< ମାର୍କ 2 >

1 ଚିମିନ୍‌ ମାହାଁ ତାୟମ୍‌ତେ, ୟୀଶୁ କପର୍‌ନାହୁମ୍‌ତେ ଆଇଃକ୍‌ ତାଇନଃ ଅଡ଼ାଃତେ ରୁହାଡ଼୍‌ୟାନ୍‌ଚି, ଅଡ଼ାଃରିୟା ମେନ୍ତେ ଇନ୍‌କୁ ଆୟୁମ୍‌କେଦା,
କେତେକ ଦିନ ଉତ୍ତାରେ ଯୀଶୁ ପୁନର୍ବାର କଫର୍ନାହୂମରେ ପ୍ରବେଶ କରନ୍ତେ ସେ ଗୃହରେ ଅଛନ୍ତି ବୋଲି ଜନରବ ହେଲା।
2 ଏନ୍ତେଦ ହଡ଼କ ପୁରାଃଗି ହୁଣ୍ଡିୟାନ୍ତେ ଏନ୍ତାଃରେ ଦୁଆର୍‌ପିଣ୍ଡିଗିରେହ ଠାୟାଦ୍‌ କା ତାଇକେନା, ଆଡଃ ୟୀଶୁ ଇନ୍‌କୁକେ ବାଚାନ୍‌ ଉଦୁବାଦ୍‌କଆଏ ।
ସେଥିରେ ଏତେ ଲୋକ ଏକତ୍ର ହେଲେ ଯେ, ଦ୍ୱାର ପାଖରେ ସୁଦ୍ଧା ଆଉ ସ୍ଥାନ ରହିଲା ନାହିଁ, ପୁଣି, ସେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରିବାକୁ ଲାଗିଲେ।
3 ଏନ୍‌ ଦିପିଲିରେ, ମିଆଁଦ୍‌ ବାତ୍‌କାନ୍‌ ହଡ଼କେ ଚାର୍‌ଝାନ୍‌ ହଡ଼କ ଇନିଃତାଃତେକ ଗଅଃ ଆଉକିୟା ।
ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକୁ ଚାରି ଜଣଙ୍କ ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ,
4 ମେନ୍‌ଦ ଗାଦେଲ୍‌ ହଡ଼କ ନାଗେନ୍ତେ ଇନ୍‌କୁ ୟୀଶୁଆଃ ନାଡ଼େଃତେ କାକ ସେନ୍‌ଦାଡ଼ିୟାନା । ଏନାମେନ୍ତେ ୟୀଶୁ ତିଙ୍ଗୁକାନ୍‌ତାଃରାଃ ଅଡ଼ାଃ ସାଡ଼୍‌ମି ଗେନାକେଦ୍‌ତେ, ଏନ୍‌ ବାତ୍‌କାନ୍‌ନିଃକେ, ବାଟିୟାକାନ୍‌ ପାର୍‌କମ୍‌ଲଃଗି ଆଡ଼୍‌ଗୁକିୟାକ ।
କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇଦେଲେ।
5 ଆଡଃ ୟୀଶୁ ଇନ୍‌କୁଆଃ ବିଶ୍ୱାସ୍‌ ନେଲ୍‌କେଦ୍‌ତେ ବାତ୍‌କାନ୍‌ନିଃକେ ମେତାଇୟାଏ, “ଏ ହନ୍‌ ଆମାଃ ପାପ୍‌କ ଛାମାୟାନା ।”
ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା।”
6 ଏନ୍ତାଃରେ ଦୁବାକାନ୍‌ ଚିମିନ୍‌ ଆଇନ୍‌ ଇତୁକ ଏନା ନେଲ୍‌କେଦ୍‌ତେ ଆକ ଆକଆଃ ମନ୍‌ରେ ପାହାମ୍‌କେଦାଃକ,
କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ,
7 “ନିଃ ଚିଲ୍‌କାକେଦ୍‌ତେ ନେ ଲେକାଏ କାଜି ଦାଡ଼ିତାନ୍‌? ନିଃଦ ପାର୍‌ମେଶ୍ୱାର୍‌କେ ନିନ୍ଦାଇତାନା, ମିହୁଡ଼୍‌କେ ବାଗିକେଦ୍‌ତେ, ମେନ୍‌ଦ ପାର୍‌ମେଶ୍ୱାର୍‌ ବେଗାର୍‌ ଅକଏ ପାପ୍‌ ଛାମା ଏମ୍‌ ଦାଡ଼ିୟାଏ ।”
ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ବର ନିନ୍ଦା କରୁଅଛି; କେବଳ ଜଣଙ୍କ ବିନା, ଅର୍ଥାତ୍‍ ଈଶ୍ବରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?
