< Matta 3 >

1 O günlerde Vaftizci Yahya Yahudiye Çölü'nde ortaya çıktı. Şu çağrıyı yapıyordu: “Tövbe edin! Göklerin Egemenliği yaklaşmıştır.”
ସେବେଲେ ଡୁବନ୍‌ ଦେଉ ଜଅନ୍‌ ଜିଉଦା ରାଇଜର୍‌ ମରୁବାଲି ବୁଏଁ ଆସି ଜାନାଇବାର୍‌ ଦାର୍‌ଲା ।
2
ସେ ଏନ୍ତି ବଲି କଇତେରଇଲା, “ପାପ୍‌ଟାନେଅନି ବାଉଡା, କାଇକେବଇଲେ ସରଗ୍‌ ରାଇଜ୍‌ ଲଗେ କେଟ୍‌ଲାନି ।”
3 Nitekim Peygamber Yeşaya aracılığıyla sözü edilen kişi Yahya'dır. Yeşaya şöyle demişti: “Çölde haykıran, ‘Rab'bin yolunu hazırlayın, Geçeceği patikaları düzleyin’ diye sesleniyor.”
ଜିସାଇୟ ବବିସତ୍‌ବକ୍‌ତା ଜନ୍‌ ଲକର୍‌ ବିସଇନେଇ ଏ ବାକିଅ କଇରଇଲା, ଜଅନ ସେ, ସେ ଲକ୍‌ । ମରୁବାଲି ବୁଏଁ ଗଟେକ୍‌ ଲକ୍‌ ଆକ୍‌ମାରି କଇଲାନି, “ମାପ୍‌ରୁର୍‌ ବାଟ୍‌ ତିଆର୍‌ କରା, ସେ ଆଇବାକେ ଗଟେକ୍‌ ସଲକ୍‌ ବାଟ୍‌ କରା ।”
4 Yahya'nın deve tüyünden giysisi, belinde deri kuşağı vardı. Yediği, çekirge ve yaban balıydı.
ଜଅନ୍‌ ପିନ୍ଦ୍‌ବାଟା ଉଁଟ୍‌ ଚାମ୍‌ ସଙ୍ଗ୍‌ ତିଆର୍‌ ଅଇ ରଇଲା । ଆରି ଚାମର୍‌ ଆଁଟାବେଡା ବାନ୍ଦିଅଇତେ ରଇଲା । ସେ ଚିଟ୍‌କା ଆରି ବନେ ରଇବା ମୁଉ କାଇତେରଇଲା ।
5 Yeruşalim, bütün Yahudiye ve Şeria yöresinin halkı ona geliyor, günahlarını itiraf ediyor, onun tarafından Şeria Irmağı'nda vaftiz ediliyordu.
ସେ ବେଲେ ଜିରୁସାଲମ୍‌ ଅନି ଗୁଲାଇ ଜିଉଦା ଦେସ୍‌ ଆରି ଜର୍‌ଦନର୍‌ ପାକର୍‌ ସବୁଟାନର୍‌ ଲକ୍‌ମନ୍‌ ବାରଇ ଜଅନର୍‌ ଲଗେ ଆଇତେରଇଲାଇ ।
6
ଆରି ନିଜର୍‌ ନିଜର୍‌ ପାପ୍‌ କଲାଟା ମାନିଅଇକରି ଜଅନର୍‌ ଟାନେ ଜାଇ ଜର୍‌ଦନ୍‌ ଗାଡେ ଡୁବନ୍‌ ନେଇତେ ରଇଲାଇ ।
7 Ne var ki, birçok Ferisi'yle Saduki'nin vaftiz olmak için kendisine geldiğini gören Yahya onlara şöyle seslendi: “Ey engerekler soyu! Gelecek gazaptan kaçmak için sizi kim uyardı?
ମାତର୍‌ ପାରୁସି ଆରି ସାଦୁକି ମନର୍‌ ବିତ୍‌ରେ ଅନି ମିସା କେତେକ୍‌ ଲକ୍‌ ଡୁବନ୍‌ ନେବାକେ ଆଇବାଟା ଦେକି ଜଅନ୍‌ ସେମନ୍‌କେ କଇଲା, “ଏ ବେସି ବିସ୍‌ରଇବା ସାଁପର୍‌ ପାରା ବଁସର୍‌ ଲକ୍‌ମନ୍‌, ପର୍‌ମେସରର୍‌ ଟାନେଅନି ଆଇବା ଡଣ୍ଡ୍‌ତେଇ ଅନି ପାଲାଇବାକେ ତମ୍‌କେ କେ ଚେତ୍‌ନା ଦେଲା?
8 Bundan böyle tövbeye yaraşır meyveler verin.
ତେବର୍‌ ପାଇ, ଜଦି ପାପ୍‌ କାମ୍‌ କର୍‌ବାଟା ଚାଡିଆଚାସ୍‌, ସେନ୍ତାର୍‌ଆଲେ ନିକ କାମ୍‌ କରି ଦେକାଆ ।
9 Kendi kendinize, ‘Biz İbrahim'in soyundanız’ diye düşünmeyin. Ben size şunu söyleyeyim: Tanrı, İbrahim'e şu taşlardan da çocuk yaratabilir.
