< İbraniler 10 >

1 Kutsal Yasa'da gelecek iyi şeylerin aslı yoktur, sadece gölgesi vardır. Bu nedenle Yasa, her yıl sürekli aynı kurbanları sunarak Tanrı'ya yaklaşanları asla yetkinliğe erdiremez.
ମସାର୍‌ ନିୟମ୍‌ ଅବ୍‌କା ଗଟେକ୍‌ ବାନା ପାରା ରଇଲା । ଜନ୍‌ ନିକ ଆସିର୍‌ବାଦ୍‌ କିରିସ୍‌ଟ ଆମ୍‌କେ ଦେଇସି, ସେ ଆସିର୍‌ବାଦର୍‌ ଗୁନ୍‌ଚଲନ୍‌ ତେଇ ଡିସ୍‌ତେରଇଲା । ମାତର୍‌ ସେଟା ଆସିର୍‌ବାଦର୍‌ ସମାନ୍‌ ନଏଁ । ତେବର୍‌ପାଇ ନିୟମ୍‌ ମାଙ୍ଗ୍‌ଲା ଇସାବେ, ସେମନ୍‌ ସବୁ ବର୍‌ସେ ବଲି ସର୍‌ପାଇ ଅଇତେରଇଲାଇ । ମାତର୍‌ ସେ ସବୁ ବଲି ସରପ୍‌ବାଟା ପର୍‌ମେସର୍‌ଟାନେ ଆଇବା ଲକ୍‌ମନ୍‌କେ ସିଦ୍‌ କରିନାପାର୍‌ଲା ।
2 Erdirebilseydi, kurban sunmaya son verilmez miydi? Çünkü tapınanlar bir kez günahlarından arındıktan sonra artık günahlılık duygusu kalmazdı.
ସେନ୍ତାରି ଜନ୍‌ ଲକ୍‌ମନ୍‌ ପର୍‌ମେସର୍‌କେ ଉପାସନା କର୍‌ତେରଇଲାଇ, ଜଦି ସେମନ୍‌ ତାକର୍‌ ପାପେ ଅନି ସୁକଲ୍‌ ଅଇତାଇ, ତେବେ ସେମନ୍‌କେ ତାକର୍‌ ପାପ୍‌ ଦସି ନ କରାଇତା । ଆରି ସବୁ ବଲିଦେବାଟା ସାରିଜାଇତା ।
3 Ancak o kurbanlar insanlara yıldan yıla günahlarını anımsatıyor.
ମାତର୍‌ ସବୁ ବରସେ ସେ ସମାନ୍‌ ବେଲାଇ ବଲି ସର୍‌ପିଦେବାଟା କର୍‌ବାକେ ପଡ୍‌ଲା । ସେମନର୍‌ ପାପ୍‌ ରଇଗାଲା ଆଚେ ବଲି ସେମନ୍‌ ତେଇଅନି ଜାନ୍‌ଲାଇ ।
4 Çünkü boğalarla tekelerin kanı günahları ortadan kaldıramaz.
କାଇକେବଇଲେ ବଲଦ୍‌ମନର୍‌ ଆରି ଚେଲିମନର୍‌ ବନି କେବେ ମିସା ଆମର୍‌ ପାପ୍‌ ଦାରି ନ ନେଏ ।
5 Bunun için Mesih dünyaya gelirken şöyle diyor: “Kurban ve sunu istemedin, Ama bana bir beden hazırladın.
ଆମେ ଜାନିଆଚୁ ଜେ, କିରିସ୍‌ଟ ଏ ଜଗତେ ରଇଲାବେଲେ ସେ ତାର୍‌ ବାବା ପର୍‌ମେସର୍‌କେ କଇ ରଇଲା, ବଲି ଆରି ସର୍‌ପିଦେବାଟା ତୁଇ ମନ୍‍ କରୁସ୍‌ ନାଇ । ସେଟାର୍‌ପାଇ ତୁଇ ମର୍‌ପାଇ ଗଟେକ୍‌ ଗାଗଡ୍‌ ତିଆର୍‌ କଲୁସ୍‌ ।
