< ১ কৰিন্থিনঃ 8 >
1 ১ দেৱপ্ৰসাদে সৰ্ৱ্ৱেষাম্ অস্মাকং জ্ঞানমাস্তে তদ্ৱযং ৱিদ্মঃ| তথাপি জ্ঞানং গৰ্ৱ্ৱং জনযতি কিন্তু প্ৰেমতো নিষ্ঠা জাযতে|
ଦେବ୍ତାକେ ବଗ୍ ଦେତାର୍ ମର୍ ଉତୁର୍ ଇରି, “ଅଃମାର୍ ସଃବୁଲକାର୍ ଗିଆନ୍ ଆଚେ” ବଃଲି ତୁମିମଃନ୍ ଜୁୟ୍ରି କଃଉଁଲାସ୍, ସେରି ଅଃମିମଃନ୍ ଜାଣୁ । ଗିଆନ୍ ଗଃର୍ବ୍ ଜାତ୍ କଃରେଦ୍ । ମଃତର୍ ଲାଡେ ଉହ୍କାର୍ ଅୟ୍ଦ୍ ।
2 ২ অতঃ কশ্চন যদি মন্যতে মম জ্ঞানমাস্ত ইতি তৰ্হি তেন যাদৃশং জ্ঞানং চেষ্টিতৱ্যং তাদৃশং কিমপি জ্ঞানমদ্যাপি ন লব্ধং|
ଜଦି କେ କୁୟ୍ କଃତାୟ୍ ଗିଆନି ବଃଲି ବାବେଦ୍, ତଃବେ ତାର୍ ଜଃନ୍କଃରି ଜାଣ୍ତା ଦଃର୍କାର୍, ସେ ଅଃବେ ହଃତେକ୍ ସେ ହର୍ ନଃଜାଣେତା ।
3 ৩ কিন্তু য ঈশ্ৱৰে প্ৰীযতে স ঈশ্ৱৰেণাপি জ্ঞাযতে|
ମଃତର୍ କେ ଜଦି ଇସ୍ୱର୍କେ ଲାଡ୍ କଃରେଦ୍, ଇସ୍ୱର୍ ତାକେ ଜାଣି ଆଚେ ।
4 ৪ দেৱতাবলিপ্ৰসাদভক্ষণে ৱযমিদং ৱিদ্মো যৎ জগন্মধ্যে কোঽপি দেৱো ন ৱিদ্যতে, একশ্চেশ্ৱৰো দ্ৱিতীযো নাস্তীতি|
ଇତାକ୍ ଦେବ୍ତାକେ ହୁଜାଦିଲାର୍ ବଗ୍ କାତାର୍ କଃତା ଅଃମିମଃନ୍ ଜାଣି ଆଚୁ, ଜଃଗତେ ମୁର୍ତିର୍ କାୟ୍ ମଲ୍ ନାୟ୍, ଆର୍ ଗଟେକ୍ ଇସ୍ୱର୍ ଚାଡି ଆରେକ୍ ଜୁଳେକ୍ ନାୟ୍ ।
5 ৫ স্ৱৰ্গে পৃথিৱ্যাং ৱা যদ্যপি কেষুচিদ্ ঈশ্ৱৰ ইতি নামাৰোপ্যতে তাদৃশাশ্চ বহৱ ঈশ্ৱৰা বহৱশ্চ প্ৰভৱো ৱিদ্যন্তে
କାୟ୍ତାକ୍ବଃଲେକ୍ ସଃର୍ଗେ ଅଃଉଅ କି ହୁର୍ତିଏ ଅଃଉଅ, ଜୁୟ୍ ଲକ୍ମଃନ୍କେ “ଦେବ୍ତା” ବଃଲି କଃଉତି ଜଦି ସେମଃନ୍ ରିଲେକ୍ ହେଁ ଇ ରଃକମ୍ତ ଗାଦା “ଦେବ୍ତା” ଆର୍ ଗାଦା “ମାପ୍ରୁ” ରେଉଁ ହାର୍ତି ।
