< Romarbrevet 9 >

1 Jag säger sanningen i Christo, och ljuger icke; som mitt samvete bär mig der vittne till i dem Helga Anda;
ମୁଇ ତମ୍‌କେ ଗଟେକ୍‌ ସତ୍‌କାତା କଇବି । ମୁଇ କିରିସ୍‌ଟର୍‌ ଲକ୍‌, ଆରି ସୁକଲ୍‌ ଆତ୍‌ମା ମର୍‌ ବିବେକ୍‌କେ ଡାକିନେଲାନି । ସେଟାର୍‌ପାଇ ମିସା ମୁଇ ମିଚ୍‌ କଇନାଇ ବଲି ଜାନ୍‌ଲିନି ।
2 Att jag hafver ena stora sorg, och idkeliga pino i mitt hjerta.
ଏଟା ମୁଇ କିରିସ୍‌ଟକେ ସାକିଦେଇ କ‍ଇଲିନି । ମୁଇ ଜେ କେଡେକ୍‌ ତେରେପେତେ ଆରି ନ ସାର୍‌ବା ଦୁକେ, ମର୍‌ ମନ୍‌ କେଡେକ୍‌ ଉଡୁକ୍‌ ଦୁଡୁକ୍‌ ଅଇଲାନି ।
3 Ty jag hafver sjelfver önskat mig bortkastad ifrå Christo, för mina bröders skull, som mig köttsliga skylde äro;
କାଇକେବଇଲେ ମର୍‌ ରକତ୍‌ ମାଉଁସ୍‌ ରଇବା ଜିଉଦି ବାଇବଇନିମନ୍‌ କିରିସ୍‌ଟକେ ବିସ୍‌ବାସ୍‌ କରତ୍‌ ନାଇ । ଜଦି ଏଟା ଅଇପାର୍‌ସି, ତେବେ ମୁଇ ମନ୍‍ କଲିନି, ନିଜେ ତାକର୍‌ ପାଇ ପରମେସରର୍‌ଟାନେ ସାଇପ୍‌ ପାଇ‍କରି, କିରିସ୍‌ଟର୍‌ତେଇ ଅନି ବେଗଲ୍‍ବି ବଲି ।
4 Hvilke äro af Israel, hvilkom barnaskapet tillhörer, och härligheten, och förbundet, och lagen, och Gudstjensten, och löften;
କାଇକେବଇଲେ ସେମନ୍‌ ପରମେସରର୍‌ ଲକ୍‌ । ପରମେସର୍‌ ସେମନ୍‌କେ ନିଜର୍‌ ପିଲା କରି ବାଚିଆଚେ । ସେ ସେମନର୍‌ ଲଗେ ନିଜର୍‌ ଡାକ୍‌ପୁଟା ଦେକାଇରଇଲା । ସେମନର୍‌ ସଙ୍ଗ୍‌ ରାଜିନାମା କରି ସେମନ୍‌କେ ନିୟମ୍‌ ଦେଇରଇଲା । ସେମନ୍‌ ସତଇସେ ପାର୍‌ତନା କର୍‌ବାଇ । ସେମନ୍‌କେ ପରମେସର୍‌ କାତା ଦେଇରଇଲା ।
5 Hvilkas äro fäderna, der Christus af födder är, på köttsens vägnar; hvilken är Gud öfver all ting, lofvad evinnerliga. Amen. (aiōn g165)
