< ଲୂକ 3 >

1 ତିବିରୀୟା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦିୟା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୂସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ
ତିବିରିୟା କାଇସାର୍‌ଆଃ ରାଇଜ୍‌ତାନ୍‌ ପାନ୍ଦ୍‌ରା ବାରାଷ୍ ତାଇକେନ୍‌ ଇମ୍‌ତା ପନ୍ତିୟସ୍‌ ପିଲାତୁସ୍‌ ଯିହୁଦାରେନ୍ ଲାଟ୍‌ସାହେବ୍ ତାଇକେନାଏ, ଆଡଃ ହେରୋଦ୍‌ ଗାଲିଲ୍‌ରେନ୍‌ ମିଦ୍‌ହାନାଟିଙ୍ଗ୍‌ ରାଜା, ହାଗାତେ ଫିଲିପ୍‌ ଈତୁରିୟା ଆଡଃ ତ୍ରାଖୋନିତିଆରେନ୍‌ ମିଦ୍‌ହାନାଟିଙ୍ଗ୍‌ ରାଜା, ଆଡଃ ଲୁସାନିଆଁ ଅବିଲିନିରେନ୍‌ ମିଦ୍‌ହାନାଟିଙ୍ଗ୍‌ ରାଜା ତାଇକେନାଏ ।
2 ଏବଂ ହାନାନ ଓ କୟାଫା ମହାଯାଜକ ଥିଲେ, ସେତେବେଳେ ଈଶ୍ବରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା।
ହାନାନ୍‌ ଆଡଃ କାୟଫା ନୁତୁମ୍‌ ମାରାଙ୍ଗ୍‌ ଯାଜାକ୍‌ ତାଇକେନ୍‌ପାରିୟାରେ ପାର୍‌ମେଶ୍ୱାର୍‌ଆଃ କାଜି ଜାଖ୍‌ରିୟାରାଃ ହନ୍‌ ବାପ୍ତିସ୍ମା ଏମଃନିଃ ଯୋହାନ୍‌ତାଃତେ ବିର୍‌ରେ ସେଟେର୍‌ୟାନା ।
3 ସେଥିରେ ସେ ଯର୍ଦ୍ଦନ ନଦୀର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ,
ଏନାତେ ଇନିଃ ଯାର୍ଦାନ୍‌ ଗାଡ଼ା ଯାପାଃରେୟାଃ ସବେନ୍‌ସାଃତେ ସେନ୍‌କେଦ୍‌ତେ “ପାପ୍‌ ଛାମା ନାମେନାଗେନ୍ତେ ମନ୍‌ରୁହାଡ଼୍‌ରେୟାଃ ବାପ୍ତିସ୍ମା” ଉଦୁବ୍‌ବାଡ଼ା ତାନାଏ ତାଇକେନା ।
4 ଯେପରି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର;
ଜେ'ଲେକା ନେଆଁଦ ଯିଶାୟ ନାବୀୟାଃ କାଜିରେୟାଃ ପୁଥିରେ ଅଲାକାନା, “ଜେତାଏ ବିର୍‌ରେ କାଉରିତାନ୍‌ନିୟାଃଁ ସାଡ଼ି ଆୟୁମଃତାନା, ପ୍ରାଭୁଆଃ ହରା ବାଇୟେପେ, ଇନିୟାଃ ହରା ସିଧାଏପେ
5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ;
ସବେନ୍‌ ଗାଡ଼ା ପେରେଜଃଆଃ, ସବେନ୍‌ ବୁରୁ ଆଡଃ ଗୁଟୁ ଲାତାରଆଃ । ବେଙ୍କଆକାନ୍ ହରାକ ସିଧାଅଃଆ ଆଡଃ ଗାଡା ଡିପା ହରାକ ସବେନ୍‌ ସାମ୍‌ବାଇୟଆଃ ।
6 ପୁଣି, ସମସ୍ତ ମନୁଷ୍ୟ ଈଶ୍ବରଙ୍କ ପରିତ୍ରାଣ ଦେଖିବେ।
ଆଡଃ ସବେନ୍‌ ହଡ଼କ ପାର୍‌ମେଶ୍ୱାର୍‌ଆଃ ପାରିତ୍ରାଣ୍‌କ ନେଲେୟାଃ ।”
7 ଅତଏବ, ଯୋହନ ତାହାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?
