< マルコの福音書 1 >

1 神の子イエス・キリストの福音のはじめ。
ଏଟା ଅଇଲାନି ପର୍‌ମେସରର୍‌ ପଅ ଜିସୁ କିରିସ୍‌ଟର୍‌ ନିମାନ୍‌ କବରର୍‌ ଆରାମ୍‌ ।
2 預言者イザヤの書にこう書いてある。 「見よ。わたしは使いをあなたの前に遣わし、 あなたの道を整えさせよう。
ଏଟା ଏନ୍ତାରି ଆରାମ୍‌ ଅଇଲା । ଜିସାୟ ବବିସତ୍‌ବକ୍‌ତାର୍‌ ସାସ୍‌ତରେ ଜେନ୍ତାର୍‌ ଲେକାଅଇଲା ଆଚେ, ପର୍‌ମେସର୍‌ କଇଲା, ଦେକା ମୁଇ ମର୍‌ କବର୍‌ ଜାନାଉକେ ତମର୍‌ ଆଗେ ପାଟାଇଲିନି, ସେ ତମର୍‌ ବାଟ୍‌ ତିଆର୍‌ କର୍‌ସି ।
3 荒野で叫ぶ者の声がする。 『主の道を用意し、主の通られる道をまっすぐにせよ。』」 そのとおりに、
ତାର୍‌ ସର୍‌ ମରୁବାଲି ବୁଏଁ ଆଉଲିଅଇକରି ସୁନାଇଲାନି ମାପ୍‌ରୁର୍‌ ବାଟ୍‌ ତିଆର୍‌ କରା, ତାର୍‌ପାଇ ବାଟ୍‌ ସଲ୍‌କାଆ ।
4 バプテスマのヨハネが荒野に現われて、罪が赦されるための悔い改めのバプテスマを説いた。
ତାର୍‌ପଚେ ଏ ସବୁ କାତା ପୁରାପୁରୁନ୍‌ ଅଇଲା, ଜେଡେବେଲେ, ଡୁବନ୍‌ ଦେଉ ଜଅନ୍‌ ମରୁବାଲିବୁଏଁ ଆସି ପାପ୍‌ କେମାର୍‌ ଲାଗି ବଲି ପାପ୍‌ଟାନେଅନି ବାଉଡାଇବା ବିସଇ କଇବାର୍‌ ଦାର୍‌ଲା । “ତମର୍‌ ପାପ୍‌ କେମା ଅଇବାକେ ପାପ୍‌ଟାନେ ମନ୍‌ ବାଦ୍‌ଲାଇ ଡୁବନ୍‌ ନିଆ । ପର୍‌ମେସର୍‌ ତମର୍‌ ପାପ୍‌ କେମା କର୍‌ସି ।”
5 そこでユダヤ全国の人々とエルサレムの全住民が彼のところへ行き、自分の罪を告白して、ヨルダン川で彼からバプテスマを受けていた。
ସେଡ୍‌କିବେଲେ ଜିଉଦାଦେସର୍‌ କେତେକ୍‌ ଲକ୍‌ ଆରି ଜିରୁସାଲାମ୍‌ ରାଇଜର୍‌ ସବୁ ଲକ୍‌ମନ୍‌ ବାରଇକରି ଜଅନର୍‌ କାତା ସୁନୁ ବଲି ଆଇବାର୍‌ ଦାର୍‌ଲାଇ । ଆରି ନିଜର୍‌ ନିଜର୍‌ ପାପ୍‌କଲାଟା ମାନିକରି ଜର୍‌ଦନ୍‌ ଗାଡେ ତାର୍‌ତେଇଅନି ଡୁବନ୍‌ ନେଲାଇ ।
6 ヨハネは、らくだの毛で織った物を着て、腰に皮の帯を締め、いなごと野蜜を食べていた。