6 Yakmalık sunudan ve günah sunusundan Hoşnut olmadın.
ବେଦିଟାନେ ପଡାଇବା ପସୁମନ୍‌କେ ତୁଇ ମନ୍‌ କରୁସ୍‌ ନାଇ । କି ପାପ୍‌ ଦଇନେବା ବଲି ମିସା ନାଇ ।
7 O zaman şöyle dedim: ‘Kutsal Yazı tomarında Benim için yazıldığı gibi, Senin isteğini yapmak üzere, Ey Tanrı, işte geldim.’”
ତାର୍‌ପଚେ ମୁଇ କଇଲି, ଏ ପରମେସର୍‌, ମର୍‌ ବିସଇ ନିୟମ୍‌ ବଇଟାନେ ଜେନ୍ତି ଲେକାଅଇଆଚେ, ସେ ଇସାବେ ତୁଇ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ରାଜିଆଚି ।
8 Mesih ilkin, “Kurban, sunu, yakmalık sunu, günah sunusu istemedin ve bunlardan hoşnut olmadın” dedi. Oysa bunlar Yasa'nın bir gereği olarak sunulur.
ସେ ପର୍‌ତୁମ୍‌ କଇଲା, ତମେ ସର୍‌ପି ଦେବାଟା, କି ବେଦିଟାନେ ପଡାଇବାଟା, କି ପାପ୍‌ ଦାରିନେବା ପସୁମନର୍‌ ବନି ମନ୍‌ କରୁସ୍‌ ନାଇ । ଏ ସବୁ ବଲି ନିୟମ୍‌ ଇସାବେ ସର୍‌ପାଇ ଅଇରଇଲେ ମିସା, ସେ ଏନ୍ତାରି କଇଲା ।
9 Sonra, “Senin isteğini yapmak üzere işte geldim” dedi. Yani ikinciyi geçerli kılmak için birinciyi ortadan kaldırıyor.
ତାର୍‌ ପଚେ ସେ ଆରିତରେକ୍‌ କଇଲା, ତୁଇ ଜାଇଟା ମନ୍‍ କଲୁସ୍‌ନି ସେଟା ସିଦ୍‌ କର୍‌ବାକେ ଏ ପର୍‌ମେସର୍‌, ମୁଇ ଇତି ଆଚି । ସେନ୍ତାରି ଆଗର୍‌ପାରା ବଲିଦେବାଟା ପର୍‌ମେସର୍‌ ମନାକରି, ତାର୍‌ ବାଦୁଲେ କିରିସ୍‌ଟର୍‌ ବଲି ଟିକ୍‌ କଲା ।
10 Tanrı'nın bu isteği uyarınca, İsa Mesih'in bedeninin ilk ve son kez sunulmasıyla kutsal kılındık.
୧୦କିରିସ୍‌ଟ ପର୍‌ମେସରର୍‌ ମନ୍‍ କର୍‍ବାଟା ସାଦନ୍‌ କଲା । ସେ ତାର୍‌ ଗାଗଡ୍‌ ସର୍‌ପିଦେଇକରି ଏକାତର୍‌ ସବୁବେଲର୍‌ପାଇ ଆମର୍‌ ପାପ୍‌ ଦଇଦେଲା ।
11 Her kâhin her gün ayakta durup görevini yapar ve günahları asla ortadan kaldıramayan aynı kurbanları tekrar tekrar sunar.
