< Acts 22 >

1 Ye men brethre and fathers heare myne answere which I make vnto you.
“ମର୍‌ ସଙ୍ଗାରି ଜିଉଦି ବାଇ ଆରି ବାବାମନ୍‌, ମର୍‌ ନିଜର୍‌ବାଟେଅନି ମୁଇ ଜାଇଟା କଇଲିନି ସେଟା ସୁନା!”
2 Whe they hearde that he spake in ye Ebrue tonge to them they kept the moore silence. And he sayde:
ସେମନର୍‌ ସଙ୍ଗ୍‍ ସେ ଇବ୍‌ରୁ ବାସାଇ କାତା କଇବାଟା ସୁନି, ଲକ୍‍ ମାନ୍ଦା ଚୁପ୍‍ଚାପ୍‌ ଅଇଲାଇ ଆରି ପାଉଲ୍‌ କଇବାକେ ଦାର୍‌ଲା,
3 I am verely aman which am a Iewe borne in Tharsus a cite in Cicill: neverthelesse yet brought vp in this cite at ye fete of Gamaliel and informed diligently in the lawe of the fathers and was fervent mynded to Godwarde as ye all are this same daye
“ମୁଇ ଗଟେକ୍‌ ଜିଉଦି ଲକ୍‌, ସିଲିସିଆର୍‌ ତାର୍‌ସିସେ ମର୍‌ ଜନମ୍‌, ମାତର୍‌ ମୁଇ ଜିରୁସାଲାମେ କାଇପିଇ ବଡ୍‌ ଅଇରଇଲି ଆରି ଗମଲିଏଲର୍‌ ସିସ୍‌ ରଇଲି । ଆମର୍‌ ଆନିଦାଦିମନର୍‌ ରିତିନିତି, ମୁଇ ଟିକ୍‌ ଇସାବେ ସିକିରଇଲି ଆରି ତମର୍‌ ପାରା ପର୍‌ମେସର୍‌କେ ମାନିକରି ଜିଇତେରଇଲି ।
4 and I persecuted this waye vnto the deeth byndynge and delyveringe into preson bothe men and wemen
ମାପ୍‌ରୁର୍‌ ବାଟେ ଜିବା ଲକ୍‌ମନ୍‌କେ ମାର୍‌ଦାର୍‌ କରି ସେମନ୍‌କେ ମରାଇଦେଇତେ ରଇଲି । ମାଇଜିଟକି ମୁନୁସ୍‌ପିଲା ସବୁକେ ବାନ୍ଦିକରି ବନ୍ଦି ଗରେ ପୁରାଇ ଦେଇତେ ରଇଲି ।
5 as the chefe prest doth beare me witnes and all the elders: of whom also I receaved letters vnto the brethren and wet to Damasco to bringe them which were there bounde vnto Ierusalem for to be punysshed.
ମର୍‌ ଏ କାତା ପୁରା ସତ୍‌ । ବଡ୍‌ ପୁଜାରି ଆରି ବଡ୍‌ ସବାର୍‌ ସବୁ ପାର୍‌ଚିନ୍‌ମନ୍‌ ସାକି ଆଚତ୍‌ । ଲକ୍‌ମନ୍‌କେ ବନ୍ଦି କରି ସିକ୍‌ଲି ସଙ୍ଗ୍‍ ବାନ୍ଦି ଜିରୁସାଲାମ୍‌ ଦାରିଆଇବାକେ, ମୁଇ ବଡ୍‍ ପୁଜାରିର୍‌ ଟାନେଅନି ଆଦେସ୍‌ ପତର୍‌ ପାଇ, ଦାମାସ୍‌କସେ ରଇବା ଜିଉଦି ବାଇମନର୍‌ ଲଗେ ଗାଲି ।”
6 And it fortuned as I made my iorney and was come nye vnto Damasco aboute none yt sodenly ther shone fro heaven a greate lyght rounde aboute me
“ମୁଇ ଜେଡେବେଲା ବାରଇ ଜିରୁସାଲମେ ଜିବାବେଲେ ଦାମାସ୍‌କସ୍‌ ଲଗାଲଗି ଅଇଲି, ପାକାପାକି ମୁଣ୍ଡ୍‌ବେଲାଇ, ଆକାସେଅନି ଗଟେକ୍‌ ଉଜଲ୍‌ ମର୍‌ ଚାରିବେଡ୍‌ତି ଉଜଲ୍‌ ଅଇଗାଲା ।”
7 and I fell vnto the erth and hearde a voyce sayinge vnto me: Saul Saul why persecutest thou me?
