< Atti 25 >

1 Festo adunque, essendo entrato nella provincia, tre giorni appresso salì di Cesarea in Gerusalemme.
ପେସ୍‌ଟସ୍‌ ସାସନ୍‌କାରିଆ ଅଇକରି ଆଇଲା ଜାଗାଇ, ତିନ୍‌ ଦିନ୍‌ ପଚେ, ସେ ସିସିରିଆ ଅନି ଜିରୁସାଲମେ ଗାଲା ।
2 E il sommo sacerdote, ed i principali de' Giudei, comparvero dinanzi a lui, contro a Paolo.
ସେ ଜିରୁସାଲମେ ରଇଲାବେଲେ, ତେଇ ମୁକିଅ ପୁଜାରି ଆରି ଜିଉଦିନେତାମନ୍‌ ଆରି ତରେକ୍‌ ପାଉଲର୍‌ ବିରଦେ ରଇବା ଦାବି ନେଇ, ସେମନର୍‌ ଲଗେ ଗାଲାଇ । ସେମନ୍‌ ପେସ୍‌ତେସ୍‌କେ ବାବୁଜିଆ କଲାଇ,
3 E lo pregavano, chiedendo una grazia contro a lui, che egli lo facesse venire in Gerusalemme, ponendo insidie, per ucciderlo per lo cammino.
ଜେନ୍ତିକି ପାଉଲ୍‌କେ ଜିରୁସାଲାମେ ଆନ୍‌ବାକେ ଗୁଆରି କଲାଇ । କାଇକେବଇଲେ ବାଟେ ଜାଗିରଇ ସେମନ୍‌ ପାଉଲ୍‌କେ ମାରିମରାଇବାକେ ଜଜ୍‌ନା ତିଆର୍‌ କରିରଇଲାଇ ।
4 Ma Festo rispose, che Paolo era guardato in Cesarea; e che egli tosto [vi] andrebbe.
ପେସ୍‌ଟସ୍‌ କଇଲା, “ପାଉଲ୍‌କେ ଗଟେକ୍‌ ବନ୍ଦି ଇସାବେ ସିସେରିଆଇ ରକାଅଇଲା ଆଚେ ଆରି ବେଗି ମୁଇ ତେଇ ବାଉଡି ଜିବି ।
5 Quegli adunque di voi, disse egli, che potranno, scendano meco; e se vi è in quest'uomo alcun misfatto, accusinlo.
ଜଦି ସେ କାଇ ଦସ୍‌ କଲା ଆଚେ, ତେବେ ତମର୍‌ ନେତାମନ୍‌ ମର୍‌ ସଙ୍ଗ୍‍ ସିସେରିଆଇ ଆସତ୍‌ ଆରି ତାର୍‌ ବିରଦେ ସେମନର୍‌ ଦାବା ଜାନାଅତ୍‌ ।”
6 Ed essendo dimorato appresso di loro non più di otto o di dieci giorni discese in Cesarea; e il giorno seguente, postosi a sedere in sul tribunale, comandò che Paolo [gli] fosse menato [davanti].
ପେସ୍‌ଟସ୍‌ ସେମନର୍‌ ସଙ୍ଗ୍‍ ଆଟ୍‌ ଦସ୍‌ ଦିନ୍‍ ଜିରୁସାଲମେ ରଇକରି ସିସେରିଆଇ ବାଅଡ୍‌ଲା । ତାର୍‌ ଆର୍‌କର୍‌ ଦିନେ ବିଚାର୍‌ କର୍‌ବା ଗରେ ବସି ପାଉଲ୍‌କେ ଆନ୍‌ବାକେ ଆଦେସ୍‌ ଦେଲା ।
7 E, quando egli fu giunto, i Giudei che erano discesi di Gerusalemme, [gli] furono d'intorno, portando contro a Paolo molte e gravi accuse, le quali però essi non potevano provare. Dicendo lui a sua difesa:
ପାଉଲ୍‌ ଆଇଲା ଦାପ୍‌ରେ ଜିରୁସାଲମେଅନି ଆସିରଇବା ଜିଉଦିମନ୍‌ ତାକର୍‌ ଚାରିବେଟ୍‌ତି ବେଡି ଟିଆ ଅଇଲାଇ ଆରି ତାର୍‌ ବିରଦେ କେତେକ୍‌ କେତେକ୍‌ ବଡ୍‌ ବଡ୍‌ ଦାବା କଲାଇ, ମାତର୍‌ ସେମନ୍‌ ଏ ସବୁ ସତ୍‌ ବଲି ଦେକାଇ ନାପାର୍‌ଲାଇ ।
