< Giovanni 14 >

1 Il vostro cuore non sia turbato; voi credete in Dio, credete ancora in me.
ଆରି ଜିସୁ କଇଲା, “ତମେ କିଲ୍‌ବିଲ୍‌ ନ ଉଆ, ପର୍‌ମେସରର୍‌ଟାନେ ବିସ୍‌ବାସ୍‌ କରା । ଆରି ମର୍‌ଟାନେ ମିସା ବିସ୍‌ବାସ୍‌ କରା ।
2 Nella casa del Padre mio vi son molte stanze; se no, io ve [l]'avrei detto; io vo ad apparecchiarvi il luogo.
ମର୍‌ ବାବାର୍‌ ଗରେ ରଇବାକେ ବେସି ବାକ୍‌ରା ଆଚେ । ଆରି ତେଇ ମୁଇ ତମର୍‌ ପାଇ ଜାଗା ଟିକ୍‌ କର୍‌ବାର୍‌ ଗାଲିନି । ଜଦି ଏଟା ସତ୍‌ ନଇତା ଆଲେ, ମୁଇ ତମ୍‌କେ ଏନ୍ତି ବଲି ନ କଇତି ।
3 E quando io sarò andato, e vi avrò apparecchiato il luogo, verrò di nuovo, e vi accoglierò appresso di me, acciocchè dove io sono, siate ancora voi.
ଆରି ମୁଇ ଜାଇ ତମର୍‌ ପାଇ ଜାଗା ଟିକ୍‌ କଲା ପଚେ, ଆରି ତରେକ୍‌ ବାଉଡି ଆସି ତମ୍‌କେ ମର୍‌ ସଙ୍ଗ୍‌ ଡାକିନେବି । ମୁଇ ଜନ୍‌ ଜାଗାଇ ରଇବି, ସେ ଜାଗାଇ ତମେ ମର୍‌ ସଙ୍ଗ୍‌ ରଇସା ।
4 Voi sapete ove io vo, e sapete anche la via.
ମୁଇ ଜନ୍‌ ଜାଗାଇ ଗାଲିନି, ତମେ ସେ ଜାଗାଇ ଜିବା ବାଟ୍‌ ଜାନିଆଚାସ୍‌ ।”
5 Toma gli disse: Signore, noi non sappiamo ove tu vai; come dunque possiamo saper la via?
ତମା ଜିସୁକେ କଇଲା, “ଏ ମାପ୍‌ରୁ ତମେ କନ୍‌ ଜାଗାଇ ଗାଲୁସ୍‌ନି, ସେଟା ଆମେ ନାଜାନୁ, ଆରି ତେଇ ଜିବା ବାଟ୍‌ କେନ୍ତି ଜାନ୍‌ବୁ?”
6 Gesù gli disse: Io son la via, la verità, e la vita; niuno viene al Padre se non per me.
ଜିସୁ ତାକେ କଇଲା, “ମୁଇ ସତ୍‌, ବାଟ୍‌ ଆରି ଜିବନ୍‌ । ମର୍‌ବାଟେ ନ ଗାଲେ ବାବା ପର୍‌ମେସର୍‌ ଲଗେ କେ ମିସା ଜାଇନାପାରେ ।”
7 Se voi mi aveste conosciuto, conoscereste anche il Padre; e fin da ora lo conoscete, e l'avete veduto.
ସେ କଇଲା, “ଜଦି ତମେ ମକେ ଜାନିରଇତାସ୍‌ ବଇଲେ, ମର୍‌ ବାବାକେ ମିସା ଜାନ୍‌ତାସ୍‌ । ଏବେ ମିସା ତମେ ତାକେ ଜାନ୍‌ଲାସ୍‌ନି ଆରି ଦେକ୍‌ଲାସ୍‌ନି ।”
8 Filippo gli disse: Signore, mostraci il Padre, e [ciò] ci basta.
ପିଲିପ୍‌ ଜିସୁକେ କଇଲା, “ଏ ମାପ୍‌ରୁ ଆମ୍‌କେ ବାବାକେ ଦେକାଇ ଦେ, ସେତ୍‌କିସେ ଆମର୍‌ପାଇ ବେସି ।”
9 Gesù gli disse: Cotanto tempo sono io già con voi, e tu non mi hai conosciuto, Filippo? chi mi ha veduto ha veduto il Padre; come dunque dici tu: Mostraci il Padre?
