< லூக​: 21 >

1 அத² த⁴நிலோகா பா⁴ண்டா³கா³ரே த⁴நம்’ நிக்ஷிபந்தி ஸ ததே³வ பஸ்²யதி,
ତାର୍‌ ପଚେ ଜିସୁ ଚାରିବେଡ୍‌ତି ଦେକ୍‌ଲା ଆରି ସାଉକାର୍‌ ଲକ୍‌ମନ୍‌ ମନ୍ଦିରର୍‌ ପେଟିଆଟାନେ ଦାନ୍‌ ଦେବାଟା ଦେକ୍‌ଲା ।
2 ஏதர்ஹி காசித்³தீ³நா வித⁴வா பணத்³வயம்’ நிக்ஷிபதி தத்³ த³த³ர்ஸ²|
ସେବେଲା ଗଟେକ୍‌ ଅର୍‍କିତ୍‍ ରାଣ୍ଡି ମାଇଜି ମିସା ଜଡେକ୍‌ ତାମାକାସୁ ଦେବାଟା ଜିସୁ ଦେକ୍‌ଲା ।
3 ததோ யீஸு²ருவாச யுஷ்மாநஹம்’ யதா²ர்த²ம்’ வதா³மி, த³ரித்³ரேயம்’ வித⁴வா ஸர்வ்வேப்⁴யோதி⁴கம்’ ந்யக்ஷேப்ஸீத்,
“ମୁଇ ତମ୍‌କେ ସତ୍‌ କାତା କଇଲିନି, ସବୁ ଲକର୍‌ଟାନେଅନି ଏ ରାଣ୍ଡିମାଇଜି ଅଦିକ୍‌ ଦେଲା ଆଚେ ।
4 யதோந்யே ஸ்வப்ராஜ்யத⁴நேப்⁴ய ஈஸ்²வராய கிஞ்சித் ந்யக்ஷேப்ஸு​: , கிந்து த³ரித்³ரேயம்’ வித⁴வா தி³நயாபநார்த²ம்’ ஸ்வஸ்ய யத் கிஞ்சித் ஸ்தி²தம்’ தத் ஸர்வ்வம்’ ந்யக்ஷேப்ஸீத்|
କାଇକେ ବଇଲେ ସାଉକାର୍‌ ଲକ୍‌ମନ୍‌ ନିଜର୍‌ ନିଜର୍‌ ଅଗଲ୍‌ଲା ଦନ୍‌ତେଇଅନି ଅଲପ୍‌ ଅଲପ୍‌ ଦେଲାଇ ଆଚତ୍‌ । ମାତର୍‌ ଏ, ନିଜେ ବଁଚ୍‌ବା ପାଇ ତାର୍‍ ଜେତ୍‌କି ରଇଲା ସବୁ ଦେଲା ଆଚେ ।”
5 அபரஞ்ச உத்தமப்ரஸ்தரைருத்ஸ்ரு’ஷ்டவ்யைஸ்²ச மந்தி³ரம்’ ஸுஸோ²ப⁴தேதராம்’ கைஸ்²சிதி³த்யுக்தே ஸ ப்ரத்யுவாச
କେତେଟା ସିସ୍‌ମନ୍‌ ମନ୍ଦିରର୍‌ ବିସଇ ନେଇକରି ନିଆଇ କର୍‌ତେ ରଇଲାଇ । “ତେଇ ଲାଦିରଇବା ସୁନ୍ଦର୍‌ ସୁନ୍ଦର୍‌ ପାକ୍‌ନା ଆରି ପର୍‌ମେସର୍‌କେ ସର୍‌ପି ଦେଲା ଦାନ୍‌ ସଙ୍ଗ୍‌ କେତେକ୍‌ ସୁନ୍ଦର୍‌ ଗର୍‌ ବାନ୍ଦ୍‌ଲାଇ ଆଚତ୍‌” ବଲି କାତାଅଇତେ ରଇଲାଇ ।
6 யூயம்’ யதி³த³ம்’ நிசயநம்’ பஸ்²யத², அஸ்ய பாஷாணைகோப்யந்யபாஷாணோபரி ந ஸ்தா²ஸ்யதி, ஸர்வ்வே பூ⁴ஸாத்³ப⁴விஷ்யந்தி காலோயமாயாதி|
“ଏନ୍ତି ଦିନ୍‌ ଆଇସି, ଏବେ ତମେ କାଇ କାଇଟା ଦେକ୍‌ଲାସ୍‌ନି ସେଟା ସବୁ କୁରୁପ୍‍ନାସ୍‍ ଜାଇସି । ଗଟେକ୍‌ ପାକ୍‌ନା ମିସା ତାର୍‌ ଜାଗାଇ ନ ରଏ । ସବୁ ମାଟିତେଇ ମିସି ଜାଇସି ।”
7 ததா³ தே பப்ரச்சு²​: , ஹே கு³ரோ க⁴டநேத்³ரு’ஸீ² கதா³ ப⁴விஷ்யதி? க⁴டநாயா ஏதஸ்யஸஸ்²சிஹ்நம்’ வா கிம்’ ப⁴விஷ்யதி?
