< Lucam 20 >

1 Et factum est in una dierum, docente illo populum in templo, et evangelizante, convenerunt principes sacerdotum, et scribæ cum senioribus,
ଦିନେକ୍‌ ଜିସୁ ମନ୍ଦିରେ ଲକ୍‌ମନ୍‌କେ ମାପ୍‌ରୁର୍‌ ନିମାନ୍‌ କାତାର୍‍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍‌, ନିୟମ୍‌ ସିକାଇଦେବା ଲକ୍‌ମନ୍‌ ଆରି ପାର୍‌ଚିନ୍‌ମନ୍‌ ଜିସୁର୍‌ ଲଗେ ଆସି ପାଚାର୍‌ଲାଇ ।
2 et aiunt dicentes ad illum: Dic nobis, in qua potestate hæc facis? aut: Quis est, qui dedit tibi hanc potestatem?
“ତୁଇ କାର୍‌ ଅଦିକାର୍‌ ମିଲାଇକରି ଏସବୁ ବିସଇ କଲୁସ୍‌ନି? କେ ତକେ ଏ ଅଦିକାର୍‌ ଦେଲା? ଆମ୍‌କେ କ ।”
3 Respondens autem Iesus, dixit ad illos: Interrogabo vos et ego unum verbum. Respondete mihi:
ମାତର୍‌ ଜିସୁ କଇଲା, “ମୁଇ ମିସା ତମ୍‌କେ ଗଟେକ୍‌ କାତା ପାଚାର୍‌ବି, ତମେ ମକେ କୁଆ ।
4 Baptismus Ioannis de cælo erat, an ex hominibus?
ଜଅନ୍‌ କାର୍‌ ଅଦିକାର୍‌ ମିଲାଇ ଲକ୍‌ମନ୍‌କେ ଡୁବନ୍‌ ଦେଇତେ ରଇଲା? ସରଗର୍‌ ପର୍‌ମେସର୍‌ ଦେଲାଟାନେ ଅନି କି, ଲକ୍‌ମନର୍‌ଟାନେ ଅନି?”
5 At illi cogitabant intra se, dicentes: Quia si dixerimus, de cælo, dicet: Quare ergo non credidistis illi?
ସେବେଲାଇ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ ଦଦାପେଲା ଅଇଲାଇ । ଜଦି ଜଅନର୍‌ ଡୁବନ୍‌ ସର୍‌ଗେଅନି ବଲି କଇଲେ, କାଇକେ ତାକେ ବିସ୍‌ବାସ୍‌ କରାସ୍‌ ନାଇ? ବଲି କଇବାଇ ।
6 Si autem dixerimus, Ex hominibus, plebs universa lapidabit nos: certi sunt enim, Ioannem prophetam esse.
ମାତର୍‌ ଆମେ ଲକ୍‌ମନର୍‌ତେଇଅନି ବଲି କଇଲେ ସବୁ ଲକ୍‌ ଆମ୍‌କେ ପାକ୍‌ନା ମାର୍‌ବାଇ । କାଇକେ ବଇଲେ, ଜଅନ୍‌ ସତ‍ଇସେ ପର୍‌ମେସରର୍‌ତେଇ ଅନି ଆଇଲା ବବିସତ୍‌ବକ୍‌ତା ବଲି ଆମର୍‌ ଜିଉଦି ଲକ୍‌ମନ୍‌ ବିସ୍‌ବାସ୍‌ କଲାଇନି ।
7 Et responderunt se nescire unde esset.
ଏଟା ବାବିକରି ସେମନ୍‌ “ଆମେ ନାଜାନୁ ।” ବଲି କଇଲାଇ ।
8 Et Iesus ait illis: Neque ego dico vobis in qua potestate hæc facio.
ଆରି ଜିସୁ ସେମନ୍‌କେ କଇଲା, “ଏନ୍ତି ବଇଲେ ମୁଇ ମିସା କାର୍‌ ଅଦିକାର୍‌ ମିଲାଇକରି ଏସବୁ ବିସଇ କଲିନି, ସେଟା ତମ୍‌କେ ନ କଇ ।”
9 Cœpit autem dicere ad plebem parabolam hanc: Homo plantavit vineam, et locavit eam colonis: et ipse peregre fuit multis temporibus.
