< ଯୋହନ 4 >

1 ଯୀଶୁ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି
ଫାରୁଶୀକ, ୟୀଶୁ ଯୋହାନ୍‌ ଏତେ ଆଦ୍‌କା ଚେଲାକେଦ୍‍ତେ ବାପ୍ତିସ୍ମାକତାନାଏ ମେନ୍ତେକ ଆୟୁମ୍‍କେଦା ନେଆଁଁ ୟୀଶୁ ଆଟ୍‌କାର୍‍କେଦାଏ ।
2 (ଯଦ୍ୟପି ଯୀଶୁ ଆପେ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ), ଏହା ଫାରୂଶୀମାନେ ଶୁଣିଅଛନ୍ତି ବୋଲି ଯେତେବେଳେ ପ୍ରଭୁ ଜାଣିଲେ,
ୟୀଶୁ ଆୟାଃତେଗି କାଏ ବାପ୍ତିସ୍ମାକ ତାଇକେନା ମେନ୍‌ଦ ଇନିୟାଃ ଚେଲାକ ବାପ୍ତିସ୍ମା ଏମାକତାନ୍‌ ତାଇକେନାକ ।
3 ସେତେବେଳେ ସେ ଯିହୂଦିୟା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ପ୍ରସ୍ଥାନ କଲେ।
ନେ ସବେନାଃ ଆଟ୍‌କାର୍‌କେଦ୍‌ଚି ଇନିଃ ଯିହୁଦା ଦିଶୁମ୍‌ ବାଗିକେଦାଏ ଆଡଃ ଗାଲିଲ୍‌ତେ ସେନ୍‌ରୁହାଡ଼୍‌ୟାନାଏ ।
4 କିନ୍ତୁ ଶମିରୋଣ ମଧ୍ୟ ଦେଇ ତାହାଙ୍କୁ ଯିବାକୁ ପଡ଼ିଲା।
ଆଡଃ ଇନିଃକେ ଶମିରୋନ୍ ଦିଶୁମ୍‌ ଥାଲା ଥାଲାତେ ସେନଃ ଲାଗାତିଙ୍ଗ୍‌ ତାଇକେନା ।
5 ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋଷେଫଙ୍କୁ ଯେଉଁ ଭୂମିଖଣ୍ଡିକ ଦାନ କରିଥିଲେ, ସେଥିର ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ନଗରରେ ପହଞ୍ଚିଲେ;
ଏନ୍ତେ ୟୀଶୁ ଶମିରୋନ୍‍ରେଆଃ ଶିଖର୍‌ ନୁତୁମ୍‌ ମିଆଁଦ୍‌ ହାତୁତେ ସେଟେର୍‌ୟାନାଏ, ଏନା ଯାକୁବ୍‌ ଆୟାଃ ହନ୍‌ ଯୋଷେଫ୍‌କେ ଏମାକାଇ ଅତେ ଜାପାଃରେ ତାଇକେନା ।
6 ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା। ଅତଏବ, ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ। ସେତେବେଳେ ମଧ୍ୟାହ୍ନ ହୋଇଥିଲା।
ଏନ୍ତାଃରେ ଯାକୁବ୍‌ଆଃ କୁଆଁ ତାଇକେନା, ଆଡଃ ୟୀଶୁ ହରା ସେସେନ୍‍ତେ ଲାଗାୟାନ୍ତେ, କୁଆଁତାଃରେ ଦୁବ୍‌ୟାନାଏ । ଇମ୍‍ତାଦ ତିକିନ୍‌ସିଙ୍ଗି ତାଇକେନା ।