ତାର୍‌ ପଚେ ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ଏଟା ସବୁ କେବେ ଅଇସି? ଆରି ଏ ସବୁ ଗଟ୍‍ନା କେଟ୍‌ବା ଆଗ୍‌ତୁ ସେଟା କେଡେବଲ୍‌ ଅଇସି ବଲି କେନ୍ତି ଚିନି ଅଇସି?”
8 ததா³ ஸ ஜகா³த³, ஸாவதா⁴நா ப⁴வத யதா² யுஷ்மாகம்’ ப்⁴ரமம்’ கோபி ந ஜநயதி, கீ²ஷ்டோஹமித்யுக்த்வா மம நாம்ரா ப³ஹவ உபஸ்தா²ஸ்யந்தி ஸ கால​: ப்ராயேணோபஸ்தி²த​: , தேஷாம்’ பஸ்²சாந்மா க³ச்ச²த|
ଜିସୁ ସେମନ୍‌କେ କଇଲା, “ଜାଗ୍‌ରତ୍‌ଅଇକରି ରୁଆ, ନାଡାଇ ଉଆ ନାଇ । ବେସି ଲକ୍‌ ମର୍‌ ନାଉଁଦାରି ଆସି କଇବାଇ, ‘ମୁଇ ସେ ଆକା ।’ ବେଲା କେଟ୍‌ଲା ଆଚେ, ମାତର୍‌ ତମେ ସେମନର୍‌ ପଚେ ଜାଆ ନାଇ ।
9 யுத்³த⁴ஸ்யோபப்லவஸ்ய ச வார்த்தாம்’ ஸ்²ருத்வா மா ஸ²ங்கத்⁴வம்’, யத​: ப்ரத²மம் ஏதா க⁴டநா அவஸ்²யம்’ ப⁴விஷ்யந்தி கிந்து நாபாதே யுகா³ந்தோ ப⁴விஷ்யதி|
ଆରି କେବେ ତମେ ଜୁଇଦ୍‌ ଆରି କିରମାର ଅଇବାଟା ସୁନ୍‌ସା, ସେବେଲା ଡରା ନାଇ । କାଇକେ ବଇଲେ ଏ ସବୁ ଗଟ୍‍ନା ଆଗ୍‌ତୁ ଅଇସିସେ । ମାତର୍‌ ଏ ଦୁନିଆର୍‌ ସେସ୍‌ ଦିନ୍‌ ସେଦାପ୍‌ରେ ନ ଆସେ ।”
10 அபரஞ்ச கத²யாமாஸ, ததா³ தே³ஸ²ஸ்ய விபக்ஷத்வேந தே³ஸோ² ராஜ்யஸ்ய விபக்ஷத்வேந ராஜ்யம் உத்தா²ஸ்யதி,
୧୦ଆରି ଜିସୁ କଇଲା, “ଦେସ୍‌ ବିରୁଦେ ଦେସ୍‌ ଆରି ଜାତି ବିରୁଦେ ଜାତି ଉଟ୍‌ସି ।
11 நாநாஸ்தா²நேஷு மஹாபூ⁴கம்போ து³ர்பி⁴க்ஷம்’ மாரீ ச ப⁴விஷ்யந்தி, ததா² வ்யோமமண்ட³லஸ்ய ப⁴யங்கரத³ர்ஸ²நாந்யஸ்²சர்ய்யலக்ஷணாநி ச ப்ரகாஸ²யிஷ்யந்தே|
୧୧ଦର୍‌ତନି ଚୁଲ୍‌ବୁଲ୍‌ସି । ବଡ୍‌ ରଗ୍‌ମନ୍‌ ଅଇସି ଆରି ଆକାସେ କେବେ ନ ଅଇବା କାବା ଅଇଜିବା ଚିନ୍‌ମନ୍‌ ଡିସ୍‌ସି ।
