< Kološanom 3 >

1 Če ste bili torej vred zbujeni s Kristusom, iščite, kar je gori, kjer sedí Kristus na desnici Božji.
କିରିସ୍‌ଟର୍‌ ସଙ୍ଗ୍‍ ମରିରଇଲାର୍‌ ପାଇ ଆରି ତାର୍‌ ସଙ୍ଗ୍‍ ନୁଆଜିବନ୍‌ ପାଇ ପର୍‌ମେସର୍‌ ତମ୍‌କେ ଉଟାଇଲାର୍‌ପାଇ ସର୍‌ଗେ ରଇବା ବିସଇ ଦେକ୍‌ତେରୁଆ । ତେଇ କିରିସ୍‌ଟ ପର୍‌ମେସରର୍‌ ଉଜାବାଟେ ବସିଆଚେ ।
2 V mislih imejte, kar je gori, ne kar je na zemlji;
ଏ ଜଗତର୍‌ ବିସଇ ନ ବାବିକରି ସରଗର୍‌ ବିସଇ ଚିନ୍ତାକରା ।
3 Kajti umrli ste, in življenje vaše je skrito s Kristusom v Bogu;
କାଇକେବଇଲେ ତମେ ମରିକରି ପର୍‌ମେସରର୍‌ ମୁଆଟେ କିରିସ୍‌ଟର୍‌ ସଙ୍ଗ୍‍ ମିସିରଇବା ଜିବନ୍‌ ବିତାଇଲାସ୍‌ନି । ସେ ଜିବନ୍‌ ଲୁଚିକରିଆଚେ ।
4 Kader se prikaže Kristus, življenje naše, tedaj se prikažete tudi vi v slavi z njim.
କିରିସ୍‌ଟ ଅଇଲାନି ତମର୍‌ ଜିବନ୍‌ । ସେ ବାଅଡ୍‌ଲାବେଲେ ତମେ ମିସା ସବୁର୍‌ ଦେକ୍‌ତେ ତାର୍‌ ମଇମାତେଇ ମିସ୍‌ସା ।
5 Morite torej ude svoje zemeljske, kurbarijo, nečistost, strast, hudo poželenje in lakomnost, katera je malikovanje;
ତମର୍‌ ପାପର୍‌ ଗୁନ୍‌ଚଲନ୍‌ ଇସାବେ ଜେତ୍‌କି ସବୁ ପାପ୍‌ କାମ୍‌ କର୍‌ତେରଇଲାସ୍‌, ସେଟାମନ୍‌ ଆରି କରାନାଇ । ଜେନ୍ତାରି କି ବେସିଆ କାମ୍‌, ସୁକଲ୍‌ ନ ରଇବା ଚଲାଚଲ୍‌ତି, ଗାଗଡର୍‌ ଲାଲ୍‌ସାଅଇବାଟା, କାରାପ୍‌ ବିସଇ ମନ୍‌ କର୍‌ବାଟା, ଆରି ଲବ୍‌ ଅଇବାଟା, ଏ ସବୁ ବିସଇ ପୁତ୍‌ଲାମନ୍‌କେ ଜୁଆର୍‌ କର୍‌ବାଟା ସଙ୍ଗ୍‍ ସମାନ୍‌ ।
6 Po čemer prihaja jeza Božja nad nepokorščine sinove,
ଏ ସବୁ କାମେ ବୁଡିକରି ଜନ୍‌ଲକ୍‌ମନ୍‌ ପର୍‌ମେସରର୍‌ କାତା ନ ମାନତ୍‌, ସେମନ୍‌କେ ତାର୍‌ ବଡ୍‌ ରିସା ଆଇସି ।