7 ଆଉ, ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା। ଯୀଶୁ ତାହାକୁ କହିଲେ, “ମୋତେ ପିଇବାକୁ ଦିଅ।”
ଏନ୍ତେ ମିଆଁଦ୍‌ ଶମିରୋନ୍‍ରେନ୍‍ କୁଡ଼ି ଦାଆଃ ବୁରାଃତେ ହିଜୁଃୟାନାଏ, ଆଡଃ ୟୀଶୁ ଇନିଃକେ କାଜିକିୟାଏ, “ନୁଁଏ ଦାଆଃ ଏମାଇଙ୍ଗ୍‌ମେ ।”
8 କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ।
ଇମ୍‌ତାଙ୍ଗ୍‌ ଇନିୟାଃ ଚେଲାକଦ ଜମେୟାଃଁ କିରିଙ୍ଗ୍‌ତେ ସାହାର୍‍ତେ ସେନାକାନ୍ ତାଇକେନାକ ।
9 ସେଥିରେ ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, ଆପଣ ଜଣେ ଯିହୁଦୀ ହୋଇ କିପରି ଶମିରୋଣୀୟା ସ୍ତ୍ରୀ ଯେ ମୁଁ, ମୋʼ ହାତରୁ ପିଇବାକୁ ମାଗୁଅଛନ୍ତି? କାରଣ ଶମିରୋଣୀୟମାନଙ୍କ ସହିତ ଯିହୁଦୀମାନଙ୍କର ବ୍ୟବହାର ନାହିଁ।
ଏନ୍‍ କୁଡ଼ି ୟୀଶୁକେ କାଜିକିୟାଏ, “ଆମ୍‌ ଯିହୁଦୀ ତାନ୍‌ମେ ଆଡଃ ଆଇଙ୍ଗ୍‌ ଶମିରୋନ୍‍ରେନ୍‍ ତାନିଙ୍ଗ୍‌, ଆମ୍‌ ଚିଲ୍‍କାତେ ନୁଁଏ ଦାଆଃ ଆସି ଦାଡ଼ିତାନାମ୍‌?” ଚିୟାଃଚି ଯୀହୁଦିକଦ ଶମିରୋନି କଲଃ କାକ ମେସାଅଃ ତାଇକେନା ।
10 ଯୀଶୁ ତାହାକୁ ଉତ୍ତର ଦେଲେ, “ଈଶ୍ବରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ।”
୧୦ୟୀଶୁ କାଜିରୁହାଡ଼୍‌କିୟାଏ, “ଆମ୍‌ ପାର୍‌ମେଶ୍ୱାର୍‌ଆଃ ଏନେମ୍‍ତେୟାଃ ଆଡଃ ଦାଆଃ ଆସିନିଃ ଅକଏ ତାନିଃ, ଏନାମ୍ ସାରିରେଦ, ଆମ୍‌ ଇନିଃକେ ଆସିତେୟାଃ ଆଡଃ ଇନିଃ ଆମ୍‌କେ ଜୀନିଦ୍‌ ଦାଆଃ ଏମାମ୍‍ତେୟାଃଏ ।”
11 ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି?
୧୧ଏନ୍‌ କୁଡ଼ି କାଜିକିୟାଏ, “ଗମ୍‌କେ, ଆମାଃତାଃରେ ବୁରାଃତେଆଃଦ ବାନଆଃ ଆଡଃ କୁଆଁଦ ଇକିରା, ଏନ୍‌ ଜୀନିଦ୍‌ ଦାଆଃ କତାଃଏତେମ୍ ନାମେୟା?
12 ଆମ୍ଭମାନଙ୍କର ଯେଉଁ ପିତୃ-ପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ, ପୁଣି, ତାହାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ?
