< ଲୂକ 17 >
1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର;
ଜିସୁନ୍ ଆ ଞଙ୍ନେମରଞ୍ଜିଆଡଙ୍ ବରେଞ୍ଜି, “ଅଙ୍ଗାଆତେଜି ଆସନ୍ ମନ୍ରାନ୍ ଇର୍ସେଲୋଙନ୍ ଗଲୋତେ, ତି ଅଡ଼୍କୋନ୍ ଅଡ଼ୋତାୟ୍ ମା, ବନ୍ଡ ଅଙ୍ଗା ମନ୍ରା ଆ ଲତ୍ତେଙ୍ଲୋଙ୍ ତି ଅଡ଼୍କୋନ୍ ଅଡ଼ୋତାୟ୍, ୟୋଙ୍, ତି ଆ ମନ୍ରା ପନବ୍ରଡନ୍ ଞାଙ୍ତେ ।
2 ଏହି ସାନ ପିଲାମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାଆନ୍ତା।
ତି ମନ୍ରା, କେନ୍ ସନ୍ନାମରଞ୍ଜି ଆମଙ୍ଲୋଙ୍ ସିଲଡ୍ ଅବୟ୍ନେଆଡଙ୍ ଇର୍ସେଲୋଙନ୍ ଆଗ୍ରବ୍ଲୋତେନ୍ ସିଲଡ୍, ଆର୍ପାୟ୍ ଆ ସଙ୍କାଲୋଙ୍ ଅବୟ୍ ଗୋର୍ନାଅରନ୍ ୟୋଡ୍ଲେ ସମେଁୟ୍ଣ୍ଡ୍ରାଲୋଙନ୍ ଆସେଃସେଡ୍ ଡେନ୍ ଆନିନ୍ ଆସନ୍ ମନଙ୍ ବନ୍ ଡେତେ ।
3 ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ-ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ।
ତିଆସନ୍ ଆମ୍ୱେଞ୍ଜି ତର୍ଡମ୍ ଆ ବର୍ନେଲୋଙ୍ ଗିୟ୍ଡମ୍ନାବା ।” “ବୋଞାଙ୍ବେନ୍ ଇର୍ସେନ୍ ଲୁମେନ୍ ଡେନ୍ ଆନିନ୍ଆଡଙ୍ କଁୟ୍ବା, ଆରି ଆନିନ୍ ଆବ୍ୟର୍ବୁଡ୍ଡିଲନ୍ ଡେନ୍ ଆନିନ୍ଆଡଙ୍ କେମାନ୍ ତିୟ୍ବା ।
4 ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ-ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର।”
ଆରି, ଆନିନ୍ ବ ଡିନ୍ନାଲୋଙ୍ ସାତତର ବିରୁଦଲୋଙ୍ବେନ୍ ଇର୍ସେନ୍ ଲୁମ୍ତେ, ଆରି ସାତତର ଅମଙ୍ବେନ୍ ୟର୍ରନ୍ ‘ଞେନ୍ ଆବ୍ୟର୍ବୁଡ୍ଡିତନାୟ୍’ ଗାମ୍ଲେ ଇୟ୍ଲାୟ୍ ବର୍ବେନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ଆଡଙ୍ କେମାନ୍ ତିୟ୍ବା ।”
5 ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ।
ସିଲତ୍ତେ ଅନାପ୍ପାୟ୍ ଞଙ୍ନେମରଞ୍ଜି ପ୍ରବୁନ୍ଆଡଙ୍ ବରେଞ୍ଜି, “ଡର୍ନେଲେଞ୍ଜି ଅବ୍ଗୋଗୋୟ୍ଲେ ତିୟ୍ଲେନ୍ ।”
6 ପ୍ରଭୁ କହିଲେ, “ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳି ଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ।”
ପ୍ରବୁନ୍ ଗାମେନ୍, “ଡର୍ନେବେନ୍ ଅବୟ୍ ସୋର୍ସୋବାୟ୍ଗୋ ଡକୋଏନ୍ ଡେନ୍, ଏତ୍ତେଲ୍ଡେନ୍ କେନ୍ ମାଲବେରିନୁବନ୍ ‘ଅମ୍ପରା ଆଜଡନ୍ ବାତ୍ତେ ପୁୟ୍ଲନ୍ ସମେଁୟ୍ଣ୍ଡ୍ରାଲୋଙନ୍ ଇୟ୍ଗୁନା’ ଏଗାମେନ୍ ଡେନ୍ ତିଆତେ ବର୍ନେବେନ୍ ଅମ୍ଡଙ୍ତେ ।”
7 “କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରି ଲୋକ କିଏ ଅଛି, ଯାହାର ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ କ୍ଷେତରୁ ଆସିଲେ ସେ ତାହାକୁ କହିବ, ଏହିକ୍ଷଣି ଆସି ଖାଇ ବସ?
