< Matteo 6 >

1 GUARDATEVI dal praticare la vostra giustizia nel cospetto degli uomini, per esser da loro riguardati; altrimenti, voi non ne avrete premio appo il Padre vostro, che [è] ne' cieli.
ଲକ୍‌ମନ୍‌କେ ଦେକାଇଅଇବାକେ ସବୁର୍‌ ମୁଆଟେ ନିକ କାମ୍‌ କରାନାଇ । ସେଟା କଲେ ସର୍‌ଗେ ରଇବା ତମର୍‌ ବାବାର୍‌ ଟାନେଅନି ପୁରୁସ୍‌କାର୍‌ ନ ପାଆସ୍‌ ।
2 Quando adunque tu farai limosina, non far sonar la tromba dinanzi a te, come fanno gl'ipocriti nelle sinagoghe e nelle piazze, per essere onorati dagli uomini; io vi dico in verità, che ricevono il premio loro.
ତେବେ ଗଟେକ୍‌ ଗରିବ୍‌ ଲକ୍‌କେ ଦାନ୍‌ ଦେବା ବେଲେ କୁଟିଆଲ୍‌ମନର୍‌ ପାରା ଦେକାଇ ନ ଉଆ । ସେମନ୍‌ ଲକ୍‌ମନର୍‌ତେଇ ଅନି ଡାକ୍‌ପୁଟା ପାଇବାକେ ପାର୍‌ତନା ଗରେ ଆରି ସାଇ ମଜାଇ ଦାନ୍‌ଦରମ୍‌ ଦେକାଇବାଇ । ମୁଇ ସତ୍‌ କଇଲିନି ଜେ, ସେମନ୍‌ ଇତିଅନି ସେମନର୍‌ ବୁତି ପୁରାପୁରୁନ୍‌ ପାଇସାରି ଆଚତ୍‌ ।
3 Ma quando tu fai limosina, non sappia la tua sinistra quello che fa la destra,
ମାତର୍‌ ତମେ ଅବାବେ ରଇଲା ଲକ୍‌କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍‌ ଲଗର୍‍ ମଇତର୍‌ ମିସା ଏ କାତା ନାଜାନ ।
4 acciocchè la tua limosina si faccia in segreto; e il Padre tuo, che riguarda in segreto, te ne renderà la retribuzione in palese.
ତମର୍‌ ଏ ଦାନ୍‌ ଲୁଚ୍‌ତେ ଅଇରଇଲେ ମିସା ସବୁ ଦେକ୍‌ବା ବାବା ପର୍‌ମେସର୍‌ ସେଟା ଦେକି ତମ୍‌କେ ପୁରୁସ୍‌କାର୍‌ ଦେଇସି ।
5 E quando tu farai orazione, non esser come gl'ipocriti; perciocchè essi amano di fare orazione, stando ritti in piè, nelle sinagoghe, e ne' canti delle piazze, per esser veduti dagli uomini; io vi dico in verità, che ricevono il loro premio.
ପାର୍‌ତନା କର୍‌ବା ବେଲେ କୁଟିଆଲ୍‌ ବିସ୍‌ବାସିମନର୍‌ ପାରା ଉଆନାଇ । କାଇକେ ବଇଲେ ସେମନ୍‌ ଲକ୍‌ମନ୍‌କେ ଦେକାଇ ଅଇବାକେ ପାର୍‌ତନା ଗର୍‌ମନ୍‌କେ ଆରି ଗାଉଁର୍‌ ମଜା ଡାଣ୍ଡେ ଟିଆ ଅଇକରି ପାର୍‌ତନା କର୍‌ବାକେ ମନ୍‌ କର୍‌ବାଇ । ମୁଇ ତମ୍‌କେ ସତ୍‌ କଇଲିନି, ସେମନ୍‌ ନିଜର୍‌ ନିଜର୍‌ ପୁରୁସ୍‌କାର୍‌ ପାଇଲାଇବେ ।
6 Ma tu, quando farai orazione, entra nella tua cameretta, e serra il tuo uscio, e fa' orazione al Padre tuo, che [è] in segreto; e il Padre tuo, che riguarda in segreto, ti renderà la tua retribuzione in palese.
