< 누가복음 9 >

1 예수께서 열 두 제자를 불러 모으사 모든 귀신을 제어하며 병을 고치는 능력과 권세를 주시고
ପଚେ ଜିସୁ ବାର୍‌ଟା ସିସ୍‌ମନ୍‌କେ ରୁଣ୍ଡାଇକରି, ସେମନ୍‌କେ ସବୁ ଡୁମା ଚାଡାଇବାକେ, ରଗ୍‌ ନିକ କର୍‌ବାକେ ବପୁ ଆରି ଅଦିକାର୍‌ ଦେଲା ।
2 하나님의 나라를 전파하며 앓는 자를 고치게 하려고 내어 보내시며
ଆରି ସେମନ୍‌କେ ପର୍‌ମେସରର୍‌ ରାଇଜ୍‌ ଜାନାଇବାକେ ଆରି ରଗ୍‌ଦୁକା ଅଇରଇବା ଲକ୍‌ମନ୍‌କେ ନିକ କର୍‌ବାକେ ପାଟାଇଲା ।
3 이르시되 `여행을 위하여 아무것도 가지지 말라 지팡이나 주머니나 양식이나 돈이나 두벌 옷을 가지지 말며
ସେମନ୍‌କେ କଇଲା, “ତମେ ଜିବାବେଲେ ଡାଙ୍ଗ୍‌ କି ମୁନା କି ରୁଟି, କି ଡାବୁ କାଇଟା ମିସା ନିଆନାଇ । ପିନ୍ଦ୍‌ଲାଟା ଚାଡିକରି ଆରି ଉଚ୍‌କା ନିଆନାଇ ।
4 어느 집에 들어가든지 거기서 유하다가 거기서 떠나라
ଜେଡେବେଲେ ତମ୍‌କେ ଜାର୍‌ ଗରେ ଡାକିନେବାଇ, ସେ ନଅର୍‌ ଚାଡି ଜିବାଜାକ ତେଇସେ ରୁଆ ।
5 누구든지 너희를 영접지 아니하거든 그 성에서 떠날 때에 너희 발에서 먼지를 떨어 버려 저희에게 증거를 삼으라' 하시니
ଆରି ଜେତେଲକ୍‌ ତମ୍‌କେ ନ ମାନତ୍‌, ସେ ନଅରେଅନି ବାରଇ ଆଇବା ବେଲାଇ, ତାକର୍‌ ବିରୁଦେ ସାକି ଇସାବେ ତମର୍‌ ପାଦେଅନି ଦୁଲି ପାପ୍‌ଡି ଦିଆସ୍‌ ।”
6 제자들이 나가 각 촌에 두루 행하여 처처에 복음을 전하며 병을 고치더라
ତେଇଅନି ସିସ୍‌ମନ୍‌ ଜାଇକରି ଗାଉଁ ଗାଉଁ ବୁଲି ଗୁଲାଇ ଜାଗାଇ ସୁବ୍‌ କବର୍‌ କଇ କଇ ଆରି ଜର୍‌ଦୁକାର୍‌ ଲକ୍‌ମନ୍‌କେ ନିମାନ୍‌ କର୍‌ବାର୍‌ ଦାର୍‌ଲାଇ ।
7 분봉왕 헤롯이 이 모든 일을 듣고 심히 당황하여 하니 이는 혹은 요한이 죽은 자 가운데서 살아났다고도 하며
ଏତ୍‌କିବିତ୍‌ରେ ଗାଲିଲିର୍‌ ମୁକିଅ ରାଜା ଏରଦ୍‌ ଏ ସବୁ ଅଇର‍ଇବା ବିସଇ ଜାନି କାନାବାନା ଅଇଗାଲା । କାଇକେବଇଲେ ଡୁବନ୍‌ ଦେଉ ଜଅନ୍‌ ମଲାତେଇଅନି ଉଟ୍‌ଲାଆଚେ ବଲି କେ କେ କଇତେରଇଲାଇ ।
8 혹은 엘리야가 나타났다고도 하며 혹은 옛 선지자 하나가 다시 살아났다고도 함이라
ଆରି, କେ କେ ଏଲିୟ ଦର୍‌ସନ୍‌ ଦେଲାଆଚେ ବଲି କଇଲାଇ । ବିନ୍‌ ଲକ୍‌ମନ୍‌ ପୁର୍‌ବକାଲର୍‌ ବବିସତ୍‌ବକ୍‌ତାମନର୍‌ ବିତ୍‌ରେଅନି ଗଟେକ୍‌ଲକ୍‍ ଉଟି ଆସିଆଚେ ବଲି କଇତେ ରଇଲାଇ ।