“ବନ୍ଡ ଅମଙ୍ଲୋଙ୍ବେନ୍ କେନ୍ ଅନ୍ତମ୍ ଆ ମନ୍ରା ଆନା ଡକୋ, ଆ କମ୍ୱାରିମରନ୍ ବସେଙନ୍ ଅର୍ରଡାଲନ୍, ଇଜ୍ଜାନ୍ଡେନ୍ ତୁର୍ତାଙନ୍ ସିଲଡ୍ ୟର୍ରନାୟ୍ ଡେନ୍ ଆନିନ୍ ସିଲତ୍ତେମା କମ୍ୱାରିମରନ୍ଆଡଙ୍ ‘ଆୟ୍ ଗାଗାନା’ ଗାମ୍ଲେ ବର୍ତେ?
8 ସେ କଅଣ ବରଂ ତାହାକୁ କହିବ ନାହିଁ, ମୋହର ଖାଇବାର ଠିକ୍ କର, ପୁଣି, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋହର ସେବା କର, ତାହା ପରେ ତୁ ଖିଆପିଆ କରିବୁ?
ଆର୍ପାୟ୍ ଆନିନ୍, ‘ଞେନ୍ ଆସନ୍ ଗାଗାନେନ୍ ଅବ୍ଜାଡାଆ, ଆରି ଞେନ୍ ଗାଗାନେନ୍ ଅଣ୍ଡ୍ରଙ୍ ସାଡାଞନ୍ ଜାୟ୍ ରେଡ୍ଡୁବ୍ଲନ୍ ଗର୍ଗରିଁୟ୍ ରୁରୁଇଂ, ତିକ୍କି ଆମନ୍ ଗାଗାନା,’ ଗାମ୍ଲେ ଆ କମ୍ୱାରିମରନ୍ଆଡଙ୍ ଅଃବ୍ବରେ ପଙ୍?
9 ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କଅଣ ତାହାକୁ ଧନ୍ୟବାଦ ଦିଏ?
କମ୍ୱାରିମରନ୍ ବର୍ନେନ୍ ଅମ୍ଡଙ୍ଡାଲେ କାବ୍ବାଡ଼ାନ୍ ଆର୍ଲୁମେନ୍ ଆନିନ୍ କମ୍ୱାରିମରନ୍ଆଡଙ୍ ସେଙ୍କେତେ ପଙ୍?
10 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, ‘ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ।’”
ତିଅନ୍ତମ୍ ଆମ୍ୱେଞ୍ଜି ନିୟ୍ ବର୍ନେନ୍ ଅନ୍ତମ୍ ଅଡ଼୍କୋନ୍ ଆ କାବ୍ବାଡ଼ା ଏସାଡେନ୍ ସିଲଡ୍ଲ୍ଲନ୍, ‘ଇନ୍ଲେଞ୍ଜି ଅକାମି କମ୍ୱାରି, ଆଙ୍ଗାଆତେ କାବ୍ବାଡ଼ାଲେନ୍, ତିଆତେ ତୁମ୍ ଏଲୁମ୍ଲାୟ୍’ ଗାମ୍ଲେ ବର୍ନାବା ।”
11 ସେ ଯିରୂଶାଲମ ସହରକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ।
ଜିସୁନ୍ ଜିରୁସାଲମନ୍ ଆଜିର୍ରେନ୍ ଆଡିଡ୍ ସମିରୋଣନ୍ ଡ ଗାଲିଲିନ୍ ଆ ସଣ୍ଡିଗଡ୍ ଜିରେନ୍ ।
12 ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠରୋଗୀ ତାହାଙ୍କ ସହିତ ସାକ୍ଷାତ କଲେ;
ଆରି, ଆନିନ୍ ଅନ୍ନିଙ୍ ଅବୟ୍ ଆ ସାଇ ଆଗ୍ରନେନ୍ ଆଡିଡ୍, ଦସଜଣ ମୋଡ୍ଡୋମରଞ୍ଜି ଆନିନ୍ ସରିନ୍ ଇୟ୍ଲାୟ୍ ମାୟ୍ନେଜି;
13 ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ।
ଆନିଞ୍ଜି ସଙାୟ୍ଲୋଙ୍ ତନଙ୍ଡାଲେ, “ଏ ଜିସୁ, ଞନଙ୍ତିୟ୍ମର୍, ଇନ୍ଲେଞ୍ଜିଆଡଙ୍ ସାୟୁମ୍ଲେନ୍” ଗାମ୍ଲେ ବାବ୍ବାବ୍ଲେ ବର୍ରଞ୍ଜି ।
14 ପୁଣି, ସେ ସେମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ।” ଆଉ ସେମାନେ ଯାଉ ଯାଉ ଶୁଚି ହେଲେ।
