< 2 Tessalonicenses 3 >
1 Quanto aos demais assuntos, irmãos crentes, orem em nosso favor para que cada vez mais [pessoas possam ouvir de nós ]a mensagem sobre nosso Senhor Jesus e possam acreditar essa mensagem, bem como vocês estão fazendo/têm feito.
ଏ ବାୟ୍ବେଣିମଃନ୍, ସଃରାସଃରି ଅଃମିମଃନାର୍ ଗିନେ ପାର୍ତ୍ନା କଃରା, ମାପ୍ରୁର୍ କଃତା ତୁମିମଃନାର୍ ବିତ୍ରେ ଜଃନ୍କଃରି ଉର୍ଜି ଅୟ୍ରିଲି, ସେରଃକମ୍ ସଃବୁହାକ୍ ବେଗି ଉର୍ଜିଅୟ୍ ଜଃଜ୍ମାନ୍ ହାୟ୍ଦ୍,
2 E orem em nosso favor, para que sejamos resgatados das pessoas [aqui ]que são perversas e ruins. [Orem desta forma], 3.1pois nem todos acreditam [a mensagem sobre nosso Senhor Jesus].
ଆରେକ୍ ପାର୍ତ୍ନା କଃରା, ଇସ୍ୱର୍ ଜଃନ୍କଃରି ଅଃମିମଃନ୍କ୍ କଃରାବ୍ ଲକ୍ ଆର୍ ଦୁସ୍ଟ୍ ଲକ୍ମଃନାର୍ ତଃୟ୍ହୁଣି ରଃକ୍ୟା କଃରେଦ୍ କାୟ୍ତାକ୍ବଃଲେକ୍ ସଃବୁ ଲକ୍ ନିକ କବୁର୍କେ ବିସ୍ୱାସ୍ ନଃକେର୍ତି ।
3 [Nosso ]Senhor [Jesus ]é digno de confiança; [portanto, podemos ter certeza ]que ele vai fazer com que vocês continuem firmes, [e podemos ter certeza que ]ele vai proteger vocês de [Satanás], o diabo (OU, do mal).
ମଃତର୍ ମାପ୍ରୁ ବିସ୍ୱାସାର୍ ଜୟ୍ଗ୍, ସେ ତୁମିମଃନ୍କେ ତିର୍କଃରି ସୟ୍ତାନ୍ ତଃୟ୍ହୁଣି ବାଚାୟ୍ଦ୍ ।
4 Temos confiança em vocês, [por crerem em nosso Senhor Jesus], que estão obedecendo aquilo que [lhes ]mandamos e que vão obedecer o que lhes estamos ordenando [nesta carta].
ଅଃମିମଃନ୍ ଜୁୟ୍ସଃବୁ ବଲ୍ ଦଃୟ୍ଆଚୁ, ସେସଃବୁ ଜେ ତୁମିମଃନ୍ କଃରୁଲାସ୍ ଆର୍ କଃରାସ୍, ଇରି ତୁମିମଃନାର୍ କଃତାୟ୍ ମାପ୍ରୁର୍ ତଃୟ୍ ଅଃମିମଃନାର୍ ବଃଡେ ବିସ୍ୱାସ୍ ଆଚେ ।
5 [Oramos que nosso ]Senhor [Jesus ]possa fazer com que vocês continuem [sabendo]/estimando que Deus [ama vocês]. [E oramos que Jesus ]possa fazer com que vocês continuem firmes, [como ]Cristo/o Messias [era firme].
ଆର୍ ମାପ୍ରୁ ତୁମିମଃନାର୍ ମଃନ୍କ୍ ଇସ୍ୱରାର୍ ଲାଡ୍ ଆର୍ କ୍ରିସ୍ଟର୍ ସଃମ୍ବାଳ୍ତା ହର୍ ବାଟେ କାଡାୟ୍ ନେଉଅ ।
6 Irmãos crentes, pela autoridade que [nosso ]Senhor Jesus Cristo [nos deu], mandamos que vocês se separem de qualquer irmão crente que esteja [se comportando ]de forma desordenada – quer dizer, que não se comporta da maneira que vocês aprenderam de nós.
ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ତୁମିମଃନ୍କେ ଇ ଆଦେସ୍ ଦେଉଁଲୁ, ଜୁୟ୍ ବାୟ୍ବେଣିମଃନ୍ ଅଃଳ୍ସିଆ ଜିବନ୍ କାଟ୍ତି ଆର୍ ଅଃମାର୍ ତଃୟ୍ହୁଣି ହାୟ୍ଲା ସିକ୍ୟା ହଃର୍କାରେ ଜିବନ୍ ନଃକାଟେ, ଆର୍ ସେ ବାୟ୍ମଃନାର୍ ତଃୟ୍ହୁଣି ଅଃହ୍ଣା ଆହ୍ଣାକେ ଅଃଲ୍ଗା କଃରି ରିଆ ।
7 [Mandamos isto], pois vocês mesmos sabem que devem [se comportar ]como nós. Isto é, nós não nos comportamos de maneira desordenada [enquanto convivíamos ]com vocês;
କାୟ୍ତାକ୍ବଃଲେକ୍ କଃନ୍କଃରି ଅଃମିମଃନ୍କ୍ କାମ୍ ହଃର୍କାରେ ତୁମିମଃନ୍କେ କଃର୍ତାର୍ ଲଳା, ସେରି ତୁମିମଃନ୍ ନିଜେ ଜାଣୁଲାସ୍; ତୁମିମଃନାର୍ ସଃଙ୍ଗ୍ ରିଲାବଃଳ୍ ଅଃମିମଃନ୍ ଅଃଳ୍ସିଆ ଅୟ୍ ନଃରିଲୁ,
8 especificamente, não aceitávamos comida de ninguém sem pagar, e trabalhamos muito [para nos sustentar, durante o ]dia e [durante a ]noite, para não dependermos de nenhum de vocês.
କି ତଃନେ ତଃନେ କାର୍ ଅଃର୍ନ୍ କାୟ୍ନଃରିଲୁ, ମଃତର୍ ତୁମିମଃନାର୍ ବିତ୍ରେ କାର୍ ଉହ୍ରେ ବଜ୍ ହର୍ ନଃଉଁକ୍ କଃସ୍ଟ୍ ଆର୍ ଦୁକ୍ ସଃଙ୍ଗ୍ ଦିନ୍ରାତି କାମ୍ କଃରିରିଲୁ ।
9 [Nós nos comportávamos assim], não por não termos o direito de [depender de vocês ]em termos financeiros, senão para nos tornarmos exemplo para vocês para que pudessem se [comportar ]como nós.
ତୁମିମଃନାର୍ ତଃୟ୍ହୁଣି କାୟ୍ରି ନେଉଁକ୍ ଜେ ଅଃମିମଃନାର୍ ଅଃଦିକାର୍ ନାୟ୍, ସେରି ନାୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ଅଃମିମଃନାର୍ କାମ୍ କଃରାସ୍, ଇତାର୍ ଗିନେ ଅଃମିକ୍ ଦଃକି ତୁମି ସିକୁକ୍ ସେବାନ୍ୟା କଃଲୁ ।
10 [Ordenamos isto a vocês], pois quando estávamos com vocês, insistíamos [muitas vezes ]que, se algum irmão crente não quisesse trabalhar, vocês não deveriam [alimentar/sustentar ]tal pessoa.
କାୟ୍ତାକ୍ବଃଲେକ୍ ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ଅଃମିମଃନ୍ ତୁମିମଃନ୍କେ ଇ ବଲ୍ ଦଃୟ୍ରିଲୁ, “ଜୁୟ୍ ଲକ୍ କାମ୍ କଃରୁକେ ମଃନ୍ ନଃକେରେ, ସେ ଅଃର୍ନ୍ ହେଁ କାଉଅ ନାୟ୍ ।”
11 [Nós lhes mandamos ]isso, pois fomos informados de que alguns de vocês estão se comportando de uma forma desordenada; especificamente, alguns de vocês não querem trabalhar, mas estão interferindo [com aquilo que as demais pessoas estão fazendo.]