ସେମନ୍‌ ଆମର୍‌ ଡାକ୍‌ପୁଟା ଜିଉଦି ଆନିଦାଦିମନର୍‌ ନାତିତିତିମନ୍‌ । ଆରି ମୁନୁସ୍‌ ରୁପ୍‍ ଦାରି କିରିସ୍‌ଟ ତାକର୍‌ କୁଟୁମେଅନି ଜନମ୍‌ ଅଇଲା । ସବୁର୍‌ଟାନେଅନି ବେସି ବପୁର୍‌ ପରମେସର୍‌ ଜୁଗେ ଜୁଗେ ଡାକ୍‌ପୁଟା ପାଅ, ଆମେନ୍‌ । (aiōn g165)
6 Detta säger jag icke fördenskull, att Guds ord äro omintet vorden; ty de äro icke alle Israeliter, som äro af Israel;
ପରମେସର୍‌ ତାର୍‌ କାତା ଦେଇରଇଲାଟା ପୁରାପୁରୁନ୍‌ କରେନାଇ ବଲି ମୁଇ କଇନାଇ । କାଇକେବଇଲେ ଇସ୍‌ରାଏଲିୟମନର୍‌ କେତେଟା ନାତିତିତିମନ୍‌ ପରମେସରର୍‌ ଲକ୍‌ ନଅତ୍‌,
7 Icke äro de heller alle söner, att de äro Abrahams säd; utan i Isaac skall dig kallas säden;
କି ଅବ୍‌ରାଆମର୍‌ କୁଟୁମର୍‌ ସବୁ ଲକ୍‌ ପରମେସରର୍‌ ପିଲାଟକି ନ ଅଅତ୍‌ । ପରମେସର୍‌ ଅବ୍‌ରାଆମ୍‍କେ କଇରଇଲା, “ମୁଇ ତର୍‌ ଜନ୍‌ କୁଟୁମର୍‌ ବିସଇନେଇ କାତା ଦେଇରଇଲି, ସେମନ୍‌ ଇସାକର୍‌ ଟାନେଅନି ଜାତ୍‌ ଅଇବାଇ ।”
8 Det är: Icke äro de Guds barn, som äro barn efter köttet, utan de som äro barn efter löftet, de varda räknade för säd.
ଏଟାର୍‌ ଅରତ୍‌ ଅଇଲାନି, ଗାଗଡ୍‌ ଦାରି ଜନମ୍‌ ଅଇବା ପିଲାଟକି ନାଇ । ଜେ କି ପରମେସରର୍‌ ପିଲାଟକିମନ୍‌ ଅଇବାଇ, ମାତର୍‌ ତାର୍‌ କାତା ଦେଇରଇବା ଇସାବେ ଜନମ୍‌ କରିରଇବା ପିଲାଟକିମନ୍‌ ତାର୍‌ ମୁଆଟେ ସତଇସେ ତାର୍‌ ପିଲାଟକି ବଲି ଏଜାଇ ଅଇବାଇ ।
9 Ty detta är löftesordet: Jag skall komma i denna tiden; och Sara skall hafva en son.
ପରମେସର୍‌ ଅବ୍‌ରାଆମ୍‍କେ ଏନ୍ତି କାତା ଦେଇରଇଲା, “ସମାନ୍‍ ଏ ଦିନେ ଆମେ ବାଉଡି ଆଇଲାବେଲେ, ସାରା ଗଟେକ୍‌ ପିଲା ଜନମ୍‌ ଦେଇରଇସି ।”
