< San Lucas 10 >

1 Y DESPUES de estas cosas, designó el Señor aun otros setenta, los cuales envió de dos en dos, delante de sí, á toda ciudad y lugar á donde él habia de venir.
ତାର୍‌ପଚେ ମାପ୍‌ରୁ ଆରି ସତୁରିଦୁଇ ଲକ୍‌କେ ମିସାଇଲା ଆରି ସେ ଜନ୍‌ ଜନ୍‌ ଜାଗାଇ ଆରି ଜନ୍‌ ଜନ୍‌ ନଅରେ ଜିବାକେ ମନ୍‌ କରିରଇଲା, ସେ ଜାଗାମନ୍‌କେ ଦୁଇ ଦୁଇ ଲକ୍‍କରି, ସେ ଜିବା ଆଗ୍‌ତୁ ପାଟାଇଲା ।
2 Y les decia: La mies á la verdad [es] mucha, mas los obreros pocos: por tanto rogad al Señor de la mies que envie obreros á su mies.
ଆରି ଜିସୁ ସେମନ୍‌କେ କଇଲା, ଜମିତେଇ ପସଲ୍‌ ସିନା ଅଦିକ୍‌, ମାତର୍‌ କାମ୍‌କରୁମନ୍‌ ଉନା । ତେବର୍‌ପାଇ ତାର୍‌ ଚାସ୍‌କେତେ, ଅଦିକ୍‌ ଲକ୍‌ମନ୍‌କେ ପାଟାଇ ଦେବାକେ ଜମି ସାଉକାର୍‌ଟାନେ ଜାନାଆ ।
3 Andad, hé aquí yo os envio como á corderos en medio de lobos.
ତମେ ଜାଆ । ଦେକା, ବାଲିଆଡୁର୍‌କାମନର୍‌ ବିତ୍‌ରେ ମେଣ୍ଡାମନ୍‌କେ ପାଟାଇଲା ପାରା ମୁଇ ତମ୍‌କେ ପାଟାଇଲିନି ।
4 No lleveis bolsa, ni alforja, ni calzado; y á nadie saludeis en el camino.
ତାଲା, ମୁନା କି ପାଣ୍ଡଇ ମିସା ନିଆନାଇ, ଆରି ବାଟେ କାକେ ଜୁଆର୍‌ କରାନାଇ ।
5 En cualquier casa donde entrareis primeramente decid: Paz [sea] á esta casa.
ଜାର୍‌ ଗରେ ତମେ କେଟ୍‌ଲେ, ପର୍‌ତୁମ୍‌ କରା, ଏ ଗରେ ସାନ୍ତି ମିଲ ।
6 Y si hubiere allí algun hijo de paz vuestra paz reposará sobre él: y si no, se volverá á vosotros.
ଜଦି ସେ ଜାଗାଇ ଗଟେକ୍‌ ସାନ୍ତିର୍‍ ଲକ୍‌ ରଇସି, ସେନ୍ତାର୍‌ଆଲେ ତମର୍‌ ଆସିର୍‌ବାଦ୍‌ ତାକେ ମିଲ୍‌ସି ।
7 Y posad en aquella misma casa comiendo y bebiendo lo que os dieren; porque el obrero digno es de su salario. No [os] paseis de casa en casa.
ତାକର୍‌ଲଗେ ଜନ୍‌ଟା ରଇସି, ସେଟା କାଇକରି, ସେ ଗରେ ରୁଆ । କାଇକେବଇଲେ, ପାଇଟିକରୁ ନିଜର୍‌ ବୁତି ପାଇବାଇଆକା । ଗର୍‌ ଗର୍‌କେ ଜାଆନାଇ ।
8 Y en cualquier ciudad donde entrareis? y os recibieren, comed lo que os pusieren delante;
ଜନ୍‌ ନଅରେ ତମେ କେଟ୍‌ଲେ, ଆରି ଲକ୍‌ମନ୍‌ ତମ୍‌କେ ଡାକିନେଲେ, ତେଇ ତମ୍‌କେ ଜନ୍‌ଟା କାଇବାକେ ଦେଲେ ସେଟା କାଆ ।
