< லூக​: 15 >

1 ததா³ கரஸஞ்சாயிந​: பாபிநஸ்²ச லோகா உபதே³ஸ்²கதா²ம்’ ஸ்²ரோதும்’ யீஸோ²​: ஸமீபம் ஆக³ச்ச²ந்|
ଗଟ୍‌ଦିନ୍‌ ରିବ୍‌ନି ଆର୍‌ ହାହି ଲକ୍‌ମଃନ୍ ଜିସୁର୍‌ କଃତା ସୁଣୁକ୍‌ ତାର୍‌ ହାକ୍‌ ଆସ୍ତି ରିଲାୟ୍‌ ।
2 தத​: பி²ரூஸி²ந உபாத்⁴யாயாஸ்²ச விவத³மாநா​: கத²யாமாஸு​: ஏஷ மாநுஷ​: பாபிபி⁴​: ஸஹ ப்ரணயம்’ க்ரு’த்வா தை​: ஸார்த்³த⁴ம்’ பு⁴ம்’க்தே|
ସେତାକ୍‌ ପାରୁସିମଃନ୍ ଆର୍‌ ଦଃର୍ମ୍‌ଗୁରୁମଃନ୍‌ ଇରି ଦଃକି କଃରି ଲିନ୍ଦା କଃରୁକେ ଦଃର୍ଲାୟ୍‌ ଆର୍‌ ଲିନ୍ଦା କଃରି କୟ୍‌ଲାୟ୍‌, “ଇ ଲକ୍‌ ହାହିମଃନାର୍‌ ସଃଙ୍ଗ୍ ମିସୁଲା ଆର୍‌ ସେମଃନାର୍‌ ସଃଙ୍ଗ୍ କାଉଁଲା!”
3 ததா³ ஸ தேப்⁴ய இமாம்’ த்³ரு’ஷ்டாந்தகதா²ம்’ கதி²தவாந்,
ସେତାକ୍‌ ଜିସୁ ସେମଃନ୍‌କେ ଇ କଃତା କୟ୍‌ଲା,
4 கஸ்யசித் ஸ²தமேஷேஷு திஷ்ட²த்மு தேஷாமேகம்’ ஸ யதி³ ஹாரயதி தர்ஹி மத்⁴யேப்ராந்தரம் ஏகோநஸ²தமேஷாந் விஹாய ஹாரிதமேஷஸ்ய உத்³தே³ஸ²ப்ராப்திபர்ய்யநதம்’ ந க³வேஷயதி, ஏதாத்³ரு’ஸோ² லோகோ யுஷ்மாகம்’ மத்⁴யே க ஆஸ்தே?
“ତୁମାର୍‌ ବିତ୍ରେ ଇରଃକମ୍‌ କୁୟ୍‌ ଲକ୍‌ ଆଚେ ଜେ, ତାର୍‌ ଜଦି ହାଁଚ୍‌କଳି ମେଣ୍ଡା ରେତି, ଆର୍‌ ସେମଃନାର୍‌ ବିତ୍ରେ ଗଟେକ୍‌ ଆଜେଦ୍‌, ତଃବେ ସେ ଲକ୍‌ ଗଟେକ୍‌ଉଣା ହାଁଚ୍‌କଳି ମେଣ୍ଡାକ୍‌ ହଃଦାୟ୍‌ ଚାଡିକଃରି, ସେ ଆଜିରିଲା ମେଣ୍ଡାକ୍‌ ମିଳାଉତା ହଃତେକ୍‌ ତାକେ କାୟ୍‌ ନଃଲଳେ?