7 Med katerimi ste tudi vi živeli nekdaj, ko ste bivali med njimi;
ପୁର୍‌ବେ ତମେ ମିସା ଏ ସବୁ କାମେ ମିସି ରଇକରି ସେନ୍ତାରି ଚଲାଚଲ୍‌ତି କର୍‌ତେରଇଲାସ୍‌ ।
8 Sedaj pa odložite tudi vi vse, jezo, srd, hudobnost, obrekovanje, nesramno besedovanje iz svojih ust.
ମାତର୍‌ ଏବେ ସେନ୍ତାରି ବିସଇ କରା ନାଇ । ଜେନ୍ତିକି ରିସା ଅଇବାଟା, ଇସାତଲା କର୍‌ବାଟା, ବିନ୍‌ଲକ୍‌କେ ଗିନ୍‌ କର୍‌ବାଟା, ନିନ୍ଦାକାତା କଇବାଟା, ଆରି ପିଟ୍‌ତେ କାତାକଇବାଟା ଚାଡିଦିଆସ୍‌ ।
9 Ne lagajte med seboj, slecite starega človeka z dejanji njegovimi,
ନିଜର୍‌ ନିଜର୍‌ ବିତ୍‌ରେ ମିଚ୍‌ କାତା କୁଆବଲା ଉଆନାଇ । କାଇକେ ବଇଲେ ତମେ ପୁର୍‌ନା ଗୁନ୍‌ଚଲନର୍‌ ସବୁ ଅବିଆସ୍‌ ଚାଡିଦେଇକରି,
10 In oblecite novega, ponovljenega v spoznanje po podobi njega, ki ga je vstvaril;
୧୦ନୁଆ ଚଲାଚଲ୍‌ତି ଆରାମ୍‌କରି ଆଚାସ୍‌ । ପର୍‌ମେସର୍‌ ତମ୍‌କେ ଦେଇରଇବା ଏ ନୁଆ ଚଲାଚଲ୍‌ତିତେଇ ତମେ ତାର୍‌ ବିସଇ ଅଦିକ୍‌ ଅଦିକ୍‌ ଜାନ୍‌ସା ଆରି ତାର୍‌ପାରା ଅଦିକ୍‌ ଅଦିକ୍‌ ଅଇଆଇସା ।
11 Kjer ni Grka in Juda, obreze in neobreze, tujca, Scita, hlapca, svobodnjaka; nego vse in v vseh Kristus.
୧୧ତମେ ଜିଉଦି ଲକ୍‌ ଉଆ କି ଜିଉଦି ନ ଅଇଲା ଲକ୍‌ ଉଆ, ସୁନତ୍‌ ଅଇଲାଲକ୍‌ କି ସୁନତ୍‌ ନ ଅଇଲା ଲକ୍‌, ଦାପ୍‌ରେ ରିସା ଅଇ ମାରିମରାଇବା ଲକ୍‌ କି ବିନ୍‌ ଦେସର୍‌ ଗତିଦାଙ୍ଗ୍‌ଡା କି ମୁକ୍‌ଲାଇଲା ଲକ୍‌, ସେଟା କାଇଟା ନଏଁ । ମାତର୍‌ କିରିସ୍‌ଟ ସବୁର୍‌ଟାନେ ଆଚେ ଆରି ସେ ଆକା ସବୁର୍‌ ଉପ୍‌ରେ ସାସନ୍‌ କଲାନି ।
12 Oblecite torej, ker ste izvoljeni in ljubljeni sveti Božji, milosrčnost, blagovoljnost, ponižnost, krotkost, potrpežljivost;
୧୨ତେବେ ପର୍‌ମେସର୍‌ ତମ୍‌କେ ତାର୍‌ ଲକ୍‌ ଅଇବାକେ ବାଚିରଇଲାର୍‌ ପାଇ ଆରି ତମ୍‌କେ ଆଲାଦ୍‌ କରି ସୁକଲ୍‌ ଲକ୍‌ ଅଇବାକେ ବେଗ୍‌ଲାଇଲାର୍‌ ପାଇ, ଦୟା ଦେକାଇବାକେ, ଦରମ୍‌ ଅଇବାକେ, ନିଚ୍‌ ଅଇବାକେ, ସୁଆଲ୍‌ ଅଇବାକେ, ମୁର୍‌ଚିକରି ରଇବାକେ ଜାଗ୍‌ରତ୍‌ ଉଆ ।
13 Da se prenašate med seboj, in si odpuščate, če ima kdo tožbo do koga, kakor je tudi Kristus odpustil vam, tako tudi vi;
୧୩ତମର୍‌ ତମର୍‌ ବିତ୍‌ରେ ଦସ୍‌ ଦାରାଦାରି ଅଇ ବୁଲ୍‌କଲେ କେମା ଦିଆଦିଇ ଉଆ । ବିନ୍‌ ଲକର୍‌ ବିରଦ୍‌ କାତା ରଇଲେ ମୁର୍‌ଚିକରି କେମା ଦିଆଦିଇ ଉଆ । ମାପ୍‌ରୁ ତମ୍‌କେ କେମା ଦେଲାପାରା ତମର୍‌ ବିତ୍‌ରେ କେମା କରାକରି ଉଆ ।