ଯୋହାନ୍‌ତାଃତେ ବାପ୍ତିସ୍ମା ଇଦିନାଗେନ୍ତେ ହିଜୁଆକାନ୍‌ ପୁରାଃ ଫାରୁଶୀ ଆଡଃ ସାଦୁକି ହଡ଼କକେ କାଜିୟାଦ୍‌କଆଏ, “ଏ ବିଙ୍ଗ୍‌କଆଃ ହନ୍‌କ!” ହିଜୁଃତାନ୍‌ ମାରାଙ୍ଗ୍‌ ଏନେସେଦ୍‌ଏତେ ନିର୍‌ ନାଗେନ୍ତେ “ଅକଏ ଆପେକେ ଚେତାୱାଦ୍‌ପେୟାଏ?
8 ଏଣୁ ମନ-ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି।
ଆପେ ସାର୍‌ତିଗି ପାପ୍‌ଏତେ ହେୟାତିଙ୍ଗ୍‌କାଦ୍‌ରେଦ ଆପେୟାଃ ବୁଗିନ୍‌ କାମିତେ ଉଦୁବେନ୍‌ପେ । ଆଡଃ ଆବ୍ରାହାମ୍‌ ଆଲେୟାଃ ଆପୁ ତାନିଃ ମେନ୍ତେ ଆପେ ଡିଡିକେଦ୍‌ତେ କାଜିତାନ୍‌ଲଃ ନେ ସାଜାଇଏତେ ବାଞ୍ଚାୱାଃଲେ ମେନ୍ତେ ଆଲ୍‌ପେ ଉଡ଼ୁଃୟା । ଚିୟାଃଚି ଆଇଙ୍ଗ୍‌ ଆପେକେ କାଜିୟାପେ ତାନାଇଙ୍ଗ୍‌ ପାର୍‌ମେଶ୍ୱାର୍‌ଦ ନେ ଦିରିକଏତେ ଆବ୍ରାହାମ୍‌ ନାଗେନ୍ତେ ହନ୍‌କଏ ବାଇଦାଡ଼ିୟା!
9 ଆଉ, ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।
ଆଡଃ ନାହାଁଃ ଦାରୁରେୟାଃ ବୁଟାରେ ହାକେ ମାଣ୍ଡାୱା କାନା; ଅକନ୍‌ ଦାରୁ ବୁଗିନ୍‌ ଜ କା ଜଅଃ'ଆ ଏନାକେ ମାଗଃଆ ଆଡଃ ସେଙ୍ଗେଲ୍‌ରେ ହୁରାଙ୍ଗ୍‌ଅଃଆ ।”
10 ଏଥିରେ ଲୋକସମୂହ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହାହେଲେ ଆମ୍ଭେମାନେ କଅଣ କରିବା?
୧୦ଏନ୍ତେ ଗାଦେଲ୍‌ ହଡ଼କ ଇନିଃକେ କୁଲିକିୟାଃକ, “ତାବ୍‌ଦ ଆଲେ ଚିନାଃଲେ ଚିକାୟା?”
11 ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ।
୧୧ଯୋହାନ୍‌ ଇନ୍‌କୁକେ କାଜିରୁହାଡ଼ାଦ୍‌କଆଏ, “ଅକଏତାଃରେ ବାରିଆ ତୁସିଙ୍ଗ୍‌ ଲିଜାଃ ମେନାଃ, ଇନିଃ ଅକଏତାଃରେ ବାନଆଃ ଇନିଃକେ ମିଦ୍‌ ହାଟିଙ୍ଗ୍‌ ଏମାଇକାଏ, ଆଡଃ ଅକଏତାଃରେ ଜମେୟାଁ ମେନାଃ, ଇନିଃହ ଏନ୍‌କାଗି ହାଟିଙ୍ଗ୍‌ୟେଁକାଏ ।”
12 କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କଅଣ କରିବା?
୧୨ଆଡଃ ମାଲ୍‌ହାରମ୍‌କହ ବାପ୍ତିସ୍ମା ଇଦିନାଙ୍ଗ୍‌କ ହିଜୁଃୟାନା ଆଡଃ ଯୋହାନ୍‌କେକ କୁଲିକିୟାଃ, “ହେ ଗୁରୁ ଆଲେ ଚିନାଃଲେ ଚିକାଏୟା?”