12 கிந்து ஸர்வ்வாஸாமேதாஸாம்’ க⁴டநாநாம்’ பூர்வ்வம்’ லோகா யுஷ்மாந் த்⁴ரு’த்வா தாட³யிஷ்யந்தி, ப⁴ஜநாலயே காராயாஞ்ச ஸமர்பயிஷ்யந்தி மம நாமகாரணாத்³ யுஷ்மாந் பூ⁴பாநாம்’ ஸா²ஸகாநாஞ்ச ஸம்முக²ம்’ நேஷ்யந்தி ச|
୧୨ମାତର୍‌ ଏ ସବୁ ବିସଇ ନ ଅଇବା ଆଗ୍‌ତୁ, ତମ୍‌କେ ବାନ୍ଦିକରି ନେଇ ସାସ୍‌ତି ଦେବାଇ, ପାର୍‌ତନା ଗର୍‌ମନ୍‌କେ ବିଚାର୍‌ କରି ବନ୍ଦିଗରେ ପାକାଇବାକେ ସର୍‌ପିଦେବାଇ । ମର୍‌ପାଇ ତମେ ରାଜା ଆରି ସାସନ୍‌ କାରିଆମନର୍‌ ମୁଆଟେ ଟିଆ ଅଇସା ।
13 ஸாக்ஷ்யார்த²ம் ஏதாநி யுஷ்மாந் ப்ரதி க⁴டிஷ்யந்தே|
୧୩ମର୍‌ ବିସଇ ତମେ ବିନ୍‌ ଲକ୍‌ମନ୍‌କେ କଇବାକେ ଗଟେକ୍‌ ସମାନ୍‍ ବେଲା ଅଇସି ।
14 ததா³ கிமுத்தரம்’ வக்தவ்யம் ஏதத் ந சிந்தயிஷ்யாம இதி மந​: ஸு நிஸ்²சிதநுத|
୧୪ତେବର୍‌ ପାଇ ‘ମୁଇ ନିଜ୍‌କେ କେନ୍ତି ରକିଆ କର୍‌ବି?’ ସେ ବିସଇ ବାବିକରି ଆଗେଅନି ଚିନ୍ତା କରା ନାଇ ।
15 விபக்ஷா யஸ்மாத் கிமப்யுத்தரம் ஆபத்திஞ்ச கர்த்தும்’ ந ஸ²க்ஷ்யந்தி தாத்³ரு’ஸ²ம்’ வாக்படுத்வம்’ ஜ்ஞாநஞ்ச யுஷ்மப்⁴யம்’ தா³ஸ்யாமி|
୧୫କାଇକେ ବଇଲେ ମୁଇ ତମ୍‌କେ ଟିକ୍‌ପଦ୍‌ କଇବାକେ ଗିଆନ୍‌ ଦେବି । ତମ୍‌କେ ବିରଦ୍‌ କର୍‌ବା ଲକ୍‌ମନ୍‌ ସେ ଗିଆନର୍‌ ବାଦୁଲେ କାଇଟା କ‍ଇନାପାରତ୍‌ ।
16 கிஞ்ச யூயம்’ பித்ரா மாத்ரா ப்⁴ராத்ரா ப³ந்து⁴நா ஜ்ஞாத்யா குடும்பே³ந ச பரகரேஷு ஸமர்பயிஷ்யத்⁴வே; ததஸ்தே யுஷ்மாகம்’ கஞ்சந கஞ்சந கா⁴தயிஷ்யந்தி|
୧୬ଆରି ତମର୍‌ ମାଆ ବାବା, ବାଇ, ନିଜର୍‌ ଲାଗାର୍‌ ଲିତାର୍‌ ଲକ୍‌, ମଇତର୍‌ମନ୍‌ ଆରି କୁଟୁମର୍‌ ଲକ୍‌ମନ୍‌, ତମ୍‌କେ ବିରଦିମନ୍‌କେ ସର୍‌ପି ଦେବାଇ ଆରି ତମର୍‌ ବିତ୍‌ରେ ଅନି କେତେ ଲକ୍‌କେ ମରାଇଦେବାଇ ।
17 மம நாம்ந​: காரணாத் ஸர்வ்வை ர்மநுஷ்யை ர்யூயம் ரு’தீயிஷ்யத்⁴வே|
୧୭ତମେ ମର୍‌ତେଇ ବିସ୍‌ବାସ୍‌ କଲାସ୍‌ନି ବଲି ଗୁଲାଇ ଲକ୍‌ମନ୍‌ ତମ୍‌କେ ଇନ୍‌ କର୍‌ବାଇ ।