୧୨ଚିୟାଃ ଆମ୍‌ ଆଲେୟାଃ ଆପୁ ଯାକୁବ୍‌ ଏତେ ମାରାଙ୍ଗ୍‌ଆଁମ୍‌? ଇନିଃ ନେ କୁଆଁ ଏମାଦ୍‍ଲେୟାଏ ଆଡଃ ଏନାଏତେ ଆଇଃକ୍‌ହଗି ନୁଁକେଦାଏଃ, ଏନ୍‌ଲେକା ଇନିୟାଃ ହନ୍‌ହପନ୍‌କ ଆଡଃ ଇନିୟାଃ ଉରିଃକ୍‌, ମେରମ୍‌କହଁ ନୁଁକେଦାଃକ ।”
13 ଯୀଶୁ ତାହାକୁ ଉତ୍ତର ଦେଲେ, “ଯେ କେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ;
୧୩ୟୀଶୁ ଇନିଃକେ କାଜିରୁହାଡ଼୍‌କିୟାଏ, “ନେ ଦାଆଃ ନୁଁଏନିଃକେ ତେତାଙ୍ଗ୍‌ ରୁହାଡ଼ିଆ,
14 କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ।” (aiōn g165, aiōnios g166)
୧୪ମେନ୍‌ଦ ଆଇଙ୍ଗ୍‌ ଏମାଇ ଦାଆଃ ନୁଁଏ ହଡ଼ ଚିଉଲାହ କାଏ ତେତାଙ୍ଗଆଃ ଆଡଃ ଆଇଙ୍ଗ୍‌ ଏମାଇ ଦାଆଃ ଇନିଃରେ ଜାନାଅ ଜୀଦାନ୍‌ ଜାକେଦ୍‌ ଲିଙ୍ଗିୟଅଃ ଦାଆଃରେୟାଃ କୁଆଁଦାଆଃ ବାଇୟଆଃ ।” (aiōn g165, aiōnios g166)
15 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥିନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ।
୧୫ଏନ୍‌ କୁଡ଼ି କାଜିକିୟାଏ, “‘ହେ ଗମ୍‌କେ,’ ଆଇଙ୍ଗ୍‌କେ ଏନ୍‌ ଦାଆଃ ଏମାଇଙ୍ଗ୍‌ମେ, ଜେ'ଲେକାଚି ଆଇଙ୍ଗ୍‌ ଆଲକାଇଙ୍ଗ୍‌ ତେତାଙ୍ଗିଙ୍ଗ୍‌କାଃ, ଆଡଃ ଦାଆଃ ବୁରାଃନାଙ୍ଗ୍‌ ନେତାଃତେ ଆଲକାଇଙ୍ଗ୍‌ ହିଜୁଃକା ।”
16 ଯୀଶୁ ତାହାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ।”
୧୬ୟୀଶୁ ଇନିଃକେ ମେନ୍‌କିୟାଏ, “ଜୁ ଆମାଃ କଡ଼ାକେ କେଡ଼ାଇମେ,” ଆଡଃ “ନେତାଃ ହିଜୁଃବେନ୍‍ ।”
17 ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋହର ସ୍ୱାମୀ ନାହିଁ। ଯୀଶୁ ତାହାଙ୍କୁ କହିଲେ, “ମୋହର ସ୍ୱାମୀ ନାହିଁ, ଏହା ତ ଠିକ୍ କହିଲ;
୧୭ଏନ୍‌ କୁଡ଼ି ମେନ୍‌ରୁହାଡ଼ାଇୟାଏ, “ଆଇଁୟାଃ କଡ଼ା ବାଙ୍ଗାଇୟାଃ ।” ୟୀଶୁ ମେନ୍‌ରୁହାଡ଼ାଇୟାଏ, “ଆଇଁୟାଃ କଡ଼ା ବାଙ୍ଗାଇୟାଃ ମେନ୍ତେ ବୁଗିନାମ୍‌ କାଜିକେଦା,
18 କାରଣ ତୁମ୍ଭର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ୱାମୀ ନୁହେଁ; ଏହା ସତ୍ୟ କହିଅଛ।”
୧୮ଆମ୍‌ଦ ମଣେୟାଁତାଃ ଅଡ଼ାଃୟାନାମ୍‌ ଆଡଃ ଆମାଃଲଃ ନାହାଁଃ ତାଇନ୍‍ତାନ୍‍ନିଃ ଆମାଃ କଡ଼ା ନାହାଁଲିଃ, ନେଆଁଁ ଆମ୍‌ ସାର୍‌ତିଗି କାଜିୟାକାଦାମ୍‌ ।”
19 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି।
୧୯ଏନ୍‌ କୁଡ଼ି ମେନ୍‌କିୟାଏ, “ହେ ଗମ୍‌କେ, ଆମ୍‌ ନାବୀ ତାନ୍‌ମେ, ନେଆଁଁ ଆଇଙ୍ଗ୍‌ ନେଲ୍‌ଦାଡ଼ିତାନା ।
20 ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମ ସହରରେ ଅଛି।
୨୦“ଆଲେୟାଃ ହାଡ଼ାମ୍ ହଡ଼କ ନେ ବୁରୁରେ ପାର୍‍ମେଶ୍ୱାର୍‍ଆଃକ ସେୱା କେଦାଃ ମେନ୍‌ଦ ଆପେ ଯିହୁଦୀକ ମେନେତାନା, ଅକନ୍‌ ଜାଗାରେ ପାର୍‌ମେଶ୍ୱାର୍‌ଆଃ ସେୱା ଲାଗାତିଙ୍ଗ୍‌ୟାଁଃ ଏନା ଯୀରୁଶାଲେମ୍‌ରେ ମେନାଃ ।”
