< Acts 21 >

1 And it chaunsed that assone as we had launched forth and were departed from them we came with a strayght course vnto Choon and the daye folowinge vnto the Rhodes and from thence vnto Patara.
ସେମନ୍‌କେ ପାଟାଇଦେଇକରି ଆମେ ତେଇଅନି ଜାଜେ ଚଗି ସିଦା କସ୍‌ ନାଉଁର୍‌ ଜାଗାଇ କେଟ୍‌ଲୁ । ତାର୍‌ ଆର୍‌କର୍‌ ଦିନେ ରଦେ କେଟ୍‌ଲୁ, ସମ୍‌ଦୁର୍‌ ପାଲି ପାଲି ଜାଇ ପାତାରା ନାଉଁର୍‌ ଜାଗାଇ ଗାଲୁ ।
2 And we founde a shippe redy to sayle vnto Phenices and went a borde and set forthe.
ତେଇଅନି ପିନିସିଆଇ ଜାଇତେ ରଇବା ଗଟେକ୍‌ ଜାଜେ ଚଗି ଜିବାର୍‌ ଦାର୍‌ଲୁ ।
3 Then appered vnto vs Cyprus and we lefte it on the lefte honde and sayled vnto Syria and came vnto Tyre. For there the shyppe vnladed her burthen.
ତାର୍‌ପଚେ ଡିସ୍‌ତେରଇବା ସାଇପରସ୍‌ ନାଉଁର୍‌ ଗଟେକ୍‌ ଜାଗାଇ କେଟ୍‌ଲୁ । ତେଇଅନି ତାର୍‌ ଦକିଣ୍‌ଦିଗ୍‌ ବାଟେ ଜାଇ ସିରିଆଇ କେଟ୍‌ଲୁ । ଆମେ ଟାୟର୍‌ ନାଉଁର୍‌ ଗଟେକ୍‌ ଜାଗାଇ, ପାନିଜାଜେଅନି ଉତର୍‌ଲୁ, କାଇକେ ବଇଲେ, ଏ ଜାଜେଅନି ଦିନ୍‍ସୁମନ୍‌ ଉତ୍‌ରାଇବାର୍‌ ରଇଲା ।
4 And when we had founde brethren we taryed there. vii. dayes. And they tolde Paul thorowe ye sprete that he shuld not goo vp to Ierusalem.
ତେଇ ଆମେ କେତେଟା ବିସ୍‌ବାସିମନର୍‌ ସଙ୍ଗ୍‍ ବେଟ୍‌ ଅଇ ସେମନର୍‌ ସଙ୍ଗ୍‍ ଗଟେକ୍‌ ଆଟ୍‌ ରଇଲୁ, ସୁକଲ୍‌ଆତ୍‌ମାର୍‌ ଚାଲ୍‌ନା ପାଇକରି ସେମନ୍‌, ଜିରୁସାଲମେ ଜିବାକେ ପାଉଲ୍‌କେ ମନା କଲାଇ ।
5 And when the dayes were ended we departed and went oure wayes and they all brought vs on oure waye wt their wyves and chyldren tyll we were come out of the cyte. And we kneled doune in the shore and prayde.
ମାତର୍‌ ସେମନର୍‌ ସଙ୍ଗ୍‍ ଗଟେକ୍‌ ଆଟ୍‌ ରଇଲା ପଚେ, ଆମେ ସେମନ୍‌କେ ଚାଡିକରି ଆମର୍‌ ବାଟେ ଉଟି ଆଇଲୁ । ଆମ୍‌କେ ପାଟାଇ ଦେବାକେ ସେମନ୍‌ ନିଜର୍‌ ନିଜର୍‌ ପିଲା ମାଇଜି ସଙ୍ଗ୍‍ ଗଡ୍‌ ବାଇରେ ରଇବା, ସମ୍‌ଦୁର୍‌ କଣ୍ଡିଜାକ ଆଇଲାଇ । ତେଇ ଆମେ ସବୁ ଲକ୍‌ ମାଣ୍ଡିକୁଟା ଦେଇ ପାର୍‌ତନା କଲୁ ।
6 And when we had taken oure leave one of another we toke shyppe and they returned home agayne.
ତାର୍‌ପଚେ ଆମେ ସେମନର୍‌ ସଙ୍ଗ୍‍, ଜୁଆର୍‌ବେଟ୍‌ ଅଇ ଜାଜେ ଚଗ୍‌ଲୁ, ସେମନ୍‌ ଗରେ ବାଉଡି ଗାଲାଇ ।
7 When we had full ended the course fro Tyre we aryved at Ptolomaida and saluted the brethren and abode with the one daye.