18 கிந்து யுஷ்மாகம்’ ஸி²ர​: கேஸை²கோபி ந விநம்’க்ஷ்யதி,
୧୮ମାତର୍‌ ତମର୍‌ ମୁଣ୍ଡର୍‌ ଚେଣ୍ଡି ମିସା ଗଟେକ୍‌ ନ ନସେ ।
19 தஸ்மாதே³வ தை⁴ர்ய்யமவலம்ப்³ய ஸ்வஸ்வப்ராணாந் ரக்ஷத|
୧୯ତମେ ଡାଟ୍‌ଅଇ ରଇଲେ ଏ ସବୁ ବିସଇ ମୁର୍‌ଚିକରି, ତମର୍‌ ଆତ୍‌ମାକେ ରକିଆ କର୍‌ସା ।”
20 அபரஞ்ச யிரூஸா²லம்புரம்’ ஸைந்யவேஷ்டிதம்’ விலோக்ய தஸ்யோச்சி²ந்நதாயா​: ஸமய​: ஸமீப இத்யவக³மிஷ்யத²|
୨୦“ମାତର୍‌ ଜେଡେବଲ୍‌ ତମେ ଜିରୁସାଲମ୍‌ ଗଡେ ବିରଦି ସନିଅମନ୍‌ ଚାରିବେଡ୍‌ତି କିନ୍ଦ୍‌ରି ରଇବାଟା ଦେକ୍‌ସା ବଇଲେ, ସେବେଲା ଜିରୁସାଲାମ୍‌ ନସ୍‌ଟ ଅଇବା ବେଲା ଲଗେ କେଟ୍‌ଲା ବଲି ଜାନା ।
21 ததா³ யிஹூதா³தே³ஸ²ஸ்தா² லோகா​: பர்வ்வதம்’ பலாயந்தாம்’, யே ச நக³ரே திஷ்ட²ந்தி தே தே³ஸா²ந்தரம்’ பலாயந்தா, யே ச க்³ராமே திஷ்ட²ந்தி தே நக³ரம்’ ந ப்ரவிஸ²ந்து,
୨୧ସେବେଲାଇ କେ କେ ଜିଉଦା ଦେସେ ରଇବାଇ, ସେମନ୍‌ ଡଙ୍ଗର୍‌ ବିତ୍‌ରେ ପାଲାଅତ୍‌ । କେ କେ ଗଡ୍‌ ବିତ୍‌ରେ ରଇବାଇ ସେମନ୍‌ କେନେ ମିସା ବଁଚ୍‌ବାକେ ପାଲାଅତ୍‌ । କେ କେ ଗଡ୍‌ ବାଇରେ ରଇବାଇ ସେମନ୍‌ ଗଡ୍‌ ବିତ୍‌ରେ ନ ପୁରତ୍‌ ।
22 யதஸ்ததா³ ஸமுசிதத³ண்ட³நாய த⁴ர்ம்மபுஸ்தகே யாநி ஸர்வ்வாணி லிகி²தாநி தாநி ஸப²லாநி ப⁴விஷ்யந்தி|
୨୨କାଇକେ ବଇଲେ ସେଟା ସାସ୍‌ତରର୍‌ ସବୁ ବିସଇ ଜେନ୍ତିକି ସିଦ୍‌ ଅଇସି, ସେଟାର୍‌ ପାଇ ସେ ଦିନ୍‌ମନ୍‌ ବେସି ଡଣ୍ଡ୍‌ ପାଇବା ଦିନ୍‌ମନ୍‍ ଅଇସି ।
23 கிந்து யா யாஸ்ததா³ க³ர்ப⁴வத்ய​: ஸ்தந்யதா³வ்யஸ்²ச தாமாம்’ து³ர்க³தி ர்ப⁴விஷ்யதி, யத ஏதால்லோகாந் ப்ரதி கோபோ தே³ஸே² ச விஷமது³ர்க³தி ர்க⁴டிஷ்யதே|
