< San Lucas 4 >

1 Y JESÚS, lleno del Espíritu Santo, volvió del Jordán, y fué llevado por el Espíritu al desierto
ଜିସୁ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇକରି ଜର୍‌ଦନ୍‌ ଗାଡେଅନି ବାଉଡି ଆଇଲା । ଆରି ସଇତାନର୍‌ ଟାନେ ପରିକା କରାଇବାକେ ତାକେ ଆତ୍‌ମା ଚାଲାଇ ନେଲା । ତେଇ ଚାଲିସ୍‌ ଦିନ୍‌ ଜାକ ସଇତାନ୍‌ ତାକେ ପରିକା କର୍‌ତେରଇଲା ।
2 Por cuarenta días, y era tentado del diablo. Y no comió cosa en aquellos días: los cuales pasados, tuvo hambre.
ସର୍‌ତେ ଦିନ୍‌ ସାର୍‌ଲା ପଚେ ସେ ବୁକ୍‌କେ ବାୟାଚୁରା ଅଇଗାଲା ।
3 Entonces el diablo le dijo: Si eres Hijo de Dios, di á esta piedra que se haga pan.
ତେଇ ସଇତାନ୍‌ ଜିସୁକେ କଇଲା, “ତୁଇ ଜଦି ପର୍‌ମେସରର୍‌ ପ, ତେବେ ଏ ପାକ୍‌ନା କାଦି ଅ ବଲି ଆଦେସ୍‌ ଦେସ୍‌ ।”
4 Y Jesús respondiéndole, dijo: Escrito está: Que no con pan solo vivirá el hombre, mas con toda palabra de Dios.
ଜିସୁ ତାକେ କ‍ଇଲା, “ପର୍‌ମେସରର୍‌ ସାସ୍‌ତରେ ଲେକାଅଇ ଆଚେ, ମୁନୁସ୍‌ ଅବ୍‌କା କାଦି କାଇ ନ ବଁଚେ ।”
5 Y le llevó el diablo á un alto monte, y le mostró en un momento de tiempo todos los reinos de la tierra.
ତାର୍‌ପଚେ ସଇତାନ୍‌ ଜିସୁକେ ଗଟେକ୍‍ ଉଁଚ୍‌ ଜାଗାଇ ଡାକି ଦାରିଜାଇ କରି ଆଁକିମିଟ୍‌କା ମାର୍‌ବା ଏତ୍‌କି ପର୍‌କେ ଜଗତର୍‌ ସବୁ ରାଇଜ୍‌ ଦେକାଇଲା ।
6 Y le dijo el diablo: A ti te daré toda esta potestad, y la gloria de ellos; porque á mí es entregada, y á quien quiero la doy:
ଆରି ଜିସୁକେ କଇଲା, “ମୁଇ ତକେ ଏ ସବୁ ଦନ୍‌ ସଁପତିର୍‌ ଅଦିକାର୍‌ ଆରି ମଇମା ଦେବି । କାଇକେବଇଲେ ସେଟା ସବୁ ମକେ ସର୍‌ପିଦେଲାଆଚେ, ଆରି ମୁଇ ଜାକେ ମନ୍‌ କର୍‌ବି, ତାକେ ଦେବି ।
7 Pues si tú adorares delante de mí, serán todos tuyos.
ତେବର୍‌ପାଇ, ଜେବେ ତୁଇ ମକେ ଜୁଆର୍‌ କର୍‌ସୁ, ତେବେ ସେ ସବୁଜାକ ତର୍‌ ଅଇସି ।”
8 Y respondiendo Jesús, le dijo: Vete de mí, Satanás, porque escrito está: A tu Señor Dios adorarás, y á él solo servirás.