14 Poleg vsega tega pa ljubezen, katera je popolnosti vez.
୧୪ଏ ସବୁ ବିସଇ କରି ତମର୍‌ ବିତ୍‌ରେ ଆଲାଦ୍‌ କରାକରି ଉଆ । ସେନ୍ତାର୍‌ଆଲେ ତମେ ଗଟେକ୍‌ମନ୍‌ ଅଇକରି ରଇବାଟା ସିଦ୍‌ ଅଇସି ।
15 In mir Božji naj vlada v srcih vaših, v katerega ste bili tudi poklicani v enem telesu; in hvaležni bodite!
୧୫ତମେ ସବୁଲକ୍‌ ଗଟେକ୍‌ ଗାଗ୍‌ଡେ ରଇବା ବିନ୍‌ ବିନ୍‌ଟା ଅଇଲାର୍‌ ପାଇ, କର୍‌ବା ସବୁ କାମେ କିରିସ୍‌ଟ ତମ୍‌କେ ବାଟ୍‌ ଦେକାଅ । ସେ ତମ୍‌କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍‍ ରଇବାକେ ସେ ତମ୍‍କେ ବାଚ୍‌ଲାଆଚେ । ଆରି ପର୍‌ମେସର୍‌କେ ଦନିଅବାଦ୍‌ ଦେଇତେରୁଆ ।
16 Beseda Kristusova prebivaj v vas obilo, v vsej modrosti; učite in opominjajte se med seboj s psalmi in hvalospevi in pesmami duhovnimi, v milosti pójte v srci svojem Gospodu.
୧୬କିରିସ୍‌ଟର୍‌ ବାକିଅ ଦିଆନ୍‌କରି ଲାଗିରୁଆ । ତମର୍‌ ତମର୍‌ ବିତ୍‌ରେ ସିକିକରି ଜାଗ୍‌ରତ୍‌ ଅଇରୁଆ । ଏଟା ଗିଆନ୍‌ ସଙ୍ଗ୍‍ କରା । ଗିତ୍‌ ସଙ୍ଗିତା ବଇର୍‌ ଗିତ୍‌ମନ୍‌, ବିନ୍‌ ଗିତ୍‌ମନ୍‌ ଆରି ସୁକଲ୍‌ ଗିତ୍‌ମନ୍‌ କଇତେରୁଆ । ମନ୍‌ବିତ୍‌ରେ ଦନିଅବାଦ୍‌ କଇକରି ପର୍‌ମେସର୍‌କେ ଗିତ୍‌ କଇତେରୁଆ ।
17 In vse, kar počenjate v besedi in dejanji, vse v imenu Gospoda Jezusa, zahvaljujoč se Bogu in očetu po njem.
୧୭ତମେ କାଇଟା ମିସା କଇଲେ କି କଲେ, ସେ ସବୁ ମାପ୍‌ରୁ ଜିସୁର୍‌ ନାଉଁଦାରି ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦିଆସ୍‌ ।
18 Žene, bodite pokorne svojim možem, kakor se spobodi v Gospodu.
