< テモテへの手紙第一 6 >

1 くびきの下にある奴隷はすべて、自分の主人を、真に尊敬すべき者として仰ぐべきである。それは、神の御名と教とが、そしりを受けないためである。
ଜନ୍‌ ବିସ୍‌ବାସିମନ୍‌ ଗତିଦାଙ୍ଗ୍‌ଡା ଇସାବେ ଗଟେକ୍‌ ସାଉକାର୍‌ ତଲେ କାମ୍‌ କଲାଇନି, ସେମନ୍‌ ତାକର୍‌ ସାଉକାର୍‌ମନ୍‍କେ ଅଦିକ୍‌ ସନ୍‌ମାନ୍‌ ଦେବାର୍‌ ଆଚେ । ଜେନ୍ତାରି କି, ପର୍‌ମେସରର୍‌ ନାଉଁ ଆରି ଆମେ ସିକାଇବାଟା କେ ନିନ୍ଦା ନ କରତ୍‌ ।
2 信者である主人を持っている者たちは、その主人が兄弟であるというので軽視してはならない。むしろ、ますます励んで仕えるべきである。その益を受ける主人は、信者であり愛されている人だからである。あなたは、これらの事を教えかつ勧めなさい。
ଜଦି ତାକର୍‌ ସାଉକାର୍‌ମନ୍‌ କିରିସ୍‌ଟକେ ବିସ୍‌ବାସ୍‌ କଲାଇନି, ସେନ୍ତାର୍‌ଆଲେ ବିସ୍‌ବାସି ସାଉକାର୍‌ମନ୍‌କେ, ବିସ୍‌ବାସ୍‌ ନ କର୍‌ବା ସାଉକାର୍‌ମନର୍‌ ତେଇଅନି, କିରିସ୍‌ଟର୍‌ଟାନେ ବାଇ ଇସାବେ ସନ୍‌ମାନ୍‌ ଉନା ଦେକାଇଲେ ଅଇସି ବଲିକରି ବାବ୍‌ବାର୍‌ ନାଇ । ତାର୍‌ ବାଦୁଲେ ସେମନର୍‌ପାଇ ଅଦିକ୍‌ ଆବଡ୍‌ କାମ୍‌ କର୍‌ବାର୍‌ ଆଚେ । କାଇକେବଇଲେ ସେମନ୍‌ ଜନ୍‌ ସାଉକାରର୍‌ପାଇ କାମ୍‌ କଲାଇନି, ସେମନ୍‌ ମିସା ବିସ୍‌ବାସି ଲକ୍‌ । ଆରି କିରିସ୍‌ଟର୍‌ଟାନେ ବାଇ ଇସାବେ ଆଲାଦ୍‌ କଲାଇନି । ବିସ୍‌ବାସି ମନ୍‌କେ ଏ ସର୍‌ତେ ବିସଇ ସିକାଆ । ଆରି ସେଟା କର୍‌ବାକେ ସେମନ୍‌କେ ସାର୍‌ଦା କର୍‌ ।
3 もし違ったことを教えて、わたしたちの主イエス・キリストの健全な言葉、ならびに信心にかなう教に同意しないような者があれば、
ଜଦି କେ ବୁଲ୍‌ ବିସଇ ସିକାଇଲାଇନି, ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ସତ୍‌ ସିକିଆଟାନେ ରାଜି ନ ଅଅତ୍‌,
4 彼は高慢であって、何も知らず、ただ論議と言葉の争いとに病みついている者である。そこから、ねたみ、争い、そしり、さいぎの心が生じ、
