< Luka 23 >

1 Sonra bütün kurul üyeleri kalkıp İsa'yı Pilatus'a götürdüler.
ତାର୍‌ ପଚେ ବିଚାର୍‌ କର୍‌ବା ବଡ୍‌ ସବାର୍‌ ଜାଗାଇ ବସିରଇଲା ସବୁ ଲକ୍‌ମନ୍‌ ଉଟିକରି ଜିସୁକେ ପିଲାତର୍‌ ଲଗେ ଦାରିଗାଲାଇ ।
2 O'nu şöyle suçlamaya başladılar: “Bu adamın ulusumuzu yoldan saptırdığını gördük. Sezar'a vergi ödenmesine engel oluyor, kendisinin de Mesih, yani bir kral olduğunu söylüyor.”
ସେ ଲକ୍‌ମନ୍‌ ଜିସୁକେ ନିନ୍ଦା କରି ଏନ୍ତି କଇବାର୍‌ ବସ୍‌ଲାଇ, “ଏ ଲକ୍‌ ଆମର୍‌ ଲକ୍‌ମନ୍‌କେ ବୁଲ୍‌ ସିକିଆ ଦେଇତେ ରଇଲା ଆରି କାଇସର୍‌ ସମ୍‌ରାଟ୍‌କେ ସିସ୍‌ତୁ ଦିଆସ୍‌ ନାଇ ବଲି ସିକାଇଲା ବେଲେ ତାକେ ଦାର୍‌ଲୁ । ଆରି ସେ ନିଜ୍‌କେ ମୁଇ ପର୍‌ମେସର୍‌ ବାଚି ପାଟାଇଲା ରାଜା କିରିସ୍‌ଟ ବଲି କଇଲାନି ।”
3 Pilatus İsa'ya, “Sen Yahudiler'in Kralı mısın?” diye sordu. İsa, “Söylediğin gibidir” yanıtını verdi.
ସେଟାର୍‌ ପାଇ ପିଲାତ୍‌ ଜିସୁକେ ପାଚାର୍‌ଲା, “ତୁଇ କାଇ ଜିଉଦି ଲକ୍‌ମନର୍‌ ରାଜା କି?” ଜିସୁ ତାକେ କଇଲା, “ତମେତା କଇଲାସ୍‌ନି ।”
4 Pilatus, başkâhinlerle halka, “Bu adamda hiçbir suç görmüyorum” dedi.
ତାର୍‌ ପଚେ ପିଲାତ୍‌ ମୁକିଅ ପୁଜାରିମନ୍‍କେ ଆରି ତେଇ ରଇଲା ସବୁ ଲକ୍‌ମନ୍‌କେ କଇଲା, “ମୁଇ ଏ ଲକ୍‌ ଦସି ବଲି କାଇ ବୁଲ୍‌ ଦେକି ନାଇ ।”
5 Ama onlar üstelediler: “Yahudiye'nin her tarafında öğretisini yayarak halkı kışkırtıyor; Celile'den başlayıp ta buraya kadar geldi” dediler.
ମାତର୍‌ ସେମନ୍‌ ତର୍‌କେତର୍‌ ଆଉଲିଅଇ କଇଲାଇ, “ତାର୍‌ ସିକିଆର୍‌ ଲାଗି ସେ ଜିଉଦାର୍‌ ସବୁବାଟର୍‌ ଲକ୍‌ମନର୍‌ ବିତ୍‌ରେ କଲି ଲାଗାଇଲାନି । ସେଟା, ସେ ଗାଲିଲିତେଇ ଆରାମ୍‌ କରି, ଏବେ ଇତି ଜାକ ଆଇଲା ଆଚେ ।”
6 Pilatus bunu duyunca, “Bu adam Celileli mi?” diye sordu.
ଏ କାତା ସୁନି ପିଲାତ୍‌ ଲକ୍‌ମନ୍‌କେ ପାଚାର୍‌ଲା, “ଏଟା ଗଟେକ୍‌ ଗାଲିଲି ଦେସର୍‌ ଲକ୍‌ କି?”
7 İsa'nın, Hirodes'in yönetimindeki bölgeden geldiğini öğrenince, kendisini o sırada Yeruşalim'de bulunan Hirodes'e gönderdi.
