< Matta 17 >

1 Altı gün sonra İsa, yanına yalnız Petrus, Yakup ve Yakup'un kardeşi Yuhanna'yı alarak yüksek bir dağa çıktı.
ଚଅ ଦିନ୍‌ପଚେ ଜିସୁ ପିତର୍‌, ଜାକୁବ୍‌ ଆରି ଜଅନ୍‌ ଦୁଇ ବାଇକେ ନେଇ ଗଟେକ୍‌ ଡେଙ୍ଗ୍‌ ଡଙ୍ଗ୍‌ରେ ଗାଲା । ତେଇ କେ ମିସା ନ ରଇଲାଇ ।
2 Onların gözü önünde İsa'nın görünümü değişti. Yüzü güneş gibi parladı, giysileri ışık gibi bembeyaz oldu.
ସିସ୍‌ମନ୍‌ ଦେକ୍‌ଲା ଦାପ୍‌ରେ ଜିସୁ, ଗଟେକ୍‌ ଦେକ୍‌ଲେ କାବା ଅଇଜିବା ରୁପ୍‌ ଅଇ ବାଦ୍‌ଲି ଗାଲା । ତାର୍‌ ମୁ ବେଲ୍‌ ପାରା ଉଜଲ୍‌ ଅଇଲା ଆରି ପଚିଆର୍‌ ଉଜଲ୍‌ ପୁଲ୍‌ପାରା ଦବ୍‌ ଡିସ୍‌ଲା ।
3 O anda Musa'yla İlyas öğrencilere göründü. İsa'yla konuşuyorlardı.
ସିସ୍‌ମନ୍‌ ମସା ଆରି ଏଲିୟ ଜିସୁର୍‌ ସଙ୍ଗ୍‌ କାତାବାର୍‌ତା ଅଇବାଟା ଦେକ୍‌ଲାଇ ।
4 Petrus İsa'ya, “Ya Rab” dedi, “Burada bulunmamız ne iyi oldu! İstersen burada üç çardak kurayım: Biri sana, biri Musa'ya, biri de İlyas'a.”
ପିତର୍‌ ଜିସୁକେ କଇଲା, “କେଡେ ସୁକର୍‌ କାତା, ଆଜି ଆମେ ଇତି ଆଚୁ । ତମେ ଜଦି ମନ୍‍ କର୍‌ସା, ଇତି ମୁଇ ତିନ୍‌ଟା କୁଡିଆ ତିଆର୍‌ କର୍‌ବି । ତମର୍‌ ପାଇ ଗଟେକ୍‌, ମସା ଆରି ଏଲିୟର୍‌ ପାଇ ଦୁଇଟା ।”
5 Petrus daha konuşurken parlak bir bulut onlara gölge saldı. Buluttan gelen bir ses, “Sevgili Oğlum budur, O'ndan hoşnudum. O'nu dinleyin!” dedi.
ପିତର୍‌ ଏଟା କଇବାବେଲେ ଏଦେ ଦେକା! କଣ୍ଡେକ୍‌ ବାଦଲ୍‌ ଉଜଲ୍‌ ଅଇ ସେମନର୍‌ ଉପ୍‌ରେ ଉଡି ଆଇଲା ଆରି ତେଇଅନି ଗଟେକ୍‌ ସର୍‌ ଆଇଲା “ଏ ମର୍‌ ଆଲାଦର୍‌ ପଅ, ଆର୍‌ ଲଗେ ମୁଇ ବେସି ସାର୍‌ଦା । ତାର୍‌ କାତା ମନ୍‌ ଦେଇ ସୁନା ।”
6 Öğrenciler bunu işitince, dehşet içinde yüzüstü yere kapandılar.
ସିସ୍‌ମନ୍‌ ସେ ସର୍‌ ସୁନି ଏତେକ୍‌ ଡରି ଗାଲାଇ ଜେ ସେମନ୍‌ ଉମ୍‌ତାଡିଅଇ ଅଦ୍‌ରିଗାଲାଇ ।
7 İsa gelip onlara dokundu, “Kalkın, korkmayın!” dedi.