9 헤롯이 가로되 `요한은 내가 목을 베었거늘 이제 이런 일이 들리니 이 사람이 누군고' 하며 저를 보고자 하더라
ମାତର୍‌ ଏରଦ୍‌ କଇଲା, “ମୁଇ ତା ଡୁବନ୍‌ ଦେଉ ଜଅନର୍‌ ମୁଣ୍ଡ୍‌ କାଟାଇଆଚି, ମାତର୍‌ ଜାର୍‌ ବିସଇ ଆମେ ଏନ୍ତାର୍‌ କାତା ସୁନ୍‌ଲୁନି, ଏ କେ?” ଆରି ସେ ତାକେ ଦେକ୍‌ବିବଲି ଚେସ୍‌ଟା କର୍‌ତେରଇଲା ।
10 사도들이 돌아와 자기들의 모든 행한 것을 예수께 고한대 데리시고 따로 벳새다라는 고을로 떠나 가셨으나
୧୦ପଚେ ବାର୍‌ଟା ସିସ୍‌ମନ୍‌ ବାଉଡି ଆସି ଜାଇ ଜାଇଟା କରିରଇଲାଇ, ସେ ସବୁ ଜିସୁର୍‌ ଲଗେ ବାତାଇଦେଲାଇ । ତେଇଅନି ଜିସୁ ଜେନ୍ତିକି ଲକ୍‌ମନର୍‌ଟାନେଅନି ବିନେ ରଇବାକେ ସେମନ୍‌କେ ବେତ୍‌ସାଇଦା ନାଉଁର୍‌ ନଅରେ ଡାକିନେଲା ।
11 무리가 알고 따라왔거늘 예수께서 저희를 영접하사 하나님 나라의 일을 이야기하시며 병 고칠 자들은 고치시더라
୧୧ମାତର୍‌ ଲକ୍‌ମନ୍‌ ସେଟା ଜାନିକରି ତାକର୍‌ ପଚେ ପଚେ ଗାଲାଇ । ଜିସୁ ସେମନ୍‌କେ ମିସା ଆଲାଦ୍‌କରି ଡାକି ପର୍‌ମେସରର୍‌ ରାଇଜର୍‌ ବିସଇ କଇବାର୍‌ ଦାର୍‌ଲା । ଆରି ଜନ୍‌ ଲକ୍‌ମନ୍‌ ନିକ ଅଇବାର୍‌ ର‍ଇଲା, ସେମନ୍‌କେ ନିକକଲା ।
12 날이 저물어 가매 열 두 사도가 나아와 여짜오되 `무리를 보내어 두루 마을과 촌으로 가서 유하며 먹을 것을 얻게 하소서 우리 있는 여기가 빈 들이니이다'
୧୨ଏତ୍‌କିବିତ୍‌ରେ ଦିନ୍‌ ସାରି ରାତିଅଇବାର୍‌ ଆରାମ୍‌ ଅଇଲା, ତେଇ ପାଟାଇରଇବା ବାର୍‌ଟା ସିସ୍‌ ଜିସୁର୍‌ଲଗେ ଆସି କଇଲାଇ, “ଲକ୍‌ମନ୍‌ ଜାଇକରି ତାକର୍‌ପାଇ ବାସା ଆରି କାଦିର୍‌ପାଇ ଚାରିବେଡ୍‌ତିର୍‌ ଗାଉଁ ଆରି ଗୁଡାମନ୍‌କେ କଜତ୍‌ । ସେଟାର୍‌ପାଇ ତମେ ସେମନ୍‌କେ ମେଲାନି ଦିଆସ୍‌ । କାଇକେବଇଲେ ଆମେ ଇତି ମେଲାନ୍‌ ଜାଗାଇ ଆଚୁ ।”
13 예수께서 이르시되 너희가 먹을 것을 주어라 하시니 여짜오되 우리에게 떡 다섯 개와 물고기 두 마리 밖에 없으니 이 모든 사람을 위하여 먹을 것을 사지 아니하고는 할 수 없삽나이다 하였으니
୧୩ମାତର୍‌ ଜିସୁ ସେମନ୍‌କେ କଇଲା, “ତମେ ସେମନ୍‌କେ କାଇବାକେ ଦିଆସ୍‌ ।” ସେମନ୍‌ କଇଲାଇ, “ଆମର୍‌ଲଗେ ଏକାଇ ପାଁଚ୍‌ଟା ରୁଟି ଆରି ଦୁଇଟା ମାଚ୍‌ ଚାଡି ଅଦିକ୍‌ ନାଇ । ସେନ୍ତାର୍‌ଆଲେ ଆମେ ଜାଇକରି ଏ ସବୁଲକର୍‌ପାଇ କନ୍ତିଅନି କାଦି ଗେନ୍‌ବୁ?”
