< Об'явлення 11 >

1 І да́но трости́ну мені, подібну до па́лиці, і сказано: „Устань, і зміряй храма Божого й же́ртівника, і тих, хто вклоняється в ньому.
ତାର୍‌ପଚେ ମକେ ନାପ୍‌ବା ଡାଙ୍ଗ୍‌ ପାରା ଡିସ୍‌ବା ଡାଙ୍ଗ୍‌ ଗଟେକ୍‌ ଦିଆଅଇଲା । “ଜାଆ ଆରି ପର୍‌ମେସରର୍‌ ମନ୍ଦିର୍‌ ଆରି ବେଦି ନାପ୍‌ । ମନ୍ଦିରେ ପାର୍‌ତନା କର୍‌ବା ଲକ୍‌ମନ୍‌କେ ଏଜିକରି ଆଉ ।”
2 А двір, що за храмом, лиши та не міряй його, бо він да́ний поганам, — і сорок два місяці бу́дуть топтати вони святе місто.
ମାତର୍‌ ମନ୍ଦିର୍‌ ବାଇରେ ରଇବା ଡାଣ୍ଡ୍‌ ନାପ୍‌ନାଇ । କାଇକେବଇଲେ ସେ ଜାଗା ଜିଉଦି ନ ଅଇଲା ଲକ୍‌ମନ୍‌କେ ଦିଆଅଇଲା ଆଚେ । ସେମନ୍‌ ସୁକଲ୍‌ ନଅରେ ରଇ ୪୨ ମାସ୍‌ ଜାକ ସେ ନଅର୍‌କେ ଅସୁକଲ୍‌ କରିଦେବାଇ ।
3 І звелю́ Я двом свідкам Своїм, і бу́дуть вони пророкувати тисячу двісті й шістдеся́т день, зодя́гнені в волосяни́цю.
ବାସ୍‌ତା ପିନ୍ଦିରଇବା ଦୁଇଟା ସାକିମନ୍‌କେ ମୁଇ ପାଟାଇବି । ସେ ବାରସ ସାଟେଦିନ୍‌ ମୁଇ ସେମନ୍‌କେ କଇଲାଟା ଜାନାଇବାଇ ।
4 Воні — дві оливки і два світильники́, що стоять перед Богом землі.
ସେ ଦୁଇଟା ସାକିମନ୍‌ ଜଗତର୍‌ ମାପ୍‌ରୁର୍‌ ମୁଆଟେ ଟିଆଅଇବା ଜିତ୍‌ ଗଚ୍‌ ଆରି ଦୁଇଟା ବତି ଅଇଆଚତ୍‌ ।
5 І коли б хто схотів учинити їм кривду, то вийде огонь з їхніх уст, — і поїсть ворогів їхніх. А коли хто захоче вчинити їм кривду, — той отак мусить бути забитий.
କେ ଜଦି ସେମନର୍‌ ଅନିଆଇ ଦେକି ମାର୍‌ବାକେ ଚେସ୍‌ଟା କର୍‌ବାଇ, ତାକର୍‌ ଟଣ୍ଡେଅନି ଜଇ ବାର୍‌କରାଇ ତାକର୍‌ ବିରଦିମନ୍‌କେ ବିନାସ୍‌ କର୍‌ବାଇ । ଏନ୍ତାରି ଜେ ସେମନ୍‌କେ ମାର୍‌ବାକେ ଚେସ୍‌ଟା କର୍‌ବାଇ, ସେମନ୍‌ ମରିଜିବାଇ ।
6 Вони мають вла́ду небо замкнути, щоб за днів їхнього пророцтва не йшов дощ. І мають вла́ду вони над водою, — у кров оберта́ти її, і вдарити землю всілякою карою, скільки разі́в вони схочуть.