10 Och icke allenast det; utan ock Rebecka vardt en gång hafvandes af Isaac, vårom fader.
୧୦ଏ ପିଲା ଆମର୍‌ ପୁର୍‌ବର୍‌ ଆନିଦାଦି ଇସାକ୍‌ ରଇଲା । ରିବିକାର୍‌ ଜଅଁଲା ପିଲାମନ୍‌ବିତ୍‌ରେ ଅନି ଗଟେକ୍‌ ବାବା ଇସାକର୍‌ଟାନେଅନି ଅଇରଇଲା ।
11 Ty förr än barnen voro född, och hade hvarken godt eller ondt gjort (på det Guds uppsåt skulle blifva ståndandes efter utkorelsen, icke för gerningarnas skull, utan af kallarens nåde),
୧୧ପରମେସର୍‌ ରିବିକାକେ କାତା ଦେଇରଇଲା । ବଡ୍‌ ପିଲା ସାନ୍‌ ପିଲାର୍‌ ଗତିଦାଙ୍ଗ୍‌ଡା ଅଇସି । ଜଁଲା ପିଲାମନ୍‌ ଜନମ୍‌ ନ ଅଇତେ, ଆରି ନିକ କାମ୍‌ କି ବାନିଆ କାମ୍‌ କର୍‌ବା ଆଗ୍‌ତୁ ଏଟା ପର୍‌ମେସର୍‌ କଇରଇଲା । ଜନ୍‌ ପିଲାକେ ସେ ବାଚ୍‌ଲା, ପିଲା କରିରଇବା କାମର୍‌ ଲାଗି ଅଏନାଇ । ମାତର୍‌ ପର୍‌ମେସର୍‌ କରିରଇବା ଜଜ୍‌ନାର୍‌ ପୁରାପୁରୁନ୍‌ ଅଇବାକେସେ ସେଟା ଅଇଲା ।
12 Vardt denne sagdt: Den större skall tjena dem mindre;
୧୨ଏଟାର୍‌ ପାଇ ତାକେ ଏ କାତା କଇରଇଲା । “ବଡ୍‌ ପିଲା ସାନ୍‌ ପିଲାର୍‌ ଗତିଦାଙ୍ଗ୍‌ଡା ଅଇସି ।”
13 Såsom skrifvet är: Jacob älskade jag men Esau hatade jag.
୧୩ସାସ୍‌ତରର୍‌ ବାକିଅ ଇସାବେ “ଜାକୁବ୍‌କେ ମୁଇ ଆଲାଦ୍‌ କଲି, ମାତର୍‌ ଏସକେ ନାଇ ।”
14 Hvad vilje vi då säga? Är Gud orättfärdig? Bort det.
୧୪ସେନ୍ତାର୍‌ ଆଲେ କାଇଟା ବଲି କଉଁ, “ପରମେସର୍‌ ଅନିଆଇ କର୍‌ସି କି? ନାଇ କେବେ ନ କରେ ।”
15 Ty han säger till Mosen: Hvilkom jag är nådelig, honom är jag nådelig; och öfver hvilken jag förbarmar mig, öfver honom förbarmar jag mig.
୧୫କାଇକେବଇଲେ ସେ ପୁର୍‌ବେ ମସାକେ କଇରଇଲା, “ମୁଇ ଜାକେ ମନ୍‍ କର୍‌ବି ତାକେ ଦୟା ଦେକାଇବି ଆରି ଜିବନ୍‌ ଦୁକାଇବି ।
16 Så står det nu icke till någors mans vilja eller lopp, utan till Guds barmhertighet.
୧୬ସେଟାର୍‌ ପାଇ ପରମେସର୍‌ ତାର୍‌ ଲକ୍‌ମନ୍‌କେ ଦେବା ସବୁ ମଙ୍ଗଲର୍‌ ଦାନ୍‌ ଲକ୍‌ମନ୍‌ ମନ୍‍ କଲାକେ କି ତାକର୍‌ ନିକ କାମ୍‌ କଲାକେ ଅଏ ନାଇ । ମାତର୍‌ ପର୍‌ମେସରର୍‌ ଜିବନ୍‌ ଦୁକାନିଟାନେଅନି ସେ ସେଟା ଅଇଲାଆଚେ ।”
17 Ty Skriften säger till Pharao: Dertill hafver jag uppväckt dig, att jag skall bevisa mina magt på dig; och att mitt Namn skall varda förkunnadt i all land.