ସେନ୍ତାରି ଲକ୍‌ ବେସି ବଡ୍‌ପନିଆ ଆରି ସେ କାଇଟା ନାଜାନେ । ସେ ସବୁବେଲେ ଦଦାପେଲା କରି କାଇ ମୁଲିଅ ନ ରଇବା ବିସଇନେଇ ଜଗ୍‌ଡାଜାଟି କର୍‌ତେରଇବାକେ ମନ୍‍ କର୍‌ସି । ଏନ୍ତାରି କରି କରି ଲକ୍‌କେ ଇଁସା କର୍‌ବାଟା, କିରଜାଟି କର୍‌ବାଟା, ନିନ୍ଦା କର୍‌ବାଟା ଆରି କାରାପ୍‌ ଚିନ୍ତା,
5 また知性が腐って、真理にそむき、信心を利得と心得る者どもの間に、はてしのないいがみ合いが起るのである。
ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକର୍‌ ସଙ୍ଗ୍‍ କିରଜାଟି ଅଇ ଲାଗି ରଇସି । ସେନ୍ତାରି ଲକର୍‌ ମନ୍‌ କାରାପ୍‌ ଅଇଲା ଆଚେ ଆରି ସତ୍‌ ବିସଇ ତାକର୍‌ ମନ୍‌କେ ନ ଜାଏ । ସେମନ୍‌ ପର୍‌ମେସରର୍‌ ବିସଇ ସିକାଇତେରଇଲେ ଡାବୁ ମିଲ୍‌ତେରଇସି ବଲି ବାବ୍‌ଲାଇନି ।
6 しかし、信心があって足ることを知るのは、大きな利得である。
ତାର୍‌ ବାଦୁଲେ ଆମେ ଜେଡେବେଲେ ପର୍‌ମେସର୍‌କେ ସାର୍‌ଦା କରାଉଁ, ଆରି ଆମ୍‌କେ ଜେତ୍‌କି ଆଚେ ସେତ୍‌କି ସଙ୍ଗ୍‍ ସୁସ୍‌ତା ସଙ୍ଗ୍‍ ରଉଁ, ତେବେ ଆମେ ଜବର୍‌ ଅଇତେ ମିଲାଇଆଚୁ ।
7 わたしたちは、何ひとつ持たないでこの世にきた。また、何ひとつ持たないでこの世を去って行く。
କାଇକେବଇଲେ ଆମେ ଜନମ୍‌ ଅଇଲାବେଲେ ଚୁଚାଆତେ ଆଇଲୁ, ଆରି ଜେଡେବେଲେ ମର୍‌ବୁ, ଚୁଚା ଆତେସେ ଉଟିଜିବୁ ।
8 ただ衣食があれば、それで足れりとすべきである。
ତେବେ ଆମ୍‌କେ ଲଡାକେ ଆଇବା କାଦି ଆରି ପିନ୍ଦ୍‌ବାକେ ବସ୍‌ତର୍‌ ରଇଲେ ସେତ୍‌କିସଙ୍ଗ୍‍ ସୁସାରେ ରଇବାର୍‌ ଅଇସି ।
9 富むことを願い求める者は、誘惑と、わなとに陥り、また、人を滅びと破壊とに沈ませる、無分別な恐ろしいさまざまの情欲に陥るのである。
କେତେ କେତେ ଲକ୍‌ ସାଉକାର୍‌ ଅଇବାକେ ଏନ୍ତି ମନ୍‌ କର୍‌ବାଇଜେ, ସେମନର୍‌ ଜିବନେ କାଇ ପରିକା ଆଇଲେ ମିସା ତେଇ ଅଦର୍‌ବାଇ । ଗଟେକ୍‌ ପସୁ ପାରା ପାନ୍ଦେ ଲାଗ୍‌ବାଇ । ଜେତ୍‌କି ବିସଇ ତାକର୍‌ପାଇ ଆରି ବିନ୍‌ ଲକର୍‌ ପାଇ କାରାପ୍‌ ଆରି ବିପଦ୍‌ ଆନ୍‌ସି, ସେ ସବୁ ବିସଇ କର୍‌ବାକେ ମନ୍‌ କର୍‌ବାଇ । ଏନ୍ତାରି ମନ୍‌ କର୍‌ବାଟା ଅଦିକ୍‌ ଅଦିକ୍‌ ବାବି, ସେମନ୍‌ କୁରୁପ୍‌ନାସ୍‌ ଅଇଜିବାଇ ।