ମୁଇ ବୁଏଁ ଉମ୍‌ତାଡିଅଇ ଅଦ୍‌ରିଗାଲି ଆରି ମର୍‌ପାଇ ଏ କାତା ସୁନ୍‌ଲି, ସାଉଲ୍‌, ସାଉଲ୍‌! ମକେ ତୁଇ କାଇକେ କସ୍‌ଟ ଦେଲୁସ୍‌ନି?
8 And I answered: what arte thou Lorde? And he sayd vnto me: I am Iesus of Nazareth whom thou persecutest.
ମୁଇ ପାଚାର୍‌ଲି, “ମାପ୍‌ରୁ, ତମେ କେ? ସେ ମକେ କଇଲା, ‘ତମେ ଜାକେ କସ୍‌ଟ ଦେଲାସ୍‌ନି’ ମୁଇ ସେ ନାଜରିତର୍‌ ଜିସୁ ।”
9 And they that were with me sawe verely a lyght and were a frayde: but they hearde not the voyce of him that spake with me.
ମର୍‌ସଙ୍ଗ୍‍ ରଇଲା ଲକ୍‌ ସେ ଉଜଲ୍‌ ଦେକ୍‌ଲାଇ, ମାତର୍‌ ମର୍‌ ସଙ୍ଗ୍‍ କାତା ଅଇବା ଲକର୍‌ ସର୍‌ ସୁନି ନାପାର୍‌ଲାଇ ।
10 And I sayde: what shall I do Lorde? And the Lorde sayde vnto me: Aryse and goo into Damasco and there it shalbe tolde the of all thinges which are apoynted for the to do.
୧୦ମୁଇ ପାଚାର୍‌ଲି, “ମାପ୍‌ରୁ, ମୁଇ କାଇଟା କର୍‌ବି?” ମାପ୍‌ରୁ ମକେ କଇଲା, “ଉଟ୍‌, ଆରି ଦାମାସ୍‌କସେ ଜାଆ, ପରମେସର୍‌ ତର୍‌ ପାଇ ଜନ୍‌ କାମ୍‌ ଟିକ୍‌ କଲା ଆଚେ, ସେଟା ତମ୍‌କେ ତେଇ ଜାନାଇ ଦିଆଅଇସି ।”
11 And when I sawe nothynge for the brightnes of that light I was ledde by the honde of them that were with me and came into Damasco.
୧୧ସେ ଉଜଲ୍‌ ଏତେକ୍‌ ଉଜଲ୍‌ ରଇଲା ଜେ, ସେ ଉଜଲର୍‌ ବପୁ ସଙ୍ଗ୍‍, ମୁଇ କାଣା ଅଇଜାଇରଇଲି । ସେଟାର୍‌ପାଇ ମର୍‌ ସଙ୍ଗ୍‍, ଜିବା ଲକ୍‌ମନ୍‌, ମର୍‌ ଆତେ ଦାରି, ମକେ ଦାମାସ୍‌କସେ ଡାକିନେଲାଇ ।
12 And one Ananias a perfect man and as pertayninge to the lawe havinge good reporte of all the Iewes which there dwelt
୧୨ଦାମାସ୍‌କାସେ ଅନନିଅ ନାଉଁର୍‌ ଗଟେକ୍‌ ଦରମ୍‌ ଲକ୍‌ ରଇଲା । ସେ ଆମର୍‌ ରିତିନିତି ନାମି କରି ରଇଲା, ତେଇ ରଇବା ଜିଉଦିମନ୍‌ ସବୁ ତାକେ ବେସି ନାମ୍‌ତେ ରଇଲାଇ ।
13 came vnto me and stode and sayd vnto me: Brother Saul loke vp. And that same houre I receaved my sight and sawe him.