8 ଇନ୍‌କୁ ଏନ୍‌ଲେକା ଆକଆଃ ମନ୍‌ରେ ପାହାମ୍‌ତାନା ମେନ୍ତେ ୟୀଶୁ ଇମ୍‌ତାଗି ଆୟାଃ ଆତ୍ମାରେ ଆଟ୍‌କାର୍‌କେଦା, ଆଡଃ ମେତାଦ୍‌କଆଏ, “ଆପେ ଆପେୟାଃ ମନ୍‌ରେ ଚିନାଃପେ ଉଡ଼ୁଃତାନା?”
ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କବିତର୍କ କରୁଅଛ?
9 ଅକ୍‌ନାଃ ରାୱାଲାଃ, ନେ ବାତ୍‌କାନ୍‌ନିଃକେ “ପାପ୍‌ ତାମାଃକ ଛାମାୟାନା” କାଜିତେୟାଃ ରାୱାଲାଃ ଚି “ବିରିଦ୍‌ମେ, ପାର୍‌କମ୍‌ ତାମାଃ ଗଅଃକେଦ୍‌ତେ ସେନଃମେ” ମେନ୍ତେ କାଜିତେୟାଃ ରାୱାଲା?
କଅଣ ସହଜ? ପକ୍ଷାଘାତ ରୋଗୀକୁ ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା?
10 ୧୦ ମେନ୍‌ଦ ଆପେ ସାରିଦାଡ଼ି ନାଗେନ୍ତେ ଉଦୁବାପେତାନାଇଙ୍ଗ୍‌ ନେ ଅତେଦିଶୁମ୍‌ରେ ପାପ୍‌ ଛାମାରେୟାଃ ଆକ୍‌ତେୟାର୍‌ ମାନୱାହନ୍‌ଆଃ ମେନାଃ, ଏନ୍‌ ବାତ୍‌କାନ୍‌ନିଃକେ କାଜିକିୟାଏ,
କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ,
11 ୧୧ ଆଇଙ୍ଗ୍‌ କାଜିମେତାନାଇଙ୍ଗ୍‌, “ମାର୍‌ ବିରିଦ୍‌ମେ ଆଡଃ ପାର୍‌କମ୍‌ତାମାଃ ଗଅଃକେଦ୍‌ତେ ଆମାଃ ଅଡ଼ାଃତେ ସେନଃମେ ।”
“ମୁଁ ତୁମ୍ଭକୁ କହୁଅଛି, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ।”
12 ୧୨ ଇମ୍‌ତାଗି ଇନିଃ ବିରିଦ୍‌ୟାନାଏ, ଆଡଃ ଆୟାଃ ପାର୍‌କମ୍‌ ଗଅଃକେଦ୍‌ତେ ସବେନ୍‌କଆଃ ସାମ୍‌ନାଙ୍ଗ୍‌ରେ ସେନଃୟାନାଏ, ଏନାତେ ସବେନ୍‌କ ଆକ୍‌ଦାନ୍ଦାଅଃତାନ୍‌ଲଃ ମେନ୍‌କେଦାଃକ “ନେ ଲେକା ଚିଉଲାହ କାବୁ ନେଲାକାଦ୍‌ ତାଇକେନା, ଆଡଃ ପାର୍‌ମେଶ୍ୱାର୍‌କେ ମାରାଙ୍ଗ୍‌କିୟାକ ।”
ସେଥିରେ ସେ ଉଠି ତତ୍‌କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ଭିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ।
13 ୧୩ ଆଡଃଗି ୟୀଶୁ ଗାଲିଲ୍‌ ଦରେୟା ଗେନାତେ ସେନଃୟାନାଏ, ଗାଦେଲ୍‌ ହଡ଼କ ଇନିଃତାଃକ ହିଜୁଃୟାନା ଆଡଃ ଇନିଃ ଇନ୍‌କୁକେ ଇତୁ ଏଟେଦ୍‌କେଦ୍‌କଆ ।
ଯୀଶୁ ପୁନର୍ବାର ସମୁଦ୍ରକୂଳକୁ ବାହାରିଗଲେ, ଆଉ ଲୋକସମୂହ ତାହାଙ୍କ ନିକଟକୁ ଆସନ୍ତେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।