14 이는 남자가 한 오천 명 됨이러라 제자들에게 이르시되 떼를 지어 한 오십 명씩 앉히라 하시니
୧୪କାଇକେବଇଲେ ସେମନ୍‌ ଅବ୍‌କା ମୁନୁସ୍‌ପିଲାମନ୍‌ସେ ପାଁଚ୍‌ ଅଜାର୍‌ ରଇଲାଇ । ଜିସୁ ସିସ୍‌ମନ୍‌କେ କଇଲା, “ଗଟେକ୍‌ ଗଟେକ୍‌ ଦାଡି, ପଚାସ୍‌ ଲକ୍‌କେ ଲାକା ବସାଆ ।”
15 제자들이 이렇게 하여 다 앉힌 후
୧୫ତେଇ ସେମନ୍‌ ସେନ୍ତାରିକରି ଲକ୍‌ମନ୍‌କେ ବସାଇଲାଇ ।
16 예수께서 떡 다섯 개와 물고기 두 마리를 가지사 하늘을 우러러 축사 하시고 떼어 제자들에게 주어 무리 앞에 놓게 하시니
୧୬ଆରି, ଜିସୁ ପାଁଚ୍‌ଟା ରୁଟି ଆରି ଦୁଇଟା ମାଚ୍‌ ଦାରି, ସରଗ୍‌ବାଟେ ମୁ କରି ଦନିଅବାଦ୍‌ ଦେଲା ଆରି ବାଙ୍ଗାଇକରି ସିସ୍‌ମନ୍‌କେ ବାଟାକଲା ।
17 먹고 다 배불렀더라 그 남은 조각 열 두 바구니를 거두니라
୧୭ତେଇ ସବୁଲକ୍‌ ପେଟ୍‌ ପୁର୍‌ତେ କାଇଲାଇ ଆରି ସାନ୍ତି ଅଇଲାଇ । ପଚେ ସିସ୍‌ମନ୍‌ ତେଇ ଅଗ୍‌ଲି ରଇବା ବାଙ୍ଗାଇଲାଟାମନ୍‌ ବାର ଡାଲା ଉବ୍‌ରାଇଲାଇ ।
18 예수께서 따로 기도하실 때에 제자들이 주와 함께 있더니 물어 가라사대 `무리가 나를 누구라고 하느냐?'
୧୮ତରେକ୍‌ ଜିସୁ ଗଟେକ୍‌ ଲକ୍‌ସେ କିନରା ଜାଗାଇ ବସି ପାର୍‌ତନା କର୍‌ବାବେଲେ ସିସ୍‌ମନ୍‌ ତାର୍‌ଲଗେ ଆଇଲାଇ, ଆରି ସେ ସିସ୍‌ମନ୍‌କେ ପାଚାର୍‌ଲା, “ମୁଇ କେ ବଲି ଲକ୍‌ମନ୍‌ କଇଲାଇନି?”
19 대답하여 가로되 `세례 요한이라 하고 더러는 엘리야라 더러는 옛 선지자 중의 하나가 살아났다 하나이다'
୧୯ସେମନ୍‌ କ‍ଇଲାଇ, “କେ କେ ଡୁବନ୍‌ ଦେଉ ଜଅନ୍‌, ଆରି କେ କେ ଏଲିୟ, ଆରି କେ କେ ପୁର୍‌ବର୍‌ ବବିସତ୍‌ବକ୍‌ତାମନର୍‌ ବିତ୍‌ରେଅନି ଗଟେକ୍‌ଲକ୍‌ ମଲାତେଇଅନି ଜିବନ୍‌ ଅଇଲାଆଚେ ବଲି କଇଲାଇନି ।”
20 예수께서 이르시되 `너희는 나를 누구라 하느냐?' 베드로가 대답하여 가로되 `하나님의 그리스도시니이다' 하니
୨୦ସେ ସିସ୍‌ମନ୍‌କେ ପାଚାର୍‌ଲା, “ମାତର୍‌ ତମେ ମୁଇ କେ ବଲି ବାବ୍‌ଲାସ୍‌ନି?” ପିତର୍‌ କ‍ଇଲା “ତମେ ପର୍‌ମେସର୍‌ ପାଟାଇଲା କିରିସ୍‌ଟ ।”
21 경계하사 `이 말을 아무에게도 이르지 말라' 명하시고
୨୧ତେଇ ଜିସୁ ଏଟା କାକେ ନ କଇବାପାଇ ସେମନ୍‌କେ ଜାଗ୍‌ରତ୍‌କରି ତିଆର୍‌ଲା ।
22 가라사대 `인자가 많은 고난을 받고 장로들과 대제사장들과 서기관들에게 버린 바 되어 죽임을 당하고 제 삼일에 살아나야 하리라 하시고
୨୨ସେ ସେମନ୍‌କେ କଇଲା, “ପର୍‌ମେସର୍‌ ପାଟାଇଲା ନର୍‌ପିଲା ମୁଇ ବେସି ଦୁକ୍‌ କସ୍‌ଟ ଅଇବାର୍‌ଆଚେ । ପାର୍‌ଚିନ୍‌ମନ୍‌, ସାସ୍‌ତର୍‌ ସିକାଉମନ୍‌ ଆରି ମୁକିଅ ପୁଜାରିମନ୍‌ ମକେ ନ ନାମତ୍‌ । ସେମନ୍‌ ମକେ ମରାଇବାଇ । ଆରି ତିନ୍‌ଦିନ୍‌ ପଚେ ମୁଇ ଆରିତରେକ୍‌ ମଲାତେଇଅନି ଜିବନ୍‌ ଅଇ ଉଟ୍‌ବି ।”