ମାତର୍‌ ତମେ ପାର୍‌ତନା କର୍‌ବାକେ ତମର୍‌ ବାକ୍‌ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍‌ ଡାବିଅଇଦିଆସ୍‌ ଆରି ନ ଡିସାଇ ଅଇବା ତମର୍‌ ସର୍‌ଗର୍‌ ବାବାର୍‌ ଲଗେ ପାର୍‌ତନା କରା । ତମେ ଲୁଚ୍‌ତେ ଜାଇଟା କର୍‌ସା, ସେଟା ଦେକି ତମର୍‌ ବାବା ତମ୍‌କେ ପୁରୁସ୍‌କାର୍‌ ଦେଇସି ।
7 Ora, quando farete orazione, non usate soverchie dicerie, come i pagani; perciocchè pensano di essere esauditi per la moltitudine delle lor parole.
ପାର୍‌ତନା କର୍‌ବା ବେଲେ ପର୍‌ମେସର୍‌କେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ ପାରା ଅରତ୍‌ ନଇଲା କାତା ତର୍‌କେ ତର୍‌ କଇ ଆଉଲି ନ ଉଆ, ବେସି ପର୍‌ ପାର୍‌ତନା କଲେ ସେ ପର୍‌ମେସର୍‌ ସୁନ୍‌ସି ବଲି, ସେମନ୍‌ ମନେ ବାବ୍‌ବାଇ ।
8 Non li rassomigliate adunque; perciocchè il Padre vostro sa le cose di che voi avete bosogno, innanzi che gliele chiediate.
ସେମନର୍‌ ପାରା ଉଆ ନାଇ । ତମେ ମାଙ୍ଗ୍‌ବା ଆଗ୍‌ତୁ ଜାଇଟା ଦର୍‌କାର୍‌, ତମର୍‌ ସରଗର୍‌ ବାବା ପର୍‌ମେସର୍‌ ସେଟା ସବୁ ଜାନ୍‍ସି ।
9 Voi adunque orate in questa maniera: PADRE NOSTRO che [sei] ne' cieli, sia santificato il tuo nome.
ସେଟାର୍‌ ପାଇ ତମେ ଏନ୍ତାରି ପାର୍‌ତନା କର୍‌ବାର୍‌ ଆଚେ । ଏ ଆମର୍‌ ସରଗର୍‌ ବାବା, ତମର୍‌ ସୁକଲ୍‌ ନାଉଁ ଡାକ୍‍ପୁଟା ପାଅ ।
10 Il tuo regno venga. La tua volontà sia fatta in terra come in cielo.
୧୦ତମର୍‌ ସାସନ୍‌ ଆସ । ସର୍‌ଗେ ତମର୍‌ ମନ୍‍ କଲାଟା ଜେନ୍ତାରି ସିଦ୍‌ ଅଇଲାନି, ଏ ରାଇଜେ ମିସା ସେନ୍ତାରି ତମେ ମନ୍‍ କଲାଟା ସିଦ୍‌ ଅ ।
11 Dacci oggi il nostro pane cotidiano.
୧୧ଆଜି ଆମ୍‌କେ ଦର୍‌କାର୍‌ ରଇଲା କାଦି କାଇବାକେ ଦିଆ ।
12 E rimettici i nostri debiti, come noi ancora [li] rimettiamo a' nostri debitori.
୧୨ଆମର୍‌ ବିରଦେ ଦସ୍‌ କରିରଇବା ଲକ୍‌ମନ୍‌କେ ଆମେ ଜେନ୍ତାର୍‌ କେମା କଲୁନି, ସେନ୍ତାରି ଆମର୍‌ ସବୁ ଦସ୍‌ କେମା କରା ।
13 E non indurci in tentazione, ma liberaci dal maligno; perciocchè tuo è il regno, e la potenza, e la gloria, in sempiterno. Amen.
୧୩ବେସି କସ୍‌ଟ ରଇବା ପରିକା ଆମ୍‍କେ ମୁରଚ୍‍ବାକେ ଦିଆ ନାଇ, ମାତର୍‌ କାରାପ୍‌ କାମେଅନି ରକିଆ କରା ଜେନ୍ତିକି ତମର୍‌ ରାଇଜ୍‌, ତମର୍‌ ବପୁ, ଆରି ଡାକ୍‌ପୁଟା ସବୁ ଜୁଗେଜୁଗେ ତମର୍‌ ଅଇକରି ରଅ । ଆମେନ୍‌!
