< 1 ਤਿਮੋਥਿਉਸ 3 >

1 ਇਹ ਬਚਨ ਸੱਚ ਹੈ ਕਿ ਜੇ ਕੋਈ ਨਿਗਾਹਬਾਨ ਦੀ ਪਦਵੀ ਨੂੰ ਚਾਹੁੰਦਾ ਹੈ, ਉਹ ਚੰਗੇ ਕੰਮ ਨੂੰ ਚਾਹੁੰਦਾ ਹੈ।
ଏ କାତା ସତ୍‌ ଜେ, କେ ଜଦି ମଣ୍ଡଲିଟାନେ ମୁକିଅ ପଦ୍‌ ପାଇବାକେ ମନ୍‌ କଲାନି, ତେବେ ସେ ନିମାନ୍‌ କାମ୍‌ କର୍‌ବାକେ ମନ୍‌ କଲାନି ।
2 ਇਸ ਲਈ ਚਾਹੀਦਾ ਹੈ ਜੋ ਨਿਗਾਹਬਾਨ ਨਿਰਦੋਸ਼, ਇੱਕੋ ਹੀ ਪਤਨੀ ਦਾ ਪਤੀ, ਪਰਹੇਜ਼ਗਾਰ, ਸੁਰਤ ਵਾਲਾ, ਨੇਕ ਚਲਣ, ਪਰਾਹੁਣਚਾਰ ਅਤੇ ਸਿੱਖਿਆ ਦੇਣ ਯੋਗ ਹੋਵੇ,
ତେବର୍‌ପାଇ ଜେନ୍ତିକି ତାର୍‌ ଜିବନେ ବିନ୍‌ ଲକ୍‌ମନର୍‌ କାଇ ନିନ୍ଦା ନ ରଇବାର୍‌ । ସେ ଗଟେକ୍‌ ମାଇଜି ସଙ୍ଗଇରଇବାର୍‌ ଆଚେ । ନିଜେ ଜାଗ୍‌ରତ୍‌ ରଇକରି, ନିଜର୍‌ ଜିବନେ ସୁସ୍‌ତା ରଇକରି, ସବୁଲକର୍‌ ସନ୍‌ମାନ୍‌ ପାଇକରି, ଆଇଲା ଲକ୍‌ମନ୍‌କେ ଡାକିନେବା ପାରା ଲକ୍‌ ଅଇକରି, ଲକ୍‌ମନ୍‌କେ ବୁଦିର୍‌ କାତା ସିକାଇବା ଲକ୍‌ ଅଇ,
3 ਨਾ ਸ਼ਰਾਬੀ, ਨਾ ਕੁੱਟਮਾਰ ਕਰਨ ਵਾਲਾ, ਨਾ ਝਗੜਾਲੂ, ਨਾ ਪੈਸੇ ਦਾ ਲੋਭੀ, ਸਗੋਂ ਸੀਲ ਸੁਭਾਓ ਹੋਵੇ।
ନ ମାତି କରି, କିରମାର୍‌ ନ ଅଇକରି ସାନ୍ତିସଙ୍ଗ୍‍ ରଇ, ଦଦାପେଲା ନ ଅଇକରି, ଦନ୍‌ ମିଲାଇବାକେ ଆସା ନ ଅଇକରି ରଇବାର୍‌ ଆଚେ ।
4 ਆਪਣੇ ਘਰ ਦਾ ਚੰਗੀ ਤਰ੍ਹਾਂ ਪ੍ਰਬੰਧ ਕਰਨ ਵਾਲਾ, ਆਪਣੇ ਬੱਚਿਆਂ ਨੂੰ ਪੂਰੀ ਗੰਭੀਰਤਾਈ ਨਾਲ ਅਧੀਨ ਰੱਖਣ ਵਾਲਾ ਹੋਵੇ।
ନିଜର୍‌ କୁଟୁମ୍‌କେ ନିକକରି ଚାଲାଇତେରଇବାର୍‌ ଆଚେ । ଆରି ତାର୍‌ ପିଲାଟକିମନ୍‌କେ ସେ ତିଆର୍‌ଲାଟା ମାନ୍‌ବାକେ ବାଦିଅ କରାଇବା ସିକିଆ ଦେଇରଇବାର୍‌ ଆଚେ ।
5 ਜੇ ਕੋਈ ਆਪਣੇ ਹੀ ਘਰ ਦਾ ਪ੍ਰਬੰਧ ਕਰਨਾ ਨਾ ਜਾਣਦਾ ਹੋਵੇ, ਉਹ ਪਰਮੇਸ਼ੁਰ ਦੀ ਕਲੀਸਿਯਾ ਦੀ ਰਖਵਾਲੀ ਕਿਵੇਂ ਕਰੇਗਾ?
