< లూకా 21 >
1 ౧ హుండీలో కానుకలు వేస్తున్న సంపన్నులను ఆయన చూశాడు.
ଇତାର୍ହଃଚେ ଜିସୁ ଚାରିହାକ୍ ଆକିହ୍କାୟ୍, ମାଜନ୍ ଲକମଃନ୍ ଦାନ୍ହେଳି ତଃୟ୍ ନିଜାର୍ ନିଜାର୍ ଦାନ୍ ଦେତାର୍ ଦଃକ୍ଲା ।
2 ౨ ఒక పేద వితంతువు అతి తక్కువ విలువగల రెండు నాణాలు అందులో వేస్తుంటే చూశాడు.
ଆର୍, ଜିସୁ ଗଟ୍ ଗଃରିବ୍ ରାଣ୍ଡି ଜଳେକ୍ ସାନ୍ ତାମ୍ବାକାସୁ ହଃକାଉତାର୍ ଦଃକ୍ଲା
3 ౩ అప్పుడాయన “ఈ పేద వితంతువు అందరి కంటే ఎక్కువ వేసిందని మీతో నిజంగా చెబుతున్నాను.
ମୁୟ୍ଁ ତୁମିମଃନ୍କେ ନିଜ୍କଃରି କଃଉଁଲେ, “ଇ ଗଃରିବ୍ ରାଣ୍ଡି ସଃବ୍କେ ଅଃଦିକ୍ ଦିଲିଆଚେ ।
4 ౪ వారంతా తమ కలిమిలో నుండి కానుకలు వేశారు. కానీ ఈమె తన లేమిలోనుంచి తన బతుకు తెరువంతా వేసింది” అని వారితో చెప్పాడు.
କାୟ୍ତାକ୍ବଃଲେକ୍ ଇ ସଃବୁ ଲକ୍ ବଃଣ୍ଡାରେ ନିଜାର୍ ନିଜାର୍ ଉବୁର୍ଲା ଦଃନ୍ ଅଃଳକ୍ ଅଃଳକ୍ ହଃକାୟଲାୟ୍, ମଃତର୍ ଏ ନିଜାର୍ ଅକେଟ୍ ବଃଳ୍ ନିଜାର୍ ଜିବନ୍ ବଚାଉଁକେ ଜଃତେକ୍ ରିଲି, ସେ ସଃବୁ ଦାନ୍କଃଲି ।”
5 ౫ దేవాలయాన్ని అందమైన రాళ్ళతోనూ, కానుకలతోనూ అలంకరించారని కొందరు మాట్లాడుకుంటూ ఉన్నారు.
ଆର୍ କଃତେକ୍ ଚେଲାମଃନ୍ ମନ୍ଦିରାର୍ ବିସୟେ କଃତାବାର୍ତା ଅଃଉତି ରିଲାୟ୍ । ସେମଃନ୍ କଃଉତି ରିଲାୟ୍, ସେତି ତିଆର୍ ଅୟ୍ରିଲା ସୁନ୍ଦୁର୍ ଟେଳା, ଆର୍ ଇସ୍ୱର୍କେ ଦାନ୍ ଦଃୟ୍ରିଲା, ଜିନିସ୍ସଃବୁ ସଃଙ୍ଗ୍ ମନ୍ଦିର୍ ବଃଡେ ସୁନ୍ଦୁର୍ ଡିସୁଲି ।
6 ౬ అప్పుడు ఆయన, “ఈ కట్టడాలను మీరు చూస్తున్నారు గదా, వీటిలో రాయి మీద రాయి నిలవకుండా పడదోసే రోజు వస్తుంది” అన్నాడు.
ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଇରି ଜାୟ୍ରି ସଃବୁ ଦଃକୁଲାସ୍, ବେଳା ଆସେଦ୍ ଜଃଡେବଃଳ୍ ଗଟେକ୍ ଟେଳା ଆରେକ୍ ଗଟେକ୍ ଟେଳା ଉହ୍ରେ ନଃରେୟ୍, ସଃର୍ନେ ମାଟାୟ୍ ମିସେଦ୍ ।”
7 ౭ అప్పుడు వారు, “బోధకా, ఇవి ఎప్పుడు జరుగుతాయి. ఇవి జరిగే ముందు ఏ సూచన కనిపిస్తుంది?” అని ఆయనను అడిగారు.