ଜିସୁ ତାକେ କଇଲା, “ପିଲିପ୍‌ ଏତ୍‌କି ଦିନ୍‌ ମୁଇ ତମର୍‌ ସଙ୍ଗ୍‌ ରଇଲି, ତୁଇ ମକେ ଚିନି ନାପାର୍‌ଲୁସ୍‌ କି?” ଜେ ମକେ ଦେକ୍‌ଲା ଆଚେ ସେ ମର୍‌ ବାବା ପର୍‌ମେସର୍‌କେ ଦେକ୍‌ଲା ଆଚେ । କେନ୍ତି ଆମ୍‌କେ ତର୍‌ ବାବାକେ ଦେକାଇ ଦେ ବଲି କଇଲୁସ୍‌ନି?
10 Non credi tu che io [son] nel Padre, e che il Padre è in me? le parole che io vi ragiono, non le ragiono da me stesso; e il Padre, che dimora in me, è quel che fa le opere.
୧୦ତୁଇ ବିସ୍‌ବାସ୍‌ କୁରୁସ୍‌ ନାଇ କି ପିଲିପ୍‌? ମୁଇ ବାବାର୍‌ ତେଇ ଆଚି ଆରି ବାବା ମର୍‌ଟାନେ ଆଚେ । ମୁଇ ତମ୍‌କେ ଜନ୍‌ କାତା ସବୁ କଇଲିଆଚି, ସେ ସବୁ କାତା ମର୍‌ ନିଜର୍‌ତେଇଅନି କଇନାଇ । ମାତର୍‌ ବାବା ମର୍‌ତେଇ ରଇକରି ତାର୍‌ କାମ୍‌, ମର୍‌ଟାନେଅନି କଲାନି ।
11 Credetemi ch'io [son] nel Padre, e che il Padre è in me; se no, credetemi per esse opere.
୧୧ମୁଇ ବାବାର୍‌ତେଇ ଆଚି ଆରି ବାବା ମର୍‌ଟାନେ ଆଚେ ବଲି ମୁଇ କଇବା ଏ କାତା ବିସ୍‌ବାସ୍‌ କରା । ନଇଲେ ମୁଇ କର୍‌ବା କାମ୍‌ ଦେକି ବିସ୍‌ବାସ୍‌ କରା ।
12 In verità, in verità, io vi dico, che chi crede in me farà anch'egli le opere le quali io fo; anzi ne farà delle maggiori di queste, perciocchè io me ne vo al Padre.
୧୨ମୁଇ ତମ୍‌କେ ସତ୍‌ କଇଲିନି, ଜେ ମକେ ବିସ୍‌ବାସ୍‌ କର୍‌ସି ସେ, ମୁଇ କର୍‌ବା ଏନ୍ତି କାମ୍‌ମନ୍‌ କର୍‌ସି ଆରି ମର୍‌ତେଇଅନି ଅଦିକ୍‌ ବଡ୍‌ ବଡ୍‌ କାମ୍‌ମନ୍‌ ମିସା କର୍‌ସି । କାଇକେ ବଇଲେ ମୁଇ ମର୍‌ ବାବାର୍‌ ଲଗେ ଗାଲିନି ।