ଆମେ ଟାୟରେଅନି ପାନିଜାଜେ ବାରଇ ପତ୍‌ଲମା ନାଉଁର୍‌ ଜାଗାଇ କେଟ୍‌ଲୁ, ତେଇ ବିସ୍‌ବାସି ବାଇମନର୍‌ ସଙ୍ଗ୍‍ ଜୁଆର୍‌ବେଟ୍‌ ଅଇ ଗଟେକ୍‌ ଦିନ୍‌ ରଇଲୁ ।
8 The nexte daye we that were of Pauls copany departed and came vnto Cesarea. And we entred into the housse of Philip ye Evagelist which was one of the seve deacones and abode with him.
ଆର୍‌କର୍‌ ଦିନେ ଆମେ ସେ ଜାଗା ଚାଡି, ସିସେରିଆ ନାଉଁର୍‌ ଜାଗାଇ କେଟ୍‌ଲୁ, ତେଇ ମାପ୍‌ରୁର୍‌ କାତା ଜାନାଇବା, ପିଲିପର୍‌ ଗରେ ରଇଲୁ, ଜିରୁସାଲମେ ସେବା କର୍‌ବାକେ ବାଚାଇଅଇରଇବା ସାତ୍‌ ଲକର୍‌ ବିତ୍‌ରେଅନି, ପିଲିପ୍‌ ଗଟେକ୍‌ ଲକ୍‌ ରଇଲା ।
9 The same man had fower doughters virges which dyd prophesy.
ପିଲିପର୍‌ ଚାର୍‌ଟା ଦାଙ୍ଗ୍‌ଡି ଟକିମନ୍‌ ବିବା ନ ଅଇକରି ରଇଲାଇ, ସେମନ୍‌ ପରମେସର୍‌ କଇଲା କାତା ଜାନାଇତେ ରଇଲାଇ ।
10 And as we taried there a good many dayes there came a certayne prophete from Iurie named Agabus.
୧୦ଆମେ ସେ ଜାଗାଇ ବେସି ଦିନ୍‌ ରଇଲା ପଚେ, ଜିଉଦା ରାଇଜେଅନି ଆଗାବ୍‌ ନାଉଁର ଗଟେକ୍‌ ବବିସତ୍‌ବକ୍‌ତା ତେଇ ଆଇଲା ।
11 When he was come vnto vs he toke Pauls gerdell and bounde his hondes and fete and sayde: thus saith the holy goost: so shall ye Iewes at Ierusalem bynde the man yt oweth this gerdell and shall delyver him into the hondes of the gentyls.
୧୧ସେ ଆମର୍‌ ଲଗେ ଆସି ପାଉଲର୍‌ ଆଟାବେଡା ନେଲା, ତେଇ ସେ ନିଜର୍‌ ଆତ୍‌ ଗଡ୍‌ ବାନ୍ଦି କରି କଇଲା, “ସୁକଲ୍‌ଆତ୍‌ମା ମକେ ଜାନାଇଲା ଆଚେ ଜେ, ଏ ଆଟାବେଡାର୍‌ ସାଉକାର୍‌କେ ଜିରୁସାଲାମର୍‌ ଜିଉଦିମନ୍‌, ଏନ୍ତି ବାନ୍ଦି ଜିଉଦିନଇଲା ଲକ୍‌ମନ୍‍କେ ସର୍‌ପିଦେବାଇ ।”
12 When we hearde this both we and other of the same place besought him that he wolde not goo vp to Ierusalem.
୧୨ଏଟା ସୁନି ଆମେ ଆରି ସେ ଜାଗାଇ ରଇଲା ବିନ୍‌ଲକ୍‌ମନ୍‌, ପାଉଲ୍‌କେ “ଜିରୁସାଲାମେ ନ ଜାଆ” ବଲି ବାବୁଜିଆ କଲୁ ।
13 Then Paul answered and sayde: what do ye wepynge and breakinge myne hert? I am redy not to be bound only but also to dye at Ierusalem for ye name of ye Lorde Iesu.