14 ୧୪ ଆୟାର୍‌ତେ ସେନଃତାନ୍‌ ଦିପିଲିରେ ଆଲ୍‌ଫିୟାନ୍‌ରାଃ ହନ୍ତେକଡ଼ା ଲେବୀ ଆୟାଃ ମାଲ୍‌ହାରମ୍‌ ଠାୟାଦ୍‌ରେ ଦୁବାକାନ୍‌ ନେଲ୍‌କେଦ୍‌ତେ ୟୀଶୁ କାଜିକିୟାଏ, “ଦେଲା ଅତଙ୍ଗ୍‌ଇଙ୍ଗ୍‌ମେ ।” ଏନ୍ତେ ଇନିଃ ବିରିଦ୍‌କେଦ୍‌ତେ ଅତଙ୍ଗ୍‌କିୟା ।
ପୁଣି, ସେ ଯାଉ ଯାଉ ଆଲଫିଙ୍କ ପୁତ୍ର ଲେବୀଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ।
15 ୧୫ ତାୟମ୍‌ ଦିପିଲିରେ ୟୀଶୁ ଲେବୀଆଃ ଅଡ଼ାଃରେ ଜମ୍‌ନାଙ୍ଗ୍‌ ଦୁବାକାନ୍‌ ତାଇକେନାଏ, ଇମ୍‌ତାଙ୍ଗ୍‌ ୟୀଶୁକେ ଅତଙ୍ଗ୍‌ଇଁତାନ୍‌ ପୁରାଃ ମାଲ୍‌ହାରମ୍‌କ, ପାପିକ ୟୀଶୁ ଆଡଃ ଆୟାଃ ଚେଲାକଲଃ ଜଜମ୍‌କ ଦୁବ୍‌ୟାନା ।
ଆଉ ଯୀଶୁ ତାହାଙ୍କ ଗୃହରେ ଭୋଜନ କରିବାକୁ ବସିବା ସମୟରେ ଅନେକ କରଗ୍ରାହୀ ଏବଂ ପାପୀ, ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ; କାରଣ ସେମାନେ ଅନେକ ଥିଲେ ପୁଣି, ତାହାଙ୍କର ଅନୁଗମନ କରୁଥିଲେ।
16 ୧୬ ଫାରୁଶୀକଏତେ ଚିମିନ୍‌ ଆଇନ୍‌ ଇତୁକ, ୟୀଶୁକେ ମାଲ୍‌ହାରମ୍‌ ଆଡଃ ପାପିକଲଃ ଜମ୍‌ତାନ୍ ନେଲ୍‌କେଦ୍‌ତେ ଆୟାଃ ଚେଲାକକେ କାଜିୟାଦ୍‌କଆକ “ଚିନାଃମେନ୍ତେ ଇନିଃ ନେ ଲେକାନ୍‌ ହଡ଼କଲଃ ଜମ୍‌ତାନାଏ?”
ସେ ପାପୀ ଓ କରଗ୍ରାହୀମାନଙ୍କ ସହିତ ଭୋଜନ କରୁଅଛନ୍ତି, ଏହା ଦେଖି ଫାରୂଶୀ-ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ଏ କଅଣ? ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି!
17 ୧୭ ୟୀଶୁ ନେୟାଁ ଆୟୁମ୍‌କେଦ୍‌ତେ କାଜିୟାଦ୍‌କଆଏ, “ବୁଗିନ୍‌ ହଡ଼କ ନାଗେନ୍ତେ ମେନ୍ତେଦ କା, ମେନ୍‌ଦ ହାସୁତାନ୍‌କ ନାଗେନ୍ତେ ବାଇଦ୍‌ ଲାଗାତିଙ୍ଗ୍‌ୟାଁଃ, ଧାର୍‌ମାନ୍‌ ହଡ଼କକେ କେଡ଼ା ନାଗେନ୍ତେଦ କା ମେନ୍‌ଦ ପାପିକକେ କେଡ଼ା ମେନ୍ତେଇଙ୍ଗ୍‌ ହିଜୁଃକାନା ।”
ଯୀଶୁ ତାହା ଶୁଣି ସେମାନଙ୍କୁ କହିଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି; ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି।”
18 ୧୮ ଯୋହାନ୍‌ ଡୁବାକ୍‌ରାଃ ଚେଲାକ ଆଡଃ ଫାରୁଶୀକ କାଟାବ୍‌ ତାଇକେନ୍‌ ଦିପିଲିରେ ଚିମିନ୍‌ ହଡ଼ ୟୀଶୁତାଃ ହିଜୁଃକେଦ୍‌ତେ କୁଲିକିୟାକ, “ଚିନାଃମେନ୍ତେ ଯୋହାନ୍‌ ଡୁବାକ୍‌ରାଃ ଚେଲାକ ଆଡଃ ଫାରୁଶୀକଆଃ ଚେଲାକ କାଟାବାଃ? ମେନ୍‌ଦ ଆମାଃ ଚେଲାକଦ କାକ କାଟାବାଃ?”
