません。」
୩୭କାଇକେବଇଲେ ପର୍‌ମେସରର୍‌ଟାନେ କାଇଟା ମିସା ନ ଅଇବା କାମ୍‌ ନାଇ, ବଲି କଇଲା ।
38 マリヤは言った。「ほんとうに、私は主のはしためです。どうぞ、あなたのおことばどおりこの身になりますように。」こうして御使いは彼女から去って行った。
୩୮ତେଇ ମରିୟମ୍‌ କଇଲା, “ଦେକା, ମୁଇ ଗଟେକ୍‌ ମାପ୍‌ରୁର୍‌ ଦାସି, ତମେ କଇବା ଇସାବେ ମକେ ଅ ।” ତାର୍‌ପଚେ ଦୁତ୍‌ ତାର୍‌ଟାନେଅନି ଉଟିଗାଲା ।
39 そのころ、マリヤは立って、山地にあるユダの町に急いだ。
୩୯ସେଡ୍‌କିବେଲେ ମରିୟମ୍‌ ବାରଇକରି ଜିଉଦା ରାଇଜର୍‌ ଡଙ୍ଗର୍‌ ଜାଗାର୍‌ ଗଟେକ୍‌ ନଅରେ ଉଟିଗାଲା ।
40 そしてザカリヤの家に行って、エリサベツにあいさつした。
୪୦ତେଇ ଜିକରିୟର୍‌ ଗରେ ପୁରିକରି ସେ ଏଲିସାବେତ୍‌କେ ଜୁଆର୍‌ କଲା ।
41 エリサベツがマリヤのあいさつを聞いたとき、子が胎内でおどり、エリサベツは聖霊に満たされた。
୪୧ମରିୟମ୍‌ ଜୁଆର୍‌କଲାଟା ସୁନ୍‌ଲା ଦାପ୍‌ରେ ଏଲିସାବେତର୍‌ ଗର୍‌ବେ, ପିଲା ସାର୍‌ଦା ଅଇ ଡେଗଇଲା ଆରି ଏଲିସାବେତ୍‌ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇଲା ।
42 そして大声をあげて言った。「あなたは女の中の祝福された方。あなたの胎の実も祝福されています。
୪୨ଏଲିସାବେତ୍‌ ଆଉଲି ଅଇକରି କଇଲା, “ତୁଇ ସବୁ ମାଇଜିମନର୍‌ ବିତ୍‌ରେ ଅନି କେଡେକ୍‌ ନିକ କରମର୍‌ ଲକ୍‌! ତର୍‌ ଗରବର୍‌ ପିଲାର୍‌ ମିସା କେଡେକ୍‌ କରମ୍‌!
43 私の主の母が私のところに来られるとは、何ということでしょう。
୪୩ମୁଇ କେ ଜେ ମର୍‌ ମାପ୍‌ରୁର୍‌ ମାଆ, ମକେ ଦେକ୍‌ବାର୍‌ ଆଇଲା ଆଚେ?
44 ほんとうに、あなたのあいさつの声が私の耳にはいったとき、私の胎内で子どもが喜んでおどりました。
୪୪କାଇକେବଇଲେ, ଦେକ୍‌, ତୁଇ ଜୁଆର୍‌କଲାଟା ସୁନ୍‌ଲା ଦାପ୍‌ରେ ମର୍‌ ଗରବର୍‌ ପିଲା ସାର୍‌ଦା ଅଇ ଡେଗଇଲା ।
45 主によって語られたことは必ず実現すると信じきった人は、何と幸いなことでしょう。」
୪୫ଜେ ବିସ୍‌ବାସ୍‌ କର୍‌ସି ତାର୍‌ କେଡେକ୍‌ ନିମାନ୍‌ କରମ୍‌, କାଇକେବଇଲେ ମାପ୍‌ରୁ ତାକେ ଜାଇଜାଇଟା କୁଆଅଇଲାଆଚେ, ସେ ସବୁଜାକ ଅଇସି ଆକା ।”
46 マリヤは言った。 「わがたましいは主をあがめ、