୧୩ମାତର୍‌ ପାଉଲ୍‌ କଇଲା, “ତମେ ଏଟା କାଇଟା କଲାସ୍‌ନି, କାଇକେ ଏନ୍ତି କାନ୍ଦାବୁବା ଅଇ ମର୍‌ ମନ୍‌ କିଲ୍‌ବିଲ୍‌ କଲାସ୍‌ନି? ଜିରୁସାଲାମ୍‌ ଅବ୍‌କା ବାନ୍ଦାଇ ଅଇବାକେସେ ନାଇ, ମାତର୍‌ ମୁଇ ମାପ୍‌ରୁ ଜିସୁର୍‌ ପାଇ ମର୍‌ବାକେ ମିସା ରାଜି ଆଚି ।”
14 When we coulde not turne his mynde we ceased sayinge: the will of ye Lorde be fulfilled.
୧୪ଆମେ ତାକେ ବୁଜାଇ ନାପାରି, ତେଇଅନି ଚିମ୍‌ରାଇ ଅଇ କଇଲୁ “ମାପ୍‌ରୁ ମନ୍‍ କଲାଟା ପୁରାପୁରୁନ୍‌ ଅ ।”
15 After those dayes we made oure selfes redy and went vp to Ierusalem.
୧୫ତେଇ କେତେଦିନ୍‌ ରଇକରି, ଆମର୍‌ ଦିନ୍‍ସୁପତର୍‌ ସାଜାଡି ଜିରୁସାଲମେ ଜିବାକେ ବାରଇଲୁ ।
16 There went with vs also certayne of his disciples of Cesarea and brought with them one Mnason of Cyprus an olde disciple with whom we shuld lodge.
୧୬ସିସେରିଆର୍‌ କେତେଟା ସିସ୍‌ମନ୍‌, ଆରି ସାଇପରସର୍‌ ମନାସନ୍‌ ନାଉଁର୍‌ ବିସ୍‌ବାସି ମିସା ଆମର୍‌ ସଙ୍ଗ୍‍ ଆଇଲା । ମନାସନର୍‌ ଗରେ ଆମେ ରଇବାକେ ଟିକ୍‌ ଅଇରଇଲା ।
17 And when we were come to Ierusalem the brethren receaved vs gladly.
୧୭ଜିରୁସାଲମର୍‌ ବିସ୍‌ବାସି ବାଇମନ୍‌ ଆମ୍‌କେ ସାର୍‌ଦାସଙ୍ଗ୍‍ ଗତିଆ କଲାଇ ।
18 And on the morowe Paul wet in with vs vnto Iames. And all the elders came to geder.
୧୮ତାର୍‌ ଆର୍‌କର୍‌ ଦିନେ ପାଉଲ୍‌ ଆମର୍‌ ସଙ୍ଗ୍‍ ଜାକୁବ୍‌କେ ଦେକ୍‌ବାକେ ଗାଲା, ମଣ୍ଡଲିର୍‌ ସବୁ ପାର୍‌ଚିନ୍‌ମନ୍‌ ତେଇ ରୁଣ୍ଡି ରଇଲାଇ ।
19 And when he had saluted them he tolde by order all thinges that God had wrought amoge the getyls by his ministracion.
୧୯ପାଉଲ୍‌ ସେମନ୍‌କେ ଜୁଆର୍‌ବେଟ୍‌ ଅଇ ତାକର୍‌ କାମେଅନି, ପରମେସର୍‌ ଜିଉଦିନଇଲା ଲକ୍‌ମନର୍‌ ବିତ୍‌ରେ ଜାଇଟା କରିରଇଲା ତାର୍‌ ଗଟେକ୍‌ ଟିକିନିକିର୍‌ ତାଲିକା ଦେଲା ।
20 And when they hearde it they glorified the Lorde and sayde vnto him: thou seist brother how many thousande Iewes ther are which beleve and they are all zelous over ye lawe.
