< ローマ人への手紙 7 >

1 それとも、兄弟たち。あなたがたは、律法が人に対して権限を持つのは、その人の生きている期間だけだ、ということを知らないのですか。――私は律法を知っている人々に言っているのです。――
ଏ ବାଇବଇନିମନ୍‌, ଏବେ ମୁଇ ଜାଇଟା କଇବାକେ ଗାଲିନି, ସେଟା ଅଇଲାନି ନିୟମ୍‍ । ନିୟମ୍‌ କାଇଟା ବଲି ତମେ ବୁଜିପାରାସ୍‌, ତାର୍‌ ଅରତ୍‌ ମିସା ଜାନାସ୍‌ । ମୁନୁସ୍‌ ଅବ୍‌କା ତାର୍‌ ଜିଇବା କାଇବା ଦିନ୍‍ ଜାକ ନିୟମର୍‌ ତଲେ ରଇସି ।
2 夫のある女は、夫が生きている間は、律法によって夫に結ばれています。しかし、夫が死ねば、夫に関する律法から解放されます。
ବିବା ଅଇବା ବିସଇ ଦେକ୍‍ଲେ, ମୁନୁସ୍‌ ବଁଚି ରଇବା ଜାକ, ତାର୍‌ ମାଇଜି ସଙ୍ଗ୍‌ ବିବା ବାନ୍ଦନେ ବାନ୍ଦିଅଇରଇସି । ମାତର୍‌ ମୁନୁସ୍‌ ମରିଗାଲା ପଚେ ତାର୍‌ ମାଇଜି ଏ ନିୟମେଅନି ମୁକଲ୍‌ସି ।
3 ですから、夫が生きている間に他の男に行けば、姦淫の女と呼ばれるのですが、夫が死ねば、律法から解放されており、たとい他の男に行っても、姦淫の女ではありません。
ସେ ବଁଚି ରଇଲା ବେଲେ, ତାର୍‍ ମାଇଜି ଜଦି ବିନ୍‌ ମୁନୁସ୍‌କେ ବିବା ଅଇସି, ତେବେ ତାକେ ଚାଡ୍‌ରି ବଲି କଇବାଇ, ମାତର୍‌ ମୁନୁସର୍‌ ମରନ୍‌ ପଚେ ବିନ୍‌ ମୁନୁସ୍‌କେ ବିବା ଅଇଲେ, ତାକେ ଆରି ଚାଡ୍‌ରି ବଲି ନ କଅତ୍‌ । ନିୟମ୍‌ ଇସାବେ ସେ ଗଟେକ୍‌ ମୁକ୍‌ଲି ରଇବା ମାଇଜି ।
4 私の兄弟たちよ。それと同じように、あなたがたも、キリストのからだによって、律法に対しては死んでいるのです。それは、あなたがたが他の人、すなわち死者の中からよみがえった方と結ばれて、神のために実を結ぶようになるためです。
ଏ ମର୍‌ ବାଇବଇନିମନ୍‌, ତମେ ମିସା ସମାନ୍‌ ସେନ୍ତାରିସେ । ନିୟମ୍‌ ଇସାବେ କିରିସ୍‌ଟର୍‌ ଗାଗ୍‌ଡେ ମିସ୍‌ଲାର୍‌ପାଇ ତମେମିସା ମରିଆଚାସ୍‌ । ଏବେ ତମେ ତାର୍‌ଟା । ପର୍‌ମେସର୍‌ ତାକେ ମରନେଅନି ଉଟାଇଆଚେ । ଜେନ୍ତାରିକି ତାର୍‍ ସେବାକାମେ ଆମେ ମିସା ମିସ୍‌ବୁ ।
5 私たちが肉にあったときは、律法による数々の罪の欲情が私たちのからだの中に働いていて、死のために実を結びました。
ଜେତେଦିନ୍‌ ଜାକ ଆମେ ଗାଗଡ୍‌ ମନ୍‍ କଲା ଇସାବେ ବାନ୍ଦିଅଇରଇଲୁ, ନିୟମ୍‌ ଆମ୍‌କେ ନାଇ ବଲି କଇତେରଇଲା । ସେଟା ଆମର୍‌ ପାପ୍‌ ଅଦିକ୍‌ ଅଦିକ୍‌ କରାଇତେ ରଇଲା । ଆରି ଆମେ ମରନ୍‌ ବାଟେ ଜାଇତେରଇଲୁ ।