ସେତାକ୍ ସେମଃନ୍ ତାକ୍ ହଃଚାର୍ଲାୟ୍, “ଏ ଗୁରୁ, ତଃବେ ଇସଃବୁ କଃବେ ଗଃଟେଦ୍? ଆରେକ୍ ଜୁୟ୍ ବେଳାୟ୍ ଇ ସଃବୁ ଗଃଟ୍ଣା ଲଃଗେ ଅୟ୍ଦ୍ ସଃଡେବଃଳାର୍ ଚିନ୍ କାୟ୍ରି?”
8 ౮ ఆయన, “మీరు మోసానికి గురి కాకుండా చూసుకోండి. చాలా మంది నా పేర వచ్చి, ‘నేనే ఆయనను’ అంటారు. ‘ఆ కాలం దగ్గర పడింది’ అంటారు. మీరు వారిని అనుసరించవద్దు.
ସେତାକ୍ ଜିସୁ କୟ୍ଲା, “ଜଃଗ୍ରାତ୍ ରିଆ, ତୁମିମଃନ୍ ଜଃନ୍କଃରି ଉଲୁ ନଃଉଁଆସ୍; କାୟ୍ତାକ୍ବଃଲେକ୍ ଗାଦେକ୍ ଲକ୍ମଃନ୍ ମର୍ ନାଉଁଏ ଆସି ମୁୟ୍ଁ ସେ ଆର୍ ବେଳ୍ ହଚ୍ଲିନି ବଃଲି କଃଉତି; ସେମଃନାର୍ ହଃଚେ ଜାହାନାୟ୍ ।
9 ౯ మీరు యుద్ధాలను గూర్చీ విప్లవాలను గూర్చీ విన్నప్పుడు భయపడవద్దు. ఇవి మొదట తప్పక జరగాలి కాని అంతం అప్పుడే రాదు” అన్నాడు.
ମଃତର୍ ତୁମିମଃନ୍ ଜଃଡେବଃଳ୍ ଜୁଜ୍ ଆର୍ ଗଣ୍ଡ୍ଗଳ୍ ଅଃଉତାର୍ ସୁଣାସ୍, ସଃଡେବଃଳ୍ ଡିରା ନାୟ୍; କାୟ୍ତାକ୍ବଃଲେକ୍ ଇରିମଃନ୍ ହଃର୍ତୁ ଗଃଟେଦ୍, ମଃତର୍ ତଃତ୍କାଣ୍ ଜୁଗ୍ ସେସ୍ ନୟ୍ ।”
10 ౧౦ ఆయన వారితో ఇంకా ఇలా అన్నాడు, “ఒక జాతి పైకి మరో జాతీ ఒక రాజ్యం పైకి మరో రాజ్యమూ దాడి చేస్తుంది.
ତାର୍ହଃଚେ ସେ ସେମଃନ୍କେ କୟ୍ଲା, “ଲକ୍ ବିରଦେ ଲକ୍ ଆର୍ ରାଇଜ୍ ବିରଦେ ରାଇଜ୍ ଉଟ୍ତି ।
11 ౧౧ కొన్ని చోట్ల గొప్ప భూకంపాలూ కరువులూ ఈతిబాధలూ కలుగుతాయి. ఆకాశంలో భయంకరమైన ఉత్పాతాలూ గొప్ప సూచనలూ కనిపిస్తాయి.
ଆର୍ ବଃଡ୍ବଃଡ୍ ବୁଇଁକମ୍ପ୍, ଆର୍ ଟାଣେ ଟାଣେ ମଃର୍ଡି ଦଃରେଦ୍ ଆର୍ କଃତାର୍ ଅୟ୍ଦ୍, ଆର୍ ଅଃଗାସ୍ ଉହ୍ରେ ବୟଃଙ୍କାର୍ ଗଃଟ୍ଣାମଃନ୍ ଦଃକାୟ୍ ଅୟ୍ଦ୍ ଆର୍ ବଃଡେ ବଃଡେ ଚିନ୍ମଃନ୍ ଡିସେଦ୍ ।
12 ౧౨ ఇవన్నీ జరగడానికి ముందు వారు మిమ్మల్ని పట్టుకుని హింసిస్తారు. నా నామం కోసం మిమ్మల్ని రాజుల ఎదుటికీ అధికారుల ఎదుటికీ తీసుకువెళ్ళి, సమాజ మందిరాలకీ చెరసాలలకూ అప్పగిస్తారు.