ଜଅନ୍‌ ଉଟର୍‌ ଚେଣ୍ଡିସଙ୍ଗ୍‌ ତିଆର୍‌ ଅଇଲା ଲୁଗା ପିନ୍ଦି, ପସୁ ଚାମର୍‌ ଆଁଟାବେଡା ଆଁଟାଇ ବାନ୍ଦି ଅଇତେରଇଲା । ତାର୍‌ କାଦି ଅଇଲା ଚିଟ୍‌କା ଆରି ବନର୍‌ ମୁ ।
7 彼は宣べ伝えて言った。「私よりもさらに力のある方が、あとからおいでになります。私には、かがんでその方のくつのひもを解く値うちもありません。
ସେ ଜାନାଇକରି କଇବାର୍‌ ମୁଲିଆଇଲା, “ମର୍‌ ପଚେ ଗଟେକ୍‌ ବେସି ବପୁର୍‌ ଲକ୍‌ ଆଇସି, ତାର୍‌ ଗତିଦାଙ୍ଗ୍‌ଡା ଅଇକରି ତାର୍‌ ଗଡର୍‌ ପାଣ୍ଡଇ ବେଟ୍‌ବାର୍‌ ମିସା ମର୍‍ ଅଦିକାର୍‌ ନାଇ ।
8 私はあなたがたに水でバプテスマを授けましたが、その方は、あなたがたに聖霊のバプテスマをお授けになります。」
ମୁଇ ତମ୍‌କେ ପାନିତେଇ ଡୁବନ୍‌ ଦେଲିନି, ମାତର୍‌ ସେ ତମ୍‌କେ ସୁକଲ୍‌ଆତ୍‌ମାଇ ଡୁବନ୍‌ ଦେଇସି ।”
9 そのころ、イエスはガリラヤのナザレから来られ、ヨルダン川で、ヨハネからバプテスマをお受けになった。
ସେଡ୍‌କିବେଲେ ଜିସୁ ଗାଲିଲି ଜାଗାର୍‌ ନାଜରିତ୍‌ ଗଡେ ଅନି ଆସି ଜର୍‌ଦନ୍‌ ଗାଡେ ଡୁବନ୍‌ ଦେଉ ଜଅନର୍‌ ଟାନେ ଡୁବନ୍‌ ନେଲା ।
10 そして、水の中から上がられると、すぐそのとき、天が裂けて御霊が鳩のように自分の上に下られるのを、ご覧になった。
୧୦ସେ ପାନିତେଇ ଅନି ବାରଇ ଆଇବାବେଲେ, ସରଗ୍‌ ଉଗାଡି ଅଇ ପର୍‌ମେସରର୍‌ ଆତ୍‌ମା ପରୁଆ ପାରା ଅଇ ଜିସୁର୍‌ ଉପ୍‌ରେ ଉତ୍‌ରି ଆଇବାଟା ସେ ଦେକ୍‌ଲା ।
11 そして天から声がした。「あなたは、わたしの愛する子、わたしはあなたを喜ぶ。」
୧୧ଆରି ସର୍‌ଗେଅନି ଗଟେକ୍‌ ସର୍‌ ସୁନିଅଇଲା, “ତୁଇ ମର୍‌ ଆଲାଦର୍‌ ପିଲା, ତର୍‌ଟାନେ ମୁଇ ବେସି ସାର୍‌ଦା ।”
12 そしてすぐ、御霊はイエスを荒野に追いやられた。
୧୨ସେଦାପ୍‌ରେ ସୁକଲ୍‌ ଆତ୍‌ମା ଜିସୁକେ ମରୁବାଲି ବୁଏଁ ପାଟାଇଲା ।
13 イエスは四十日間荒野にいて、サタンの誘惑を受けられた。野の獣とともにおられたが、御使いたちがイエスに仕えていた。
୧୩ମରୁବାଲି ବୁଏଁ ଚାଲିସ୍‌ ଦିନ୍‌ ରଇଲାବେଲେ, ସଇତାନ୍‌ ତାକେ ପାପ୍‌କରାଇବାକେ ଚେସ୍‌ଟା କର୍‌ତେରଇଲା । ସେ ଜାଗାଇ ବନର୍‌ ଜଁତ୍‌ମନ୍‌ ରଇଲାଇ, ଆରି ସରଗର୍‌ ଦୁତ୍‌ମନ୍‌ ଆସି ତାର୍‌ ସେବା କର୍‌ତେରଇଲାଇ ।