13 ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯେତିକି ନିୟମ ଅଛି, ତାହାଠାରୁ ଅଧିକ ଆଦାୟ କର ନାହିଁ।
୧୩ଏନ୍ତେ ଇନିଃ ଇନ୍‌କୁକେ କାଜିକେଦ୍‌କଆଏ, “ଆପେକେ ଚିମିୟାଙ୍ଗ୍‌ ଇଦିନାଙ୍ଗ୍‌ କାଜିୟାକାନା, ଏନାଏତେ ଆଦ୍‌କା ଆଲ୍‌ପେ ହାରୋମେୟାଁ ।”
14 ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି, ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ।
୧୪ଆଡଃ ପାଲ୍‌ଟାନ୍‌କ ଯୋହାନ୍‌କେକ କୁଲିକିୟାଃ, “ଆଲେ ଚିନାଃଲେ ଚିକାୟା?” ଇନ୍‌କୁକେ କାଜିକେଦ୍‌କଆଏ, “ପେଡ଼େଃତେ ଚାଏ ବେଦାତେ ଆଡଃ ହାଉକାଅକେଦ୍‌ତେ ଜେତାଏୟାଃ ଖୁର୍ଜି ଆଲ୍‌ପେ ଇଦିୟା ଆଡଃ ଆପେୟାଃ ନାଲାରେ ସୁକୁଆକାନ୍‌ପେ ।”
15 ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାହାଙ୍କ ବିଷୟରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିବାରୁ,
୧୫ସବେନ୍‌ ହଡ଼କ ବାଞ୍ଚାଅନିଃକେ ନେଲ୍‌ହରାତାନ୍‌କ ତାଇକେନ୍‌ ହରାତେ, ଯୋହାନ୍‌କେ ଖ୍ରୀଷ୍ଟ୍‌ ତାନିଃ ମେନ୍ତେ ଆକଆଃ ମନ୍‌ରେ ପାହାମ୍ ତାଇକେନାକ ।
16 ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।
୧୬ଏନାମେନ୍ତେ ଯୋହାନ୍‌ ଇନ୍‌କୁକେ କାଜିକେଦ୍‌କଆଏ, “ଆଇଙ୍ଗ୍‌ଦ ଦାଆଃତେ ବାପ୍ତିସ୍ମାପେ ତାନାଇଙ୍ଗ୍‌ ମେନ୍‌ଦ ଆଇଙ୍ଗ୍‌ଏତେ ପେଡ଼େୟାନ୍‌ନିଃ ହିଜୁଃତାନାଏ, ଇନିୟାଃ ଖାର୍‌ପାରେୟାଃ ତନଲ୍‌ ରାଡ଼ାଏ ଲେକାନିଃହ ଆଇଙ୍ଗ୍‌ ନାହାଁଲିଙ୍ଗ୍‌ । ଇନିଃ ଆପେକେ ପାବିତାର୍‌ ଆତ୍ମା ଆଡଃ ସେଙ୍ଗେଲ୍‌ତେ ବାପ୍ତିସ୍ମାପେୟା ।
17 ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନନ୍ତ ଅଗ୍ନିରେ ପୋଡ଼ିପକାଇବେ।
୧୭ଆୟାଃ ତିଃଇରେ ହାଟାଆଃ ମେନାଃ, ଏନାତେ କଲମ୍‌ରେୟାଃ ଗହମ୍‌ ଆଡଃ ବାବା ଗୁମ୍ ସାଫାକେଦ୍‌ତେ ଆୟାଃ ଭାଣ୍ଡାର୍‌ ଅଡ଼ାଃରେ ମାଣ୍ଡାଅୟା ଆଡଃ ପେଟେଃକେ କା ଇଣିଁଜଃ ସେଙ୍ଗେଲ୍‌ରେ ଅଣ୍ଡର୍‌ଏଣ୍ଡାଗେୟା ।”
18 ସେ ଏହିପରି ଅନେକ ଉପଦେଶ ଦେଇ, ପୁଣି, ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ବାଦ ପ୍ରଚାର କରୁଥିଲେ;
୧୮ନେ ଲେକା ଆଡଃଗି ପୁରାଃ ଏଟାଃ ଇନିତୁ କାଜିକତେ ଯୋହାନ୍‌ ହଡ଼କକେ ସୁକୁକାଜି ଉଦୁବାକତାନ୍ ତାଇକେନା । ଆଡଃ ମନ୍‌ରୁହାଡ଼୍‌ ନାଗେନ୍ତେ ଇନ୍‌କୁକେ ଆଚୁକେଦ୍‌କଆ ।