ଜିସୁ ତାକେ କ‍ଇଲା, “ପର୍‌ମେସରର୍‌ ସାସ୍‌ତରେ ଲେକାଅଇଆଚେ, ତୁଇ ତର୍‌ ପର୍‌ମେସର୍‌କେସେ ଜୁଆର୍‌ କର୍‌ସୁ, ଆରି ତାକେସେ ସେବା କର୍‌ସୁ ।”
9 Y le llevó á Jerusalem, y púsole sobre las almenas del templo, y le dijo: Si eres Hijo de Dios, échate de aquí abajo:
ପଚେ ସଇତାନ୍‌ ଜିସୁକେ ଜିରୁସାଲାମେ ଡାକିଦାରିଜାଇ, ମନ୍ଦିରର୍‌ ଚାଉନି ଟିପେ ଟିଆକରାଇ କଇଲା, “ତୁଇ ଜଦି ପର୍‌ମେସରର୍‌ ପ, ତେବେ ଇତିଅନି ତଲେ ଡେଗଇଦେସ୍‌,
10 Porque escrito está: Que á sus ángeles mandará de ti, que te guarden;
୧୦କାଇକେବଇଲେ ସାସ୍‌ତରେ ଲେକାଆଚେ ତକେ ରକିଆ କର୍‌ବାକେ ପର୍‌ମେସର୍‌ ତାର୍‌ ନିଜର୍‌ ଦୁତ୍‌ମନ୍‌କେ ଆଦେସ୍‌ ଦେଇସି ।
11 Y en las manos te llevarán, porque no dañes tu pie en piedra.
୧୧ଆରି ମିସା ଲେକା ଆଚେ, ‘ଜେନ୍ତିକି ତର୍‌ ପାଦ୍‌ ପାକ୍‌ନାଇ ନ ପାଏ, ସେଟାର୍‌ପାଇ ଦୁତ୍‌ମନ୍‌ ତକେ ଆତେଦାରି ଟେକି ନେବାଇ ।’”
12 Y respondiendo Jesús, le dijo: Dicho está: No tentarás al Señor tu Dios.
୧୨ଜିସୁ ସଇତାନ୍‌କେ କଇଲା, “ଏଟା ମିସା ଲେକାଆଚେ, ତୁଇ ତର୍‌ ମାପ୍‌ରୁ ନିଜର୍‌ ପର୍‌ମେସର୍‌କେ ପରିକା କର୍‌ ନାଇ ।”
13 Y acabada toda tentación, el diablo se fué de él por un tiempo.
୧୩ସଇତାନ୍‌ ସବୁ ରକାମର୍‌ ପରିକା ସାରାଇଲା ପଚେ, ଆରି ତରେକ୍‌ ବେଲା ମିଲ୍‌ବାଜାକ କେତେ ଦିନର୍‌ ପାଇ ଜିସୁକେ ଚାଡି ଉଟିଗାଲା ।
14 Y Jesús volvió en virtud del Espíritu á Galilea, y salió la fama de él por toda la tierra de alrededor.
୧୪ତାର୍‌ପଚେ ଜିସୁ ଆତ୍‌ମାଇ ବପୁଅଇକରି ଗାଲିଲି ରାଇଜେ ବାଉଡିଗାଲା । ଆରି ତାର୍‌ କବର୍‌ ଗାଲିଲି ରାଇଜର୍‌ ଗୁଲାଇ ଗାଉଁମନ୍‌ ଜାନ୍‌ଲାଇ ।
15 Y enseñaba en las sinagogas de ellos, y era glorificado de todos.
୧୫ପଚେ ଜିସୁ ଜିଉଦିମନର୍‌ ପାର୍‌ତନା ଗର୍‌ମନ୍‌କେ ବୁଲି ବୁଲି ସିକିଆ ଦେଇକରି ସବୁ ଲକର୍‌ଟାନେ ଅନି ଡାକ୍‌ପୁଟା ପାଇବାର୍‌ ଦାର୍‌ଲା ।
16 Y vino á Nazaret, donde había sido criado; y entró, conforme á su costumbre, el día del sábado en la sinagoga, y se levantó á leer.