ପିଲାତ୍‌ ଜିସୁକେ ଗାଲିଲି ଦେସର୍‌ ଲକ୍‌ ବଲି ଜାନି, ତାକେ ଗାଲିଲି ଦେସ୍‌ ସାସନ୍‌ କର୍‌ବା ଏରଦର୍‌ଲଗେ ପାଟାଇ ଦେଲା । କାଇକେ ବଇଲେ, ସେ ବେଲେ ଏରଦ୍‌ ମିସା ଜିରୁସାଲମେ ରଇଲା ।
8 Hirodes İsa'yı görünce çok sevindi. O'na ilişkin haberleri duyduğu için çoktandır O'nu görmek istiyor, gerçekleştireceği bir belirtiye tanık olmayı umuyordu.
ଏରଦ୍‌ ଜିସୁକେ ଦେକି କରି ବେସି ସାର୍‌ଦା ଅଇଲା । କାଇକେ ବଇଲେ ଜିସୁର୍‌ ବିସଇ ଆଗ୍‌ତୁ ସୁନି ରଇଲା ଆରି ତାର୍‌ ମୁଆଟେ କାବା ଅଇଜିବା କାମ୍‌ ଦେକ୍‌ବାକେ ମନ୍‍ କର୍‌ତେରଇଲା ।
9 O'na birçok soru sordu, ama O hiç karşılık vermedi.
ସେଟାର୍‌ ପାଇ ଏରଦ୍‌ ତାକେ କାଇ କାଇ ବିସ‍ଇ ପାଚାର୍‌ବାର୍‌ ଦାର୍‌ଲା । ମାତର୍‌ ଜିସୁ ତାକେ କାଇବଲି ମିସା କଏ ନାଇ ।
10 Orada duran başkâhinlerle din bilginleri, İsa'yı ağır bir dille suçladılar.
୧୦ସେଡିକି ବେଲେ ତେଇ ଟିଆଅଇରଇଲା ମୁକିଅ ପୁଜାରିମନ୍‌ ଆରି ନିୟମ୍‌ ସିକାଉମନ୍‌ ସବୁ ମିସି କରି ଜିସୁର୍‌ ବିରୁଦେ ଆଉଲିଅଇ କଇବାର୍‌ ଦାର୍‌ଲାଇ ।
11 Hirodes de askerleriyle birlikte O'nu aşağılayıp alay etti. O'na gösterişli bir kaftan giydirip Pilatus'a geri gönderdi.
୧୧ଏରଦ୍‌ ଆରି ତାର୍‌ ସନିଅମନ୍‌ ଜିସୁକେ କିଜାଇଲାଇ ଆରି ନିନ୍ଦା କଲାଇ । ଜିସୁକେ ରାଜାମନ୍‌ ପିନ୍ଦ୍‌ବା ନିମାନ୍‌ ପଚିଆ ପିନ୍ଦାଇ ପିଲାତ୍‌ଟାନେ ପାଟାଇ ଦେଲାଇ ।
12 Bu olaydan önce birbirine düşman olan Hirodes'le Pilatus, o gün dost oldular.
୧୨ସେ ଦିନେଅନି ପିଲାତ୍‌ ଆରି ଏରଦ୍‌ ମଇତର୍‌ ଅଇଲାଇ । ତାର୍‌ ଆଗ୍‌ତୁ ସେମନ୍‌ ଦୁଇ ଲକ୍‌ ସତ୍‌ରୁ ଅଇରଇଲାଇ ।
13 Pilatus, başkâhinleri, yöneticileri ve halkı toplayarak onlara, “Siz bu adamı bana, halkı saptırıyor diye getirdiniz” dedi. “Oysa ben bu adamı sizin önünüzde sorguya çektim ve kendisinde öne sürdüğünüz suçlardan hiçbirini bulmadım.
