< 2 Petrus 2 >

1 Ama İsrail halkı arasında sahte peygamberler vardı; tıpkı sizin de aranızda yanlış öğreti yayanlar olacağı gibi. Bunlar kendilerini satın alan Efendi'yi bile yadsıyarak gizlice aranıza yıkıcı öğretiler sokacaklar. Böyleleri kendi başlarına ani bir yıkım getirecek.
ପୁର୍‌ବେ ପର୍‌ମେସରର୍‌ ଲକ୍‌ମନର୍‌ ବିତ୍‌ରେ ମିଚ୍‌ କାତା କଇବା ବବିସତ୍‌ବକ୍‌ତାମନ୍‌ ମିସା ରଇଲାଇ । ସେନ୍ତାରିସେ ତମର୍‌ ବିତ୍‌ରେ ମିସା ମିଚ୍‌ ସିକାଉମନ୍‌ ରଇବାଇ । ପର୍‌ମେସରର୍‌ ବିସଇ ସେମନ୍‌ ମିଚ୍‌ଟା ସିକାଇବାଇ । ଜନ୍‌ ଲକ୍‌ମନ୍‌ ସେ କାତା ବିସ୍‌ବାସ୍‌ କର୍‌ବାଇ, ସେମନ୍‌ ବିନାସ୍‌ ଅଇଜିବାଇ । ସେମନ୍‌କେ ମୁକ୍‌ଲାଇଲା ନିଜର୍‌ ମୁକ୍‌ତିକାରିଆକେ ସେମନ୍‌ ଚାଡିଦେବାଇ । ସେନ୍ତାରି କଲାର୍‌ ପାଇ ପର୍‌ମେସର୍‌ ସେମନ୍‌କେ ଦାପ୍‌ରେ କୁରୁପ୍‌ନାସ୍‌ କର୍‌ସି ।
2 Birçokları da onların sefahatine kapılacak. Onların yüzünden gerçeğin yoluna sövülecek.
ବିସ୍‌ବାସି ବଲାଇଅଇବା ବେସି ଲକ୍‌ମନ୍‌ ତାକର୍‌ କାରାପ୍‌ ଚଲାଚଲ୍‌ତି ଦାର୍‌ବାଇ ଆରି ସତ୍‌ ବାଟର୍‌ ବିସଇନେଇ କାରାପ୍‌ କାତା କଇ ବୁଲ୍‌ବାଇ ।
3 Açgözlülüklerinden ötürü uydurma sözlerle sizi sömürecekler. Onlar için çoktan beri verilmiş olan yargı gecikmez. Onları bekleyen yıkım da uyuklamaz.
ଏନ୍ତାଟା ସିକାଉମନ୍‌ ଲବ୍‌ ଅଇକରି ନିଜେ ତିଆର୍‌ କରିରଇବା କାତା କଇକରି ତମ୍‌କେ ନାଡାଇବାଇ । ସେନ୍ତାରି ଲକ୍‌ମନ୍‌କେ ଡଣ୍ଡ୍‌ ଦେବି ବଲି ପର୍‌ମେସର୍‌ କାତା ଦେଇରଇଲା । ଆରି ସେଟା କର୍‌ବାକେ ସେ ଏବେ ଜାଗିଆଚେ । ସେ ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି ଆକା ।
4 Tanrı günah işleyen melekleri esirgemedi; onları cehenneme atıp karanlıkta zincire vurdu. Yargılanıncaya dek orada tutulacaklar. (Tartaroō g5020)
ପୁର୍‌ବେ କେତେଟା ଦୁତ୍‌ମନ୍‌ ଜେଡେବେଲେ ପାପ୍‌ କରିରଇଲାଇ, ପର୍‌ମେସର୍‌ ସେମନ୍‌କେ ଡଣ୍ଡ୍‌ ନ ଦେଇକରି ଚାଡିଦେଏ ନାଇ । ମାତର୍‌ ସେମନ୍‌କେ ନର୍‌କେ ପିଙ୍ଗିଦେଲା । ସେମନ୍‌କେ ବିଚାର୍‌ କରି ଡଣ୍ଡ୍‌ଦେବା ଦିନ୍‌ ଜାକ ସେ ସେମନ୍‌କେ ବନ୍ଦିକରି ଆନ୍ଦାରେ ସଙ୍ଗଇସି । (Tartaroō g5020)
5 Tanrı eski dünyayı da esirgemedi. Ama tanrısızların dünyasına tufanı gönderdiğinde, doğruluk yolunu bildiren Nuh'u ve yedi kişiyi daha korudu.