ଜିସୁ ସେମନର୍‌ ଲଗେ ଆସି ସେମନ୍‌କେ ଚିଇ କରି କଇଲା, “ଉଟା, ଡରା ନାଇ ।”
8 Başlarını kaldırınca İsa'dan başka kimseyi göremediler.
ସେଟାର୍‌ ପାଇ ସେମନ୍‌ ଉପ୍‌ରେ ଦେକ୍‌ଲାଇଜେ ଜିସୁକେ ଚାଡି ଆରି କେ ଡିସତ୍‌ ନାଇ ।
9 Dağdan inerlerken İsa onlara, “İnsanoğlu ölümden dirilmeden, gördüklerinizi kimseye söylemeyin” diye buyurdu.
ସେମନ୍‌ ଡଙ୍ଗ୍‌ରେଅନି ଉତ୍‌ରି ଆଇଲା ବେଲେ ଜିସୁ ସେମନ୍‌କେ ଆଦେସ୍‌ ଦେଇ କଇଲା, “ନର୍‌ପିଲା ମୁଇ ମଲାଟାନେଅନି ଆରିତରେକ୍‌ ନ ଉଟ୍‌ବା ଜାକ ଏ ଦେକ୍‌ଲା କାତା ତମେ କାକେ କୁଆ ନାଇ ।”
10 Öğrencileri O'na şunu sordular: “Peki, din bilginleri neden önce İlyas'ın gelmesi gerektiğini söylüyorlar?”
୧୦ସିସ୍‌ମନ୍‌ ତାକେ ପାଚାର୍‌ଲାଇ “ଆମର୍‌ ଦରମ୍‌ ଗୁରୁମନ୍‌ ଏଲିୟ ପର୍‌ତୁମ୍‌ ଆଇସି ବଲି କାଇକେ କଇଲାଇ ଆଚତ୍‌?”
11 İsa, “İlyas gerçekten gelecek ve her şeyi yeniden düzene koyacak” diye yanıtladı.
୧୧ଜିସୁ କଇଲା, “ଉଁ ଏଲିୟ ପର୍‌ତୁମ୍‌ ଆସିକରି ସବୁ ବିସଇ ତିଆର୍‌ କରି ରଇବା କାତା ।
12 “Size şunu söyleyeyim, İlyas zaten geldi, ama onu tanımadılar, ona yapmadıklarını bırakmadılar. Aynı şekilde İnsanoğlu da onların elinden acı çekecektir.”
୧୨ମାତର୍‌ ମୁଇ ତମ୍‌କେ କଇଲିନି, ଏଲିୟ ତା ଆସି ସାର୍‌ଲା ଆଚେ ଆରି ଲକ୍‌ମନ୍‌ ତାକେ ନ ଚିନି ଜନ୍‌ଟା ମନ୍‍ କଲା ସେଟା ତାକେ କଲାଇ ଆଚତ୍‌ । ସେନ୍ତାରିସେ ନର୍‌ପିଲା ମକେ ମିସା ସେମନ୍‌ ସେନ୍ତି କାରାପ୍‌ ଚଲାଚଲ୍‌ତି କର୍‌ବାଇ ।”
13 O zaman öğrenciler İsa'nın kendilerine Vaftizci Yahya'dan söz ettiğini anladılar.
୧୩ସେଡ୍‌କି ବେଲେ ସେମନ୍‌ ବୁଜି ପାର୍‌ଲାଇ ଜେ, ଜିସୁ ଡୁବନ୍‌ ଦେଉ ଜଅନର୍‍ ବିସଇ କଇଲାନି ବଲି ।
14 Kalabalığın yanına vardıklarında bir adam İsa'ya yaklaşıp önünde diz çöktü.
୧୪ଜିସୁ ଆରି ତାର୍‌ ସିସ୍‌ମନ୍‌ ଲକ୍‌ ଗଉଲି ବିତ୍‌ରେ ବାଉଡି ଆଇଲା ପଚେ, ଗଟେକ୍‌ ଲକ୍‌ ଜିସୁର୍‌ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା,
15 “Ya Rab” dedi, “Oğlumun haline acı! Sarası var, çok acı çekiyor. Sık sık ateşe, suya düşüyor.