5 தஸ்யோத்³தே³ஸ²ம்’ ப்ராப்ய ஹ்ரு’ஷ்டமநாஸ்தம்’ ஸ்கந்தே⁴ நிதா⁴ய ஸ்வஸ்தா²நம் ஆநீய ப³ந்து⁴பா³ந்த⁴வஸமீபவாஸிந ஆஹூய வக்தி,
ଜଃଡେବଃଳ୍‌ ସେ ଲକ୍‌ ଆଜିରିଲା ମେଣ୍ଡାକ୍‌ ମିଳାୟ୍‌ଦ୍‌ ସେ ବଃଡେ ସଃର୍ଦାଅୟ୍‌, ତାକ୍‌ କଃନ୍ଦେ ବୟ୍‌ କଃରି ତାର୍‌ ଗଃରେ ଆଣେଦ୍‌ ।
6 ஹாரிதம்’ மேஷம்’ ப்ராப்தோஹம் அதோ ஹேதோ ர்மயா ஸார்த்³த⁴ம் ஆநந்த³த|
ଆରେକ୍‌ ଅଃହ୍‌ଣାର୍‌ ଲକ୍‌ବାକ୍‌କେ ଆର୍‌ ହାକିହଃଳ୍‌ସାକେ କୁଦି ସେମଃନ୍‌କେ କୟ୍‌ଦ୍‌, ‘ଆସା ତୁମିମଃନ୍ ମର୍‌ ସଃଙ୍ଗ୍ ସଃର୍ଦା କଃରା, କାୟ୍‌ତାକ୍‌ବଃଲେକ୍‌ ଆଜିରିଲା ମେଣ୍ଡାକେ ମିଳାୟ୍‌ଲେ ।’
7 தத்³வத³ஹம்’ யுஷ்மாந் வதா³மி, யேஷாம்’ மந​: பராவர்த்தநஸ்ய ப்ரயோஜநம்’ நாஸ்தி, தாத்³ரு’ஸை²கோநஸ²ததா⁴ர்ம்மிககாரணாத்³ ய ஆநந்த³ஸ்தஸ்மாத்³ ஏகஸ்ய மந​: பரிவர்த்திந​: பாபிந​: காரணாத் ஸ்வர்கே³ (அ)தி⁴காநந்தோ³ ஜாயதே|
ମୁଁୟ୍‌ ତୁମିକେ କଃଉଁଲେ, ସେରଃକମ୍‌ ଜୁୟ୍‌ ଲକ୍‌ମଃନାର୍‌ ମଃନ୍‌ ବାଦ୍‌ଲାୟ୍‌ ଆସ୍ତାକ୍‌ ମଃନ୍‌ ନାୟ୍‌, ଇବାନ୍ୟା ଗଟେକ୍‌ଉଣା ହାଁଚ୍‌କଳି ଦଃର୍ମି ଲକ୍‌ମଃନାର୍‌ ତଃୟ୍‌ହୁଣି, ଜେ ହାହ୍‌ ଚାଡେଦ୍‌, ଇରଃକମ୍‌ ଗଟେକ୍‌ ହାହି ଲକାର୍‌ ଗିନେ ସଃର୍ଗେ ଅଃଦିକ୍‌ ସଃର୍ଦା ଅୟ୍‌ଦ୍‌ ।”
8 அபரஞ்ச த³ஸா²நாம்’ ரூப்யக²ண்டா³நாம் ஏகக²ண்டே³ ஹாரிதே ப்ரதீ³பம்’ ப்ரஜ்வால்ய க்³ரு’ஹம்’ ஸம்மார்ஜ்ய தஸ்ய ப்ராப்திம்’ யாவத்³ யத்நேந ந க³வேஷயதி, ஏதாத்³ரு’ஸீ² யோஷித் காஸ்தே?
“ତଃବେ ଇରଃକମ୍‌ କୁୟ୍‌ ମାୟ୍‌ଜି ଆଚେ ଜେ, ତାର୍‌ ଜଦି ଦଃସ୍‌ଗଟ୍‌ ରୁହା ଟଃକା ରଃୟ୍‌ଦ୍‌, ଆର୍‌ ସେତିର୍‌ ଗଟେକ୍‌ ଆଜେଦ୍‌, ତଃବେ ସେ କୁପି ଲାଗାୟ୍‌ କଃରି ଗଃର୍‌ ରୁଣ୍ଡାୟ୍‌ ସେରି ମିଳାଉତା ହଃତେକ୍‌ କାୟ୍‌ ଜଃତୁନେ ନଃଲଳେ?