10 金銭を愛することは、すべての悪の根である。ある人々は欲ばって金銭を求めたため、信仰から迷い出て、多くの苦痛をもって自分自身を刺しとおした。
୧୦କାଇକେବଇଲେ ଜନ୍‌ ଲକ୍‌ମନ୍‌ ଡାବୁ ଆସାକରି ଆଚତ୍‌, ସେ ଡାବୁ ମିଲାଇବାକେ ବିନ୍‌ ବିନ୍‌ ରକାମର୍‌ କାରାପ୍‌ ବିସଇ କର୍‌ବାକେ ମନ୍‌ କର୍‌ବାଇ । କେତେଲକ୍‌ କିରିସ୍‌ଟର୍‌ ବିସଇଟାନେ ରଇବା ସିକିଆ ବିସ୍‌ବାସ୍‌ କର୍‌ବାଟା ଦିରେ ଦିରେ ଚାଡିଦେଇଆଚତ୍‌ । କାଇକେବଇଲେ ସେମନ୍‌ ଡାବୁ ମନ୍‌କଲାଇ ଆରି ନିଜେ ବୁସିଅଇଲା ଲକ୍‌ପାରା ବେସି ରକାମ୍‌ ଦୁକ୍‌ କସ୍‌ଟେ ପଡ୍‌ଲାଇଆଚତ୍‌ ।
11 しかし、神の人よ。あなたはこれらの事を避けなさい。そして、義と信心と信仰と愛と忍耐と柔和とを追い求めなさい。
୧୧ମାତର୍‌ ଏ ତିମତି, ତୁଇ ଗଟେକ୍‌ ପର୍‌ମେସରର୍‌ ଲକ୍‌ । ତୁଇ ଏଟାମନ୍‌ ଚାଡିଦେସ୍‌ । ସତ୍‌ ବିସଇଆକା କର୍‌ବାକେ ବେସି ଆବଡ୍‌ ଅ । ପର୍‌ମେସର୍‌ ଜେନ୍ତି ମନ୍‌ କଲାନି, ସେନ୍ତାରି ଚଲାଚଲ୍‌ତି କର୍‌ । କିରିସ୍‌ଟକେ ବିସ୍‌ବାସ୍‌ କର୍‌ । ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ । ପର୍‌ମେସର୍‌ ତିଆର୍‌ଲାଟା ମାନ୍‌ବାକେ କେ ଚାଡ୍‌ନାଇ । ଲକ୍‌ମନର୍‌ ସଙ୍ଗ୍‍ ରିସା ଅ ନାଇ ।
12 信仰の戦いをりっぱに戦いぬいて、永遠のいのちを獲得しなさい。あなたは、そのために召され、多くの証人の前で、りっぱなあかしをしたのである。 (aiōnios g166)
୧୨ଗଟେକ୍‌ ନିକ ସଇନ ଜେନ୍ତାରି ଜୁଇଦେ ଜୁଜ୍‌ବାକେ କେବେ ନ ଚାଡେ, ସେନ୍ତାରିସେ ତୁଇ ମିସା ପର୍‌ମେସର୍‌କେ ବିସ୍‌ବାସ୍‌ କରି ତାର୍‌ ତିଆର୍‌ଲାଟା ମାନ୍‌ବାକେ ଚାଡ୍‌ନାଇ । ଜନ୍‌ ନ ସାର୍‌ବା ଜିବନ୍‌ ପର୍‌ମେସରର୍‌ଟାନେ ଆଚେ, ସେଟା ତୁଇ ନିଜର୍‌ପାଇ ଆନ୍‌ । ସେ ବିସଇ ମିଲାଇବାକେ ବେସି ଲକର୍‌ ମୁଆଟେ କାତା ଦେଇରଇଲୁସ୍‌ । (aiōnios g166)
13 わたしはすべてのものを生かして下さる神のみまえと、またポンテオ・ピラトの面前でりっぱなあかしをなさったキリスト・イエスのみまえで、あなたに命じる。