8 Io non ho peccato nè contro alla legge de' Giudei, nè contro al tempio, nè contro a Cesare.
ମାତର୍‌ ପାଉଲ୍‌ ନିଜେ ନିଜର୍‌ ବାଟେ ଅନି କଇଲା, “ଜିଉଦିମନର୍‌ ରିତିନିତି, ମନ୍ଦିରର୍‌ କି ରମିଅ ସାସନ୍‌କାରିଆ, କାର୍‌ ମିସା ବିରଦେ ମୁଇ ଦସ୍‌ କରିନାଇ ।”
9 Ma Festo, volendo far cosa grata ai Giudei, rispose a Paolo, e disse: Vuoi tu salire in Gerusalemme, ed ivi esser giudicato davanti a me intorno a queste cose?
ମାତର୍‌ ପେସ୍‌ଟସ୍‌ ଜିଉଦିମନ୍‌କେ ବଲ୍‌ ବଲାଇ ଅଇବାକେ ମନ୍‌ କରି ପାଉଲ୍‌କେ ପାଚାର୍‌ଲା, “ଜିରୁସାଲମେ ଜିବାକେ ଆରି ତେଇ ମର୍‌ ମୁଆଟେ, ଏ ସବୁ ଦାବାର୍‌ ବିଚାର୍‌ କର୍‌ବାକେ ତୁଇ କାଇ ରାଜି ଅଇସୁ କି?”
10 Ma Paolo disse: Io comparisco davanti al tribunal di Cesare, ove mi conviene esser giudicato; io non ho fatto torto alcuno a' Giudei, come tu stesso lo riconosci molto bene.
୧୦ପାଉଲ୍‌ କଇଲା, “ମୁଇ ବଡ୍‌ ସାସନ୍‌କାରିଆର୍‌ ନିଜର୍‌ ବିଚାର୍‌ନା ଜାଗାଇ ଟିଆ ଅଇଲିଆଚି, ଇତିସେ ମର୍‌ ବିଚାର୍‌ ଅଇବାର୍‌ ଦର୍‌କାର୍‌ । ତମେ ନିକକରି ଜାନାସ୍‌ ଜେ, ମୁଇ ଜିଉଦିମନର୍‌ ବିରଦେ କାଇମିସା ଦସ୍‌ କରିନାଇ ।
11 Perciocchè se pure ho misfatto, o commessa cosa alcuna degna di morte, non ricuso di morire; ma, se non è nulla di quelle cose, delle quali costoro mi accusano, niuno può donarmi loro nelle mani; io mi richiamo a Cesare.
୧୧ଜଦି ମୁଇ ରିତିନିତି ନ ମାନି ମରନ୍‌ ଡଣ୍ଡ୍ ପାଇବାପାରା କାଇ ଦସ୍‌ କଲିଆଚି ବଇଲେ, ମର୍‌ବାକେ ନ ଡରି । ମାତର୍‌ ସେମନ୍‌ ମର୍‌ ବିରଦେ ଆନିରଇବା ଦାବା ବିତ୍‌ରେ କାଇମିସା ସତ୍‌ ନ ରଏ, ତେବେ କେ ମିସା ମକେ ସେମନ୍‍କେ ସର୍‌ପିଦେଇ ନାପାରତ୍‌ । ବଡ୍‌ ସାସନ୍‌କାରିଆ ଆକା ମକେ ବିଚାର୍‌ନା କର ବଲି ଗୁଆରି କଲିନି ।”