9 ப்ராப்தே ஸதி ப³ந்து⁴பா³ந்த⁴வஸமீபவாஸிநீராஹூய கத²யதி, ஹாரிதம்’ ரூப்யக²ண்ட³ம்’ ப்ராப்தாஹம்’ தஸ்மாதே³வ மயா ஸார்த்³த⁴ம் ஆநந்த³த|
ଆରେକ୍‌ ଆଜିରିଲା ସେ ଟଃକା ମିଳାୟ୍‌ଲେକ୍‌ ସେ ତାର୍‌ ସଃଙ୍ଗ୍‌ମଃନ୍‌କେ ଆର୍‌ ହାକିହଃଳ୍‌ସାକେ କୁଦିକଃରି କୟ୍‌ଦ୍‌, ମର୍‌ ସଃଙ୍ଗ୍ ସଃର୍ଦା କଃରା, ବଃଲେକ୍‌ ମର୍‌ ଜୁୟ୍‌ ଟଃକା ଆଜିରିଲି ସେରି ମିଳାୟ୍‌ଲେ ।
10 தத்³வத³ஹம்’ யுஷ்மாந் வ்யாஹராமி, ஏகேந பாபிநா மநஸி பரிவர்த்திதே, ஈஸ்²வரஸ்ய தூ³தாநாம்’ மத்⁴யேப்யாநந்தோ³ ஜாயதே|
ମୁୟ୍‌ଁ ତୁମିମଃନ୍‌କେ କଃଉଁଲେ, ସେରଃକମ୍‌ ଜେ ହାହ୍‌ଚାଡେଦ୍‌, ଇରଃକମ୍‌ ଗଟେକ୍‌ ହାହିର୍‌ ଗିନେ ଇସ୍ୱରାର୍‌ ଦୁତ୍‌ମଃନାର୍‌ ଚଃମେ ସଃର୍ଦା ଅୟ୍‌ଦ୍‌ ।”
11 அபரஞ்ச ஸ கத²யாமாஸ, கஸ்யசித்³ த்³வௌ புத்ராவாஸ்தாம்’,
ଜିସୁ ଆରେକ୍‌ କୟ୍‌ଲା, “ଗଟ୍‌ ଲକାର୍‌ ଜୁଳେକ୍‌ ହୟ୍‌ସି ରିଲାୟ୍‌ ।
12 தயோ​: கநிஷ்ட²​: புத்ர​: பித்ரே கத²யாமாஸ, ஹே பிதஸ்தவ ஸம்பத்த்யா யமம்’ஸ²ம்’ ப்ராப்ஸ்யாம்யஹம்’ விப⁴ஜ்ய தம்’ தே³ஹி, தத​: பிதா நிஜாம்’ ஸம்பத்திம்’ விப⁴ஜ்ய தாப்⁴யாம்’ த³தௌ³|
ସାନ୍‌ ହୟ୍‌ସି ଉବାସିକ୍‌ କୟ୍‌ଲା, ‘ଉବା, ମର୍‌ ବାଗାର୍‌ ଦଃନ୍‌ବିତ୍‌ ଅଃବେ ମକ୍‌ ଦେ ।’ ତଃବେ ତାର୍‌ ଉବାସି ତାର୍‌ ଦଃନ୍‌ବିତ୍‌କେ ସଃର୍ନେ ଦୁୟ୍‌ ବାୟ୍‌କ୍‌ ବାଟାକଃରି ଦିଲା ।
13 கதிபயாத் காலாத் பரம்’ ஸ கநிஷ்ட²புத்ர​: ஸமஸ்தம்’ த⁴நம்’ ஸம்’க்³ரு’ஹ்ய தூ³ரதே³ஸ²ம்’ க³த்வா து³ஷ்டாசரணேந ஸர்வ்வாம்’ ஸம்பத்திம்’ நாஸ²யாமாஸ|
ଅଃଳକ୍‌ ଦିନ୍ ଗଃଲାହଃଚେ ସାନ୍ ହୟ୍‌ସି ତାର୍‌ ବାଗାର୍‌ ଦଃନ୍‌ବିତ୍‌କେ ଗଟେତଃୟ୍‌ କଃରି ଦୁର୍‌ ଦେସେ ଗଃଲା, ଆର୍‌ ସେତି ଜାୟ୍‌ ହଲ୍ୟାହଲ୍ୟା ଅଃହ୍‌ଣାର୍‌ ଜିବନ୍‌ କାଟି ସଃର୍ନେ ଦଃନ୍‌ବିତ୍‌ ବୁଡାୟ୍‌ଲା ।