ମଃତର୍ ଇସଃବୁ ଗଃଟ୍ଣା ଗଃଟ୍ତା ହୁର୍ବେ ଲକ୍ମଃନ୍ ତୁମିକେ ଦଃର୍ତି ଆର୍ ପାର୍ତ୍ନା ଗଃରେ ଆର୍ ଜଃଇଲେ ସଃର୍ହି ଦଃୟ୍ ଆର୍ଲା କଃର୍ତି ମର୍ ନାଉଁଏ ତୁମିକେ ରଃଜା ଆର୍ ସଃର୍କାର୍ ଅଃଦିକାରିମଃନାର୍ ତଃୟ୍ ଟିଆ ଅଃଉଁକେ ହଃଳେଦ୍;
13 ౧౩ దీని వలన సాక్ష్యం ఇవ్వడానికి మీకు అవకాశం దొరుకుతుంది.
ଇରି ମର୍ ବିସୟେ ବିନ୍ ଲକ୍ମଃନ୍କେ ସାକି ଦେଉଁକେ ତୁମିମଃନ୍କେ ବାଟ ମିଳେଦ୍ ।
14 ౧౪ కనుక మేము ఏం జవాబులు చెప్పాలా అని ముందే ఆలోచించుకోకూడదని మీ మనసులో నిశ్చయం చేసుకోండి.
ବଃଲେକ୍ ନିଜାର୍ ବିସୟେ କାୟ୍ ଉତୁର୍ ଦିଆସ୍ ସେତାକ୍ ଆଗ୍ତୁ ଚିତା ନଃକେରୁକ୍ ଅଃହ୍ଣା ଅଃହ୍ଣାର୍ ମଃନ୍ ବିତ୍ରେ ତିର୍ କଃରା;
15 ౧౫ మీ విరోధులు ఎదిరించలేని, కాదనలేని జ్ఞానాన్నీ, నోటిమాటలనూ మీకిస్తాను.
କାୟ୍ତାକ୍ବଃଲେକ୍ ମୁୟ୍ଁ ତୁମିମଃନ୍କେ ଅଃନ୍କାର୍ କଃତା ଆର୍ ଗ୍ୟାନ୍ ଦଃୟ୍ନ୍ଦ୍ ଜେ, ତୁମିମଃନାର୍ ସଃର୍ନେ ବିରଦି ଲକ୍ ସେତାର୍ ବିରଦ୍ କି ଜଃବାଉ ଦେଉଁକ୍ ନଃହାର୍ତି ।
16 ౧౬ తల్లిదండ్రులూ, అన్నదమ్ములూ, బంధువులూ, స్నేహితులే మిమ్మల్ని పట్టిస్తారు. వారు మీలో కొంతమందిని చంపిస్తారు.
ମଃତର୍ ତୁମିମଃନ୍କେ ଉବାଦି ଆୟ୍ଦି, ବାୟ୍, ନିଜାର୍ ଲକ୍ମଃନ୍ ହେଁ ସଃର୍ହି ଦେତି, ଆରେକ୍ ତୁମାର୍ ବିତ୍ରେ ସଃଙ୍ଗ୍ ମଃନ୍ହେଁ କାକେ କାକେ ମଃର୍ନେ ମାର୍ତି ।
17 ౧౭ నా నామం కారణంగా అందరూ మిమ్మల్ని ద్వేషిస్తారు.
ଆରେକ୍ ମର୍ ନାଉଁଆର୍ ଗିନେ ତୁମିମଃନ୍କେ ସଃବୁଲକ୍ ଗିଣ୍ କଃର୍ତି ।
18 ౧౮ కానీ మీ తల వెంట్రుకల్లో ఒక్కటి కూడా రాలదు.
ମଃତର୍ ତୁମାର୍ ମୁଣ୍ଡାର୍ ବାଳ୍ ହେଁ ନଃସ୍ଟ୍ ନୟ୍ ।
19 ౧౯ మీరు మీ సహనం వలన మీ ప్రాణాలను కాపాడుకుంటారు.
ତୁମିମଃନ୍ ଅଃଟୁଆ ଅୟ୍ରିଲେକ୍ ଅଃହ୍ଣା ଅଃହ୍ଣାର୍ ହଃରାଣ୍ ରଃକ୍ୟା କଃରାସ୍ ।”
20 ౨౦ యెరూషలేమును సైన్యాలు ముట్టడించడం మీరు చూసినప్పుడు దాని నాశనం దగ్గర పడిందని తెలుసుకోండి.