6 しかし、今は、私たちは自分を捕えていた律法に対して死んだので、それから解放され、その結果、古い文字にはよらず、新しい御霊によって仕えているのです。
ଏବେ ଆମେ ନିୟମର୍‌ ସାସନେଅନି ମୁକଲ୍‌ଲୁ ଆଚୁ, କାଇକେବଇଲେ ଜନ୍‌ଟା ଆମ୍‌କେ ଦିନେକ୍‌ ବନ୍ଦି କରି ସଙ୍ଗାଇରଇଲା, ସେଟା ଆମର୍‌ ବିତ୍‌ରେ ମରିଗାଲାଆଚେ । ଆମେ ଆରି ଆଗ୍‌ତୁର୍‌ ପାରା ଲେକାଅଇଲା ନିୟମ୍‌ ଇସାବେ ପର୍‌ମେସର୍‌କେ ସେବାକରୁ ନାଇ । ଏବେ ସୁକଲ୍‌ ଆତ୍‌ମା ଦେକାଇଲା ବାଟେ ଇଣ୍ଡ୍‌ଲୁନି ।
7 それでは、どういうことになりますか。律法は罪なのでしょうか。絶対にそんなことはありません。ただ、律法によらないでは、私は罪を知ることがなかったでしょう。律法が、「むさぼってはならない。」と言わなかったら、私はむさぼりを知らなかったでしょう。
ତେବେ ଆମେ କାଇଟା ବଲି କଉଁ, ନିୟମେସେ ପାପ୍‌ ଆଚେ କି? ସେଟା ସତଇସେ ନଏଁ । ମାତର୍‌ ପାପ୍‌ କାଇଟା? ସେଟା, ମକେ ନିୟମ୍‌ ଜାନାଇଦେଲା ଆଚେ । “ବିନ୍‌ ଲକର୍‌ ଦିନ୍‍ସୁ ଲବାଇବାର୍‌ ନାଇ ।” ଏ ଆଦେସ୍‌ ଜଦି ନିୟମ୍‌ତେଇ ନ ରଇତା, ଲବାଇବାଟା କାଇଟା ବଲି ମୁଇ ନାଜାନ୍‌ତି ।
8 しかし、罪はこの戒めによって機会を捕え、私のうちにあらゆるむさぼりを引き起こしました。律法がなければ、罪は死んだものです。
ମାତର୍‌ ଉପ୍‌ରର୍‌ ଆଦେସର୍‌ ସୁବିଦାନେଇ ପାପ୍‌ ମର୍‌ ବିତ୍‌ରେ ବିନ୍‌ବିନ୍‌ ରକାମର୍‌ କାରାପ୍‌ ମନ୍‍ କର୍‍ବାଟା ଜନ୍‌ମାଇଲା । ନିୟମ୍‌କେ ଚାଡିଦେଲେ ପାପ୍‌ ମଲା ସମାନ୍‌ ଆଚେ ।
9 私はかつて律法なしに生きていましたが、戒めが来たときに、罪が生き、私は死にました。
ଗଟେକ୍‌ ବେଲାଇ, ମୁଇ ନିୟମ୍‌ ନାଜାନି କରି ଜି‍ଇତେ ରଇଲି, ନିୟମ୍‌ ଜାନ୍‌ଲା ପଚେ ପାପ୍‌ ପୁର୍‌ଲା,
10 それで私には、いのちに導くはずのこの戒めが、かえって死に導くものであることが、わかりました。
୧୦ଆରି ମୁଇ ମରିଗାଲି । ଜନ୍‌ ନିୟମ୍‌ ଜିବନ୍‌ ଦେବାକେ ଟିକ୍‌ କରିରଇଲା, ସେଟା ମର୍‌ ପାଇ ମରନ୍‌ ଆନ୍‌ଲା ।
11 それは、戒めによって機会を捕えた罪が私を欺き、戒めによって私を殺したからです。
୧୧କାଇକେବ‍ଇଲେ ନିୟମର୍‌ ସୁବିଦା ନେଇ ମକେ ପାପ୍‌ ନାଡାଇଲା ଆରି ମରାଇଲା ।
12 ですから、律法は聖なるものであり、戒めも聖であり、正しく、また良いものなのです。