14 தஸ்ய ஸர்வ்வத⁴நே வ்யயம்’ க³தே தத்³தே³ஸே² மஹாது³ர்பி⁴க்ஷம்’ ப³பூ⁴வ, ததஸ்தஸ்ய தை³ந்யத³ஸா² ப⁴விதும் ஆரேபே⁴|
ମଃତର୍‌ ସଃବୁ ଦଃନ୍ ବୁଡାୟ୍‌ଲା ହଃଚେ, ସେ ଦେସେ କଃତାର୍‌ ଅୟ୍‌ଲାକ୍‌, ତାର୍‌ ଅକେଟ୍‌ ଅଃଉଁକେ ଦଃର୍ଲି ।
15 தத​: பரம்’ ஸ க³த்வா தத்³தே³ஸீ²யம்’ க்³ரு’ஹஸ்த²மேகம் ஆஸ்²ரயத; தத​: ஸதம்’ ஸூ²கரவ்ரஜம்’ சாரயிதும்’ ப்ராந்தரம்’ ப்ரேஷயாமாஸ|
ସେତାର୍‌ଗିନେ ସେ ଜାୟ୍‌ ସେ ଦେସାର୍‌ ଗଟେ ଲକାର୍‌ ତଃୟ୍‌ ଜାୟ୍‌ ଗତି କଃଟ୍‌ଲା ଆର୍‌ ସେ ଲକ୍‌ ତାକ୍‌ ଗୁସ୍ରା ଚଃରାଉଁକେ ତାର୍‌ ହଃଦାୟ୍‌ ହଃଟାୟ୍‌ଲା;
16 கேநாபி தஸ்மை ப⁴க்ஷ்யாதா³நாத் ஸ ஸூ²கரப²லவல்கலேந பிசிண்ட³பூரணாம்’ வவாஞ்ச²|
ଆରେକ୍‌ ଗୁସ୍ରାମଃନ୍‌ ଜୁୟ୍‌ ଚେମି କାତି ରିଲାୟ୍‌, ସେ କାଦି କାୟ୍‌କଃରି ସେ ତାର୍‌ ହେଟ୍‌ ହୁରାଉଁକେ ମଃନ୍‌ କଃର୍ତିରିଲା, ମଃତର୍‌ କେ ତାକ୍‌ କାୟ୍‌ରି ହେଁ ନଃଦେତିରିଲାୟ୍‌ ।
17 ஸே²ஷே ஸ மநஸி சேதநாம்’ ப்ராப்ய கத²யாமாஸ, ஹா மம பிது​: ஸமீபே கதி கதி வேதநபு⁴ஜோ தா³ஸா யதே²ஷ்டம்’ ததோதி⁴கஞ்ச ப⁴க்ஷ்யம்’ ப்ராப்நுவந்தி கிந்த்வஹம்’ க்ஷுதா⁴ முமூர்ஷு​: |
ମଃତର୍‌ ସେ ଚେତ୍‌ନା ହାୟ୍‌ କୟ୍‌ଲା, ‘ମର୍‌ ଉବାର୍‌ ଗଃରେ କଃବାଳିମଃନାର୍‌ କାଦି ଅଃଗ୍‌ଳି ଜଃଉଁଲି, ମଃତର୍‌ ମୁୟ୍‌ଁ ଇତି ରଃୟ୍‌ କଃରି ବୁକେ ମଃରୁଲେ ।
18 அஹமுத்தா²ய பிது​: ஸமீபம்’ க³த்வா கதா²மேதாம்’ வதி³ஷ்யாமி, ஹே பிதர் ஈஸ்²வரஸ்ய தவ ச விருத்³த⁴ம்’ பாபமகரவம்