6 ৬ তথাপ্যস্মাকমদ্ৱিতীয ঈশ্ৱৰঃ স পিতা যস্মাৎ সৰ্ৱ্ৱেষাং যদৰ্থঞ্চাস্মাকং সৃষ্টি ৰ্জাতা, অস্মাকঞ্চাদ্ৱিতীযঃ প্ৰভুঃ স যীশুঃ খ্ৰীষ্টো যেন সৰ্ৱ্ৱৱস্তূনাং যেনাস্মাকমপি সৃষ্টিঃ কৃতা|
ଅୟ୍ଲେକ୍ ହେଁ ଅଃମାର୍ ଗଟେକ୍ ହଃକା ଇସ୍ୱର୍, ବଃଲେକ୍ ଜୁୟ୍ ଉବାର୍ ତଃୟ୍ ହୁଣି ସଃବୁକଃତା ଉବ୍ଜି ଆଚେ, ଆର୍ ଅଃମିମଃନ୍ ତାର୍ ଗିନେ ବଚିଆଚୁ, ଆର୍ ଗଟେକ୍ ବଃଲି ମାପ୍ରୁ, ବଃଲେକ୍ ଜିସୁ କ୍ରିସ୍ଟ, ତାର୍ତଃୟ୍ହୁଣି ସଃବୁ କଃତା ଉବ୍ଜି ଆଚେ, ଆର୍ ତାର୍ତଃୟ୍ହୁଣି ଅଃମିମଃନ୍ ବାଚି ଆଚୁ ।
7 ৭ অধিকন্তু জ্ঞানং সৰ্ৱ্ৱেষাং নাস্তি যতঃ কেচিদদ্যাপি দেৱতাং সম্মন্য দেৱপ্ৰসাদমিৱ তদ্ ভক্ষ্যং ভুঞ্জতে তেন দুৰ্ব্বলতযা তেষাং স্ৱান্তানি মলীমসানি ভৱন্তি|
ଅୟ୍ଲେକ୍ ହେଁ ସଃବୁଲକ୍ ଇ ସଃତ୍ ନଃଜାଣତି, ମଃତର୍ କଃତିଲକ୍ ଅଃବେ ହଃତେକ୍ ଦେବ୍ତା ଆଚେ ବଃଲି ବାବି ମୁର୍ତି ଦେବ୍ତାକେ ଦିଲା ହୁଜାକାଦି କାଉଁଲାୟ୍ ଆର୍ ସେମଃନାର୍ ବାବ୍ନା ଦୁର୍ବଳ୍ ରିଲାକେ ବିଟାଳ୍ ଅଃଉଁଲାୟ୍ ।
8 ৮ কিন্তু ভক্ষ্যদ্ৰৱ্যাদ্ ৱযম্ ঈশ্ৱৰেণ গ্ৰাহ্যা ভৱামস্তন্নহি যতো ভুঙ্ক্ত্ৱা ৱযমুৎকৃষ্টা ন ভৱামস্তদ্ৱদভুঙ্ক্ত্ৱাপ্যপকৃষ্টা ন ভৱামঃ|
ମଃତର୍ କାଦିମଃନ୍ ଅଃମିକ୍ ଇସ୍ୱରାର୍ ଚଃମେ କି ଦୁରିକ୍ ନଃକେରେ; ନଃକାୟ୍ଲେକ୍ ଅଃମିମଃନାର୍ ନଃସ୍ଟ୍ ନାୟ୍, କି କାୟ୍ଲେକ୍ ଅଃମିମଃନାର୍ ଲାବ୍ ନାୟ୍ ।
9 ৯ অতো যুষ্মাকং যা ক্ষমতা সা দুৰ্ব্বলানাম্ উন্মাথস্ৱৰূপা যন্ন ভৱেৎ তদৰ্থং সাৱধানা ভৱত|
ଜଃଗ୍ରାତ୍, ଚଃନେମଃନେ ତୁମିମଃନ୍କାର୍ ଇ ଅଃଦିକାର୍ ଅଃଳକ୍ ବିସ୍ୱାସି ମଃନାର୍ ଗିନେ ବାଦା ହର୍ ଅୟ୍ଦ୍ ।
10 ১০ যতো জ্ঞানৱিশিষ্টস্ত্ৱং যদি দেৱালযে উপৱিষ্টঃ কেনাপি দৃশ্যসে তৰ্হি তস্য দুৰ্ব্বলস্য মনসি কিং প্ৰসাদভক্ষণ উৎসাহো ন জনিষ্যতে?