୪୬ତେଇ ମରିୟମ୍‌ କଇଲା, “ମର୍‌ ଜିବନ୍‌ ମର୍‌ ମାପ୍‌ରୁର୍‌ ମଇମା କଲାନି ।
47 わが霊は、わが救い主なる神を喜びたたえます。
୪୭ଆରି ମର୍‌ ଆତ୍‌ମା ମର୍‌ ରକିଆକାରି ପର୍‌ମେସରର୍‌ଟାନେ ସାର୍‌ଦା କଲାନି ।
48 主はこの卑しいはしために 目を留めてくださったからです。 ほんとうに、これから後、どの時代の人々も、 私をしあわせ者と思うでしょう。
୪୮କାଇକେବଇଲେ ସେ ମର୍‌ପାରା କାକୁର୍‌ତିଆନିକେ ନିଜର୍‌ ଗତିଦାଙ୍ଗ୍‌ଡି ବଲି ଏତାଇଲା ଆଚେ । ଆରି ଦେକା ଆଜିଅନି କାଲ୍‍କାଲ୍‍ ଜୁଗ୍‌ଜୁଗ୍‌, ସବୁ ଲକ୍‌ ମକେ ପର୍‌ମେସରର୍‌ ତେଇଅନି ଆସିର୍‌ବାଦ୍‌ ମିଲ୍‌ଲା ଲକ୍‌ ବଲି କଇବାଇ ।
49 力ある方が、 私に大きなことをしてくださいました。 その御名はきよく、
୪୯କାଇକେବଇଲେ ସବୁର୍‌ଟାନେଅନି ବପୁର୍‌ ମାପ୍‌ରୁ, ମର୍‌ପାଇ କାବାଅଇଜିବା କାମ୍‌ କଲାଆଚେ, ତାର୍‌ ନାଉଁ ସୁକଲ୍‌ ।
50 そのあわれみは、主を恐れかしこむ者に、 代々にわたって及びます。
୫୦ଆରି ଜନ୍‌ ଲକ୍‌ମନ୍‌ ତାକେ ଡରିକରି ରଇବାଇ, ଜୁଗେ ଜୁଗେ ସେ ସେମନ୍‌କେ ଦୟା କର୍‌ସି ।
51 主は、御腕をもって力強いわざをなし、 心の思いの高ぶっている者を追い散らし、
୫୧ସେ ତାର୍‌ ନିଜର୍‌ ବପୁର୍‌ ଆତ୍‌ ଦେକାଇଆଚେ, ସେ ଆଁକାର୍‌ ଲକ୍‌ମନ୍‌କେ ସେମନର୍‌ ମନେ ବାବ୍‌ନା କଲାଟା ଚିନ୍‌ଚତର୍‌ କଲା ଆଚେ ।
52 権力ある者を王位から引き降ろされます。 低い者を高く引き上げ、
୫୨ସେ ବଡ୍‌ ବଡ୍‌ ରାଜାମନ୍‌କେ ସେମନ୍‍ ରଇବାଟାନେଅନି ଉତ୍‌ରାଇ ଦେଲା ଆଚେ, ଆରି କାକୁର୍‌ତିଆମନ୍‌କେ ଉପ୍‌ରେ ଉଟାଇ ଆଚେ ।
53 飢えた者を良いもので満ち足らせ、 富む者を何も持たせないで追い返されました。
୫୩ସେ ବୁକର୍‌ ଲକ୍‌ମନ୍‌କେ ନିକ ନିକ ବିସଇ ଦେଇ ସାର୍‌ଦା କରାଇ ଆଚେ, ସାଉକାର୍‌ଲକ୍‌ମନ୍‌କେ ଚୁଚା ଆତେ ବାଉଡାଇଦେଇ ଆଚେ ।
54 主はそのあわれみをいつまでも忘れないで、 そのしもべイスラエルをお助けになりました。
୫୪ଆମର୍‌ ଆନିଦାଦିମନ୍‌କେ ଜନ୍‌ କାତା ଦେଇରଇଲା, ସେଟା ପୁରାପୁରୁନ୍‌ କଲା ଆରି ତାର୍‌ ନିଜର୍‌ ଚାକର୍‌ ଇସ୍‌ରାଏଲର୍‌ ଉପ୍‌କାର୍‌ କରି ଆଚେ ।
55 私たちの先祖たち、アブラハムとその子孫に 語られたとおりです。」 (aiōn g165)