୧୭ସାସ୍‌ତର୍‌ ଇସାବେ ପରମେସର୍‌ ମିସରର୍‌ ରାଜାକେ କଇରଇଲା, “ତକେ ଦେଇ ମର୍‌ ବପୁ ଦେକାଇବି ଆରି ଗୁଲାଇ ଜଗତ୍‌କେ ମର୍‌ ଡାକ୍‌ପୁଟା ଦେକାଇବାକେ ମୁଇ ତକେ ରାଜା କରିଆଚି ।”
18 Så förbarmar han nu sig öfver hvem han vill, och hvem han vill, förhärdar han.
୧୮ତେବର୍‌ପାଇ ପରମେସରର୍‌ ମନ୍‍କଲା ଇସାବେ, ସେ କାକେ କାକେ ଦୟା ଦେକାଇସି ଆରି କାକେ କାକେ ମନ୍‌ ଆଁଟ୍‌ ଅଇବାକେ ଚାଡିଦେଇସି ।
19 Så må du säga till mig: Hvad skyllar han då oss? Ho kan stå emot hans vilja?
୧୯ତମର୍‌ ବିତ୍‌ରେଅନି କେ ଆଲେ ମକେ କଇବାଇ, “ସେନ୍ତାର୍‌ଆଲେ, ପରମେସର୍‌ କାଇକେ ଲକ୍‌ମନ୍‌କେ ଦସି କଲାନି? ପରମେସର୍‌ ମନ୍‍ କଲାଟା ବାଦ୍‌ଲାଇବା ଲକ୍‌ କେ ମିସା ଆଚତ୍‌ କି?”
20 O menniska, ho äst du som vill träta med Gud? Icke säger det ting, som gjordt är, till sin mästare: Hvi hafver du gjort mig sådana?
୨୦ମାତର୍‌ ମୁଇ ତମ୍‌କେ କଇବି, “ଏ ମଇତର୍‌ ପରମେସରର୍‌ କାତା ନାଇ ବଲ୍‌ବାକେ ତମେ କେ?” ଗଟେକ୍‌ ଆଣ୍ଡି ମକେ କାଇକେ ଏନ୍ତିକରି ଗଡ୍‌ଲୁସ୍‌ ବଲି କୁମାର୍‌କେ ପାଚାରି ନାପାରେ ।
21 Hafver icke en pottomakare magt att göra af en klimp ett kar till heder, och det andra till vanheder?
୨୧ନିଜର୍‌ ମନ୍‍ କଲା ଇସାବେ ମାଟି ଚକ୍‌ଟିକରି ଆଣ୍ଡି ଗଟେକ୍‌ ତିଆର୍‌ କର୍‌ବାକେ କୁମାରର୍‌ ସବୁ ଅଦିକାର୍‌ ଆଚେ । ଗଟେକ୍‌ ଚକଟ୍‌ଲା ମାଟି ବେଲାଇଅନି ଦୁଇ ରକାମର୍‌ ଆଣ୍ଡି ତିଆର୍‌ କର୍‌ସି । ତେଇଅନି ଗଟେକ୍‌କେ ପରବ୍‌ ଦିନ୍‌ମନ୍‌କେ ବାଇବାଇ । ଆରି ଗଟେକ୍‌ ଉଜର୍‌ ଦିନ୍‌ମନ୍‌କେ ବାଇବାଇ । ତେଇ ତାର୍‌ ସବୁ ଅଦିକାର୍‌ ଆଚେ ।
22 Derföre, då Gud ville låta se vredena, och kungöra sina magt, hafver han med stor tålsamhet lidit vredsens kar, som äro tillredd till fördömelse;
୨୨ପରମେସର୍‌ ମିସା ଟିକ୍‌ ସେନ୍ତିସେ କଲାଆଚେ । ଜେଡେବେଲେ ତାର୍‌ ରିସା ଆରି ବପୁ ଦେକାଇବାକେ ମନ୍‍ କର୍‌ତେ ରଇଲା, ଜେତ୍‌କି ଲକ୍‌ ତାର୍‌ ରିସାର୍‌ ଆଣ୍ଡିତେଇ ଅଦ୍‌ରି ନସ୍‌ଟ ଅଇବାକେ ରଇଲା, ସେମନର୍‌ ପାଇ ପରମେସର୍‌ ବେସି ଜିବନ୍‌ଦୁକାଇଲା ।