12 Allora Festo, tenuto parlamento col consiglio, rispose: Tu ti sei richiamato a Cesare? a Cesare andrai.
୧୨ତାର୍‌ପଚେ ପେସ୍‌ଟସ୍‌ ତାର୍‌ ସବାଇ ରଇଲା ଲକ୍‌ମନର୍‌ ସଙ୍ଗ୍‍ କାତାବାର୍‌ତା ଅଇ କଇଲା, “ତମେ ବଡ୍‌ ସାସନ୍‌କାରିଆ ବିଚାର୍‌ କର ବଲି ଗୁଆରି କରିଆଚାସ୍‌, ସେଟାର୍‌ ପାଇ ତମ୍‌କେ ବଡ୍‌ ସାସନ୍‌କାରିଆର୍‌ ଲଗେ ପାଟାଇବି ।”
13 E DOPO alquanti giorni, il re Agrippa, e Bernice, arrivarono in Cesarea, per salutar Festo.
୧୩କେତେଦିନ୍‌ ପଚେ ରାଜା ଆଗ୍‌ରିପା ଆରି ବର୍‌ନିସ୍‌ ପେସ୍‌ଟସ୍‌କେ ଜୁଆର୍‌ ଜାନାଇବାକେ କାଇସରିଆଇ ମିସ୍‌ବାର୍‌ ଆଇଲାଇ ।
14 E, facendo quivi dimora per molti giorni, Festo raccontò al re l'affare di Paolo, dicendo: Un certo uomo è stato lasciato prigione da Felice.
୧୪ତେଇ ସେମନ୍‌ କେତେ ଦିନ୍‌ ରଇଲା ପଚେ ପେସ୍‌ଟସ୍‌ ପାଉଲର୍‌ ବିସଇ ରାଜାକେ ଜାନାଇଲା, “ପେଲିକସ୍‌ ବନ୍ଦିକରି ଜାଇରଇବା ଗଟେକ୍‌ ଲକ୍‌ ଇତି ଆଚେ ।”
15 Per lo quale, quando io fui in Gerusalemme, comparvero [davanti a me] i principali sacerdoti, e gli anziani de' Giudei, chiedendo sentenza di condannazione contro a lui.
୧୫ମୁଇ ଜେଡେବେଲା ଜିରୁସାଲାମ୍‌ ଜାଇରଇଲି, ଜିଉଦିମନର୍‍ ମୁକିଅ ପୁଜାରିମନ୍‌ ଆରି ସେ ଦରମର୍‌ ପାର୍‌ଚିନ୍‌ମନ୍‌ ତାର୍‌ ବିରଦେ କେତେଟା ଦାବା କଲାଇ ଆରି ତାକେ ଦସି କର୍‌ବାକେ ମକେ କଇଲାଇ ।
16 A' quali risposi che non è l'usanza de' Romani di donare alcuno, per farlo morire, avanti che l'accusato abbia gli accusatori in faccia e gli sia stato dato luogo di purgarsi dell'accusa.
୧୬ମାତର୍‌ ମୁଇ ସେମନ୍‌କେ କଇଲି ଜେ, ଗଟେକ୍‌ ଦସିକେ ବିଚାର୍‌ କର୍‌ବା ଗରେ, ତାକେ ଦାବା କରୁମନର୍‌ ମୁଆଟେ ନିଜର୍‌ ବାଟେଅନି କଇବାକେ ବେଲା ଦେବା ଆଗ୍‌ତୁ, ତାକେ ଦସି କର୍‌ବାଟା ଆମର୍‌ ରମିୟମନର୍‌ ନିୟମେ ନାଇ ।
17 Essendo eglino adunque venuti qua, io, senza indugio, il [giorno] seguente, sedendo in sul tribunale, comandai che quell'uomo [mi] fosse menato [davanti].
୧୭ସେମନ୍‌ ଇତି ଆଇଲା ପଚେ ମୁଇ ଅଲ୍‌ସମ୍‌ ନ କରି, ତାର୍‌ ପର୍‌ଦିନେ ବିଚାର୍‌ କର୍‌ବା ଗରେ ବସ୍‌ଲି ଆରି ସେ ଲକ୍‌କେ ବିତ୍‌ରେ ଆନ୍‌ବାକେ ଆଦେସ୍‌ ଦେଲି ।
18 Contro al quale gli accusatori, essendo compariti, non proposero alcuna accusa delle cose che io sospettava.
୧୮ମର୍‌ ବାବ୍‌ବାଟା ବୁଲ୍‌ ରଇଲା, ସେମନ୍‌ ତାର୍‌ ବିରୁଦେ ଆନିରଇବା ଦାବି, ସେ କରିରଇବା କରାପ୍‌ ବିସଇ ଅଇରଇସି ବଲି ବାବ୍‌ଲି, ମାତର୍‌ ସେନ୍ତାର୍‌ ନ ରଇଲା ।
19 Ma aveano contro a lui certe quistioni intorno alla lor superstizione, ed intorno ad un certo Gesù morto, il qual Paolo dicea esser vivente.