୨୩ସେ ଦିନ୍‌ମନ୍‌କେ ଗାଗ୍‌ଡେ ରଇବା ମାଇଜିମନ୍‌ ଆରି ଦୁଦ୍‌ କୁଆଇତେରଇବା ମାଆମନର୍‌ କେତେକ୍‌ ଦୁକର୍‌ ଦିନ୍‌ ଅଇସି । ଏ ଦେସର୍‌ ଲକ୍‌ମନ୍‍କେ ଅପର୍‌ବଲ୍‌ ଦୁକ୍‌ ଆଇସି ଆରି ସେମନ୍‌ ଡଣ୍ଡ୍‌ ପାଇବାଇ ।
24 வஸ்துதஸ்து தே க²ங்க³தா⁴ரபரிவ்வங்க³ம்’ லப்ஸ்யந்தே ப³த்³தா⁴​: ஸந்த​: ஸர்வ்வதே³ஸே²ஷு நாயிஷ்யந்தே ச கிஞ்சாந்யதே³ஸீ²யாநாம்’ ஸமயோபஸ்தி²திபர்ய்யந்தம்’ யிரூஸா²லம்புரம்’ தை​: பத³தலை ர்த³லயிஷ்யதே|
୨୪କେତେ ଲକ୍‌କେ କାଣ୍ଡାର୍‌ଦାର୍‌ ସଙ୍ଗ୍‌ ମରାଇବାଇ ଆରି କେତେ ଲକ୍‌ମନ୍‌କେ ବନ୍ଦିକରି ବିନ୍‌ବିନ୍‌ ଦେସେ ଦାରିଜିବାଇ । ଜିଉଦି ନଇଲା ଲକ୍‌ମନର୍‌ ବେଲା ନ ସାର୍‌ବାଜାକ ଜିରୁସାଲାମ୍‌ ବିନାସ୍‌ କର୍‌ବାକେ ଚାଡିଦେବାଇ ।”
25 ஸூர்ய்யசந்த்³ரநக்ஷத்ரேஷு லக்ஷணாதி³ ப⁴விஷ்யந்தி, பு⁴வி ஸர்வ்வதே³ஸீ²யாநாம்’ து³​: க²ம்’ சிந்தா ச ஸிந்தௌ⁴ வீசீநாம்’ தர்ஜநம்’ க³ர்ஜநஞ்ச ப⁴விஷ்யந்தி|
୨୫“ବାଦ୍‌ଲେ, ବେଲ୍‌ଟାନେ, ଜନ୍‌ଟାନେ ତାରାମନର୍‌ଟାନେ କେବେ ନ ଡିସ୍‌ବା ଚିନ୍‌ମନ୍‌ ଡିସ୍‌ସି । ଦୁନିଆର୍‌ ସବୁ ଦେସର୍‌ ଲକ୍‌, ବେସି ଦୁକ୍‌ କସ୍‌ଟ ପାଇବାଇ । ଜେଡେବେଲା ସମ୍‌ଦୁରର୍‌ ବଡ୍‌ ଲଅଡି ଗରଜ୍‌ଲେ ଲକ୍‌ମନ୍‌ କାଇଟା କର୍‌ବାର୍‌ ଆଚେ କାଇଟା ନାଇ ବଲି ବାୟାବିକଲ୍‌ ଅଇଜିବାଇ ।
26 பூ⁴பௌ⁴ பா⁴விக⁴டநாம்’ சிந்தயித்வா மநுஜா பி⁴யாம்ரு’தகல்பா ப⁴விஷ்யந்தி, யதோ வ்யோமமண்ட³லே தேஜஸ்விநோ தோ³லாயமாநா ப⁴விஷ்யந்தி|
୨୬ଆରି ଲକ୍‌ମନ୍‌ ଦୁନିଆଇ ଆଇବା ସବୁ ଗଟ୍‍ନା ଦେକିକରି ‘କାଇକେ ଏନ୍ତି ଅଇଲାନି?’ ବଲି ଡରିକରି କେତେ ଲକ୍‌ ମୁର୍‌ଚା ଅଇଜିବାଇ । କାଇକେ ବଇଲେ ଆକାସେ ରଇଲା ସବୁ ବିସଇ ପର୍‌ମେସର ଚୁଲ୍‌ବୁଲାଇ ଦେଇସି ।
27 ததா³ பராக்ரமேணா மஹாதேஜஸா ச மேகா⁴ரூட⁴ம்’ மநுஷ்யபுத்ரம் ஆயாந்தம்’ த்³ரக்ஷ்யந்தி|