୨୦ତାର୍‌ କାତା ସୁନ୍‌ଲାପଚେ ସେମନ୍‌ ସବୁ ଲକ୍‌ ପରମେସରର୍‌ ଡାକ୍‌ପୁଟା କଲାଇ । ତାର୍‌ପଚେ କଇଲାଇ, “ବାଇ ପାଉଲ୍‌, ତମେ ଦେକ୍‌ଲାସ୍‌ନି, କେନ୍ତି, ଏବେ ଅଜାର୍‌ ଅଜାର୍‌ ଜିଉଦିମନ୍‌ ମାପ୍‌ରୁ ଜିସୁକେ ମାନ୍‌ଲାଇନି ଆରି ସେମନ୍‌ ରିତିନିତି ମିସା ମାନ୍‌ଲାଇନି ।
21 And they are informed of the that thou teachest all the Iewes which are amoge the gentyls to forsake Moses and sayst that they ought not to circumcise their chyldren nether to live after the customes.
୨୧ସେମନ୍‌ କବର୍‌ ପାଇଆଚତ୍‌ ଜେ, ତମେ ଜିଉଦିନଇଲା ଦେସେ ବାସା ଅଇରଇଲା, ଜିଉଦିମନ୍‌କେ ମସାର୍‌ ରିତିନିତି ଚାଡିଦେବାକେ, ସେମନର୍‌ ପିଲାମନ୍‌କେ ସୁନତ୍‌ ନ କର୍‌ବାକେ ଆରି ଜିଉଦି ରିତିନିତି ନ ମାନ୍‌ବାକେ ସିକିଆ ଦେଲାସ୍‌ନି ।
22 What is it therfore? The multitude must nedes come togeder. For they shall heare that thou arte come.
୨୨ତମେ ଇତି କେଟିଆଚାସ୍‌ ବଲି ସେମନ୍‌ ସତ୍‌ସେ ସୁନ୍‌ବାଇ । ସେନ୍ତି ଆଲେ କାଇଟା କରିଅଇସି?
23 Do therfore this that we saye to the. We have. iiii. men which have a vowe on them.
୨୩ଆମେ ମନ୍‍କଲୁନି ତମେ ଗଟେକ୍‌ କାମ୍‌ କରା ବଲି । ଇତି ରଇଲା ଚାରିଲକ୍‌ ଗଟେକ୍‌ ମାନତ୍‌ କଲାଇଆଚତ୍‌ ।
24 Them take and purifye thy selfe with them and do cost on them that they maye shave their heeddes and all shall knowe yt tho thinges which they have hearde concerninge the are nothinge: but that thou thy selfe also walkest and kepest the lawe.
୨୪ସେମନର୍‌ ସଙ୍ଗ୍‍ ଜାଆ । ସୁକଲ୍‌ ଅଇବା ବିଦି ମାନ୍‌ବାତେଇ ସେମନର୍‌ ସଙ୍ଗ୍‍ ମିସା ଆରି ସେମନର୍‌ କର୍‌ଚା ଦେ । ତାର୍‌ପଚେ ସେମନ୍‌ ନିଜର୍‌ ନିଜର୍‌ ମୁଣ୍ଡ୍ କୁରାଇ ଅଅତ୍‌ । ଇତିଅନି ଜାନାପଡ୍‌ସି ଜେ, ତମର୍‌ ବିସଇ ବାରଇରଇବା କାଇମିସା କବର୍‌ ସତ୍‌ ନଏଁ, ମାତର୍‌ ତମେ ମସାର୍‌ ରିତିନିତି ଇସାବେ ଜିବନ୍‌ ଜିଇଲାସ୍‌ନି ।
25 For as touchinge the gentyls which beleve we have written and concluded yt they observe no soche thinges: but that they kepe them selves from thinges offred to ydoles from bloud fro strangled and fro fornicacion.