23 또 무리에게 이르시되 아무든지 나를 따라 오려거든 자기를 부인하고 날마다 제 십자가를 지고 나를 좇을 것이니라
୨୩ସେଡ୍‌କିବେଲେ ଜିସୁ ସବୁଲକ୍‌କେ କଇଲା, “ତେବେ କେ ମିସା ମର୍‌ସଙ୍ଗ୍‌ ଆଇବାକେ ମନ୍‌ କର୍‌ସି, ସେ ନିଜର୍‌ ମନ୍‌କଲାଟା ସବୁ ଚାଡିଦେବାର୍‌ ଆଚେ, ଆରି ସବୁଦିନ୍‌ ତାର୍‌ ନିଜର୍‌ କୁର୍‌ସ ବଇ ମର୍‌ ସଙ୍ଗ୍‍ ଆସ ।
24 누구든지 제 목숨을 구원코자 하면 잃을 것이요 누구든지 나를 위하여 제 목숨을 잃으면 구원하리라
୨୪କାଇକେବଇଲେ, ଜେ ନିଜର୍‌ ଜିବନ୍‌ ବଁଚାଇବାକେ ମନ୍‌ କର୍‌ସି, ସେ ସେଟା ଆରାଇସି । ମାତର୍‌ ଜେ ମର୍‌ପାଇବଲି ଜିବନ୍‌ ଆରାଇସି, ସେ ସେଟା ରକିଆ କର୍‌ସି ।
25 사람이 만일 온 천하를 얻고도 자기를 잃든지 빼앗기든지 하면 무엇이 유익하리요
୨୫ଆରି ଜଦି ଗଟେକ୍‌ ମୁନୁସ୍‌ ଗୁଲାଇ ଦୁନିଆ ଜିତିକରି ନିଜେ ବିନାସ୍‌ ଅଇସି, କି ଆରାଇସି, ତେବେ ତାର୍‌ କାଇ ଲାବ୍‌?
26 누구든지 나와 내 말을 부끄러워하면 인자도 자기와 아버지와 거룩한 천사들의 영광으로 올 때에 그 사람을 부끄러워하리라
୨୬ତେବେ କେ ମିସା ମର୍‌ପାଇ ଆରି ମର୍‌ ବାକିଅର୍‍ ଲାଜ୍‌ ଅଇସି, ଜେଡ୍‌କିବେଲେ ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମୁଇ ନିଜର୍‌ ଆରି ବାବାର୍‌, ଆରି ସୁକଲ୍‌ ଦୁତ୍‌ମନର୍‌ ମଇମାସଙ୍ଗ୍‌ ବାଉଡି ଆଇବି, ସେଡ୍‌କିବେଲେ ତାର୍‌ ବିସ‍ଇ ନେଇ ଲାଜ୍‌ଅଇବି ।
27 내가 참으로 너희에게 이르노니 여기 섰는 사람 중에 죽기 전에 하나님의 나라를 볼 자들도 있느니라'
୨୭ମାତର୍‌ ମୁଇ ତମ୍‌କେ ସତ୍‌ କଇଲିନି, ପର୍‌ମେସରର୍‌ ରାଇଜ୍‌ ନ ଦେକ୍‌ବାଜାକ ଇତି ଟିଆଅଇରଇବା ଲକ୍‌ମନର୍‌ ବିତ୍‌ରେଅନି କେତେଲକ୍‌, ପର୍‌ମେସରର୍‌ ରାଇଜ୍‌ ଦେକ୍‌ବାଇ ।”
28 이 말씀을 하신 후 팔 일쯤되어 예수께서 베드로와 요한과 야고보를 데리시고 기도하시러 산에 올라가사
୨୮ଜିସୁ ଏ ସବୁ କଇ ପାକାପାକି ଆଟ୍‍ଦିନ୍‌ ଗାଲାପଚେ, ଜଅନ୍‌, ପିତର୍‌ ଆରି ଜାକୁବର୍‌ ସଙ୍ଗ୍‌ ପାର୍‌ତନା କର୍‌ବାକେ ପର୍‌ବତ୍‌ ଉପ୍‌ରେ ଗାଲା ।
29 기도하실 때에 용모가 변화되고 그 옷이 희어져 광채가 나더라
୨୯ଆରି, ସେ ପାର୍‌ତନା କର୍‌ବାବେଲେ ତାର୍‌ ମୁ ବିନ୍‌ ଅଇଗାଲା ଆରି ସେ ପିନ୍ଦ୍‌ଲା ଲୁଗା ଦବ୍‌ ଅଇ ବିଜ୍‌ଲିପାରା ଜିକ୍‌ମିକିଗାଲା ।
30 문득 두 사람이 예수와 함께 말하니 이는 모세와 엘리야라
୩୦ଆରି ଏଦେ ଦେକା! ସେଦାପ୍‌ରେ ମସା ଆରି ଏଲିୟ ତାର୍‌ସଙ୍ଗ୍‌ କାତାବାର୍‌ତା ଅଇବାର୍‌ ଦାର୍‌ଲାଇ ।
