< లూకా 15 >
1 ౧ తరువాత ఒకసారి పన్నులు వసూలు చేసేవారూ, పాపులూ అనేకమంది ఆయన ఉపదేశం వినడానికి ఆయన దగ్గరికి వచ్చారు.
ଗଟ୍ଦିନ୍ ରିବ୍ନି ଆର୍ ହାହି ଲକ୍ମଃନ୍ ଜିସୁର୍ କଃତା ସୁଣୁକ୍ ତାର୍ ହାକ୍ ଆସ୍ତି ରିଲାୟ୍ ।
2 ౨ పరిసయ్యులూ, ధర్మశాస్త్ర పండితులూ అది చూసి, “ఈ మనిషి పాపులను దగ్గరికి రానిస్తూ వారితో కలసి భోజనం చేస్తున్నాడు” అని సణుక్కున్నారు.
ସେତାକ୍ ପାରୁସିମଃନ୍ ଆର୍ ଦଃର୍ମ୍ଗୁରୁମଃନ୍ ଇରି ଦଃକି କଃରି ଲିନ୍ଦା କଃରୁକେ ଦଃର୍ଲାୟ୍ ଆର୍ ଲିନ୍ଦା କଃରି କୟ୍ଲାୟ୍, “ଇ ଲକ୍ ହାହିମଃନାର୍ ସଃଙ୍ଗ୍ ମିସୁଲା ଆର୍ ସେମଃନାର୍ ସଃଙ୍ଗ୍ କାଉଁଲା!”
3 ౩ అందుకాయన వారికి ఈ ఉపమానం చెప్పాడు,
ସେତାକ୍ ଜିସୁ ସେମଃନ୍କେ ଇ କଃତା କୟ୍ଲା,
4 ౪ “మీలో ఏ మనిషికైనా వంద గొర్రెలు ఉండి వాటిలో ఒకటి తప్పిపోతే అతడు మిగిలిన తొంభై తొమ్మిది గొర్రెలను అడవిలో వదిలి, వెళ్ళి ఆ తప్పిపోయిన గొర్రె దొరికేంత వరకూ వెదకడా?”
“ତୁମାର୍ ବିତ୍ରେ ଇରଃକମ୍ କୁୟ୍ ଲକ୍ ଆଚେ ଜେ, ତାର୍ ଜଦି ହାଁଚ୍କଳି ମେଣ୍ଡା ରେତି, ଆର୍ ସେମଃନାର୍ ବିତ୍ରେ ଗଟେକ୍ ଆଜେଦ୍, ତଃବେ ସେ ଲକ୍ ଗଟେକ୍ଉଣା ହାଁଚ୍କଳି ମେଣ୍ଡାକ୍ ହଃଦାୟ୍ ଚାଡିକଃରି, ସେ ଆଜିରିଲା ମେଣ୍ଡାକ୍ ମିଳାଉତା ହଃତେକ୍ ତାକେ କାୟ୍ ନଃଲଳେ?
5 ౫ అది దొరికినప్పుడు సంతోషంతో దాన్ని తన భుజాల మీద వేసుకుని ఇంటికి వచ్చి తన స్నేహితులనూ, ఇరుగుపొరుగు వారినీ పిలిచి
ଜଃଡେବଃଳ୍ ସେ ଲକ୍ ଆଜିରିଲା ମେଣ୍ଡାକ୍ ମିଳାୟ୍ଦ୍ ସେ ବଃଡେ ସଃର୍ଦାଅୟ୍, ତାକ୍ କଃନ୍ଦେ ବୟ୍ କଃରି ତାର୍ ଗଃରେ ଆଣେଦ୍ ।
6 ౬ ‘మీరు నాతో కలిసి సంతోషించండి. ఎందుకంటే తప్పిపోయిన నా గొర్రె దొరికింది’ అని వారితో చెబుతాడు కదా.