ଜଦି କେ ମିସା ନିଜର୍‌ କୁଟୁମ୍‌କେ ଚାଲାଇବାର୍‌ ନାଜାନେ, ସେ କେନ୍ତି ପର୍‌ମେସରର୍‌ ମଣ୍ଡଲିର୍‌ ଦାଇତ୍‌ ନେଇପାର୍‌ସି?
6 ਉਹ ਨਵਾਂ ਚੇਲਾ ਨਾ ਹੋਵੇ, ਕਿ ਕਿਤੇ ਘਮੰਡ ਵਿੱਚ ਆ ਕੇ ਸ਼ੈਤਾਨ ਦੀ ਤਰ੍ਹਾਂ ਸਜ਼ਾ ਪਾਵੇ।
ସେ ନୁଆ ନୁଆ ବିସ୍‌ବାସ୍‌ କର୍‌ବା ଲକ୍‌ ନ ରଇବାର୍‌ ଆଚେ । ନଇଲେ ସେ ବଡ୍‌ପନିଆ ଅଇକରି ସଇତାନ୍‌ ଜେନ୍ତାରି ଡଣ୍ଡ୍‌ ପାଇଲା, ସେ ମିସା ସେନ୍ତାର୍‌ ଡଣ୍ଡ୍ ପାଇସି ।
7 ਅਤੇ ਚਾਹੀਦਾ ਹੈ ਜੋ ਬਾਹਰ ਵਾਲਿਆਂ ਦੇ ਕੋਲੋਂ ਉਹ ਦੀ ਨੇਕਨਾਮੀ ਹੋਵੇ, ਕਿ ਉਹ ਦੋਸ਼ ਹੇਠ ਨਾ ਜਾਵੇ ਅਤੇ ਸ਼ੈਤਾਨ ਦੀ ਫ਼ਾਹੀ ਵਿੱਚ ਨਾ ਫਸ ਜਾਵੇ।
ତାର୍‌ ଚଲାଚଲ୍‌ତି ଦେକି ବିସ୍‌ବାସ୍‌ ନ କର୍‌ବା ଲକ୍‌ମନ୍‌ ମିସା ତାକେ ଗଟେକ୍‌ ସନ୍‌ମାନର୍‌ ଲକ୍‌ ପାରା ନାମ୍‌ବାର୍‌ ଆଚେ । ଜେନ୍ତିକି ଲକ୍‌ମନ୍‌ ତାକେ ନିନ୍ଦା ନ କରି ସଇତାନର୍‌ ପାନ୍ଦେ ନ ଲାଗେ ।
8 ਇਸੇ ਤਰ੍ਹਾਂ ਸੇਵਕਾਂ ਨੂੰ ਚਾਹੀਦਾ ਹੈ ਜੋ ਗੰਭੀਰ ਹੋਣ, ਨਾ ਦੋ ਜ਼ਬਾਨੇ, ਨਾ ਸ਼ਰਾਬ ਪੀਣ ਵਾਲੇ, ਨਾ ਝੂਠੀ ਕਮਾਈ ਦੇ ਲੋਭੀ।
ସେନ୍ତାରିସେ ମଣ୍ଡଲିର୍‌ ସେବା କରୁମନ୍‌ ମୁକିଅର୍‌ ପାରା ସବୁ ଲକର୍‌ଟାନେଅନି ସନ୍‌ମାନ୍‌ ପାଇବା ଲକ୍‍ ରଇବାର୍‌ ଆଚେ । ସେମନ୍‌ ସତ୍‌ ବାବେ ଚଲାଚଲ୍‌ତି କର୍‌ବାର୍‌ ଆଚେ । ମଦୁଆ ଲକ୍‌ ଅଇ ରଇବାର୍‌ ନାଇ । ଡାବୁକାସୁର୍‌ ପାଇ ଆସା ନ ରଇବାର୍‌ ଆଚେ ।
9 ਪਰ ਵਿਸ਼ਵਾਸ ਦੇ ਭੇਤ ਨੂੰ ਸ਼ੁੱਧ ਵਿਵੇਕ ਨਾਲ ਮੰਨਣ।
ପର୍‌ମେସର୍‌ ଜନ୍‌ ସତ୍‌ କବର୍‌ ସେମନ୍‌କେ ଜାନାଇଆଚେ, ସେଟା ସେମନ୍‌ ଡାଟ୍‌ ସଙ୍ଗ୍‍ ବିସ୍‌ବାସ୍‌ କର୍‌ବାର୍‌ ଆଚେ । ଆରି ସେମନ୍‌ ପାପେ ରଉନାଇ ବଲି ତାକର୍‌ ବିବେକ୍‌ ସାକିଦେବାର୍‌ ଆଚେ ।
10 ੧੦ ਅਤੇ ਇਹ ਵੀ ਪਹਿਲਾਂ ਪਰਖੇ ਜਾਣ, ਜੇ ਨਿਰਦੋਸ਼ ਨਿੱਕਲਣ ਤਾਂ ਫੇਰ ਸੇਵਕਾਈ ਕਰਨ।