23 På det han skulle kungöra sina härlighets rikedom på barmhertighetenes kar, som han hafver tillredt till härlighet;
୨୩ଆରି ସେ ତାର୍‌ ବେସି ବଡ୍‌ ଡାକ୍‌ପୁଟା ଦେକାଇବାକେ ଆମ୍‌କେ ବେସି ଜିବନ୍‌ଦୁକାଇଲା ଆଚେ । ଆରି ଆମ୍‍କେ ବେସି ଆଗ୍‌ତୁ ସେ ବାଚି ରଇଲା ।
24 Hvilka han ock kallat hafver, nämliga oss, icke allenast af Judomen, utan ock af Hedningomen;
୨୪ଜନ୍‌ ଲକ୍‌ମନ୍‌କେ ସେ ଡାକିଆଚେ, ସେ ବିତ୍‌ରେ ଆମେ ମିସା ଆଚୁ । ସେଟା ଅବ୍‌କା ଜିଉଦିମନର୍‌ ବିତ୍‌ରେ ଅନି ନାଇ, ମାତର୍‌ ଜିଉଦି ନଅଇଲା ଲକ୍‌ମନର୍‌ ବିତ୍‌ରେଅନି ମିସା ।
25 Såsom han ock säger genom Oseas: Det som icke var mitt folk, det skall jag kalla mitt folk; och den mig intet kär var, skall jag kalla min kära.
୨୫ଏ ବିସଇନେଇ ଅସେୟ ବଇତେଇ ପରମେସର୍‌ କଇଆଚେ, “ଜନ୍‌ ଲକ୍‌ମନ୍‌ ଆମର୍‌ ଲକ୍‌ ନ ରଇଲାଇ, ସେମନ୍‌କେ ମୁଇ ଏବେ ନିଜର୍‌ ଲକ୍‌ ଇସାବେ ଡାକ୍‌ବି । ଜନ୍‌ ଜାତିକେ ମୁଇ ଆଲାଦ୍‌ କରି ନ ରଇଲି, ତାକେ ‘ଆମର୍‌ ନିଜର୍‌’ ବଲି ଡାକ୍‌ବି ।”
26 Och det skall ske, att der som hafver varit sagdt till dem: I ären icke mitt folk; der skola de varda kallade lefvandes Guds barn.
୨୬“ଜନ୍‌ ଜାଗାଇ ସେମନ୍‌କେ କଇରଇଲୁ, “ତମେ ଆମର୍‌ ଲକ୍‌ ନୁଆଁସ୍‌” “ତେଇ ସେମନ୍‌ ଜିବନ୍‌ ରଇବା ପରମେସରର୍‌ ପିଲାଟକି ବଲାଇଅଇବାଇ ।”
27 Men Esaias ropar för Israel: Om talet på Israels barn än vore som sanden i hafvet, så skola dock de igenlefde varda salige.
୨୭ଆରି ଇସ୍‌ରାଏଲ୍‌ ବିସଇନେଇ ଜିସାୟ କଇଲା ଆଚେ, “ଇସ୍‌ରାଏଲିୟମନ୍‌ ସମ୍‌ଦୁରର୍‌ ବାଲିପାରା ଅଇଲେ ମିସା, ସେମନର୍‌ ବିତ୍‌ରେଅନି କେତେଲକ୍‌ସେ ମୁକ୍‌ତି ପାଇବାଇ ।
28 Ty han skall väl låta förderfva dem, och dock likväl stilla det förderfvet till rättfärdighet; ty Herren skall stilla förderfvet på jordene.
୨୮କାଇକେବଇଲେ ମାପ୍‌ରୁ ଦାପ୍‌ରେସେ ଗୁଲାଇ ଜଗତର୍‌ ନିଆଇ ବିଚାର୍‌ କର୍‌ସି ।”
29 Och såsom Esaias sade tillförene: Hade icke Herren Zebaoth igenleft oss säd, då hade vi varit såsom Sodoma, och lika som Gomorra.