ଯୋହନଙ୍କର ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ। ସେଥିରେ ସେମାନେ ଆସି ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?
19 ୧୯ ୟୀଶୁ ମେତାଦ୍‌କଆଏ, “ଆଣ୍‌ଦିଅଡ଼ାଃରେ ଦୁହ୍ଲାକଡ଼ା ବାଲାକଲଃ ତାଇନଃରେ, ବାଲାକ ଚିଲ୍‌କାତେ ରେଙ୍ଗେଃ କାଟାବ୍‌ଗି ତାଇନାଃକ? କାହାଗି, ଏନ୍‌କାଦ କା ହବାଅଆଃ ଆକଲଃ ଦୁହ୍ଲାକଡ଼ା ତାଇନଃ ଜାକେଦ୍‌ କାକ କାଟାବ୍‌ ଦାଡ଼ିୟାଃ ।”
ଯୀଶୁ ସେମାନଙ୍କୁ କହିଲେ, “ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରିପାରନ୍ତି? ବର ଯେପର୍ଯ୍ୟନ୍ତ ସେମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ ଉପବାସ କରିପାରନ୍ତି ନାହିଁ।
20 ୨୦ ମେନ୍‌ଦ ନେଡା ତେବାଗାଃ, ଆଡଃ ଦୁହ୍ଲାକଡ଼ାକେ ଇନ୍‌କୁଆଃ ଥାଲାଏତେ ଇଦିୟଃଆ, ଏନ୍‌ ଦିପିଲିରେ ଇନ୍‌କୁ ରେଙ୍ଗେଃ କାଟାବ୍‌ ରିକାଏୟାକ ।
କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେହି ଦିନ ସେମାନେ ଉପବାସ କରିବେ।
21 ୨୧ “ଜେତାଏ ନାୱା ଲିଜାଃରାଃ କେଚାଃ ମାରି ଲିଜାଃରେ ଜଡ଼ାଇକେଦ୍‌ତେ କାଏ ତୁନାଏୟା, ଏନ୍‌କାଲେରେ ନାୱା ଲିଜାଃରାଃ କେଚାଃ ମାରି ଲିଜାଃଏତେ ଆଡଃଗି ଚେଚାଃ ଇଦିୟାଏ, ଆଡଃ ଏନ୍‌ ଚେଚାଃ ସିଦାଏତେ ଆଡଃଗି ମାରାଙ୍ଗ୍‌ ଇଦିୟଃଆ ।
କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ନୂଆ ତାଳି ପୁରୁଣା ଲୁଗାରୁ ବେଶି ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ଚିରା ହୁଏ।
22 ୨୨ ଆଡଃ ନାୱା ଦାଖ୍‌ରାସିକେ ମାରି ଉହୁର୍‌ତୁମ୍ବାରେ ଜେତାଏ କାକ ଦୁଲ୍‌ପେରେଜେୟା, ଏନ୍‌କାଲେରେ ଦାଖ୍‌ରାସି ଉହୁର୍‌ତୁମ୍ବାକେ ଅଡ଼େଃତାଃଏ ଆଡଃ ଦାଖ୍‌ରାସି ଲିଙ୍ଗି ଏଣ୍ଡାଗଃଆ, ଏନାମେନ୍ତେ ନାୱା ଦାଖ୍‌ରାସିକେଦ ନାୱା ଉହୁର୍‌ତୁମ୍ବାରେ ପେରେଜାଃକ ।”
ଆଉ କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ ନାହିଁ; ରଖିଲେ ତାହା କୁମ୍ପା ଫଟାଇଦିଏ, ପୁଣି, ଦ୍ରାକ୍ଷାରସ ଓ କୁମ୍ପା ଉଭୟ ନଷ୍ଟ ହୁଏ। କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖିବା ଉଚିତ।”
23 ୨୩ ମୁସିଙ୍ଗ୍‌ ରୁଡ଼ୁନ୍‌ ହୁଲାଙ୍ଗ୍‌ ୟୀଶୁ ହେରାକାନ୍‌ ପିଡ଼ି ଥାଲାଥାଲାତେ ଚେଲାକଲଃ ସେନଃତାନ୍‌ ତାଇକେନାଏ, ଆଡଃ ଇନିୟାଃ ଚେଲାକ ସେନ୍‌ତାନ୍‌ଲଃ ଗେଲେକ ହଦ୍‌ ଏଟେଦ୍‌କେଦା ।
ଥରେ ଯୀଶୁ ବିଶ୍ରାମବାର ଦିନରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ, ଆଉ ତାହାଙ୍କ ଶିଷ୍ୟମାନେ ଯାଉ ଯାଉ ଶସ୍ୟର ଶିଁଷା ଛିଣ୍ଡାଇବାକୁ ଲାଗିଲେ।
24 ୨୪ ଆଡଃ ଫାରୁଶୀକ ୟୀଶୁକେ କାଜିକିୟାଃକ, “ନେଲେମେ, ରୁଡ଼ୁନ୍‌ ହୁଲାଙ୍ଗ୍‌ରେ ଆମାଃ ଚେଲାକ ଆଇନ୍‌ ଲେକାତେ ଅକ୍‌ନାଃ କା ଠାଉକାନ୍‌ କାମି ତାନାଃ, ଏନା ଚିନାଃମେନ୍ତେକ ରିକାତାନା?”
ଏଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ,
25 ୨୫ ୟୀଶୁ ଇନ୍‌କୁକେ କାଜିରୁହାଡ଼ାଦ୍‌କଆଏ, “ଦାଉଦ୍‌ଆଃ ଜମେୟାଃଁ କା ତାଇକେନା ଇମ୍‌ତା ଇନିଃ ଆଡଃ ଆୟାଃ ଗାତିକ ରେଙ୍ଗେଃୟାନ୍‌ ଇମ୍‌ତା, ଇନିଃ ଚିନାଃଏ ଚିକାକାଦ୍‌ ତାଇକେନା, ଏନା ଚିଉଲାହ ଚି କାପେ ପାଢ଼ାଅକାଦା?
ଏମାନେ କାହିଁକି ତାହା କରୁଅଛନ୍ତି? ଯୀଶୁ ସେମାନଙ୍କୁ କହିଲେ, “ଦାଉଦଙ୍କର ଅଭାବ ସମୟରେ ଯେତେବେଳେ ସେ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହୋଇଥିଲେ, ସେତେବେଳେ ସେ କଅଣ କରିଥିଲେ, ତାହା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?
26 ୨୬ ଚିଲ୍‌କା ଇନିଃ ମାରାଙ୍ଗ୍‌ ଯାଜାକ୍‌ ଅବିୟାଥର୍‌ରାଃ ସାମାଏରେ ପାର୍‌ମେଶ୍ୱାର୍‌ଆଃ ଅଡ଼ାଃତେ ବଲୟାନା ଆଡଃ ଅକ୍‌ନାଃକେଚି ଆଇନ୍‌ ଲେକାତେ ଯାଜାକ୍‌କକେ ଏସ୍‌କାର୍‌ ଜମେବାଇୟଃ ହଲଙ୍ଗ୍‌କେ ଜମ୍‌କେଦାଏ ଆଡଃ ଆୟାଃ ଗାତିକକେୟ ଜମ୍‌ନାଙ୍ଗ୍‌ ଏମାଦ୍‌କଆଏ ।”
ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ।”
27 ୨୭ ଆଡଃ ଟୁଣ୍ଡୁରେ ୟୀଶୁ ମେତାଦ୍‌କଆଏ, “ରୁଡ଼ୁନ୍‌ ହୁଲାଙ୍ଗ୍‌କେ ମାନୱାରାଃ ବୁଗିନାଃ ନାଗେନ୍ତେ ବାଇୟାକାନା, ମେନ୍‌ଦ ମାନୱାକେ ହାମ୍ବାଲ୍‌ତେ ତେନ୍‌ ନାଗେନ୍ତେ କାହାଗି ।
ଆଉ ସେ ସେମାନଙ୍କୁ କହିଲେ, “ବିଶ୍ରାମବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇ ନାହିଁ।
28 ୨୮ ନେ ଲେକାଗି ମାନୱାହନ୍‌ ରୁଡ଼ୁନ୍‌ ହୁଲାଙ୍ଗ୍‌ରେନ୍‌ ହଁ ଗମ୍‌କେ ତାନିଃ ।”
ତେଣୁ ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ ଅଟନ୍ତି।”

< ମାର୍କ 2 >