ଆରି, ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଆମ୍ୱେଞ୍ଜି ଜିର୍ରେ ରାଓଡ଼ାଞ୍ଜି ଆମଙ୍ ରମ୍ମଙ୍ ରମ୍ମଙ୍ଆଡଙ୍ ଇୟ୍ ଅବ୍ତୁୟ୍ନାବା ।” ଆରି ଆନିଞ୍ଜି ଜିରା ଜିରା ମନଙେଞ୍ଜି ।
15 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି,
ବନ୍ଡ ଆନିଞ୍ଜି ଲୋଙ୍ସିଲଡ୍ ଅବୟ୍ନେ ଆଗ୍ରିୟ୍ଡମ୍ଲନେନ୍ ଆନିନ୍ ମନଙେନ୍, ସିଲଡ୍ଲ୍ଲନ୍ ଆନିନ୍ ଇସ୍ୱରନ୍ଆଡଙ୍ ସେନ୍ଲେ ସେନ୍ଲେ ଆମଙ୍ବାଞ୍ଜି ୟର୍ରନ୍,
16 ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ।
ଜିସୁନ୍ ଆଜଙ୍ଲୋଙ୍ ଲୋମ୍ଲେ ଆନିନ୍ଆଡଙ୍ ସେନେନ୍; ଆନିନ୍ ଅବୟ୍ ସମିରୋଣମର୍ ।
17 ସେଥିରେ ଯୀଶୁ ଉତ୍ତର ଦେଲେ, “ଦଶ ଜଣ କଅଣ ଶୁଚି ହେଲେ ନାହିଁ?
ସିଲତ୍ତେ ଜିସୁନ୍ ବର୍ରନେ, “ଇନି ଦସଜଣଞ୍ଜି ଅଃମ୍ମନଙ୍ଲଜି ପଙ୍?
18 ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ବରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୁଦୀ ଲୋକଟି ଛଡ଼ା କଅଣ ଆଉ କେହି ଫେରିଆସି ନାହିଁ?”
ଏତ୍ତେଲ୍ଡେନ୍ ଆରି ନଜଣ ଅଡ଼େଙ୍ଗା? ଇସ୍ୱରନ୍ଆଡଙ୍ ଗନୁଗୁ ପନେମେଙନ୍ ଆସନ୍ କେନ୍ଆନିନ୍ ତୁମ୍ ପଙ୍ ବଡେସାବାୟ୍ ୟର୍ରନାୟ୍, ଆନ୍ନିଙ୍ ଆରି ଅଃୟର୍ରନାଜି ପଙ୍?”
19 ପୁଣି, ସେ ତାହାକୁ କହିଲେ, “ଉଠିଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।”
ଆରି, ଜିସୁନ୍ ଆନିନ୍ଆଡଙ୍ ବରେନ୍, “ଡୋନା, ଜିରା, ଡର୍ନେନମ୍ ଆମନ୍ଆଡଙ୍ ମବ୍ନଙ୍ଲମ୍ ।”
20 ଈଶ୍ବରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ;
ଇସ୍ୱରନ୍ ଆ ରାଜ୍ୟ ଆଙ୍ଗା ଜିର୍ତାୟ୍ ଗାମ୍ଲେ, ପାରୁସିଞ୍ଜି ଜିସୁନ୍ଆଡଙ୍ ଆରପ୍ପୁଙେଞ୍ଜି, ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, “ଇସ୍ୱରନ୍ ଆ ରାଜ୍ୟ ଅବ୍ଗିୟ୍ତାଲନ୍ ଅଃଜ୍ଜିରାୟ୍;
21 କିମ୍ବା ଦେଖ, ଏଠାରେ ବା ସେଠାରେ ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି।”
ଇଜ୍ଜାନ୍ଡେନ୍ ‘ଗିୟ୍ବା, ତେନ୍ନେ ଅଡ଼େ ତେତ୍ତେ’ ଗାମ୍ଲେ ମନ୍ରାଞ୍ଜି ଅଃବ୍ବର୍ନେଜି; ଇନିଆସନ୍ଗାମେଣ୍ଡେନ୍ ଗିୟ୍ବା ଇସ୍ୱରନ୍ ଆ ରାଜ୍ୟ ଅମ୍ମଲୋଙ୍ବେନ୍ ଡକୋ ।”