୧୧ସବୁ ଜିଉଦି ପୁଜାରିମନ୍‌ ସେ ସମାନ୍‌ ବଲି ସର୍‌ପିଦେଇକରି ଦିନ୍‌କେଦିନ୍‌ ଟିଆ ଅଇତେରଇଲାଇ । ମାତର୍‌ ଏ ବଲି ଲକ୍‌ମନର୍‌ ପାପ୍‌ ନେଇ ନାପାର୍‌ଲା ।
12 Oysa Mesih günahlar için sonsuza dek geçerli tek bir kurban sunduktan sonra Tanrı'nın sağında oturdu.
୧୨ମାତର୍‌ କିରିସ୍‌ଟ ତରେକ୍‌ ସେ ନିଜ୍‌କେ ବଲିଅଇଲା, ସେଟା ଆମର୍‌ ପାପ୍‌କେ ଦାରିଗାଲା ଆରି ସେ ସର୍‌ପାଇ ଅଇଲାଟା ସବୁଦିନର୍‌ ପାଇ ନିକ । ସେ କରିରଇବା କାମ୍‌ ସାରାଇଲା ଇସାବେ ଗଟେକ୍‌ ଚିନ୍‌ ପାରା, ପର୍‌ମେସରର୍‌ ଉଜାବାଟେ ବସ୍‌ଲା ।
13 O zamandan beri düşmanlarının, kendi ayaklarının altına serilmesini bekliyor.
୧୩ସେ ଏବେ ମିସା ତେଇସେ ଜାଗିଆଚେ । ଜନ୍‌ ବେଲାଇ ପର୍‌ମେସର୍‌ ତାର୍‌ ସବୁ ସତ୍‌ରୁମନ୍‌କେ ତାର୍‌ ପାଦେ ଆନ୍‌ସି ।
14 Çünkü kutsal kılınanları tek bir sunuyla sonsuza dek yetkinliğe erdirmiştir.
୧୪ଗଟେକ୍‌ ବଲିର୍‌ଲାଗି ଆମେ ଜେତ୍‌କିଲକ୍‌ ପାପେଅନି ଦଇଅଇ ଆଚୁ, ସେ ଆମ୍‌କେ ସବୁଦିନର୍‌ ପାଇ ସିଦ୍‌ କରି ଆଚେ ।
15 Kutsal Ruh da bu konuda bize tanıklık ediyor. Önce diyor ki,
୧୫ସୁକଲ୍‌ଆତ୍‌ମା ମିସା ଆମ୍‌କେ ତାର୍‌ ସାକି ଦେଇ କଇଲାନି,
16 “Rab, ‘O günlerden sonra Onlarla yapacağım antlaşma şudur: Yasalarımı yüreklerine koyacağım, Zihinlerine yazacağım’ diyor.”
୧୬“ମାପ୍‌ରୁ କଇଲାନି, ଆଇବା ଦିନ୍‌ମନ୍‌କେ, ମୁଇ ଏ ନୁଆଁ ରାଜିନାମା, ସେ ଲକ୍‌ମନର୍‌ପାଇ କର୍‌ବି । ମୁଇ ମର୍‌ ନିୟମ୍‌ ସେମନର୍‌ ମନେ ସଙ୍ଗଇବି ଆରି ଚିନ୍ତା କର୍‌ବାଟାନେ ଲେକ୍‌ବି ।”
17 Sonra şunu ekliyor: “Onların günahlarını ve suçlarını artık anmayacağım.”
୧୭ସେ ଆରି ତରେକ୍‌ କଇଲା, ତାକର୍‌ ପାପ୍‌ ଆରି କାରାପ୍‌ ଗୁନ୍‌ ଚଲନ୍‌ ମୁଇ ପାସ୍‌ରି ଜିବି ।
18 Bunların bağışlanması durumunda artık günah için sunuya gerek yoktur.
୧୮ସେନ୍ତାରି ଏ ସବୁ ବିସଇ କେମା ଅଇଲାର୍‌ ପାଇ, ତାକର୍‌ ପାପ୍‌ ଦାରି ନେବାକେ ବଲି ଆରି ଦେବାକେ ନ ପଡେ ।
19 Bu nedenle, ey kardeşler, İsa'nın kanı sayesinde perdede, yani kendi bedeninde bize açtığı yeni ve diri yoldan kutsal yere girmeye cesaretimiz vardır.