୧୬ଏତ୍‌କିବିତ୍‌ରେ ନାଜରିତେ, ଜନ୍‌ ଜାଗାଇ କି ଜିସୁ ସାନ୍‌ବେଲେ ଅନି ବଡ୍‌ ଅଇରଇଲା, ସେ ଜାଗାଇ ଗାଲା । ଆରି ନିଜର୍‌ ରିତିନିତି ଇସାବେ, ବିସ୍‌ରାମ୍‌ ବାରେ ଜିଉଦିମନର୍‌ ପାର୍‌ତନା ଗରେ କେଟି ଦରମ୍‌ ସାସ୍‌ତର୍‌ ପଡ୍‌ବାକେ ଟିଆ ଅଇଲା ।
17 Y fuéle dado el libro del profeta Isaías; y como abrió el libro, halló el lugar donde estaba escrito:
୧୭ସେଡ୍‌କିବେଲେ ତାକେ ଜିସାୟ ବବିସତ୍‌ବକ୍‌ତା ଲେକିରଇଲା ଦରମ୍‌ ସାସ୍‌ତର୍‌ ଦିଆଅଇଲା, ଆରି ଜିସୁ ସେ ଜିସାୟ ବଇଟାନେ ଲେକାଅଇରଇଲା ଏନ୍ତାରି ବାକିଅ ମେଲାକରି ପାଇଲା ।
18 El Espíritu del Señor es sobre mí, por cuanto me ha ungido para dar buenas nuevas á los pobres: me ha enviado para sanar á los quebrantados de corazón; para pregonar á los cautivos libertad, y á los ciegos vista; para poner en libertad á los quebrantados:
୧୮“ମାପ୍‌ରୁର୍‌ ଆତ୍‌ମା ମର୍‍ ସଙ୍ଗ୍‍ ଆଚେ, ତେବର୍‌ପାଇ ନଇଲା ମଇଲା ଲକ୍‌ମନର୍‌ଟାନେ ସୁବ୍‌ କବର୍‌ ଜାନାଇବାକେ, ପର୍‌ମେସର୍‌ ମକେ ବାଚିକରି ପାଟାଇଲା, ବନ୍ଦି ଗରେ ରଇବା ଲକ୍‌ମନ୍‌କେ ମୁକ୍‌ଲାଇବାକେ, କାଣା ଲକ୍‌ମନ୍‌କେ ଦେକାଇବା ବିସଇ ଜାନାଇବାକେ ଆରି ଦୁକର୍‌ ଲକ୍‌ମନ୍‌କେ ମୁକ୍‌ଲାଇବାକେ,
19 Para predicar el año agradable del Señor.
୧୯ଆରି ମାପ୍‌ରୁ ତାର୍‌ ଲକ୍‌ମନ୍‌କେ ରକିଆ କର୍‌ବା ବେଲା ଆସିଆଚେ, ବଲି ଜାନାଇବାକେ ସେ ମକେ ପାଟାଇଆଚେ ।”
20 Y rollando el libro, lo dió al ministro, y sentóse: y los ojos de todos en la sinagoga estaban fijos en él.
୨୦ପଚେ ସେ ସାସ୍‌ତର୍‌ ଡାବି, ପାର୍‌ତନା ଚାଲାଇବା ଗଟେକ୍‌ ଲକ୍‌କେ ବାଉଡାଇଦେଇ ବସିଦେଲା । ପାର୍‌ତନା ଗରେ ରଇଲା ଲକ୍‌ମନ୍‌ ତାକେସେ ଦେକ୍‌ତେରଇଲାଇ ।
21 Y comenzó á decirles: Hoy se ha cumplido esta Escritura en vuestros oídos.
୨୧ଜିସୁ ଲକ୍‌ମନ୍‌କେ କଇବାର୍‌ ଦାର୍‌ଲା, “ଆଜି ତମେ ସୁନ୍‌ଲା ଏ ଦରମ୍‌ ସାସ୍‌ତରର୍‌ ବାକିଅ ପୁରାପୁରୁନ୍‌ ଅଇଲା ।”
22 Y todos le daban testimonio, y estaban maravillados de las palabras de gracia que salían de su boca, y decían: ¿No es éste el hijo de José?
୨୨ଜିସୁର୍‌ ବିସଇ ନେଇକରି ସବୁଲକ୍‌ ନିକ ସାକି ଦେବାର୍‌ ଦାର୍‌ଲାଇ ଆରି ସେ କଇବା, ମନ୍‌କେ ପାଇଲା ବାକିଅ ସୁନି କାବାଅଇଲାଇ, ଆରି ସେମନ୍‌ “ଏଟାକାଇ ଜସେପର୍‌ ପ ନଏଁ ଜେ?” ବଲି କଇବାର୍‌ଦାର୍‌ଲାଇ ।
23 Y les dijo: Sin duda me diréis este refrán: Médico, cúrate á ti mismo: de tantas cosas que hemos oído haber sido hechas en Capernaum, haz también aquí en tu tierra.
