< Romani 16 >
1 OR io vi raccomando Febe, nostra sorella, che è diaconessa della chiesa che [è] in Cencrea.
୧ଏ ଚିଟିତେଇ ପିବି, ଜେ କି କିରିସ୍ଟର୍ ଲାଗି ଆମର୍ ବଇନି ଅଇଲାଆଚେ, ତାର୍ ବିସଇ ଜାନାଇଲିନି । ସେ କେଁକ୍ ଜାଗାଇ ରଇବା ମଣ୍ଡଲିଟାନେ ଏବେ ସେବାକାମ୍ କଲାନି । ତାକେ ମୁଇ ତମର୍ଲଗେ ପାଟାଇଲିନି ।
2 Acciocchè voi l'accogliate nel Signore, come si conviene a' santi, e le sovveniate in qualunque cosa avrà bisogno di voi; perciocchè ella è stata protettrice di molti, e di me stesso ancora.
୨ଆମର୍ ମାପ୍ରୁର୍ ନାଉଁ ଦାରି ତାକେ ଡାକିନିଆ । କାଇକେବଇଲେ ଏନ୍ତାରି ଚଲାଚଲ୍ତି ବିସ୍ବାସିମନର୍ପାଇ ନିକ । ତାକେ କାଇଆଲେ ଲଡା ରଇଲେ ସାଇଜ କରା । କାଇକେବଇଲେ ସେ ମକେ ଆରି ବେସି ବିସ୍ବାସିମନ୍କେ ସାଇଜ କଲାଆଚେ ।
3 Salutate Priscilla, ed Aquila, miei compagni d'opera in Cristo Gesù.
୩କିରିସ୍ଟର୍ ମର୍ ସଙ୍ଗ୍ କାମ୍କରୁମନ୍ ପିରିସ୍କିଲା ଆରି ଆକିଲାକେ ମର୍ ଜୁଆର୍ ଜାନାଆ ।
4 I quali hanno, per la vita mia, esposto il lor proprio collo; a' quali non io solo, ma ancora tutte le chiese de' Gentili, rendono grazie.
୪ସେମନ୍ ମକେ ସାଇଜ କଲାର୍ପାଇ ନିଜର୍ ଜିବନ୍ ବିପଦେ ପାକାଇ ଆଚତ୍ । ଏଟାର୍ପାଇ ମୁଇ ସେମନ୍କେ ବେସି ଜୁଆର୍ କଲିନି । ଅବ୍କା ମୁଇସେ ନାଇ, ଇତି ରଇବା ସବୁ ଜିଉଦି ନଇଲା ମଣ୍ଡଲିମନ୍ ମିସା ସେମନ୍କେ ଜୁଆର୍ ଜାନାଇଲାଇନି ।
5 [Salutate] ancora la chiesa che [è] nella lor casa, salutate il mio caro Epeneto, il quale è le primizie dell'Acaia in Cristo.
୫ସେମନର୍ ଗରେ ପାର୍ତନାକେ ରୁଣ୍ଡ୍ବା ମଣ୍ଡଲିକେ ମିସା ମର୍ ଜୁଆର୍ ଜାନାଇଲିନି । ମର୍ ଆଲାଦର୍ ମଇତର୍ ଏପାଇନେତନ୍କେ ମର୍ ଜୁଆର୍ ଜାନାଇଲିନି । ଆସିଆ ରାଇଜେ ସେ ସିଗ୍ ପର୍ତୁମ୍ କିରିସ୍ଟ ବିସ୍ବାସି ଅଇରଇଲା ।
6 Salutate Maria, la quale si è molto affaticata per noi.
୬ତମର୍ ନିକ ପାଇ ବେସି କସ୍ଟ ପଡିରଇବା ମରିୟମ୍କେ ମର୍ ଜୁଆର୍ ଜାନାଇ ଦିଆସ୍ ।
7 Salutate Andronico e Giunia, miei parenti, e miei compagni di prigione, i quali son segnalati fra gli apostoli, ed anche sono stati innanzi a me in Cristo.