ଆରେକ୍ ଅଃହ୍ଣାର୍ ଲକ୍ବାକ୍କେ ଆର୍ ହାକିହଃଳ୍ସାକେ କୁଦି ସେମଃନ୍କେ କୟ୍ଦ୍, ‘ଆସା ତୁମିମଃନ୍ ମର୍ ସଃଙ୍ଗ୍ ସଃର୍ଦା କଃରା, କାୟ୍ତାକ୍ବଃଲେକ୍ ଆଜିରିଲା ମେଣ୍ଡାକେ ମିଳାୟ୍ଲେ ।’
7 ౭ అలాగే పశ్చాత్తాపం అక్కరలేని తొంభై తొమ్మిది మంది నీతిమంతుల విషయంలో కలిగే సంతోషం కంటే పశ్చాత్తాపం పొందే ఒక్క పాపి విషయమై పరలోకంలో ఎక్కువ సంతోషం కలుగుతుంది.
ମୁଁୟ୍ ତୁମିକେ କଃଉଁଲେ, ସେରଃକମ୍ ଜୁୟ୍ ଲକ୍ମଃନାର୍ ମଃନ୍ ବାଦ୍ଲାୟ୍ ଆସ୍ତାକ୍ ମଃନ୍ ନାୟ୍, ଇବାନ୍ୟା ଗଟେକ୍ଉଣା ହାଁଚ୍କଳି ଦଃର୍ମି ଲକ୍ମଃନାର୍ ତଃୟ୍ହୁଣି, ଜେ ହାହ୍ ଚାଡେଦ୍, ଇରଃକମ୍ ଗଟେକ୍ ହାହି ଲକାର୍ ଗିନେ ସଃର୍ଗେ ଅଃଦିକ୍ ସଃର୍ଦା ଅୟ୍ଦ୍ ।”
8 ౮ “ఒకామెకు పది వెండి నాణాలు ఉండి వాటిలో ఒకటి పోతే ఆమె దాని కోసం దీపం వెలిగించి ఇల్లంతా ఊడ్చి పోయిన నాణెం దొరికే వరకూ జాగ్రత్తగా వెదకదా?
“ତଃବେ ଇରଃକମ୍ କୁୟ୍ ମାୟ୍ଜି ଆଚେ ଜେ, ତାର୍ ଜଦି ଦଃସ୍ଗଟ୍ ରୁହା ଟଃକା ରଃୟ୍ଦ୍, ଆର୍ ସେତିର୍ ଗଟେକ୍ ଆଜେଦ୍, ତଃବେ ସେ କୁପି ଲାଗାୟ୍ କଃରି ଗଃର୍ ରୁଣ୍ଡାୟ୍ ସେରି ମିଳାଉତା ହଃତେକ୍ କାୟ୍ ଜଃତୁନେ ନଃଲଳେ?
9 ౯ అది దొరికినప్పుడు తన స్నేహితురాళ్ళనూ ఇరుగుపొరుగు వారినీ పిలిచి, ‘నేను పోగొట్టుకున్న నాణెం దొరికింది కాబట్టి నాతో కలసి సంతోషించండి’ అంటుంది కదా.
ଆରେକ୍ ଆଜିରିଲା ସେ ଟଃକା ମିଳାୟ୍ଲେକ୍ ସେ ତାର୍ ସଃଙ୍ଗ୍ମଃନ୍କେ ଆର୍ ହାକିହଃଳ୍ସାକେ କୁଦିକଃରି କୟ୍ଦ୍, ମର୍ ସଃଙ୍ଗ୍ ସଃର୍ଦା କଃରା, ବଃଲେକ୍ ମର୍ ଜୁୟ୍ ଟଃକା ଆଜିରିଲି ସେରି ମିଳାୟ୍ଲେ ।
10 ౧౦ అలాగే పశ్చాత్తాపం పొందే పాపిని గురించి దేవుని దూతల సముఖంలో సంతోషం కలుగుతుందని మీకు చెబుతున్నాను” అన్నాడు.
ମୁୟ୍ଁ ତୁମିମଃନ୍କେ କଃଉଁଲେ, ସେରଃକମ୍ ଜେ ହାହ୍ଚାଡେଦ୍, ଇରଃକମ୍ ଗଟେକ୍ ହାହିର୍ ଗିନେ ଇସ୍ୱରାର୍ ଦୁତ୍ମଃନାର୍ ଚଃମେ ସଃର୍ଦା ଅୟ୍ଦ୍ ।”
11 ౧౧ ఆయన ఇంకా ఇలా అన్నాడు, “ఒక మనిషికి ఇద్దరు కొడుకులు ఉన్నారు.