31 영광 중에 나타나서 장차 예수께서 예루살렘에서 별세하실 것을 말씀할새
୩୧ସେମନ୍‌ ସରଗର୍‌ ମଇମାସଙ୍ଗ୍‌ ଡିସ୍‌ତେ ରଇଲାଇ । ସେ କେନ୍ତି ଜିରୁସାଲାମେ ଦୁକ୍‌ କସ୍‌ଟ ପାଇ ମରିକରି ପର୍‌ମେସରର୍‌ ଜଜ୍‌ନା ସିଦ୍‌ କର୍‌ବାର୍‌ ଆଚେ ବଲି ସେମନ୍‌ ଜିସୁର୍‌ସଙ୍ଗ୍‌ କାତା ଅଇଲାଇ ।
32 베드로와 및 함께 있는 자들이 곤하여 졸다가 아주 깨어 예수의 영광과 및 함께 선 두 사람을 보더니
୩୨ସେଡ୍‌କିବେଲେ ପିତର୍‌ ଆରି ତାର୍‌ ସଙ୍ଗର୍‌ ଲକ୍‌ମନ୍‌ ଟାଟିଅଇତେ ସଇଦେଇରଇଲାଇ, ମାତର୍‌ ସେମନ୍‌ ଚେତାଅଇ ଜାଗ୍‌ରତ୍‌ ଅଇବାକେ, ଜିସୁର୍‌ ମଇମା ଆରି ତାର୍‌ସଙ୍ଗ୍‌ ଦୁଇଲକ୍‌ ଟିଆଅଇରଇବାଟା ଦେକ୍‌ଲାଇ ।
33 두 사람이 떠날 때에 베드로가 예수께 여짜오되 `주여, 우리가 여기 있는 것이 좋사오니 우리가 초막 셋을 짓되 하나는 주를 위하여, 하나는 모세를 위하여, 하나는 엘리야를 위하여 하사이다' 하되 자기의 하는 말을 자기도 알지 못하더라
୩୩ମସା ଆରି ଏଲିୟ ବାରଇ ଜିବା ବେଲେ ପିତର୍‌ ଜିସୁକେ କଇବାର୍‌ ଦାର୍‌ଲା, “ଏ ଗୁରୁ, ଆମେ ତା ଏ ଜାଗାଇ ଆଚୁ, ଏଟା ନିକ ଜାଗା, ଇତି ତିନ୍‌ଟା କୁଡିଆ ତିଆର୍‌ କରୁ । ତମର୍‌ପାଇ ଗଟେକ୍‌, ମସାର୍‌ପାଇ ଗଟେକ୍‌ ଆରି ଏଲିୟର୍‌ପାଇ ଗଟେକ୍‌ ।” ମାତର୍‌ ସେ କାଇଟା କଇଲାନି, ସେଟା ସେ ଜାନିନାପାର୍‌ଲା ।
34 이 말 할 즈음에 구름이 와서 저희를 덮는지라 구름 속으로 들어갈 때에 저희가 무서워하더니
୩୪ସେ ଏନ୍ତି କଇବାବେଲେ ବାଦଲ୍‌ ଆସି ସେମନ୍‌କେ ଡାବିଅଇଦେଲା । ବାଦଲ୍‌ ଡାବିଦେଲାକେ ସେମନ୍‌ ଡରିଗାଲାଇ ।
35 구름 속에서 소리가 나서 가로되 `이는 나의 아들 곧 택함을 받은 자니 너희는 저의 말을 들으라' 하고
୩୫ଆରି, ବାଦ୍‌ଲେଅନି ଏନ୍ତି ବାକିଅ ଆଇଲା, “ଏଟାସେ ମର୍‌ ପିଲା, ଆକେ ମୁଇ ବାଚିଆଚି, ସେ କ‍ଇବାଟା ସୁନା ।”
36 소리가 그치매 오직 예수만 보이시더라 제자들이 잠잠하여 그 본 것을 무엇이든지 그 때에는 아무에게도 이르지 아니하니라
୩୬ସେ ସବଦ୍‌ ଅଇଲାପଚେ ଜିସୁ ଗଟେକ୍‌ଲକ୍‌ସେ ଡିସ୍‌ଲା । ଆରି, ସେମନ୍‌ ଚିମ୍‌ରା ଅଇରଇଲାଇ, ତେଇ ଜାଇଜାଇଟା ଦେକିରଇଲାଇ, ସେବେଲେ ସେ କାତା କାକେ ନ କଇ, ମନେ ଦାରିରଇଲାଇ ।
37 이튿날 산에서 내려 오시니 큰 무리가 맞을새
୩୭ଆର୍‌କର୍‌ ଦିନେ ଜିସୁ ଆରି ତିନ୍‌ଟା ସିସ୍‌ମନ୍‌ ଡଙ୍ଗ୍‌ରେଅନି ଉତ୍‌ରି ଆଇଲାଇ । ଆରି ସେ ଜାଗାଇ ବେସି ଲକ୍‌ମନ୍‌ ତାକର୍‌ସଙ୍ଗ୍‌ ବେଟ୍‌ ଅଇଲାଇ ।
38 무리 중에 한 사람이 소리질러 가로되 `선생님 청컨대 내 아들을 돌아 보아 주옵소서 이는 내 외아들이니이다