୨୫ମାତର୍‌ ଜିଉଦି ନ ଅଇଲା ଲକ୍‌ମନ୍‌ ବିସ୍‌ବାସି ଅଇଆଚତ୍‌ । ସେମନ୍‍କେ ଗଟେକ୍‌ ଚିଟି ଲେକି ଉପ୍‌ଦେସ୍‌ ଦେଲୁଆଚୁ ଜେ, ଆମର୍‌ କଇଲା କାତା ଇସାବେ, ସେମନ୍‌ ପୁତ୍‌ଲାମନ୍‌କେ ବିରୁକଲା କାଦି ନ କାଅତ୍‌, ବନି ନ କାଅତ୍‌, ଟଟ୍‌ରି ପିଚ୍‌କି ମରାଇରଇବା ପସୁର୍‌ ମାଉଁସ୍‌ ନ କାଅତ୍‌ ଆରି ବିନ୍‌ ମାଇଜିମନର୍‌ ସଙ୍ଗ୍‍ ପାପ୍‌ କାମ୍‌ କର୍‌ବାଟାନେଅନି ଦୁରିକେ ରଅତ୍‌ ।”
26 Then the nexte daye Paul toke the men and purified him selfe with them and entred into the teple declaringe that he observed the dayes of ye purificacio vntyll that an offeringe shuld be offred for every one of them.
୨୬ତାର୍‌ ପର୍‌ଦିନେ ପାଉଲ୍‌ ସେ ଚାର୍‌ ଲକର୍‌ ସଙ୍ଗ୍‍ ସୁକଲ୍‌ ଅଇବା ବିଦି ମାନ୍‌ଲା । ତାର୍‌ ପଚେ ସେ ମନ୍ଦିରେ ଜାଇ ସୁକଲ୍‌ ଅଇବା କାମ୍‌ କେବେ ସାର୍‌ସି, ଆରି କେଡେବଲ୍‌ ବିରୁ କର୍‌ବାଟା ଅଇସି, ସେଟା ଜାନାଇଦେଲା ।
27 And as the seven dayes shuld have bene ended ye Iewes which were of Asia when they sawe him in the teple they moved all the people and layde hondes on him
୨୭ଏ ସୁକଲ୍‌ ଅଇବା କାମର୍‌ ସାତ୍‌ ଦିନ୍‌ ଗାଲା ପଚେ, ଆସିଆ ରାଇଜର୍‌ କେତେଟା ଜିଉଦିମନ୍‌ ପାଉଲ୍‌କେ ମନ୍ଦିରେ ଦେକ୍‌ଲାଇ, ସେମନ୍‌ ତେଇ ରୁଣ୍ଡ୍‌ଲା ଲକ୍‌ମନ୍‌କେ ଉସ୍‌କାଇକରି ପାଉଲ୍‌କେ ଦାର୍‌ଲାଇ ।
28 cryinge: men of Israel helpe. This is the man that teacheth all men every where agaynst the people and the lawe and this place. Moreover also he hath brought Grekes into the teple and hath polluted this holy place.
୨୮ସେମନ୍‌ ଆଉଲି ଅଇକରି କଇଲାଇ, “ଏ ଇସ୍‌ରାଏଲର୍‌ ବାଇମନ୍‌ ଆମ୍‌କେ ସାଇଜ କରା! ଏ ଲକ୍‌ ଚାରିବାଟେ ଜାଇକରି ଇସ୍‌ରାଏଲ୍‌ ମନର୍‌ ବିରଦେ, ମସାର୍‌ ନିୟମ୍‌ ଆରି ଏ ମନ୍ଦିର୍‌ ବିରଦେ, ସିକିଆ ଦେଲାନି । ଏବେ କେତେଟା ଗିରିକ୍‌ ଲକ୍‌ମନ୍‌କେ ମନ୍ଦିର୍‌ ବିତ୍‌ରେ ଆନି, ଏ ସୁକଲ୍‌ ଜାଗା ଅସୁକଲ୍‌ କଲା ଆଚେ ।”