ତାର୍‌ ପଚେ ଜିସୁ ଲକ୍‌ମନ୍‌କେ ବୁଜାଇବାକେ ଗଟେକ୍‌ କାତାନି କଇଲା । “ଗଟେକ୍‌ ଲକ୍‌ ତାର୍‌ ପଦାଇ ଅଙ୍ଗୁର୍‌ ତାସ୍‌ କରି, କେତେଟା ତାସିକେ ଆଦିବାଗ୍‌ କର୍‌ବାକେ ଦେଲା । ଦେଇକରି ସେ ବେସି ଦିନର୍‌ ପାଇ ଗଟେକ୍‌ ଦୁର୍‌ ଦେସେ ରଇବାକେ ଉଟିଗାଲା ।
10 Et in tempore misit ad cultores servum, ut de fructu vineæ darent illi. Qui cæsum dimiserunt eum inanem.
୧୦ଆରି ଅଙ୍ଗୁର୍‌ ତଲ୍‌ବାବେଲା କେଟ୍‌ଲାକେ ସାଉକାର୍‌ ତାର୍‌ ଗଟେକ୍‌ ଦାଙ୍ଗ୍‌ଡାକେ ତାର୍‌ ବାଗ୍‌ ମାଙ୍ଗି ଆନ୍‌ବାକେ ପାଟାଇଲା । ମାତର୍‌ ସେ ଲକ୍‌ମନ୍‌ ତାର୍‌ ବାଗ୍‌ ନ ଦେଇ ତାର୍‌ ଦାଙ୍ଗ୍‌ଡାକେ କୁଟ୍‌କୁଟା ମାରି ଚୁଚା ଆତେ ପାଟାଇଦେଲାଇ ।
11 Et addidit alterum servum mittere. Illi autem hunc quoque cædentes, et afficientes contumelia, dimiserunt inanem.
୧୧ତାର୍‌ ପଚେ ସେ ଆରି ଗଟେକ୍‌ ଦାଙ୍ଗ୍‌ଡାକେ ପାଟାଇଲା । ସେମନ୍‌ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍‌ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
12 Et addidit tertium mittere: qui et illum vulnerantes eiecerunt.
୧୨ତାର୍‌ ପଚେ ସାଉକାର୍‌ ଆରି ଗଟେକ୍‌ ଦାଙ୍ଗ୍‌ଡାକେ ସେମନର୍‌ ଲଗେ ପାଟାଇଲା । ମାତର୍‌ ସେ ଦାଙ୍ଗ୍‌ଡାକେ ମିସା ରଗ୍‍ରଗା ଅଇତେ ମାରି କେଦିଦେଲାଇ ।”
13 Dixit autem dominus vineæ: Quid faciam? Mittam filium meum dilectum: forsitan, cum hunc viderint, verebuntur.
୧୩ତାର୍‌ ପଚେ ସାଉକାର୍‌ ମନେ ମନେ ବାବ୍‌ଲା, “ଏବେ ମୁଇ କାଇଟା କର୍‌ବି? ମୁଇ ବେସି ଆଲାଦ୍‌ କର୍‌ବା ମର୍‌ ପିଲାକେ ପାଟାଇବି । ବାଇଦରେ ସେମନ୍‌ ତାକେ ମାନ୍‌ବାଇ ।”