21 ଯୀଶୁ ତାହାକୁ କହିଲେ, “ଆଗୋ ନାରୀ, ମୋʼ କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମ ସହରରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି।
୨୧ୟୀଶୁ ଇନିଃକେ କାଜିକିୟାଏ, “ଏ କୁଡ଼ି କାଜିତାଇୟାଁଃ ପାତିୟାରେମେଁ, ଏନ୍‍ ଦିପିଲି ହିଜୁଃଆ ଅକ ଦିପିଲିରେ ଆପେ ନେ ବୁରୁରେ ଚି ଯୀରୁଶାଲେମ୍‌ରେହଁ ଆପୁଆଃ କାପେ ସେୱା ରିକାଗିଆ ।
22 ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ।
୨୨ଆପେ ଶମିରୋନ୍‌ରେନ୍‌କ କା ସାରିନିଃକେପେ ସେୱାଇତାନା; ଆଲେ ଯିହୁଦୀକ ସାରିତାନ୍‍ନିଃକେ ସେୱାଇତାନାଲେ, ଚିୟାଃଚି ଜୀଉବାଞ୍ଚାଅନିଃ ଯୀହୁଦିକଏତେ ହିଜୁଃତାନା ।
23 କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ଈଶ୍ବର ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାନ୍ତି।
୨୩ମେନ୍‌ଦ ଦିପିଲି ହିଜୁଃଆ ଆଡଃ ନାହାଁଃ ସେଟେରାକାନା, ଏନାରେ ସାର୍‌ତି ସେୱାଇନିଃକ ଆତ୍ମା ଆଡଃ ସାନାର୍‍ତିତେ ଆପୁକେକ ସେୱାଇୟା, ଆପୁଦ ନେ ଲେକାନ୍ ସେୱାଇତାନ୍‍କକେ ନାମ୍‍ତାନା ।
24 ଈଶ୍ବର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ।”
୨୪ପାର୍‌ମେଶ୍ୱାର୍‌ ଆତ୍ମା ତାନିଃ ଆଡଃ ଇନିଃକେ ସେୱାଇତାନ୍‍କ ଆତ୍ମାରାଃ ପେଡ଼େଃତେ ଏସ୍‌କାର୍‌ ଆଡଃ ସାନାର୍‌ତିତେ ସେୱାଇ ଲାଗାତିଙ୍ଗ୍‌ୟାଁଃ ।”
25 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମସୀହ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ।
୨୫ଏନ୍‌ କୁଡ଼ି ଇନିଃକେ ମେତାଇୟାଏ, “ଖ୍ରୀଷ୍ଟ୍‌ ନୁତୁମ୍‌ତାନ୍‍ ମାସି ହିଜୁଆଃଏ, ଏନାଇଙ୍ଗ୍‌ ସାରିତାନା, ଇନିଃ ହିଜୁଃକେଦ୍‍ତେ ସବେନାଃଏ ଉଦୁବାଲେୟା ।”
26 ଯୀଶୁ ତାହାକୁ କହିଲେ, “ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ।”
୨୬ୟୀଶୁ ମେତାଇୟାଏ, “ଆଇଙ୍ଗ୍‌ ଇନିଃ ତାନିଙ୍ଗ୍‌, ଅକଏଚି ଆମାଃଲଃ ଜାଗାର୍‍ତାନାଏ ।”
27 ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କଅଣ ଚାହାନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ।
୨୭ଆଡଃ ଏନ୍‍ ଦିପିଲିରେ ଇନିୟାଃ ଚେଲାକ ହିଜୁଃୟାନା ଆଡଃ ଇନିଃ ମିଆଁଦ୍‌ କୁଡ଼ିଲଃ ଜାଗାର୍‌ତାନ୍‌ ନେଲ୍‍କେଦ୍‍ତେ ହାଏକାଟ୍‍ୟାନାକ । ଏନ୍‍ରେହ ଜେତାଏ ଆମ୍‌ ଚିକ୍‌ନାଃମ୍ ସାନାଙ୍ଗ୍‌ତାନା ଚାଏ ନିଃଲଃ ଚିନାଃ ମେନ୍ତେମ୍‍ ଜାଗାର୍‍ତାନା ମେନ୍ତେ ଜେତାଏ କାକ କୁଲିକିୟା ।
28 ସେଥିରେ ସେହି ସ୍ତ୍ରୀ ଆପଣା ଜାହାଲା ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ,
୨୮ଏନ୍ତେ ଏନ୍‍ କୁଡ଼ି ଆୟାଃ ଚାଟୁ ବାଗିତୁକାକେଦ୍‌ତେ, ହାତୁତେ ସେନଃୟାନାଏ ଆଡଃ ଏନ୍ତାଃରେ ହଡ଼କକେ କାଜିୟାଦ୍‍କଆଏ,
29 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା?