ବଃଲେକ୍ ଗଟ୍ ଦୁର୍ବୁଳ୍ ବିସ୍ୱାସି ତୁମାର୍ ହର୍ ଗଟ୍ “ଗିଆନି ଲକେ,” ଜଦି ଦେଉଳେ ବଗ୍ କାତାର୍ ଦଃକେଦ୍, ତଃବେ ସେ ଦେବ୍ତାକେ ହୁଜା ଦିଲା ବଗ୍ କାଉଁକେ ସଃର୍ଦା ନୟ୍କି?
11 ১১ তথা সতি যস্য কৃতে খ্ৰীষ্টো মমাৰ তৱ স দুৰ্ব্বলো ভ্ৰাতা তৱ জ্ঞানাৎ কিং ন ৱিনংক্ষ্যতি?
ଇତାର୍ ଗିନେ ଜୁୟ୍ ଅଃଳକ୍ ବିସ୍ୱାସି ବାୟ୍ର୍ ଗିନେ କ୍ରିସ୍ଟ ମଃଲା, ମଃତର୍ ତୁମାର୍ ଇ “ଗିଆନ୍” ଗିନେ ନଃସ୍ଟ୍ ନଃଉଁଲା କି?
12 ১২ ইত্যনেন প্ৰকাৰেণ ভ্ৰাতৃণাং ৱিৰুদ্ধম্ অপৰাধ্যদ্ভিস্তেষাং দুৰ্ব্বলানি মনাংসি ৱ্যাঘাতযদ্ভিশ্চ যুষ্মাভিঃ খ্ৰীষ্টস্য ৱৈপৰীত্যেনাপৰাধ্যতে|
ଇ ରଃକମ୍ ବାୟ୍ ମଃନ୍କାର୍ ବିରଦେ ହାହ୍ କଃରି ଆର୍ ସେମଃନାର୍ ବଃଲ୍ମଃନ୍ଦ୍ ଜାଣ୍ତା ଗ୍ୟାନିକ୍ କଃସ୍ଟ୍ ଦଃୟ୍ ତୁମିମଃନ୍ କ୍ରିସ୍ଟର୍ ବିରଦେ ହାହ୍ କଃରୁଲାସ୍ ।
13 ১৩ অতো হেতোঃ পিশিতাশনং যদি মম ভ্ৰাতু ৰ্ৱিঘ্নস্ৱৰূপং ভৱেৎ তৰ্হ্যহং যৎ স্ৱভ্ৰাতু ৰ্ৱিঘ্নজনকো ন ভৱেযং তদৰ্থং যাৱজ্জীৱনং পিশিতং ন ভোক্ষ্যে| (aiōn )
ସେତାକ୍ ଜଦି କାଦିମଃନ୍ ମର୍ ବାୟ୍ର୍ ବାଦାର୍ ଅଃଉତାର୍ କଃତା ଅୟ୍ଦ୍, ତଃବେ ମର୍ ବାୟ୍ ଜଃନ୍କଃରି ମର୍ଗିନେ ବାଦା ନଃହାୟ୍, ଇତାର୍ ଗିନେ ମୁୟ୍ଁ କଃବେ ହେଁ ମାସ୍ ନଃକାୟ୍ଁ । (aiōn )