୫୫ସେ ଅବ୍‌ରାଆମ୍ ଆରି ତାର୍‌ ନାତିମନ୍‌କେ ତାର୍‌ ଦୟା କାଲ୍‍କାଲ୍‍ ଜୁଗ୍‌ଜୁଗ୍‌ ଏତାଅତ୍‌ବଲି ଦେକାଇଲା ଆଚେ ।” (aiōn g165)
56 マリヤは三か月ほどエリサベツと暮らして、家に帰った。
୫୬ଆରି ମରିୟମ୍‌ ତିନ୍‌ ମାସ୍‌ ପାରା ଏଲିସାବେତର୍‌ ସଙ୍ଗ୍‌ ରଇ ନିଜର୍‌ ଗରେ ବାଉଡି ଗାଲା ।
57 さて月が満ちて、エリサベツは男の子を産んだ。
୫୭ପଚେ ଏଲିସାବେତର୍‌ ଆତ୍‌ଗଡ୍‌ ସୁକ୍‌ ଅଇବା ଦିନ୍‌ କେଟି ଆଇଲାଜେ, ସେ ଗଟେକ୍‌ ପିଲା ଜନମ୍‌ ଦେଲା ।
58 近所の人々や親族は、主がエリサベツに大きなあわれみをおかけになったと聞いて、彼女とともに喜んだ。
୫୮ଆରି ମାପ୍‌ରୁଜେ ତାକେ ଦୟା କଲାଆଚେ, ଏଟା ସୁନି ଜିକରିୟର୍‌ ଲାଗାର୍‍ଲିତାର୍‌ ଲକ୍‍ ଆରି ଗତିଆ କୁଟୁମ୍‌ ତାକର୍‌ ସଙ୍ଗ୍‌ ସାର୍‌ଦା କର୍‌ବାର୍‌ ଦାର୍‌ଲାଇ ।
59 さて八日目に、人々は幼子に割礼するためにやって来て、幼子を父の名にちなんでザカリヤと名づけようとしたが、
୫୯ଆଟ୍‌ ଦିନ୍‌ ଗାଲାପଚେ ଲକ୍‌ମନ୍‌ ପିଲାର୍‌ ସୁନତ୍‌ଟାନେ ଆଇଲାଇ ଆରି ତାର୍‌ ବାବାର୍‌ ନାଉଁ ଇସାବେ ପିଲାର୍‌ ନାଉଁ ମିସା ଜିକରିୟ ଦେବାକେ ମନ୍‌କଲାଇ ।
60 母は答えて、「いいえ、そうではなくて、ヨハネという名にしなければなりません。」と言った。
୬୦ମାତର୍‌ ଏଲିସାବେତ୍‌ କଇଲା, “ନାଇ ତାର୍‌ ନାଉଁ ଜଅନ ଦିଆ ଅ ।”
61 彼らは彼女に、「あなたの親族にはそのような名の人はひとりもいません。」と言った。
୬୧ଲକ୍‌ମନ୍‌ ତାକେ କଇଲାଇ “ତମର୍‌ ବଁସ୍‌ ବିତ୍‌ରେ ତା ଏନ୍ତାରି ନାଉଁର୍‌ ଲକ୍‌ କେ ମିସା ନାଇ ।”
62 そして、身振りで父親に合図して、幼子に何という名をつけるつもりかと尋ねた。
୬୨ତେଇ ସେମନ୍‌ ପିଲାକେ କାଇ ନାଉଁ ଦେଉଁ ବଲି ମନ୍‌ କଲୁସ୍‌ନି? ସେଟା ଜିକରିୟକେ ଆତ୍‌ ଦେକାଇକରି ପାଚାର୍‌ବାର୍‌ ଦାର୍‌ଲାଇ ।
63 すると、彼は書き板を持って来させて、「彼の名はヨハネ。」と書いたので、人々はみな驚いた。
୬୩ସେଡ୍‌କିବେଲେ ଜିକରିୟ ଲକ୍‌ମନ୍‌କେ ଗଟେକ୍‌ ଲେକ୍‌ବା ପାଟା ମାଙ୍ଗ୍‌ଲା ଆରି “ଏଦେ ଦେକା! ତାର୍‌ ନାଉଁ ଜଅନ୍‌!” ବଲି ଲେକ୍‌ଲା । ତେଇ ସବୁଲକ୍‌ କାବା ଅଇଗାଲାଇ ।