୧୮ଏ ମାଇଜିମନ୍‌, ତମେ ନିଜର୍‌ ନିଜର୍‌ ମୁନୁସ୍‌ମନର୍‌ କାତା ମାନିକରି ରୁଆ । ଜିସୁ କିରିସ୍‌ଟର୍‌ ସଙ୍ଗ୍‍ ମିସିରଇଲାର୍‌ ପାଇ ଏନ୍ତାରି କର୍‌ବାଟା ନିକ ।
19 Možje, ljubite žene svoje in ne hudujte se nad njimi.
୧୯ଏ ମୁନୁସ୍‌ମନ୍‌, ତମେ ନିଜର୍‌ ନିଜର୍‌ ମାଇଜିମନ୍‌କେ ଆଲାଦ୍‌ କରି ଦରମ୍‌ ଉଆ ।
20 Otroci, bodite poslušni roditeljem v vsem, kajti to je po volji Gospodu.
୨୦ଏ ପିଲାଟକିମନ୍‌, ତମର୍‌ ଆୟାବାବାର୍‌ କାତା ମାନିକରି ରୁଆ । ସେଟା ପର୍‌ମେସର୍‌କେ ସାର୍‌ଦା କରାଇସି ।
21 Očetje, ne dražite otrók svojih, da ne bodo malosrčni.
୨୧ଏ ଆୟା ବାବାମନ୍‌, ତମର୍‌ ପିଲାଟକିମନ୍‌କେ ସବୁବେଲେ ଲାଗିକରି ମନ୍‌ ବାଙ୍ଗାଆ ନାଇ ।
22 Hlapci, bodite poslušni v vsem gospodom po mesu, ne po okoslužnosti kakor ljudem ugajajoč, nego v preprostosti srca, boječ se Boga.
୨୨ଏ ଗତିଦାଙ୍ଗ୍‌ଡାମନ୍‌, ତମେ କରିରଇବା ସବୁକାମ୍‌ଟାନେ ତମର୍‌ ଜଗତେରଇବା ସାଉକାର୍‌ମନର୍‌ କାତା ମାନିକରି ରୁଆ । ସେମନ୍‌ ତମର୍‌ କାମ୍‌ ଦେକି ବଲ୍‌ ବଲ୍‌ବାକେ ନାଇ ମାତର୍‌ ମାପ୍‌ରୁକେ ଡରିକରି ସତ୍‌ ମନେ ରଇ ସବୁ କାମ୍‌ କରା ।
23 In vse kar storite, delajte iz duše, kakor Gospodu, in ne ljudém;
୨୩ତମେ ଜାଇଟା କଲେମିସା ପୁରାପୁରୁନ୍‌ ମନ୍‌, ଦିଆନ୍‌, ଜିବନ୍‌, ପରାନ୍‌ ଦେଇ ମାପ୍‌ରୁର୍‌ପାଇ କଲା ଇସାବେ କରା । ଲକ୍‌ମନର୍‌ ପାଇ କାମ୍‌ କଲାପାରା କରାନାଇ ।
24 Vedóč, da od Kristusa dobóte zato povračilo dedščine; kajti Gospodu Kristusu hlapčujete;
୨୪କାଇକେବଇଲେ ମାପ୍‌ରୁ ତମ୍‌କେ ପୁରୁସ୍‌କାର୍‌ ଦେଇସି ଆରି ତାର୍‌ ଲକ୍‌ମନ୍‌କେ ସେ ଦେବି ବଲି କାତା ଦେଇରଇବା ସବୁ ଆସିର୍‌ବାଦ୍‌ ତମେ ପାଇସା ବଲି ଜାନିଆଚାସ୍‌ । ତମେ ସେବା କର୍‌ବା ସାଉକାର୍‌ କିରିସ୍‌ଟ, ବଲି ଏତାଇରୁଆ ।
25 Krivični pa bode prejel, kar je krivičnega storil; in ni ga licegledja.
୨୫ଜଦି କେ ମିସା ବୁଲ୍‌ କାମ୍‌ କରି ଲାଗିରଇଲେ, ପର୍‌ମେସର୍‌ ସେମନ୍‌କେ ଡଣ୍ଡ୍‌ ଦେଇସି ଆରି ସେ ସବୁଲକ୍‌କେ ସମାନ୍‌ ନାପ୍‌ବା ଡାଙ୍ଗ୍‌ସଙ୍ଗ୍‍ ବିଚାର୍‌ କର୍‌ସି ।

< Kološanom 3 >