9 Y sanad los enfermos que en ella hubiere; y decidles: Se ha llegado á vosotros el reino de Dios.
ସେ ଜାଗାଇ ଜର୍‌ ଦୁକା ଅଇରଇଲା ଲକ୍‌ମନ୍‌କେ ନିକ କରା, ଆରି ସେମନ୍‌କେ କୁଆ ପର୍‌ମେସରର୍‌ ରାଇଜ୍‌ ତମର୍‌ଲଗେ ସେ ।
10 Mas en cualquier ciudad donde entrareis, y no os recibieren, saliendo por sus calles, decid:
୧୦ମାତର୍‌ ଜନ୍‌ ନଅରେ ତମେ କେଟ୍‌ସା, ତେଇର୍‌ ଲକ୍‌ ତମ୍‌କେ ନ ଡାକିନେଲେ, ସେ ଡାଣ୍ଡେଅନି, ସେ ସାଇ ଅନି ବାରଇ କୁଆ,
11 Aun el polvo que se nos ha pegado de vuestra ciudad á nuestros piés, sacudimos en vosotros: esto empero sabed, que el reino de los cielos se ha llegado á vosotros.
୧୧ତମର୍‌ ନଅରର୍‌ ଜନ୍‌ ଦୁଲି ଆମର୍‌ ପାଦେ ଲାଗିଆଚେ, ସେଟାମିସା ତମର୍‌ପାଇ ପାପ୍‌ଡିଦେଲୁନି, ଅଇଲେମିସା ପର୍‌ମେସରର୍‌ ରାଇଜ୍‌ ଲଗେସେ, ଏଟା ତମେ ଜାନିରୁଆ ।
12 Y os digo que los de Sodoma tendrán más remision aquel dia, que aquella ciudad.
୧୨ମୁଇ ତମ୍‌କେ ସତ୍‌ କଇଲିନି, ବିଚାର୍‌ ଅଇବାଦିନେ ସେ ନଅରର୍‌ ଦସା, ଡଣ୍ଡର୍‌ଲାଗି ସଦମର୍‌ ଦସାତେଇଅନି ଅଦିକ୍‌ ରଇସି ।
13 ¡Ay de tí, Corazin! ¡Ay de tí, Bethsaida! que si en Tiro y en Sidon hubieran sido hechas las maravillas que se han hecho en vosotras, ya dias ha que, sentados en cilicio y ceniza, se habrian arrepentido.
୧୩ଅଇରେ ଡଣ୍ଡ୍‌ପାଇବାକେ ଜାଗିରଇବା କରାଜିନ୍‌! ଅଇରେ ଡଣ୍ଡ୍‌ପାଇବାକେ ଜାଗିରଇବା ବେତ୍‌ସାଇଦା! ତମର୍‌ଟାନେ ବପୁର୍‌ସଙ୍ଗ୍‌ ଜନ୍‌ ଜନ୍‌ ନ ଅଇବା କାମ୍‌ମନ୍‌ ଅଇଲାଆଚେ, ସେ ସବୁ ସର ଆରି ସିଦନେ ଅଇରଇତା ବଇଲେ, ସେମନ୍‌ କେତେକାଲ୍‌ ପୁର୍‌ବେ ବାସ୍‌ତା ପିନ୍ଦି, ଚାରେ ବସି, ମାପ୍‌ରୁର୍‌ଟାନେ ମନ୍‌ ବାଉଡାଇତାଇ ।
14 Por tanto Tiro y Sidon tendrán más remision que vosotras en el juicio.
୧୪ଅଇଲେମିସା ବିଚାର୍‌ଦିନେ ତମର୍‌ ଦସା ସର ଆରି ସିଦନର୍‌ ଦସାଟାନେଅନି ଅଦିକ୍‌ ଅଇସି ।
15 Y tú, Capernaum, que hasta los cielos estás levantada, hasta los infiernos serás abajada. (Hadēs g86)
୧୫ଆରି ଏ କପର୍‌ନାଉମ୍‌, ସରଗ୍‌ ଜେତ୍‌କି ଉଁଚ୍‌, ତୁଇ କାଇ ସେତ୍‌କିଜାକ ଉଁଚ୍‌ ଅଇସୁ କି? ପାତାଲ୍‌ ଜେତ୍‌କି ତଲେ ଆଚେ, ସେତ୍‌କି ତଲେ ତକେ ଆନାଅଇସି । (Hadēs g86)
16 El que á vosotros oye, á mí oye; y el que á vosotros desecha, á mí desecha; y el que á mí desecha, desecha al que me envió.