୧୨ନିୟମ୍‌ ପର୍‌ମେସରର୍‌ଟାନେଅନି ଆଇଲାକେ ସୁକଲ୍‌ ଆଚେ । ତାର୍‌ ଆଦେସ୍‌ ସବୁ ସୁକଲ୍‌, ଟିକ୍‌ ଆରି ବେସି ନିକ ।
13 では、この良いものが、私に死をもたらしたのでしょうか。絶対にそんなことはありません。それはむしろ、罪なのです。罪は、この良いもので私に死をもたらすことによって、罪として明らかにされ、戒めによって、極度に罪深いものとなりました。
୧୩ସେନ୍ତିଆଲେ ଜନ୍‌ଟା ନିକ, ସେଟା କାଇକେ ମର୍‌ ମରନ୍‌ ଆନ୍‌ବାଟା ଅଇରଇଲା? ସେନ୍ତାରି କେବେ ନ ଅ । ମାତର୍‌ ପାପର୍‌ ମରନ୍‌ ଅଇଲା । ତାର୍‌ ନିୟମ୍‌, ଜେନ୍ତିକି ଆମର୍‌ ପାପ୍‌ କେତେକ୍‌ କାରାପ୍‌ ଆଚେବଲି ଡିସାଇବାକେ ପର୍‌ମେସରର୍‌ ଜଜ୍‌ନା ରଇଲା । ତେବର୍‌ପାଇ ତାର୍‌ ନିୟମର୍‌ଲାଗି ଏଟା ସାଦନ୍‌ କଲା ।
14 私たちは、律法が霊的なものであることを知っています。しかし、私は罪ある人間であり、売られて罪の下にある者です。
୧୪ଆମେ ଜାନୁ ଜେ, ନିୟମ୍‌ ଆତ୍‌ମାଇ ଆଇସି, ମାତର୍‌ ମୁଇ ମର୍‌ ଗାଗଡ୍‌ ମନ୍‍ କଲାଟାକେ ମାନ୍‌ଲାର୍‌ପାଇ ପାପର୍‌ ଗତିଦାଙ୍ଗ୍‌ଡା ଅଇଲିଆଚି ।
15 私には、自分のしていることがわかりません。私は自分がしたいと思うことをしているのではなく、自分が憎むことを行なっているからです。
୧୫ମୁଇ ଜନ୍‌ଟା କଲିନି, ସେଟା ବୁଜି ନାଇ, ମାତର୍‌ ଜନ୍‌ ନିକ କାମ୍‌ କର୍‌ବାକେ ମନ୍‌ କଲିନି ସେଟାସେ କରିନାପାର୍‌ଲିନି । ଆରି ଜନ୍‌ କାରାପ୍‌ କାମ୍‌ କର୍‌ବାକେ ମୁଇ ମୁଲ୍‌କେ ମନ୍‍ କରି ନାଇ, ସେଟାସେ କଲିନି ।
16 もし自分のしたくないことをしているとすれば、律法は良いものであることを認めているわけです。
୧୬ମାତର୍‌ ମୁଇ ମନ୍‍ ନ କରି ରଇବା କାମ୍‌ କର୍‌ବାର୍‍ ଲାଗି, ନିୟମ୍‌ ଟିକ୍‌ ଆଚେ ବଲି ମାନ୍‌ଲିନି ।
17 ですから、それを行なっているのは、もはや私ではなく、私のうちに住みついている罪なのです。
୧୭ସେଟାର୍‌ ପାଇ ଏ ସବୁ ଜାକ କାମ୍‌ ମୁଇ କରି ନାଇ । ମର୍‌ ବିତ୍‌ରେ ରଇବା ପାପ୍‌ସେ ସେଟା କଲାନି ।
18 私は、私のうち、すなわち、私の肉のうちに善が住んでいないのを知っています。私には善をしたいという願いがいつもあるのに、それを実行することがないからです。
୧୮ମର୍‌ ଗାଗଡର୍‌ କାରାପ୍‌ ମନ୍‍ କର୍‍ବାଟାନେଅନି କାଇମିସା ନିମାନ୍‌ ବିସଇ ନ ଆସେ ବଲି ମୁଇ ଜାନ୍‌ଲିନି । କାଇକେବଇଲେ ନିକ କାମ୍‌ କର୍‌ବାକେ ମନ୍‍ ରଇଲେ ମିସା ସେଟା କରି ନାପାର୍‌ଲିନି ।