ଅଃବେ ମୁୟ୍‌ଁ ଉଟି ମର୍‌ ଉବାର୍‌ ହାକ୍‌ ଜାୟ୍‌ନ୍ଦ୍ ଆର୍‌ ତାକ୍‌ କୟ୍‌ଦ୍‌, ଉବା, ସଃର୍ଗାର୍‌ ମାପ୍ରୁର୍‌ ବିରଦେ ଆର୍‌ ତର୍‌ ବିରଦେ ମୁଁୟ୍‌ ହାହ୍‌ କଃଲେ ଆଚି ।
19 தவ புத்ரஇதி விக்²யாதோ ப⁴விதும்’ ந யோக்³யோஸ்மி ச, மாம்’ தவ வைதநிகம்’ தா³ஸம்’ க்ரு’த்வா ஸ்தா²பய|
ଆଜିହୁଣି ମୁୟ୍‌ଁ ତର୍‌ ହୟ୍‌ଦି ବଃଲାୟ୍‌ ଅଃଉଁକେ ମର୍‌ ଆରେକ୍‌ ଜୟ୍‌ଗ୍‌ ନାୟ୍‌, ମଃତର୍‌ ଅଃବେ ମକ୍‌ ତର୍‌ ଗଟେକ୍‌ ଗତିକଃବାଳି ହର୍‌ କଃରି ଦଃର୍‌ ।’
20 பஸ்²சாத் ஸ உத்தா²ய பிது​: ஸமீபம்’ ஜகா³ம; ததஸ்தஸ்ய பிதாதிதூ³ரே தம்’ நிரீக்ஷ்ய த³யாஞ்சக்ரே, தா⁴வித்வா தஸ்ய கண்ட²ம்’ க்³ரு’ஹீத்வா தம்’ சுசும்ப³ ச|
ସେ ଉଟି ତାର୍‌ ଉବାସିର୍‌ ହାକ୍‌ ଗଃଲା, ମଃତର୍‌ ସେ ଦୁରିକ୍‌ ରିଲା ବଃଳ୍‌ ତାର୍‌ ଉବାସି ତାକ୍‌ ଦଃକି ଦଃୟା ଦଃକାୟ୍‌ଲା, ଆର୍‌ ଦଃବ୍‌ଳିଜାୟ୍‌ ତାକେ ହଃଟଳି କଃରି ଲଃବଦେ ଚୁମ୍‌ଲା ।
21 ததா³ புத்ர உவாச, ஹே பிதர் ஈஸ்²வரஸ்ய தவ ச விருத்³த⁴ம்’ பாபமகரவம்’, தவ புத்ரஇதி விக்²யாதோ ப⁴விதும்’ ந யோக்³யோஸ்மி ச|
ହୟ୍‌ସି ତାକ୍‌ କୟ୍‌ଲା, ‘ଉବା, ସଃର୍ଗାର୍‌ ମାପ୍ରୁର୍‌ ବିରଦେ ଆର୍‌ ତର୍‌ ବିରଦେ ମୁୟ୍‌ଁ ହାହ୍‌ କଃରିଆଚି, ଅଃବେ ଆର୍‌ ତର୍‌ ହଅ ବଃଲି କଃଉଆୟ୍‌ ଅଃଉତାର୍‌ ମୁଁୟ୍‌ ଜୟ୍‌ଗ୍‌ ନାୟ୍‌ ।’
22 கிந்து தஸ்ய பிதா நிஜதா³ஸாந் ஆதி³தே³ஸ², ஸர்வ்வோத்தமவஸ்த்ராண்யாநீய பரிதா⁴பயதைநம்’ ஹஸ்தே சாங்கு³ரீயகம் அர்பயத பாத³யோஸ்²சோபாநஹௌ ஸமர்பயத;
ମଃତର୍‌ ଉବାସି ତାର୍‌ ଗତିଦଃଙ୍ଗ୍‌ଳାମଃନ୍‌କ୍‌ କୟ୍‌ଲା, ସଃବ୍‌କେ ନିକ ବଃସ୍ତର୍‌ ବେଗି ଆଣି ଆକ୍‌ ହିନ୍ଦାଉଆ, ତାର୍‌ ଆତେ ହାଜେର୍‌ ଆର୍‌ ତାର୍‌ ହାଦେ ହାଣ୍ଡାୟ୍‌ ହିନ୍ଦାଉଆ ।
23 புஷ்டம்’ கோ³வத்ஸம் ஆநீய மாரயத ச தம்’ பு⁴க்த்வா வயம் ஆநந்தா³ம|