୨୩ଜିସୁ ଲକ୍‌ମନ୍‌କେ କଇଲା, “ତମେ ସେ ଗାଲା କାତା ଆରିତରେକ୍‌ କଇସା ବଲି ମୁଇ ଜାନିରଇଲି, ଏ ଅସ ଦେଉ, ନିଜେ ତୁଇ ନିକ ଅ, ଆରି କପର୍‌ନାଉମେ ଜାଇ ଜାଇଟା ଗଟିଆଚେ ବଲି ଆମେ ସୁନିଆଚୁ, ସେଟା ସବୁ ଏ ଜାଗାଇ, ତର୍‍ ନିଜର୍‌ ଜନମ୍‌ ନଅରେ ମିସା କର୍‌ ।”
24 Y dijo: De cierto os digo, que ningún profeta es acepto en su tierra.
୨୪“ମାତର୍‌ ମୁଇ ତମ୍‌କେ ସତ୍‌ କଇଲିନି, ବବିସତ୍‌ବକ୍‌ତା ଅଇରଇବା କାକେମିସା ନିଜର୍‌ ଗାଏଁ ନ ନାମତ୍‌ ।”
25 Mas en verdad os digo, [que] muchas viudas había en Israel en los días de Elías, cuando el cielo fué cerrado por tres años y seis meses, que hubo una grande hambre en toda la tierra;
୨୫“ମାତର୍‌ ମୁଇ ତମ୍‌କେ ସତ୍‌କାତା କଇଲିନି, ଜେଡେବେଲେ ବବିସତ୍‌ବକ୍‌ତା ଏଲିୟର୍‌ ବେଲେ ତିନ୍‌ବରସ୍‌ ଚ ମାସ୍‌ ଜାକ ବାଦଲେଅନି ପାନିମାରେ ନାଇକେ ଗୁଲାଇ ଦେସେ ମର୍‌ଡି ଅଇରଇଲା, ସେବେଲେ ଇସ୍‌ରାଏଲ୍‌ ଦେସେ କେତେ କେତେ ରାଣ୍ଡିମାଇଜିମନ୍‌ ରଇଲାଇ ।
26 Pero á ninguna de ellas fué enviado Elías, sino á Sarepta de Sidón, á una mujer viuda.
୨୬ରଇଲେ ମିସା ପର୍‌ମେସର୍‌ ଏଲିୟକେ କାର୍‌ଲଗେ ମିସା ନ ପାଟାଇ ସିଦନ୍‌ ଦେସର୍‌ ସାରିପତ୍‌ ବଲି ଗଟେକ୍‌ ଜାଗାଇ, ଗଟେକ୍‌ ରାଣ୍ଡିମାଇଜିର୍‌ ଲଗେ ପାଟାଇଲା ।
27 Y muchos leprosos había en Israel en tiempo del profeta Eliseo; mas ninguno de ellos fué limpio, sino Naamán el Siro.
୨୭ଆରି ମାପ୍‌ରୁର୍‌ ବବିସତ୍‌ବକ୍‌ତା ଏଲିସାୟର୍‌ ବେଲେ ଇସ୍‌ରାଏଲ୍‌ ଦେସେ କେତେ କୁସ୍‌ଟି ରଗି ରଇଲାଇ, ଏଲେ ମିସା ତାକର୍‌ ବିତ୍‌ରେ କାକେମିସା ନିକକରି ନ ରଇଲା, ସୁରିଆ ଦେସର୍‌ ନାମାନ୍‌ ନାଉଁର୍‌ ଲକ୍‌କେ ସେ ନିକକରି ରଇଲା ।”
28 Entonces todos en la sinagoga fueron llenos de ira, oyendo estas cosas;
୨୮ଜିଉଦିମନର୍‌ ପାର୍‌ତନା ଗରେ ଏ କାତା ସୁନି ଲକ୍‌ମନ୍‌ ବେସି ରିସାଅଇଗାଲାଇ ।
29 Y levantándose, le echaron fuera de la ciudad, y le llevaron hasta la cumbre del monte sobre el cual la ciudad de ellos estaba edificada, para despeñarle.
୨୯ଆରି ସେମନ୍‌ ଉଟିକରି ଜିସୁକେ ନଅରେଅନି ବାର୍‌କରାଇଦେଲାଇ । ତାକର୍‌ ନଅରର୍‌ ଜନ୍‌ ପର୍‌ବତ୍‌ ଉପ୍‌ରେ ତିଆର୍‌ ଅଇରଇଲା, ସେ ପର୍‌ବତର୍‌ ଦାରେଅନି ତଲେ ପିଙ୍ଗିଦେଉଁ ବଲି, ତାକେ ତେଇ ଦାରିଗାଲାଇ ।