୨୯ଜେନ୍ତିକି ଜିସାଇୟ ମିସା କଇରଇଲା, “ସବୁର୍‌ଟାନେଅନି ବପୁ ରଇବା ମାପ୍‌ରୁ, ଆମର୍‌ କେତେଟା ଲକ୍‌ମନ୍‌କେ ରକିଆ କରି ନ ରଇଲେ, ଆମର୍‌ ଦସା ସଦମ୍‌ ଆରି ଗମ୍‌ରାର୍‌ ଲକ୍‌ମନର୍‌ ପାରା ଅଇତା ।”
30 Hvad vilje vi då säga? Det säge vi: Hedningarna, som icke farit hafva efter rättfärdighetene, de hafva fått rättfärdigheten; den rättfärdighet menar jag, som af trone kommer.
୩୦ସେଟାର୍‌ ପାଇ ଜିଉଦି ନଇଲାଲକ୍‌ମନର୍‌ ବିସଇନେଇ ଏଟା କଇପାରୁ, ସେମନ୍‌ ଦରମ୍‌ ଲକ୍‌ ବଲାଇ ଅଇବାକେ ମନ୍‍ କରି ନ ରଇଲାଇ ମିସା, ସେମନର୍‌ ବିସ୍‌ବାସ୍‌ ଲାଗି ସେମନ୍‌ ପର୍‌ମେସରର୍‌ ମୁଆଟେ ଦରମ୍‌ଲକ୍‌ ବଲାଇ ଅଇଲାଇ ଆଚତ୍‌ ।
31 Men Israel, som for efter rättfärdighetenes lag, kom icke till rättfärdighetenes lag.
୩୧ମାତର୍‌ ଇସ୍‌ରାଏଲର୍‌ ଲକ୍‌ମନ୍‌ ନିୟମ୍‌ ଆନିକରି ପର୍‌ମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲାଇ ଅଇବାକେ ବେସି ଚେସ୍‌ଟା କଲାଇ, ମାତର୍‌ ନାପାର୍‌ଲାଇ ।
32 Hvarföre? Derföre att de icke sökte det af trone, utan såsom af lagsens gerningar; ty de stötte sig på förtörnelsestenen;
୩୨କାଇକେ ନାପାର୍‌ଲାଇ? କାଇକେବଇଲେ ସେମନ୍‌ ପର୍‌ମେସର୍‌କେ ବିସ୍‌ବାସ୍‌ ନ କର୍‌ତେ ନିୟମ୍‌ ମାନ୍‌ବାକେ ଚେସ୍‌ଟା କଲାଇ ଆରି ତାର୍‌ ମୁଆଟେ ଦରମ୍‌ ବଲାଇ ଅଇବାକେ ବାବ୍‌ଲାଇ । ଏଟାର୍‌ଲାଗି ବାଟେ ଗାଡିରଇବା ବଡ୍‌ ପାକ୍‌ନାଟାନେ ଟେସାଇଅଇଲା ଲକ୍‌ମନର୍‌ପାରା ଅଇଗାଲା ।
33 Såsom skrifvet är: Si, jag lägger i Zion en förtörnelsesten, och ena förargelseklippo: och hvar och en som tror på honom, skall icke komma på skam.
୩୩ଜେନ୍ତିକି ସାସ୍‌ତରେ ଲେକାଆଚେ, ଦେକା ଆମେ ସିୟନେ ଗଟେକ୍‌ ବାଦାପାକାଇବା ପାକ୍‌ନା ଆରି ଅଟ୍‌କାଇବା ରାଙ୍ଗ୍‌ନିପାକ୍‌ନା ସଙ୍ଗଇଲୁ ଆଚୁ, ତେଇ ଲକ୍‌ମନ୍‌ ଜଟିଆଇ ଅଇ ଅଦର୍‌ବାଇ । ମାତର୍‌ ଜେ ତାକେ ବିସ୍‌ବାସ୍‌ କର୍‌ସି, ସେ କେବେ ମୁର୍‌ମୁରା ନ ଅଏ ।

< Romarbrevet 9 >