୧୩ତାର୍‌ପଚେ ପିଲାତ୍‌ ମୁକିଅ ପୁଜାରିମନ୍‌କେ, ନେତାମନ୍‌କେ ଆରି ସବୁ ଲକ୍‌ମନ୍‌କେ ଗଟେକ୍‌ଟାନେ ରୁଣ୍ଡାଇକରି ସେମନ୍‌କେ କଇଲା,
୧୪ଏ ଲକ୍‌ ଲକ୍‌ମନ୍‌କେ ସର୍‌କାରର୍‌ ବିରୁଦେ ବୁଲ୍‌ ସିକିଆ ଦେଲାନି ବଲି ମର୍‌ ଲଗେ ଆନିଆଚାସ୍‌ । ଆରି ଦେକା ମୁଇ ତମର୍‌ ମୁଆଟେ ତାକେ ପରିକା କଲି, ତାର୍‌ ବିରଦେ ତମେ ସବୁଲକ୍‌ ନିନ୍ଦାକଲାଟା ମିଲେନାଇ ।
15 Hirodes de bulmamış olmalı ki, O'nu bize geri gönderdi. Görüyorsunuz, ölüm cezasını gerektiren hiçbir şey yapmadı.
୧୫ଏରଦ୍‌ ମିସା ତାର୍‌ଟାନେ କାଇ ବୁଲ୍‌କଲାଟା ନ ଦେକି ଆମ୍‌କେ ବାଉଡାଇଦେଲା ଆଚେ । ଏ ଲକ୍‌ ମରନ୍‌ ଡଣ୍ଡ୍‌ ପାଇବାପାରା ବୁଲ୍‌ କାମ୍‌ କରେ ନାଇ ।
16 Bu nedenle ben O'nu dövdürüp salıvereceğim.”
୧୬ସେଟାର୍‌ପାଇ ମୁଇ ଆକେ କର୍‌ଡା ମାଡ୍‌ ମାରିକରି ଚାଡିଦେବି ।
୧୭ଆରି ଦେକା ସବୁ ବର୍‌ସେ ରକିଆ ପାଇବା ପରବ୍‌ ବେଲାଇ ଜିଉଦି ଜାତିକେ ସନ୍‌ମାନ୍‌ ଦେବାକେ ଗଟେକ୍‌ ବନ୍ଦିକେ ମୁକ୍‌ଲାଇ ଦେବା ନିୟମ୍‌ ରଇଲା ।
18 Ama onlar hep bir ağızdan, “Yok et bu adamı, bize Barabba'yı salıver!” diye bağırdılar.
୧୮ମାତର୍‌ ସବୁଲକ୍‌ମନ୍‌ ଆଉଲିଅଇ କଇଲାଇ, “ଆକେ ମରାଆ ଆରି ଆମର୍‌ ପାଇ ବାର୍‌ବାକେ ଚାଡିଦିଆସ୍‌ ।”
19 Barabba, kentte çıkan bir ayaklanmaya katılmaktan ve adam öldürmekten hapse atılmıştı.
୧୯ଏ ବାର୍‌ବା ବଲ୍‌ବା ଲକ୍‌, ସର୍‌କାରର୍‌ ବିରଦେ ବୁଲ୍‌ କରିରଇଲା ଆରି ଗଟେକ୍‌ ଲକ୍‌କେ ମାରି ରଇଲା । ସେଟାର୍‌ପାଇ ତାକେ ବନ୍ଦି କରିରଇଲାଇ ।
20 İsa'yı salıvermek isteyen Pilatus onlara yeniden seslendi.
୨୦ମାତର୍‌ ପିଲାତ୍‌ ଜିସୁକେ ଚାଡିଦେବାକେ ମନ୍‌କରି ତାର୍‌ ଲଗେ କାଇ ବୁଲ୍‌କଲାଟା ଡିସେନାଇ ବଲି ସେମନ୍‌କେ ତର୍‌କେ ତର୍‌ ବୁଜାଇଲା ।
21 Onlar ise, “O'nu çarmıha ger, çarmıha ger!” diye bağrışıp durdular.
୨୧ମାତର୍‌ ଲକ୍‌ମନ୍‌ ବେସି ଆଉଲି ଅଇ, “ତାକେ କୁର୍‌ସେ ଚଗାଇ ମରାଆ! ତାକେ କୁର୍‌ସେ ଚଗାଇ ମରାଆ!”
22 Pilatus üçüncü kez, “Bu adam ne kötülük yaptı ki?” dedi. “Ölüm cezasını gerektirecek hiçbir suç bulmadım O'nda. Bu nedenle O'nu dövdürüp salıvereceğim.”