19 କିନ୍ତୁ ସାମନ୍ତରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ବିଷୟରେ ଏବଂ ନିଜେ କରିଥିବା ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ୱାରା ଅନୁଯୋଗ ପାଇବାରୁ,
୧୯ମେନ୍‌ଦ ମିଦ୍‌ ହାନାଟିଙ୍ଗ୍‌ରେନ୍ ରାଜା ହେରୋଦ୍‌ ଆୟାଃ ହାଗାତେୟାଃ କୁଡ଼ି ହେରୋଦିୟାଲଃ ଆଣ୍‌ଦିୟାନ୍‌ ନାଗେନ୍ତେ ଆଡଃ ହେରୋଦ୍‌ କାମିକେଦ୍‌ ସବେନ୍‌ ଏତ୍‌କାନାଃ ନାଗେନ୍ତେ ଯୋହାନ୍‌ ହେରୋଦ୍‌କେ ମାରାଙ୍ଗ୍‌ ମଚାକିୟାଏ ।
20 ସେ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ନିଜର ସମସ୍ତ ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ।
୨୦ଏନା ନାଗେନ୍ତେ ହେରୋଦ୍‌ ଯୋହାନ୍‌କେ ଜେହେଲ୍‌କିୟାଏ ଆଡଃ ନେ ଲେକାତେ ଇନିଃ ଆୟାଃ ଏତ୍‌କାନାଃକେ ଆଦ୍‌କାକେଦା ।
21 ସମସ୍ତ ଲୋକ ବାପ୍ତିଜିତ ହେଲା ପରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଖୋଲା ହେଲା,
୨୧ସବେନ୍‌ ହଡ଼କ ବାପ୍ତିସ୍ମାୟାନ୍ତେ ୟୀଶୁ ହଗି ବାପ୍ତିସ୍ମାୟାନାଏ । ଆଡଃ ଇନିଃ ବିନ୍ତିତାନ୍ ଇମ୍‌ତାଙ୍ଗ୍‌ ସିର୍ମା ନିଜ୍‌ୟାନା,
22 ପୁଣି, ପବିତ୍ର ଆତ୍ମା କପୋତର ଦେହ ଧାରଣ କରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ; ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।
୨୨ଆଡଃ ପାବିତାର୍‌ ଆତ୍ମା ଦୁଦୁମୁଲ୍‌ଲେକା ନେଲଃ ହଡ଼୍‌ମ, ୟୀଶୁଆଃ ଚେତାନ୍‌ରେ ଆଡ଼୍‌ଗୁୟାନା ଆଡଃ “ଆମ୍‌ ଆଇଁୟାଃ ଦୁଲାଡ଼୍‌ ହନ୍‌, ଆଇଙ୍ଗ୍‌ ଆମ୍‌କେ ପୁରାଃ ସୁକୁଆମ୍‌ତାନାଇଙ୍ଗ୍‌” ମେନ୍ତେ ସିର୍ମାଏତେ ଆୟୁମ୍‌ୟାନା ।
23 ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,
୨୩ୟୀଶୁ ଆୟାଃ ସେୱାଏଟେଦ୍‌କେଦ୍ ଇମ୍‌ତାଙ୍ଗ୍‌ ତିରିଶ୍ ବାରାଷ୍‌ରେନ୍ ଲେକାଏ ତାଇକେନା ଆଡଃ ଇନିଃ ହଡ଼କଆଃ ସାରିଲେକାତେ ଯୋଷେଫ୍‌ଆଃ ହନ୍‌, ଆଡଃ ଯୋଷେଫ୍‌ ଏଲିଆଃ ହନ୍‌,
24 ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,
୨୪ଏଲି ମାତ୍‌ଥାତ୍‌ତାଃ ହନ୍‌, ମାତ୍‌ଥାତ୍‌ ଲେବୀଆଃ ହନ୍‌, ଲେବୀ ମଲ୍‌ଖିଆଃ ହନ୍‌, ମଲ୍‌ଖି ଯାନ୍ନୟଆଃ ହନ୍‌, ଯନ୍ନୟ ଯୋଷେଫ୍‌ଆଃ ହନ୍‌,
