< Actuum Apostolorum 7 >

1 Dixit autem princeps sacerdotum: Si haec ita se haberent?
ବଡ୍‌ ପୁଜାରି ତିପାନ୍‌କେ ପାଚାର୍‌ଲା, “ତର୍‌ ବିରୁଦେ କଇବା ଏ ସବୁ କାତା ସତ୍‌ କି?”
2 Qui ait: Viri fratres, et patres audite: Deus gloriae apparuit patri nostro Abrahae cum esset in Mesopotamia, prius quam moraretur in Charan.
ତିପାନ୍‌ କଇଲା, “ଇତି ରଇବା ମର୍‌ ବାଇମନ୍‌ ଆରି ବାବାମନ୍‌ ଅଲପ୍‌ ସୁନା, ଆମର୍‌ ଆନିଦାଦି ଅବ୍‌ରାଆମ୍ ଆରନେ ବାସା ଅଇବାକେ ଜିବା ଆଗ୍‌ତୁ ମଇମା କର୍‌ବା ପର୍‌ମେସର୍‌ ମେସପଟାମିଆଇ ଦେକାଇଅଇଲା ।”
3 et dixit ad illum: Exi de terra tua, et de cognatione tua, et veni in terram, quam monstravero tibi.
ଆରି ତାକେ କଇଲା, 'ତମର୍‌ ଦେସ୍‌ ଆରି ତମର୍‌ କୁଟୁମ୍‌କେ ଚାଡିକରି ମୁଇ ଜନ୍‌ ଦେସ୍‌ ଦେକାଇବି, ସେ ଦେସେ ଜା ।
4 Tunc exiit de terra Chaldaeorum, et habitavit in Charan. Et inde, postquam mortuus est pater eius, transtulit illum in terram istam, in qua nunc vos habitatis.
ତେବର୍‌ପାଇ ସେ ତାର୍‌ ଦେସ୍‌ ଚାଡିକରି ଆରାନ୍‌ ନାଉଁର୍‌ ଗଟେକ୍‌ ଦେସେ ବାସା ଅଇବାକେ ଗାଲା । ଅବ୍‌ରାଆମର୍‌ ବାବା ମଲା ପଚେ, ପର୍‌ମେସର୍‌ ତାକେ, ତମେ ରଇବା ଏ ଦେସେ ଆନ୍‌ଲା ।
5 Et non dedit illi hereditatem in ea, nec passum pedis: sed repromisit dare illi eam in possessionem, et semini eius post ipsum, cum non haberet filium.
ସେବେଲେ ପର୍‌ମେସର୍‌ ଅବ୍‌ରାଆମ୍‍କେ ଏ ଦେସେ କାଇ ଅଦିକାର୍‌ କି ପାଦେକ୍‌ ଜମି ମିସା ଦେଇ ନ ରଇଲା । ମାତର୍‌ ତାକେ ଏ ଦେସ୍‌ ପଚେ ଦେବାକେ ପର୍‌ମେସର୍‌ କାତାଦେଇରଇଲା । ଆରି ସେଟା ତାର୍‌ ନାତିତିତି ମନର୍‌ ପାଇ ଅଇସି ବଲି ସପତ୍‌ କଲା । ପର୍‌ମେସର୍‌ ଏ କାତା ଦେଇରଇଲା ବେଲେ ଅବ୍‌ରାଆମ୍‍କେ ପିଲାଟକି ନ ଅଇରଇଲା ।
6 Locutus est autem ei Deus: Quia erit semen tuum accola in terra aliena, et servituti eos subiicient, et male tractabunt eos annis quadringentis:
ସେବେଲେ ପର୍‌ମେସର୍‌ ଅବ୍‌ରାଆମ୍‍କେ ଏନ୍ତିବଲି କଇରଇଲା, “ତମର୍‌ ନାତିତିତିମନ୍‌ ବିନ୍‌ ଦେସେ ଚାଲିସ୍‌ ବରସ୍‌ ଜାକ ଗତି ଅଇକରି ରଇବାଇ । ସେ ଦେସର୍‌ ଲକ୍‌ ସେମନ୍‌କେ କରାପ୍‌ ଚଲାଚଲ୍‌ତି ଦେକାଇବାଇ ।
7 et gentem cui servierint, iudicabo ego, dixit Dominus. et post haec exibunt, et servient mihi in loco isto.
ମାତର୍‌ ସେମନ୍‌ ଜନ୍‌ ଲକ୍‌ମନର୍‌ ସେବା କର୍‌ବାଇ, ମୁଇ ସେ ଲକ୍‌ମନ୍‌କେ ବିଚାର୍‌ କର୍‌ବି । ପଚେ ତମର୍‌ ନାତିତିତିମନ୍‌ ସେ ଦେସେଅନି ବାରଇ ଆଇବାଇ ଆରି ଏ ଜାଗାଇ ମର୍‌ ଉପାସନା କର୍‌ବାଇ ।”
8 Et dedit illi testamentum circumcisionis: et sic genuit Isaac, et circumcidit eum die octavo: et Isaac, et Iacob: et Iacob, duodecim Patriarchas.