୧୩ପର୍‌ମେସର୍‌ ମର୍‌ ସାକି, ଜେ କି ସବୁକେ ବଁଚ୍‌ବାକେ ଦେଇସି । ଆରି ଜିସୁକିରିସ୍‌ଟ ଜେ କି, ପନ୍ତିଅ ପିଲାତ୍‌ ପାଚାର୍‌ଲା ବେଲେ ସତ୍‌ କଇଲା, ଏ ଦୁଇ ଲକର୍‌ ସାକି ନେଇକରି ମୁଇ ତକେ ତିଆର୍‌ଲିନି,
14 わたしたちの主イエス・キリストの出現まで、その戒めを汚すことがなく、また、それを非難のないように守りなさい。
୧୪ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ ବାଉଡି ଆଇବା ଜାକ ମୁଇ ତକେ ତିଆରିରଇବା ଜେତ୍‌କି ସବୁ ବିସଇ ମାନିକରି, କାଇ ନିନ୍ଦା ନ ଅଇତେ ର ।
15 時がくれば、祝福に満ちた、ただひとりの力あるかた、もろもろの王の王、もろもろの主の主が、キリストを出現させて下さるであろう。
୧୫ସେ ବାଉଡି ଆଇବାଟା ପର୍‌ମେସର୍‌ ଟିକ୍‌ କଲା ବେଲାଇ ଗଟ୍‌ସି, ସେ ଗଟେକ୍‌ ଲକ୍‌ସେ ସାସନ୍‌କାରିଆ । ସେ ସେ ରାଜାମନର୍‌ ଉପ୍‍ରେ ରଇବା ରାଜା ଆରି ମାପ୍‌ରୁମନର୍‌ ଉପ୍‍ରେ ରଇବା ମାପ୍‌ରୁ ।
16 神はただひとり不死を保ち、近づきがたい光の中に住み、人間の中でだれも見た者がなく、見ることもできないかたである。ほまれと永遠の支配とが、神にあるように、アァメン。 (aiōnios g166)
୧୬ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ବଁଚ୍‌ସି ଆରି ତାର୍‌ ଚାରିବେଟ୍‌ତି ରଇବା ଉଜ୍‍ଲେ କେ ଆସିନାପାରତ୍‌ । ବଁଚି ରଇବା କେ ମିସା ତାକେ ଦେକତ୍‌ ନାଇ ଆରି କେବେ ମିସା ଦେକିନାପାରତ୍‌ । ଲକ୍‌ମନ୍‌ ତାକେ ଡାକ୍‌ପୁଟା କର୍‌ବାଇ ଆରି ତାର୍‌ଟାନେ ସବୁବେଲେ ବେସି ବପୁ ରଇସି । ଆମେନ୍‌ । (aiōnios g166)
17 この世で富んでいる者たちに、命じなさい。高慢にならず、たよりにならない富に望みをおかず、むしろ、わたしたちにすべての物を豊かに備えて楽しませて下さる神に、のぞみをおくように、 (aiōn g165)