“ମଃତର୍ ତୁମିମଃନ୍ ଜଃଡେବଃଳ୍ ଜିରୁସାଲମ୍କେ ସଃଇନ୍ ଦଃଳ୍ ମଃନ୍ ବେଳି ଅୟ୍ଲାର୍ ଦଃକାସ୍ ସଃଡେବଃଳ୍ ସେରି ବଃସମ୍ ଅଃଉତାର୍ ଲଃଗେ ଅୟ୍ଲି ବଃଲି ଜାଣାସ୍ ।
21 ౨౧ అప్పుడు యూదయలో ఉన్న వారు కొండలకు పారిపోవాలి. పట్టణంలో ఉన్నవారు బయటకు పోవాలి. గ్రామవాసులు దానిలో ప్రవేశించ కూడదు.
ସଃଡେବଃଳ୍ ଜୁୟ୍ ଲକ୍ମଃନ୍ ଜିଉଦା ରାଇଜେ ରେତି, ସେମଃନ୍ ଡଙ୍ଗୁର୍ ଉହ୍ରେ ହଃଳାୟ୍ ଜଃଅତ୍, ଜୁୟ୍ଲକ୍ ଗଃଳ୍ ବିତ୍ରେ ରେତି, ନିଚୟ୍ ସେମଃନ୍ ବାରାୟ୍ ଜଃଅତ୍, ଆର୍ ଜୁୟ୍ଲକ୍ ଗାଉଁଏ ରେତି, ସେମଃନ୍ ଗଃଳ୍ ବିତ୍ରେ ନଃଜଃଅତ୍;
22 ౨౨ ఎందుకంటే అవి పగ తీర్చుకునే రోజులు. రాసి ఉన్నవన్నీ నెరవేరేలా ఆ రోజులు వస్తాయి.
କାୟ୍ତାକ୍ବଃଲେକ୍ ଲେକ୍ଲା କଃତା ସଃବୁ ହୁରୁଣ୍ ଅଃଉଁକେ ସେରି ଟିକ୍ ଡଃଣ୍ଡାର୍ ବେଳା ଅୟ୍ଦ୍ ।
23 ౨౩ ఆ రోజుల్లో గర్భవతులకూ బాలింతలకూ ఎంతో యాతన కలుగుతుంది. దేశంలో చాలా దురవస్థ కలుగుతుంది. ఈ ప్రజల పైకి ఉగ్రత దిగి వస్తుంది.
ସଃଡେବଃଳ୍ ଜୁୟ୍ ଟକିମଃନ୍ ଆଙ୍ଗେ ରେତି ଆର୍ ଜୁୟ୍ ଟକିମଃନାର୍ ଦୁଦ୍ କଃତା ସାନ୍ ହିଲା ରେତି, ସେମଃନ୍ ବଃଡେ ଦୁକ୍ ହାଉତି, କାୟ୍ତାକ୍ବଃଲେକ୍ ହୁର୍ତିବିଏ ବଃଡ୍ ବିପ୍ତି ଆର୍ ଇ ଜାତିକେ ଡଃଣ୍ଡ୍ ଗଃଟେଦ୍ ।
24 ౨౪ వారు కత్తిపాలై చనిపోతారు. శత్రువులు వారిని చెరపట్టి యూదులు కాని అన్యజనాల్లోకి తీసుకువెళ్తారు. యూదేతర జాతులు తమ కాలాలు పూర్తి అయ్యేవరకూ యెరూషలేమును కాళ్ళ కింద తొక్కుతారు.
ଆର୍ ସେମଃନ୍ କଃଣ୍ଡା ଲଃଗେ ହୁଜାଇ ଅଃଉତି ଆର୍ ବାନ୍ଦାୟ୍ ଅୟ୍ ସଃବୁ ଅଜିଉଦି ବିତ୍ରେ ନିଆ ଅଃଉତି, ଆରେକ୍ ବିନ୍ ଜାତିମଃନାର୍ କାଳ୍ ହୁରୁଣ୍ ନଃଉତା ହଃତେକ୍ ଜିରୁସାଲମ୍ ସେମଃନାର୍ ହାଦ୍ତଃଳେ ରଃୟ୍ଦ୍ ।”
25 ౨౫ “ఇంకా సూర్య చంద్ర నక్షత్రాల్లో సూచనలు కలుగుతాయి. సముద్రం, దాని అలల హోరు శబ్దానికి భూమి మీద ప్రజలు భయకంపితులై యాతన పడతారు.