ତାର୍‌ପଚେ ପର୍‌ମେସର୍‌ ଅବ୍‌ରାଆମର୍‌ ସଙ୍ଗ୍‍ କାତାଦେଇ ରଇବା ରାଜିନାମାର୍‌ ଚିନ୍‌ ଇସାବେ ସୁନତ୍‌ କର୍‌ବା ବିଦି ତିଆର୍‌ କଲା । ଇସାକ୍‌ ଜନମ୍‌ ଅଇ ଆଟ୍‍ଦିନ୍‌ ପଚେ ଅବ୍‌ରାଆମ୍ ତାକେ ସୁନତ୍‌ କଲା । ପଚେ ଇସାକ୍‌ ତାର୍‌ ପଅ ଜାକୁବ୍‌କେ ସେନ୍ତାରି କଲା । ସେନ୍ତାରିସେ ଜାକୁବ୍‌ ତାର୍‌ ବାର୍‌ଟା ପଅମନ୍‌କେ ସୁନତ୍‌ କଲା, ଜନ୍‌ ଲକ୍‌ମନ୍‌ କି ଆମର୍‌ ଡାକ୍‌ପୁଟା ସଙ୍ଗ୍‍ ରଇବା ଆନିଦାଦିମନ୍‌ ।
9 Et Patriarchae aemulantes, Ioseph vendiderunt in Aegyptum. et erat Deus cum eo:
“ଜାକୁବର୍‌ ପଅମନ୍‌ ତାକର୍‌ ସାନ୍‌ ବାଇ ଜସେପ୍‌କେ ଇଁସା ଅଇକରି, ମିସର୍‌ ଦେସର୍‌ ବେବାରିମନ୍‌କେ ବିକିଦେଲାଇ । ମାତର୍‌ ପର୍‌ମେସର୍‌ ଜସେପର୍‌ ସଙ୍ଗ୍‍ ରଇଲା ।
10 et eripuit eum ex omnibus tribulationibus eius: et dedit ei gratiam, et sapientiam in conspectu Pharaonis regis Aegypti, et constituit eum praepositum super Aegyptum, et super omnem domum suam.
୧୦ଆରି ସବୁ ଦୁକ୍‌ କସ୍‌ଟତେଇଅନି ତାକେ ରକିଆ କଲା । ଜେଡେବେଲେ ଜସେପ୍‌ ମିସର୍‌ ରାଜାର୍‌ ମୁଆଟେ ଟିଆଅଇଲା, ପର୍‌ମେସର୍‌ ତାକେ ଗିଆନ୍‌ ଦେଲା । ଆରି ସବୁଲକ୍‌ ମନ୍‌କଲାପାରା ଚଲାଚଲ୍‍ତି ଦେଲା । ପାର ରାଜା ଜସେପ୍‌କେ ସେ ଦେସର୍‌ ସାସନ୍‌କାରିଆ ଆରି ତାର୍‌ କୁଟୁମର୍‌ ସବୁ ଦେକାରକା କର୍‌ବା ଦାଇତ୍‌ ସର୍‌ପି ଦେଲା ।
11 Venit autem fames in universam Aegyptum, et Chanaan, et tribulatio magna: et non inveniebant cibos patres nostri.
୧୧ଜସେପ୍‌ ସାସନ୍‌କାରିଆ ରଇଲାବେଲେ ମିସର୍‌ ଆରି କିଣାନ୍‌ ଦେସେ ମର୍‌ଡି ଅଇଲା ଜେ ଲକ୍‌ମନ୍‌ ବେସି ଅଇରାନ୍‌ ଅଇଗାଲାଇ । ସେବେଲେ ଆମର୍‌ ଆନିଦାଦିମନ୍‌କେ କାଇଟା ମିସା କାଇବାଟା ମିଲେନାଇ ।
12 Cum audisset autem Iacob esse frumentum in Aegypto: misit patres nostros primum:
୧୨ମିସର୍‌ ଦେସେ ଦାନ୍‌ ମିଲ୍‌ସି, ବଲି ସୁନି ଜାକୁବ୍‌ ପର୍‌ତୁମ୍‌ତର୍‌ ତାର୍‌ ପିଲାମନ୍‌କେ କାଦି ଗେନ୍‌ବାକେ ପାଟାଇଲା । ଜେକି ଆମର୍‌ ଆନିଦାଦିମନ୍‌ ଅଇବାଇ ।
13 et in secundo cognitus est Ioseph a fratribus suis, et manifestatum est Pharaoni genus eius.
୧୩ତେଇ ସେମନ୍‌ ପଚର୍‌ ପାଲି ଗାଲାବେଲେ ଜସେପ୍‌ ତାର୍‌ ନିଜର୍‌ ବାଇମନ୍‌କେ ଚିନାଇ ଅଇଲା ଆରି ମିସରର୍‌ ରାଜା ପାର ଜସେପର୍‌ କୁଟୁମ୍‍କେ ଜାନ୍‌ଲା ।
14 Mittens autem Ioseph accersivit Iacob patrem suum, et omnem cognationem suam in animabus septuagintaquinque.
୧୪ତାର୍‌ ପଚେ ଜସେପ୍‌ ତାର୍‌ ବାବା ଜାକୁବ୍‌ ଆରି ତାର୍‌ କୁଟୁମର୍‌ ସବୁକେ ମିସାଇ ସତୁରି ପାଁଚ୍‌ ଲକ୍‌କେ ମିସରେ ଆଇବାକେ କବର୍‌ ପାଟାଇଲା ।
15 Et descendit Iacob in Aegyptum, et defunctus est ipse, et patres nostri.
୧୫ଜାକୁବ୍‌ ମିସର୍‌ ଦେସେ ଗାଲା, ତେଇ ସେ, ତାର୍‌ ପଅମନର୍‌ ମରନ୍‌ ଅଇଲା ।
16 Et translati sunt in Sichem, et positi sunt in sepulchro, quod emit Abraham pretio argenti a filiis Hemor filii Sichem.