ଜିସୁ ଆରେକ୍ କୟ୍ଲା, “ଗଟ୍ ଲକାର୍ ଜୁଳେକ୍ ହୟ୍ସି ରିଲାୟ୍ ।
12 ౧౨ వారిలో చిన్నవాడు ‘నాన్నా, ఆస్తిలో నా వాటా నాకు పంచి ఇవ్వు’ అన్నాడు. తండ్రి తన ఆస్తిని వారికి పంచి ఇచ్చాడు.
ସାନ୍ ହୟ୍ସି ଉବାସିକ୍ କୟ୍ଲା, ‘ଉବା, ମର୍ ବାଗାର୍ ଦଃନ୍ବିତ୍ ଅଃବେ ମକ୍ ଦେ ।’ ତଃବେ ତାର୍ ଉବାସି ତାର୍ ଦଃନ୍ବିତ୍କେ ସଃର୍ନେ ଦୁୟ୍ ବାୟ୍କ୍ ବାଟାକଃରି ଦିଲା ।
13 ౧౩ కొద్ది రోజుల తరువాత చిన్న కొడుకు తనకున్నదంతా కూడగట్టుకుని దూర దేశానికి ప్రయాణమై వెళ్ళాడు. అక్కడ తన డబ్బంతా దుర్వ్యసనాలపై విచ్చలవిడిగా ఖర్చు చేశాడు.
ଅଃଳକ୍ ଦିନ୍ ଗଃଲାହଃଚେ ସାନ୍ ହୟ୍ସି ତାର୍ ବାଗାର୍ ଦଃନ୍ବିତ୍କେ ଗଟେତଃୟ୍ କଃରି ଦୁର୍ ଦେସେ ଗଃଲା, ଆର୍ ସେତି ଜାୟ୍ ହଲ୍ୟାହଲ୍ୟା ଅଃହ୍ଣାର୍ ଜିବନ୍ କାଟି ସଃର୍ନେ ଦଃନ୍ବିତ୍ ବୁଡାୟ୍ଲା ।
14 ౧౪ అంతా ఖర్చయిపోయాక ఆ దేశంలో తీవ్రమైన కరువు వచ్చింది. అతనికి ఇబ్బందులు మొదలైనాయి.
ମଃତର୍ ସଃବୁ ଦଃନ୍ ବୁଡାୟ୍ଲା ହଃଚେ, ସେ ଦେସେ କଃତାର୍ ଅୟ୍ଲାକ୍, ତାର୍ ଅକେଟ୍ ଅଃଉଁକେ ଦଃର୍ଲି ।
15 ౧౫ దాంతో అతడు వెళ్ళి ఆ దేశంలో ఒక వ్యక్తి దగ్గర పనికి కుదిరాడు. ఆ వ్యక్తి అతనిని తన పందులు మేపడానికి తన పొలాల్లోకి పంపించాడు.
ସେତାର୍ଗିନେ ସେ ଜାୟ୍ ସେ ଦେସାର୍ ଗଟେ ଲକାର୍ ତଃୟ୍ ଜାୟ୍ ଗତି କଃଟ୍ଲା ଆର୍ ସେ ଲକ୍ ତାକ୍ ଗୁସ୍ରା ଚଃରାଉଁକେ ତାର୍ ହଃଦାୟ୍ ହଃଟାୟ୍ଲା;
16 ౧౬ అతడు ఆ పందులు తినే పొట్టుతో తన కడుపు నింపుకోవాలని ఆశ పడ్డాడు. కానీ అతనికి ఎవరూ ఏమీ ఇవ్వలేదు.