୧୩ସେ ମର୍‌ଲଗେ ଆସି ଟିଆଅଇ କଇଲା, “ବାଇ ସାଉଲ୍‌, ତୁଇ ଆଁକି ଆରି ତରେକ୍‌ ଦେକ୍‌ ।” ଟିକ୍‌ ସେ ଦାପ୍‌ରେ, ମୁଇ ଆରି ତରେକ୍‌ ଦେକ୍‌ବା ବପୁ ପାଇଲି ।
14 And he sayde the God of oure fathers hath ordeyned the before that thou shuldest knowe his will and shuldest se that which is rightfull and shuldest heare the voyce of his mouth:
୧୪ସେ କଇଲା, “ଆମର୍‌ ଆନିଦାଦିର୍‌ ମାପ୍‌ରୁ ସେ ମନ୍‌କର୍‌ବାଟା ଜାନ୍‌ବାକେ, ତାର୍‌ ଦରମର୍‌ ଦାଙ୍ଗ୍‌ଡାକେ ଦେକ୍‌ବାକେ ଆରି ତାର୍‌ କାତା ସୁନ୍‌ବାକେ, ତକେ ବାଚ୍‌ଲା ଆଚେ ।
15 for thou shalt be his witnes vnto all men of tho thinges which thou thou hast sene and hearde.
୧୫ତୁଇ କାଇଟା ଦେକିଆଚୁସ୍‌ ଆରି ସୁନି ଆଚୁସ୍‌, ସେଟା ସବୁ ଲକର୍‌ ଲଗେ ଦେକାଇବାକେ ଆରି ସୁନାଇବାକେ ତାକର୍‌ ସାକି ଅଇସୁ ।
16 And now: why tariest thou? Aryse and be baptised and wesshe awaye thy synnes in callinge on ye name of ye Lorde.
୧୬ଆରି କାଇକେ ଅଲ୍‌ସମ୍‌ କଲୁସ୍‌ନି? ଉଟ୍‌, ଡୁବନ୍‌ ନେ, ଆରି ତାକେ ପାର୍‌ତନା କରି ତର୍‌ ସବୁ ପାପେଅନି ପରିଚଲ୍‌ ଅ ।”
17 And it fortuned when I was come agayne to Ierusalem and prayde in the teple yt I was in a trauce
୧୭“ମୁଇ ଜିରୁସାଲମେ ବାଉଡି ଜାଇ, ତେଇର୍‌ ମନ୍ଦିରେ ପାର୍‌ତନା କର୍‌ବାବେଲେ, ମକେ ମାପ୍‌ରୁର୍‌ ଦର୍‌ସନ୍‌ ମିଲ୍‌ଲା ।
18 and sawe him sayinge vnto me. Make haste and get the quickly out of Ierusalem: for they will not receave thy witnes yt thou bearest of me.
୧୮ମାପ୍‌ରୁ ମକେ ନିଜେ ଦେକାଇଅଇ କଇଲା, ଦାପ୍‌ରେ ଜିରୁସାଲମ୍‌ ଚାଡି ଉଟି ଜା, କାଇକେ ବଇଲେ ଇତିର୍‌ ଲକ୍‌ମନ୍‌ ମର୍‌ ବିସଇ, ତୁଇ ସାକିଦେବାଟା ନ ନାମତ୍‌ ।”
19 And I sayde: Lorde they knowe that I presoned and bet in every synagoge them that beleved on the.
୧୯ମୁଇ କଇଲି “ମାପ୍‌ରୁ, ମୁଇ ପାର୍‌ତନା ଗର୍‌ମନ୍‌କେ ଜାଇ, ତମ୍‌କେ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌କେ, କେନ୍ତାରି ବନ୍ଦି କରି ରଇଲି ଆରି ମାଡ୍‌ ମାରି ରଇଲି, ଏଟା ସେମନ୍‌ ନିକ ସଙ୍ଗ୍‍ ଜାନତ୍‌ ।
20 And when the bloud of thy witnes Steven was sheed I also stode by and consented vnto his deeth and kept the rayment of them that slewe him.