64 すると、たちどころに、彼の口が開け、舌は解け、ものが言えるようになって神をほめたたえた。
୬୪ସେଡ୍‌କି ଦାପ୍‌ରେ ଜିକରିୟର୍‌ ଟଣ୍ଡ୍‌ ପୁଟ୍‌ଲା, ସେ ଆରି ତରେକ୍‌ କାତା ଅଇ ପର୍‌ମେସର୍‌କେ ମଇମା କର୍‌ବାର୍‌ ଦାର୍‌ଲା ।
65 そして、近所の人々はみな恐れた。さらにこれらのことの一部始終が、ユダヤの山地全体にも語り伝えられて行った。
୬୫ତାର୍‌ ଲଗର୍‌ ପାକର୍‌ ଲକ୍‌ମନ୍‌ ଡରିଗାଲାଇ, ଆରି ଏସବୁ କାତା ଜିଉଦା ରାଇଜର୍‌ ଡଙ୍ଗର୍‌ ଜାଗାର୍‌ ସବୁ ବାଟର୍‌ ଲକ୍‌ମନ୍‌ କୁଆବଲା ଅଇଲାଇ ।
66 聞いた人々はみな、それを心にとどめて、「いったいこの子は何になるのでしょう。」と言った。主の御手が彼とともにあったからである。
୬୬ଆରି ସୁନିରଇବା ସବୁ ଲକ୍‌ମନ୍‌ କାବା ଅଇକରି, ମନେ ମନେ ବାବ୍‌ଲାଇ, ତେବେ ଏ ପିଲା କାଇଟା ଅଇସି? କାଇକେବଇଲେ ମାପ୍‌ରୁର୍‌ ବପୁ ପିଲାର୍‌ସଙ୍ଗ୍‌ ଆଚେ ବଲି ସବୁକେ ଜାନାପଡ୍‌ଲା ।
67 さて父ザカリヤは、聖霊に満たされて、預言して言った。
୬୭ଆରି ଜଅନର୍‌ ବାବା ଜିକରିୟ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇ ପର୍‌ମେସରର୍‌ କବର୍‌ କଇବାର୍‌ ଦାର୍‌ଲା ।
68 「ほめたたえよ。イスラエルの神である主を。 主はその民を顧みて、贖いをなし、
୬୮“ଆସା ଆମେ ଇସ୍‌ରାଏଲର୍‌ ମାପ୍‌ରୁକେ ଦନିଅବାଦ୍‌ ଦେଉ କାଇକେବଇଲେ ସେ ତାର୍‌ ନିଜର୍‌ ଲକ୍‌ମନ୍‌କେ ଦୟାକରି ମୁକ୍‌ଲାଇସି ।
69 救いの角を、われらのために、 しもべダビデの家に立てられた。
୬୯ତାର୍‍ ନିଜର୍‌ ଗତିଦାଙ୍ଗ୍‌ଡା ଦାଉଦର୍‌ କୁଟୁମେ ଅନି ଆମର୍‌ ପାଇ ଗଟେକ୍‌ ବପୁ ସଙ୍ଗର୍‌ ଉଦାର୍‌କାରିଆକେ ଦେଲା ଆଚେ ।
70 古くから、その聖なる預言者たちの口を通して、 主が話してくださったとおりに。 (aiōn g165)
୭୦ପୁରବ୍‌ କାଲେଅନି ସୁକଲ୍‌ ରଇବା ନିଜର୍‌ ବବିସତ୍‌ବକ୍‌ତାମନର୍‌ ଟଣ୍ଡେଅନି କାତା ଦେଇ ଜେନ୍ତି କଇରଇଲା, (aiōn g165)
71 この救いはわれらの敵からの、 すべてわれらを憎む者の手からの救いである。
୭୧ସେନ୍ତାରି ଆମ୍‌କେ ଇନ୍‌ କର୍‌ବା ସବୁ ସତ୍‌ରୁମନର୍‌ ଟାନେଅନି ମୁକ୍‌ଲାଇ ଆଚେ ।
72 主はわれらの父祖たちにあわれみを施し、 その聖なる契約を、