୨୨ତାର୍‌ପଚେ ପିଲାତ୍‌ ସେମନ୍‌କେ ଆଗେ ଦୁଇତର୍‌ ପାଚାର୍‌ଲାଟା ଚାଡି ଆରିତରେକ୍‌ ସମାନ୍‌ଟାସେ କଇଲା, “କାଇକେ? ସେ କାଇ ବୁଲ୍‌ କଲାଆଚେ ଜେ? ତାର୍‌ଟାନେ କାଇମିସା ମରନ୍‌ ପାଇବା ଡଣ୍ଡ୍‌ ଏତ୍‌କି ଦସ୍‌ ମିଲେ ନାଇ । ଏନ୍ତି ବଇଲେ ମିସା ତାକେ କର୍‌ଡା ମାଡ୍‌ ମାରି ଚାଡି ଦେବି ।”
23 Ne var ki onlar, yüksek sesle bağrışarak İsa'nın çarmıha gerilmesi için direttiler. Sonunda bağırışları baskın çıktı ve Pilatus, onların isteğinin yerine getirilmesine karar verdi.
୨୩ମାତର୍‌ ଲକ୍‌ମନ୍‌ ଆରି ବେସି ଆଉଲିଅଇ ତର୍‌କେ ତର୍‌ “ତାକେ କୁର୍‌ସେ ଚଗାଇ ମରାଆ!” ବଲି ବାଦିଅ କଲାଇ । ସାରାସାରି ପଚେ ସେମନ୍‌ ଆଉଲିଅଇଲାଟା ଜିତ୍‌ଲା ।
୨୪ତାର୍‌ ପଚେ ପିଲାତ୍‌ ଲକ୍‌ମନର୍‌ ଜାଇଟା କର୍‌ବାକେ ମନ୍‌ କଲାଇ, ସେ ଇସାବେ ଜିସୁକେ ମରନର୍‌ ଡଣ୍ଡ୍‌ ଦେବାକେ ରାଜି ଅଇଲା ।
25 İstedikleri kişiyi, ayaklanmaya katılmak ve adam öldürmekten hapse atılan kişiyi salıverdi. İsa'yı ise onların isteğine bıraktı.
୨୫ପଚେ ପିଲାତ୍‌ ଲକ୍‌ମନର୍‌ କଇବା ଇସାବେ, ବାର୍‌ବା ନାଉଁର୍‌ ଲକ୍‌ ଜେ କି, ଆଗ୍‌ତୁ ଗଟେକ୍‌ ଲକ୍‌କେ ମରାଇରଇଲା ଆରି ସର୍‌କାରର୍‌ ବିରୁଦେ ବୁଲ୍‌କାମ୍‌ କରି ବନ୍ଦି ଅଇରଇଲା, ତାକେ ମୁକ୍‌ଲାଇଲା । ଜିସୁକେ ତାକର୍‌ ମନ୍‌କଲା ଇସାବେ ଡଣ୍ଡ୍‌ ଦେବାକେ ସର୍‌ପିଦେଲା ।
26 Askerler İsa'yı götürürken, kırdan gelmekte olan Simun adında Kireneli bir adamı yakaladılar, çarmıhı sırtına yükleyip İsa'nın arkasından yürüttüler.
୨୬ସନିଅମନ୍‌ ଜିସୁକେ ଦାରିଜିବା ବେଲେ କୁରିଣିୟ ସିମନ୍‌ ନାଉଁର୍‌ ଲକ୍‌କେ ବେଟ୍‍ପାଇଲାଇ । ଜେ କି ଗାଏଁଅନି ଜିରୁସାଲାମେ ଆଇତେରଇଲା । ତାକେ ଅଟ୍‌କାଇକରି ଜିସୁ ବଇଲା କୁର୍‌ସ ଲାଦିଦେଲାଇ ଆରି ତାର୍‌ ପଚେ ଜିବାକେ ବାଦିଅ କଲାଇ ।
27 Büyük bir halk topluluğu da İsa'nın ardından gidiyordu. Aralarında İsa için dövünüp ağıt yakan kadınlar vardı.
୨୭ଆରି ବେସି ଲକ୍‌ମନ୍‌ ଜିସୁର୍‌ ପଚେ ପଚେ ଜାଇତେ ରଇଲାଇ । ତେଇ କେତେଟା ବୁକେ ପିଟିଅଇ କାନ୍ଦ୍‌ବା ମାଇଜିମନ୍‌ ମିସା ରଇଲାଇ ।
28 İsa bu kadınlara dönerek, “Ey Yeruşalim kızları, benim için ağlamayın” dedi. “Kendiniz ve çocuklarınız için ağlayın.