୩୮ଆରି ଦେକା ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଆଉଲିଅଇ କଇଲା, “ଏ ଗୁରୁ ମୁଇ ତମ୍‌କେ ବାବୁଜିଆ କଲିନି, ମର୍‌ ପିଲାକେ ଅଲପ୍‌ ଦେକି ଦୟାକରା, କାଇକେବଇଲେ ସେ ମର୍‌ ଗଟେକ୍‌ ବଲି ପଅ ।
39 귀신이 저를 잡아 졸지에 부르짖게 하고 경련을 일으켜 거품을 흘리게 하며 심히 상하게 하고야 겨우 떠나가나이다
୩୯ଦେକା, ତାକେ ଗଟେକ୍‌ ଡୁମା ଦାର୍‌ସି, ଆରି ସେ ଅଟାତ୍‌ କିର୍‌କିରି ଉଟ୍‌ସି, ତାକେ ସେ ଏନ୍ତି ମଡିପାକାଇସିଜେ, ତାର୍‌ ମୁଏଅନି ପେପୁଲ୍‌ ବାରଇଜାଇସି, ଆରି ସେ ତାକେ କଣ୍ଡିଆବଣ୍ଡିଆ କରି ତାର୍‌ଟାନେଅନି କସ୍‌ଟେ ବାରଇଜାଇସି ।
40 당신의 제자들에게 내어 쫓아 주기를 구하였으나 저희가 능히 못하더이다'
୪୦ତାକେ ଡୁମା ଚାଡାଇବାକେ ବଲି ମୁଇ ତମର୍‌ ସିସ୍‌ମନର୍‌ ଲଗେ ଆନି ଗୁଆରି କରିରଇଲି, ମାତର୍‌ ସେମନ୍‌ ନାପାର୍‌ଲାଇ ।”
41 예수께서 대답하여 가라사대 `믿음이 없고 패역한 세대여! 내가 얼마나 너희와 함께 있으며 너희를 참으리요 네 아들을 이리로 데리고 오라' 하시니
୪୧ଜିସୁ କ‍ଇଲା, “ଏରେ କରାପ୍‌ବାଟେ ଜାଇ ବିସ୍‌ବାସ୍‌ ନ କଲା ଲକ୍‌ମନ୍‌, କେତେ କାଲ୍‌ ଆରି ମୁଇ ତମର୍‌ସଙ୍ଗ୍‌ ମୁର୍‌ଚି ରଇବି, ପିଲାକେ ଇତି ଦାରିଆସା ।”
42 올 때에 귀신이 거꾸러뜨리고 심한 경련을 일으키게 하는지라 예수께서 더러운 귀신을 꾸짖으시고 아이를 낫게 하사 그 아비에게 도로 주시니
୪୨ପିଲା ଆଇବାବେଲେ କାର୍‌ ଆତ୍‌ମା ତାକେ ବୁଏଁ ଆପ୍‌ଟିଦେଇ ମଡିପାକାଇଲା, ସେ ଆତ୍‌ମାକେ ଜିସୁ ଦମ୍‌କାଇଲା ଆରି ପିଲାକେ ନିକକରି ତାର୍‌ ବାବାକେ ସର୍‌ପିଦେଲା ।
43 사람들이 다 하나님의 위엄을 놀라니라 저희가 다 그 행하시는 모든 일을 기이히 여길새 예수께서 제자들에게 이르시되
୪୩ତେଇ କେବେ ଦେକି ନ ରଇବା ପର୍‌ମେସରର୍‌ ବପୁ ଦେକି ସବୁଲକ୍‌ କାବା ଅଇଗାଲାଇ ।
44 `이 말을 너희 귀에 담아두라 인자가 장차 사람들의 손에 넘기우리라' 하시되
୪୪ତାର୍‌ କରିରଇବା ସବୁ କାମର୍‌ଲାଗି ସବୁଲକ୍‌ ଚକିତ୍‌ ଅଇବାବେଲେ ସେ ସିସ୍‌ମନ୍‌କେ କଇଲା, “ଏବେ ମୁଇ କାତା ନିମାନ୍‌କରି କଇଦେଲିନି, ସୁନା । କାଇକେବଇଲେ ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମୁଇ ବିସ୍‌ବାସେ ବିସ୍‌ଦେଲାପାରା ଲକ୍‌ମନ୍‌କେ ସର୍‌ପି ଅଇବାର୍‌ ଗାଲିନି ।”
45 저희가 이 말씀을 알지 못하였나니 이는 저희로 깨닫지 못하게 숨김이 되었음이라 또 저희는 이 말씀을 묻기도 두려워하더라