ଅବ୍‌ରାଆମ୍ ଆମର୍‌ ପୁର୍‌ବର୍‌ ଆନିଦାଦି ବଲି କଇଲେ ତମ୍‌କେ ପର୍‌ମେସର୍‌ ଦେବା ଡଣ୍ଡ୍‌ ନ ମିଲେ ବଲି ବାବା ନାଇ । ମୁଇ ତମ୍‌କେ କଇଲିନି, ପର୍‌ମେସର୍‌ ପାକ୍‌ନାତେଇ ଅବ୍‌ରାଆମର୍‌ ବଁସ୍‌ ତିଆର୍‌ କର୍‌ସି ।
10 Balta ağaçların köküne dayanmış bile. İyi meyve vermeyen her ağaç kesilip ateşe atılır.
୧୦ଆରି ଏବେ ମିସା ଗଚ୍‌ମନର୍‌ ବୁନ୍ଦେ ଟେଙ୍ଗିଆ ଲାଗିଆଚେ । ଜନ୍‌ ଗଚ୍‌ ନିକ ପଲ୍‌ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗା ଅଇସି ।
11 Gerçi ben sizi tövbe için suyla vaftiz ediyorum, ama benden sonra gelen benden daha güçlüdür. Ben O'nun çarıklarını çıkarmaya bile layık değilim. O sizi Kutsal Ruh'la ve ateşle vaftiz edecek.
୧୧ମୁଇ ସିନା ତମ୍‌କେ ପାପେଅନି ମନ୍‌ ବଦ୍‌ଲାଇଲାଟା ଦେକାଇଅଇବାକେ ବଲି ପାନିତେଇ ଡୁବନ୍‌ ଦେଲିନି, ମାତର୍‌ ମର୍‌ ପଚେ ଜେ ଆଇଲାନି, ସେ ମର୍‌ତେଇ ଅନି ଅଦିକ୍‌ ବପୁଟା । ତାର୍‌ ପାଦର୍‌ ପାଣ୍ଡଇ ମିସା ଦାରି ନେବାର୍‌ ମର୍‌ ଅଦିକାର୍‍ ନାଇ, ସେ ତମ୍‌କେ ସୁକଲ୍‌ଆତ୍‌ମାଇ ଆରି ଜଇଟାନେ ଡୁବନ୍‌ ଦେଇସି ।
12 Yabası elindedir. Harman yerini temizleyecek, buğdayını toplayıp ambara yığacak, samanı ise sönmeyen ateşte yakacak.”
୧୨ଉଡାଲି କରି ପଟ୍‌ ବେଗ୍‌ଲାଇ ନିକଟାକେ ସଙ୍ଗଇବାକେ ତାର୍‌ ଆତେ କୁଲା ଆଚେ । ନିକଟା ତାର୍‌ କଲ୍‌କିତେଇ ସଙ୍ଗଇସି ଆରି ବେଗଲ୍‌ଲା ପଟ୍‌ ସବୁଦିନେ ଲାଗ୍‌ତେରଇବା ଜଇଟାନେ ପିଙ୍ଗିଦେଇସି ।”
13 Bu sırada İsa, Yahya tarafından vaftiz edilmek üzere Celile'den Şeria Irmağı'na, Yahya'nın yanına geldi.
୧୩ସେଡ୍‌କିବେଲେ ଜିସୁ ଜଅନର୍‌ ଲଗେ ଡୁବନ୍‌ ନେବାକେ ଗାଲିଲି ଅନି ଜର୍‌ଦନ୍‌ ଗାଡେ ଆଇଲା,
14 Ne var ki Yahya, “Benim senin tarafından vaftiz edilmem gerekirken sen mi bana geliyorsun?” diyerek O'na engel olmak istedi.
୧୪ମାତର୍‌ ଜଅନ୍‌ ଜିସୁକେ ମନାକରି କଇଲା, “ମୁଇ ସିନା ତମର୍‌ ଲଗେ ଡୁବନ୍‌ ନେବାର୍‍ ଆଚେ, ମାତର୍‌ ତମେ ମର୍‌ଲଗେ ଆଇଲାସ୍‌ନି?”
15 İsa ona şu karşılığı verdi: “Şimdilik buna razı ol! Çünkü doğru olan her şeyi bu şekilde yerine getirmemiz gerekir.” O zaman Yahya O'nun dediğine razı oldu.
୧୫ମାତର୍‌ ଜିସୁ ତାକେ କଇଲା, “ମର୍‌ କାତାଇ ରାଜି ଅଇ ଜା । କାଇକେବଇଲେ ଏଟାର୍‌ ଲାଗି ଆମେ ପର୍‌ମେସର୍‌ ମନ୍‍ କରିରଇବା କାମ୍‌ କରିଅଇସି ।” ସେଟାର୍‌ପାଇ ଜଅନ୍‌ ତାକେ ଡୁବନ୍‌ ଦେବାକେ ରାଜି ଅଇଲା ।
16 İsa vaftiz olur olmaz sudan çıktı. O anda gökler açıldı ve İsa, Tanrı'nın Ruhu'nun güvercin gibi inip üzerine konduğunu gördü.
୧୬ଜିସୁ ଡୁବନ୍‌ ନେବାକେ ପାନି ବିତ୍‌ରେ ବୁଡି ବାରଇଲା ଦାପ୍‌ରେ ଏଦେ ଦେକା! ସରଗ୍‌ ଉଗାଡି ଅଇ ରଇଲାଟା ଦେକ୍‌ଲା । ଆରି ପର୍‌ମେସରର୍‌ ଆତ୍‌ମା ପରୁଆ ପାରା ଅଇ ଜିସୁର୍‌ ଉପ୍‌ରେ ଉତର୍‌ଲା ।
17 Göklerden gelen bir ses, “Sevgili Oğlum budur, O'ndan hoşnudum” dedi.
୧୭ଆରି ଦେକା ଆକାସେ ଅନି ଏନ୍ତି କାତା ଆଇଲା “ଏ ମର୍‌ ଆଲାଦର୍‌ ପିଲା, ତର୍‌ଟାନେ ମୁଇ ବେସି ସାର୍‌ଦା ।”

< Matta 3 >