୨୮ମାତର୍‌ ଜିସୁ ସେମନର୍‌ ବାଟେ ପାସ୍‌ଲିକରି କଇଲା, ଏ ଜିରୁସାଲମ୍‌ ଗଡର୍‌ ମାଇଜିମନ୍‌, ମର୍‌ପାଇ କାନ୍ଦା ନାଇ । ମାତର୍‌ ନିଜର୍‌ ପାଇ ଆରି ନିଜର୍‌ ପିଲାମନର୍‌ ପାଇ କାନ୍ଦା ।
29 Çünkü öyle günler gelecek ki, ‘Kısır kadınlara, hiç doğurmamış rahimlere, emzirmemiş memelere ne mutlu!’ diyecekler.
୨୯କାଇକେବଇଲେ ଦେକା “ଜନ୍‌ ମାଇଜି ବାଞ୍ଜି ଆରି କେବେ ମିସା ଗାଗ୍‌ଡେ ନ ଅଇକରି ଆଚତ୍‌, ଆରି ଜେ କି କେବେ ମିସା ଦୁଦ୍‌ କୁଆଏ ନାଇ, ସେମନ୍‌ କେଡେକ୍‌ ନିକ କରମର୍‌ ଲକ୍‌!” ବଲି କଇବା ଦିନ୍‌ ଆଇଲାନି ।
30 O zaman dağlara, ‘Üzerimize düşün!’ ve tepelere, ‘Bizi örtün!’ diyecekler.
୩୦ସେବେଲାଇ ଲକ୍‌ମନ୍‌ ଡଙ୍ଗର୍‌ମନ୍‌କେ କଇବାର୍‌ ଦାର୍‌ବାଇ, ଆମର୍‌ ଉପ୍‌ରେ ଅଦ୍‌ରି ଦିଆସ୍‌ । କୁପ୍‌ଲିମନ୍‌କେ କଇବାର୍‌ ଦାର୍‌ବାଇ, ଆମ୍‌କେ ତପିଦିଆସ୍‌ ।
31 Çünkü yaş ağaca böyle yaparlarsa, kuruya neler olacaktır?”
୩୧କାଇକେ ବଇଲେ ଗଚ୍‌ କାଁଚାପତ୍‌ରିଆ ରଇଲା ବେଲେ, ଜଦି ଏ ସବୁ ଗଟ୍‍ନା ଗଟ୍‌ଲାନି ବଇଲେ ସେଟା ସୁକିଗାଲେ ଆରି କାଇଟା ଅଇସି ।
32 İsa'yla birlikte idam edilmek üzere ayrıca iki suçlu da götürülüyordu.
୩୨ଜିସୁର୍‌ ସଙ୍ଗ୍‌ ଆରି ଦୁଇଟା ବଡ୍‌ ବୁଲ୍‌ କରିରଇବା ଲକ୍‌ମନ୍‌କେ ମିସା ମରାଇବାକେ ନେଲାଇ ।
33 Kafatası denilen yere vardıklarında İsa'yı, biri sağında öbürü solunda olmak üzere, iki suçluyla birlikte çarmıha gerdiler.
୩୩ଆରି ସେମନ୍‌ କପ୍‌ରି ନାଉଁର୍‌ ଗଟେକ୍‌ ଜାଗାଇ କେଟିକରି ଜିସୁକେ ଆରି ଚର୍‌ମନ୍‌କେ, ତାର୍‌ ଡେବ୍‌ରି ବାଟେ ଗଟେକ୍‌ ଲକ୍‌କେ ଆରି ଉଜାବାଟେ ଗଟେକ୍‌ ଲକ୍‌କେ ଆତେ, ପାଦେ କୁଟିମାରି ଟେକିଦେଲାଇ ।
34 İsa, “Baba, onları bağışla” dedi. “Çünkü ne yaptıklarını bilmiyorlar.” O'nun giysilerini aralarında paylaşmak için kura çektiler.