ଆରେକ୍ ଗୁସ୍ରାମଃନ୍ ଜୁୟ୍ ଚେମି କାତି ରିଲାୟ୍, ସେ କାଦି କାୟ୍କଃରି ସେ ତାର୍ ହେଟ୍ ହୁରାଉଁକେ ମଃନ୍ କଃର୍ତିରିଲା, ମଃତର୍ କେ ତାକ୍ କାୟ୍ରି ହେଁ ନଃଦେତିରିଲାୟ୍ ।
17 ౧౭ అతనికి బుద్ధి వచ్చింది. అతడిలా అనుకున్నాడు, ‘నా తండ్రి దగ్గర ఎంతోమంది కూలి వాళ్ళకు ఆహారం పుష్కలంగా ఉంది. నేనేమో ఇక్కడ ఆకలికి చచ్చిపోతున్నాను.
ମଃତର୍ ସେ ଚେତ୍ନା ହାୟ୍ କୟ୍ଲା, ‘ମର୍ ଉବାର୍ ଗଃରେ କଃବାଳିମଃନାର୍ କାଦି ଅଃଗ୍ଳି ଜଃଉଁଲି, ମଃତର୍ ମୁୟ୍ଁ ଇତି ରଃୟ୍ କଃରି ବୁକେ ମଃରୁଲେ ।
18 ౧౮ నేను లేచి నా తండ్రి దగ్గరికి వెళ్ళిపోతాను. నాన్నా, నేను పరలోకానికి విరోధంగానూ నీ దృష్టిలోనూ పాపం చేశాను.
ଅଃବେ ମୁୟ୍ଁ ଉଟି ମର୍ ଉବାର୍ ହାକ୍ ଜାୟ୍ନ୍ଦ୍ ଆର୍ ତାକ୍ କୟ୍ଦ୍, ଉବା, ସଃର୍ଗାର୍ ମାପ୍ରୁର୍ ବିରଦେ ଆର୍ ତର୍ ବିରଦେ ମୁଁୟ୍ ହାହ୍ କଃଲେ ଆଚି ।
19 ౧౯ ఇక నుండి నీ కొడుకు అనిపించుకోవడానికి నాకు ఏ అర్హతా లేదు. నన్ను నీ కూలీల్లో ఒకడిగా పెట్టుకో అని చెబుతాను.’ ఇలా అనుకుని అతడు లేచి తన తండ్రి దగ్గరికి వచ్చాడు.
ଆଜିହୁଣି ମୁୟ୍ଁ ତର୍ ହୟ୍ଦି ବଃଲାୟ୍ ଅଃଉଁକେ ମର୍ ଆରେକ୍ ଜୟ୍ଗ୍ ନାୟ୍, ମଃତର୍ ଅଃବେ ମକ୍ ତର୍ ଗଟେକ୍ ଗତିକଃବାଳି ହର୍ କଃରି ଦଃର୍ ।’
20 ౨౦ అతడింకా దూరంగా ఉండగానే తండ్రి అతణ్ణి చూసి కనికరపడి, పరుగెత్తుకుంటూ వెళ్ళి కౌగలించుకుని ముద్దు పెట్టుకున్నాడు.
ସେ ଉଟି ତାର୍ ଉବାସିର୍ ହାକ୍ ଗଃଲା, ମଃତର୍ ସେ ଦୁରିକ୍ ରିଲା ବଃଳ୍ ତାର୍ ଉବାସି ତାକ୍ ଦଃକି ଦଃୟା ଦଃକାୟ୍ଲା, ଆର୍ ଦଃବ୍ଳିଜାୟ୍ ତାକେ ହଃଟଳି କଃରି ଲଃବଦେ ଚୁମ୍ଲା ।
21 ౨౧ అప్పుడు ఆ కొడుకు తండ్రితో, ‘నాన్నా, నేను పరలోకానికి విరోధంగానూ నీ దృష్టిలోనూ పాపం చేశాను. ఇక నుండి నీ కొడుకునని చెప్పుకోడానికి నాకు ఏ యోగ్యతా లేదు’ అన్నాడు.
ହୟ୍ସି ତାକ୍ କୟ୍ଲା, ‘ଉବା, ସଃର୍ଗାର୍ ମାପ୍ରୁର୍ ବିରଦେ ଆର୍ ତର୍ ବିରଦେ ମୁୟ୍ଁ ହାହ୍ କଃରିଆଚି, ଅଃବେ ଆର୍ ତର୍ ହଅ ବଃଲି କଃଉଆୟ୍ ଅଃଉତାର୍ ମୁଁୟ୍ ଜୟ୍ଗ୍ ନାୟ୍ ।’
22 ౨౨ “అయితే తండ్రి తన సేవకులతో, “శ్రేష్ఠమైన బట్టలు తెచ్చి ఇతనికి తొడగండి. ఇతని చేతికి ఉంగరం పెట్టి, కాళ్ళకు చెప్పులు తొడగండి.