୧୭ଏ ଜିବନର୍‌ ବିସଇନେଇ ଜେତ୍‌କି ଲକ୍‌ମନ୍‌ ସାଉକାର୍‌ ଅଇ ଆଚତ୍‌, ବିନ୍‌ ଲକ୍‌ମନର୍‌ଟାନେଅନି ସେମନ୍‌ ନିକ ବଲି ନ ବାବ୍‌ବାକେ ତିଆର୍‌ । ଦନ୍‌ ସଁପତି ଉପ୍‌ରେ ବେସି ଆସା କର୍‌ବାର୍‌ ନାଇ ବଲି ସେମନ୍‌କେ ସିକା । କାଇକେବଇଲେ ଡାବୁ ଦାପ୍‌ରେ ମାୟାଅଇଜାଇସି । ତାର୍‌ ବାଦୁଲେ ସେମନ୍‌କେ ଲଡାକେ ଲାଗ୍‌ବା ବିସଇ ସବୁ ଦେବାକେ ପର୍‌ମେସରର୍‌ଟାନେ ଆସା ରକ୍‍ବାକେ ସିକାଇଦେସ୍‌ । ସେ ଆକା ଆମର୍‌ପାଇ କାଇଟା ନ ଦେକି, ସବୁ ବିସଇ ସାର୍‌ଦା କର୍‌ବାକେ ଦେଇସି । (aiōn g165)
18 また、良い行いをし、良いわざに富み、惜しみなく施し、人に分け与えることを喜び、
୧୮ଦରମ୍‌ ମନେ ଲକ୍‌ମନ୍‌କେ ସାଇଜ କର୍‌ବାକେ ସେମନ୍‌କେ କଇଦେସ୍‌ । ଅର୍‌କିତ୍‌ ଲକ୍‌ମନ୍‌କେ କାଇଟା ନ ବାବି ଦେବାକେ, ତାକର୍‌ ଟାନେ ରଇଲାଟା ସାର୍‌ଦା ସଙ୍ଗ୍‍ ବାଟାକର୍‌ବାକେ କଇଦେସ୍‌ ।
19 こうして、真のいのちを得るために、未来に備えてよい土台を自分のために築き上げるように、命じなさい。
୧୯ଏନ୍ତାରି ତାକର୍‌ ନିକ କାମ୍‌ସବୁ ଗଟେକ୍‌ ବଡ୍‌ ଦନ୍‌ ଇସାବେ ସେମନ୍‌ ସର୍‌ଗେ ସଙ୍ଗଇଆଚତ୍‌ । ସେନ୍ତାର୍‌ ଆଲେ ସେମନ୍‌ ତାକର୍‌ ନିଜର୍‌ପାଇ ଜିବନ୍‌ ମିଲାଇବାଇ ।
20 テモテよ。あなたにゆだねられていることを守りなさい。そして、俗悪なむだ話と、偽りの「知識」による反対論とを避けなさい。
୨୦ଏ ତିମତି, ପର୍‌ମେସର୍‌ ତକେ ଜନ୍‌ଟା କର୍‌ବାକେ ଦାଇତ୍‌ ଦେଲାଆଚେ, ସେ ଦାଇତ୍‌ ନିକ ସଙ୍ଗ୍‍ କର୍‌ । ଆସା ନ ରଇବା ଚୁଚା କାତା, କାଇ ଲଡାକେ ନ ଆଇବା କାତାବାର୍‌ତା ଆରି ପର୍‌ମେସରର୍‌ ବିସଇଟାନେ ରଇବା ସତ୍‌ ସିକିଆ ଜନ୍‌ ଲକ୍‌ ବିରଦ୍‌ କଲାଇନି, ସେମନର୍‌ ଟାନେଅନି ଦୁରିକେ ର । ସେଟା ସେମନ୍‌ ସିକ୍‌ବା ଗିଆନ୍‌ ବଲି ବୁଲ୍‌ ବୁଜ୍‌ଲାଇନି ।
21 ある人々はそれに熱中して、信仰からそれてしまったのである。恵みが、あなたがたと共にあるように。
୨୧ଏ ବୁଲ୍‌ ସିକିଆ କେତେଲକ୍‌ ମାନିକରି କିରିସ୍‌ଟର୍‌ ବିସଇଟାନେ ରଇବା ସତ୍‌ ସିକିଆ ଚାଡିଦେଇଆଚତ୍‌ । ପର୍‌ମେସର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲାଟା ତର୍‌ ସଙ୍ଗ୍‍ ସବୁବେଲେ ରଅ । ଆମେନ୍‌!

< テモテへの手紙第一 6 >