14 Quem cum vidissent coloni, cogitaverunt intra se, dicentes: Hic est heres, occidamus illum, ut nostra fiat hereditas.
୧୪ମାତର୍‌ ସେମନ୍‌ ସେ ପିଲା ଆଇବାଟା ଦେକିକରି ତାକର୍‌ ବିତ୍‌ରେ କାତାଅଇଲାଇ, “ଏଟାସେ ସେ ସାଉକାରର୍‌ ପିଲା, ଆମେ ଆକେ ମରାଇଦେଲେ ଏ ସବୁ ଦନ୍‌ ଆମର୍‌ ଅଇଜାଇସି ।
15 Et eiectum illum extra vineam, occiderunt. Quid ergo faciet illis dominus vineæ?
୧୫ଆରି ସେମନ୍‌ ସାଉକାରର୍‌ ପିଲାକେ ବାଇରେ ନେଇ ମାରି ମରାଇଦେଲାଇ । ଏନ୍ତି ବଇଲେ ସାଉକାର୍‌ ସେ ଲକ୍‌ମନ୍‌କେ କାଇଟା କରିରଇସି?
16 Veniet, et perdet colonos istos, et dabit vineam aliis. Quo audito, dixerunt illi: Absit.
୧୬ମୁଇ ତମ୍‌କେ କଇଲିନି, ସେ ଆସିକରି ସେ ଲକ୍‌ମନ୍‌କେ ମରାଇ ଦେଇସି । ଆରି ବଡ୍‌ ବିନ୍‌ଲକ୍‌ମନ୍‌କେ ଆଦିବାଗ୍‌ କର୍‌ବାକେ ଦେଇସି ।” ମାତର୍‌ କାତାନି ସୁନ୍‌ତେ ରଇଲା ଲକ୍‌ମନ୍‌ କଇଲାଇ, “ଏନ୍ତାର୍‌ କେବେ ମିସା ନଅ ।”
17 Ille autem aspiciens eos ait: Quid est ergo hoc, quod scriptum est: Lapidem, quem reprobaverunt ædificantes, hic factus est in caput anguli?
୧୭ମାତର୍‌ ଜିସୁ ଲକ୍‌ମନ୍‌କେ ନିକ ଦେକିକରି କଇଲା, “ଏନ୍ତି ବଇଲେ ପର୍‌ମେସରର୍‌ ସାସ୍‌ତରେ ଲେକାଅଇଲା ଅରତ୍‌ କାଇଟା? ଗର୍‌ବାନ୍ଦ୍‌ବା ଲକ୍‌ମନ୍‌ ଜନ୍‌ ପାକ୍‌ନା ‘ନଏଁ’ ବଲି ଚାଡି ଦେଇରଇଲାଇ ସେ ପାକ୍‌ନାସେ ଗର୍‌ କନର୍‌ ମୁଲ୍‌ ପାକ୍‌ନା ଅଇଲା ।
18 Omnis, qui ceciderit super illum lapidem, conquassabitur: super quem autem ceciderit, comminuet illum.
୧୮ଜନ୍‌ ଲକ୍‌ମନ୍‌ ସେ ପାକ୍‌ନା ଉପ୍‌ରେ ଅଦର୍‌ବାଇ, ସେମନ୍‌ କଣ୍ଡ୍‌ କଣ୍ଡ୍‌ ଅଇଜିବାଇ, ଆରି ସେ ପାକ୍‌ନା ଜାର୍‌ ଉପ୍‌ରେ ଅଦର୍‌ସି, ସେ ବିଲି ଆଜିଜାଇସି ।”
19 Et quærebant principes sacerdotum, et scribæ mittere in illum manus illa hora: et timuerunt populum: cognoverunt enim quod ad ipsos dixerit similitudinem hanc.
୧୯ସେବେଲା ସାସ୍‌ତର୍‌ ସିକାଉମନ୍‌ ଆରି ମୁକିଅ ପୁଜାରିମନ୍‌ ଜିସୁର୍‌ କାତାନି ସୁନି, ତାକେ ଦାପ୍‌ରେ ବନ୍ଦି କର୍‌ବାକେ ବାଟ୍‌ କଜ୍‌ତେ ରଇଲାଇ । କାଇକେ ବଇଲେ ଜିସୁ କଇବା ଅଙ୍ଗୁର୍‌ ବାଡର୍‌ କାତା, ସେମନର୍‌ ବିସଇନେଇ କଇଲାନି ବଲି ବୁଜ୍‌ଲାଇ । ମାତର୍‌ ସେମନ୍‌ ଲକ୍‌ମନ୍‌କେ ଡର୍‌ତେ ରଇଲାଇ ।
20 Et observantes miserunt insidiatores, qui se iustos simularent, ut caparent eum in sermone, ut traderent illum principatui, et potestati præsidis.