30 Mas él, pasando por medio de ellos, se fué.
୩୦ମାତର୍‌ ଜିସୁ ସେମନର୍‌ ବିତ୍‌ରେ ପୁରି ଉଟିଗାଲା ।
31 Y descendió á Capernaum, ciudad de Galilea. Y los enseñaba en los sábados.
୩୧ଜିସୁ ଗାଲିଲି ରାଇଜର୍‌ କପର୍‌ନାଉମ୍‌ ନାଉଁର୍‌ ଗଟେକ୍‌ ନଅରେ ଆଇଲା, ଆରି ବିସ୍‌ରାମ୍‌ବାରେ ଲକ୍‌ମନ୍‌କେ ସିକିଆ ଦେବାର୍‌ ଦାର୍‌ଲା ।
32 Y se maravillaban de su doctrina, porque su palabra era con potestad.
୩୨ଲକ୍‌ମନ୍‌ ତାର୍‌ ସିକାଇବାଟା ଦେକି କାବାଅଇଗାଲାଇ, କାଇକେବଇଲେ ତାର୍‌ ବାକିଅ ଅଦିକାର୍‌ ସଙ୍ଗ୍‌ ରଇଲା ।
33 Y estaba en la sinagoga un hombre que tenía un espíritu de un demonio inmundo, el cual exclamó á gran voz,
୩୩ଦିନେକ୍‌ ଜିଉଦିମନର୍‌ ପାର୍‌ତନା ଗରେ ଗଟେକ୍‌ ଡୁମା ଡସିରଇବା ଲକ୍‌ ରଇଲା । ସେ ଆଉଲିଅଇ କିର୍‌କିରି କଇଲା,
34 Diciendo: Déjanos, ¿qué tenemos contigo, Jesús Nazareno? ¿has venido á destruirnos? Yo te conozco quién eres, el Santo de Dios.
୩୪“ଏ ନାଜରିତର୍‌ ଜିସୁ, ଆମର୍‌ଟାନେ ତର୍‌ କାଇ କାମ୍‌ ଆଚେ? ତୁଇ କାଇ ଆମ୍‌କେ ମରାଇବାକେ ଆସିଆଚୁସ୍‌? ତୁଇ କେ ସେଟା ମୁଇ ଜାନି, ତୁଇ ପର୍‌ମେସରର୍‌ ସୁକଲ୍‌ ଲକ୍‌ ।”
35 Y Jesús le increpó, diciendo: Enmudece, y sal de él. Entonces el demonio, derribándole en medio, salió de él, y no le hizo daño alguno.
୩୫ଜିସୁ ତାକେ ଦମ୍‌କାଇ କରି କଇଲା, “ଚୁପ୍‌ ର, ଆର୍‌ଟାନେଅନି ବାରଇ ଜା ।” ତେଇଅନି ସେ ଡୁମା ସେ ଲକ୍‌କେ ସବୁର୍‌ ମୁଆଟେ ଅଦ୍‌ରାଇଲା ଆରି, ତାକେ କାଇଟା ନ କରି ତାର୍‌ ଗାଗ୍‌ଡେଅନି ବାରଇ ଉଟିଗାଲା ।
36 Y hubo espanto en todos, y hablaban unos á otros, diciendo: ¿Qué palabra es ésta, que con autoridad y potencia manda á los espíritus inmundos, y salen?
୩୬ତେଇ ସବୁଲକ୍‌ କାବାଅଇକରି ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ, “ଏଟା କାଇ କାତା, ସେ ବପୁ ଆରି ଅଦିକାର୍‌ ସଙ୍ଗ୍‌ ଡୁମାମନ୍‌କେ ମିସା ଆଦେସ୍‌ ଦେଲାନି । ସେମନ୍‌ ମିସା ବାରଇ ଗାଲାଇନି ।”
37 Y la fama de él se divulgaba de todas partes por todos los lugares de la comarca.
୩୭ଜିସୁର୍‌ ଏ କବର୍‌ ସେ ଜାଗାର୍‌ ଗୁଲାଇବାଟର୍‌ ଲକ୍‌ ଜାନ୍‌ଲାଇ ।
38 Y levantándose Jesús de la sinagoga, entró en casa de Simón: y la suegra de Simón estaba con una grande fiebre; y le rogaron por ella.