ଆଗର୍‌କାଲେ ବଁଚିରଇବା ଲକ୍‌ମନ୍‌ ପର୍‌ମେସର୍‌କେ ମାନିକରି ରଅତ୍‌ନାଇକେ, ସେ ସେମନ୍‌କେ ଡଣ୍ଡ୍‌ ନ ଦେଇକରି ଚାଡେନାଇ । ତାର୍‌ବାଦୁଲେ ସେମନର୍‌ପାଇ ବନିଆ ଆନାଇଲା । ତେଇ ସବୁଲକ୍‌ ବୁଡିଗାଲାଇ । ମାତର୍‌ ସେ ନଅ ଆରି ତାର୍‌ କୁଟୁମର୍‌ ସାତ୍‌ଲକ୍‌କେ ସେ ରକିଆ କଲା । ସେବେଲେ ନଅ ପର୍‌ମେସର୍‌ ଦେକ୍‌ବା ଇସାବେ ଟିକ୍‌ ବିସଇ କର୍‌ବାର୍‌ ଆଚେ ବଲି ଲକ୍‌ମନ୍‌କେ କଇତେରଇଲା ।
6 Sodom ve Gomora kentlerini yakıp yıkarak yargıladı. Böylece tanrısızların başına geleceklere bir örnek verdi.
ସଦମ୍‌ ଗମରା ନଅର୍‌ମନ୍‌କେ ରଇବା ଲକ୍‌ମନ୍‌କେ ପର୍‌ମେସର୍‌ ଦସିକରି ତାକର୍‌ ନଅର୍‌ମନ୍‌କେ ପଡାଇକରି କୁରୁପ୍‌ନାସ୍‌ କରିଦେଲା । ସେମନ୍‌ ବେସି କାରାପ୍‌ କାମ୍‌ କଲାଇଜେ ଏନ୍ତାରି କଲା । ତାକେ ନ ମାନିକରି ରଇବା ଲକ୍‌ମନ୍‌କେ ଏନ୍ତାରି ଦସା ଅଇସି ବଲି ଲକ୍‌ମନ୍‌କେ ଦେକାଇଲା ।
7 Ama ilke tanımayan kişilerin sefih yaşayışından azap duyan doğru adam Lut'u kurtardı.
ସେ ନଅର୍‌ମନ୍‌ ପଡାଇବା ଆଗ୍‌ତୁ ସେ ଲତ୍‌କେ ରକିଆ କଲା । ଲତ୍‌ ଗଟେକ୍‌ ନିକଲକ୍‌ ରଇଲା । ତାର୍‌ ନଅରର୍‌ ଲକ୍‌ମନ୍‌ କରିରଇବା ପାଦ୍‌ରାପାଦ୍‌ରି କାମ୍‌ ଆରି ନିୟମ୍‌ ନ ମାନ୍‌ବାଟା ଦେକି ବେସି ଦୁକ୍‌ କର୍‌ତେରଇଲା ।
8 Çünkü onların arasında yaşayan bu doğru adam, görüp işittiği yasa tanımaz davranışlar yüzünden doğru yüreğinde her gün ıstırap çekerdi.
ସେନ୍ତାରି କାରାପ୍‌ ଲକ୍‌ମନର୍‌ ବିତ୍‌ରେ ଲତ୍‌ ନିକ ସଙ୍ଗ୍‍ ବଁଚିକରି ରଇଲା । ସେମନ୍‌ କରିରଇବା କାରାପ୍‌ କାମ୍‌ ସେ ଦେକ୍‌ତେରଇଲା ଆରି କଇତେରଇବା ସତ୍‌ ନ ରଇବା ବିସଇ, ସୁନ୍‌ତେରଇଲା । ସେ ଗଟେକ୍‌ ନିକ ଲକ୍‌ ରଇଲାଜେ ଏଟାମନ୍‌ ସୁନି ଦୁକ୍‌ କର୍‌ତେରଇଲା ।
9 Görülüyor ki Rab kendi yolunda yürüyenleri karşılaştıkları denemelerden nasıl kurtaracağını bilir. Doğru olmayanları, özellikle benliğin yozlaşmış tutkuları ardından giden ve yetkisini hor görenleri cezalandırarak yargı gününe dek nasıl alıkoyacağını da bilir. Bu küstah, dikbaşlı kişiler yüce varlıklara sövmekten korkmazlar.