୨୦ସେଟାର୍‌ପାଇ ସେମନ୍‌ ତାର୍‌ ବୁଲ୍‌ ଦାର୍‌ବାକେ ଗଟେକ୍‌ ସୁଜଗ୍‌ କଜ୍‌ତେ ରଇଲାଇ । ସେମନ୍‌ କେତେଟା ଚର୍‌ମନ୍‌କେ ଲାଁଚ୍‍ଦେଇ ଦରମ୍‌ ଲକ୍‌ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍‌ ଟଣ୍ଡେଅନି ବୁଲ୍‌କାତା ବାର୍‌କରାଇ, ଦସ୍‌ ଦାରି, ରମିୟ ସାସନ୍‌କାରିଆକେ ସର୍‌ପି ଦେବାକେ ମନ୍‌କର୍‌ତେ ରଇଲାଇ ।
21 Et interrogaverunt eum, dicentes: Magister, scimus quia recte dicis, et doces: et non accipis personam, sed viam Dei in veritate doces:
୨୧ସେଟାର୍‌ପାଇ ସେ ଚର୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ତମେ ଟିକ୍ କଇଲାସ୍‌ନି ଆରି ଟିକ୍ ସିକାଇଲାସ୍‌ନି ବଲି ଆମେ ଜାନିଆଚୁ । କାର୍‌ବାଟେ ନ ଅଇ ଲକ୍‌ମନର୍‌ ଜିବନର୍‌ପାଇ ପର୍‌ମେସରର୍‌ ସତ୍‌ ବିସଇସେ ସିକାଇଲୁସ୍‌ନି ।
22 licet nobis tributum dare Cæsari, an non?
୨୨ଏବେ ତୁଇ ଆମ୍‌କେ କଅ, ରମିୟ ସର୍‌କାରର୍‌ ରାଜା କାଇସର୍‌କେ ସିସ୍‌ତୁ ଦେବାଟା ଆମର୍‌ ନିୟମ୍‌ ଇସାବେ ଟିକ୍‌ କି ନାଇ?”
23 Considerans autem dolum illorum, dixit ad eos: Quid me tentatis?
୨୩ମାତର୍‌ ଜିସୁ ସେମନର୍‌ ମନ୍‌ବିତ୍‌ରର୍‌ କାତା ଜାନିକରି କଇଲା,
24 Ostendite mihi denarium: Cuius habet imaginem, et inscriptionem? Respondentes dixerunt ei: Cæsaris.
୨୪“ମକେ ଗଟେକ୍‌ ରମିୟ ସର୍‌କାରର୍‌ ଅଦ୍‌ଲି ଡାବୁ ଦେକାଆ । ତେଇ କାର୍‌ ମୁର୍‌ତି ଆରି କାର୍‌ ନାଉଁ ଆଚେ?” “କାଇସରର୍‌ ମୁର୍‌ତି ଆରି ନାଉଁ ଆଚେ ।” ବଲି ସେମନ୍‌ କଇଲାଇ ।
25 Et ait illis: Reddite ergo quæ sunt Cæsaris, Cæsari: et quæ sunt Dei, Deo.
୨୫“ସେନ୍ତାର୍‌ ରଇଲେ ଜନ୍‌ଟା କାଇସରର୍‌ଟା ସେଟା କାଇସର୍‌କେ ଦିଆସ୍‌, ଜନ୍‌ଟା ପର୍‌ମେସରର୍‌ଟା ସେଟା ପର୍‌ମେସର୍‌କେ ଦିଆସ୍‌ ।” ବଲି କଇଲା ।