14 Perciocchè, se voi rimettete agli uomini i lor falli, il vostro Padre celeste rimetterà ancora a voi [i vostri].
୧୪“ତମର୍‌ ବିରଦେ ଦସ୍‌ କରିରଇବା ବିନ୍‌ ଲକ୍‌ମନ୍‌କେ ଜଦି ତମେ କେମା କର୍‌ସା, ତମର୍‌ ସରଗର୍‌ ବାବା ପର୍‌ମେସର୍‌ ମିସା ତମ୍‌କେ କେମା କର୍‌ସି ।
15 Ma se voi non rimettete agli uomini i lor falli, il Padre vostro altresì non vi rimetterà i vostri.
୧୫ମାତର୍‌ ତମେ ଜଦି ବିନ୍‌ ଲକ୍‌ମନ୍‌କେ କେମା ନ କରାସ୍‌, ସରଗର୍‌ ବାବା ମିସା ତମେ କରିରଇବା ପାପ୍‌ଦସ୍‌ କେମା ନ କରେ ।”
16 Ora, quando digiunerete, non siate mesti di aspetto, come gl'ipocriti; perciocchè essi si sformano le facce, acciocchè apparisca agli uomini che digiunano; io vi dico in verità, che ricevono il loro premio.
୧୬“ଉପାସ୍‌ କର୍‌ବା ବେଲେ ଦରମ୍‌ ବଲି ଦେକାଇଅଇଲା ଲକର୍‌ ପାରା ବାଇରେ ସପାସୁତର୍‌ ଅଇବାଟା ଚାଡିଦେବାର୍‌ ନାଇ । ସେମନ୍‌ ଉପାସ୍‌ କଲୁନି ବଲି ଲକର୍‌ ଲଗେ ଦେକାଇ ଅଇବାକେ ସେନ୍ତାରି କର୍‌ବାଇ । ମୁଇ ତମ୍‌କେ ସତ୍‌ କଇଲିନି, ସେମନ୍‌ ଏନ୍ତି କର୍‌ବାର୍‌ ଲାଗି ନିଜର୍‌ ପୁରୁସ୍‌କାର୍‌ ସବୁ ପାଇଲାଇବେ ।
17 Ma tu, quando digiuni, ungiti il capo, e lavati la faccia;
୧୭ମାତର୍‌ ତମେ ଉପାସ୍‌ କର୍‌ବା ବେଲେ, ମୁଣ୍ଡେ ଚିକନ୍‌ଲାଗାଇ ଅଇ ସପା ସୁତ୍‌ରା ରୁଆ ।
18 acciocchè non apparisca agli uomini che tu digiuni, ma al Padre tuo, il quale [è] in segreto; e il Padre tuo, che riguarda in segreto, ti renderà la tua retribuzione in palese.
୧୮ଜେନ୍ତିକି ଉପାସ୍‌ କଲାସ୍‌ନି ବଲି ବିନ୍‌ ଲକ୍‌ମନ୍‌ ନାଜାନତ୍‌ । ମାତର୍‌ ତମର୍‌ ନ ଡିସ୍‌ବା ବାବା ସବୁ କାତା ଜାନେ । ତମେ ଲୁଚ୍‌ତେ ଜାଇଟା କର୍‌ସା, ସେଟା ଦେକି ତମ୍‌କେ ପୁରୁସ୍‌କାର୍‌ ଦେଇସି ।” ।
19 NON vi fate tesori in sulla terra, ove la tignuola e la ruggine guastano, e dove i ladri sconficcano e rubano.
୧୯“ଏ ଦୁନିଆଇ ନିଜର୍‌ପାଇ ଦନ୍‌ ଅର୍‌ଜା ନାଇ । ଇତି ସଙ୍ଗଇଲା ଦନ୍‌ ଅଲ୍‌ମା କାଇ ଚିଲମ୍‌ ଦାର୍‌ସି ଆରି ଚର୍‌ମନ୍‌ କତି କାଣା କରି ଚରାଇନେବାଇ ।
20 Anzi, fatevi tesori in cielo, ove nè tignuola, nè ruggine guasta; ed ove i ladri non sconficcano, e non rubano.
୨୦ସର୍‌ଗେ ତମର୍‌ ପାଇ ଏନ୍ତାରି ଦନ୍‌ ଅର୍‌ଜି ସଙ୍ଗୁଆ । ତେଇ ଅଲ୍‌ମା ଆରି ଚିଲମ୍‌ ନ ଦାରେ । ଆରି ଚର୍‌ମନ୍‌ ମିସା କତି କାଣାକରି ଚରାଇ ନେଇ ନାପାରତ୍‌ । ଜାଗ୍‌ରତ୍‌!