13 Ed ogni cosa che voi avrete chiesta nel nome mio, quella farò; acciocchè il Padre sia glorificato nel Figliuolo.
୧୩ତମେ ମର୍‌ ନାଉଁଦାରି ଜାଇଟା ମାଙ୍ଗ୍‌ସା ସେଟା ସବୁ ମୁଇ ତମ୍‌କେ ଦେବି । ଇତିଅନି ବାବାର୍‌ ଡାକ୍‌ପୁଟା ମର୍‌ତେଇ ଜାନାପଡ୍‌ସି ।
14 Se voi chiedete cosa alcuna nel nome mio, io [la] farò.
୧୪ତମେ ଜଦି କାଇ ବିସଇ ମିସା ମର୍‌ ନାଉଁଦାରି ମାଙ୍ଗ୍‌ସା ବଇଲେ ମୁଇ ସେଟା ଦେବି ।
15 Se voi mi amate, osservate i miei comandamenti.
୧୫ତମେ ଜଦି ମକେ ଆଲାଦ୍‌ କର୍‌ସା, ମର୍‌ ଆଦେସ୍‌ ମିସା ମାନ୍‌ସା ।
16 Ed io pregherò il Padre, ed egli vi darà un altro Consolatore, che dimori con voi in perpetuo. (aiōn g165)
୧୬ମୁଇ ମର୍‌ ବାବାକେ ଗୁଆରି କର୍‌ବି । ଆରି ତମର୍‌ ସଙ୍ଗ୍‌ ସବୁବେଲା ରଇବା ପାଇ, ସେ ଗଟେକ୍‌ ସାଇଜକାରିଆକେ ପାଟାଇସି । (aiōn g165)
17 [Cioè] lo Spirito della verità, il quale il mondo non può ricevere; perciocchè non lo vede, e non lo conosce; ma voi lo conoscete; perciocchè dimora appresso di voi, e sarà in voi.
୧୭ସେ ଅଇଲାନି ସତ୍‌ ଆତ୍‌ମା, ଜେକି ସତ୍‌ସଙ୍ଗ୍‌ ପର୍‌ମେସରର୍‌ ବିସଇ ଦେକାଇସି । ଏ ଦୁନିଆର୍‌ ଲକ୍‌ମନ୍‌ ତାକେ ନ ନାମତ୍‌, କାଇକେ ବଇଲେ ତାକେ ଦେକତ୍‌ ନାଇ କି ଜାନତ୍‌ ନାଇ । ମାତର୍‌ ତମେ ତାକେ ଜାନି ଆଚାସ୍‌ । କାଇକେ ବଇଲେ ସେ ତମର୍‌ ସଙ୍ଗ୍‌ ଆଚେ ଆରି ତମର୍‌ ମନ୍‌ ବିତ୍‌ରେ ରଇସି ।
18 Io non vi lascerò orfani; io tornerò a voi.
୧୮ମୁଇ ଜେଡେବଲ୍‌ ଜିବି, ତମ୍‌କେ ଟୁରା ପିଲାମନର୍‌ ପାରା କରି ଚାଡି ନ ଜାଇ । ଆରିତରେକ୍‌ ତମର୍‌ ଲଗେ ବାଉଡି ଆଇବି ।
19 Fra qui ed un poco [di tempo], il mondo non mi vedrà più; ma voi mi vedrete;
୧୯ଚନେକ୍‌ ଗାଲେ ଦୁନିଆ ଆରି ମକେ ଦେକିନାପାରେ । ମାତର୍‌ ତମେ ଦେକ୍‌ସା, କାଇକେ ବଇଲେ ମୁଇ ସବୁବେଲେ ଜିବନ୍‌ ରଇବି, ଆରି ତମେ ମିସା ଜିବନ୍‌ ରଇସା ।
20 perciocchè io vivo, e voi ancora vivrete. In quel giorno voi conoscerete che io [son] nel Padre mio, e che voi [siete] in me, ed io in voi.
୨୦ସେ ଦିନ୍‌ ଆଇଲେ ତମେ ଜାନ୍‌ସା, ମୁଇ ବାବାର୍‌ ଲଗେ, ତମେ ମର୍‌ ଲଗେ, ଆରି ମୁଇ ତମର୍‌ ଲଗେ ସବୁବେଲେ ରଇବି ।
21 Chi ha i miei comandamenti, e li osserva, esso è quel che mi ama; e chi mi ama sarà amato dal Padre mio; ed io ancora l'amerò, e me gli manifesterò.