ତୁମିମଃନାର୍ ବିତ୍ରେ କେ କେ ଅଃଳ୍ସିଆ ଜିବନ୍ କାଟୁଲାୟ୍ ଆର୍ ନିଜାର୍ କାୟ୍ କାମ୍ ନଃକେରି ବିନ୍ ଲକାର୍ କାମେ ବାଦା ଦେଉଁକ୍ ଲାଗିରେତି ବଃଲି ଅଃମିମଃନ୍ ସୁଣୁଲୁ ।
12 Mandamos aos irmãos crentes que não estejam trabalhando, [já que eles e nós cremos ]mutuamente em [nosso ]Senhor Jesus Cristo, que eles vivam em paz e se sustentem por meio do trabalho honesto.
ଇରଃକମ୍ ଲକ୍ମଃନ୍କେ ସୁସ୍ତା ବାବେ କାମ୍ କଃରି ନିଜାର୍ ନିଜାର୍ ଅଃର୍ନ୍ କାଉଁକେ ଅଃମିମଃନ୍ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ଆଦେସ୍ ଆର୍ ଚେତ୍ନା ଦେଉଁଲୁ ।
13 Vocês, [os demais ]irmãos crentes, não deixem de fazer o que está certo por estarem desanimados.
ମଃତର୍ ଏ ବାୟ୍ବେଣିମଃନ୍, ସଃତ୍ କାମ୍ କଃରୁକେ ତୁମିମଃନ୍ ତାକା ନାୟ୍ ।
14 Se algum [irmão crente que não esteja trabalhando ]não obedecer o que acabamos de escrever [nesta ]carta, identifiquem [publicamente ]essa pessoa [e ]não se associem com ele, para que ele possa ficar envergonhado.
ଆର୍ ଜଃବେ କେ ଇ ଚିଟି ତଃୟ୍ ଲେକା ଅୟ୍ଲା ଅଃମିମଃନାର୍ ସିକ୍ୟାକେ ନଃମାନେ, ତଃବେ ସେ ଲକ୍କେ ଚିନି ରିଆ, ଆରେକ୍ ସେ ଜଃନ୍କଃରି ଲାଜ୍ ଅୟ୍ଦ୍, ଇତାର୍ ଗିନେ ତାର୍ ସଃଙ୍ଗ୍ ମିସାବିଳା କଃରାନାୟ୍ ।
15 Não [o ]tratem como [inimigo], porém, mas admoestem-[no ]como fariam a qualquer irmão crente.
ଅୟ୍ଲେକ୍ ହେଁ ତାକେ ସଃତ୍ରୁ ବଃଲି ମଃନେ ବାବା ନାୟ୍, ମଃତର୍ ତାକେ କ୍ରିସ୍ଟ ବିସ୍ୱାସି ବାୟ୍ ବଃଲି ମଃନେ ବାବି ଚେତ୍ନା ଦିଆସ୍ ।
16 [Oramos que ]nosso Senhor [Jesus ]mesmo, que dá paz [ao seu povo], possa dar paz a vocês sempre, em toda e qualquer situação. [Oramos/Oro que nosso ]Senhor [Jesus possa continuar presente ]com vocês.
ସୁସ୍ତା ଦେଉଁକେ ମାପ୍ରୁ ନିଜେ ତୁମିମଃନ୍କେ ସଃବୁବଃଳ୍ ଆର୍ ସଃବୁ ରଃକମେ ସୁସ୍ତା ଦେଅ । ମାପ୍ରୁ ତୁମି ସଃବୁ ଲକାର୍ ସଃଙ୍ଗେ ସଃଙ୍ଗେ ରେଅ ।
17 Eu, Paulo, [tendo pedido a caneta do meu escriba], estou saudando [vocês e ]escrevendo [isto ]eu mesmo, [como ]costumo fazer em todas as minhas cartas [para que vocês ]possam saber [que sou eu que mando esta carta]. É assim que escrevo.
ମୁୟ୍ଁ ପାଉଲ୍, ମର୍ ନିଜାର୍ ଆତେ ଲେକି ଜୁଆର୍ ଜାଣାଉଁଲେ; ସଃବୁ ଚିଟି ତଃୟ୍ ଇରି ଚିନ୍ ହର୍, ମୁୟ୍ଁ ଇବାନ୍ୟା ଲେକିନ୍ଦ୍ ।
18 [Oramos/Oro que ]nosso Senhor Jesus Cristo [possa continuar ]tratando vocês de forma bondosa.
ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମି ସଃବୁଲକାର୍ ଉହ୍ରେ ଅଃଉଆ ।