୨୭ସେବେଲାଇ ଲକ୍‌ମନ୍‌ ପର୍‌ମେସର୍‌ ତେଇଅନି ଆସିରଇବା ନର୍‌ପିଲା ମୁଇ, ବେସି ବପୁସଙ୍ଗ୍‌ ଆରି ଡାକ୍‌ପୁଟାଅଇକରି ବାଦ୍‌ଲେ ଆଇବାଟା ଦେକ୍‌ବାଇ ।
28 கிந்த்வேதாஸாம்’ க⁴டநாநாமாரம்பே⁴ ஸதி யூயம்’ மஸ்தகாந்யுத்தோல்ய ஊர்த³த்⁴வம்’ த்³ரக்ஷ்யத², யதோ யுஷ்மாகம்’ முக்தே​: கால​: ஸவிதோ⁴ ப⁴விஷ்யதி|
୨୮ମାତର୍‌ ଏ ସବୁ ଗଟ୍‍ନା ଆରାମ୍‌ ଅଇଲେ ତମେ ଡାଟ୍‌ସଙ୍ଗ୍‍ ଟିଆଅଇ ଉପ୍‌ରେ ଦେକା । କାଇକେ ବଇଲେ ତମର୍‌ ରକିଆ ପାଇବା ଦିନ୍‌ ଲଗେ ଆଚେ ।”
29 ததஸ்தேநைதத்³ரு’ஷ்டாந்தகதா² கதி²தா, பஸ்²யத உடு³ம்ப³ராதி³வ்ரு’க்ஷாணாம்’
୨୯ଆରି ଜିସୁ ସେମନ୍‌କେ ଗଟେକ୍‌ ଉଦାଅରନ୍‌ କଇଲା, “ଡୁମ୍‌ରି ଗଚ୍‌ ଆରି ବିନ୍‌ ସବୁ ଗଚର୍‌ କାତା ଚିନ୍ତା କରା ।
30 நவீநபத்ராணி ஜாதாநீதி த்³ரு’ஷ்ட்வா நிதா³வகால உபஸ்தி²த இதி யதா² யூயம்’ ஜ்ஞாதும்’ ஸ²க்நுத²,
୩୦ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କର୍‌ସି, ଆରି କାଁଚାପତ୍‌ରିଆ ଡିସ୍‌ଲେ କାରାଦିନ୍‌ କେଟ୍‌ଲା ବଲି ତମେ ଜାନ୍‌ସା ।
31 ததா² ஸர்வ்வாஸாமாஸாம்’ க⁴டநாநாம் ஆரம்பே⁴ த்³ரு’ஷ்டே ஸதீஸ்²வரஸ்ய ராஜத்வம்’ நிகடம் இத்யபி ஜ்ஞாஸ்யத²|
୩୧ସେନ୍ତାରିସେ ଏ ସବୁ ବିସଇ ଅଇବାଟା ଦେକ୍‌ଲେ ପର୍‌ମେସରର୍‌ ରାଇଜ୍‌ କେଟି ଆଇଲା ବଲି ଜାନ୍‌ସା ।”
32 யுஷ்மாநஹம்’ யதா²ர்த²ம்’ வதா³மி, வித்³யமாநலோகாநாமேஷாம்’ க³மநாத் பூர்வ்வம் ஏதாநி க⁴டிஷ்யந்தே|
୩୨“ମୁଇ ତମ୍‌କେ ସତ୍‌କାତା କଇଲିନି । ମନେ ରକା, ଏବେ ଜିବନ୍‌ ରଇବା ସବୁ ଲକ୍‌ମନର୍‌ ମରନ୍‌ ଅଇବା ଆଗ୍‌ତୁ ଏ ସବୁ ଗଟ୍‌ସି ।
33 நபோ⁴பு⁴வோர்லோபோ ப⁴விஷ்யதி மம வாக் து கதா³பி லுப்தா ந ப⁴விஷ்யதி|
୩୩ସରଗ୍‌ ଆରି ମଚ୍‌ପୁର୍‌ ନସି ଜାଇସି, ମାତର୍‌ ମର୍‌ ବାକିଅ କେବେ ନ ନସେ ।”