୨୧“ଜେ ମର୍‌ ଆଦେସ୍‌ ମାନ୍‌ସି, ସେ ଆକା ମକେ ଆଲାଦ୍‌ କର୍‌ସି । ଜେ ମକେ ଆଲାଦ୍‌ କର୍‌ସି, ମର୍‌ ବାବା ତାକେ ଆଲାଦ୍‌ କର୍‌ସି । ମୁଇ ମିସା ତାକେ ଆଲାଦ୍‌ କରି ନିଜ୍‌କେ ତାର୍‌ଟାନେ ଦେକାଇଅଇବି ।”
22 Giuda, non l'Iscariot, gli disse: Signore, che vuol dire che tu ti manifesterai a noi, e non al mondo? Gesù rispose, e gli disse:
୨୨ତାର୍‌ ପଚେ ଜିଉଦା, ଇସ୍‌କାରିୟତ୍‌ ଜିଉଦା ନଏଁ, କଇଲା “ଏ ମାପ୍‌ରୁ ଏଟା କେନ୍ତି ଅଇସି? ତମେ ନିଜ୍‌କେ ଦୁନିଆଇ ଦେକାଇ ନ ଅଇ ଆମର୍‌ ଲଗେ କେନ୍ତି ଦେକାଇଅଇସା?”
23 Se alcuno mi ama, osserverà la mia parola, e il Padre mio l'amerà; e noi verremo a lui, e faremo dimora presso lui.
୨୩ଜିସୁ ତାକେ କ‍ଇଲା, “ଜନ୍‌ ଲକ୍‌ ମକେ ଆଲାଦ୍‌ କର୍‌ସି ସେ ମୁଇ ସିକାଇବା ବାକିଅ ମାନ୍‍ସି । ସେନ୍ତି କଲେ ମର୍‌ ବାବା ପର୍‌ମେସର୍‌ ତାକେ ଆଲାଦ୍‌ କର୍‌ସି । ବାବା ଆରି ମୁଇ ଆସି ସେ ଲକର୍‌ ଟାନେ ରଇବୁ ।
24 Chi non mi ama non osserva le mie parole; e la parola che voi udite, non è mia, ma del Padre che mi ha mandato.
୨୪ଜେ ମକେ ଆଲାଦ୍‌ ନ କରେ, ସେ ମର୍‌ ବାକିଅ ନ ମାନେ । ଆରି ମୁଇ କଇବା ଏ କାତା ସବୁ ମର୍‌ତେଇ ଅନି ନଏଁ, ମାତର୍‌ ମକେ ପାଟାଇଲା ମର୍‌ ବାବାର୍‌ ତେଇଅନି କଇଲିନି ।”
25 Io vi ho ragionate queste cose, dimorando appresso di voi.
୨୫ମୁଇ ତମର୍‌ ଲଗେ ରଇକରିସେ ଏ ସବୁ କାତା କଇଲିନି ।
26 Ma il Consolatore, [cioè] lo Spirito Santo, il quale il Padre manderà nel nome mio, esso v'insegnerà ogni cosa, e vi rammemorerà tutte le cose che io vi ho dette.
୨୬ମାତର୍‌ ପର୍‌ମେସର୍‌ ଜନ୍‌ ସାଇଜକାରିଆ ସୁକଲ୍‌ ଆତ୍‌ମାକେ ମର୍‌ ନାଉଁ ଦାରି ତମର୍‌ ଲଗେ ପାଟାଇସି, ସେ ତମ୍‌କେ ସବୁ ବିସଇ ସିକାଇଦେଇସି ଆରି ମୁଇ ଜନ୍‌ ଜନ୍‌ କାତା କଇଲିଆଚି ସେଟା ସବୁ ତମ୍‌କେ ଏତାଇ ଦେଇସି ।
27 Io vi lascio pace, io vi do la mia pace: io non ve [la] do, come il mondo [la] dà; il vostro cuore non sia turbato, e non si spaventi.
