< ଲୂକ 17 >
1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର;
୧ୟୀଶୁ ଆୟାଃ ଚେଲାକକେ କାଜିୟାଦ୍କଆଏ, “ଅକ ବିନିଡ଼ାଅ ହରାତେ ହଡ଼ ପାପ୍ରେ ଉୟୁଗଃଆ, ଏନ୍ ସବେନାଃ ଜାରୁଡ଼୍ଗି ହିଜୁଃଆ, ମେନ୍ଦ ଅକଏୟାଃ ହାରାତେ ନେୟାଁ ହବାଅଃଆ, ଇନିୟାଃ ଟୁଣ୍ଡୁ ଦାସା ଚିମିନ୍ ବରୱାନ୍ଗି ହବାଅଃଆ ।
2 ଏହି ସାନ ପିଲାମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାଆନ୍ତା।
୨ଜେତାଏ ନେ ହୁଡିଙ୍ଗ୍କଏତେ ମିଆଁଦ୍ନିଃକେ ପାପ୍ରେ ଉୟୁଃ ରିକାଇଏତେଦ, ଇନିଃ ଆଇଃଗି ହଟଃରେ ଜାନ୍ତାଦିରି ହାକାକେଦ୍ତେ ଦରେୟାରେ ହୁଦ୍ମାଅଃତେୟାଃ ଆୟାଃ ନାଗେନ୍ତେ ବୁଗିନ୍ ହବାଅଃତେୟାଃ ।
3 ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ-ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ।
୩ଏନାତେ ଆପେ ଚିର୍ଗାଲ୍କାନ୍ପେ, ହାଗାମ୍ ତାମାଃ ପାପ୍ଏରେଦ ଇନିଃକେ ଏଗେର୍କେଦ୍ତେ ଚେତାଇମେଁ, ଆଡଃ ଇନିଃ ହେୟାତିଙ୍ଗ୍ରେଦଃ ଛାମାଇମେଁ ।
4 ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ-ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର।”
୪ଇନିଃ ସିଙ୍ଗିସାଟୁବ୍ରେ ସାତ୍ଧାଅଁଁ ଆମାଃ ବିରୁଧ୍ରେ ପାପ୍ପେରେଦ, ଆଡଃ ସିଙ୍ଗିସାଟୁବ୍ରେ ସାତ୍ଧାଅଁଁ ଆମାଃତାଃତେ ରୁହାଡ଼୍ୟାନ୍ତେ ଆଇଙ୍ଗ୍ ହେୟାତିଙ୍ଗ୍ତାନାଇଙ୍ଗ୍ ମେନ୍ରେଦ ଇନିଃକେ ଛାମାଇ ଲାଗାତିଙ୍ଗ୍ୟାଁଃ ।”
5 ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ।
୫ଆଡଃ ପ୍ରେରିତ୍କ କାଜିକିୟା, “ହେ ପ୍ରାଭୁ ଆଲେୟାଃ ବିଶ୍ୱାସ୍ ଆଦ୍କାଏମେ ।”
6 ପ୍ରଭୁ କହିଲେ, “ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ।”
୬ପ୍ରାଭୁ ୟୀଶୁ କାଜିରୁହାଡ଼୍କେଦା, “ଆପେୟାଃ ବିଶ୍ୱାସ୍ ମିଆଁଦ୍ ମାନିଜାଙ୍ଗ୍ଲେକା ମେନାଃରେଦ, ଆମ୍ ତୁଦଃମେଁ ଆଡଃ ଦରେୟାରେ ରୟଃମେ ମେନ୍ତେ ନେ ତୁଁତ୍ଦାରୁକେ କାଜିରେ, ଏନା ଆପେୟାଃ ଆନ୍ଚୁକେ ମାନାତିୟାଁଃଏ ।
7 “କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି, ଯାହାର ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ କ୍ଷେତରୁ ଆସିଲେ ସେ ତାହାକୁ କହିବ, ଏହିକ୍ଷଣି ଆସି ଖାଇ ବସ?