25 ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନଗୟଙ୍କ ପୁତ୍ର,
୨୫ଯୋଷେଫ୍‌ ମାତ୍ତିଥ୍ୟାରାଃ ହନ୍‌, ମାତ୍ତିଥ୍ୟା ଆମୋସ୍‌ଆଃ ହନ୍‌, ଆମୋସ୍‌ ନାହୁମ୍‌ଆଃ ହନ୍‌, ନାହୁମ୍ ଏସ୍‌ଲିଆଃ ହନ୍‌, ଏସ୍‌ଲି ନଗୟଆଃ ହନ୍‌,
26 ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,
୨୬ନଗୟ ମହଥଆଃ ହନ୍‌, ମହଥ ମତ୍ତିଥ୍ୟାରାଃ ହନ୍‌, ମତ୍ତିଥ୍ୟା ଶିମୟୀଆଃ ହନ୍‌, ଶିମୟୀ ଯୋସେଖାୟାଃ ହନ୍‌, ଯୋସେଖା ଯୋଦାୟାଃ ହନ୍‌,
27 ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବାବିଲଙ୍କ ପୁତ୍ର, ଜିରୁବାବିଲ ଶଲ୍‍ଟୀୟେଲ୍‍ଙ୍କ ପୁତ୍ର, ଶଲ୍‍ଟୀୟେଲ୍ ନେରୀଙ୍କ ପୁତ୍ର,
୨୭ଯୋଦା ଯୋହାନ୍‌ଆଃ ହନ୍‌, ଯୋହାନ୍‌ ରେଷାଆଃ ହନ୍‌, ରେଷା ଜିରୁବାବେଲ୍‌ଆଃ ହନ୍‌, ଜିରୁବାବେଲ୍ ଶଲ୍‌ଟିୟେଲ୍‌ଆଃ ହନ୍‌, ଶଲ୍‌ଥୀୟେଲ୍ ନେରୀଆଃ ହନ୍‌,
28 ନେରୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ମଦାନଙ୍କ ପୁତ୍ର, ଏଲ୍ମଦାନ ଏରଙ୍କ ପୁତ୍ର,
୨୮ନେରୀ ମଲ୍‌ଖିଆଃ ହନ୍‌, ମଲ୍‌ଖି ଅଦ୍ଦୀଆଃ ହନ୍‌, ଅଦ୍ଦୀ କୋସାମ୍‌ଆଃ ହନ୍‌, କୋସାମ୍ ଏଲ୍‌ମାଦାନ୍‌ଆଃ ହନ୍‌, ଏଲ୍‌ମାଦାନ୍ ଏର୍‌ଆଃ ହନ୍‌, ଏର୍‌ ଯିହୋଶିୟରାଃ ହନ୍‌,
29 ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟାଜରଙ୍କ ପୁତ୍ର, ଏଲୀୟାଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର,
୨୯ଯିହୋଶିୟ ଏଲିୟାଜାର୍‌ଆଃ ହନ୍‌, ଏଲିୟାଜାର୍ ଯୋରିମ୍‌ଆଃ ହନ୍‌, ଯୋରିମ୍ ମାତ୍‌ଥାତ୍‌ତାଃ ହନ୍‌, ମାତ୍‌ଥାତ୍‌ ଲେବୀୟାଃ ହନ୍‌,
30 ଲେବୀ ଶିମିୟୋନଙ୍କ ପୁତ୍ର, ଶିମିୟୋନ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନାମଙ୍କ ପୁତ୍ର, ଯୋନାମ ଏଲୀୟାକୀମଙ୍କ ପୁତ୍ର,
୩୦ଲେବୀ ଶିମୋନ୍‌ଆଃ ହନ୍‌, ଶିମୋନ୍‌ ଯିହୁଦାଃ ହନ୍‌, ଯିହୁଦା ଯୋଷେଫ୍‌ଆଃ ହନ୍‌, ଯୋଷେଫ୍‌ ଯୋନାମ୍‌ଆଃ ହନ୍‌, ଯୋନାମ୍ ଏଲିୟାକିମ୍‌ଆଃ ହନ୍‌,
31 ଏଲୀୟାକୀମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର,
୩୧ଏଲିୟାକିମ୍ ମଲାହଆଃ ହନ୍‌, ମଲାହ ମନ୍ନାୟାଃ ହନ୍‌, ମନ୍ନା ମତ୍ତଥାୟାଃ ହନ୍‌, ମତ୍ତଥା ନାଥାନ୍‌ଆଃ ହନ୍‌, ନାଥାନ୍ ଦାଉଦ୍‌ଆଃ ହନ୍‌,