22 କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, “ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ।
ବନ୍ଡ ଜିସୁନ୍ ଞଙ୍ନେମରଞ୍ଜିଆଡଙ୍ ବରେଞ୍ଜି, “ଅଙ୍ଗା ଆଡିଡ୍ ଆମ୍ୱେଞ୍ଜି ମନ୍ରା ଡାଙ୍ଗଡ଼ାଅନନ୍ ଆ ଡିନ୍ନାଜି ଲୋଙ୍ସିଲଡ୍ ବଡିନ୍ନା ଓୟ୍ଲେ ଏଗିୟ୍ତାୟ୍ ଗାମ୍ଲେ ଏବର୍ତନେ, ବନ୍ଡ ଗିୟ୍ଲେ ଏଃର୍ରପ୍ତିଏ, ଏନ୍ନେଗୋ ଆ ବନେଡ଼ା ଅଡ଼ୋତାୟ୍ ।
23 ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ।
‘ତେତ୍ତେ ଗିୟ୍ବା, ତେନ୍ନେ ଗିୟ୍ବା,’ ଗାମ୍ଲେ ମନ୍ରାଞ୍ଜି ଆମ୍ୱେଞ୍ଜିଆଡଙ୍ ବର୍ତବେଞ୍ଜି; ବନ୍ଡ ଆମ୍ୱେଞ୍ଜି ଏଇୟ୍ଡଙ୍, କି ଆନିଞ୍ଜିଆଡଙ୍ ଏସଣ୍ଡୋଙ୍ଡଙ୍ଜି ।
24 କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ।
ଇନିଆସନ୍ଗାମେଣ୍ଡେନ୍ ତାବ୍ରେଡନ୍ ତିଡେନ୍ ଡେନ୍ ଏଙ୍ଗାଲେ କେନ୍ ଆ ରୁଆଙ୍ ସିଲଡ୍ ତି ଆ ରୁଆଙ୍ ଜାୟ୍ ସାଆର୍ତେ ତିଅନ୍ତମ୍ ମନ୍ରା ଡାଙ୍ଗଡ଼ାଅନନ୍ ଆଜିର୍ତାଞନ୍ ଆ ଡିନ୍ନା ଏତ୍ତେଲେ ଗିୟ୍ତାତେ ।
25 ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ।
ବନ୍ଡ ଆମ୍ମୁଙ୍ ଆନିନ୍ ଗୋଗୋୟ୍ ସତିଡ୍ଲେ ସବୟ୍ଲେ ପରାନ୍ଡଣ୍ଡନ୍ ଡେତେ ଆରି କେନ୍ ନମି ଆ ମନ୍ରାଜି ଆନିନ୍ଆଡଙ୍ ବାସ୍ସେତଜି ।
26 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ;
ଆରି, ନୋଅନ୍ ଆ ବନେଡ଼ାଇଂ ଏଙ୍ଗାଗୋ ଡେଏନ୍, ମନ୍ରା ଡାଙ୍ଗଡ଼ାଅନନ୍ ଆ ବନେଡ଼ାଇଂ ନିୟ୍ ଏତ୍ତେଗୋ ମା ଡେତେ;
27 ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା।
ନୋଅନ୍ ଡାଆ ଜାଜଲୋଙନ୍ ଆଗ୍ରନେନ୍ ଆ ଡିନ୍ନା ଜାୟ୍ ମନ୍ରାଞ୍ଜି ବିବାନେନ୍, ଅନବ୍ବିବାନ୍ ଆରି ଗାଲେ ଜୋମ୍ଲେ ମଗାଡେଞ୍ଜି, ଆରି ରିଙ୍ଗେତିରନ୍ ଜିର୍ରେ ଅଡ଼୍କୋଞ୍ଜି ଇୟ୍ଲାୟ୍ ଅମ୍ମାୟାଆଜେ ।
28 ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗାଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ,
ଲୋଟନ୍ ଆ ବନେଡ଼ାଇଂ ଜାକିଁୟ୍ ଏତ୍ତେଗୋମା ଡେଏନ୍, ମନ୍ରାଞ୍ଜି ଗାଗାନେନ୍, ଞିଞିନେନ୍ ତନ୍ଣ୍ଡ୍ରମନ୍, ଗୁଗୁନୁବନ୍ ଡ ଗୁସିଂଲୋଙନ୍ ମଗାଡେଞ୍ଜି,
29 କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା।