୭“ଆପେକଏତେ ଜେତାଏୟାଃ ମିଆଁଦ୍ ସିହୁଃ ଚାଏ ଗୁପି ଦାସି ମେନାଇରେଦ, ଇନିଃ ପିଡ଼ିଏତେ ହିଜୁଃଲଃଗି, ଅକଏ ମାର୍ ଜଜମ୍ ଦୁବ୍ମେଁ ମେତାଇୟାଏ?
8 ସେ କଅଣ ବରଂ ତାହାକୁ କହିବ ନାହିଁ, ମୋହର ଖାଇବାର ଠିକ୍ କର, ପୁଣି, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋହର ସେବା କର, ତାହା ପରେ ତୁ ଖିଆପିଆ କରିବୁ?
୮ମେନ୍ଦ ଇନିଃ ‘ଆଇଁୟାଃ ଜମେୟାଃଁ ବାଇୟେମେଁ, ଆଡଃ ପାଟେକେଦ୍ତେ ଆଇଙ୍ଗ୍ ଆଉରିଙ୍ଗ୍ ଜମେ ନୁଁଏ ଜାକେଦ୍ ସୁସାରିଙ୍ଗ୍ମେ ଆଡଃ ଏନ୍ ତାୟମ୍ତେ ଆମ୍ ଜମ୍ନୁଁଏମେ’ ମେତାଇୟାଏ ।
9 ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କଅଣ ତାହାକୁ ଧନ୍ୟବାଦ ଦିଏ?
୯ଚିୟାଃ ଇନିଃ ଏନ୍ ଦାସିକେ ଆଚୁକାନ୍ କାମିକ କାମିକେଦାଏ ମେନ୍ତେ ଧାନ୍ୟାବାଦ୍ ଏମାଃଏ?
10 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, ‘ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ।’”
୧୦ନେ'ଲେକାତେ ଆପେୟ ସବେନ୍ ଆଚୁଆକାନ୍ କାମିକ ଚାବାକେଦ୍ତେ, ଆବୁ ପାତିୟାର୍ରଃ ଲେକାନ୍ ଦାସିକ ନାହାଁଲାବୁ, ଆବୁଆଃ ଲାଗାତିଙ୍ଗ୍ କାମିକବୁ କାମିକେଦାଃ ମେନ୍ତେ କାଜିପେ ।”
11 ସେ ଯିରୂଶାଲମ ସହରକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ।
୧୧ୟୀଶୁ ଯୀରୁଶାଲେମ୍ତେ ସେନଃତାନ୍ ଇମ୍ତା, ଶମିରୋନ୍ ଆଡଃ ଗାଲିଲ୍ ଦିଶୁମ୍ ଥାଲା ଥାଲାତେ ସେନଃତାନାଏ ତାଇକେନା ।
12 ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠରୋଗୀ ତାହାଙ୍କ ସହିତ ସାକ୍ଷାତ କଲେ;
୧୨ଇନିଃ ମିଆଁଦ୍ ହାତୁତେ ବଲତାନ୍ ଇମ୍ତା ଗେଲ୍ ନାଗେଘାଅତାନ୍ ହଡ଼କ ସାଙ୍ଗିନ୍ରେକ ତିଙ୍ଗୁୟାନ୍ତେ ଇନିଃକେ ଦାରମ୍କିୟାଃକ ।
13 ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ।
୧୩ଆଡଃ ଇନ୍କୁ “ହେ ୟୀଶୁ ଦାୟାଲେମେଁ” ମେନ୍ତେକ କାଉରିକେଦାଃ ।
14 ପୁଣି, ସେ ସେମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ।” ଆଉ ସେମାନେ ଯାଉ ଯାଉ ଶୁଚି ହେଲେ।