୩୪ସେବେଲା ଜିସୁ କଇଲା, “ଏ ବାବା ଏମନ୍‌କେ କେମା କରିଦିଆସ୍‌, କାଇକେ ବଇଲେ ଏମନ୍‌ କାଇଟା କଲାଇନି ସେଟା ନାଜାନତ୍‌ ।” ସେମନ୍‌ ଜିସୁର୍‌ ପଚିଆ ନେଇ କାକେ ମିଲ୍‌ସି ବଲି କେଡ୍‌ ପୁଟାଇଲାଇ ।
35 Halk orada durmuş, olanları seyrediyordu. Yöneticiler İsa'yla alay ederek, “Başkalarını kurtardı; eğer Tanrı'nın Mesihi, Tanrı'nın seçtiği O ise, kendini de kurtarsın” diyorlardı.
୩୫ସବୁ ଲକ୍‌ମନ୍‌ ଟିଆଅଇ ଦେକ୍‌ବାବେଲେ ଜିଉଦି ନେତାମନ୍‌ ଜିସୁକେ କିଜାଇକରି ଆଁସ୍‌ଲାଇ ଆରି କଇଲାଇ “ସେ ବିନ୍‌ଲକ୍‌ମନ୍‌କେ ରକିଆ କଲା, ଜଦି ତୁଇ ପର୍‌ମେସର୍‌ ବାଚିପାଟାଇଲା କିରିସ୍‌ଟ ବଇଲେ ନିଜ୍‌କେ ରକିଆ କର ।”
36 Askerler de yaklaşıp İsa'yla eğlendiler. O'na ekşi şarap sunarak, “Sen Yahudiler'in Kralı'ysan, kurtar kendini!” dediler.
୩୬ଆରି ସନିଅମନ୍‌ ଜିସୁର୍‌ ଲଗେ ଆସିକରି ତାକେ ଗନ୍ଦ୍‌ବା ରସ୍‌ ଦେଇ କିଜାଇକରି କଇଲାଇ, ।
୩୭“ତୁଇ ଜଦି ଜିଉଦି ଲକ୍‌ମନର୍‌ ରାଜା, ନିଜ୍‌କେ ରକିଆ କର୍‌ ।”
38 Başının üzerinde şu yafta vardı: YAHUDİLER'İN KRALI BUDUR
୩୮ଆରି ତାର୍‌ କୁର୍‌ସର୍‌ ଟିପେ ଏଟା ଜିଉଦିମନର୍‌ ରାଜା, ବଲି ଲେକି ଅଲାଇଦେଲାଇ ।
39 Çarmıha asılan suçlulardan biri, “Sen Mesih değil misin? Haydi, kendini de bizi de kurtar!” diye küfretti.
୩୯ତେଇ ବଡ୍‌ ବୁଲ୍‌ କରି କୁର୍‌ସେ ଚଗାଇଅଇରଇବା ଗଟେକ୍‌ ଲକ୍‌ ଜିସୁକେ ନିନ୍ଦା କରି କଇଲା, “ତୁଇ ଜଦି ପର୍‌ମେସର ବାଚି ପାଟାଇଲା କିରିସ୍‌ଟ ରାଜା ଜିସୁ ବଇଲେ, ନିଜ୍‌କେ ରକିଆ କରି ଆମ୍‌କେ ମିସା ରକିଆ କର୍‌ ।”
40 Ne var ki, öbür suçlu onu azarladı. “Sende Tanrı korkusu da mı yok?” diye karşılık verdi. “Sen de aynı cezayı çekiyorsun.
୪୦ମାତର୍‌ ଆରି ଗଟେକ୍‌ ଲକ୍‌ ତାକେ ଦମ୍‌କାଇ କରି କଇଲା, “ତୁଇ କାଇ ପର୍‌ମେସର୍‌କେ ଡରୁସ୍‌ ନାଇ କି? ତୁଇ ମିସା ତାର୍‌ପାରା ସମାନ୍‌ ଡଣ୍ଡ୍‌ ପାଇଲୁସ୍‌ନି କି ନାଇ?
41 Nitekim biz haklı olarak cezalandırılıyor, yaptıklarımızın karşılığını alıyoruz. Oysa bu adam hiçbir kötülük yapmadı.”