29 For they sawe one Trophimus an Ephesian with him in the cyte. Him they supposed Paul had brought into the teple.
୨୯ସେମନ୍‌ ଗଡ୍‌ ବିତ୍‌ରେ ଏପିସସର୍‌ ତର୍‌ପିମ୍‌କେ ପାଉଲ୍‌ ସଙ୍ଗ୍‍ ଦେକି ରଇଲାର୍‌ ପାଇ ବାବ୍‌ଲାଇ ଜେ, ପାଉଲ୍‌ ତାକେ ମନ୍ଦିରେ ନେଲା ଆଚେ ବଲି ।
30 And all the cyte was moved and the people swarmed to geder. And they toke Paul and drue him out of the teple and forthwith the dores were shut to.
୩୦ଗଡର୍‌ ଗୁଲାଇ ବାଟେ ରିସାର୍‌ କିଲ୍‌ବିଲ୍‌ ଡାବିଅଇଗାଲା । ଲକ୍‌ମନ୍‌ ପାଉଲ୍‌କେ ମନ୍ଦିର୍‌ ବାଇରେ ଅର୍‌ଗଡି ଆନ୍‌ଲାଇ, ଆରି ମନ୍ଦିରର୍‌ କାପାଟ୍‌ମନ୍‌ ଡାବିଦେଲାଇ ।
31 As they went about to kyll him tydinges came vnto the hye captayne of the soudiers that all Ierusalem was moved.
୩୧ରିସାଅଇଲା ଲକ୍‌ମନ୍‌ ପାଉଲ୍‌କେ ମରାଇବାକେ ଚେସ୍‌ଟା କଲାଇ, ମାତର୍‌ ସମାନ୍‍ ସେ ବେଲାଇ “ଜିରୁସାଲାମେ ଗଣ୍ଡ୍‍ଗଲ୍‌ ଚାଲ୍‌ଲା ଆଚେ ।” ବଲି ରମିୟ ସନିଅମନର୍‌ କବର୍‌ ସୁନ୍‌ଲାଇ ।
32 Which immediatly toke soudiers and vndercaptaynes and ranne doune vnto them. When they sawe ye vpper captayne and the soudiers they lefte smytinge of Paul.
୩୨ସେ କେତେଟା ସେନାପତି କେତେଟା ସନିଅମନ୍‌କେ ଦାରି ଦାପ୍‌ରେ, ଗଟ୍‍ନା ଗଟ୍‌ଲା ଜାଗାଇ ଆସି କେଟ୍‌ଲା । ଲକ୍‌ମନ୍‌ ସନିଅ ଆରି ସେନାପତିକେ ଦେକିକରି ପାଉଲ୍‌କେ ମାର୍‌ବାଟା ଚାଡିଦେଲାଇ ।
33 Then the captayne came neare and toke him and comaunded him to be bounde with two chaynes and demaunded what he was and what he had done.
୩୩ସେନାପତି ପାଉଲ୍‌କେ ବନ୍ଦିକରି, ତାକେ ଦୁଇଟା ସିକ୍‌ଲିତେଇ ବାନ୍ଦ୍‌ବାକେ ଆଦେସ୍‌ ଦେଲା, ତାର୍‌ ପଚେ ସେ ପାଚାର୍‌ଲା, “ଏ ଲକ୍‌ କେ? ଆରି ସେ କାଇଟା କଲା ଆଚେ?”
34 And one cryed this another that amoge the people. And whe he coulde not knowe the certayntie for ye rage he comaunded him to be caryed into the castle.