୧୪ଇନିଃ ଇନ୍କୁକେ ନେଲ୍କେଦ୍ତେ ମେତାଦ୍କଆଏ, “ସେନଃପେ ଆଡଃ ଯାଜାକ୍କତାଃ ଉଦୁବେନ୍ପେ ।” ଆଡଃ ଇନ୍କୁ ସେନଃତାନ୍ଲଃକ ଫାର୍ଚିୟାନା ।
15 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି,
୧୫ଇନ୍କୁଏତେ ମିଆଁଦ୍ନିଃ ଆଇଙ୍ଗ୍ ବୁଗିକାନାଇଙ୍ଗ୍ ମେନ୍ତେ ନେଲ୍ୟାନ୍ଚି କାଉରିକେଦ୍ତେ ପାର୍ମେଶ୍ୱାର୍ଆଃ ମାନାରାଙ୍ଗ୍ତାନ୍ଲଃ ହିଜୁଃରୁହାଡ଼୍ୟାନା ।
16 ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ।
୧୬ଆଡଃ ୟୀଶୁଆଃ କାଟାସୁବାରେ ଅମ୍ବାଃକେଦ୍ତେ ଇନିଃକେ ଧାନ୍ୟାବାଦ୍ ଏମ୍କିୟାଏ, ଆଡଃ ଇନିଃଦ ଶମିରୋନିରେନ୍ ତାଇକେନାଏ ।
17 ସେଥିରେ ଯୀଶୁ ଉତ୍ତର ଦେଲେ, “ଦଶ ଜଣ କଅଣ ଶୁଚି ହେଲେ ନାହିଁ?
୧୭ୟୀଶୁ କୁଲିକେଦ୍କଆଏ, “ଚିୟାଃ ସବେନ୍ ଗେଲ୍ ହଡ଼କ କାକଚି ଫାର୍ଚିୟାନା? ଏଟାଃ ନାଅଝାନ୍କ କତାଃରେକଆଃ?
18 ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ବରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୁଦୀ ଲୋକଟି ଛଡ଼ା କଅଣ ଆଉ କେହି ଫେରିଆସି ନାହିଁ?”
୧୮ଚିୟାଃ ନେ ଏଟାଃ ଦିଶୁମ୍ରେନ୍ ନିଃକେ ବାଗିକିଃତେ ପାର୍ମେଶ୍ୱାର୍କେ ଧାନ୍ୟାବାଦ୍ ଏମ୍ ନାଗେନ୍ତେ ଆଡଃ ଜେତାଏ କାକ ରୁହାଡ଼୍ୟାନା?”
19 ପୁଣି, ସେ ତାହାକୁ କହିଲେ, “ଉଠିଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”
୧୯ଏନ୍ତେ ୟୀଶୁ ଇନିଃକେ କାଜିକିୟାଏ, “ମାର୍ ବିରିଦ୍ମେ ଆଡଃ ସେନଃମେ ବିଶ୍ୱାସ୍ତାମାଃ ବୁଗିକାଦ୍ମେୟାଏ ।”
20 ଈଶ୍ବରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ;
୨୦ମିସା, ଚିମ୍ନାଙ୍ଗ୍ ଫାରୁଶୀକ ପାର୍ମେଶ୍ୱାର୍ଆଃ ରାଇଜ୍ ଚିଉଲା ହିଜୁଃଆ ମେନ୍ତେ କୁଲିକିୟାଃକ, ୟୀଶୁ ମେନ୍ରୁହାଡ଼ାଦ୍କଆଏ, “ପାର୍ମେଶ୍ୱାର୍ଆଃ ରାଇଜ୍ ଆପେୟାଃ ନେନେଲ୍ରେ କା ହିଜୁଃଆ,
21 କିମ୍ବା ଦେଖ, ଏଠାରେ ବା ସେଠାରେ ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି।”
୨୧ଆଡଃ ହଡ଼କ ନେଲେପେ ନେତାଃରେୟା, ଚାଏ ନେଲେପେ ଏନ୍ତାଃରେୟା, ମେନ୍ତେ କାକ କାଜିୟା, ଚିୟାଃଚି ପାର୍ମେଶ୍ୱାର୍ଆଃ ରାଇଜ୍ ଆପେ ଥାଲାରେଗିୟା ।”