14 ヨハネが捕えられて後、イエスはガリラヤに行き、神の福音を宣べて言われた。
୧୪କେତେଦିନ୍‌ ଗାଲାପଚେ ଏରଦ୍‌ରାଜା ଡୁବନ୍‌ ଦେଉ ଜଅନ୍‌କେ ବନ୍ଦି ଗରେ ସଙ୍ଗଇଲା ପଚେ ଜିସୁ ଗାଲିଲି ଗାଏଁ ବାଉଡିଆସି, ପର୍‌ମେସରର୍‌ ନିମାନ୍‌ କବର୍‌ ସୁନାଇବାର୍‌ ଦାର୍‌ଲା ।
15 「時が満ち、神の国は近くなった。悔い改めて福音を信じなさい。」
୧୫“ସମାନ୍‍ ବେଲା ଆଇଲା, ପର୍‌ମେସରର୍‌ ରାଇଜ୍‌ ଲଗେ କେଟ୍‌ଲା ଆଚେ । ତମେ ପାପେ ଅନି ମନ୍‌ ବାଉଡାଇକରି ନିମାନ୍‌ କାତାଇ ବିସ୍‌ବାସ୍‌ କରା ।”
16 ガリラヤ湖のほとりを通られると、シモンとシモンの兄弟アンデレが湖で網を打っているのをご覧になった。彼らは漁師であった。
୧୬ଜିସୁ ଗାଲିଲି ସମ୍‌ଦୁର୍‌ କଣ୍ଡିବାଟେ ଜିବା ବେଲେ ସିମନ୍‌ ଆରି ତାର୍‌ ବାଇ ଆନ୍ଦ୍‌ରିଅକେ ସମ୍‌ଦୁରେ ବଇଜାଲ୍‌ ପାକାଇବାଟା ଦେକ୍‌ଲା, ସେମନ୍‌ ମାଚ୍‌ ଦାରୁ କେଉଟ୍‌ମନ୍‌ ରଇଲାଇ ।
17 イエスは彼らに言われた。「わたしについて来なさい。人間をとる漁師にしてあげよう。」
୧୭ଜିସୁ ସେମନ୍‌କେ କଇଲା, “ମର୍‌ ସଙ୍ଗ୍‌ ଆସା, ମୁଇ ତମ୍‌କେ ଲକ୍‌ମନ୍‌କେ ପର୍‌ମେସରର୍‌ ବାଟେ ଆନ୍‌ବା ବିସଇ ସିକାଇବି ।”
18 すると、すぐに、彼らは網を捨て置いて従った。
୧୮ସେଦାପ୍‌ରେ ସେମନ୍‌ ଜାଲ୍‌ ଚାଡି ଜିସୁର୍‌ ପଚେ ପଚେ ଗାଲାଇ ।
19 また少し行かれると、ゼベダイの子ヤコブとその兄弟ヨハネをご覧になった。彼らも舟の中で網を繕っていた。
୧୯ପଚେ କଣ୍ଡେକ୍‌ ଦୁର୍‌ ଜାଇ ଜେବଦିର୍‌ ପଅମନ୍‌ ଜାକୁବ୍‌ ଆରି ତାର୍‌ ବାଇ ଜଅନ୍‌କେ ଡଙ୍ଗାଇ ଜାଲ୍‌ ସାଜାଡ୍‌ବାଟା ଦେକ୍‌ଲା ।
20 すぐに、イエスがお呼びになった。すると彼らは父ゼベダイを雇い人たちといっしょに舟に残して、イエスについて行った。
୨୦ଜିସୁ ସେମନ୍‌କେ ଦେକ୍‌ଲା ଦାପ୍‌ରେ ଡାକ୍‌ଲା, ଆରି ସେମନ୍‌ ତାକର୍‌ ବାବା ଜେବଦିକେ ଆରି କୁଲିଆର୍‌ମନ୍‌କେ ଡଙ୍ଗାଇ ଚାଡି ତାର୍‌ ସଙ୍ଗ୍‌ ଗାଲାଇ ।