ସେମନ୍‌ ପର୍‌ମେସରର୍‌ କବର୍‌ ଜାନାଇବାବେଲେ ଜେନ୍ତାରି କି ବର୍‌ସା ନଅ ବଲି ବାଦଲ୍‌କେ ଡାବିକରି ସଙ୍ଗଇବାକେ ତାକର୍‌ ଅଦିକାର୍‌ଆଚେ । ପାଜ୍‌ରା ପାନିମନ୍‌କେ ବନି କର୍‌ବାକେ ମିସା ତାକର୍‌ ଅଦିକାର୍‌ ରଇସି । ଜେଡେବେଲେ ମନ୍‌କଲେ, ସେଡେବେଲେ ଜନ୍‌ ରକାମ୍‌ ମର୍‌ଡି ଦର୍‌ତନି ଉପ୍‌ରେ କେତେତର୍‌ ମିସା କରି ବାଦାଦେବାକେ, ସେମନର୍‌ ଅଦିକାର୍‌ ଆଚେ ।
7 А коли вони скі́нчать свідо́цтво своє, то звірина́, що з безодні виходить, із ними війну поведе́, — і вона їх переможе та їх повбиває. (Abyssos g12)
ସେମନ୍‌ ତାକର୍‌ କବର୍‌ ଜାନାଇଲା ପଚେ, ଗଟେକ୍‌ ବେସି ଡର୍‌ ଲାଗ୍‌ବା ପସୁ ପାତାଲେଅନି ବାରଇଆସି ତାକର୍‌ ବିରୁଦେ ଜୁଇଦ୍‌ କର୍‌ସି । ସେ ପସୁ ସେମନ୍‌କେ ଆରାଇକରି ମରାଇଦେଇସି । (Abyssos g12)
8 І їхні трупи полишить на майда́ні великого міста, що зветься духовно Содо́м і Єгипет, де й Госпо́дь наш був розп'я́тий.
ବଡ୍‌ ନଅର୍‌ ସାଇର୍‌ ମଜାଇ ତାକର୍‌ ମଲା ଗାଗଡ୍‌ ରଇସି । ସେ ବଡ୍‌ ନଅରେ ତାକର୍‌ ମାପ୍‌ରୁ କୁରୁସ୍‌କାଟେ ସର୍‌ପି ଅଇରଇଲା । ସେ ନଅର୍‌ ସଦମ୍‌ କି ମିସର୍‌ ରାଇଜ୍‌ ପାରା ଆଚେ ।
9 І багато з наро́дів, і з племен, і з язи́ків, і з поган бу́дуть дивитися пі́вчверта дні на їхні трупи, не дозволять покласти в гроби́ їхніх тру́пів.
ତିନ୍‌ ଦିନ୍‌ ଆରି ଅଦା ଦିନର୍‌ପାଇ ସବୁ ରାଇଜର୍‌, ସବୁ ଦେସର୍‌, ସବୁ ବଁସର୍‌, ସବୁ ଜାତିର୍‌ ଆରି ସବୁ ବାସାର୍‌ ଲକ୍‌ ଦେକ୍‌ବାଇ । ସେ ମଲା ମଡାମନ୍‌କେ ତପ୍‌ବାକେ ସେମନ୍‌ ରାଜି ନଅତ୍‌ ।
10 А ме́шканці землі будуть тішитися та радіти над ними, і дару́нки пошлють один о́дному, бо мучили ці два пророки ме́шканців землі.
୧୦ଏ ଦୁଇ ଲକ୍‌ ମଲାର୍‌ପାଇ, ଜଗତର୍‌ ଲକ୍‌ ସାର୍‌ଦା ଅଇବାଇ । ଏ ଦୁଇଟା ବବିସତ୍‌ବକ୍‌ତାମନ୍‌ ଜଗତେ ବେସି ଦୁକ୍‌କସ୍‌ଟ ଆନାଇଲାଇଜେ ଲକ୍‌ମନ୍‌ ସାର୍‌ଦା ଅଇବାଇ ଆରି ସାଇସାର୍‌ଦା ଅଇକରି ସାର୍‌ଦା ଅଇବା ଜିନିସ୍‌ମନ୍‌ ଦିଆନିଆ ଅଇବାଇ ।
11 А по пі́вчверта днях дух життя ввійшов у них від Бога, — і вони повставали на ноги свої. І напав жах великий на тих, хто дивився на них!