ସେନ୍ତାର୍‌ ଆଲେ ଦରମ୍‌ ଲକ୍‌ମନ୍‌କେ ପର୍‌ମେସର୍‌ ତାକର୍‌ ଦୁକ୍‌ କସ୍‌ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍‌ସି । ଆରି କାରାପ୍‌ ଲକ୍‌ମନ୍‌କେ ସେ ସବୁ ଲକ୍‌କେ ବିଚାର୍‌ କର୍‌ବା ଦିନ୍‌ ଜାକ ଡଣ୍ଡ୍‌ଦେଇ ସଙ୍ଗଇସି ।
୧୦ତାକର୍‌ ପାପର୍‌ ଗୁନ୍‌ଚଲନ୍‌ ଇସାବେ ଚଲାଚଲ୍‌ତିକରି ଲାଜର ବିସଇ କର୍‌ବା ଲକ୍‌ମନ୍‌କେ ସେ ବେସି ବଡ୍‌ ଡଣ୍ଡ୍‌ ଦେଇସି । ତାକର୍‌ ଉପ୍‌ରେ ସାସନ୍‌ କର୍‌ବାକେ ପର୍‌ମେସରର୍‌ ଜନ୍‌ ଅଦିକାର୍‌ ଆଚେ, ସେଟା ସେମନ୍‌ ନିଚ୍‌ଲାଇନି । ଏନ୍ତାରି ମିଚ୍‌ ସିକାଉ ଆଁକ୍‌ରିଆମନ୍‌, ନିଜର୍‌ ମନ୍‌କେ ଆଇଲାଟା କର୍‌ବାକେ ଡରତ୍‌ ନାଇ । ସର୍‌ଗେ ମଇମାସଙ୍ଗ୍‍ ରଇବାଟାମନ୍‌କେ ମିସା ନିନ୍ଦା କର୍‌ବାଇ ।
11 Oysa melekler bile, güç ve kudrette daha üstün oldukları halde bu varlıkları Rab'bin önünde söverek yargılamazlar.
୧୧ତାକର୍‌ଟାନେଅନି ଅଦିକ୍‌ ବଡ୍‌ରଇ ବପୁ ରଇବା ଦୁତ୍‌ମନ୍‌, ମାପ୍‌ରୁର୍‌ ମୁଆଟେ ଆକର୍‌ ବିସଇନେଇ ନିନ୍ଦାକାତା କଅତ୍‌ ନାଇ ।
12 Ama anlamadıkları konularda sövüp sayan bu kişiler, içgüdüleriyle yaşayan, yakalanıp boğazlanmak üzere doğan, akıldan yoksun hayvanlar gibidir. Hayvanlar gibi onlar da yıkıma uğrayacaklar.
୧୨ମାତର୍‌ ଏମନ୍‌ ଡଙ୍ଗ୍‌ରେ ରଇବା ପସୁମନର୍‌ପାରା । ତାକର୍‌ ଗାଗଡ୍‌ ଜନ୍‌ଟା କର୍‌ବାକେ ମନ୍‌ କର୍‌ସି, ସେଟାସେ କଲାଇନି । ସେନ୍ତାରି ପସୁମନ୍‌କେ ଲକ୍‌ମନ୍‌ ଦାରିକରି ମରାଇବାଇ । ସେମନ୍‌ ନାଜାନ୍‌ଲା ବିସଇ ନେଇକରି ନିନ୍ଦାକାତା କଇବାଇ । ସେମନ୍‌କେ ଲକ୍‌ମନ୍‌ ମରାଇଲା ପାରା ପର୍‌ମେସର୍‌ କୁରୁପ୍‌ନାସ୍‌ କର୍‌ସି ।
13 Ettikleri haksızlığa karşılık zarar görecekler. Gündüzün zevk alemlerine dalmayı eğlence sayarlar. Birer leke ve yüzkarasıdırlar. Sizinle yiyip içerken kendi hilelerinden zevk alırlar.