26 Et non potuerunt verbum eius reprehendere coram plebe: et mirati in responso eius, tacuerunt.
୨୬ଏ କାତା ସୁନି ସବୁଲକର୍‌ ମୁଆଟେ ସେମନ୍‌ ଜିସୁର୍‌ ବୁଲ୍‌ ଦାର୍‌ବାର୍‌ ନାପାର୍‌ଲାଇ । ଆରି ଜିସୁର୍‌ କାତା ସୁନି ସେମନ୍‌ କାବାଅଇଜାଇ, ଚୁପ୍‌ଅଇ ରଇଲାଇ ।
27 Accesserunt autem quidam Sadducæorum, qui negant esse resurrectionem, et interrogaverunt eum,
୨୭ତାର୍‌ ପଚେ କେତେଟା ସାଦୁକି ଲକ୍‌ମନ୍‌ ଜିସୁର୍‌ ଲଗେ ଗାଲାଇ । ସେମନ୍‌, ମଲା ଲକ୍‌ମନ୍‌ ଆରି ତରେକ୍‌ ଜିବନ୍‌ଅଇ ଉଟ୍‌ବା ବିସଇ ବିସ୍‌ବାସ୍‌ ନ କର୍‌ତେ ରଇଲାଇ ।
28 dicentes: Magister, Moyses scripsit nobis: Si frater alicuius mortuus fuerit habens uxorem, et hic sine liberis fuerit, ut accipiat eam frater eius uxorem, et suscitet semen fratri suo:
୨୮ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ମସା ଆମର୍‌ ପାଇ ଏନ୍ତି ନିୟମ୍‌ ଲେକିଆଚେ ଜେ, ଗଟେକ୍‌ ଲକ୍‌ ବିବାଅଇ ପିଲାଟକି ନ ଅଇତେ ମରିଗାଲେ ତାର୍‌ ବାଇ ସେ ରାଣ୍ଡିମାଇଜିକେ ସଙ୍ଗଇସି । ଆରି ପିଲାଟକି ଅଇଲେ ତାର୍‌ ବଡ୍‌ବାଇର୍‌ କୁଟୁମ୍‌ ରକିଆ ଅଇସି ।
29 septem ergo fratres erant: et primus accepit uxorem, et mortuus est sine filiis.
୨୯ଏନ୍ତି ସାତ୍‌ବାଇ ରଇଲାଇ । ପର୍‌ତୁମ୍‌ ବାଇ ବିବା ଅଇ ପିଲାଟକି ନଇତେ ମରିଗାଲା ।
30 Et sequens accepit illam, et ipse mortuus est sine filio.
୩୦ତାର୍‌ ପଚେ ବଡ୍‌ମଜିଆ ରାଣ୍ଡିମାଇଜିକେ ସଙ୍ଗଇଲା । ମାତର୍‌ ସେ ମିସା ପିଲାଟକି ନଇତେ ମରିଗାଲା ।
31 Et tertius accepit illam. Similiter et omnes septem, et non reliquerunt semen, et mortui sunt.
୩୧ତାର୍‌ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍‌ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