୧୦ମଣ୍ଡଲିର୍‌ ସେବାକରୁ ଅଇବା ଆଗ୍‌ତୁ ବିନ୍‌ ଲକ୍‌ମନ୍‌ ସେମନ୍‌କେ ପରିକା କରି ଦେକତ୍‌ । କାଇ ଦସ୍‌ ନ ରଇଲେ ସେମନ୍‌ ସେବା କର୍‌ବାକେ ଦାଇତ୍‌ ନେଅତ୍‌ ।
11 ੧੧ ਇਸੇ ਤਰ੍ਹਾਂ, ਔਰਤਾਂ ਨੂੰ ਚਾਹੀਦਾ ਹੈ ਜੋ ਗੰਭੀਰ ਹੋਣ, ਨਾ ਦੋਸ਼ ਲਾਉਣ ਵਾਲੀਆਂ, ਸਗੋਂ ਪਰਹੇਜ਼ਗਾਰ ਅਤੇ ਸਾਰੀਆਂ ਗੱਲਾਂ ਵਿੱਚ ਵਿਸ਼ਵਾਸਯੋਗ ਹੋਣ।
୧୧ସେନ୍ତାରିସେ ତାକର୍‌ ମାଇଜିମନ୍‌ ମିସା ବିନ୍‌ଲକର୍‌ ସନ୍‌ମାନ୍‌ ପାଇଲା ପାରା ଚଲାଚଲ୍‌ତି କରତ୍‌ । ସେମନ୍‌ ତିପୁଲ୍‌ କାତା କଇବାର୍‌ ନାଇ । ତାର୍‌ ବାଦୁଲେ ନିଜେ ଜାଗ୍‌ରତ୍‌ ରଇବାର୍‌ ଆଚେ । ସେମନ୍‌ ସତ୍‌ ଲକ୍‌ ବଲି ବିନ୍‌ ଲକ୍‌ ଆସା କର୍‌ବାର୍‌ ଆଚେ ।
12 ੧੨ ਸੇਵਕ ਇੱਕੋ ਹੀ ਪਤਨੀ ਦੇ ਪਤੀ ਹੋਣ, ਆਪਣਿਆਂ ਬੱਚਿਆਂ ਅਤੇ ਆਪਣੇ ਘਰਾਂ ਦਾ ਚੰਗੀ ਤਰ੍ਹਾਂ ਨਾਲ ਪ੍ਰੰਬੰਧ ਕਰਨ ਵਾਲੇ ਹੋਣ।
୧୨ସେବାକରୁ ଗଟେକ୍‌ ମାଇଜି ସଙ୍ଗଇ, ତାର୍‌ ପିଲାଟକିମନ୍‌କେ, ତାର୍‌ କୁଟୁମର୍‌ ବିନ୍‌ ଲକ୍‌ମନ୍‌କେ, ଆରି ଗତିଦାଙ୍ଗ୍‌ଡାମନ୍‌କେ ନିକସଙ୍ଗ୍‌ ଜତନ୍‌ କର୍‌ବାର୍‌ ଆଚେ ।
13 ੧੩ ਕਿਉਂਕਿ ਜਿਹਨਾਂ ਨੇ ਸੇਵਕਾਈ ਦਾ ਕੰਮ ਚੰਗੀ ਤਰ੍ਹਾਂ ਨਾਲ ਕੀਤਾ, ਉਹ ਆਪਣੇ ਲਈ ਚੰਗੀ ਪਦਵੀ ਅਤੇ ਵੱਡੀ ਦਲੇਰੀ ਉਸ ਵਿਸ਼ਵਾਸ ਵਿੱਚ ਪ੍ਰਾਪਤ ਕਰਦੇ ਹਨ ਜਿਹੜੀ ਮਸੀਹ ਯਿਸੂ ਉੱਤੇ ਹੈ।
୧୩ସେବାକାରିଆମନ୍‌ ଆବଡ୍‌ ଅଇ ନିକ କାମ୍‌ କଲେ, ଲକ୍‌ମନର୍‌ ଟାନେଅନି ଅଦିକ୍‌ ସନ୍‌ମାନ୍‌ ମିଲ୍‌ସି । ସେନ୍ତାରି ଲକ୍‌ କିରିସ୍‌ଟ ଜିସୁର୍‌ ବିସଇ ବିନ୍‌ ଲକ୍‌ମନ୍‌କେ ଡାଟ୍‌ ସଙ୍ଗ୍‍ କଇପାର୍‌ବାଇ ।
14 ੧੪ ਭਾਵੇਂ ਮੈਨੂੰ ਤੇਰੇ ਕੋਲ ਛੇਤੀ ਆਉਣ ਦੀ ਆਸ ਹੈ, ਫਿਰ ਵੀ ਮੈਂ ਤੈਨੂੰ ਇਹ ਗੱਲਾਂ ਲਿਖਦਾ ਹਾਂ।