୭ଆନ୍ଦରନିକ୍ ଆରି ୟୁନିୟାକେ ମର୍ ଜୁଆର୍ ଜାନାଇଲିନି । ଏ ଦୁଇଟା ମର୍ ସଙ୍ଗର୍ ଜିଉଦିଲକ୍ । ସେମନ୍ ମର୍ ସଙ୍ଗ୍ ବନ୍ଦିସାଲେ ରଇଲାଇ । ମର୍ ଆଗ୍ତୁ ସେମନ୍ କିରିସ୍ଟକେ ବିସ୍ବାସ୍ କଲାଇ । ଆରି ସବୁ ପେରିତ୍ ସିସ୍ମନ୍ ସେମନ୍କେ ସନ୍ମାନ୍ ଦେବାଇ ।
8 Salutate Amplia, caro mio nel Signore.
୮ମାପ୍ରୁର୍ଲଗେ ମର୍ ଆଲାଦର୍ ମଇତର୍ ଆମ୍ପଲିଆକେ ଜୁଆର୍ ଜାନାଇଦିଆସ୍ ।
9 Salutate Urbano, nostro compagno d'opera in Cristo; e il mio caro Stachi.
୯କିରିସ୍ଟର୍ ସେବାଇ ମର୍ ସଙ୍ଗାରି ଉର୍ବାନ ଆରି ମର୍ ଆଲାଦର୍ ମଇତର୍ ତାକିୟକେ ମିସା ମର୍ ଜୁଆର୍ ଜାନାଇଦିଆସ୍ ।
10 Salutate Apelle, che è approvato in Cristo. Salutate que' di casa di Aristobulo.
୧୦କିରିସ୍ଟକେ ବିସ୍ବାସ୍କରି ସେବାକର୍ବା ଆପଲ ଆରି ଆରିସ୍ତବଲର୍ କୁଟୁମର୍ ସବୁକେ ମର୍ ଜୁଆର୍ ଜାନାଇଦିଆସ୍ ।
11 Salutate Erodione, mio parente. Salutate que' di casa di Narcisso che son nel Signore.
୧୧ମର୍ ସଙ୍ଗର୍ ଜିଉଦି ଏରଦିୟନ୍ ଆରି ନାରସିସର୍ ଗରେ ରୁଣ୍ଡ୍ବା ବିସ୍ବାସି ବାଇବଇନିମନ୍କେ ମର୍ ଜୁଆର୍ ଜାନାଇଦିଆସ୍ ।
12 Salutate Trifena, e Trifosa, le quali si affaticano nel Signore. Salutate la cara Perside, la quale si è molto affaticata nel Signore.
୧୨ମାପ୍ରୁର୍ ସେବାଇ ଲାଗିରଇଲା ତିରିପନ୍ ଆରି ତିରିପସା ଆରି ମାପ୍ରୁର୍ ପାଇ ବେସି କସ୍ଟ ପଡିରଇବା ଆଲାଦର୍ ପର୍ସିସ୍କେ ମର୍ ଜୁଆର୍ ଜାନାଇଦିଆସ୍ ।
13 Salutate Rufo, che è eletto nel Signore, e la madre sua, e mia.
୧୩ମାପ୍ରୁର୍ ମୁକିଅ ଦାଙ୍ଗ୍ଡା ରୁପସ୍ ଜେ କି ସେବା କାମ୍ଟାନେ ଆବଡ୍ ଅଇ କଲାଆଚେ । ଆରି ମର୍ ଆୟାପାରା ତାକର୍ ଆୟାକେ ମିସା ମର୍ ଜୁଆର୍ । ସେ ମକେ ନିଜର୍ ପଅ ପାରା ଦେକ୍ଲା ।
14 Salutate Asincrito, Flegonte, Erma, Patroba, Erme, e i fratelli che [son] con loro.
୧୪ଆସୁକିରି, ପେଲେଗନ୍, ଅର୍ମିସ୍, ପାତ୍ରବା, ଅର୍ମାସ୍ ଆରି ସେମନର୍ ସଙ୍ଗ୍ ରଇବା ସବୁ ବିସ୍ବାସି ବାଇବଇନିମନ୍କେ ଜୁଆର୍ ଜାନାଆ ।