୧୫“ମାପ୍‌ରୁ, ମର୍‌ ପିଲାକେ ଦୟା କରା । ମୁର୍‌ଚା ବେମାର୍‌ ଲାଗି କସ୍‌ଟ ପାଇଲାନି । ସେ ବେସି ତର୍‌ ଜଇତେଇ ଆରି ପାନିତେଇ ଅଦ୍‌ରି ଦେଲାନି ।
16 Onu senin öğrencilerine getirdim, ama iyileştiremediler.”
୧୬ତାକେ ମୁଇ ତମର୍‌ ସିସ୍‌ମନର୍‌ ଲଗେ ଆନି ରଇଲି, ମାତର୍‌ ସେମନ୍‌ ନିକ କରି ନାପାର୍‌ଲାଇ ।”
17 İsa, “Ey imansız ve sapmış kuşak!” dedi. “Sizinle daha ne kadar kalacağım? Size daha ne kadar katlanacağım? Çocuğu buraya, bana getirin.”
୧୭ଜିସୁ କଇଲା, “ତମର୍‌ କେଡେ ଡାଟ୍‍ ନ ରଇବା ବିସ୍‌ବାସ୍‌ ଆରି ବୁଲ୍‌! ତମର୍‌ ସଙ୍ଗ୍‌ ଆରି ମୁଇ କେତେ ଦିନ୍‌ ରଇବି? ଆରି କେତେ ଦିନ୍‌ ତମର୍‌ ଚଲାଚଲ୍‌ତିଟା ସୁନି ସୁନି ତୁମ୍‌ପୁଡି ରଇବି? ସେ ପିଲାକେ ମର୍‌ ଲଗେ ଆନା ।”
18 İsa cini azarlayınca, cin çocuktan çıktı, çocuk o anda iyileşti.
୧୮ପିଲା ବିତ୍‌ରେ ରଇଲା କାରାପ୍‌ ଆତ୍‌ମାକେ ଜିସୁ ଦମ୍‌କାଇଲା । କାରାପ୍‌ ଆତ୍‌ମା ଚାଡି ଉଟିଗାଲା ଆରି ସେ ଦାପ୍‌ରେସେ ପିଲା ନିକ ଅଇଗାଲା ।
19 Sonra öğrenciler tek başlarına İsa'ya gelip, “Biz cini neden kovamadık?” diye sordular.
୧୯ତାର୍‌ ପଚେ ସିସ୍‌ମନ୍‌ ଜିସୁ ଏକ୍‌ଲା ରଇଲା ବେଲେ ଆସି ତାକେ ପାଚାର୍‌ଲାଇ, “ଆମେ କାଇକେ ସେ କାରାପ୍‌ ଆତ୍‌ମାକେ କେଦି ନାପାର୍‌ଲୁ?”
20 İsa, “İmanınız kıt olduğu için” karşılığını verdi. “Size doğrusunu söyleyeyim, bir hardal tanesi kadar imanınız olsa şu dağa, ‘Buradan şuraya göç’ derseniz, göçer; sizin için imkânsız bir şey olmayacaktır.”
୨୦ଜିସୁ ସେମନ୍‌କେ କଇଲା, “ତମର୍‌ ବିସ୍‌ବାସ୍‌ ବେସି ଦୁର୍‌ବଲ୍‌ । ମୁଇ ତମ୍‌କେ ସତ୍‌ କଇଲିନି, ଜଦି ଗଟେକ୍‌ ସର୍‌ସୁ ମୁଞ୍ଜି ଏତ୍‌କି ତମର୍‌ ବିସ୍‌ବାସ୍‌ ରଇଲେ, ଏ ଡଙ୍ଗର୍‌, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍‌ବାସର୍‌ ଲାଗି ତମେ ସବୁ ବିସଇ କରିପାରାସ୍‌ ।”
୨୧ମାତର୍‌ ଉପାସ୍‌ ରଇକରି ପାର୍‌ତନା ନ କଲେ, କାଇ ବିନ୍‌ ଉପାଇ ନେଇ ମିସା ଏନ୍ତାରି ଡୁମା ବାରଇ ନ ଜାଏ ।
22 Celile'de bir araya geldiklerinde İsa onlara, “İnsanoğlu, insanların eline teslim edilecek ve öldürülecek, ama üçüncü gün dirilecek” dedi. Öğrenciler buna çok kederlendiler.