୧୧ତିନ୍‌ଦିନ୍‌ ଆରି ଅଦା ଦିନ୍‌ ପଚେ ଜିବନ୍‌ ଦେବା ଗଟେକ୍‌ ପୁଣ୍ଡା ପର୍‌ମେସର୍‌ ଟାନେଅନି ଆସି ତାକର୍‌ ବିତ୍‌ରେ ପୁର୍‌ଲା । ଆରି ଏଦେ ଦେକା! ସେମନ୍‌ ଉଟ୍‌ଲାଇ । ସେମନ୍‌କେ ଦେକ୍‌ଲା ଲକ୍‌ମନ୍‌ ବେସି ଡରିଗାଲାଇ ।
12 І почули вони гучний голос із неба, що їм говорив: „Зійдіть сюди!“І на небо зійшли вони в хмарі, і вороги їхні дивились на них.
୧୨ତାର୍‌ପଚେ ସର୍‌ଗେ ଅନି ଗଟେକ୍‌ ଜବର୍‌ ସବଦ୍‌ ବବିସତ୍‌ବକ୍‌ତାମନ୍‌କେ କଇଲା, “ଉପ୍‌ରେ ଆସା ।” ଆରି ତାକର୍‌ ବିରଦିମନ୍‌ ଦେକ୍‌ବାବେଲେ ସେମନ୍‌ ଗଟେକ୍‌ ବାଦଲ୍‌ ଉପ୍‌ରେ ବସି ସର୍‌ଗେ ଗାଲାଇ ।
13 І тієї години зчинився страшни́й землетру́с, і десята частина міста того завали́лась... І в цім трусі загинуло сім тисяч лю́дських іме́н, а решта обго́рнена жахом була́, — і вони віддали́ славу Богу Небесному!
୧୩ସେଡ୍‌କିବେଲେ, ଏଦେ ଦେକା! ବେସି ଦର୍‌ତନି ଚୁଲ୍‌ବୁଲି ଗାଲା । ନଅରର୍‌ ଦସ୍‌ବାଗେଅନି ଗଟେକ୍‌ ବାଗ୍‌ କୁରୁପ୍‌ନାସ୍‌ ଅଇଗାଲା । ଆରି ତେଇ ୭,୦୦୦ ଲକ୍‌ମନ୍‌ ମରିଗାଲାଇ । ବାକି ରଇଲା ଲକ୍‌ମନ୍‌ ଡରିକରି ସର୍‌ଗେ ରଇବା ପର୍‌ମେସରର୍‌ ବପୁକେ ଡାକ୍‌ପୁଟା କଲାଇ ।
14 Друге горе минуло! Ото незабаром настане за ним третє горе!“
୧୪ବେସି ଡର୍‌ ଅଇବା ଦୁଇ ଲମର୍‌ ଦୁକ୍‌କସ୍‌ଟ ସାରିଗାଲା । ମାତର୍‌ ଏବେ ଦେକା ପଚର୍‌ଟା ଦାପ୍‌ରେ ଆଇସି ।
15 І засурмив сьо́мий ангол, — і на небі зчинились гучні голоси́, що казали: „Перейшло панува́ння над світом до Господа нашого та до Христа Його, — і Він зацарює на вічні віки́!“ (aiōn g165)
୧୫ତାର୍‌ପଚେ ସାତ୍‌ ଲମର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା! ସର୍‌ଗେ ଜବର୍‌ ଆଉଲି ଅଇବାଟା ସୁନିଅଇଲା । ଜଗତ୍‌କେ ସାସନ୍‌ କର୍‌ବା ବପୁ ଆମର୍‌ ମାପ୍‌ରୁ ଆରି ତାର୍‌ ମସିଅକେ । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ସାସନ୍‌ କର୍‌ସି । (aiōn g165)
16 І двадцять чотири ста́рці, що на престолах своїх перед Богом сидять, попа́дали на обличчя свої, та й уклонилися Богові,
୧୬ତାର୍‌ପଚେ ପର୍‌ମେସରର୍‌ ମୁଆଟେ ବସ୍‍ବା ଜାଗାଇ ବସିରଇବା ୨୪ ଟା ପାର୍‌ଚିନ୍‌ମନ୍‌ ଡାଣ୍ଡାସନ୍‌ ପଡି ତାକେ ଜୁଆର୍‌ କଲାଇ ।
17 кажучи: „Дяку складаємо Тобі, Господи, Боже Вседержителю, що Ти є й що Ти був, що прийняв Свою силу велику та й зацарюва́в!