21 それから、一行はカペナウムにはいった。そしてすぐに、イエスは安息日に会堂にはいって教えられた。
୨୧ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ କପର୍‌ନାଉମେ ଗାଲାଇ, ଆରି ବିସ୍‌ରାମ୍‌ବାର୍‌ କେଟ୍‌ଲାକେ ସେ ଜିଉଦିମନର୍‌ ପାର୍‌ତନା ଗରେ ପୁରି, ଲକ୍‌ମନ୍‌କେ ସିକାଇବାର୍‌ ଦାର୍‌ଲା ।
22 人々は、その教えに驚いた。それはイエスが、律法学者たちのようにではなく、権威ある者のように教えられたからである。
୨୨ଲକ୍‌ମନ୍‌ ତାର୍‌ ସିକିଆ ସୁନି କାବା ଅଇଗାଲାଇ, ସେ ସାସ୍‌ତର୍‌ ସିକାଉପାରା ନ ସିକାଇ, ନିଜର୍‌ ଅଦିକାର୍‌ ସଙ୍ଗ୍‌ ସିକିଆ ଦେଇତେ ରଇଲା ।
23 すると、すぐにまた、その会堂に汚れた霊につかれた人がいて、大声でわめいて言った。
୨୩ସେ ଦାପ୍‌ରେ ସେମନର୍‌ ପାର୍‌ତନା ଗରେ ଗଟେକ୍‌ ଡୁମା ଦାର୍‌ଲା ଲକ୍‌ କିର୍‌କିରି କରି ଜିସୁକେ କଇଲା,
24 「ナザレの人イエス。いったい私たちに何をしようというのです。あなたは私たちを滅ぼしに来たのでしょう。私はあなたがどなたか知っています。神の聖者です。」
୨୪“ଏ ନାଜରିତ୍‌ ଗଡର୍‌ ଜିସୁ, ତୁଇ କାଇକେ ଆମ୍‌କେ ଅରିଆନ୍‌ କଲୁସ୍‌ନି? ତୁଇ କାଇ ଆମ୍‌କେ ବିନାସ୍‌ କର୍‌ବାକେ ଆଇଲୁସ୍‌ କି? ତୁଇ କେ, ସେଟା ମୁଇ ଜାନି, ତୁଇ ଅଇଲୁସ୍‌ନି ପର୍‌ମେସରର୍‌ ସୁକଲ୍‌ ଲକ୍‌ ।”
25 イエスは彼をしかって、「黙れ。この人から出て行け。」と言われた。
୨୫ଜିସୁ ଡୁମାକେ ଦମ୍‌କାଇ କରି କଇଲା, “ଚୁପ୍‌ ଅ, ଆରି ଏ ଲକର୍‌ତେଇ ଅନି ବାର୍‌ଇ ଜା ।”
26 すると、その汚れた霊はその人をひきつけさせ、大声をあげて、その人から出て行った。
୨୬ସେଡ୍‌କି ବେଲେ ଡୁମା ତାକେ ମଡିପିଙ୍ଗି ବେସି କିର୍‌କିରି କରି ତାର୍‌ଲଗେ ଅନି ବାରଇଗାଲା ।
27 人々はみな驚いて、互いに論じ合って言った。「これはどうだ。権威のある、新しい教えではないか。汚れた霊をさえ戒められる。すると従うのだ。」