୧୪ମୁଇ ଏପିସେ ଆସି ଦାପ୍‌ରେ ତମ୍‌କେ ଦେକ୍‌ବି ବଲି ମନ୍‍ କଲିନି । ଅଇଲେ ମିସା ଏ ଚିଟିଟାନେ ତମ୍‌କେ ମୁଇ ତିଆର୍‌ଲିନି ।
15 ੧੫ ਪਰ ਜੇ ਮੇਰੇ ਆਉਣ ਵਿੱਚ ਦੇਰੀ ਹੋ ਜਾਵੇ, ਤਾਂ ਤੂੰ ਜਾਣ ਲਵੇਂ ਜੋ ਪਰਮੇਸ਼ੁਰ ਦੇ ਘਰ ਵਿੱਚ ਕਿਹੋ ਜਿਹਾ ਵਿਹਾਰ ਕਰਨਾ ਚਾਹੀਦਾ ਹੈ, ਜਿਹੜਾ ਜਿਉਂਦੇ ਪਰਮੇਸ਼ੁਰ ਦੀ ਕਲੀਸਿਯਾ, ਸਚਿਆਈ ਦਾ ਥੰਮ੍ਹ ਅਤੇ ਨੀਂਹ ਹੈ।
୧୫କାଇକେବଇଲେ ଜଦି ମର୍‌ ଆଇବାଟା ଅଲ୍‌ସମ୍‌ ଅଇଲେ ମିସା, ପର୍‌ମେସରର୍‌ କୁଟୁମ୍‌ ଇସାବେ ମଣ୍ଡଲିଟାନେ ତମେ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ କେନ୍ତାରି ମିସିକରି ରଇବାର୍‌ଆଚେ, ସେ ବିସଇ ତମେ ଜାନ୍‌ସା । ଏ ମଣ୍ଡଲି ପର୍‌ମେସରର୍‌, ଜେକି ସତଇସେ ବଁଚିଆଚେ । ସେ କୁନାଦି ଆରି ମୁଲ୍‌ ଡେଲି ପାରା ଅଇ ସତ୍‌ ବିସଇକେ ଡାଟ୍‌ କରାଇଲାନି ।
16 ੧੬ ਅਤੇ ਯਕੀਨਨ ਭਗਤੀ ਦਾ ਭੇਤ ਵੱਡਾ ਹੈ, ਉਹ ਸਰੀਰ ਵਿੱਚ ਪਰਗਟ ਹੋਇਆ, ਆਤਮਾ ਵਿੱਚ ਧਰਮੀ ਠਹਿਰਾਇਆ ਗਿਆ, ਦੂਤਾਂ ਦੁਆਰਾ ਵੇਖਿਆ ਗਿਆ, ਕੌਮਾਂ ਵਿੱਚ ਉਹਦਾ ਪਰਚਾਰ ਕੀਤਾ ਗਿਆ, ਸੰਸਾਰ ਵਿੱਚ ਉਸ ਉੱਤੇ ਵਿਸ਼ਵਾਸ ਕੀਤੀ ਗਈ, ਮਹਿਮਾ ਵਿੱਚ ਉੱਪਰ ਉੱਠਾ ਲਿਆ ਗਿਆ।
୧୬ଆମର୍‌ ବିସ୍‌ବାସ୍‌ଟାନେ କେ ନାଜାନ୍‌ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍‌ । “ଜିସୁକିରିସ୍‌ଟ ନର୍‌ ରୁପ୍‌ ଦାରି ଆଇଲା । ସେ ନିଜେ ପର୍‌ମେସରର୍‌ ପଅ ବଲି ସୁକଲ୍‌ ଆତ୍‌ମା କାତାଦେଲା ଆଚେ । ଦୁତ୍‌ମନ୍‌ ତାକେ ଦେକ୍‌ଲାଇ । ତାର୍‌ ବିସଇର୍‍ ସତ୍‌ କବର୍‌ ଗୁଲାଇ ରାଇଜେ ଜାନାଇଲାଇ । ସବୁ ଜାଗାର୍‌ କେତେକ୍‌ କେତକ୍‌ ଲକ୍‌ମନ୍‌ ତାକେ ବିସ୍‌ବାସ୍‌ କଲାଇ । ପର୍‌ମେସର୍‌ ତାକେ ସର୍‌ଗେ ନେଲା ।”

< 1 ਤਿਮੋਥਿਉਸ 3 >