22 କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, “ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ।
୨୨ଏନ୍ତେ ୟୀଶୁ ଆୟାଃ ଚେଲାକକେ କାଜିୟାଦ୍କଆଏ, “ଏନ୍ ନେଡା ହିଜୁଃତାନା, ଆପେକେ ମାନୱାହନ୍ଆଃ ମିପିୟାଦ୍ ହୁଲାଙ୍ଗ୍କଏତେ ମିଆଁଦ୍ ହୁଲାଙ୍ଗ୍ ନେନେଲ୍ ସାନାଙ୍ଗ୍ପେୟା, ମେନ୍ଦ କାପେ ନେଲେୟା ।
23 ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ।
୨୩ହଡ଼କ କାଜିୟାପେୟାକ, ‘ଇନିଃ ନେତାଃରିୟା, ଚାଏ ହେନ୍ତାଃରିୟା,’ ମେନ୍ଦ ଆଲ୍ପେ ସେନାଃ ।
24 କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ।
୨୪ଜୁଲ୍ତାନ୍ହିଚିର୍ଦ ସିର୍ମାଲାତାର୍ ନେ'ସାଃଏତେ ଏଟାଃସାଃ ଜାକେଦ୍ ସିର୍ମାକେ ମାସ୍କାଲେୟାଏ, ଏନ୍ ଲେକାଗି ମାନୱାହନ୍ଆଃ ହିନିଜୁଃ ହବାଅଆଃ ।
25 ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ।
୨୫ମେନ୍ଦ ସିଦାତେ ଇନିଃକେ ପୁରାଃଗି ଦୁକୁ ସାହାତିଙ୍ଗ୍ ଲାଗାତିଙ୍ଗ୍ୟାଁଃ ଆଡଃ ନେ ଦିପିଲିରେନ୍ ହଡ଼କ ଇନିଃକେକ ହିଲାଙ୍ଗ୍ଇଁଆ ।
26 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ;
୨୬ଆଡଃ ନୁହୁଁରାଃ ପାରିୟାରେ ଜେ'ଲେକା ହବାୟାନା, ମାନୱାହନ୍ଆଃ ହୁଲାଙ୍ଗ୍ରେହଗି ଏନ୍ଲେକା ହବାଅଆଃ ।
27 ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା।
୨୭ନୁହୁଁ ଲାଉକାରେ ଦେଏଃୟାନ୍ ହୁଲାଙ୍ଗ୍ ଜାକେଦ୍ ଇନ୍କୁ ଜମ୍ ନୁଁତାନ୍ ଆଣ୍ଦି ଆଡଃ ଆଣ୍ଦିଏମଃତାନ୍କ ତାଇକେନା, ଇମ୍ତାଗି ଟୁଡା ହିଜୁଃୟାନ୍ତେ ସବେନ୍କକେ ଜିୟନ୍କେଦ୍କଆଏ ।
28 ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗାଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ,
୨୮ଲୁଟ୍ଆଃ ହୁଲାଙ୍ଗ୍ରେହ ଏନ୍କାୟାନା, ଇନ୍କୁ ଜମ୍ ନୁଁତାନ୍, କିରିଙ୍ଗ୍ ଆଖ୍ରିଙ୍ଗ୍ତାନ୍, ରଏତାନ୍ ଆଡଃ ଅଡ଼ାଃ ବାଇତାନ୍କ ତାଇକେନା ।
29 କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା।