୧୯ଏ ମର୍‌ ବାଇବଇନିମନ୍‌, ଜିସୁର୍‌ ମରନର୍‌ ଲାଗି ଆମେ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ବାକେ ଆମ୍‌କେ ଅଦିକାର୍‌ ଆଚେ ।
୨୦କାଇକେବଇଲେ, ତାର୍‌ ଗାଗଡ୍‌ ସର୍‌ପି ଅଇଲାକେ ପାର୍‌ଦାବାଟେ ଆମ୍‌କେ ନୁଆ ଆରି ଜିବନ୍‌ ରଇବା ବାଟ୍‌ ଉଗାଡିଦେଲା ଆଚେ ।
21 Tanrı'nın evinden sorumlu büyük bir kâhinimiz bulunmaktadır.
୨୧ଆରି ସେତ୍‌କିସେ ନଏଁ, ଆମ୍‌କେ ଏବେ ଗଟେକ୍‌ ବଡ୍‌ ପୁଜାରିଆଚେ । ଜେ କି ପରମେସର୍‌ ଗରର୍‌ ଅଦିକାରେ ର‍ଇବା ଲକ୍‌ ।
22 Öyleyse yüreklerimiz serpmeyle kötü vicdandan arınmış, bedenlerimiz temiz suyla yıkanmış olarak, imanın verdiği tam güvenceyle, yürekten bir içtenlikle Tanrı'ya yaklaşalım.
୨୨ସେଟାର୍‌ପାଇ ତେବେ ଆସା, ଆମେ ସତଇସେ ମନ୍‌କରି ଆରି ଡାଟ୍‌ସଙ୍ଗ୍‍ ବିସ୍‌ବାସ୍‌ କରି ପର୍‌ମେସରର୍‌ ଲଗେ ଜୁ । ଆମର୍‌ ବିବେକ୍‍ ଆମ୍‌କେ ଦସ୍‌ ନ ଦେଲାପାରା କିରିସ୍‌ଟର୍‌ ବନିସଙ୍ଗ୍‌ ଚିଚିଅଇକରି ଦଇଅଇ ରଇବାର୍‌ ଆଚେ । ଆରି ଆମର୍‌ ଗାଗଡ୍‌ ସୁକଲ୍‌ ପାନିସଙ୍ଗ୍‍ ଦଇଅଇଲାପାରା ରଇବାର୍‌ ଆଚେ ।
23 Açıkça benimsediğimiz umuda sımsıkı tutunalım. Çünkü vaat eden Tanrı güvenilirdir.
୨୩ଆମର୍‌ ଜନ୍‌ ଆସା ଉଁ, ବଲି ମାନିଆଇଲୁନି, ତାକେ ଡାଁଟ୍‌ କରୁ । ଆମେ ଅଇସି କି ନଏଁ ଆଲେ, ବଲି ନ ବାବୁ । କାଇକେବଇଲେ ପର୍‌ମେସର୍‌ ଜନ୍‌ ସପତ୍‌ କଲାଆଚେ, ସେଟା ସେ କର୍‌ସି ଆକା ।
24 Birbirimizi sevgi ve iyi işler için nasıl gayrete getirebileceğimizi düşünelim.
୨୪ଆସା, ଆମେ ବିନ୍‌ ଲକ୍‌ମନ୍‌କେ ମନ୍‌ଦେଇ ସେମନ୍‌କେ ସାଇଜ କରୁ । ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କରି ନିକ କାମ୍‌ କରୁ ।
25 Bazılarının alıştığı gibi, bir araya gelmekten vazgeçmeyelim; o günün yaklaştığını gördükçe birbirimizi daha da çok yüreklendirelim.