ବନ୍ଡ ଲୋଟନ୍ ସଦୋମନ୍ ସିଲଡ୍ ଡୁଙ୍ଲନ୍ ଆଜିର୍ରେନ୍ ଆ ଡିନ୍ନା ରୁଆଙନ୍ ସିଲଡ୍ ତଗୋନ୍ ଡ ଡାରୁନ୍ ତରୁବ୍ଡାଗୋ ଅଡ଼ୋଡାଲେ ଅଡ଼୍କୋଞ୍ଜି ଜୋମ୍ତୋଡାଜେଞ୍ଜି ।
30 ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ।
ମନ୍ରା ଡାଙ୍ଗଡ଼ାଅନନ୍ ଆଗ୍ରିୟ୍ତାତେନ୍ ଆ ଡିନ୍ନା ଜାକିଁୟ୍ ତିଅନ୍ତମ୍ ଡେତେ ।”
31 ସେହି ଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ।
“ତିଆଡିନ୍ନା ଆନା ତୋଣ୍ଡୋ ବିଲେଙ୍ଲୋଙନ୍ ଡକୋତେ, ଆନିନ୍ ଅମ୍ମସିଙନ୍ ଆ ଜନବ୍ଜି ପାଙ୍ପାଙନ୍ ଆସନ୍ ପଡ୍ଲନ୍ ଜିର୍ଡଙାୟ୍ ତଡ୍; ତିଅନ୍ତମ୍ ଆନା କୋତ୍ତାଲୋଙନ୍ ଡକୋତେ ଆନିନ୍ ୟର୍ଡଙ୍ନାୟ୍ ତଡ୍ ।
32 ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ।
ଲୋଟନ୍ ଆ ଡୁକ୍ରି ଆ ବର୍ନେ ଇୟମ୍ବା ।
33 ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ।
ଆନା ଆ ପରାନ୍ନାନ୍ ଅନବ୍ମେଙନ୍ ଆସନ୍ ଏର୍ତେ ଗୋୟ୍ତେ, ଆନିନ୍ ତିଆତେ ଅବ୍ବଡ଼ୟ୍ତେ, ଆରି ଆନା ଆ ପରାନ୍ନାନ୍ ଅବ୍ବଡ଼ୟ୍ତେ ଆନିନ୍ ତିଆତେ ଅବ୍ମେଙ୍ତେ ।
34 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
ଞେନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, ତି ଆ ତଗଲ୍ ବାଗୁନେ ଆବୟନ୍ ଆ କଟଲୋଙ୍ ଲୁଡ୍ତଜି, ଅବୟ୍ନେଆଡଙ୍ ଅନୋରୋଙନ୍ ଡେତେ, ଆରି ଅବୟ୍ନେଆଡଙ୍ ଅନମ୍ରେଙନ୍ ଡେତେ ।
35 ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
ବାଗୁ ଆଇମରନ୍ ଏକ୍କାନ୍ ରିଡ୍ଡିଁୟ୍ତଞ୍ଜି, ଅବୟ୍ନେଆଡଙ୍ ଅନୋରୋଙନ୍ ଡେତେ ଆରି ଅବୟ୍ନେଆଡଙ୍ ଅନମ୍ରେଙନ୍ ଡେତେ ।
36 [ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।]”
ବାଗୁ ମନ୍ରାନ୍ କୋତ୍ତାଲୋଙନ୍ ଡକୋତଜି, ଅବୟ୍ନେଆଡଙ୍ ଅନୋରୋଙନ୍ ଡେତେ ଆରି ଅବୟ୍ନେଆଡଙ୍ ଅନମ୍ରେଙନ୍ ଡେତେ ।”
37 ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ? ସେ ସେମାନଙ୍କୁ କହିଲେ, “ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ।”
ସିଲତ୍ତେ ଞଙ୍ନେମରଞ୍ଜି ଜିସୁନ୍ଆଡଙ୍ ବରେଞ୍ଜି, “ଏ ପ୍ରବୁ ଅଙ୍ଗାଲୋଙ୍?” ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, “ଅଙ୍ଗାଲୋଙ୍ ମରାନ୍ ଡକୋତେ, ତେତ୍ତେ ମରାଜୋମ୍ତିଡଞ୍ଜି ନିୟ୍ ରୁକ୍କୁତଞ୍ଜି ।”