୭୨ଜେନ୍ତି ସେ ଆମର୍‌ ଆନିଦାଦିମନର୍‌ପାଇ ଦୟା ଦେକାଇଆଚେ, ଆରି ସେମନର୍‌ ସଙ୍ଗ୍‌ କରିରଇବା ନିଜର୍‍ ସୁକଲ୍‌ ନିୟମ୍‌ ଏତାଇ ଆଚେ,
73 われらの父アブラハムに誓われた誓いを覚えて、
୭୩ଆମର୍‌ ପୁର୍‌ବର୍‌ ବାବା ଅବ୍‌ରାଆମ୍‍କେ ଜନ୍‌ କାତା ଦେଇରଇଲା ।
74 われらを敵の手から救い出し、 われらの生涯のすべての日に、 きよく、正しく、 恐れなく、主の御前に仕えることを許される。
୭୪ଆରି ଜେନ୍ତାରିକି ସତ୍‌ରୁର୍‌ ଆତେଅନି ଉଦାର୍‌ ପାଇ ଆଚୁ ।
୭୫ଜେନ୍ତାରିକି ଆମେ ଜିବନ୍‌ସାରା ଦରମ୍‌ ସଙ୍ଗ୍‍, ସୁକଲ୍‌ ସଙ୍ଗ୍‍ ତାର୍‌ ସେବା କର୍‌ବାକେ, ଆମ୍‌କେ ଦୟା କର୍‌ସି ।
76 幼子よ。あなたもまた、 いと高き方の預言者と呼ばれよう。 主の御前に先立って行き、その道を備え、
୭୬ଏ ମର୍‌ ନୁନା, ତୁଇ ସବୁର୍‌ ଉପ୍‌ରେ ରଇବା ପର୍‌ମେସରର୍‌ ଗଟେକ୍‌ ବବିସତ୍‌ବକ୍‌ତା ବଲି ଡାକ୍‌ପୁଟା ଅଇସୁ । ତୁଇ ସେ ପାଟାଇରଇବା ଗଟେକ୍‌ ଦୁତ୍‌ପାରା, ତାର୍‌ପାଇ ବାଟ୍‌ ତିଆର୍‌ କର୍‌ସୁ ।
77 神の民に、罪の赦しによる 救いの知識を与えるためである。
୭୭ପାପ୍‌ଟାନେଅନି କେମା ପାଇକରି ଜେନ୍ତି କି ଉଦାର୍‌ ଅଇବାଇ, ସେ କାତା ଜାନାଇବାକେ ଜାଇସୁ ।
78 これはわれらの神の深いあわれみによる。 そのあわれみにより、 日の出がいと高き所からわれらを訪れ、
୭୮ଆମର୍‌ ପାଦ୍‌ ସାନ୍ତିର୍‌ ବାଟେ ଆନ୍‌ବାକେ, ଆମର୍‌ ପର୍‌ମେସରର୍‌ ଆଲାଦର୍‌ ଦୟାର୍‍ଲାଗି, ଆମର୍‌ପାଇ ସର୍‍ଗେଅନି ବେଲ୍‌ ତାରାସ୍‌ସି ।
79 暗黒と死の陰にすわる者たちを照らし、 われらの足を平和の道に導く。」
୭୯ସେ ପୁରାପୁରୁନ୍‌ ଆଲାଦର୍‌ ଦୟାର୍‍ଲାଗି ମାପ୍‌ରୁର୍‌ ଲକ୍‌ମନ୍‌କେ, ସେମନର୍‌ ପାପ୍‌ଟାନେଅନି ମୁକ୍‌ଲାଇବା ଗିଆନ୍‌ ଦେଇସୁ । ତାର୍‌ ବାଟ୍‌ ତିଆର୍‌ କର୍‌ବାକେ ମୁଲିଆଇସୁ ।”
80 さて、幼子は成長し、その霊は強くなり、イスラエルの民の前に公に出現する日まで荒野にいた。
୮୦ଆରି ଜଅନ୍‌ ବଡିକରି ଆତ୍‌ମାଇ ବପୁ ଅଇଲା ଆରି ଲକ୍‌ମନର୍‌ ଟାନେ ଜାନାଇ ନ ଅଇକରି କିନରା ଜାଗାମନ୍‌କେ ରଇତେ ରଇଲା । ପଚେ ସେ ଇସ୍‌ରାଏଲର୍‌ ଲକ୍‌ମନର୍‌ଟାନେ ବାକିଅ ସୁନାଇବାର୍‌ ଦାର୍‌ଲା ।

< ルカの福音書 1 >