୨୫ଜେନ୍ତିକି ଆରି କେତେଲକ୍‌ କଲାଇନି, ଆମେ ମିସିବିଡି ରଇବା ବିସ୍‌ବାସି ବାଇବଇନି ମନର୍‌ ସଙ୍ଗ୍‍ ରୁଣ୍ଡ୍‌ବାକେ ଏଲା ନ କରୁ । ତାର୍‌ ବାଦୁଲେ ଆମର୍‌ ସଙ୍ଗାରିମନର୍‌ ବିସ୍‌ବାସ୍‌ ଡାଁଟ୍‌ କରାଉ । ଆମର୍‌ ମାପ୍‌ରୁ ଜିସୁ ଆରିତରେକ୍‌ ଆଇବା ଦିନ୍‌ ଲଗେ କେଟି ଆଇଲାନି ।
26 Gerçeği öğrenip benimsedikten sonra, bile bile günah işlemeye devam edersek, günahlar için artık kurban kalmaz; geriye sadece yargının dehşetli beklenişi ve düşmanları yiyip bitirecek kızgın ateş kalır.
୨୬କିରିସ୍‌ଟର୍‌ ବିସଇତେଇ ରଇବା ସତ୍‌, ଆମେ ଜାନିକରି ପାପ୍‌କରି ଲାଗିରଇଲେ, ଆମର୍‌ ପାପ୍‌ ଦାରିନେବାକେ ଆରି କାଇ ବଲି ନାଇ ।
୨୭ସେନ୍ତାର୍‌ଆଲେ ପର୍‌ମେସରର୍‌ ଜନ୍‌ ବଡ୍‌ବିଚାର୍‌ ଦିନ୍‌ ଆଇଲାନି, ତେଇ ତାର୍‌ ବେସି ଡର୍‌ ଲାଗ୍‌ବା ବିଚାର୍‌ନାର୍‌ପାଇ ଜାଗ୍‌ବାକେ ପଡ୍‌ସି । ପରମେସରର୍‌ ସବୁ ବିରଦିମନ୍‌କେ କୁରୁପ୍‌ନାସ୍‌ କର୍‌ବା ସେ ବେସି ଲାଗ୍‌ତେରଇବା ଜଇର୍‌ ପାଇ ମିସା ଜାଗ୍‌ବାକେ ପଡ୍‌ସି ।
28 Musa'nın Yasası'nı hiçe sayan, iki ya da üç tanığın sözüyle acımasızca öldürülür.
୨୮ମସାର୍‌ ନିୟମ୍‌ ନ ମାନ୍‌ବା ଗଟେକ୍‌ ଲକ୍‌କେ କାଇଟା ଅଇତେରଇଲା ବଲି ବାବିଦେକା । ଦୁଇ କି ତିନ୍‌ ଲକ୍‌ ତାର୍‌ ପାପର୍‌ ଲାଗି ସାକିଦେଲେ, ସେ କାଇମିସା ଦୟା ନ ପାଇକରି ମର୍‌ବାକେ ଆଦେସ୍‌ ଦେଇତେରଇଲାଇ ।
29 Eğer bir kimse Tanrı Oğlu'nu ayaklar altına alır, kendisini kutsal kılan antlaşma kanını bayağı sayar ve lütufkâr Ruh'a hakaret ederse, bundan ne kadar daha ağır bir cezaya layık görülecek sanırsınız?