15 Salutate Filologo, e Giulia, e Nereo, e la sua sorella; ed Olimpa, e tutti i santi che [son] con loro.
୧୫ପିଲଲଗ୍ ଆରି ଜୁଲିଆ, ନିରୁସ୍ ଆରି ତାର୍ ବଇନି ଆରି ଅଲୁମ୍ପା ଆରି ସେମନର୍ ସଙ୍ଗ୍ ରଇତେରଇବା ସବୁ ପର୍ମେସରର୍ ଲକ୍ମନ୍କେ ମର୍ ଜୁଆର୍ ଜାନାଆ ।
16 Salutatevi gli uni gli altri con un santo bacio; le chiese di Cristo vi salutano.
୧୬ତମର୍ ବିତ୍ରର୍ ଆଲାଦ୍ ଦେକାଇକରି ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଜୁଆର୍ବେଟ୍ ଉଆ । କିରିସ୍ଟର୍ ସବୁ ମଣ୍ଡଲି ତମ୍କେ ଜୁଆର୍ ଜାନାଇଲାନି ।
17 Or io vi esorto, fratelli, che prendiate guardia a coloro che commettono le dissensioni, e gli scandali, contro alla dottrina, la quale avete imparata; e che vi ritiriate da essi.
୧୭ଏ ମର୍ ବାଇବଇନିମନ୍, ମୁଇ ତମ୍କେ ବାବୁଜିଆ କଲିନି, ତମେ ଜାଗ୍ରତ୍ ଅଇକରି ରୁଆ । ତମର୍ ବିସ୍ବାସ୍ ଆରି ଗଟେକ୍ ମନ୍ ଅଇରଇବାଟା ଜନ୍ ଲକ୍ମନ୍ ବେଗ୍ଲାଇବାକେ ଚେସ୍ଟା କଲାଇନି, ତାକର୍ଟାନେଅନି ଦୁରିକେ ରୁଆ । କାଇକେବଇଲେ, ତମେ ଜନ୍ ସିକିଆ ପାଇଆଚାସ୍, ତାର୍ ବିରଦ୍ କଲାଇନି ।
18 Perciocchè tali non servono al nostro Signor Gesù Cristo, ma al proprio ventre; e con dolce e lusinghevol parlare, seducono i cuori de' semplici.
୧୮ଜନ୍ ଲକ୍ମନ୍ ଏନ୍ତାରି କାମେ ବୁଡି ଆଚତ୍, ସେମନ୍ ଆମର୍ ମାପ୍ରୁ କିରିସ୍ଟର୍ ଆଦେସ୍ ମାନତ୍ ନାଇ । ସେମନ୍ କାଲି ନିଜର୍ ମନ୍ କର୍ବାଟା ପୁରାପୁରୁନ୍ କର୍ବାକେ ତେରେପେତେ ଅଇଲାଇନି । ସୁଆଦ୍ କାତା ଆରି ତିପୁଲ୍ କାତା କଇ ଦରମ୍ ଲକ୍ମନ୍କେ ବୁଲ୍କାଇଦେଲାଇନି ।
19 Poichè la vostra ubbidienza è divolgata fra tutti; laonde io mi rallegro per cagion vostra; or io desidero che siate savi al bene; e semplici al male.
୧୯ତମେ ପର୍ମେସରର୍ ଆଦେସ୍ ମାନ୍ଲାସ୍ନି ବଲି ତାର୍ ସୁବ୍କବର୍ ଗୁଲାଇବାଟର୍ ଲକ୍ ଜାନ୍ଲାଇ । ସେଟାର୍ ପାଇ ମୁଇ ବେସି ସାର୍ଦା । ମୁଇ ମନ୍ କଲିନି, ତମେ ସତ୍ ବିସଇତେଇ ଗିଆନି ଉଆ ଆରି କାରାପ୍ ବିସଇତେଇ ବୁଡି ରୁଆନାଇ ।
20 Or l'Iddio della pace triterà tosto Satana sotto a' vostri piedi. La grazia del Signor nostro Gesù Cristo [sia] con voi. Amen.