୧୬ଜେଡେବେଲେ ଜନ୍‌ ଲକ୍‌ମନ୍‌ ତମର୍‌ କାତା ସୁନ୍‌ବାଇ, ସେମନ୍‌ ମର୍‌ କାତା ସୁନ୍‌ବାଇ । ଜନ୍‌ ଲକ୍‌ମନ୍‌ ତମ୍‌କେ ନ ମାନତ୍‌, ସେମନ୍‌ ମକେ ନ ମାନତ୍‌, ଆରି ଜନ୍‌ ଲକ୍‌ମନ୍‌ ମକେ ନ ମାନତ୍‌, ସେମନ୍‌ ମକେ ପାଟାଇରଇବା ପର୍‌ମେସର୍‌କେ ମିସା ନ ମାନତ୍‌ ।
17 Y volvieron los setenta con gozo, diciendo: Señor, aun los demonios se nos sujetan en tu nombre.
୧୭ତାର୍‌ପଚେ ସେ ସତୁରି ଲକ୍‌ ବାଉଡି ଆଇଲାଇ ଆରି ସାର୍‌ଦାଅଇକରି କଇଲାଇ, “ମାପ୍‌ରୁ, ତମର୍‌ ନାଉଁ ଦାରି ଆଦେସ୍‌ ଦେଲେ ଡୁମାମନ୍‌ମିସା ଆମର୍‌ କାତା ମାନ୍‌ଲାଇନି ।”
18 Y les dijo: Yo veia á Satanás, como un rayo, que caia del cielo.
୧୮ମାତର୍‌ ଜିସୁ ସେମନ୍‌କେ କଇଲା, “ସଇତାନ୍‌ ବାଦ୍‌ଲେଅନି ବିଜ୍‌ଲି ପାରା ଅଇ ଅଦର୍‌ବାଟା ମୁଇ ଦେକ୍‌ଲି ।
19 Hé aquí os doy potestad de hollar sobre las serpientes y sobre los escorpiones, y sobre toda fuerza del enemigo; y nada os dañará.
୧୯ଦେକା, ମୁଇ ତମ୍‌କେ ସାଁପ୍‌ ଆରି ବିସ୍‌କାକ୍‌ଡା ଉପ୍‌ରେ ଇଣ୍ଡ୍‌ବାକେ ବପୁ ଦେଲିଆଚି, ଆରି ସତ୍‌ରୁର୍‌ ଉପ୍‌ରେ ର‍ଇବା ବପୁ ମିସା ଦେଲିଆଚି । ତମ୍‌କେ କେ ମିସା କାଇଟା କରିନାପାରତ୍‌ ।
20 Mas no os goceis de esto, [á saber, ] que los espíritus se os sujetan; ántes gozáos de que vuestros nombres están escritos en los cielos.
୨୦ଏଲେମିସା ଆତ୍‌ମାମନ୍‌ ଆମର୍‌ କାତା ମାନ୍‌ଲାଇନି ବଲି ସାର୍‌ଦା ଉଆନାଇ । ତମର୍‌ ନାଉଁମନ୍‌ ସର୍‌ଗେ ଲେକାଅଇଆଚେ ବଲି ସାର୍‌ଦାଉଆ ।”
21 En aquella misma hora Jesus se alegró en espíritu, y dijo: Yo te alabo, oh Padre, Señor del cielo y de la tierra, que escondiste estas cosas á los sabios entendidos, y las has revelado á los pequeños: así Padre, porque así te agradó.
୨୧ଜିସୁ ସେ ଡାଣ୍ଡେ ସୁକଲ୍‌ଆତ୍‌ମାଇ ପୁରୁନ୍‌ଅଇ କଇଲା, “ଏ ବାବା! ସରଗ୍‌ ଆରି ମଚ୍‌ପୁରର୍‌ ମାପ୍‌ରୁ! ତୁଇ ଗିଆନି ଆରି ବୁଦିରଇବା ଲକ୍‌ମନର୍‌ଟାନେଅନି ଏ କାତା ଲୁଚାଇରଇଲେ ମିସା, ସାନ୍‌ ପିଲାମନର୍‌ ପାରା ଲକର୍‌ଟାନେ ଜାନାଇଲାସ୍‌ । ଏଟାର୍‌ପାଇ ତମ୍‌କେ ସୁମର୍‌ନା କଲିନି । ଉଁ ବାବା, କାଇକେବଇଲେ ତମେ ଏନ୍ତାଟା ଦେକ୍‌ବାକେ ମନ୍‌କର୍‌ତେ ରଇଲାସ୍‌ ।
22 Todas las cosas me son entregadas de mi Padre: y nadie sabe quién sea el Hijo, sino el Padre; ni quién sea el Padre, sino el Hijo, y á quien el Hijo lo quisiere revelar.