୨୯ମସାର୍‌ ନିୟମ୍‌ ନ ମାନ୍‌ବା ଗଟେକ୍‌ ଲକର୍‌ ଦସା ସେନ୍ତାରି ରଇଲେ, ପର୍‌ମେସରର୍‌ ପଅକେ ଇନ୍‌ କର୍‌ବା ଗଟେକ୍‌ ଲକର୍‌ ଦସା କେତେକ୍‌ ଅଦିକ୍‌ ନ ର‍ଏ । ଜଦି ତାର୍‌ ରାଜିନାମାର୍‌ ବନିକେ କାଇ ମୁଲିଅ ନାଇ ବଲି ଏଲାକରିଦେଲେ, ଏ ବନିର୍‌ ଲାଗି ସେ ପାପେଅନି ସେ ସୁକଲ୍‌ ଅଇର‍ଇଲା । ସେନ୍ତାରି କର୍‌ବା ଲକ୍‌ ପର୍‌ମେସରର୍‌ ଆତ୍‌ମା ଜେ କି ଜିବନ୍‌ ଦୁକାଇ ଦୟା ଦେକାଇସି, ତାକେ ମିସା ମନ୍‌ଦୁକ୍‌ କରାଇଲାନି । ତାର୍‌ ଡଣ୍ଡ୍‌ କେତେକ୍‌ ଅଦିକ୍‌ ନ ଅଏ ।
30 Çünkü, “Öç benimdir, karşılığını ben vereceğim” ve yine, “Rab halkını yargılayacak” diyeni tanıyoruz.
୩୦କାଇକେବଇଲେ ଆମେ ଜାନିଆଚୁ, ପର୍‌ମେସର୍‌ କଇଲା, “ବେର୍‌ ସୁଜାଇବାକେ ମର୍‌ ଅଦିକାର୍‌ ଆଚେ । ମୁଇସେ ବାଉଡାଇବି ।” ସେ ଏନ୍ତାରି ମିସା କଇରଇଲା, “ମୁଇସେ ମାପ୍‌ରୁ ଆରି ମର୍‌ ଲକ୍‌ମନ୍‌କେ ମୁଇ ଆକା ବିଚାର୍‌ କର୍‌ବି ।”
31 Diri Tanrı'nın eline düşmek korkunç bir şeydir.
୩୧ଜିବନ୍‌ ରଇବା ଆରି ସବୁର୍‌ଟାନେଅନି ବପୁ ରଇବା ପର୍‌ମେସର୍‌ ଡଣ୍ଡ୍‌ ପାଇବାକେ କେତେକ୍‌ ଡର୍‌ ଲାଗ୍‌ସି ।
32 Sizlerse aydınlandıktan sonra acılarla dolu büyük bir mücadeleye dayandığınız o ilk günleri anımsayın.
୩୨ଗାଲା ଦିନ୍‌ମନ୍‌କେ ତମେ କେନ୍ତାରି ରଇଲାସ୍‌, ତମେ ଏତାଇଦେକା । ପର୍‌ମେସରର୍‌ ସତ୍‌ ବିସଇର୍‌ ପାଇ ତମର୍‌ ମନ୍‌ ଉଗାଡି ଅଇଲାକେ, ତମ୍‌କେ ବେସି ଦୁକ୍‌ କସ୍‌ଟ ଅଇଲେମିସା, ସେଟା ସବୁ ମୁର୍‌ଚି କରି ରଇଲାସ୍‌ । ଆରିତେଇ ଆରିଜାଆସ୍‌ ନାଇ ।
33 Bazen sitemlere, sıkıntılara uğrayıp seyirlik oldunuz, bazen de aynı durumda olanlarla dayanışma içine girdiniz.
୩୩କେତେ କେତେ ତର୍‌ ତମ୍‌କେ ସବୁର୍‌ ମୁଆଟେ ଇଜତ୍‌ ଜିକ୍‌ଲାଇ ଆରି କାରାପ୍‌ ଇସାବେ ଦେକ୍‌ଲାଇ । କେବେ କେବେ ଜନ୍‌ ଲକ୍‌ମନ୍‌କେ ଦୁକ୍‌ ଆଇସି, ତାକର୍‌ ସମାନ୍‌ ଅଇତେରଇଲାସ୍‌ ।
34 Hem hapistekilerin dertlerine ortak oldunuz, hem de daha iyi ve kalıcı bir malınız olduğunu bilerek mallarınızın yağma edilmesini sevinçle karşıladınız.