୪୫ମାତର୍‌ ସିସ୍‌ମନ୍‌ ସେ କାତା ବୁଜିନାପାର୍‌ଲାଇ, ଆରି ସେଟା ତାକର୍‌ଟାନେଅନି ଲୁଚିରଇଲା । ତେବର୍‌ପାଇ ସେମନ୍‌ ଏଟା ବୁଜିନାପାର୍‌ଲେ ମିସା ଜିସୁକେ ପାଚାର୍‌ବାକେ ଡର୍‌ତେରଇଲାଇ ।
46 제자 중에서 누가 크냐 하는 변론이 일어나니
୪୬ତରେକ୍‌ ସିସ୍‌ମନର୍‌ ବିତ୍‌ରେ କେ ମୁକିଆ, ସେ ବିସଇ ନେଇ ଦଦାପେଲା ଅଇଲାଇ ।
47 예수께서 그 마음에 변론하는 것을 아시고 어린 아이 하나를 데려다가 자기 곁에 세우시고
୪୭ମାତର୍‌ ଜିସୁ ତାକର୍‌ ମନ୍‌ବିତ୍‌ରର୍‌ କାତା ଜାନିକରି, ଗଟେକ୍‌ ସାନ୍‌ ପିଲାକେ ଦାର୍‌ଲା ଆରି ତାକର୍‌ ମୁଆଟେ ଟିଆକରି ସେମନ୍‌କେ କଇଲା,
48 저희에게 이르시되 `누구든지 내 이름으로 이 어린 아이를 영접하면 곧 나를 영접함이요 또 누구든지 나를 영접하면 곧 나 보내신 이를 영접함이라 너희 모든 사람 중에 가장 작은 그이가 큰 자니라'
୪୮“କେ ମିସା ମର୍‌ ନାଉଁଦାରି ଏ ପିଲାକେ ନାମ୍‌ସି, ସେ ମକେ ନାମ୍‌ସି । ଜେ ମକେ ନାମ୍‌ସି, ସେ ମର୍‌ ପାଟାଇରଇବା ବାବାକେ ନାମ୍‌ସି । ସେଟାର୍‌ପାଇ ତମର୍‌ ବିତ୍‌ରେ ଜେ ସବୁର୍‌ ଟାନେଅନି ସାନ୍‌, ସେ ପର୍‌ମେସର୍‌ ତେଇ ମୁକିଅ ।”
49 요한이 여짜오되 `주여, 어떤 사람이 주의 이름으로 귀신을 내어 쫓는 것을 우리가 보고 우리와 함께 따르지 아니하므로 금하였나이다'
୪୯ତେଇ ଜଅନ୍‌ କ‍ଇଲା, “ଏ ଗୁରୁ, ଆମେ ଗଟେକ୍‌ ଲକ୍‌, ତମର୍‌ ନାଉଁ ଦାରି ଡୁମା ଚାଡାଇବାଟା ଦେକ୍‌ଲୁ ଆରି ତାକେ ନ କର୍‌ ବଲି ତେବାଇଲୁ କାଇକେବଇଲେ ସେ ଆମର୍‌ ଦଲର୍‌ ଲକ୍‌ ନଏଁ ।”
50 예수께서 가라사대 `금하지 말라 너희를 반대하지 않는 자는 너희를 위하는 자니라' 하시니라
୫୦ମାତର୍‌ ଜିସୁ ସେମନ୍‌କେ କଇଲା, “ତେବାଆ ନାଇ, ଜନ୍‌ଲକ୍‌ ତମର୍‌ ବିରଦେ ନାଇ, ସେମନ୍‌ ତମର୍‌ ବାଟେ ।”
51 예수께서 승천하실 기약이 차 가매 예루살렘을 향하여 올라가기로 굳게 결심하시고
୫୧ପଚେ ଜେଡେବେଲେ ଜିସୁର୍‌ ସର୍‌ଗେ ଜିବାର୍‌ ବେଲା କେଟିଆଇତେରଇଲା, ସେଡେବେଲେ ସେ ଜିରୁସାଲାମ୍‌ ଜିବାକେ ମନ୍‌କଲା ।
52 사자들을 앞서 보내시매 저희가 가서 예수를 위하여 예비하려고 사마리아인의 한 촌에 들어갔더니
୫୨ସେ ଜିବା ଆଗ୍‌ତୁ କେତେଟା ଲକ୍‌ମନ୍‌କେ ପାଟାଇଲା । ସେମନ୍‌ ଜାଇକରି ଜିସୁର୍‌ପାଇ ସବୁ କର୍‌ବାକେ ସମିରଣିୟମନର୍‌ ଗଟେକ୍‌ ଗାଏଁ କେଟ୍‌ଲାଇ ।
53 예수께서 예루살렘을 향하여 가시는 고로 저희가 받아 들이지 아니하는지라
୫୩ମାତର୍‌ ଜିସୁ ଜିରୁସାଲାମ୍‌ ଜିବାକେ ମନ୍‌କଲାଆଚେ ବଲି ଜାନିକରି, ତାକେ ଡାକି ବସାଅତ୍‌ନାଇ ।
54 제자 야고보와 요한이 이를 보고 가로되 `주여, 우리가 불을 명하여 하늘로 좇아 내려 저희를 멸하라 하기를 원하시나이까?'