୨୨ମର୍‌ ବାବାର୍‌ ସବୁ ବିସଇ ମକେ ସର୍‌ପି ଅଇଲାଆଚେ, ଆରି ପଅ କେ, ଏଟା ବାବାକେ ଚାଡି ଆରି କେ ନାଜାନତ୍‌, ଆରି ବାବା କେ, ଏଟା ପଅକେ ଚାଡି କେ ନାଜାନତ୍‌ । ପଅ ଜାର୍‌ଲଗେ ମର୍‌ ବାବାକେ ଜାନାଇବି ବଲି ମନ୍‌କରିରଇସି, ସେସେ ଜାନିରଇସି ।”
23 Y vuelto particularmente á [sus] discípulos, dijo: Bienaventurados los ojos que ven lo que vosotros veis;
୨୩ଜିସୁ ସିସ୍‌ମନର୍‌ବାଟେ ମୁ ବୁଲାଇ ସେମନ୍‌କେ କଇଲା, “ତମେ ଜନ୍‌ ଜନ୍‌ଟା ଦେକ୍‌ଲାସ୍‌ନି, ସେ ସବୁ ଜେ ଦେକ୍‌ସି, ସେଟା ନିକ ।
24 Porque os digo que muchos profetas y reyes desearon ver lo que vosotros veis, y no [lo] vieron; y oir lo que oís, y no [lo] oyeron.
୨୪କାଇକେବଇଲେ ମୁଇ ତମ୍‌କେ କଇଲିନି, ତମେ ଜନ୍‌ ଜନ୍‌ଟା ଦେକ୍‌ଲାସ୍‌ନି, ସେ ସବୁଜାକ ଦେକ୍‌ବାକେ କେତେ କେତେ ରାଜାମନ୍‌ ଆରି ମାପ୍‌ରରୁ କବର୍‍ ଜାନାଉମନ୍‌ ମନ୍‌କଲାଇ, ମାତର୍‌ ଦେକିନାପାର୍‌ଲାଇ । ଆରି ତମେ ଜନ୍‌ ଜନ୍‌ଟା ସୁନ୍‌ଲାସ୍‌ନି, ସେ ସବୁ ସୁନ୍‌ବାକେ ସେମନ୍‌ ମନ୍‌କଲାଇ, ମାତର୍‌ ସୁନିନାପାର୍‌ଲାଇ ।”
25 Y hé aquí, un doctor de la ley se levantó tentándole, y diciendo: Maestro, ¿haciendo qué cosa poseeré la vida eterna? (aiōnios g166)
୨୫ତାର୍‌ପଚେ ଗଟେକ୍‌ ଦରମ୍‌ ସାସ୍‌ତର୍‌ ସିକାଉ ତାକେ ପରିକାକରି ପାଚାର୍‌ଲା, “ଏ ଗୁରୁ କେବେ ନ ସାର୍‌ବା ଜିବନ୍‌ ମିଲାଇବାକେ ଆଲେ ମୁଇ କାଇଟା କର୍‌ବାର୍‌ ଆଚେ?” (aiōnios g166)
26 Y él le dijo: ¿Qué esta escrito en la ley? ¿Cómo lees?
୨୬ଜିସୁ ତାକେ କଇଲା, “ନିୟମ୍‌ ସାସ୍‌ତରେ କାଇଟା ଲେକାଆଚେ? ତୁଇ କେନ୍ତାରି ପଡ୍‌ଲୁସ୍‌ନି?”
27 Y él respondiendo, dijo: Amarás al Señor tu Dios de todo tu corazon, y de toda tu alma, y de todas tus fuerzas, y de todo tu entendimiento; y á tu projimo, como á tí mismo.