ମଃତର୍ ଉବାସି ତାର୍ ଗତିଦଃଙ୍ଗ୍ଳାମଃନ୍କ୍ କୟ୍ଲା, ସଃବ୍କେ ନିକ ବଃସ୍ତର୍ ବେଗି ଆଣି ଆକ୍ ହିନ୍ଦାଉଆ, ତାର୍ ଆତେ ହାଜେର୍ ଆର୍ ତାର୍ ହାଦେ ହାଣ୍ଡାୟ୍ ହିନ୍ଦାଉଆ ।
23 ౨౩ కొవ్విన దూడను తెచ్చి వధించండి. మనం తిని సంబరాలు చేసుకుందాం.
ଆରେକ୍ ଗଟେକ୍ ଦୁମା ମେଣ୍ଡା ମାରା; ଆସା ଅଃମିମଃନ୍ ବଜି କଃରି ସଃର୍ଦା କଃରୁଆଁ ।
24 ౨౪ నా ఈ కొడుకు చనిపోయి మళ్ళీ బతికాడు. తప్పిపోయి దొరికాడు’ అని చెప్పాడు. అప్పుడు వారంతా సంబరాలు చేసుకోవడం మొదలు పెట్టారు.
ବଃଲେକ୍ ମର୍ ଇ ହଅ ମଃରି ଜାୟ୍ରିଲା ଆରେକ୍ ବାଚ୍ଲା; ଆଜିରିଲା, ଆରେକ୍ ମିଳ୍ଲା । ତଃବେ ସେମଃନ୍ ସଃର୍ଦା କଃରୁକେ ଦଃର୍ଲାୟ୍ ।”
25 ౨౫ “ఆ సమయంలో అతని పెద్ద కొడుకు పొలంలో ఉన్నాడు. అతడు ఇంటిని సమీపిస్తుండగా సంగీతం, నాట్యధ్వని అతనికి వినిపించాయి.
“ସଃଡେବଃଳ୍ ତାର୍ ବଃଡ୍ ହୟ୍ସି ହଃଦାୟ୍ ରିଲା । ସେ ଜଃଡେବଃଳ୍ ଆସି ଗଃର୍ ଚଃମେ ହଚ୍ଲା, ସଃଡେବଃଳ୍ ବାଜା ବାଜ୍ତାର୍ ଆର୍ ନାଚ୍ତାର୍ ଆଉଲି ସୁଣିକଃରି,
26 ౨౬ ఒక సేవకుణ్ణి పిలిచి, ‘ఏం జరుగుతోంది?’ అని అడిగాడు.
ସେ ଦଃଙ୍ଗ୍ଳାମଃନାର୍ ବିତ୍ରେ ଗଟ୍ଲକେ କୁଦିକଃରି ଇସଃବୁ କାୟ୍ରି ଅଃଉଁଲି ବଃଲି ତାକ୍ ହଃଚାର୍ଲା ।
27 ౨౭ ఆ పనివాడు అతనితో, ‘నీ తమ్ముడు వచ్చాడు. అతడు తన దగ్గరికి క్షేమంగా తిరిగి వచ్చినందుకు నీ తండ్రి కొవ్విన దూడను వధించాడు’ అని చెప్పాడు.
ସେ ଦଃଙ୍ଗ୍ଳା ତାକ୍ କୟ୍ଲା, ତର୍ ବାୟ୍ଦି ଗଃରେ ବାଉଳି ଆସିଆଚେ, ଆର୍ ତର୍ ଉବାଦି ତାକ୍ ନିକ ଗଃଗାଳେ ହାୟ୍ଲାକ୍ ଦୁମା ମେଣ୍ଡା ମାରିଆଚେ ।”
28 ౨౮ దాంతో పెద్ద కొడుక్కి కోపం వచ్చి ఇంట్లోకి వెళ్ళలేదు. అతని తండ్రి బయటకు వచ్చి అతణ్ణి లోపలికి రమ్మని బతిమాలాడు.