୧୩ବିନ୍‌ ଲକ୍‌ମନ୍‌କେ ସେମନ୍‌ ବେସି ଦୁକ୍‌ କସ୍‌ଟ ଦେଲାଇଆଚତ୍‌କେ ପର୍‌ମେସର୍‌ ମିସା ସେମନ୍‌କେ ଦୁକ୍‌ କସ୍‌ଟ ଦେଇସି । ନିଜର୍‌ ଗାଗଡ୍‌ ମନ୍‌ କଲାଟା ପୁରାପୁରୁନ୍‌ କର୍‌ବାକେ ସେମନ୍‌ କାଇଟା ମିସା କର୍‌ବାଇ । ସେଟା ଦିନ୍‌ବେଲେ ମିସା କର୍‌ବାଇ । ମାତର୍‌ ସେମନ୍‌ ତମର୍‌ ସଙ୍ଗ୍‍ କାଇବାକେ ବସ୍‌ଲାବେଲେ ମିସା ସେନ୍ତାରି ଅଇତେରଇବାଇ, ଜନ୍‌ଟାକି ତମ୍‌କେ ଇଜତ୍‌ ଜିକି ଲାଜ୍‌ କରାଇସି ।
14 Gözleri zinayla doludur, günaha doymazlar. Kararsız kişileri ayartırlar. Yüreği açgözlülüğe alıştırılmış lanetli insanlardır.
୧୪ବେସିଆ କାମ୍‌ କର୍‌ବାକେ ସବୁବେଲେ ମନ୍‌ କର୍‌ତେରଇବାଇ । ସେନ୍ତାରି କର୍‌ବାଟାନେଅନି ସେମନ୍‌ କେବେ ନ ତେବତ୍‌ । ମନ୍‌ ବିତ୍‌ରେ ଦୁର୍‌ବଲ୍‌ ରଇବା ଲକ୍‌ମନ୍‌କେ ନାଡାଇକରି ପାପ୍‌କାମ୍‌ କର୍‌ବାଟାନେ ଡାକିନେବାଇ । ସେମନ୍‌ ବେସି ଲବି ଅଇଆଚତ୍‌ । ପର୍‌ମେସର୍‌ ସେମନ୍‌କେ ସାଇପ୍‌ ଦେଲା ଆଚେ ।
15 Haksızlıkla elde ettiği kazancı seven Beor oğlu Balam'ın yolunu tutarak doğru yolu bırakıp saptılar.
୧୫ସଲକ୍‌ ବାଟ୍‌ ଚାଡିକରି ବାଟ୍‌ବାନା ଅଇଲାଇ ଆଚତ୍‌ । ବେଅର୍‌ ପଅ ବାଲାମ୍‌, ଜେ କି ଗଟେକ୍‌ ବବିସତ୍‌ବକ୍‌ତା ରଇଲା, ସେ ଜନ୍‌ ରକାମ୍‌ କାମ୍‌ମନ୍‌ କରିରଇଲା, ଏମନ୍‌ ମିସା ସେନ୍ତାରି କଲାଇଆଚତ୍‌ । ଡାବୁ ଆସାଅଇ ବାଲାମ୍‌ ଏନ୍ତି ରଇଲାଜେ ସେଟା ମିଲାଇବାକେ ବୁଲ୍‌ କାମ୍‌ କର୍‌ବାକେ ମିସା ତିଆର୍‌ ଅଇରଇଲା ।
16 Balam işlediği suçtan ötürü azarlandı. Konuşamayan eşek, insan diliyle konuşarak bu peygamberin çılgınlığına engel oldu.
୧୬ମାତର୍‌ ସେ କରିରଇବା କାରାପ୍‌ କାମର୍‌ ଲାଗି, ପର୍‌ମେସର୍‌ ତାକେ ଦମ୍‌କାଇଲା । ତାର୍‌ ଗଦ ନର୍‌ଲକ୍‌ ପାରା କାତା ଅଇଲା ଆରି ଜନ୍‌ ବାୟା କାମ୍‌ କର୍‌ବାକେ ସେ ଜାଇତେରଇଲା, ସେ କାମେଅନି ତାକେ ତେବାଇଲା ।
17 Bu kişiler, susuz pınarlar, fırtınanın dağıttığı sis gibidirler. Onları koyu karanlık bekliyor.
୧୭ଏ ଲକ୍‌ମନ୍‌ ପାନି ଆଁଟିଜାଇରଇବା ପାଜ୍‌ରା ପାରା । ଜବର୍‌ ପବନ୍‌ ଆସି ଉଡାଇନେବା ବାଦଲ୍‌ ପାରା । ପର୍‌ମେସର୍‌ ସେମନର୍‌ପାଇ ପୁରାପୁରୁନ୍‌ ଆନ୍ଦାର୍‌ ରଇବା ଗଟେକ୍‌ ଜାଗା ସଙ୍ଗଇଆଚେ । (questioned)
18 Çünkü yanlış yolda yürüyenlerden henüz kurtulanları, boş ve kurumlu sözler söyleyerek benliğin tutkularıyla, sefahatle ayartırlar.