୪୧ଆରି ଆମେ ବୁଲ୍‌କରି ନିୟମ୍‌ ଇସାବେ ଡଣ୍ଡ୍‌ ପାଇଲୁନି । ମାତର୍‌ ସେତା କାଇ ବୁଲ୍‌ କରେ ନାଇ ।”
42 Sonra, “Ey İsa, kendi egemenliğine girdiğinde beni an” dedi.
୪୨ଆରି ସେ ଜିସୁକେ, “ଏ ଜିସୁ, ତୁଇ ନିଜର୍‌ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।”
43 İsa ona, “Sana doğrusunu söyleyeyim, sen bugün benimle birlikte cennette olacaksın” dedi.
୪୩ଜିସୁ ତାକେ କଇଲା, “ମୁଇ ତକେ ସତ୍‌ କଇଲିନି, ଆଜିସେ ତୁଇ ମର୍‌ସଙ୍ଗ୍‌ ପାରଦେସେ ରଇସୁ ।”
44 Öğleyin on iki sularında güneş karardı, üçe kadar bütün ülkenin üzerine karanlık çöktü. Tapınaktaki perde ortasından yırtıldı.
୪୪ସେବେଲେ ଆଡ୍‌ବେଲା ଅଇରଇଲା । ଆରି ବେଲର୍‌ ଉଜଲ୍‌ ଜାଉଁଲିଜାଇକରି, ତିନ୍‌ ଗଁଟା ଜାକ ଗୁଲାଇ ଦେସ୍‌ ଆନ୍ଦାର୍‌ ଅଇଗାଲା
୪୫ଆରି ଏଦେ ଦେକା! ମନ୍ଦିରର୍‌ ସୁକଲ୍‌ ଜାଗା, ବିନେ କର୍‌ବା ପାର୍‌ଦା ମଜାଇ ଦୁଇପଡା ଅଇ ଚିରିଅଇଲା ।
46 İsa yüksek sesle, “Baba, ruhumu ellerine bırakıyorum!” diye seslendi. Bunu söyledikten sonra son nefesini verdi.
୪୬ଆରି ଜିସୁ ଆଉଲିଅଇ କଇଲା, “ଏ ବାବା, ମର୍‌ ଆତ୍‌ମା ତକେ ସର୍‌ପିଦେଲିନି ।” ଏତ୍‌କି କଉ କଉ ତାର୍‌ ଜିବନ୍‌ ଚାଡିଗାଲା ।
47 Olanları gören yüzbaşı, “Bu adam gerçekten doğru biriydi” diyerek Tanrı'yı yüceltmeye başladı.
୪୭ରମିୟ ସନିଅମନର୍‌ ସେନାପତି ଏ ଗଟ୍‍ନା ଦେକି, ପର୍‌ମେସରର୍‌ ମଇମା କରି କଇଲା, “ସତଇସେ ଏ ଗଟେକ୍‌ ଦରମ୍‌ ଲକ୍‌ ରଇଲା ।”
48 Olayı seyretmek için biriken halkın tümü olup bitenleri görünce göğüslerini döve döve geri döndüler.
୪୮ଆରି ଜନ୍‌ ଲକ୍‌ମନ୍‌ ଏ ଗଟ୍‍ନା ଦେକ୍‌ବାକେ ରୁଣ୍ଡିରଇଲାଇ ସେମନ୍‌ ସେଟା ସବୁ ଦେକି ଦୁକ୍‌କରି ବୁକେ ମାରିଅଇ ଗରେ ବାଅଡ୍‌ଲାଇ ।
49 Ama İsa'nın bütün tanıdıkları ve Celile'den O'nun ardından gelen kadınlar uzakta durmuş, olanları seyrediyorlardı.
୪୯ମାତର୍‌ ଜିସୁର୍‌ ଚିନାର୍‌ଜାନାର୍‌ ଲକ୍‌ମନ୍‌ ଆରି ଗାଲିଲିଅନି ଆସି ତାର୍‌ ପଚ୍‌ପଚ୍‌ ଆଇତେରଇବା ମାଇଜିମନ୍‌ ଦୁରିକେ ଟିଆଅଇ ଏ ସବୁ ଦେକ୍‌ତେ ରଇଲାଇ ।