୩୮ପଚେ ଜିସୁ ଜିଉଦିମନର୍‌ ପାର୍‌ତନା ଗରେଅନି ଉଟି ସିମନର୍‌ ଗରେ ଗାଲା । ସିମନର୍‌ ସାତ୍‌ରିକେ ବେସି ଜର୍‌ ଅଇରଇଲାଜେ ସେମନ୍‌ ତାର୍‌ ବିସଇ ନେଇ ଜିସୁକେ କଇଲାଇ ।
39 E inclinándose hacia ella, riñó á la fiebre; y la fiebre la dejó; y ella levantándose luego, les servía.
୩୯ତେଇ ସେ ସିମନର୍‌ ସାତ୍‌ରିର୍‌ ଲଗେ ଟିଆଅଇ ଜର୍‌କେ ଦମ୍‌କାଇଲା ଆରି ତାକେ ଜର୍‌ ଚାଡିଗାଲା । ସେଦାପ୍‌ରେ ସେ ଉଟିକରି ସେମନ୍‌କେ ସେବା କର୍‌ବାର୍‌ ଦାର୍‌ଲା ।
40 Y poniéndose el sol, todos los que tenían enfermos de diversas enfermedades, los traían á él; y él, poniendo las manos sobre cada uno de ellos, los sanaba.
୪୦ବେଲ୍‌ବସି ସଞ୍ଜ୍‌ ଅଇଲାଜେ ଜର୍‌ଦୁକା ଅଇରଇଲା ଲକ୍‌ମନ୍‌କେ ଜିସୁର୍‌ ଲଗେ ଆନ୍‌ଲାଇ, ଆରି ସେ ଜର୍‌ଦୁକାର୍‌ ଲକ୍‌ମନ୍‌କେ ଗଟେକ୍‌ ଗଟେକ୍‌ ଲକର୍‌ ଉପ୍‌ରେ ଆତ୍‌ ସଙ୍ଗଇ ନିକ କଲା ।
41 Y salían también demonios de muchos, dando voces, y diciendo: Tú eres el Hijo de Dios. Mas riñéndolos no les dejaba hablar; porque sabían que él era el Cristo.
୪୧ଡୁମା ଦାରିରଇବା ବେସି ଲକ୍‌ମନ୍‌ ମିସା କିର୍‌କିରି କରି “ତୁଇ ପର୍‌ମେସରର୍‌ ପଅ!” ବଲି ଲକର୍‌ ଟାନେଅନି ଚାଡି ପାଲାଇଲାଇ । ଜିସୁ ସେମନ୍‌କେ ଦମ୍‌କାଇ କରି କାତାଅଇବାକେ ମିସା ଦେଏନାଇ, କାଇକେବଇଲେ ସେମନ୍‌ ତାକେ କିରିସ୍‌ଟ ବଲି ଜାନିରଇଲାଇ ।
42 Y siendo ya de día salió, y se fué á un lugar desierto: y las gentes le buscaban, y vinieron hasta él; y le detenían para que no se apartase de ellos.
୪୨ସାକାଲ୍‌ ପାଇଲାଜେ ଜିସୁ ନଅରେ ଅନି ବାରଇ ଗଟେକ୍‌ କିନରା ଜାଗାଇ ଗାଲା । ଲକ୍‌ମନ୍‌ କଜି କଜି ତାର୍‌ ଲଗେ ଆଇଲାଇ, ଆରି ସେ ଜେନ୍ତିକି ତାକର୍‌ ଲଗେଅନି ଉଟିନଜାଅ ବଲି ଅଟ୍‌କାଇବାକେ ଚେସ୍‌ଟା କଲାଇ ।
43 Mas él les dijo: Que también á otras ciudades es necesario que anuncie el evangelio del reino de Dios; porque para esto soy enviado.
୪୩ମାତର୍‌ ଜିସୁ ସେମନ୍‌କେ କଇଲା, “ବିନ୍‌ ବିନ୍‌ ନଅରେ ମିସା ମୁଇ ପର୍‌ମେସରର୍‌ ରାଇଜର୍‌ ନିକ କବର୍‌ ଜାନାଇବାର୍‌ ଆଚେ, କାଇକେ ବଇଲେ ସେଟାର୍‌ପାଇ ପର୍‌ମେସର୍‌ ମକେ ପାଟାଇଆଚେ ।”
44 Y predicaba en las sinagogas de Galilea.
୪୪ଆରି ସେ ଜିଉଦା ଦେସର୍‌ ଜିଉଦି ଲକ୍‌ମନର୍‌ ପାର୍‌ତନା ଗର୍‌ମନ୍‌କେ ବାକିଅ ସୁନାଇବାର୍‌ ଦାର୍‌ଲା ।

< San Lucas 4 >