୨୭“ମୁଇ ତମ୍‍କେ ସାନ୍ତି ଦେଇକରି ଗାଲିନି । ମର୍‌ ନିଜର୍‌ ସାନ୍ତି ତମ୍‌କେ ଦାନ୍‌ ଦେଇକରି ଗାଲିନି । ଏଟା ଦୁନିଆ ଦାନ୍‌ ଦେଲାପାରା ସାନ୍ତି ନଏଁ । ସେଟାର୍‌ ପାଇ ଚିନ୍ତା କରା ନାଇ କି କିଲ୍‌ବିଲ୍‌ ଅଇ ଡରା ନାଇ ।
28 Voi avete udito che io vi ho detto: Io me ne vo, e tornerò a voi; se voi mi amaste, certo voi vi rallegrereste di ciò che ho detto: Io me ne vo al Padre; poichè il Padre è maggiore di me.
୨୮ମୁଇ ଜାଇଟା କଇରଇଲି, ସେଟା ସୁନିଆଚାସ୍‌ । ମୁଇ ଗାଲିନି ମାତର୍‌ ଆରି ତରେକ୍‌ ବାଉଡି ଆଇବି । ମକେ ଜଦି ଆଲାଦ୍‌ କର୍‌ତାସ୍‌ ବଇଲେ, ମୁଇ ବାବାର୍‌ ଲଗେ ଗାଲିନି ବଲି ସୁନି ସାର୍‌ଦା ଅଇତାସ୍‌, କାଇକେ ବଇଲେ ମର୍‌ ବାବା ମର୍‌ତେଇଅନି ବଡ୍‌ ।
29 Ed ora, io ve [l]'ho detto, innanzi che sia avvenuto; acciocchè, quando sarà avvenuto, voi crediate.
୨୯ଜାଇଟା ସବୁ ଗଟ୍‌ବାର୍‌ ଆଚେ ସେଟା ସବୁ ମୁଇ ତମ୍‌କେ ଆଗ୍‌ତୁ ଜାନାଇଦେଲି । ଜେନ୍ତିକି ସେଟା ସବୁ ଗଟ୍‌ଲେ, ତମେ ମକେ ବିସ୍‌ବାସ୍‌ କର୍‌ସା ।
30 Io non parlerò più molto con voi; perciocchè il principe di questo mondo viene, e non ha nulla in me.
୩୦ମୁଇ ତମର୍‌ ସଙ୍ଗ୍‌ ଆରି ଅଦିକ୍‌ ପର୍‌ କାତାବାର୍‌ତା କରି ନାପାରି । କାଇକେ ବଇଲେ, ଏ ଦୁନିଆର୍‌ ସାସନ୍‌କାରିଆ ଆଇଲାନି । ଆରି ମର୍‌ଟାନେ ତାର୍‌ କାଇ ଅଦିକାର୍‌ ନାଇ ।
31 Ma [quest'è], acciocchè il mondo conosca che io amo il Padre, e che fo come il Padre mi ha ordinato. Levatevi, andiamcene di qui.
୩୧ମୁଇ ମର୍‌ ବାବାକେ ଆଲାଦ୍‌ କଲିନି ଆରି ବାବାର୍‌ ଆଦେସ୍‌ ଇସାବେ କାମ୍‌ କଲିନି, ଏଟା ଦୁନିଆର୍‌ ଲକ୍‌ମନ୍‌ ଜାନତ୍‌ ବଲି ଏନ୍ତି ଗଟ୍‍ନା ଅଇଲାନି । ଜୁ, ଆମେ ଏ ଜାଗାଇଅନି ବାରଇ ଉଟି ଜୁ ।”

< Giovanni 14 >