୧୬ସେମନର୍‌ ମଲା ଗାଗଡ୍‌ ସେକିମେ ନେଲାଇ । ଆରି ଅବ୍‌ରାଆମ୍ କେତେକ୍‌ ଡାବୁଦେଇ ଆମ୍‌ ନାଉଁର୍‌ ଗଟେକ୍‌ କୁଟୁମେ ଅନି ଗେନ୍‌ଲା ମସ୍‌ନେ ନେଇ ସେମନ୍‌କେ ସଙ୍ଗଇଲାଇ ।”
17 Cum autem appropinquaret tempus promissionis, quam confessus erat Deus Abrahae, crevit populus, et multiplicatus est in Aegypto,
୧୭ପର୍‌ମେସର୍‌ ଅବ୍‌ରାଆମ୍ ଜନ୍‌ ସପତ୍‌ ଦେଇ ରଇଲା ସେଟା ସିଦ୍‌ଅଇଲା । ମିସର୍‌ଦେସେ ଆମର୍‌ ଜାତିର୍‌ ଲକ୍‌ମନ୍‌ ବେସି ବଡି ଗାଲାଇ ।
18 quoadusque surrexit alius rex in Aegypto, qui non sciebat Ioseph.
୧୮ସାରାସାରି, ଜସେପର୍‌ ବିସଇ ଜାନି ନ ରଇବା ଗଟେକ୍‌ ରାଜା, ମିସର୍‌ ଦେସ୍‌ ସାସନ୍‌ କଲା ।
19 Hic circumveniens genus nostrum, afflixit patres nostros ut exponerent infantes suos ne vivificarentur.
୧୯ସେ ଆମର୍‌ ଆନିଦାଦିମନ୍‌କେ ବେସି ନାଡାଇଲା । ଆରି ବେସି ଅଇରାନ୍‌ କଲା । ସେମନର୍‌ କଅଁଲା ପିଲାମନ୍‌କେ ନିପାତ୍‌ କରି ବାଇରେ ପିଙ୍ଗି ଦେବାକେ ଆଦେସ୍‌ ଦେଲା ।
20 Eodem tempore natus est Moyses et fuit gratus Deo, qui nutritus est tribus mensibus in domo patris sui.
୨୦ସେ ବେଲାଇ ମସା ଜନମ୍‌ ଅଇଲା । ସେ ଗଟେକ୍‌ ବେସି ସୁନ୍ଦର୍‌ ପିଲା ରଇଲା । ତାକେ ତିନ୍‌ ମାସ୍‌ ଜାକ ଗରେସେ ପସ୍‌ଲାଇ ।
21 Exposito autem illo, sustulit eum filia Pharaonis, et nutrivit eum sibi in filium.
୨୧ଆରି ଜେଡେବେଲେ ବାଇରେ ଲୁଚାଇଦେଲାଇ, ପାର ରାଜାର୍‌ କନିଆ ତାକେ ମିଲାଇକରି ନିଜର୍‌ ପିଲାପାରା ପସ୍‌ପାଲ୍‌ କଲା ।
22 Et eruditus est Moyses omni sapientia Aegyptiorum, et erat potens in verbis, et in operibus suis.
୨୨ମିସର୍‌ ଦେସେ ଜେତ୍‌କି ଗିଆନ୍‌ ରଇଲା, ସେ ସବୁ ଗିଆନ୍‌ ମସାକେ ସିକାଇଲାଇ । ସେ ବଡିକରି ତାର୍‌ କାତାବାର୍‌ତା ଆରି କାମର୍‌ ଲାଗି ଗଟେକ୍‌ ଡାକ୍‌ପୁଟା ଲକ୍‌ ବଲାଇଅଇଲା ।
23 Cum autem impleretur ei quadraginta annorum tempus, ascendit in cor eius ut visitaret fratres suos filios Israel.
୨୩ଜେଡେବେଲେ ମସାକେ ଚାଲିସ୍‌ ବରସ୍‌ ଅଇଲା, ସେ ତାର୍‌ ଇସ୍‌ରାଏଲର୍‌ ବାଇମନ୍‌ କାମ୍‌ କର୍‌ବା ଜାଗା ଦେକ୍‌ବାକେ ମନ୍‌କଲା ।
24 Et cum vidisset quendam iniuriam patientem, vindicavit illum: et fecit ultionem ei, qui iniuriam sustinebat, percusso Aegyptio.