21 Perciocchè, dove è il vostro tesoro, quivi eziandio sarà il vostro cuore.
୨୧କାଇକେବଇଲେ ଜନ୍‌ଟାନେ ତମର୍‌ ଦନ୍‌, ତେଇସେ ତମର୍‌ ମନ୍‌ ।”
22 La lampana del corpo è l'occhio; se dunque l'occhio tuo è puro, tutto il tuo corpo sarà illuminato.
୨୨“ତମର୍‌ ଆଁକି ଅଇଲାନି ଗାଗଡର୍‌ ବତି । ଜେଡେବେଲା ଆଁକି ନିର୍‌ମଲ୍‌ ରଇସି, ତେବେ ତମର୍‌ ଗୁଲାଇ ଗାଗଡ୍‌ ମିସା ଉଜଲ୍‌ ବର୍‌ତି ଅଇରଇସି ।
23 Ma se l'occhio tuo è viziato, tutto il tuo corpo sarà tenebroso; se dunque il lume ch'[è] in te è tenebre, quante [saranno] le tenebre stesse?
୨୩ମାତର୍‌ ଜେବେ ତମର୍‌ ଆଁକି ନସିରଇସି, ତେବେ ସବୁ ଗାଗଡ୍‌ ଆନ୍ଦାର୍‌ ଅଇସି । ତେବର୍‌ପାଇ ତମର୍‌ ମନ୍‌ ବିତ୍‌ରର୍‌ ଉଜଲ୍‌ ଜେବେ ଆନ୍ଦାର୍‌ ଅଇସି, ତେବେ ସେ ଆନ୍ଦାର୍‌ କେଡେକ୍‌ ବଡ୍‌ ବିପଦ୍‌ ।”
24 Niuno può servire a due signori; perciocchè, o ne odierà l'uno, ed amerà l'altro; ovvero, si atterrà all'uno, e sprezzerà l'altro; voi non potete servire a Dio ed a Mammona.
୨୪“କେ ମିସା ଗଟେକ୍‌ ଲକ୍‌ ଦୁଇଟା ସାଉକାରର୍‌ ସେବାକରି ନାପାରେ । ସେ ଗଟେକ୍‌ ଲକ୍‌କେ ମାନ୍‌ସି ଆରି ଗଟେକ୍‍ ଲକ୍‌କେ ଗିନ୍‌ କର୍‌ସି । ନଇଲେ ଗଟେକ୍‌ ଲକ୍‌କେ ବିସ୍‌ବାସ୍‌ କର୍‌ସି ଆରି ଗଟେକ୍‍ ଲକ୍‌କେ ବିସ୍‌ବାସ୍‌ ନ କରେ । ତମେ ଏକାତର୍‌ ପର୍‌ମେସର୍‌କେ ଆରି ଡାବୁକାସୁକେ ସେବାକରି ନାପାରାସ୍‌ ।”
25 Perciò, io vi dico: Non siate con ansietà solleciti per la vita vostra, di che mangerete, o di che berrete; nè per lo vostro corpo, di che vi vestirete; non è la vita più che il nutrimento, e il corpo più che il vestire?
୨୫ଏଟାର୍‌ପାଇ ମୁଇ ତମ୍‌କେ କଇଲିନି, ବଁଚ୍‌ବାକେ କାଇଟା କାଇବୁବେ? ଆରି ଗାଗଡର୍‌ ପାଇ କାଇଟା ପିନ୍ଦ୍‌ବୁ? ବଲି ବାବି ଚିନ୍ତା କରାନାଇ । କାଦିର୍‌ତେଇଅନି ଜିବନ୍‌, ଆରି ବସ୍‌ତର୍‌ ତେଇଅନି ଗାଗଡ୍‌ ମୁକିଅ ଆଚେ ।
26 Riguardate agli uccelli del cielo; come non seminano, e non mietono, e non accolgono in granai; e pure il Padre vostro veleste li nudrisce; non siete voi da molto più di loro?
୨୬ଚଡଇମନ୍‌କେ ଦେକା, ସେମନ୍‌ ନ ବୁନତ୍‌ କି ନ କାଟତ୍‌, କି କଲ୍‌କିତେଇ ନ ସଙ୍ଗଅତ୍‌, ଅଇଲେ ମିସା ସରଗର୍‌ ବାବା ସେମନ୍‌କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍‌ତେଇଅନି ମୁକିଅ ନୁଆସ୍‌ କି?