୧୯ସେମନର୍‌ ଦାବି ତାକର୍‌ ନିଜର୍‌ ଦରମ୍‌ ବିସଇ ରଇଲା, ଆରି ଜିସୁ ବଲି ଗଟେକ୍‌ ମରିଜାଇରଇବା ଲକର୍‌ ବିସଇ ରଇଲା । ମାତର୍‌ ସେଲକ୍‌ ବଁଚ୍‌ଲା ଆଚେ ବଲି ପାଉଲ୍‌ କଇଲା ।
20 Ora, stando io in dubbio come io procederei nell'inquisizion di questo fatto, [gli] dissi se voleva andare in Gerusalemme, e quivi esser giudicato intorno a queste cose.
୨୦ଏ ସବୁ ବିସଇର୍‌ ସତ୍‌ କେନ୍ତି ବାର୍‌କରାଇବି ବଲି ମୁଇମିସା ନାଜାନିରଇଲି, ତେବେ ଏ ସବୁ ବିଚାର୍‌ନା କର୍‌ବାକେ ପାଉଲ୍‌କେ ଜିରୁସାଲମେ ଜାଇସୁ କି ନାଇ ବଲି ପାଚାର୍‌ଲି ।
21 Ma, essendosi Paolo richiamato ad Augusto, per esser riserbato al giudicio d'esso, io comandai ch'egli fosse guardato, finchè io lo mandassi a Cesare.
୨୧ମାତର୍‌ ପାଉଲ୍‌, ନିଜେ ରମ୍‌ ରାଇଜର୍‌ କାଇସର୍‌ ରାଜା, ତାର୍‌ ବିଚାର୍‌ କର ବଲି କଇ ସନିଅମନ୍‌ ରକିଆ କରତ୍‌ ବଲି ମନ୍‌ କଲା । ସେଟାର୍‌ପାଇ ବଡ୍‌ ସାସନ୍‌କାରିଆ ଲଗେ ପାଟାଇବା ଜାକ ବନ୍ଦି କରି ରକ୍‌ବାକେ ଆଦେସ୍‌ ଦେଲିଆଚି ।
22 Ed Agrippa disse a Festo: Ben vorrei ancor io udir cotest'uomo. Ed egli disse: Domani l'udirai.
୨୨ଆଗ୍‌ରିପା ପେସ୍‌ଟସ୍‌କେ କଇଲା, “ମୁଇ ନିଜେ ଏ ଲକର୍‌ କାତା ସୁନ୍‌ବାକେ ମନ୍‌ କଲିନି ।” ପେସ୍‌ଟସ୍‌ କଇଲା, “କାଲିକେ ତମେ ତାର୍‌ କାତା ସୁନ୍‌ସା ।”
23 Il giorno seguente adunque, essendo venuti Agrippa e Bernice, con molta pompa, ed entrati nella sala dell'udienza, co' capitani, e co' principali della città, per comandamento di Festo, Paolo fu menato [quivi].