୨୦ଆରି ଜେଡେବେଲ୍‌ ତମର୍‌ ସାକି ଦେଇ ରଇବା ତିପାନ୍‌କେ ମରାଇଦେଲାଇ, ମୁଇ ନିଜେ ତେଇ ରଇଲି, ତାକେ ମାରି ମରାଇଦେବାକେ ରାଜିଅଇରଇଲି । ମାରୁମନର୍‌ ବେଟ୍‌ଲା ବସ୍‌ତର୍‌ ଜାଗି ରଇଲି ।”
21 And he sayde vnto me: departe for I will sende the a farre hence vnto the Gentyls.
୨୧ମାପ୍‌ରୁ ମକେ କଇଲା, “ଜାଆ ମୁଇ ତକେ ବେସି ଦୁରିକେ ଜିଉଦି ନଇଲା ଲକ୍‌ମନର୍‌ ଲଗେ ପାଟାଇବି ।”
22 They gave him audience vnto this worde and then lifte vp their voyces and sayde: a waye wt soche a felowe fro the erth: yt is pitie that he shuld live.
୨୨ପାଉଲ୍‌ ଏ କାତା କଇବାଜାକ ଲକ୍‌ମନ୍‌ ମନ୍‌ଦିଆନ୍‌ ଦେଇ ସୁନ୍‌ତେ ରଇଲାଇ, ମାତର୍‌ ତାର୍‌ ପଚେ ସେମନ୍‌ ଆଉଲିଅଇକରି କଇଲାଇ, “ତାକେ ଜଗତେଅନି ବାର୍‌କରାଇ ଦିଆସ୍‌! ମରାଇ ଦିଆସ୍‌, ସେନ୍ତା ଲକ୍‌ ଜିଇବାକେ ଲଡା ନାଇ!”
23 And as they cryed and cast of their clothes and thrue dust into ye ayer
୨୩ସେମନ୍‌ ଆଉଲି ଅଇକରି ବସ୍‌ତର୍‌ ଉପ୍‌ରେ ଉଡାଇତେରଇଲାଇ ଆରି ଦୁଲି ମିସା ଉପ୍‌ରେ ଉଡାଇତେ ରଇଲାଇ ।
24 ye captayne bade him to be brought into the castle and commaunded him to be scourged and to be examined that he myght knowe wherfore they cryed on him.
୨୪ରମିୟ ସନିଅମନର୍‌ ମୁକିଆ ପାଉଲ୍‌କେ ଗଡ୍‌ ବିତ୍‌ରେ ଦାରିଜିବାକେ ସନିଅମନ୍‌କେ ତିଆର୍‌ଲା ଆରି ଜିଉଦିମନ୍‌ କାଇକେ ତାର୍‌ ବିରୁଦେ ଆଉଲି ଅଇଲାଇନି, ସେଟା ଜାନ୍‌ବାକେ ପାଉଲ୍‌କେ କର୍‌ଡା ସଙ୍ଗ୍‍ ମାର୍‌ବାକେ ଆଦେସ୍‌ ଦେଲା ।
25 And as they bounde him with thoges Paul sayde vnto the Centurion that stode by: Ys it laufull for you to scourge a man that is a Romain and vncondempned?
୨୫ମାତର୍‌ ସେମନ୍‌ ତାକେ କର୍‌ଡା ମାର୍‌ବାକେ ବାନ୍ଦିରଇଲା ବେଲେ, ପାଉଲ୍‌ ତେଇ ରଇବା ଗଟେକ୍‌ ଅଦିକାରିକେ କଇଲା, “କାଇ ଦସ୍‌ ନ ରଇକରି ଏବେ ଜାକ ବିଚାର୍‌ନା ନ ଅଇରଇବା ଗଟେକ୍‌ ରମିଅ ଲକ୍‌କେ କର୍‌ଡା ସଙ୍ଗ୍‍ ମାର୍‌ବାଟା, ଏଟା ତୁଇ ନିୟମ୍‌ ମାନ୍‌ଲୁସ୍‌ନି କି?”