“ଆରେକ୍ ବେଳ୍, ଜଃନ୍ ତାରାମଃନାର୍ ତଃୟ୍ ଚିନ୍ ଦଃକାଜାୟ୍ଦ୍ ଆର୍ ହୁର୍ତିବିଜାକ ଲକ୍ ମଃନାର୍ ବିତ୍ରେ ବିପ୍ତି ଗଃଟେଦ୍; ସଃମ୍ନ୍ଦ୍ ଆର୍ ଉଲାଳାର୍ ଗଃର୍ଜାଣେ ସେମଃନାର୍ ବୁଦି ବାଣା ଅୟ୍ଦ୍ ।
26 ౨౬ ఆకాశంలోని శక్తులు కదిలిపోతాయి. కాబట్టి లోకం పైకి రాబోయే వాటిని గురించిన భయం ప్రజలకి కలుగుతుంది. వారు గుండెలవిసి పోయి కూలిపోతారు.
ଆରେକ୍ ହୁର୍ତିବି ଉହ୍ରେ ଆସ୍ତି ରିଲା ଗଃଟ୍ଣା ମଃନ୍ ଡିରିକଃରି ଲକ୍ମଃନ୍ ମୁର୍ଚା ହର୍ ଅଃଉତି, ବଃଲେକ୍ ଅଃଗାସ୍ ଉହ୍ରାର୍ ସଃକ୍ତିମଃନ୍ ଜଃତ୍କଃତ୍ ଅଃଉତି ।
27 ౨౭ అప్పుడు మనుష్య కుమారుడు బల ప్రభావంతో, గొప్ప యశస్సు కలిగి మేఘాలపై రావడం చూస్తారు.
ସଃଡେବଃଳ୍ ଲକ୍ମଃନ୍ ନଃରାର୍ ହୟ୍ସିକେ ବଃଡେ ସଃକ୍ତି ଆର୍ ଜଃଜ୍ମାନ୍ ସଃଙ୍ଗ୍ ମେଗେ ଆସ୍ତାର୍ ଦଃକ୍ତି ।
28 ౨౮ ఇవి జరగడం ఆరంభమైనప్పుడు ధైర్యం తెచ్చుకోండి. తలలు పైకెత్తి చూడండి. మీ విముక్తి దగ్గరవుతూ ఉంటుంది” అన్నాడు.
ମଃତର୍ ଇ ସଃବୁ ଗଃଟ୍ଣା ଆରୁମ୍ ଅୟ୍ଲେକ୍ ତୁମିମଃନ୍ ମୁଣ୍ଡ୍ ଟେକି ଉହ୍ରେ ଦଃକା, ବଃଲେକ୍ ତୁମିମଃନାର୍ ମୁକୁଳ୍ତାର୍ ଚଃମେ ଅୟ୍ଲି ।”
29 ౨౯ తరువాత ఆయన వారికి ఒక ఉపమానం చెప్పాడు. “అంజూర చెట్టునూ మిగిలిన అన్ని చెట్లనూ చూడండి.
ଆର୍, ସେ ସେମଃନ୍କେ ଗଟ୍ କଃତା କୟ୍ କୟ୍ଲା, “ଡୁମ୍ବୁର୍ ଆର୍ ସଃବୁ ଗଃଚ୍ମଃନାର୍ କଃତା ବାବି ଦଃକା;
30 ౩౦ అవి చిగురించినప్పుడు వసంత రుతువు వచ్చేసిందని మీరు తెలుసుకుంటారు కదా!
ଜଃଡେବଃଳ୍ ସେ ଡାଳ୍ ହଃତାର୍ମଃନ୍ କଃଉଁଣା ଅୟ୍ଦ୍, ସଃଡେବଃଳ୍ ତୁମିମଃନ୍ ସେରି ଦଃକି, କଃରା ବିନ୍ ଲଃଗେ ଅୟ୍ଲି ବଃଲି ନିଜେ ନିଜେ ଜାଣୁଲାସ୍ ।
31 ౩౧ అదే విధంగా ఈ సంగతులు జరుగుతున్నప్పుడు దేవుని రాజ్యం దగ్గరలో ఉందని తెలుసుకోండి.
ସେନ୍କଃରି ତୁମିମଃନ୍ ହେଁ ଇସଃବୁ ଗଃଟ୍ଣା ଦଃକ୍ଲେକ୍ ମାପ୍ରୁର୍ ରାଇଜ୍ ଲଃଗେ ଅୟ୍ଲି ବଃଲି ଜାଣା ।”
32 ౩౨ ఇవన్నీ జరిగే వరకూ ఈ జాతి అంతం కాదని మీకు కచ్చితంగా చెబుతున్నాను.