ଆରେକ୍‌ ଗଟେକ୍‌ ଦୁମା ମେଣ୍ଡା ମାରା; ଆସା ଅଃମିମଃନ୍‌ ବଜି କଃରି ସଃର୍ଦା କଃରୁଆଁ ।
24 யதோ மம புத்ரோயம் அம்ரியத புநரஜீவீத்³ ஹாரிதஸ்²ச லப்³தோ⁴பூ⁴த் ததஸ்த ஆநந்தி³தும் ஆரேபி⁴ரே|
ବଃଲେକ୍‌ ମର୍‌ ଇ ହଅ ମଃରି ଜାୟ୍‌ରିଲା ଆରେକ୍‌ ବାଚ୍‌ଲା; ଆଜିରିଲା, ଆରେକ୍‌ ମିଳ୍‌ଲା । ତଃବେ ସେମଃନ୍ ସଃର୍ଦା କଃରୁକେ ଦଃର୍ଲାୟ୍‌ ।”
25 தத்காலே தஸ்ய ஜ்யேஷ்ட²​: புத்ர​: க்ஷேத்ர ஆஸீத்| அத² ஸ நிவேஸ²நஸ்ய நிகடம்’ ஆக³ச்ச²ந் ந்ரு’த்யாநாம்’ வாத்³யாநாஞ்ச ஸ²ப்³த³ம்’ ஸ்²ருத்வா
“ସଃଡେବଃଳ୍‌ ତାର୍‌ ବଃଡ୍ ହୟ୍‌ସି ହଃଦାୟ୍‌ ରିଲା । ସେ ଜଃଡେବଃଳ୍‌ ଆସି ଗଃର୍‌ ଚଃମେ ହଚ୍‌ଲା, ସଃଡେବଃଳ୍‌ ବାଜା ବାଜ୍‌ତାର୍‌ ଆର୍‌ ନାଚ୍‌ତାର୍‌ ଆଉଲି ସୁଣିକଃରି,
26 தா³ஸாநாம் ஏகம் ஆஹூய பப்ரச்ச², கிம்’ காரணமஸ்ய?
ସେ ଦଃଙ୍ଗ୍‌ଳାମଃନାର୍‌ ବିତ୍ରେ ଗଟ୍‌ଲକେ କୁଦିକଃରି ଇସଃବୁ କାୟ୍‌ରି ଅଃଉଁଲି ବଃଲି ତାକ୍‌ ହଃଚାର୍ଲା ।
27 தத​: ஸோவாதீ³த், தவ ப்⁴ராதாக³மத், தவ தாதஸ்²ச தம்’ ஸுஸ²ரீரம்’ ப்ராப்ய புஷ்டம்’ கோ³வத்ஸம்’ மாரிதவாந்|
ସେ ଦଃଙ୍ଗ୍‌ଳା ତାକ୍‌ କୟ୍‌ଲା, ତର୍‌ ବାୟ୍‌ଦି ଗଃରେ ବାଉଳି ଆସିଆଚେ, ଆର୍‌ ତର୍‌ ଉବାଦି ତାକ୍‌ ନିକ ଗଃଗାଳେ ହାୟ୍‌ଲାକ୍‌ ଦୁମା ମେଣ୍ଡା ମାରିଆଚେ ।”
28 தத​: ஸ ப்ரகுப்ய நிவேஸ²நாந்த​: ப்ரவேஷ்டும்’ ந ஸம்மேநே; ததஸ்தஸ்ய பிதா ப³ஹிராக³த்ய தம்’ ஸாத⁴யாமாஸ|
“ସେତାର୍‌ଗିନେ ସେ ରିସା ଅୟ୍‌କଃରି ଗଃରେ ଜଃଉଁକେ ମଃନ୍‌ ନଃକେଲା; ମଃତର୍‌ ତାର୍‌ ଉବାସି ଆସିକଃରି ତାକ୍‌ କଃତେକ୍‌ ଗଃଉଆରି କଃରୁକେ ଦଃର୍ଲା ।