26 When the Centurion hearde that he went and tolde the vpper captayne sayinge: What intendest thou to do? This man is a Romayne.
୨୬ଏ କାତା ସୁନିକରି ସନିଅ ଗାଲା ଆରି ସନିଅମନର୍‌ ମୁକିଅକେ କଇଲା, “ତୁଇ କାଇଟା କଲୁସ୍‌ନି? ଏ ଗଟେକ୍‌ ରମିଅ ଲକ୍‌!”
27 Then the vpper captayne came and sayde to him: tell me art thou a Romayne? He sayde: Yee.
୨୭ସନିଅମନର୍‌ ମୁକିଅ ପାଉଲର୍‌ ଲଗେ ଜାଇ ପାଚାର୍‌ଲା, “ସତଇସେ ତମେ କାଇ, ରମିଅ ଲକ୍‌ କି?” ପାଉଲ୍‌ ଉତର୍‌ ଦେଲା “ଉଁ ।”
28 And the captayne answered: with a greate some obtayned I this fredome. And Paul sayde: I was fre borne.
୨୮ସେନାପତି କଇଲା, “ମୁଇ ରମିଅ ସର୍‌କାର୍‌କେ ଡାବୁ ଦେଇକରି ଗଟେକ୍‌ ରମିଅ ଲକ୍‌ ଅଇଲି ଆଚି ।” ପାଉଲ୍‌ କଇଲା “ମାତର୍‌ ମୁଇ ଜନମ୍‌ କଲାବେଲେଅନି ରମିଅ ଲକ୍‌ ।”
29 Then strayght waye departed from him they which shuld have examyned him. And the hye captayne also was a frayde after he knewe that he was a Romayne: because he had bounde him.
୨୯ଏଟା ସୁନିକରି ଜନ୍‌ଲକ୍‌ମନ୍‌ ପାଉଲ୍‌କେ ପାଚାର୍‌ବାର୍‌ ଜାଇରଇଲାଇ, ସେମନ୍‌ ପଚ୍‌କେ ଗୁଚ୍‌ଲାଇ । ପାଉଲ୍‌ ଗଟେକ୍‌ ରମିୟ ଲକ୍‌ ବଲି ଜାନ୍‌ଲାକେ, ସେମନର୍‌ ନେତା ମିସା ଡର୍‌ଲା । କାଇକେବଇଲେ ପାଉଲ୍‌କେ ସିକ୍‌ଲି ସଙ୍ଗ୍‍ ବାନ୍ଦ୍‌ବାକେ ସେ ସେ ତିଆରିରଇଲା ।
30 On the morowe because he wolde have knowen the certayntie wherfore he was accused of the Iewes he lowsed him from his bondes and commaunded the hye Prestes and all the counsell to come together and brought Paul and set him before them.
୩୦ଜିଉଦିମନ୍‌ ପାଉଲ୍‌କେ କାଇବଲି ନିନ୍ଦା କର୍‌ତେରଇଲାଇ, ସେଟା ଜାନ୍‌ବାକେ ସନିଅମନର୍‌ ମୁକିଅ ମନ୍‌ କର୍‌ତେରଇଲା । ତେବର୍‌ପାଇ ତାର୍‌ ଆର୍‌କର୍‌ ଦିନେ ସବୁ ପୁଜାରିମନ୍‌କେ ଆରି ବଡ୍‌ ସବାର୍‌ ମେମର୍‌ମନ୍‌କେ ରୁଣ୍ଡାଇବାକେ ତିଆର୍‌ଲା । ତାର୍‌ ପଚେ ସେ ପାଉଲ୍‌କେ ବାନ୍ଦ୍‌ଲା ସିକ୍‌ଲି କୁସ୍‌ଲାଇ, ଦାରିକରି ଆନ୍‌ଲା ଆରି ବଡ୍‌ ସବାଇ ତାକର୍‌ ମୁଆଟେ ଟିଆ କରାଇଲା ।

< Acts 22 >