୨୭ସେ କଇଲା, “ତମେ ନିଜର୍‌ ସବୁ ଗାଗଡ୍‌, ମନ୍‌, ଆତ୍‌ମା ଆରି ବପୁ ଦେଇ ପର୍‌ମେସର୍‌କେ ଆଲାଦ୍‌ କରା । ଆରି ପଡିସାର୍‌ ଲକ୍‌ମନ୍‌କେ ନିଜର୍‌ ସମାନ୍‌ ଆଲାଦ୍‌ କରା ।”
28 Y díjole. Bien has respondido: haz esto, y vivirás.
୨୮ତାର୍‌ପଚେ ଜିସୁ ତାକେ କଇଲା, “ତମେ ଟିକ୍‌ କଇଲାସ୍‌ । ଏନ୍ତାର୍‌ କର୍‌, ତେବେ ଜିବନ୍‌ ମିଲାଇସୁ ।”
29 Mas él, queriéndose justificar á sí mismo, dijo á Jesus: ¿Y quién es mi prójimo?
୨୯ମାତର୍‌ ସେ ନିଜେ ଦରମ୍‌ଲକ୍‌ ବଲି ଦେକାଇବାକେ ମନ୍‌କରି ଜିସୁକେ ପାଚାର୍‌ଲା, “ତେବେ କେ ମର୍‌ ପଡିସାର୍‌ ଲକ୍‌?”
30 Y respondiendo Jesus, dijo: Un hombre descendia de Jerusalem á Jericó, y cayó en [manos de] ladrones, los cuales le despojaron, é hiriéndole, se fueron dejándole medio muerto.
୩୦ଜିସୁ ତାକେ କଇଲା, ଗଟେକ୍‌ ଲକ୍‌ ଜିରୁସାଲମେଅନି ଜିରିଅ ଜିବାବେଲେ ଚର୍‌ମନର୍‌ ମୁଆଟେ ପଡ୍‌ଲା । ଚର୍‌ମନ୍‌ ତାର୍‍ ଲୁଗାପଚିଆ ଚାଡାଇ, ତାକେ ମାର୍‌ଲାଇ ଆରି ମରିଗାଲାପାରା ଅଇଲାକେ ଚାଡି ଉଟିଗାଲାଇ ।
31 Y aconteció, que descendió un sacerdote por el mismo camino; y viéndole se pasó de un lado.
୩୧ସେଟା ଅଇସାରି କେତେପର୍‌ ଜିବାକେ ଗଟେକ୍‌ ପୁଜାରି ସେ ବାଟେ ଜାଇତେରଇଲା ଆରି ତାକେ ଦେକି, ବାଟ୍‌ ପିଟାଇଅଇ ଉଟିଗାଲା ।
32 Y asimismo un Levita llegando cerca de aquel lugar, y viéndole, se pasó de un lado.
୩୨ସେନ୍ତାରିସେ ଗଟେକ୍‌ ଲେବିୟ ଲକ୍‌ ମିସା ସେ ଜାଗାଇ ଆସି ତାକେ ଦେକି ବାଟ୍‌ ପିଟାଇଅଇ ଉଟିଗାଲା ।
33 Mas un Samaritano que transitaba, viniendo cerca de él, y viéndole, fué movido á misericordia;
୩୩ମାତର୍‌ ସମିରଣିୟର୍‌ ଗଟେକ୍‌ ଲକ୍‌ ତାର୍‌ଲଗେ ଆସି, ଦେକ୍‌ଲା ଆରି ବେସି ମନ୍‌ଦୁକ୍‌ କଲା ।
34 Y llegándose, vendó sus heridas echándo[le] aceite y vino: y poniéndole sobre su cabalgadura, llevólo al meson, y cuidó de él.
୩୪ଆରି ତାର୍‌ଲଗେ ଜାଇ ମାଡ୍‌ଅଇ କଣ୍ଡିଆ ବଣ୍ଡିଆ ଅଇଲାଟାନେ, ଚିକନ୍‌ ଆରି ଆମଟ୍‌ ଅଙ୍ଗୁର୍‌ରସ୍‌ ଲାଗାଇଦେଲା । ତାକେ ଗର୍‌ଣ୍ଡା ବାନ୍ଦି, ଗଦଉପ୍‌ରେ ବସାଇ, ଲକ୍‌ମନ୍‌ ବସି ମିଟିଙ୍ଗ୍‌ କର୍‌ବା ଗରେ ନେଇ ସେବାଜତନ୍‌ କଲା ।
35 Y otro dia al partir, sacó dos denarios, y diólos al huésped, y le dijo: Cuídamele; y todo lo que demás gastares, yo cuando vuelva te [lo] pagaré.