34 அதஏவ விஷமாஸ²நேந பாநேந ச ஸாம்’மாரிகசிந்தாபி⁴ஸ்²ச யுஷ்மாகம்’ சித்தேஷு மத்தேஷு தத்³தி³நம் அகஸ்மாத்³ யுஷ்மாந் ப்ரதி யதா² நோபதிஷ்ட²தி தத³ர்த²ம்’ ஸ்வேஷு ஸாவதா⁴நாஸ்திஷ்ட²த|
୩୪“ମାତର୍‌ ତମେ ନିଜର୍‌ ନିଜର୍‌ ବିସଇ ନେଇକରି ଜାଗ୍‌ରତ୍‌ ରୁଆ । ତମର୍‌ ମନ୍‌ ସବୁବେଲାଇ ବଜିବାତ୍‌ କରି ମଦ୍‌ ପେଣ୍ଡମ୍‌ କାଇବା ବିସଇ ଆରି କେନ୍ତାର୍‌ ଜିଇବାର୍‌ ଅଇସି କେନ୍ତାର୍‌ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍‌ ଅଟାତ୍‌ ପାନ୍ଦ୍‌ ପାରା ଆସି ଲାଗିଜାଇସି ।
35 ப்ரு’தி²வீஸ்த²ஸர்வ்வலோகாந் ப்ரதி தத்³தி³நம் உந்மாத² இவ உபஸ்தா²ஸ்யதி|
୩୫ସେନ୍ତାରିସେ ଏ ଦୁନିଆର୍‌ ସବୁ ଲକ୍‌କେ ସେଟା ଗଟ୍‌ସି ।
36 யதா² யூயம் ஏதத்³பா⁴விக⁴டநா உத்தர்த்தும்’ மநுஜஸுதஸ்ய ஸம்முகே² ஸம்’ஸ்தா²துஞ்ச யோக்³யா ப⁴வத² காரணாத³ஸ்மாத் ஸாவதா⁴நா​: ஸந்தோ நிரந்தரம்’ ப்ரார்த²யத்⁴வம்’|
୩୬ସେ ଦିନ୍‌ମନ୍‌କେ ଗଟ୍‌ବା ସବୁ ବିସଇ ଦେଇ, କାଇ ବିପଦ୍‌ ନ ଅଇ ଜିବାକେ ଆରି ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମର୍‌ ମୁଆଟେ ଟିଆ ଅଇବାକେ, ପାର୍‌ତନା କରି ଜାଗରତ୍‌ ଅଇରୁଆ ।”
37 அபரஞ்ச ஸ தி³வா மந்தி³ர உபதி³ஸ்²ய ராசை ஜைதுநாத்³ரிம்’ க³த்வாதிஷ்ட²த்|
୩୭ଜିସୁ ସେ ଦିନ୍‌ମନ୍‌କେ ମନ୍ଦିରେ ଜାଇ ନିମାନ୍‌ କାତା ସିକାଇ ଦେଇତେ ରଇଲା । ଆରି ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ସବୁ ରାତି ବାରିଜାଇ ଜିତ୍‌ ନାଉଁର୍‌ ଡଙ୍ଗ୍‌ରେ ବିତାଇତେ ରଇଲା ।
38 தத​: ப்ரத்யூஷே லாகாஸ்தத்கதா²ம்’ ஸ்²ரோதும்’ மந்தி³ரே தத³ந்திகம் ஆக³ச்ச²ந்|
୩୮ବେସି ଲକ୍‌ ଜିସୁର୍‌ କାତା ସୁନ୍‌ବାକେ ସବୁ ଦିନ୍‌ ସାକାଲେ ମନ୍ଦିରେ ଜାଇତେରଇଲାଇ ।

< லூக​: 21 >