୨୯“ଏଲା ମିଆଁଦ୍‌ ହଡ଼ ନେଲିପେ, ଇନିଃ ଆଇଙ୍ଗ୍‌ କାମିକାଦ୍‌ ସବେନାଃ ଆଇଙ୍ଗ୍‌କେ ଉଦୁବାଦିଇୟାଁ, ଇଦୁ ଇନିଃ ମାସି ତାନିଃ ଚି କାହା?”
30 ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ।
୩୦ଇନ୍‌କୁ ସାହାର୍‌ଏତେ ଅଡଙ୍ଗ୍‌ୟାନ୍‌ତେ ଇନିଃତାଃତେକ ହିଜୁଃୟାନା ।
31 ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରନ୍ତୁ।
୩୧ଏନ୍ତେ ଇନିୟାଃ ଚେଲାକ ବିନ୍ତିକେଦ୍‍ତେ କାଜିକିୟାଃକ, “ହେ ଗୁରୁ, ଜେତ୍‌ନାଃ କାଟିକାନ୍‌ ଜମେମେ ।”
32 କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି।”
୩୨ମେନ୍‌ଦ ୟୀଶୁ ଇନ୍‌କୁକେ କାଜିୟାଦ୍‍କଆଏ, “ଆପେ ଅକ ଜଜମ୍‍ ବିଷାଏରେ କାପେ ସାରିଆଃ, ଏନ୍‍ ଜମେୟାଃଁ ଆଇଁୟାଃତାଃରେୟା ।”
33 ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଅଛି ପରା?
୩୩ଏନ୍ତେ ଚେଲାକ ଆକ ଆକରେ ମେପେନ୍‍ୟାନାକ, “ଜେତାଏ ମିହୁଡ଼୍‌ ଇନିଃକେ ଜମେୟାଃଁ ଆଉୱାକାଇୟାଏ?”
34 ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ।
୩୪ୟୀଶୁ ଇନ୍‌କୁକେ କାଜିକେଦ୍‍କଆଏ, “ଆଇଙ୍ଗ୍‌କେ କୁଲାକାନ୍‍ନିୟାଃ ମନେଲେକା ସେସେନ୍‍ ଆଡଃ ଇନିଃ ଆଇଙ୍ଗ୍‌କେ ଏମାକାଇଙ୍ଗ୍‌ କାମି ଚାବାଏତେୟାଃ ଆଇଁୟାଃ ଜମେୟାଃଁ ତାନାଃ ।
35 ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହିସବୁ କଟାଯିବା ନିମନ୍ତେ ପାଚିଗଲାଣି।
୩୫ଚିୟାଃ ଆପେ ଚାର୍‍ ମାହିଁନା ତାୟମ୍‌ତେ ଇରୋଃ ତେବାଗାଃ ମେନ୍ତେ କାପେ କାଜିତାନା? ହେରାକାନ୍‌ ପିଡ଼ିକେ ଆରିଦ୍‍ରାକାବେପେ ଏନା ଇରୋଃ ନାଗେନ୍ତେ ବିଲି ଚାବାକାନା ନେଆଁଁ ଆଇଙ୍ଗ୍‌ କାଜିୟାପେତାନା ।
36 ଏବେ ସୁଦ୍ଧା କଟାଳି ମୂଳ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳୀ ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି। (aiōnios g166)
୩୬ନାହାଁଃ ଜାକେଦ୍‌ ଇରୋଃନିଃ ନାଲା ନାମ୍‍ତାନାଏ, ଆଡଃ ଜାନାଅ ଜୀଦାନ୍‌ ନାଗେନ୍ତେ ଜ'ଆଏ ହୁଣ୍ଡିତାନା, ଜେ'ଲେକା ଏନାତେ ହେରଃନିଃ ଆଡଃ ଇରୋଃନିଃ ବାରାନ୍‍କିନ୍‌ ମିଦ୍‍ତେକିନ୍‌ ରାସ୍‌କାଅଃଆ । (aiōnios g166)