୨୪ଇସ୍‌ରାଏଲିଅ ମନର୍‌ ବିତ୍‌ରେଅନି ଗଟେକ୍‌କେ ମିସରିୟର୍‌ ଗଟେକ୍‌ ଲକ୍‌ ସାଦ୍‌ବାନ୍ଦ୍‌ କର୍‌ବାଟା ଦେକି ମସା ତାକେ ରକିଆ କଲା । ଆରି ସେ କର୍‌ବାଟା ସୁଜାଇବି ବଲି ମିସରିଅକେ ସେ ମରାଇଲା ।
25 Existimabat autem intelligere fratres, quoniam Deus per manum ipsius daret salutem illis: at illi non intellexerunt.
୨୫ମସା ବାବିରଇଲା, ସେମନ୍‌କେ ମୁକ୍‌ଲାଇବାକେ ପର୍‌ମେସର୍‌ ତାକେ ବାଚ୍‌ଲାଆଚେ ବଲି ତାର୍‌ ନିଜର୍‌ ବାଇମନ୍‌ ଏତାଇବାଇ । ମାତର୍‌ ସେମନ୍‌ ସେଟା ବୁଜତ୍‌ନାଇ ।
26 Sequenti vero die apparuit illis litigantibus: et reconciliabat eos in pace, dicens: Viri, fratres estis, ut quid nocetis alterutrum?
୨୬ତାର୍‌ ଆର୍‌କର୍‌ ଦିନେ ଦୁଇଟା ଇସ୍‌ରାଏଲିଅ ମନ୍‌ ମାରାମାରି ଅଇତେରଇବାଟା ଦେକ୍‌ଲା । ଆରି ସେମନ୍‌ ମିସତ୍‌ ବଲି ବୁଜାଇବାକେ ଚେସ୍‌ଟା କଲା । ସେ କଇଲା, “ସୁନା ତମେ ଦୁଇ ଲକ୍‌ତା ଇସ୍‌ରାଏଲର୍‌ ବାଇବାଇ ଅଇସା । କାଇକେ ଏନ୍ତାରି ମାରାମାରି ଅଇଲାସ୍‌ନି?”
27 Qui autem iniuriam faciebat proximo, repulit eum, dicens: Quis te constituit principem, et iudicem super nos?
୨୭ମାତର୍‌ ଜନ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ କାରାପ୍‌ କାତା କଇ ଲାଗ୍‌ତେରଇଲା, ସେ ମସାକେ ଏଡାଇଦେଇ କଇଲା, “ଆମ୍‌କେ ସାସନ୍‌ କର୍‌ବାକେ ଆରି ଆମ୍‌କେ ବିଚାର୍‌ କର୍‌ବା ଅଦିକାର୍‌, କେ ତକେ ଦେଇଆଚେ?
28 numquid interficere me tu vis, quemadmodum interfecisti heri Aegyptium?
୨୮କାଲି ଜେନ୍ତି ଗଟେକ୍‌ ମିସରିୟକେ ମରାଇଲୁସ୍‌, ସେନ୍ତି ମକେ ମିସା ମରାଇବାକେ ମନ୍‌ କଲୁସ୍‌ନି କି?”
29 Fugit autem Moyses in verbo isto: et factus est advena in terra Madian, ubi generavit filios duos.
୨୯ଏଟା ସୁନିକରି ମସା ମିସର୍‌ଦେସେଅନି ଉଟିପାଲାଇଲା ଆରି ମିଦିଅନ୍‌ ଦେସେ ଜାଇ ବାସାକଲା । ତେଇ କେତେ ବରସ୍‌ ରଇକରି ଆରି ତାର୍‌ ଦୁଇଟା ପିଲା ଜନମ୍‌ ଅଇଲାଇ ।
30 Et expletis annis quadraginta, apparuit illi in deserto montis Sina Angelus in igne flammae rubi.
୩୦“ଚାଲିସ୍‌ ବରସ୍‌ ରଇଲା ପଚେ, ମରୁବାଲି ରଇବା ଜାଗାର୍‌ ସିନୟ ନାଉଁର୍‌ ପର୍‌ବତେ ଗଟେକ୍‌ ଜଇ ଲାଗ୍‌ବା ବୁଟାର୍‌ ମଜାଇ ପର୍‌ମେସରର୍‌ ଗଟେକ୍‌ ଦୁତ୍‌, ମସାକେ ଦେକାଇ ଅଇଲା ।”
31 Moyses autem videns, admiratus est visum. et accedente illo ut consideraret, facta est ad eum vox Domini, dicens:
୩୧ମସା ଏଟା ଦେକି ବେସି କାବା ଅଇଗାଲା, ଆରି କଣ୍ଡେକ୍‌ ନିକକରି ଦେକ୍‌ବି ବଲି ବୁଟା ଲଗେ ଗାଲା । ମାତର୍‌ ତେଇ ସେ ମାପ୍‌ରୁର୍‌ କାତା ସୁନ୍‌ଲା ।
32 Ego sum Deus patrum tuorum, Deus Abraham, Deus Isaac, et Deus Iacob. Tremefactus autem Moyses, non audebat considerare.