୨୦ଆରି ସାନ୍ତିଦେଉ ପରମେସର୍ ତମର୍ ଲାଗି ସଇତାନ୍କେ ପୁରାପୁରୁନ୍ କୁରୁପ୍ନାସ୍ କର୍ସି । ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ଦୁକାଇଲାଟା ତମର୍ ସଙ୍ଗ୍ ସବୁବେଲେ ରଅ ।
21 Timoteo, mio compagno d'opera, e Lucio, e Giason, e Sosipatro, miei parenti, vi salutano.
୨୧ମର୍ ସଙ୍ଗ୍ ମିସିକରି କାମ୍କର୍ବା ସଙ୍ଗାରି ତିମତି, ଆରି ଆମର୍ ଜିଉଦି ବାଇମନ୍ ଲୁକିଅ, ଜାସନ୍ ଆରି ସପିପାତ୍ର ତମ୍କେ ଜୁଆର୍ ଜାନାଇଲାଇନି ।
22 Io Terzio, che ho scritta [questa] epistola, vi saluto nel Signore.
୨୨ମୁଇ ତର୍ତିଅ, ମର୍ ସଙ୍ଗାରି ପାଉଲ୍, କଇଦେଲାକେ ଏ ଚିଟି ଲେକ୍ଲିଆଚି । ମାପ୍ରୁର୍ ନାଉଁ ଦାରି ମୁଇ ତମ୍କେ ଜୁଆର୍ ଜାନାଇଲିନି ।
23 Gaio, albergator mio, e di tutta la chiesa, vi saluta. Erasto, il camarlingo della città, e il fratello Quarto, vi salutano.
୨୩ଗାୟସ୍ ତମ୍କେ ଜୁଆର୍ ଜାନାଇଲାନି । ମୁଇ ତାର୍ ଗରେ ରଇଲିନି ଆରି ତାର୍ ଗରେ ରୁଣ୍ଡ୍ବା ଇତିର୍ ବିସ୍ବାସିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଏ ଗଡର୍ ଡାବୁ ଇସାବ୍କିତାବ୍ କରୁ ଏରାସ୍ଟ ଆରି ବାଇ କାର୍ତ ମିସା ତମ୍କେ ଜୁଆର୍ ଜାନାଇଲାନି ।
24 La grazia del nostro Signor Gesù Cristo [sia] con tutti voi. Amen.
୨୪ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ଦୁକାନି ତମର୍ ସବୁ ଲକର୍ ଲଗେ ରଅ ।
25 Or a colui che vi può raffermare, secondo il mio evangelo, e la predicazione di Gesù Cristo, secondo la rivelazion del misterio, celato per molti secoli addietro, (aiōnios )
୨୫ଆସା, ପରମେସର୍କେ ଡାକ୍ପୁଟା କରୁ । ମୁଇ ଜାନାଇତେରଇବା ଜିସୁ କିରିସ୍ଟର୍ ବିସଇର୍ ସୁବ୍ କବର୍ ଆରି ଜୁଗ୍ ଜୁଗ୍ ଦାରି ଲୁଚି ରଇବା ଟିକିନିକିର୍ ସତ୍ ଇସାବେ ରଇବା ତମର୍ ବିସ୍ବାସ୍ ପରମେସର୍ ଡାଟ୍କରି ସଙ୍ଗଇବାକେ ପାରେ । (aiōnios )
26 ed ora manifestato, e dato a conoscere fra tutte le Genti, per le scritture profetiche, secondo il comandamento dell'eterno Dio, all'ubbidienza della fede; (aiōnios )
୨୬ସେ ଟିକିନିକିର୍ ସବୁ ସତ୍ ବବିସତ୍ବକ୍ତାମନର୍ ସାସ୍ତରେ ସେ ଜାନାଇଲା ଆଚେ । ଆରି ଏବେ ମାପ୍ରୁ ପରମେସରର୍ ସତ୍ ଜୁଗ୍ ଜୁଗ୍ ଅନି ସବୁ ଲକ୍ମନର୍ ବିତ୍ରେ ଜାନାଇଆଚେ । ଇତିଅନି ସବୁ ବିସ୍ବାସ୍ କରି ପରମେସରର୍ କାତାମାନି ଚାଲି ପାର୍ବାଇ । (aiōnios )
27 a Dio, sol savio, [sia] la gloria in eterno, per Gesù Cristo. Amen. (aiōn )
୨୭ମାପ୍ରୁ ଜିସୁ କିରିସ୍ଟର୍ତେଇଅନି ସବୁ ଜାନ୍ବା ଗଟେକ୍ସେ ପରମେସର୍ କାଲେ କାଲେ ଜୁଗେ ଜୁଗେ ଡାକ୍ପୁଟା ପାଅ । ଆମେନ୍! (aiōn )