37 କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ।
୩୭ମିଆଁଦ୍‌ ହଡ଼ ହେରେତାନାଏ ଆଡଃ ଏଟାଃନିଃ ଇରେତାନାଏ, ନେ କାଜିଦ ସାର୍‌ତିଗିଆଃ ।
38 ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରି ନାହଁ, ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି; ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ।”
୩୮ଆପେ କାପେ କାମିୟାକାଦ୍‍ତେୟାଃ ଇରେ ନାଗେନ୍ତେଇଙ୍ଗ୍‌ କୁଲ୍‌କେଦ୍‍ପେୟା । ଏଟାଃକ କାମିୟାକାଦାଃ ଆଡଃ ଆପେ ଇନ୍‌କୁଆଃ କାମିରେ ଆଦାଏପେ ନାମାକାଦା ।”
39 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।
୩୯ଆଡଃ ଏନ୍‌ ସାହାର୍‌ରେନ୍‌ ଶମିରୋନିକଏତେ ପୁରାଃ ହଡ଼କ ୟୀଶୁରେକ ବିଶ୍ୱାସ୍‌କେଦାଃ, ଚିୟାଃଚି ଏନ୍‍ କୁଡ଼ିଦ “ଇନିଃ ଆଇଙ୍ଗ୍‌ କାମିକାଦ୍‌ ସବେନାଃ ଆଇଙ୍ଗ୍‌କେ ଉଦୁବାଦିଇୟାଁ” ମେନ୍ତେ ଗାୱା ଏମ୍‍କେଦାଏ ।
40 ଅତଏବ, ସେହି ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ଦୁଇ ଦିନ ସେ ସ୍ଥାନରେ ରହିଲେ।
୪୦ଏନାମେନ୍ତେ ଶମିରୋନିରେନ୍ ଇନିଃତାଃ ହିଜୁଃଲେନ୍ତେ ଆମ୍‌ ଆଲେଲଃ ତାଇନ୍‍ମେ ମେନ୍ତେକ ବିନ୍ତିକିୟାଃ ଆଡଃ ଇନିଃ ଏନ୍ତାଃରେ ବାର୍‍ସିଙ୍ଗ୍‌ ତାଇନ୍‍ୟାନାଏ ।
41 ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ।
୪୧ଆଡଃ ଇନିୟାଃ କାଜି ନାଗେନ୍ତେ ଆଦ୍‌କା ହଡ଼କ ବିଶ୍ୱାସ୍‌କେଦାଃ ।
42 ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ।
୪୨ଆଡଃ ଇନ୍‌କୁ ଏନ୍‍ କୁଡ଼ିକେ କାଜିକିୟାଃକ, “ନାହାଁଃଦ ଆମାଃ କାଜି ନାଗେନ୍ତେ କାଲେ ବିଶ୍ୱାସ୍‌ତାନା, ଚିୟାଃଚି ଆଲେଦ ନାହାଁଃ ଆୟୁମାକାଦାଲେ ଆଡଃ ନିଃ ସାର୍‌ତିଗି ଅତେଦିଶୁମ୍‌ରାଃ ଜୀଉବାଞ୍ଚାଅନିଃ ତାନିଃ ନେଆଁଲେ ସାରିତାନା ।”
43 ସେହି ଦୁଇ ଦିନ ପରେ ସେ ସେଠାରୁ ବାହାରି ଗାଲିଲୀକୁ ଗଲେ।
୪୩ଆଡଃ ବାର୍‌ସିଙ୍ଗ୍‌ ତାୟମ୍‌ତେ ୟୀଶୁ ଏନ୍ତାଃଏତେ ଅଡଙ୍ଗ୍‌ୟାନ୍‌ତେ ଗାଲିଲ୍‌ତେ ସେନଃୟାନାଏ ।