32 Novissime omnium mortua est et mulier.
୩୨ସାରାସାରି ପଚେ ସେ ମିସା ମରିଗାଲା ।
33 In resurrectione ergo, cuius eorum erit uxor? Siquidem septem habuerunt eam uxorem.
୩୩ଏନ୍ତି ବଇଲେ ମଲାତେଇଅନି ଉଟ୍‌ଲା ପଚେ ସେ କାର୍‌ ମାଇଜି ଅଇସି? କାଇକେ ବଇଲେ ସେମନ୍‌ ସାତ୍‌ ଲକ୍‌ଜାକ ତାକେ ସଙ୍ଗଇ ରଇଲାଇ ।”
34 Et ait illis Iesus: Filii huius sæculi nubunt, et traduntur ad nuptias: (aiōn g165)
୩୪ଜିସୁ ସେମନ୍‌କେ କଇଲା, “ଏ ଜୁଗର୍‌ ମାଇଜି ମନସ୍‌ ବିବା ଅଇବାଇ, (aiōn g165)
35 illi vero qui digni habebuntur sæculo illo, et resurrectione ex mortuis, neque nubent, neque ducent uxores: (aiōn g165)
୩୫ମାତର୍‌ ଜନ୍‌ ମାଇଜିମନସ୍‌ ମଲାଟାନେଅନି ଉଟି, ଆଇବା ଜଗତେ ଜିଇବା କାଇବାକେ ବାଚିଅଇଆଚତ୍‌, ସେମନ୍‌ ବିବା ନ ଅଅତ୍‌ । (aiōn g165)
36 neque enim ultra mori potuerunt: æquales enim Angelis sunt, et filii sunt Dei: cum sint filii resurrectionis.
୩୬ସେମନ୍‌ ପର୍‌ମେସରର୍‌ ଦୁତ୍‌ମନର୍‌ପାରା ଅଇ ଆରି କେବେମିସା ନ ମରତ୍‌ । ପଚେ ମଲାଟାନେଅନି ଉଟି ପର୍‌ମେସରର୍‌ ପିଲାଟକି ଅଇ ରଇବାଇ ।
37 Quia vero resurgant mortui, et Moyses ostendit secus rubum, sicut dicit Dominum, Deum Abraham, et Deum Isaac, et Deum Iacob.
୩୭ମସା ବଲ୍‌ କରି ବୁଜାଇ ଦେକାଇଦେଇ ଆଚେ । ମଲା ଲକ୍‌ମନ୍‌ ଜିବନ୍‌ ଅଇ ଉଟ୍‌ବାଇ । ଲାଗ୍‌ତେ ରଇବା ବୁଟାର୍‌ କାତାଇ, ମସା ଅବ୍‌ରାଆମର୍‌ ପର୍‌ମେସର୍‌, ଇସାକର୍‌ ପର୍‌ମେସର୍‌ ଆରି ଜାକୁବର୍‌ ପର୍‌ମେସର୍‌ ବଲି ପର୍‌ମେସର୍‌କେ ଜାନାଇ ଆଚେ ।
38 Deus autem non est mortuorum, sed vivorum: omnes enim vivunt ei.
୩୮ପର୍‌ମେସର୍‌ ମଲା ଲକ୍‌ମନର୍‌ ମାପ୍‌ରୁ ନଏଁ, ଜିବନ୍‌ ରଇଲା ଲକ୍‌ମନର୍‌ ମାପ୍‌ରୁ । ପର୍‌ମେସରର୍‌ ଦେକ୍‌ବା ଇସାବେ ତେଇ ସେମନ୍‌ ସବୁ ଲକ୍‌ ଜିବନ୍‌ ଅଇଆଚତ୍‌ ।”
39 Respondentes autem quidam scribarum, dixerunt ei: Magister, bene dixisti.
୩୯ତାର୍‌ ପଚେ କେତେଟା ସାସ୍‌ତର୍‌ ସିକାଉମନ୍‌ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍‍ ଉତର୍‌ ଦେଇଆଚୁସ୍‌!” ବଲି ଜିସୁକେ କଇଲାଇ ।
40 Et amplius non audebant eum quidquam interrogare.
୪୦କାଇକେବଇଲେ ଜିସୁକେ ଆରି କେ ମିସା ପର୍‌ସନ୍‌ ପାଚାର୍‌ବାକେ ସାଆସ୍‌ କରତ୍‌ ନାଇ ।
41 Dixit autem ad illos: Quomodo dicunt Christum, filium esse David?
୪୧ତାର୍‌ ପଚେ ଜିସୁ ତାର୍‌ କାତା ସୁନ୍‌ବା ଲକ୍‌ମନ୍‌କେ ପାଚାର୍‌ଲା, “ପର୍‌ମେସର ବାଚିପାଟାଇଲା କିରିସ୍‌ଟ ଦାଉଦ୍‌ ରାଜାର୍‌ ନାତିତିତି ବଲି ଲକ୍‌ମନ୍‌ କାଇକେ କଇଲାଇନି?”