୩୫ତାର୍‌ ଆର୍‌କର୍‌ ଦିନେ ସିମରଣିୟ ଲକ୍‌ ଦୁଇଟା ରୁପାଟାଙ୍ଗା ବାର୍‌କରାଇ, ମିଟିଙ୍ଗ୍‌ ଗରର୍‌ ମୁକିଆକେ ଦେଇ କଇଲା, “ଆର୍‌ ସେବା ଜତନ୍‌ କରା, ଆରି ଅଦିକ୍‌ କର୍‌ଚ ଅଇଲେ, ସେଟା ମୁଇ ବାଉଡିଆଇବା ବେଲେ ତମ୍‌କେ ସୁଜିଦେବି ।”
36 ¿Quién, pues, de estos tres te parece que fué el prójimo de aquel que cayó en [manos de] los ladrones?
୩୬ଏ ତିନ୍‌ଲକର୍‌ ବିତ୍‌ରେଅନି କେ ଚର୍‌ମନର୍‌ ଟାନେ ମାଡ୍‌କାଉ ଲକର୍‌ ପଡିସାର୍‌ ଲକ୍‌ ବଲି ବାବ୍‌ଲୁସ୍‌ନି?
37 Y él dijo: El que usó con él de misericordia. Entónces Jesus le dijo: Vé y haz tú lo mismo.
୩୭ସାସ୍‌ତର୍‌ ସିକାଉ କଇଲା, “ଜନ୍‌ ଲକ୍‌ ତାକେ ଦୟାକଲା, ସେ ଆକା ।” ଜିସୁ ତାକେ କଇଲା, “ଜା ତୁଇ ମିସା ସେନ୍ତାରି କର୍‌ ।”
38 Y aconteció, que yendo, entró él en una aldéa; y una mujer, llamada Marta, le recibió en su casa:
୩୮ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିବାବେଲେ ଗଟେକ୍‌ ଗାଏଁ କେଟ୍‌ଲାଇ । ତେଇ ମାର୍‌ତା ନାଉଁର୍‌ ଗଟେକ୍‌ ମାଇଜି ଜିସୁକେ ତାର୍‍ ଗରେ ଡାକି ବସାଇଲା ।
39 Y esta tenia una hermana, que se llamaba María, la cual sentándose á los piés del Señor, oia su palabra.
୩୯ମାର୍‌ତାକେ ମରିୟମ୍‌ ନାଉଁର୍‌ ଗଟେକ୍‌ ବଇନି ରଇଲା । ସେ ମାପ୍‌ରୁର୍‌ ପାଦେ ବସି ତାର୍‌ ବାକିଅ ସୁନ୍‌ତେରଇଲା ।
40 Empero Marta se distraia en muchos servicios; y sobreviniendo, dice: Señor, ¿no tienes cuidado que mi hermana me deja servir sola? Díle, pues, que me ayude.
୪୦ମାତର୍‌ ମାର୍‌ତାକେ ବେସି ପାଇଟି ରଇଲାଜେ ଦାନ୍ଦା ଅଇଜାଇତେ ରଇଲା । ତେବର୍‌ପାଇ ସେ ଜିସୁର୍‌ଲଗେ ଆସି କଇଲା, “ଏ ମାପ୍‌ରୁ, ମର୍‌ ବଇନି ଗରର୍‌ ସବୁ ପାଇଟି ମକେ ସେ କରାଇଲାନି, ସେବାଟେ କାଇ ତମର୍‌ ମନ୍‌ ନାଇ କି? ସେଟାର୍‌ପାଇ ତାକେ କୁଆ, ସେ ମକେ ଆସି ସାଇଜ କର ।”
41 Pero respondiendo Jesus, le dijo: Marta, Marta, cuidadosa estás, y con las muchas cosas estás turbada:
୪୧ମାତର୍‌ ମାପ୍‌ରୁ ତାକେ କଇଲା, “ଏ ମାର୍‌ତା, ତୁଇ ବେସି ବିସଇ ଚିନ୍ତା କରି, ଦାନ୍ଦାଅଇଗାଲୁସ୍‌ନି,
42 Empero una cosa es necesaria; y María escogió la buena parte, la cual no le será quitada.
୪୨ମାତର୍‌, ଗଟେକ୍‌ ବିସଇ ଆକା ସବୁର୍‌ଟାନେଅନି ମୁକିଅ । ସେଟା ମରିୟମ୍‌ ବାଚିକରି ନେଇଆଚେ । ସେଟା ତାର୍‌ଟାନେଅନି କେ ନେଇ ନାପାରତ୍‌ ।”

< San Lucas 10 >