44 କାରଣ ଭାବବାଦୀ ସ୍ୱଦେଶରେ ଆଦର ପାଆନ୍ତି ନାହିଁ ବୋଲି ଯୀଶୁ ଆପେ ସାକ୍ଷ୍ୟ ଦେଲେ।
୪୪ୟୀଶୁ ଆୟାଃତେଗି ଗାୱା ଏମ୍‍କେଦାଏ, “ନାବୀ ଆୟାଃ ଦିଶୁମ୍‌ରେ କାଏ ମାଇନଃଆ ।”
45 ପୁଣି, ସେ ଗାଲିଲୀକୁ ଆସନ୍ତେ, ପର୍ବ ସମୟରେ ସେ ଯିରୂଶାଲମ ସହରରେ ଯାହା ଯାହା କରିଥିଲେ, ସେହିସବୁ ଦେଖିଥିବାରୁ ଗାଲିଲୀୟମାନେ ତାହାଙ୍କୁ ଗ୍ରହଣ କଲେ, ଯେଣୁ ସେମାନେ ମଧ୍ୟ ପର୍ବକୁ ଯାଇଥିଲେ।
୪୫ଇନିଃ ଗାଲିଲ୍‌ତେ ତେବାଃୟାନ୍‍ଚି, ଗାଲିଲ୍‍ରେନ୍‍କ ଇନିଃକେ ଦାରମ୍‍କିୟାଃ । ଇନ୍‍କୁଦ ଯୀରୁଶାଲେମ୍‌ରେଆଃ ପାରାବ୍‌ ଦିପିଲିରେ ଇନିଃ କାମିକେଦ୍ ସବେନାଃ ନେଲାକାଦ୍‍କ ତାଇକେନା, ଚିୟାଃଚି ଇନ୍‍କୁହ ପାରାବ୍‍ତେକ ସେନ୍‌କେନା ।
46 ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ। ଆଉ ଜଣେ ରାଜକର୍ମଚାରୀ ଥିଲେ, ତାହାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା।
୪୬ୟୀଶୁ ଆଡଃଗି ଗାଲିଲ୍‌ରେୟାଃ କାନା ହାତୁରେ ତେବାଃୟାନା, ଏନ୍ତାଃରେଦ ଇନିଃ ଦାଆଃକେ ଦାଖ୍‌ରାସି ବାଇୟାକାଦ୍‌ ତାଇକେନାଏ । ଆଡଃ ଏନ୍ତାଃରେ ମିଆଁଦ୍‌ ଗମ୍‌କେ ତାଇକେନାଏ, ଇନିୟାଃ ହନ୍‌ କପର୍‌ନାହୁମ୍‌ ସାହାର୍‌ରେ ଦୁକୁତାନ୍‌ ତାଇକେନାଏ ।
47 ଯୀଶୁ ଯିହୂଦିୟା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାହାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍‍ ହୋଇଥିଲା।
୪୭ଆଡଃ ୟୀଶୁ ଯିହୁଦା ଏତେ ଗାଲିଲ୍‌ତେ ହିଜୁଆକାନାଏ ମେନ୍ତେ ଇନିଃ ଆୟୁମ୍‌କେଦ୍‌ଚି ଇନିଃତାଃତେ ସେନଃୟାନାଏ, ଆଡଃ ଆମ୍‌ ହିଜୁଃକେଦ୍‍ତେ ଆଇଁୟାଃ ହନ୍‍କେ ବୁଗିମେ ମେନ୍ତେ ବିନ୍ତିକିୟାଏ, ଚିୟାଃଚି ଇନିଃଦ ଗଜଃଲେକାନ୍‌ ତାଇକେନାଏ ।
48 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ।”
୪୮ୟୀଶୁ ଇନିଃକେ କାଜିକିୟାଏ, “ଆପେ ଚିହ୍ନାଁ ଆଡଃ ଆକ୍‌ଦାନ୍ଦାଅ କାମି କାପେ ନେଲେରେଦ କାପେ ବିଶ୍ୱାସେଆ ।”
49 ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ।