୨୩ତାର୍‌ ଆର୍‌କର୍‌ ଦିନେ ଆଗ୍‌ରିପା ଆରି ବର୍‌ନିସ୍‌ ଆସି କେଟ୍‌ଲାଇ । ସେମନ୍‌ ରାଜାମନ୍‌ ପିନ୍ଦ୍‌ଲାପାରାଟା ପିନ୍ଦିର ଇଲା । ସନିଅମନର୍‌ ନେତାମନ୍‌ ଆରି ସେ ଗଡର୍‌ ବଡ୍‌ ବଡ୍‌ ଲକ୍‌ମନର୍‌ ସଙ୍ଗ୍‍ ବେସି ଡାକ୍‌ପୁଟା ସଙ୍ଗ୍‍ ଆସି, ବିଚାର୍‌ନା ଜାଗାଇ ପୁର୍‌ଲାଇ । ପେସ୍‌ଟସ୍‌ ଆଦେସ୍‌ କଲାକେ, ପାଉଲ୍‌କେ ବିତ୍‌ରେ ଆନ୍‌ଲାଇ ।
24 E Festo disse: Re Agrippa, e voi tutti che siete qui presenti con noi, voi vedete costui, al quale tutta la moltitudine de' Giudei ha dato querela davanti a me, ed in Gerusalemme, e qui, gridando che non convien che egli viva più.
୨୪ପେସ୍‌ଟସ୍‌ କଇଲା, “ରାଜା ଆଗ୍‌ରିପା ଆରି ରୁଣ୍ଡି ରଇଲା ସବୁ ଲକ୍‌, ତମେ ଏ ଜନ୍‌ ଲକ୍‌କେ ଦେକ୍‌ଲାସ୍‌ନି, ତାର୍‌ ବିରଦେ ଇତିର୍‌ ଜିଉଦିମନ୍‌ ଆରି ଜିରୁସାଲମର୍‌ ଜିଉଦିମନ୍‌ ମର୍‌ ଲଗେ ଦାବା କଲାଇ ଆଚତ୍‌ । ସେମନ୍‌ ତାକେ ମରାଉଁ ବଲିକରି କଇ ଆଉଲି ଅଇଲାଇନି ।
25 Ma io, avendo trovato ch'egli non ha fatta cosa alcuna degna di morte, ed egli stesso essendosi richiamato ad Augusto, io son deliberato di mandarglielo.
୨୫ମାତର୍‌ ମୁଇ କଜି ବାର୍‌କରାଇଲି ଜେ, ଏ ଲକ୍‌ ମରନ୍‌ ଡଣ୍ଡ୍ ପାଇବା ଏତ୍‌କି, କାଇ ଦସ୍‌ କରେନାଇ । ସେ ନିଜେ ବଡ୍‌ସାସନ୍‌କାରିଆକେ ଗୁଆରି କଲାର୍‌ ପାଇ, ମୁଇ ତାକେ ତେଇ ପାଟାଇବାକେ ଟିକ୍‌ କଲି ଆଚି ।
26 E, perciocchè io non ho nulla di certo da scriverne al mio signore, l'ho menato qui davanti a voi, e principalmente davanti a te, o re Agrippa, acciocchè, fattane l'inquisizione, io abbia che scrivere.
୨୬ମାତର୍‌ ତାର୍‌ ଦାବି ବିସଇ ଟିକ୍‌ ସଙ୍ଗ୍‍ ବଡ୍‌ସାସନ୍‌କାରିଆକେ ଲେକ୍‌ବାକେ ମର୍‌ ଲଗେ କାଇଟା ନାଇ । ସେଟାର୍‌ପାଇ ମୁଇ ସବୁର୍‌ ମୁଆଟେ ଆରି ଏ ଆଗ୍‌ରିପା ରାଜା, ତମର୍‌ ମୁଆଟେ ଆନ୍‌ଲି ଆଚି, ଜେନ୍ତି କି ତାର୍‌ ବିସଇ ତମେ ନିକ ସଙ୍ଗ୍‍ କଜ୍‌ଲା ପଚେ ବଡ୍‌ସାସନ୍‌କାରିଆକେ ଲେକିପାର୍‌ବି ।
27 Perciocchè mi par cosa fuor di ragione di mandare un prigione, e non significar le accuse [che son] contro a lui.
୨୭କାଇକେବଇଲେ ଗଟେକ୍‌ ବନ୍ଦିର୍‌ ବିରଦର୍‌ ଦାବା ନିକସଙ୍ଗ୍‍ ନ ଦେକାଇ, ବଡ୍‌ସାସନ୍‌କାରିଆର୍‌ ଲଗେ ପାଟାଇବାଟା ଟିକ୍‌ ନଏଁ ବଲି ମୁଇ ବାବ୍‌ଲିନି ।”

< Atti 25 >