“ସେତାର୍ଗିନେ ସେ ରିସା ଅୟ୍କଃରି ଗଃରେ ଜଃଉଁକେ ମଃନ୍ ନଃକେଲା; ମଃତର୍ ତାର୍ ଉବାସି ଆସିକଃରି ତାକ୍ କଃତେକ୍ ଗଃଉଆରି କଃରୁକେ ଦଃର୍ଲା ।
29 ౨౯ కాని అతడు, ‘ఇదిగో విను, ఇన్నేళ్ళ నుండి నీకు సేవలు చేస్తున్నాను. ఏనాడూ నీ మాట జవదాటలేదు. అయినా నా స్నేహితులతో కలసి సంబరం చేసుకోడానికి నువ్వు నాకు ఒక్క మేకపిల్లను కూడా ఇవ్వలేదు.
ମଃତର୍ ସେ ଉବାସିକ୍ କୟ୍ଲା, ଦଃକ୍, ଅଃତେକ୍ ବଃର୍ସ୍ ଅୟ୍ଲି ମୁୟ୍ଁ ତର୍ ଗଟ୍ ଦଃଙ୍ଗ୍ଳା ହର୍ କଃରି ସେବା କଃରିଆସୁଲେ, ଆର୍ କଃବେ ହେଁ ମୁୟ୍ଁ ତର୍ ଆଦେସ୍ ଅମାନ୍ୟା ନଃକେରି, ଅୟ୍ଲେକ୍ ହେଁ ମର୍ ସଃଙ୍ଗ୍ମଃନାର୍ ସଃଙ୍ଗ୍ ମିସିକଃରି ବଜି କଃରୁକେ ତୁୟ୍ ମକ୍ କଃବେ ମେଣ୍ଡାହିଲା ହେଁ ନଃଦେସି;
30 ౩౦ కానీ నీ ఆస్తిని వేశ్యలకు ఖర్చు చేసిన నీ చిన్న కొడుకు రాగానే వాడి కోసం కొవ్విన దూడను వధించావు’ అంటూ నిష్టూరంగా మాట్లాడాడు.
ମଃତର୍ ତର୍ ଇ ଜୁୟ୍ ହୟ୍ଦି ଦାରିୟାଣିମଃନାର୍ ସଃଙ୍ଗ୍ ତର୍ ଦଃନ୍ବିତ୍ ବୁଡାୟ୍ଲା ଆର୍ ଜଃଡେବଃଳ୍ ସେ ବାଉଳି ଆୟ୍ଲା, ସଃଡେବଃଳ୍ ତୁୟ୍ ତାର୍ ଗିନେ ଗଟ୍ ଦୁମା ମେଣ୍ଡା ମାର୍ଲିସ୍ ।
31 ౩౧ అందుకతని తండ్రి, ‘నాయనా, నువ్వెప్పుడూ నా దగ్గరే ఉన్నావు. నావన్నీ నీవే.
ତଃବେ ତାର୍ ଉବାସି ତାକେ କୟ୍ଲା, ହଅରେ ତୁୟ୍ ତ ସଃବୁବଃଳ୍ ମର୍ ସଃଙ୍ଗ୍ ଆଚ୍ସି, ଆର୍ ଜୁୟ୍ସଃବୁ ମର୍ ସେରି ସଃବୁ ତର୍;
32 ౩౨ మనం సంతోషంగా పండగ చేసుకోవాల్సిందే. ఎందుకంటే నీ తమ్ముడు చనిపోయి బతికాడు, తప్పిపోయి దొరికాడు’ అని చెప్పాడు.”
ମଃତର୍ ଇ ଜୁୟ୍ ତର୍ ବାୟ୍ଦି ମଃରି ଜାୟ୍ରିଲା ଆରେକ୍ ବଚ୍ଲା, ଆଜିରିଲା ଆରେକ୍ ମିଳ୍ଲା, ସେତାର୍ ଗିନେ ବଜି ଆର୍ ସଃର୍ଦା କଃର୍ତାର୍ ରିଲି ।”