50 Yüksek Kurul üyelerinden Yusuf adında iyi ve doğru bir adam vardı.
୫୦ଆରି ଦେକା, ଆରାମାତିଆ ଗଡର୍‌ ଜିଉଦିମନର୍‌ ନେତା ଜସେପ୍‌ ନାଉଁର୍‌ ଗଟେକ୍‌ ଦରମ୍‌ ଆରି ମର୍‌ଜିତାର୍‌ ଲକ୍‌ ରଇଲା । ସେ ପର୍‌ମେସରର୍‌ ରାଇଜ୍‌ ଆସ ବଲି ଜାଗିରଇଲା ।
51 Bir Yahudi kenti olan Aramatya'dan olup Tanrı'nın Egemenliği'ni umutla bekleyen Yusuf, Kurul'un kararını ve eylemini onaylamamıştı.
୫୧ମାତର୍‌ ଆରାମାତିଆ ଗାଉଁର୍‌ ସେ ଲକ୍‌ ବଡ୍‌ସବାର୍‌ ଗଟେକ୍‌ ମେମର୍‌ ରଇଲେ ମିସା, ସେମନର୍‌ ନିଆଇ ଆରି କାମ୍‌ ସଙ୍ଗ୍‌ ରାଜିଅଇ ନ ରଇଲା । ଆରି ପର୍‌ମେସରର୍‌ ରାଇଜ୍‌ ଜାଗ୍‌ତେରଇଲା ।
52 Pilatus'a gidip İsa'nın cesedini istedi.
୫୨ସେ ପିଲାତର୍‌ ଲଗେ ଜାଇ ଜିସୁର୍‌ ମଲା ମଡ୍‌ ମାଙ୍ଗ୍‌ଲା ।
53 Cesedi çarmıhtan indirip keten beze sardı, hiç kimsenin konulmadığı, kayaya oyulmuş bir mezara yatırdı.
୫୩ଜିସୁର୍‌ ମଡ୍‌ କୁର୍‌ସେଅନି ଉତ୍‌ରାଇ ଉଲ୍‌ଉଲା ପଚିଆଇ ଗୁଡିଆଇକରି ଜେନ୍ତିକି କେବେ କାକେ ନ ସଙ୍ଗଇରଇଲା, ଗଟେକ୍‌ ରାଙ୍ଗ୍‌ନି କାଟି ତିଆର୍‌କରି ରଇଲା ପାଆରେ ନେଇ ସଙ୍ଗଇଲାଇ ।
54 Hazırlık Günü'ydü ve Şabat Günü başlamak üzereydi.
୫୪ସେ ଦିନ୍‌ ବିସ୍‌ରାମ୍‌ବାର୍‌ ଦିନ୍‌ ନ ଅଇରଇଲା, ସେ ଦିନ୍‍ କେଟି ଆଇତେରଇଲା ।
55 İsa'yla birlikte Celile'den gelen kadınlar da Yusuf'un ardından giderek mezarı ve İsa'nın cesedinin oraya nasıl konulduğunu gördüler.
୫୫ଆରି ଗାଲିଲିଅନି ଜିସୁର୍‌ ସଙ୍ଗ୍‌ ରଇଲା ମାଇଜିମନ୍‌ ଜସେପର୍‌ ସଙ୍ଗ୍‌ ଜାଇକରି ପାଆର୍‌ ବିତ୍‌ରେ ଜିସୁର୍‌ ଗାଗଡ୍‌ କେନ୍ତି ସଙ୍ଗଇଲା ଆଚେ ବଲି ଦେକ୍‌ଲାଇ ।
56 Evlerine dönerek baharat ve güzel kokulu yağlar hazırladılar. Ama Şabat Günü, Tanrı'nın buyruğu uyarınca dinlendiler.
୫୬ସେମନ୍‌ ବାଉଡିଜାଇ ବାସ୍‌ନା ଚିକନ୍‌ ଆରି ବାସ୍‌ନା ଦିନ୍‌ସୁ ତିଆର୍‌ କର୍‌ତେ ରଇଲାଇ । ସେ କାମ୍‌ ସାର୍‌ବାକେ ବିସ୍‌ରାମ୍‌ଦିନ୍‌ କେଟ୍‌ଲା । ଆରି ସେ ଦିନେ ମସାର୍‌ ନିୟମ୍‌ ଇସାବେ, ସେମନ୍‌ ବିସ୍‌ରାମ୍‌ କଲାଇ ।

< Luka 23 >