୨୭ତେବର୍‌ପାଇ ପାର୍‌ତନା ଗରେ ରଇବା ସବୁ ଲକ୍‌ କାବା ଅଇଗାଲାଇ ଆରି ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ । “ଏଟା କେନ୍ତାର୍‌? ଏଟାତା ଅଦିକାର୍‌ ସଙ୍ଗର୍‌ ନୁଆ ସିକିଆ । ଡୁମା ଆତ୍‌ମାମନ୍‌ ମିସା, ସେ ତିଆର୍‌ଲାଟା ମାନ୍‌ଲାଇନି ।”
28 こうして、イエスの評判は、すぐに、ガリラヤ全地の至る所に広まった。
୨୮ସେଡ୍‌କିବେଲେ ଜିସୁର୍‌ କାତା ଗାଲିଲିର୍‌ ଚାରିବେଡ୍‌ତିର୍‌ ଗାଉଁମନ୍‌କେ କେଟିଗାଲା ।
29 イエスは会堂を出るとすぐに、ヤコブとヨハネを連れて、シモンとアンデレの家にはいられた。
୨୯ତାର୍‌ ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ପାର୍‌ତନା ଗରେ ଅନି ବାରଇ ଜାକୁବ୍‌ ଆରି ଜଅନର୍‌ ସଙ୍ଗ୍‌ ସିମନ୍‌ ଆରି ଆନ୍ଦ୍‌ରିୟର୍‌ ଗରେ ଗାଲାଇ ।
30 ところが、シモンのしゅうとめが熱病で床に着いていたので、人々はさっそく彼女のことをイエスに知らせた。
୩୦ତେଇ ରଇଲା ଲକ୍‌ମନ୍‌ ସିମନର୍‌ ସାତ୍‌ରି ଜର୍‌କେ ସଇରଇଲା ବିସଇ ଜିସୁକେ କଇଲାଇ ।
31 イエスは、彼女に近寄り、その手を取って起こされた。すると熱がひき、彼女は彼らをもてなした。
୩୧ସେଟାର୍‌ପାଇ ଜିସୁ ଜାଇ ସିମନର୍‌ ସାତ୍‌ରିର୍‌ ଆତେ ଦାରି ଉଟାଇଲା, ସେଦାପ୍‌ରେ ତାର୍‌ ଜର୍‌ ଚାଡିଗାଲା, ଆରି ସେ ଜାଇ ସେମନ୍‌କେ ସେବା କର୍‌ବାର୍‌ ଦାର୍‌ଲା ।
32 夕方になった。日が沈むと、人々は病人や悪霊につかれた者をみな、イエスのもとに連れて来た。
୩୨ସଞ୍ଜ୍‌ ବେଲାଇ ବେଲ୍‌ ବୁଡିଗାଲା ପଚେ, ଲକ୍‌ମନ୍‌ ଜରର୍‌ ଲକ୍‌ମନ୍‌କେ ଆରି ଡୁମାଦାରି ରଇବା ସବୁଲକ୍‌ମନ୍‌କେ ଜିସୁର୍‌ ଲଗେ ଆନ୍‌ବାର୍‌ ଦାର୍‌ଲାଇ,
33 こうして町中の者が戸口に集まって来た。
୩୩ଆରି ଗାଉଁର୍‌ ଲକ୍‌ମନ୍‌ ସେ ଗରର୍‌ ଦୁଆରେ ରୁଣ୍ଡ୍‌ଲାଇ ।
34 イエスは、さまざまの病気にかかっている多くの人をお直しになり、また多くの悪霊を追い出された。そして悪霊どもがものを言うのをお許しにならなかった。彼らがイエスをよく知っていたからである。