୫୪ଏଟାଦେକି ଜାକୁବ୍‌ ଆରି ଜଅନ୍‌ କଇଲାଇ, “ମାପ୍‌ରୁ ଏଲିୟ ମିସା ଜେନ୍ତି କରିରଇଲା, ସେନ୍ତାର୍‌ସେ ଆମେ ବାଦ୍‌ଲେଅନି ଜଇ ଅଦ୍‌ରାଇ ସେମନ୍‌କେ ନାସ୍‌କର୍‌ବାକେ ତମେ ମନ୍‌ କଲାସ୍‌ନି କି?”
55 예수께서 돌아보시며 꾸짖으시고
୫୫ମାତର୍‌ ଜିସୁ ବୁଲିକରି ସେମନ୍‌କେ ଦମ୍‌କାଇକରି କଇଲା, “ତମେମନ୍‌ କେନ୍ତାରି ଆତ୍‌ମାର୍‌ ଲକ୍‌, ଏଟା ନାଜାନାସ୍‌ । ମାପ୍‌ରୁ ପାଟାଇରଇବା ନର୍‌ପିଲା ମୁଇ ମୁନୁସ୍‌ମନର୍‌ ଜିବନ୍‌ ନାସ୍‌ କର୍‌ବାକେ ନ ଆସି, ରକିଆ କର୍‌ବାକେ ଆସିଆଚେ ।”
56 함께 다른 촌으로 가시니라
୫୬ତାର୍‌ପଚେ ସେମନ୍‌ ଆରିଗଟେକ୍‌ ଗାଏଁ ଉଟିଗାଲାଇ ।
57 길 가실 때에 혹이 여짜오되 `어디로 가시든지 저는 좇으리이다'
୫୭ସେମନ୍‌ ଜିବାବେଲେ ବାଟେ ଗଟେକ୍‌ ଲକ୍‌ ଜିସୁକେ କଇଲା, “ତମେ ଜନ୍‌ ଜାଗାଇ ଜାଇସା, ମୁଇ ତମର୍‌ସଙ୍ଗ୍‌ ଆଇବି ।”
58 예수께서 가라사대 `여우도 굴이 있고 공중의 새도 집이 있으되 인자는 머리 둘 곳이 없도다' 하시고
୫୮ଜିସୁ ତାକେ କଇଲା, “କକପାନ୍ଦିର୍‌ ପାଆର୍‌ ଆଚେ, ଚଡଇମନ୍‍କେ ଗୁଡା ଆଚେ, ମାତର୍‌ ମାପ୍‌ରୁ ପାଟାଇରଇବା ନର୍‌ପିଲା ମକେ ବସ୍‌ବାକେ ନିଜର୍‌ ଗର୍‌ ନାଇ ।”
59 또 다른 사람에게 `나를 좇으라!' 하시니 그가 가로되 `나로 먼저 가서 내 부친을 장사하게 허락하옵소서'
୫୯ତାର୍‌ପଚେ ଜିସୁ ଆରିଗଟେକ୍‌ ଲକ୍‌କେ କଇଲା, “ମର୍‌ସଙ୍ଗ୍‌ ଆଉ ।” ମାତର୍‌ ସେ କଇଲା, “ପର୍‌ତୁମ୍‌ ଜାଇ ମର୍‌ ବାବାକେ ଦନ୍‌ କରିଆଇବାଜାକ ମକେ ଆଦେସ୍‌ ଦିଆ ।”
60 가라사대 `죽은 자들로 자기의 죽은 자들을 장사하게 하고 너는 가서 하나님의 나라를 전파하라' 하시고
୬୦ମାତର୍‌ ଜିସୁ ତାକେ କଇଲା, “ମଲାଲକ୍‌ମନ୍‌ ମଲାଲକ୍‌ମନ୍‌କେ ଦନ୍‌ କର୍‌ବାକେ ଚାଡିଦିଆସ୍‌, ମାତର୍‌ ତମେ ଜାଇ ପର୍‌ମେସରର୍‌ ରାଇଜ୍‌ ଜାନାଆ ।”
61 또 다른 사람이 가로되 `주여, 내가 주를 좇겠나이다마는 나로 먼저 내 가족을 작별케 허락하소서'
୬୧ଆରିଗଟେକ୍‌ ଲକ୍‌ କଇଲା, “ମାପ୍‌ରୁ ମୁଇ ତମର୍‌ସଙ୍ଗ୍‌ ଆଇବି, ମାତର୍‌ ଗରର୍‌ ଲକ୍‌ମନ୍‌କେ ଗାଲିନି ବଲି କଇକରି ଆଇବାକେ ଆଦେସ୍‌ ଦିଆ ।”
62 예수께서 이르시되 `손에 쟁기를 잡고 뒤를 돌아보는 자는 하나님의 나라에 합당치 아니하니라' 하시니라
୬୨ମାତର୍‌ ଜିସୁ ତାକେ କଇଲା, “ଜେ କସ୍‌ବାବେଲେ ନଙ୍ଗଲ୍‌ଦାରି ପଚେ ଦେକିଲାଗିରଇସି, ସେ ପର୍‌ମେସରର୍‌ ରାଇଜର୍‌ ସେବା କର୍‌ବାକେ ଅଦିକାର୍‍ ନ ପାଏ ।”

< 누가복음 9 >