୩୨“ମୁଇ ତମର୍‌ ଆନିଦାଦି ଅବ୍‌ରାଆମ୍, ଇସାକ୍‌ ଆରି ଜାକୁବର୍‌ ପର୍‌ମେସର୍‌ ।” ମସା ଡରିକରି ତର୍‌ତର୍‌ ଗଜ୍‌ଗଜ୍‌ ଅଇ ଦେକ୍‌ବାର୍‌ ନାପାର୍‌ଲା ।
33 Dixit autem illi Dominus: Solve calceamentum pedum tuorum: locus enim in quo stas, terra sancta est.
୩୩ମାପ୍‌ରୁ ତାକେ କଇଲା, “ତୁଇ ପିନ୍ଦିରଇବା ପାଣ୍ଡଇ ବେଟ୍‌ । କାଇକେବଇଲେ ତୁଇ ଜନ୍‌ ଜାଗାଇ ଟିଆଅଇଆଚୁସ୍‌, ସେଟା ସୁକ୍‌ଲା ଜାଗା ।
34 Videns vidi afflictionem populi mei, qui est in Aegypto, et gemitum eorum audivi, et descendi liberare eos. Et nunc veni, et mittam te in Aegyptum.
୩୪ମିସର୍‌ ଦେସେ ମର୍‌ ଲକ୍‌ମନ୍‌ କସ୍‌ଟ ଅଇବାଟା ଦେକିଆଚି । ମୁଇ ସେମନର୍‌ କାନ୍ଦାବୁବା ସୁନିଆଚି ଆରି ସେମନ୍‌କେ ମୁକ୍‌ଲାଇ ଆନ୍‌ବାକେ ଉତ୍‌ରି ଆଇଲିଆଚି । ଏବେ ଆଉ, ମୁଇ ତକେ ମିସର୍‌ ଦେସେ ପାଟାଇବି ।”
35 Hunc Moysen, quem negaverunt, dicentes: Quis te constituit principem et iudicem? hunc Deus principem et redemptorem misit, cum manu Angeli, qui apparuit illi in rubo.
୩୫ମସାକେ ଇସ୍‌ରାଏଲର୍‌ ଲକ୍‌ମନ୍‌ ନିଚ୍‌ତେରଇଲାଇ । ସେମନ୍‌ ପାଚାରି ରଇଲାଇ, “ଆମ୍‌କେ ସାସନ୍‌ କର୍‌ବାକେ ଆରି ଆମ୍‌କେ ବିଚାର୍‌ କର୍‌ବାକେ କେ ଅଦିକାର୍‌ ଦେଇଆଚେ?” ମାତର୍‌ ପର୍‌ମେସର୍‌ ଆକା ନିଜେ ମସାକେ ସେ ଲକ୍‌ମନର୍‌ ଉପ୍‌ରେ ସାସନ୍‌ କର୍‌ବାକେ ଆରି ସେମନ୍‌କେ ମୁକ୍‌ଲାଇ ଆନ୍‌ବାକେ ପାଟାଇରଇଲା । ଜଇଲାଗ୍‌ବା ବୁଟାଇ ଦର୍‌ସନ୍‌ ଇସାବେ ଦେକାଇଅଇଲା ।
36 Hic eduxit illos faciens prodigia, et signa in terra Aegypti, et in rubro mari, et in deserto annis quadraginta.
୩୬ମିସର୍‌ ଦେସେ, ଲଇତ୍‌ ସାଗରେ ଆରି ଚାଲିସ୍‌ ବରସ୍‌ ମରୁବାଲି ବୁଏଁ କେତେକ୍‌ କେତେକ୍‌ କାବା ଅଇଜିବା କାମ୍‌ମନ୍‌ ଆରି ଚିନ୍‌ମନ୍‌ କଲା ।
37 Hic est Moyses, qui dixit filiis Israel: Prophetam suscitabit vobis Deus de fratribus vestris, tamquam meipsum audietis.
୩୭ମସା ନିଜେ ଇସ୍‌ରାଏଲର୍‌ ଲକ୍‌ମନ୍‌କେ କଇରଇଲା, “ମକେ ଜେନ୍ତି ପର୍‌ମେସର୍‌ ପାଟାଇଲା । ସେନ୍ତାରିସେ ତମର୍‌ ବାଇମନର୍‌ ଲଗେ ଗଟେକ୍‌ ବବିସତ୍‌ବକ୍‌ତାକେ ପାଟାଇସି, ସେ ତମର୍‌ ନିଜର୍‌ ଲକ୍‌ମନର୍‌ ଟାନେଅନିସେ ଅଇସି ।”
38 Hic est, qui fuit in Ecclesia in solitudine cum Angelo, qui loquebatur ei in monte Sina, et cum patribus nostris: qui accepit verba vitae dare nobis.
୩୮“ଇସ୍‌ରାଏଲିଅ ଲକ୍‌ମନ୍‌ ମରୁବାଲି ବୁଏଁ ରଇଲାବେଲେ ସେ ସେମନର୍‌ ସଙ୍ଗ୍‍ ରଇଲା । ସିନୟ ପର୍‌ବତେ ଆମର୍‌ ଆନିଦାଦିମନର୍‌ ସଙ୍ଗ୍‍ ଦୁତ୍‌ କାତା ଅଇଲାବେଲେ ସେ ରଇଲା । ଆରି ସେ ପର୍‌ମେସର୍‌ଟାନେଅନି ଜିବନ୍‌ ଦେବା ବାକିଅ ମିଲାଇକରି ଆମ୍‌କେ ଜାନାଇଲା ।”
39 Cui noluerunt obedire patres nostri: sed repulerunt, et aversi sunt cordibus suis in Aegyptum,
୩୯“ମାତର୍‌ ଆମର୍‌ ପୁର୍‌ବର୍‌ ଆନିଦାଦିମନ୍‌ ମସାର୍‌ କାତା ସୁନତ୍‌ ନାଇ । ମିସର୍‌ ଦେସେ ବାଉଡି ଜୁ ବଲି ମନ୍‌କଲାଇ ।”
40 dicentes ad Aaron: Fac nobis deos, qui praecedant nos: Moysi enim huic, qui eduxit nos de terra Aegypti, nescimus quid factum sit ei.