୩୪ଆରି ବନ୍ଦି ଗରେ ରଇବା ତମର୍‌ ସଙ୍ଗାରିମନ୍‌କେ ଦୟା ଦେକାଇଲାସ୍‌ । ତମର୍‌ଟାନେ ଜେତ୍‌କି ରଇଲାଟା ସେମନ୍‌ ମାର୍‌ଦାର୍‌ କରି ନେଲାବେଲେ, ତମେ ସାର୍‌ଦାସଙ୍ଗ୍‍ ମୁର୍‌ଚି ରଇଲାସ୍‌ । କାଇକେବଇଲେ, ତମ୍‌କେ ତାର୍‌ତେଇଅନି ନିକଟା ଆରି ନ ସାର୍‌ବା ଦିନ୍‌ ଜାକ ରଇବା ଦନ୍‌ସଁପତି ଆଚେ ବଲି ଜାନିରଇଲାସ୍‌ ।
35 Onun için cesaretinizi yitirmeyin; bu cesaretin ödülü büyüktür.
୩୫ସେଟାର୍‌ପାଇ ତମର୍‌ ସାଆସ୍‌ ଚାଡାନାଇ । ମାତର୍‌ ସେଟା କର୍‌ତେରୁଆ । କାଇକେ ବଇଲେ ତମର୍‌ ଇନାମ୍‌ ବଡ୍‌ ରଇସି ।
36 Çünkü Tanrı'nın isteğini yerine getirmek ve vaat edilene kavuşmak için dayanma gücüne ihtiyacınız vardır.
୩୬ପର୍‌ମେସରର୍‌ ମନ୍‍ କଲାଟା ସାଦନ୍‌ କର୍‌ବାକେ ତମେ ମୁର୍‌ଚିକରି ରଇବାର୍‌ ଆଚେ ଆରି ସେ କାତା ଦେଇରଇବାଟା ତମେ ମିଲାଇସା ।
37 Artık, “Gelecek olan pek yakında gelecek Ve gecikmeyecek.
୩୭ଜେନ୍ତାରିକି ସାସ୍‌ତରେ ଲେକା ଅଇଲାଆଚେ, ଚନେକ୍‌ ଜାଗିରୁଆ, ଜେ ଆଇବାର୍‌ ଆଚେ, ସେ ଆଇସି ଆକା, ସେ ଅଲ୍‌ସମ୍‌ ନ ଅଏ ।
38 Doğru adamım, imanla yaşayacaktır. Ama geri çekilirse, ondan hoşnut olmayacağım.”
୩୮ମର୍‌ ଜେତ୍‌କି ଦରମ୍‌ ଲକ୍‌ ଆଚତ୍‌, ସେମନ୍‌ ବିସ୍‌ବାସ୍‌ କରି ବଁଚ୍‌ବାଇ ମାତର୍‌ ଜେ ଜଦି ପଚ୍‌କେ ବାଅଡ୍‌ଲେ ମୁଇ ତାର୍‌ଟାନେ ସାର୍‌ଦା ନ ଅଇ ।
39 Bizler geri çekilip mahvolanlardan değiliz; iman edip canlarının kurtuluşuna kavuşanlardanız.
୩୯ମାତର୍‌ ଆମେ ପର୍‌ମେସର୍‌କେ ନ ମାନିକରି ତାର୍‌ ତେଇଅନି ବେଗ୍‌ଲି ଜିବା ଲକ୍‌ ନଉଁ । ମାତର୍‌ ଆମେ ବିସ୍‌ବାସ୍‌ କରି ରକିଆ ପାଇଲା ଲକ୍‌ମନର୍‌ ସଙ୍ଗ୍‍ ଆଚୁ ।

< İbraniler 10 >