29 தத​: ஸ பிதரம்’ ப்ரத்யுவாச, பஸ்²ய தவ காஞ்சித³ப்யாஜ்ஞாம்’ ந விலம்’க்⁴ய ப³ஹூந் வத்ஸராந் அஹம்’ த்வாம்’ ஸேவே ததா²பி மித்ரை​: ஸார்த்³த⁴ம் உத்ஸவம்’ கர்த்தும்’ கதா³பி சா²க³மேகமபி மஹ்யம்’ நாத³தா³​: ;
ମଃତର୍‌ ସେ ଉବାସିକ୍‌ କୟ୍‌ଲା, ଦଃକ୍‌, ଅଃତେକ୍‌ ବଃର୍ସ୍‌ ଅୟ୍‌ଲି ମୁୟ୍‌ଁ ତର୍‌ ଗଟ୍‌ ଦଃଙ୍ଗ୍‌ଳା ହର୍‌ କଃରି ସେବା କଃରିଆସୁଲେ, ଆର୍‌ କଃବେ ହେଁ ମୁୟ୍‌ଁ ତର୍‌ ଆଦେସ୍‌ ଅମାନ୍ୟା ନଃକେରି, ଅୟ୍‌ଲେକ୍‌ ହେଁ ମର୍‌ ସଃଙ୍ଗ୍‌ମଃନାର୍‌ ସଃଙ୍ଗ୍ ମିସିକଃରି ବଜି କଃରୁକେ ତୁୟ୍‌ ମକ୍‌ କଃବେ ମେଣ୍ଡାହିଲା ହେଁ ନଃଦେସି;
30 கிந்து தவ ய​: புத்ரோ வேஸ்²யாக³மநாதி³பி⁴ஸ்தவ ஸம்பத்திம் அபவ்யயிதவாந் தஸ்மிந்நாக³தமாத்ரே தஸ்யைவ நிமித்தம்’ புஷ்டம்’ கோ³வத்ஸம்’ மாரிதவாந்|
ମଃତର୍‌ ତର୍‌ ଇ ଜୁୟ୍‌ ହୟ୍‌ଦି ଦାରିୟାଣିମଃନାର୍‌ ସଃଙ୍ଗ୍ ତର୍‌ ଦଃନ୍‌ବିତ୍‌ ବୁଡାୟ୍‌ଲା ଆର୍‌ ଜଃଡେବଃଳ୍‌ ସେ ବାଉଳି ଆୟ୍‌ଲା, ସଃଡେବଃଳ୍‌ ତୁୟ୍‌ ତାର୍‌ ଗିନେ ଗଟ୍‌ ଦୁମା ମେଣ୍ଡା ମାର୍‌ଲିସ୍‌ ।
31 ததா³ தஸ்ய பிதாவோசத், ஹே புத்ர த்வம்’ ஸர்வ்வதா³ மயா ஸஹாஸி தஸ்மாந் மம யத்³யதா³ஸ்தே தத்ஸர்வ்வம்’ தவ|
ତଃବେ ତାର୍‌ ଉବାସି ତାକେ କୟ୍‌ଲା, ହଅରେ ତୁୟ୍‌ ତ ସଃବୁବଃଳ୍‌ ମର୍‌ ସଃଙ୍ଗ୍ ଆଚ୍‌ସି, ଆର୍‌ ଜୁୟ୍‌ସଃବୁ ମର୍‌ ସେରି ସଃବୁ ତର୍‌;
32 கிந்து தவாயம்’ ப்⁴ராதா ம்ரு’த​: புநரஜீவீத்³ ஹாரிதஸ்²ச பூ⁴த்வா ப்ராப்தோபூ⁴த், ஏதஸ்மாத் காரணாத்³ உத்ஸவாநந்தௌ³ கர்த்தும் உசிதமஸ்மாகம்|
ମଃତର୍‌ ଇ ଜୁୟ୍‌ ତର୍‌ ବାୟ୍‌ଦି ମଃରି ଜାୟ୍‌ରିଲା ଆରେକ୍‌ ବଚ୍‌ଲା, ଆଜିରିଲା ଆରେକ୍‌ ମିଳ୍‌ଲା, ସେତାର୍‌ ଗିନେ ବଜି ଆର୍‌ ସଃର୍ଦା କଃର୍ତାର୍‌ ରିଲି ।”

< லூக​: 15 >