୨୨ସିସ୍‌ମନ୍‌ ଗାଲିଲିତେଇ ରୁଣ୍ଡ୍‌ଲା ପଚେ ଜିସୁ ସେମନ୍‌କେ କଇଲା, “ନର୍‌ପିଲା ମୁଇ ଲକ୍‌ମନ୍‍କେ ସର୍‌ପି ଅଇବାର୍‌ ଗାଲିନି ।
୨୩ତେଇ ସେମନ୍‌ ମକେ ମରାଇବାଇ, ମାତର୍‌ ତିନ୍‌ ଦିନ୍‌ ପଚେ ମୁଇ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ବି ।” ଜିସୁର୍‌ କାତା ସୁନି ସିସ୍‌ମନ୍‌ ବେସି ଦୁକ୍‌ ଅଇଗାଲାଇ ।
24 Kefarnahum'a geldiklerinde, iki dirhemlik tapınak vergisini toplayanlar Petrus'a gelip, “Öğretmeniniz tapınak vergisini ödüyor, değil mi?” diye sordular.
୨୪ଜିସୁ ଆରି ତାର୍‌ ସିସ୍‌ମନ୍‌ କପର୍‌ନାଉମେ କେଟ୍‌ଲା ପଚେ ମନ୍ଦିର୍‌ ପାଇ ସିସ୍‌ତୁମାଙ୍ଗୁମନ୍‌ ପିତର୍‌କେ ପାଚାର୍‌ଲାଇ, “ତମର୍‌ ଗୁରୁ ମନ୍ଦିରର୍‌ ପାଇ ସିସ୍‌ତୁ ଦେଇସି କି ନାଇ?”
25 Petrus, “Ödüyor” dedi. Petrus eve gelince, daha kendisi bir şey söylemeden İsa ona, “Simun, ne dersin?” dedi. “Dünya kralları gümrük ya da vergiyi kimlerden alır? Kendi oğullarından mı, yabancılardan mı?”
୨୫ପିତର୍‌ କଇଲା, “ଦେଇସି ।” ପିତର୍‌ ଗର୍‌ ବିତ୍‌ରେ ପୁରୁପୁରୁ ଜିସୁ ତାକେ ପାଚାର୍‌ଲା, “ସିମନ୍‌, ତମେ କାଇଟା ବାବ୍‌ଲାସ୍‌ନି? ଏ ଜଗତର୍‌ ରାଜାମନ୍‌ କାର୍‌ଟାନେଅନି ସିସ୍‌ତୁ ନେବାଇ? ତାକର୍‌ ନିଜର୍‌ ଦେସର୍‌ ଲକ୍‌ମନର୍‌ଟାନେଅନି କି ବିନ୍‌ ଦେସର୍‌ ଲକ୍‌ମନର୍‌ଟାନେଅନି?”
26 Petrus'un, “Yabancılardan” demesi üzerine İsa, “O halde oğullar muaftır” dedi.
୨୬ପିତର୍‌ କଇଲା, “ବିନ୍‌ ଦେସର୍‌ ଲକ୍‌ମନର୍‌ତେଇଅନି ।” ଜିସୁ କଇଲା, “ସେନ୍ତି ବଇଲେ ରାଇଜର୍‌ ଲକ୍‌ମନ୍‌ ସିସ୍‌ତୁ ନ ଦେଅତ୍‌?
27 “Ama vergi toplayanları gücendirmeyelim. Göle gidip oltanı at. Tuttuğun ilk balığı çıkar, onun ağzını aç, dört dirhemlik bir akçe bulacaksın. Parayı al, ikimizin vergisi olarak onlara ver.”
୨୭ମାତର୍‌ ଆମେ ଏବେ ସେମନ୍‌କେ ଇନ୍‌ କର୍‌ବାକେ ମନ୍‍ କରୁ ନାଇ । ତୁଇ ଗାଡେ ଜାଇ ବଡ୍‌ସି ପାକାଆ ଆରି ଜନ୍‌ ମାଚ୍‌ ପର୍‌ତୁମ୍‌ ଲାଗ୍‌ସି, ତାର୍‌ ଟଣ୍ଡେଅନି ଗଟେକ୍‌ ଅଦ୍‌ଲି ମିଲାଇସୁ । ସେଟା ନେଇ ମର୍‌ ପାଇ ଆରି ତମର୍‌ ପାଇ ମନ୍ଦିରର୍‌ ସିସ୍‌ତୁମାଙ୍ଗୁମନ୍‌କେ ଦେଇଦେସ୍‌ ।”

< Matta 17 >