42 Et ipse David dicit in libro Psalmorum: Dixit Dominus Domino meo, sede a dextris meis,
୪୨କାଇକେ ବଇଲେ ଦାଉଦ୍‌ ରାଜା ଗିତ୍‌ସଙ୍ଗିତା ବଇତେଇ ନିଜେ ଏନ୍ତି ଲେକି ଆଚେ, ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା,
43 donec ponam inimicos tuos, scabellum pedum tuorum?
୪୩ମୁଇ ତର୍‌ ବିରଦିମନ୍‌କେ ଆରାଇକରି ତର୍‌ ପାଦ୍‌ତଲେ ସଙ୍ଗଇବା ପିଡାପାରା ନ କର୍‌ବା ଜାକ, ତୁଇ ମର୍‌ ଉଜାବାଟେସେ ବସି ର ।
44 David ergo Dominum illum vocat: et quomodo filius eius est?
୪୪ଜଦି ଦାଉଦ୍‌ ରାଜା କିରିସ୍‌ଟକେ ମାପ୍‌ରୁ ବଲି ଡାକି ରଇଲେ ଆରି କିରିସ୍‌ଟ କେନ୍ତି ଦାଉଦ୍‌ ରାଜାର୍‌ ନାତିତିତି ଅଇସି? ବଲି ପାଚାର୍‌ଲା ।
45 Audiente autem omni populo, dixit discipulis suis:
୪୫ସେବେଲା ସବୁ ଲକ୍‌ମନ୍‌ ଜିସୁ ସିକାଇବା ବିସଇ ସୁନ୍‌ତେ ରଇଲାବେଲେ, ସେ ତାର୍‌ ସିସ୍‌ମନ୍‌କେ କଇଲା,
46 Attendite a scribis, qui volunt ambulare in stolis, et amant salutationes in foro, et primas cathedras in synagogis, et primos discubitus in conviviis:
୪୬“ନିୟମ୍‌ ସିକାଇବା ଲକ୍‌ମନର୍‌ତେଇଅନି ଜାଗ୍‌ରତ୍‌ ରୁଆ । ସେମନ୍‌ ନିମାନ୍‌ ପଚିଆ ପିନ୍ଦି ବୁଲ୍‌ବାକେ ମନ୍‌ କର୍‌ବାଇ । ଆଟେବାଟେ ଜୁଆର୍‌ ପାଇବାକେ, ପାର୍‌ତନା ଗରର୍‌ ମୁକିଆ ଜାଗାଇ ବସ୍‌ବାକେ, ଆରି ବଜିତେଇ ସବୁ ଲକର୍‌ଟାନେଅନି ଆଗ୍‌ତୁ ବସ୍‌ବାକେ ମନ୍‌ କର୍‌ବାଇ ।
47 qui devorant domos viduarum, simulantes longam orationem. Hi accipient damnationem maiorem.
୪୭ସେମନ୍‌ ଲାଜ୍‌ ନଅଇ ରାଣ୍ଡି ମାଇଜିମନ୍‌କେ ନାଡାଇକରି ସେମନର୍‌ ଦନ୍‌ସଁପତି ଜୁରି ନେବାଇ । ମାତର୍‌ ସେମନ୍‌ ନିମାନ୍‌ ଲକର୍‌ପାରା ଦେକାଇଅଇବାଇ । ଆରି ଲକ୍‌ମନର୍‌ ମୁଆଟେ ବେସି ଲମାଇକରି ପାର୍‌ତନା କର୍‌ବାଇ । ଏନ୍ତାରି ଲକ୍‌ମନ୍‌କେ ପର୍‌ମେସର ବେସି ବଡ୍‌ ଡଣ୍ଡ୍‌ ଦେଇସି ।”

< Lucam 20 >