19 私は、自分でしたいと思う善を行なわないで、かえって、したくない悪を行なっています。
୧୯ସେଟାର୍‌ ପାଇ ଜନ୍‌ ନିକ କାମ୍‌ କର୍‌ବାକେ ମୁଇ ମନ୍‌ କଲିନି, ସେ କାମ୍‌ ନ କରି, ଜନ୍‌ କାରାପ୍‌ କାମ୍‌ କର୍‍ବାକେ ମୁଲ୍‌କେ ମନ୍‍ ନାଇ, ସେଟାସେ କଲିନି ।
20 もし私が自分でしたくないことをしているのであれば、それを行なっているのは、もはや私ではなくて、私のうちに住む罪です。
୨୦ଜଦି ମୁଇ ମନ୍‍ ନ କର୍‍ବାଟା କରିଲାଗି ଆଚି, ସେନ୍ତାର୍‌ଆଲେ ଜାଇଟା କଲିନି, ସେଟା ମୁଇ ସତଇସେ କରିନାଇ, ମର୍‌ ବିତ୍‌ରେ ରଇଲା ପାପ୍‌ସେ ସେଟା କଲାନି ।
21 そういうわけで、私は、善をしたいと願っているのですが、その私に悪が宿っているという原理を見いだすのです。
୨୧ଏଟା ମର୍‌ ବିତ୍‌ରେ ଗଟେକ୍‌ କାମ୍‌କର୍‌ବା ନିୟମ୍‌ ବଲି ମନେ ଅଇଲାନି । ଜନ୍‌ଟା ନିକ, ସେଟା ମୁଇ କର୍‌ବାକେ ଗାଲାବେଲେ, ଅବ୍‌କା କାରାପ୍‌ ବିସ‍ଇସେ କଲିନି ।
22 すなわち、私は、内なる人としては、神の律法を喜んでいるのに、
୨୨ପରମେସରର୍‌ ନିୟମ୍‌ ନାମ୍‌ବାକେ ମୁଇ ବେସି ମନ୍‍ କଲିନି,
23 私のからだの中には異なった律法があって、それが私の心の律法に対して戦いをいどみ、私を、からだの中にある罪の律法のとりこにしているのを見いだすのです。
୨୩ମାତର୍‌ ମର୍‌ ମନ୍‍ କଲା ବିରଦେ ମର୍‌ ଗାଗଡ୍‌ ତେବାଇବା ବିଦି ସବୁବେଲେ ଜୁଇଦ୍‌ କଲାନି । ମର୍‌ ଗାଗ୍‌ଡେ କାମ୍‌କର୍‌ତେ ରଇବା ସବୁ ପାପ୍‌ ମକେ ବନ୍ଦି କରି ସଙ୍ଗଇଲା ଆଚେ ।
24 私は、ほんとうにみじめな人間です。だれがこの死の、からだから、私を救い出してくれるのでしょうか。
୨୪କେଡେ କରମ୍‌ ନଇଲା ଲକ୍‌ ମୁଇ! ମରନର୍‍ ମୁଏଁ ଜିକିନେବା ଏ ଗାଗଡର୍‌ ଚଲାଚଲ୍‌ତି ଅନି କେ ମକେ ମୁକ୍‍ଲାଇସି?
25 私たちの主イエス・キリストのゆえに、ただ神に感謝します。ですから、この私は、心では神の律法に仕え、肉では罪の律法に仕えているのです。
୨୫ପରମେସର୍‌ ଦନିଅବାଦ୍‌ ପାଅ! ମାପ୍‌ରୁ ଜିସୁ କିରିସ୍‌ଟର୍‌ ଲାଗି ମୁଇ ଉଦାର୍‌ ପାଇଆଚି । ତେବେ, ଏଟା ଅଇଲାନି ମର୍‌ କରମ୍‌ । ପରମେସରର୍‌ ନିୟମ୍‌ କାଲି ମୁଇ ମର୍‌ ମନେ ନାମି ପାର୍‌ବି । ମାତର୍‌ ମର୍‌ ମୁନୁସ୍‌ ଇସାବର୍‌ ଚଲାଚଲ୍‌ତି ମକେ ପାପର୍‌ ଗତି ଦାଙ୍ଗ୍‌ଡା ଅଇବାକେ ବାଦିଅ କଲାନି ।

< ローマ人への手紙 7 >