୩୪ସେଡ୍‌କିବେଲେ ସେ ବିନ୍‌ ବିନ୍‌ ରକାମର୍‌ ରଗ୍‌ ଅଇରଇବା ଜବର୍‌ ରଗି ଲକ୍‌ମନ୍‌କେ ନିମାନ୍‌ କଲା ଆରି ଜବର୍‌ ଡୁମାମନ୍‌କେ ଚାଡାଇଲା, ମାତର୍‌ ସେ ଡୁମାମନ୍‌କେ କାତା କଇବାକେ ଦେଏନାଇ । କାଇକେବଇଲେ ଡୁମାମନ୍‌ ଜିସୁ ପର୍‌ମେସରର୍‌ ଟାନେଅନି ଆଇଲାଆଚେ ବଲିକରି ଜାନି ରଇଲାଇ ।
35 さて、イエスは、朝早くまだ暗いうちに起きて、寂しい所へ出て行き、そこで祈っておられた。
୩୫ଆର୍‌କର୍‌ ସାକାଲେ କୁକ୍‌ଡା ଡାକ୍‌ ବେଲାଇ ଜିସୁ ଉଟି ଗରେଅନି ବାରଇ ଜାଇ ଗଟେକ୍‌ କିନରା ରଇବା ଚିମ୍‌ରା ଜାଗାଇ, ଜାଇ ପାର୍‌ତନା କର୍‌ବାର୍‌ ଦାର୍‌ଲା ।
36 シモンとその仲間は、イエスを追って来て、
୩୬ସେଡ୍‌କିବେଲେ ସିମନ୍‌ ଆରି ତାର୍‌ ସଙ୍ଗର୍‌ଲକ୍‌ ତାକେ କଜ୍‌ବାର୍‌ ଗାଲାଇ,
37 彼を見つけ、「みんながあなたを捜しております。」と言った。
୩୭ଜେଡେବଲ୍‌ ସେମନ୍‌ ଜିସୁକେ ବେଟ୍‌ ଅଇଲାଇ, ଆରି କାବାଅଇ ତାକେ କଇଲାଇ, “ସବୁ ଲକ୍‌ ତମ୍‌କେ କଜ୍‌ଲାଇନି ।”
38 イエスは彼らに言われた。「さあ、近くの別の村里へ行こう。そこにも福音を知らせよう。わたしは、そのために出て来たのだから。」
୩୮ସେଡ୍‌କିବେଲେ ଜିସୁ ସେମନ୍‌କେ କଇଲା, “ଆସା, ଆମେ ରଇବା ବିନ୍‌ ବିନ୍‌ ଗାଉଁମନ୍‌କେ ଜୁ, କାଇକେବଇଲେ ସେ ଜାଗାମନ୍‌କେ ମିସା ମୁଇ ପର୍‌ମେସରର୍‌ କାତା କଇବି । କାଇକେବଇଲେ ସେଟାର୍‌ପାଇସେ ମୁଇ ଆଇଲିଆଚି ।”
39 こうしてイエスは、ガリラヤ全地にわたり、その会堂に行って、福音を告げ知らせ、悪霊を追い出された。
୩୯ଆରି ଗାଲିଲିର୍‌ ସବୁଟାନେ ବୁଲି ବୁଲି ସେମନର୍‌ ସବୁ ପାର୍‌ତନା ଗରେ, ମାପ୍‌ରୁର୍‌ କାତା ସୁନାଇଲା, ଆରି ଡୁମା ଦାର୍‌ଲା ଲକ୍‌ମନ୍‌କେ ଚାଡାଇଲା ।
40 さて、ひとりのらい病人が、イエスのみもとにお願いに来て、ひざまずいて言った。「お心一つで、私はきよくしていただけます。」