୪୦ସେଟାର୍‌ପାଇ ସେମନ୍‌ ଆରଣ୍‌କେ କଇଲାଇ, “ଆମ୍‌କେ ମିସର୍‌ ଦେସେଅନି ବାର୍‌କରାଇ ଆନ୍‌ଲା ମସା କେନେ ଗାଲାଆଲେ, ଆମେ ନାଜାନୁ । ଏବେ ଆମ୍‌କେ ବାଟ୍‌ ଦେକାଇ ନେବାକେ କେତେଟା ପୁତ୍‌ଲା ବନାଇ ଦେ । ସେମନ୍‌ ଆମର୍‌ ଦେବ୍‌ତା ଅଇ ବାଟ୍‍ଦେକାଇବାଇ ।”
41 Et vitulum fecerunt in diebus illis, et obtulerunt hostiam simulachro, et laetabantur in operibus manuum suarum.
୪୧ସେବେଲେ ସେମନ୍‌ ତେଇ ଗଟେକ୍‌ ବାଚାପିଲା ପାରା ଡିସ୍‌ବା ପୁତ୍‌ଲା ତିଆର୍‌କଲାଇ । ଆରି ତାର୍‌ଲାଗି ପୁଜାକରୁ ବଲି ଚଗାଇଲାଇ । ଆରି ନିଜେ ତିଆର୍‌ କରିରଇବା ସେ ମୁର୍‌ତିକେ ସନ୍‌ମାନ୍‌ ଦେବାକେ ଗଟେକ୍‌ ବଜି କଲାଇ ।
42 Convertit autem Deus, et tradidit eos servire militiae caeli, sicut scriptum est in Libro Prophetarum: Numquid victimas, aut hostias obtulistis mihi annis quadraginta in deserto, domus Israel?
୪୨ସେଟାର୍‌ପାଇ ପର୍‌ମେସର୍‌ ସେମନ୍‌କେ ଦେକେନାଇ ଆରି ସେମନ୍‌କେ, ଆକାସର୍‌ ତାରାମନ୍‌ ପୁଜା କରତ୍‌ ବଲି ଚାଡିଦେଲା । ଏ ବିସଇ ବବିସତ୍‌ବକ୍‌ତାର୍‌ ବଇଟାନେ ଲେକା ଆଚେ, “ଏ ଇସ୍‌ରାଏଲ୍‌ ବଁସର୍‌ ଲକ୍‌ମନ୍‌, ମରୁବାଲି ବୁଏଁ ଚାଲିସ୍‌ବରସ୍‌ ଜାକ ତମେ ପସୁମନ୍‌କେ ମରାଇକରି ବଲି ଇସାବେ ଦେଲାସ୍‌ । ମାତର୍‌ ସେଟା ମର୍‌ପାଇ ଦେଇ ନ ରଇଲାସ୍‌ ।
43 Et suscepistis tabernaculum Moloch, et sidus Dei vestri Rempham, figuras, quas fecistis, adorare eas. Et transferam vos in Babylonem.
୪୩ମଲେକ୍‌ ପୁତ୍‌ଲାକେ ପର୍‌ମେସର୍‌ ବଲି ତାର୍‌ ତମୁ ଗଟେକ୍‌ ଜାଗାଇଅନି ଆରିଗଟେକ୍‌ ଜାଗାଇ ବଇନେଲାସ୍‌ । ରେପାନ୍‌ ତାରାର୍‌ ପୁତ୍‌ଲା ମିସା ଗଟେକ୍‌ ଜାଗାଇଅନି ଆରିଗଟେକ୍‌ ଜାଗାଇ ବଇନେଲାସ୍‌ । ଏ ସବୁଜାକ ପୁତ୍‌ଲାମନ୍‌କେ ତମେ ପୁଜାବିଦି କର୍‌ବାକେ ବନାଇରଇଲାସ୍‌ । ସେଟାର୍‌ପାଇ ମୁଇ ତମ୍‌କେ ତମର୍‌ ନିଜର୍‌ ଦେସେଅନି ବାବିଲନ୍‌ ଦେସର୍‌ ତେନ୍‌କେ ନେବାକେ ଜଜ୍‌ନା କର୍‌ବି ।”
44 Tabernaculum testimonii fuit cum patribus nostris in deserto, sicut disposuit illis Deus, loquens ad Moysen, ut faceret illud secundum formam, quam viderat.