୧୮ସେମନ୍‌ ଲକ୍‌ମନ୍‌କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍‌ ତେଇ କାଇଟା ନ ରଏ । ଗାଗଡ୍‌ ମନ୍‌ କଲା ସବୁ ଗୁନ୍‌ଚଲନ୍‌ କରିଅଇସି ବଲି ସେମନ୍‌ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍‌ତି କରି ଆଇତେରଇବା ଲକ୍‌ମନ୍‌କେ ସୁତ୍‌ରାଇକରି ନେବାଇ ।
19 Onlara özgürlük vaat ederler, oysa kendileri yozlaşmışlığın kölesidirler. Çünkü insan neye yenilirse onun kölesi olur.
୧୯ତାକର୍‌ ସିକିଆ ମାନିକରି ରଇଲେ ମୁକ୍‌ତି ମିଲ୍‌ସି ବଲି ସେମନ୍‌ କାତାଦେବାଇ । ମାତର୍‌ ସେମନ୍‌ ନିଜେ କାରାପ୍‌ ଚଲାଚଲ୍‌ତିର୍‌ ଗତିଦାଙ୍ଗ୍‌ଡା ଅଇଆଚତ୍‌ । ସେ କାରାପ୍‌ ଚଲାଚଲ୍‌ତି ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି । ଜଦି ଗଟେକ୍‌ ଲକ୍‌କେ କାରାପ୍‌ ଅବିଆସ୍‌ ଦାରିଆଚେ, ସେ ତାର୍‌ ଗତିଦାଙ୍ଗ୍‌ଡା ।
20 Rab ve Kurtarıcı İsa Mesih'i tanımakla dünyanın çirkefliğinden kurtulduktan sonra yine aynı işlere karışıp yenilirlerse, son durumları ilk durumlarından beter olur.
୨୦ସେନ୍ତାରି ମିଚ୍‌ ସିକାଉମନ୍‌ ଲକ୍‌ମନ୍‌କେ କୁରୁପ୍‌ନାସ୍‌ କର୍‌ବା କାରାପ୍‌ ବିସଇତେଇଅନି ରକିଆ ପାଇକରି ଆମର୍‌ ମୁକ୍‌ତିକାରିଆ ମାପ୍‌ରୁ ଜିସୁକିରିସ୍‌ଟକେ ଜାନିରଇଲାଇ । ମାତର୍‌ ଆରିତରେକ୍‌ ସେ କାରାପ୍‌ ବିସଇମନ୍‌ କର୍‌ବାକେ ନିଜେ ସର୍‌ପିଅଇଲାଇ ଆଚତ୍‌ । ତାକର୍‌ ଏବର୍‌ ଇନସ୍‍ତା ଆଗ୍‌ତୁର୍‌ ଇନସ୍‌ତାଇ କେତେକ୍‌ ଅଦିକ୍‌ ଆଚେ ।
21 Çünkü doğruluk yolunu bilip de kendilerine emanet edilen kutsal buyruktan geri dönmektense, bu yolu hiç bilmemiş olmak onlar için daha iyi olurdu.
୨୧ଦରମ୍‌ ଚଲାଚଲ୍‌ତି କର୍‌ବା ବାଟ୍‌ ସେମନ୍‌ କେବେ ଜାନିନରଇଲେ ତାକର୍‌ ପାଇ ନିକ ଅଇତା । ମାତର୍‌ ସେମନ୍‌ ଏବେ ଲକ୍‌ମନ୍‌ ସିକିଆ ପାଇରଇବା ପର୍‌ମେସରର୍‌ ନିୟମ୍‌ ଚାଡିଦେଇଆଚତ୍‌ ।
22 Şu gerçek özdeyiş onların durumunu anlatıyor: “Köpek kendi kusmuğuna döner”, “Domuz da yıkandıktan sonra çamurda yuvarlanmaya döner.”
୨୨ସେମନ୍‌ କଲାପାରା ବିସଇ ଉପଦେସ୍‌ ବଇଟାନେ ଲେକା ଅଇଲାଆଚେ । କୁକୁର୍‌ ଜନ୍‌ଟା ବାତିକର୍‌ସି, ସେଟାସେ ଜାଇ କାଇସି, ଗୁସ୍‌ରିକେ ପାନି ଦୁଆଇଦେଇ ରଇଲେ ମିସା ସେ କାଦଲଗେସେ ଜାଇ ଚକ୍‌ଟି ଅଇସି ।

< 2 Petrus 2 >