32 ଦାଉଦ ଯିଶୀଙ୍କ ପୁତ୍ର, ଯିଶୀ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର,
୩୨ଦାଉଦ୍‌ ଯିଶିଆଃ ହନ୍‌, ଯିଶି ଓବେଦ୍‌ଆଃ ହନ୍‌, ଓବେଦ୍ ବୋୟାଜ୍‌ଆଃ ହନ୍‌, ବୋୟାଜ୍‌ ଶାଲ୍‌ମନ୍‌ଆଃ ହନ୍‌, ଶାଲ୍‌ମନ୍‌ ନହଶୋନ୍‌ଆଃ ହନ୍‌,
33 ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହିଷ୍ରୋଣଙ୍କ ପୁତ୍ର, ହିଷ୍ରୋଣ ପେରସଙ୍କ ପୁତ୍ର, ପେରସ ଯିହୂଦାଙ୍କ ପୁତ୍ର,
୩୩ନହଶୋନ୍‌ ଅମ୍ମୀନାଦବ୍ଆଃ ହନ୍‌, ଅମ୍ମୀନାଦବ୍‌ ଅଦ୍ମିନ୍‌ଆଃ ହନ୍‌, ଅଦ୍ମିନ୍‌ ଅର୍ଣ୍ଣୀଆଃ ହନ୍‌, ଅର୍ଣ୍ଣୀ ହେସ୍ରୋନ୍‌ଆଃ ହନ୍‌, ହେସ୍ରୋନ୍‌ ପେରସ୍‌ଆଃ ହନ୍‌, ପେରସ୍‌ ଯିହୁଦାଃ ହନ୍‌,
34 ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍‌ହାକଙ୍କ ପୁତ୍ର, ଇସ୍‌ହାକ ଅବ୍ରହାମଙ୍କ ପୁତ୍ର, ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର,
୩୪ଯିହୁଦା ଯାକୁବ୍‌ଆଃ ହନ୍‌, ଯାକୁବ୍‌ ଇସାକ୍‌ଆଃ ହନ୍‌, ଇସାକ୍‌ ଆବ୍ରାହାମ୍‌ଆଃ ହନ୍‌, ଆବ୍ରାହାମ୍‌ ଥେରହଆଃ ହନ୍‌, ଥେରହ ନାହୋର୍‌ଆଃ ହନ୍‌,
35 ନାହୋର ସରୁଗଙ୍କ ପୁତ୍ର, ସରୁଗ ରଗୁଙ୍କ ପୁତ୍ର, ରଗୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର,
୩୫ନାହୋର୍ ସରୁଗଆଃ ହନ୍‌, ସରୁଗ ରଗୁଆଃ ହନ୍‌, ରଗୁ ଫେଲଗ୍‌ଆଃ ହନ୍‌, ଫେଲଗ୍‌ ଏବର୍‌ଆଃ ହନ୍‌, ଏବର୍ ଶେଲହଆଃ ହନ୍‌,
36 ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର,
୩୬ଶେଲହ କେନାନ୍‌ଆଃ ହନ୍‌, କେନାନ୍ ଅର୍ଫକ୍ଷାଦ୍‌ଆଃ ହନ୍‌, ଅର୍ଫକ୍ଷାଦ୍‌ ଶେମ୍‌ଆଃ ହନ୍‌, ଶେମ୍‌ ନୁହୁଁଆଃ ହନ୍‌, ନୁହୁଁ ଲାମାକ୍‌ଆଃ ହନ୍‌,
37 ଲେମଖ ମଥୂଶେଲହଙ୍କ ପୁତ୍ର, ମଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର,
୩୭ଲାମାକ୍‌ ମଥୁଶେଲହଆଃ ହନ୍‌, ମଥୁଶେଲହ ହନୋକ୍‌ଆଃ ହନ୍‌, ହନୋକ୍‌ ଯେରଦ୍‌ଆଃ ହନ୍‌, ଯେରଦ୍ ମହଲ୍‌ଲେଲ୍‌ଆଃ ହନ୍‌, ମହଲ୍‌ଲେଲ୍‌ କେନନ୍‌ଆଃ ହନ୍‌,
38 କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ବରଙ୍କ ପୁତ୍ର।
୩୮କେନନ୍ ଏନୋଶ୍‌ଆଃ ହନ୍‌, ଏନୋଶ୍ ଶେଥ୍‌ଆଃ ହନ୍‌, ଶେଥ୍ ଆଦାମ୍‌ଆଃ ହନ୍‌, ଆଦାମ୍‌ ପାର୍‌ମେଶ୍ୱାର୍‌ଆଃ ହନ୍‌ ।

< ଲୂକ 3 >