୧୭ସେମନ୍‌ ଏନ୍ତାରି କଇଲାଇ “ମାପ୍‌ରୁ ପର୍‌ମେସର୍‌ ସବୁର୍‌ଟାନେଅନି ଉପ୍‌ରେ ଆଚେ । ସେ ସବୁବେଲେ ରଇଲା ଆରି ରଇସି ମିସା । ତର୍‌ ବଡ୍‌ ବପୁ ସଙ୍ଗ୍‍ ତୁଇ ସାସନ୍‌ କର୍‌ବାକେ ଆରାମ୍‌ କଲୁସ୍‌ । ଆରାମ୍‌ କଲାର୍‌ପାଇ ଆମେ ତକେ ଜୁଆର୍‌ କଲୁନି ।
18 А погани розлю́тилися, та гнів Твій прийшов, і час настав мертвих судити, і дати заплату рабам Твоїм, пророкам і святим, і тим, хто Йме́ння Твого боїться малим і великим, і знищити тих, хто нищить землю“.
୧୮ଜିଉଦି ନ ଅଇଲା ଲକ୍‌ମନ୍‌ ବେସି ରିସା ଅଇଜାଇରଇଲାଇ ।” କାଇକେବଇଲେ ଏବେ ରିସା ଅଇବା ପାଲି ତମର୍‌ଟା । ଏବେ ମଲା ଲକ୍‌ମନର୍‌ ବିଚାର୍‌ ଅଇସିବେ । ବବିସତ୍‌ବକ୍‌ତାମନ୍‌ ଜେ କି ତମର୍‌ ଦାଙ୍ଗ୍‌ଡା ଅଇରଇଲାଇ, ସେମନ୍‌କେ ପୁରୁସ୍‌କାର୍‌ ଦେବା ବେଲା କେଟ୍‌ଲା । ତକେ ଜେତ୍‌କି ନାମ୍‌ବା ଲକ୍‌, ବଡ୍‌ସାନ୍‌ ସମାନ୍‌ ଅଇକରି ଦର୍‌ତନିକେ ବିନାସ୍‌ କରିରଇବା ଲକ୍‌ମନ୍‌ ଏବେ ନିଜେ ବିନାସ୍‌ ଅଇବାଇ ।
19 І розкрився храм Божий на небі, — і ковче́г заповіту Його в Його храмі з'явився. І зчинилися бли́скавки, і гу́ркіт, і гро́ми, і землетру́с, і великий град.
୧୯ସର୍‌ଗେ ରଇବା ପର୍‌ମେସରର୍‌ ମନ୍ଦିର୍‌ ଉଗାଡି ଅଇଲା ଆରି ତେଇ ରାଜିନାମାର୍‌ ପେଡି ଡିସ୍‌ଲା । ତାର୍‌ପଚେ ବିଜ୍‌ଲି ଜଟକ୍‌ଲା, ଗଡ୍‌ଗଡି ମାର୍‌ଲା ଦର୍‌ତନି ଚୁଲ୍‌ବୁଲ୍‌ଲା ଆରି ବେସି କାରାପାକ୍‌ନା ମିସା ମାର୍‌ଲା ।

< Об'явлення 11 >