୪୪ତିପାନ୍‌ ଆରି କଇଲା, “ମରୁବାଲିବୁଏଁ ଆମର୍‌ ଆନିଦାଦିମନ୍‌ ରଇଲାବେଲେ ପର୍‌ମେସର୍‌ ସେମନ୍‌କେ ଲେକି ଦେଇରଇବା ନିୟମ୍‌ ମନ୍‌ ବିତ୍‌ରେ ରଇଲା । ସେଟା ପର୍‌ମେସର୍‌ ମସାକେ ଜେନ୍ତି ତମୁ ତିଆର୍‌ କର୍‌ବାକେ କଇରଇଲା, ଆରି ତାକେ ଜନ୍‌ କାମ୍‌ ଦେକାଇ ରଇଲା, ଏଟା ସେନ୍ତାରିସେ ତିଆର୍‌ ଅଇରଇଲା ।”
45 Quod et induxerunt, suscipientes patres nostri cum Iesu in possessionem Gentium, quas expulit Deus a facie patrum nostrorum, usque in diebus David,
୪୫“ପଚେ ଆମର୍‌ ଆନିଦାଦିମନ୍‌ ସେମନର୍‌ ଆନିଦାଦିମନର୍‌ ଟାନେଅନି ମିଲାଇକରି ସେ ତୁମ୍‌ ଜିଅସୁଅ ସଙ୍ଗ୍‍ ବଇ ଦାରିଗାଲାଇ । ଆରି ପର୍‌ମେସର୍‌ ବାର୍‌କରାଇ କେଦି ରଇବା ବିନ୍‌ ଜାତିମନର୍‌ ଦେସ୍‌, ସେମନ୍‌ ଅଦିକାର୍‌ କଲାଇ । ଦାଉଦର୍‌ ସାସନ୍‌ ବେଲେ ଜାକ ସେ ତମୁ ତେଇସେ ରଇଲା ।
46 qui invenit gratiam ante Deum, et petiit ut inveniret tabernaculum Deo Iacob.
୪୬ଦାଉଦ୍‌ ପର୍‌ମେସରର୍‌ ମନ୍‌କେ ଜାଇରଇଲାଜେ ଜାକୁବର୍‌ ପର୍‌ମେସରର୍‌ ପାଇ ଗଟେକ୍‌ ମନ୍ଦିର୍‌ ତିଆର୍‌ କର୍‌ବି ବଲି ତାର୍‌ ଆଦେସ୍‌ ପାଇବାକେ ମନ୍‌ କର୍‌ତେ ରଇଲା ।
47 Salomon autem aedificavit illi domum.
୪୭ପଚେ ସେ ମନ୍ଦିର୍‌ ଦାଉଦର୍‌ ପଅ ସଲ୍‌ମନ୍‌ ତିଆର୍‌ କର ବଲି ମନ୍‍କଲା ।”
48 Sed non excelsus in manufactis habitat, sicut per Prophetam dicit:
୪୮ଅଇଲେ ମିସା ସବୁର୍‌ ଉପ୍‌ରର୍‌ ପର୍‌ମେସର୍‌ ଲକ୍‌ମନ୍‌ ତିଆର୍‌ କଲା ଗରେ ବାସା ନ କରେ । ଏ ବିସଇ ବବିସତ୍‌ବକ୍‌ତା ଲେକ୍‌ଲା ଆଚେ,
49 Caelum mihi sedes est: terra autem scabellum pedum meorum. Quam domum aedificabitis mihi, dicit Dominus? aut quis locus requietionis meae est?
୪୯ମାପ୍‌ରୁ କଇଲାନି, ସରଗ୍‌ ମର୍‌ ବସ୍‌ବା ଜାଗା ଦର୍‌ତନି ଅଇଲାନି ମର୍‌ ପାଦର୍‌ ପିଡା । ତମେ ମର୍‌ପାଇ କେନ୍ତାରି ଗର୍‌ ତିଆର୍‌ କର୍‌ସା? ମୁଇ ପୁଣ୍ଡ୍‌ବାକେ କନ୍ତି ଜାଗା ଆଚେ କି?
50 Nonne manus mea fecit haec omnia?
୫୦“ମୁଇ ନିଜେ କାଇ ଏ ସବୁ ବିସଇ ତିଆର୍‌ କରି ନାଇ କି?”
51 Dura cervice, et incircumcisis cordibus, et auribus, vos semper Spiritui sancto resistitis, sicut Patres vestri, ita et vos.
୫୧ତିପାନ୍‌ ଆରି କଇଲା, “ତମେ ବିଲ୍‌କୁଲ୍‌ କାତା ନ ମାନ୍‌ବା ଲକ୍‌ମନ୍‌ ।” ତମର୍‌ ମନ୍‌ ଡାଟ୍‌ ଅଇଗାଲା ଆଚେ । ମାପ୍‌ରୁର୍‌ ବାକିଅର୍‌ପାଇ ପୁରାପୁରୁନ୍‍ ବଇରା ଅଇଆଚାସ୍‌ । ତମେ ସମାନ୍‌ ତମର୍‌ ଆନିଦାଦିମନର୍‌ ପାରା । ସବୁବେଲେ ସୁକଲ୍‌ ଆତ୍‌ମାକେ ବିରୁଦ୍‌ କଲାସ୍‌ନି ।
52 Quem Prophetarum non sunt persecuti patres vestri? Et occiderunt eos, qui praenunciabant de adventu Iusti, cuius vos nunc proditores, et homicidae fuistis:
୫୨ତମର୍‌ ଆନିଦାଦିମନ୍‌ ବବିସତ୍‌ବକ୍‌ତାମନ୍‌କେ ନ ସାଦିକରି ଚାଡିରଇଲାଇ କି? ମସିଅ ଆଇସି ବଲି କେତେ କେତେ ବରସ୍‌ ଆଗ୍‌ତୁ ଜାନାଇବା ପର୍‌ମେସରର୍‌ କାତାଜାନାଉମନ୍‌କେ ମରାଇଲାଇ । ଏବେ ତମେ ତାକେ ବିସ୍‌ବାସେ ବିସ୍‌ ଦେଲାପାରା କରି ମରାଇଆଚାସ୍‌ ।
53 qui accepistis legem in dispositione Angelorum, et non custodistis.