27 E chi è colui di voi, che, con la sua sollecitudine, possa aggiungere alla sua statura pure un cubito?
୨୭ବଁଚ୍‌ବା ପାଇ ବଲି ନିଜେ ଚିନ୍ତାକରି ବିକଲ୍‌ ଅଇ ଜେ ତାର୍‌ କଣ୍ଡେକ୍‌ ମିସା ବଁଚ୍‍ବା ଦିନ୍‍ ପାର୍‌ସି କି? ନାଇ ନାପାରେ ।
28 Ed intorno al vestire, perchè siete con ansietà solleciti? considerate come crescono i gigli della campagna; essi non faticano, e non filano;
୨୮ବସ୍‌ତର୍‌ ପାଇ କାଇକେ ବିକଲ୍‌ ଅଇଲାସ୍‌ନି? ଦେକା, ବନର୍‌ ପୁଲ୍‌ମନ୍‌ କେନ୍ତି ବଡ୍‌ଲାଇନି, ସେମନ୍‌ କାମ୍‌ଦାମ୍‌ କରତ୍‌ ନାଇ କି ନିଜର୍‌ ପାଇ ବସ୍‌ତର୍‌ ତିଆର୍‌ କରତ୍‌ ନାଇ,
29 e pure io vi dico che Salomone stesso, con tutta la sua gloria, non fu vestito al pari dell'un di loro.
୨୯ମାତର୍‌ ମୁଇ ତମ୍‌କେ କଇଲିନି, ରାଜା ସଲ୍‌ମନ୍‌ ତାର୍‌ ସବୁ ଦନ୍‌ ସଁପତି ସଙ୍ଗ୍‍ ମିସା ଏ ପୁଲ୍‌ ପାରା ସୁନ୍ଦର୍‌ ବସ୍‌ତର୍‌ କେବେ ପିନ୍ଦି ନ ରଇଲା ।
30 Or se Iddio riveste in questa maniera l'erba de' campi, che oggi è, e domani è gettata nel forno, non [vestirà egli] molto più voi, o uomini di poca fede?
୩୦ଆଜି ପଦାଇ ରଇଲା ଗାଁସ୍‌ କାଲିକେ ନ ମିସା ରଏ । କାଟିକରି ଜଇଟାନେ ପଡାଇଦେବାଇ । ଏଲେମିସା ତାକେ ପର୍‌ମେସର୍‌ ଏନ୍ତି ସୁନ୍ଦର୍‌ ବେସ୍‌ ଦେଇସି, ତେବେ ଏ ଅଲପ୍‌ ବିସ୍‌ବାସିମନ୍‌, ସେ ବାଇଦରେ ତମ୍‌କେ ଅଦିକ୍‌ ନିମାନ୍‌ ବସ୍‌ତର୍‌ ନ ଦେଏ କି? ଦେଇସିସେ ।
31 Non siate adunque con ansietà solleciti, dicendo: Che mangeremo, o che berremo, o di che saremo vestiti?
୩୧ଏଟାର୍‌ ପାଇ କାଇଟା କାଇବି? ଆରି କାଇଟା ପିଇବି? ଆରି କାଇଟା ଅଡ୍‌ବି ବଲି ଚିନ୍ତା କରାନାଇ ।
32 Poichè i pagani son quelli che procacciano tutte queste cose; perciocchè il Padre vostro celeste sa che voi avete bisogno di tutte queste cose.
୩୨କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା ଲକ୍‌ମନ୍‌ ଏ ସବୁ କଜିବୁଲ୍‌ବାଇ । ଆରି ଏ ସବୁ ବିସଇ ଜେ ତମ୍‌କେ ଲଡା, ସେଟା ତମର୍‌ ସରଗର୍‌ ବାବା ଜାନେ ।
33 Anzi, cercate in prima il regno di Dio, e la sua giustizia; e tutte queste cose vi saranno sopraggiunte.
୩୩ମାତର୍‌ ତମେ ତାର୍‌ ରାଇଜ୍‌ ଆରି ସେ ତମର୍‌ଟାନେଅନି କାଇଟା ମନ୍‍ କଲାନି, ସେ ବିସଇ କଜା । ସେନ୍ତାର୍‌ କଲେ, ସେ ତମ୍‌କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି ।
34 Non siate adunque con ansietà solleciti del [giorno di] domani; perciocchè il [giorno di] domani sarà sollecito delle cose sue; basta a ciascun giorno il suo male.
୩୪ଆରି, କାଲିକର୍‌ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିିକର୍‌ ଚିନ୍ତା କାଲିକେ କରା । ଜନ୍‌ ଦିନର୍‌ କସ୍‌ଟ, ସେଦିନର୍‌ପାଇ ଅଦିକ୍‌ ଅଇସି ।

< Matteo 6 >