୪୦ସେଡ୍‌କି ବେଲେ ଗଟେକ୍‌ ବଡ୍‌ ରଗି ତାର୍‌ ଲଗେ ଆସି ମାଣ୍ଡିକଟା ଦେଇ ତାକେ ବାବୁଜିଆ କରି କଇଲା, “ତମେ ଜଦି ମନ୍‌କଲେ ମକେ ସୁକଲ୍‌ କରି ପାର୍‌ସା ।”
41 イエスは深くあわれみ、手を伸ばして、彼にさわって言われた。「わたしの心だ。きよくなれ。」
୪୧ତେଇ ସେ ତାକେ ଜିବନ୍‌ ଦୁକାଇଲା ଆରି ଆତ୍‌ ଲାମାଇ କରି ତାକେ ଚି‍ଇକରି କଇଲା, “ମୁଇ ମନ୍‌ କଲିନି, ତୁଇ ସୁକଲ୍‌ ଅ ।”
42 すると、すぐに、そのらい病が消えて、その人はきよくなった。
୪୨ସେଦାପ୍‌ରେ ବଡ୍‌ ରଗ୍‌ ତାର୍‌ ଲଗେ ଅନି ଦୁର୍‌ଅଇଲା ଆରି ସେ ସୁକଲ୍‌ ଅଇଗାଲା ।
43 そこでイエスは、彼をきびしく戒めて、すぐに彼を立ち去らせた。
୪୩ଆରି, ଜିସୁ ସେ ଲକ୍‌କେ ଡାଟ୍‌ସଙ୍ଗ୍‌ ଆଦେସ୍‌ ଦେଇ ସେଦାପ୍‌ରେ କଇ ପାଟାଇଲା ।
44 そのとき彼にこう言われた。「気をつけて、だれにも何も言わないようにしなさい。ただ行って、自分を祭司に見せなさい。そして、人々へのあかしのために、モーセが命じた物をもって、あなたのきよめの供え物をしなさい。」
୪୪“ଜାଗ୍‌ରତ୍‌, ମୁଇ ତକେ ସୁକଲ୍‌ କଲି ବଲି କାକେ ମିସା କ ନାଇ, ମାତର୍‌ ଜା ଆରି ନିଜେ ପୁଜାରିକେ ଦେକାଇ ଅ ଆରି ମସା ଜନ୍‌ ଜନ୍‌ ବିରୁ ପର୍‌ମେସର୍‌କେ ଦେବାକେ ଆଦେସ୍‌ ଦେଲାଆଚେ, ସେ ଇସାବେ ଦେସ୍‌ । ଏଟାର୍‌ ଲାଗି ତୁଇ ସୁକଲ୍‌ ଅଇଜାଇଆଚୁସ୍‌ ବଲିକରି ପୁଜାରି ସବୁଲକର୍‌ ମୁଆଟେ ସାକି ଦେଅ ।”
45 ところが、彼は出て行って、この出来事をふれ回り、言い広め始めた。そのためイエスは表立って町の中にはいることができず、町はずれの寂しい所におられた。しかし、人々は、あらゆる所からイエスのもとにやって来た。
୪୫ମାତର୍‌ ସେଲକ୍‌ ବାରଇ ଜାଇ ଜିସୁ ସୁକଲ୍‌ କରିରଇବା କବର୍‌ ଏତେକ୍‌ ରାଟୁକରି କଇବୁଲ୍‌ଲାଇ ଜେ, ଜିସୁ ଲକ୍‌ମନର୍‌ ଦେକ୍‌ତେ ଦେକ୍‌ତେ କନ୍‌ ଗାଉଁମନ୍‌କେ ମିସା ଜାଇ ପୁରି ନାପାର୍‌ଲା । ମାତର୍‌ ବାଇରେ ଜାଇ ଚିମ୍‌ରା ଜାଗାମନ୍‌କେ ରଇଲା । ଅଇଲେ ମିସା ଲକ୍‌ମନ୍‌ ଚାରିଦିଗେ ଅନି ତାର୍‌ ଲଗେ ଆଇବାର୍‌ଦାର୍‌ଲାଇ ।

< マルコの福音書 1 >