୫୩ତମେ ସରଗର୍‌ ଦୁତ୍‌ମନ୍‌ ଜାନାଇରଇବା ରିତିନିତି ଦାରିଆଚାସ୍‌ । ମାତର୍‌ ସେଟା ମାନାସ୍‌ ନାଇ ।
54 Audientes autem haec dissecabantur cordibus suis, et stridebant dentibus in eum.
୫୪ବଡ୍‌ ସବାର୍‌ ଲକ୍‌ମନ୍‌ ତିପାନ୍‌ କାତା ଅଇବାଟା ସୁନିକରି ବେସି ରିସା ଅଇଗାଲାଇ ଆରି ରିସାର୍‌ ମାଡେ ଦାତ୍‌ କାତ୍‌ରି ଅଇଲାଇ ।
55 Cum autem esset plenus Spiritu sancto, intendens in caelum, vidit gloriam Dei, et Iesum stantem a dextris virtutis Dei.
୫୫ମାତର୍‌ ତିପାନ୍‌ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇ ସରଗ୍‌ ବାଟେ ମୁ କଲା । ଆରି ପର୍‌ମେସରର୍‌ ମଇମା ଆରି ଜିସୁ ତାର୍‌ ଉଜାବାଟେ ଟିଆଅଇରଇବାଟା ଦେକ୍‌ଲା ।
56 Et ait: Ecce video caelos apertos, et filium hominis stantem a dextris Dei.
୫୬ତିପାନ୍‌ କଇଲା, “ଏଦେ ଦେକା! ସରଗ୍‌ ଉଗାଡି ଅଇବାଟା ଆରି ନର୍‌ପିଲା ପର୍‌ମେସରର୍‌ ଉଜାବାଟେ ଟିଆ ଅଇରଇବାଟା ଦେକ୍‌ଲିନି ।”
57 Exclamantes autem voce magna continuerunt aures suas, et impetum fecerunt unanimiter in eum.
୫୭ବଡ୍‌ ସବାର୍‌ ଲକ୍‌ମନ୍‌ ସେ କାତା ସୁନିକରି ଆତ୍‌ ସଙ୍ଗ୍‍ କାନେ ଚୁଟିଅଇଦେଲାଇ, ଆରି ବେସି ଆଉଲିଅଇଲାଇ । ତାର୍‌ପଚେ ସବୁଲକ୍‌ ଗଟେକ୍‌ ଅଇକରି ତିପାନର୍‌ ବାଟେ ଉଦ୍‌ଲି ଆଇଲାଇ ।
58 Et eiicientes eum extra civitatem lapidabant: et testes deposuerunt vestimenta sua secus pedes adolescentis, qui vocabatur Saulus.
୫୮ତାକେ ନଅରର୍‌ ବାଇରେ ଜିକିନେଇକରି ତାର୍‌ ଉପ୍‌ରେ ପାକ୍‌ନା ସଙ୍ଗ୍‍ ମାର୍‌ବାର୍‌ ଦାର୍‌ଲାଇ । ସାକି ଦେଉମନ୍‌ ତିପାନ୍‌ ପିନ୍ଦିରଇଲା ବସ୍‌ତର୍‌ ସାଉଲ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡାକେ ଜିମାଦେଇ ଚାଡି ଜାଇରଇଲାଇ ।
59 Et lapidabant Stephanum invocantem, et dicentem: Domine Iesu suscipe spiritum meum.
୫୯ସେମନ୍‌ ତିପାନର୍‌ ଉପ୍‌ରେ ପାକ୍‌ନା ମାର୍‌ବା ବେଲେ ସେ ମାପ୍‌ରୁକେ ପାର୍‌ତନା କରି କଇଲା, “ମାପ୍‌ରୁ ଜିସୁ, ମର୍‌ ଆତ୍‌ମାକେ ସଙ୍ଗୁଆ!”
60 Positis autem genibus, clamavit voce magna, dicens: Domine ne statuas illis hoc peccatum. Et cum hoc dixisset, obdormivit in Domino.
୬୦ତିପାନ୍‌ ମାଣ୍ଡିକୁଟା ଦେଇ ଆକ୍‌ମାରି କଇଲା, “ମାପ୍‌ରୁ, ଏମନର୍‌ ବିରଦେ ଏ ପାପ୍‌ ଆରି ଏତାଆ ନାଇ କି ଡଣ୍ଡ୍‌ ଦିଆସ୍‌ନାଇ ।” ଏତ୍‌କି କଇଲା ଦାପ୍‌ରେ ତାର୍‌ ଜିବନ୍‌ ଚାଡିଗାଲା ।

< Actuum Apostolorum 7 >