“ମୁୟ୍ଁ ତୁମିକେ ସଃତ୍ କଃଉଁଲେ, ଇ ସଃବୁ ଗଃଟ୍ଣା ଗଃଟ୍ତା ହଃତେକ୍ ଅଃବାର୍ ଲକ୍ମଃନାର୍ ବଃଉଁସ୍ ନଃବୁଡେ ।
33 ౩౩ ఆకాశమూ భూమీ అంతం అవుతాయి కానీ నా మాటలు ఎన్నటికీ అంతం కావు.
ଅଃଗାସ୍ ଆର୍ ହୁର୍ତିବି ନଃସ୍ଟ୍ ଅୟ୍ଦ୍, ମଃତର୍ ମର୍ କଃତା କଃବେ ନଃସ୍ଟ୍ ନଃହୟ୍ ।”
34 ౩౪ “తినడం, తాగడం వల్లా, మత్తుగా ఉండడం వల్లా, ఇహలోక చింతల వల్లా మీ హృదయాలు బరువెక్కి ఉండగా, ఆ రోజు ఒక వలలాగా ఆకస్మికంగా మీ మీదికి వచ్చి పడకుండా జాగ్రత్త పడండి.
“ତୁମିମଃନ୍ ନିଜାର୍ ନିଜାର୍ ବିସୟେ ଜଃଗ୍ରାତ୍ ଅୟ୍ରିଆ, ଚଃନେମଃନେ ତୁମାର୍ ମଃନ୍ ମାତୁଆଳି ଆର୍ ମଃଦ୍ କାଉଁକେ ଆରେକ୍ ଜିବ୍କାର୍ ଗିନେ ଚିତାୟ୍ ବୁଡି ରେତା ବଃଳ୍ ସେ ଦିନ୍ ଲୁକ୍ଣେ ତୁମାର୍ ଉହ୍ରେ ଆସେଦ୍;
35 ౩౫ ఆ రోజు లోకంలో ఉన్న వారందరి పైకి అకస్మాత్తుగా వస్తుంది.
କାୟ୍ତାକ୍ବଃଲେକ୍ ସେରି ହାନ୍ଦା ହର୍ ସଃରା ହୁର୍ତିବି ସଃବୁଲକାର୍ ଉହ୍ରେ ଆସେଦ୍ ।
36 ౩౬ కాబట్టి జరగబోయే వీటన్నిటి నుండి తప్పించుకుని, మనుష్య కుమారుడి ముందు నిలవడం కోసం శక్తిగల వారుగా ఉండడానికి ఎప్పుడూ ప్రార్థన చేస్తూ మెలకువగా ఉండండి” అని చెప్పాడు.
ମଃତର୍ ଜଃନ୍କଃରି ଇ ସଃବୁ ଆଗ୍ତୁ ଗଃଟ୍ଣା ତଃୟ୍ହୁଣି ବଚୁକେ ଆର୍ ନଃରାର୍ ହୟ୍ସି ଚଃମେ ଟିଆ ଅଃଉଁକେ ହାରାସ୍ ଇତାକ୍ ସଃବୁ ବଃଳ୍ ଗଃଉଆରି କଃରି ଜାଗି ରିଆ ।”
37 ౩౭ ఆయన ప్రతి రోజూ పగలు దేవాలయంలో బోధిస్తూ రాత్రి ఒలీవ కొండపై గడిపేవాడు.
ଜିସୁ ହଃତିଦିନ୍ ମନ୍ଦିରେ ସିକ୍ୟା ଦେତିରିଲା ଆର୍ ସଃବୁ ରାତି ବାରାୟ୍ ଜାୟ୍ ଜିତ୍ ଡଙ୍ଗ୍ରେ ରେତିରିଲା ।
38 ౩౮ ప్రజలంతా పొద్దున్నే దేవాలయంలో ఆయన ఉపదేశం వినడానికి వస్తూ ఉన్నారు.
ଆର୍ ସଃବୁ ଲକ୍ ମନ୍ଦିରେ ତାର୍ ସିକ୍ୟା ସୁଣୁକ୍ ହଃତି ସଃକାଳ୍ୟା ତାର୍ ତଃୟ୍ ଆସ୍ତି ରିଲାୟ୍ ।