୨୯ମେନ୍ଦ ଲୁଟ୍ ସୋଦମ୍ ଏତେ ଅଡଙ୍ଗ୍ୟାନ୍ ଇମ୍ତା ସିର୍ମାଏତେ ସେଙ୍ଗେଲ୍ ଆଡଃ ଗାନ୍ଧାକ୍ ଗାମାକେଦାଏ ଆଡଃ ଏନ୍ ସବେନ୍କକେ ଜିୟନ୍ କେଦ୍କଆଏ ।
30 ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ।
୩୦ଏନ୍ ଲେକାଗି ମାନୱାହନ୍ଆଃ ଉଦୁବଃ ହୁଲାଙ୍ଗ୍ରେ ହବାଅଆଃ ।
31 ସେହି ଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ।
୩୧“ଏନ୍ ହୁଲାଙ୍ଗ୍ରେ ଜେତାଏ ସାଡ଼୍ମିରେ ତାଇନଃରେଦ ଆଡଃ ଇନିୟାଃ ମେନାଃତେୟାଃକ ଅଡ଼ାଃରେ ତାଇନ୍ରେଦ, ଏନା ଇଦିନାଗେନ୍ତେ ଆଲକାଏ ଆଡ଼୍ଗୁନ୍କା, ଆଡଃ ଏନ୍ଲେକାଗି ପିଡ଼ିଲୟଙ୍ଗ୍ରେ ତାଇନ୍ନିଃ ଦୟାତେ ଆଲକାଏ ରୁହାଡ଼୍କା ।
32 ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ।
୩୨ଲୁଟ୍ କୁଡ଼ିତେକେ ପାହାମିପେ ।
33 ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ।
୩୩ଜେତାଏ ଆୟାଃ ଜୀଉ ବାଞ୍ଚାଅ ନାଙ୍ଗ୍ ସାନାଙ୍ଗ୍ରେଦ ଏନା ଆଦେୟାଏ, ଆଡଃ ଜେତାଏ ଏନା ଆଦେରେଦ ଏନାଏ ବାଞ୍ଚାଅୟା ।
34 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
୩୪ଆଇଙ୍ଗ୍ ଆପେକେ କାଜିୟାପେ ତାନାଇଙ୍ଗ୍, ଏନ୍ ନିଦାରେ ବାର୍ହଡ଼୍ ମିଆଁଦ୍ ପାର୍କମ୍ରେକିନ୍ ଗିତିଃକାନ୍ରେଦ ମିହୁଡ଼୍କେ ଇଦିୟଃଆ ଆଡଃ ମିହୁଡ଼୍କେ ବାଗିଅଃଆ ।
35 ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
୩୫ବାରିଆ କୁଡ଼ିକିନ୍ ମିଦ୍ତେ ଜନ୍ତାଦିରିରେକିନ୍ ରିଦ୍କାତେରେଦ ମିଆଁଦ୍ନିଃକେ ଇଦିୟଃଆ ଆଡଃ ଏଟାଃନିଃକେ ବାଗିଅଃଆ ।
36 [ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।]”
୩୬ବାର୍ହଡ଼୍ ଅତେରେକିନ୍ ତାଇନ୍ରେଦ ମିଆଁଦ୍ନିଃକେ ଇଦିୟଃଆ ଆଡଃ ଏଟାଃନିଃକେ ବାଗିଅଃଆ ।”
37 ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ? ସେ ସେମାନଙ୍କୁ କହିଲେ, “ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ।”
୩୭ଇନ୍କୁ କୁଲିକିୟାଃକ, “ହେ ପ୍ରାଭୁ କତାଃରେ ନେ ସବେନାଃ ହବାଅଆଃ?” ଆଡଃ ଇନିଃ “ଅକ୍ତାଃରେ ମାଁଡ଼ା ମେନାଃ, ଏନ୍ତାଃରେ ଗିଦିକ ହୁଣ୍ଡିୟଃଆଃ” ମେନ୍ରୁହାଡ଼ାଦ୍କଆଏ ।