୩୪ଲକ୍‌ମନର୍‌ ମାନ୍ଦାଇଅନି କେ କେତେ ରକାମ୍‌ କାତା କଇ ଆଉଲିଅଇଲାଇ । ଏନ୍ତି କିରମାର୍‌ ଅଇଲା ଜେ, ସନିଅମନର୍‌ ମୁକିଆ, ସତ୍‌ସେ, ଏ ଗଟ୍‍ନା କାଇକେ ଅଇଲା ବଲି ବୁଜିନାପାର୍‌ଲା । ସେଟାର୍‌ପାଇ ସେ ପାଉଲ୍‌କେ ଗଡ୍‌ବିତ୍‌ରେ ଦାରିଜିବାକେ ସନିଅମନ୍‌କେ ଆଦେସ୍‌ ଦେଲା ।
35 And whe he came vnto a grece it fortuned that he was borne of the soudiers of the violence of the people.
୩୫ସନିଅମନ୍‌ ପାଉଲ୍‌କେ ଦାରି ଚଗ୍‌ବା ପାଉଚେ କେଟ୍‌ଲା ଦାପ୍‌ରେ, ତାର୍‌ ଚାରିବେଡ୍‌ତି ରଇଲା ଲକ୍‌ମନ୍‌ ବେସି ଆଉଲି ଅଇଲାଇକେ ସନିଅମନ୍‌ ତାକେ ବଇ ଦାରିଗାଲାଇ ।
36 For the multitude of the people folowed after cryinge: awaye wt him.
୩୬ବଇନେବା ବେଲେ ଲକ୍‌ମନ୍‌ ପଚ୍‌ପଚ୍‌ ଆସି ତାକେ ମରାଆ ବଲି ଆଉଲି ଅଇତେରଇଲାଇ ।
37 And as Paul shuld have bene caryed into the castle he sayde vnto the hye Captayne: maye I speake vnto the? Which sayde: canst thou speake Greke?
୩୭ପାଉଲ୍‌କେ ସନିଅମନ୍‌ ଗଡ୍‌ବିତ୍‌ରେ ନେବାବେଲେ ସେ ସନିଅମନର୍‌ ମୁକିଆକେ କଇଲା, “ମୁଇ ତମର୍‌ ସଙ୍ଗ୍‍ କାତା ଅଇପାର୍‌ବି କି?” ସନିଅମନର୍‌ ମୁକିଆ କଇଲା, “ତୁଇତା ଗିରିକ୍‌ କଇଲୁସ୍‌ନି ।
38 Arte not thou that Egypcian which before these dayes made an vproure and ledde out into the wildernes. iiii. thousande men that were mortherers?
୩୮ସେନ୍ତି ଆଲେ କେତେ ଦିନ୍‌ ଆଗେ ମିସରର୍‌ ଜନ୍‌ ଲକ୍‌ ଚାରି ଅଜାର୍‌ କାଙ୍ଗାର୍‌ମନର୍‌ ସଙ୍ଗ୍‍ କେଟିରଇଲା, ତମେ ସେ ଲକ୍‌ ନୁଆଁସ୍‌!”
39 But Paul sayde: I am a ma which am a Iewe of Tharsus a cite in Cicill a Citesyn of no vyle cite I beseche ye soffre me to speake vnto ye people.
୩୯ପାଉଲ୍‌ କଇଲା, “ମୁଇ ସିଲିସିଆର୍‌ ତାର୍‌ସିସେ ଜନମ୍‌ କରିରଇବା ଗଟେକ୍‌ ଜିଉଦି, ଗଟେକ୍‌ ମୁକିଅ ଗଡର୍‌ ଲକ୍‌ । ଏ ଲକ୍‌ମନ୍‌କେ ବୁଜାଇ କଇବାକେ ଦୟାକରି ମକେ ଅଲପ୍‌ ଆଦେସ୍‌ ଦିଆ ।”
40 When he had geve him licece Paul stode on ye steppes and beckned with the honde vuto the people and ther was made a greate silence. And he spake vnto the in ye Ebrue tonge sayinge:
୪୦ସେନାପତି ତାକେ ଆଦେସ୍‌ ଦେଲାକେ ପାଉଲ୍‌ ପାଉଚ୍‌ ଉପ୍‌ରେ ଟିଆଅଇ, ଲକ୍‌ମନ୍‌କେ ଚିମ୍‌ରା ଅଇବାକେ ଆତ୍‌ ସାଗିଆ କଲା । ସେମନ୍‌ ଚିମ୍‌ରା ଅଇଲାଇକେ, ପାଉଲ୍‌ ଇବ୍‌ରୁ ବାସାଇ କଇଲା ।

< Acts 21 >