୪୯ଏନ୍‍ ଗମ୍‌କେ ମେତାଇୟାଏ, “ହେ ଗୁରୁ, ଆଇଁୟାଃ ହନ୍‌ ଗଜଃ ସିଦାରେ ହିଜୁଃମେ ।”
50 ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।” ଯୀଶୁ ସେହି ବ୍ୟକ୍ତିଙ୍କୁ ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ।
୫୦ୟୀଶୁ ଇନିଃକେ ମେନ୍‌ରୁହାଡ଼ାଇୟାଏ, “ଜୁ, ସେନଃମେ, ଆମାଃ ହନ୍‌ ଜୀହୁଦଃଆଏ ।” ଏନ୍‌ ହଡ଼ ୟୀଶୁ କାଜିକାଇ କାଜିରେ ବିଶ୍ୱାସ୍‌କେଦ୍‍ତେ ସେନଃୟାନାଏ ।
51 ପୁଣି, ସେ ଯାଉ ଯାଉ ତାହାଙ୍କ ଦାସମାନେ ତାହାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ।
୫୧ଆଡଃ ଇନିଃ ସେନଃତାନ୍‌ ତାଇକେନ୍‌ରେ ଇନିୟାଃ ଦାସିକ ଇନିଃକେ ସେନ୍‍ଦାରମ୍‍କିୟାଃକ ଆଡଃ “ହନ୍‌ତାମାଃ ଜୀହୁଦ୍‌ୟାନାଏ” ମେନ୍ତେକ ଉଦୁବ୍‌କିୟା ।
52 ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ। ସେଥିରେ ସେମାନେ ତାହାଙ୍କୁ କହିଲେ, କାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ତାହାକୁ ଜ୍ୱର ଛାଡ଼ିଗଲା।
୫୨ଏନ୍ତେ ଇନିଃ ଅକ ଦିପିଲିରେ ବୁଗି ଏଟେଦ୍‌ୟାନାଏ ମେନ୍ତେ ଇନ୍‌କୁକେ କୁଲିକେଦ୍‍କଆଏ । ଆଡଃ ଇନ୍‌କୁ ହଲା ହୁଡିଙ୍ଗ୍‌ ସିଙ୍ଗି ମିଦ୍‌ ଘାଣ୍ଟାରେ ଇନିୟାଃ ଉରିୟୁ ବାଗିକିୟାଏ ମେନ୍ତେ ଇନ୍‌କୁ କାଜିକିୟାଃକ ।
53 ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ “ତୁମ୍ଭର ପୁତ୍ର ବଞ୍ଚିଲାଣି” ବୋଲି ତାହାଙ୍କୁ କହିଥିଲେ, ଠିକ୍ ସେହି ସମୟରେ ଏହା ଘଟିଥିଲା। ଆଉ, ସେ ଆପେ ଓ ତାହାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ।
୫୩ଆଡଃ ହନ୍‍ତାମାଃ ଜୀହୁଦଃଆଏ ମେନ୍ତେ ୟୀଶୁ କାଜିୟାଇ ଦିପିଲିରେଗି ନେକାୟାନା ଏନା ଆପୁତେ ଆଟ୍‌କାର୍‍କେଦାଏ, ଏନ୍ତେ ଇନିଃ ଆଡଃ ଇନିୟାଃ ଅଡ଼ାଃରେନ୍‌କ ୟୀଶୁରେକ ବିଶ୍ୱାସ୍‌କେଦାଃ ।
54 ଯିହୂଦିୟା ପ୍ରଦେଶରୁ ପୁର୍ନବାର ଗାଲିଲୀ ପ୍ରଦେଶକୁ ଆସି ଯୀଶୁ ଏହି ଦ୍ୱିତୀୟ ଆଶ୍ଚର୍ଯ୍ୟକର୍ମ ସାଧନ କଲେ।
୫୪ୟୀଶୁ ଯିହୁଦାଏତେ ଗାଲିଲ୍‌ରେ ହିଜୁଃୟାନ୍ତେ ନେଆଁଁ ବାର୍‌ସାତେ ପେଡ଼େୟାନ୍‌ କାମି କାମିକେଦାଏ ।

< ଯୋହନ 4 >