< Atti 17 >

1 ED essendo passati per Anfipoli, e per Apollonia, vennero in Tessalonica, dove era la sinagoga de' Giudei;
ପାଉଲ୍‌ ଆରି ସିଲା ଅମ୍‌ପିପଲି ଆରି ଆପଲନିଆ ବାଟ୍‍ଦେଇ ତେସ୍‌ଲନି ଜାଗାଇ କେଟ୍‌ଲାଇ । ତେଇ ଜିଉଦିମନର୍‌ ଗଟେକ୍‌ ପାର୍‌ତନା ଗର୍‌ ରଇଲା ।
2 e Paolo, secondo la sua usanza, entrò da loro; e per tre sabati tenne loro ragionamenti [tratti] dalle scritture,
ପାଉଲ୍‌ ତାର୍‌ ରିତିନିତି ଇସାବେ, ପାର୍‌ତନା ଗରେ ଗାଲା । ତେଇ ସେ ଲାଗି ଲାଗି ତିନ୍‌ଟା ବିସ୍‌ରାମ୍‌ବାରେ ଲକ୍‌ମନର୍‌ ସଙ୍ଗ୍‍ କାତାବାର୍‌ତା କଲା ।
3 dichiarando, e proponendo [loro], ch'era convenuto che il Cristo sofferisse, e risuscitasse da' morti; e ch'esso (il quale, [disse egli], io vi annunzio) era Gesù il Cristo.
ଦରମ୍‌ ସାସ୍‌ତର୍‌ ପଡିକରି ବୁଜାଇଲା ଜେ, ମସିଅ ଦୁକ୍‌ ପାଇବାର୍‌ ରଇଲା ଆରି ପର୍‌ମେସର୍‌ ତାକେ ମଲାତେଇଅନି ଉଟାଇବାର୍‌ ରଇଲା । ପାଉଲ୍‌ କଇଲା, “ଜନ୍‌ ଜିସୁର୍‌ ବିସଇ ମୁଇ ଜାନାଇଲି, ସେ ଅଇଲାନି ମସିଅ ।”
4 Ed alcuni di loro credettero, e si aggiunsero con Paolo e Sila; come anche gran numero di Greci religiosi, e delle donne principali non poche.
ସେମନର୍‌ ବିତ୍‌ରେଅନି କେତେ ଲକ୍‌ ଏଟା ବିସ୍‌ବାସ୍‌ କଲାଇ । ପାଉଲ୍‌ ଆରି ସିଲାର୍‌ ସଙ୍ଗ୍‍ ମିସ୍‌ଲାଇ । ସେନ୍ତି ଡାକ୍‌ପୁଟା ରଇବା ମାଇଜିମନ୍‌ ଆରି ପରମେସର୍‌କେ ପାର୍‌ତନା କର୍‌ବା ଗିରିକ୍‌ ମନର୍‌ ଗଟେକ୍‌ ବଡ୍‌ ଦଲ୍‌ ମିସା ସେମନର୍‌ ସଙ୍ଗ୍‍ ମିସ୍‌ଲାଇ ।
5 Ma i Giudei, ch'erano increduli, mossi d'invidia, preser con loro certi uomini malvagi della gente di piazza; e, raccolta una turba, commossero a tumulto la città; ed avendo assalita la casa di Giasone, cercavano di trarli fuori al popolo.
ମାତର୍‌ କେତେଟା ଜିଉଦିମନ୍‌ ପାଉଲ୍‌ ଆରି ସିଲାକେ କୁଟ୍‌ କରି, କାଇ କାମ୍‌ ନ କର୍‌ବା ଅଲ୍‌ସିଆ ଲକ୍‌ମନ୍‌କେ ଏକ୍‌ଜୁଟ୍‌ କଲାଇ, ଆରି ଟୁଲିଆଇ, ଗୁଲାଇ ଗଡ୍‌ ଜାକର୍‌ ଲକ୍‌କେ ଉସ୍‌କାଇ ରିସା କରାଇଲାଇ । ସେମନ୍‌ ପାଉଲ୍‌ ଆରି ସିଲାକେ କଜି ଆନ୍‌ବାକେ ଗଟେକ୍‌ ଜେସନ୍‌ ନାଉଁର୍‌ ଗରେ ଜାଇ, ତାର୍‌ ଗର୍‌ ଚପିପାକାଇଲାଇ ।
6 Ma, non avendoli trovati, trassero Giasone, ed alcuni de' fratelli, a' rettori della città, gridando: Costoro che hanno messo sottosopra il mondo sono eziandio venuti qua.
ମାତର୍‌ ତେଇ ପାଉଲ୍‌ ଆରି ସିଲା ଡିସତ୍‌ ନାଇଜେ, ସେମନ୍‌ ଜେସନ୍‌ ଆରି ବିନ୍‌ କେତେଟା ବିସ୍‌ବାସି ବାଇମନ୍‌କେ, ଗଡର୍‌ ନେତାମନର୍‌ ଲଗେ ଜିକିନେଇ ଆଉଲିଅଇ କଇଲାଇ, “ଏ ଲକ୍‌ମନ୍‌ ଚାରିବେଟ୍‌ତି ଗଣ୍ଡ୍‍ଗଲ୍‌ କଲାଇନି! ଏବେ ଆମର୍‌ ଗଡେ ମିସା ଆଇଲାଇ ଆଚତ୍‌
7 E Giasone li ha raccolti; ed essi tutti fanno contro agli statuti di Cesare, dicendo esservi un altro re, [cioè] Gesù.
ଆରି ଏସନ୍‌ ସେମନ୍‌କେ ତାର୍‌ ଗରେ ରକିରଇଲା । ଜିସୁ ନାଉଁ ଦାରି ଆରି ଗଟେକ୍‌ ରାଜା ଆଚେ ବଲି କଇକରି ସେମନ୍‌ ଆମର୍‌ ବଡ୍‌ ସାସନ୍‌କାରିଆର୍‌ ନିୟମ୍‌ ବାଙ୍ଗ୍‌ଲାଇନି ।”
8 E commossero il popolo, e i rettori della città, che udivano queste cose.
ଏ କାତା କଇ ସେମନ୍‌, ଲକ୍‌ମନ୍‌କେ ଆରି ସାସନ୍‌କାରିଆର୍‌ ବିରଦେ ଆଉଲି ଅଇକରି ବେସି ରିସା କରାଇଲାଇ ଆରି ଗଣ୍ଡ୍‍ଗଲ୍‌ କରାଇଲାଇ ।
9 Ma pure essi, ricevuta cauzione da Giasone e dagli altri, li lasciarono andare.
ସାସନ୍‌ କରୁମନ୍‌ ଜେସନ୍‌ ଆରି ବିସ୍‌ବାସିମନର୍‌ତେଇଅନି ଚାଡ୍‌ବାକେ, ଜେତ୍‌କି ଡାବୁ ବାନ୍ଦ୍‌ବାକେ ରଇଲା, ଲାଁଚ୍‌ ନେଇକରି ସେମନ୍‌କେ ଜାମିଲେ ଚାଡିଦେଲାଇ ।
10 E i fratelli subito di notte mandarono via Paolo e Sila, in Berrea; ed essi, essendovi giunti, andarono nella sinagoga de' Giudei.
୧୦ରାତି ଅଇଲା ଦାପ୍‌ରେ, ବିସ୍‌ବାସି ବାଇମନ୍‌ ପାଉଲ୍‌ ଆରି ସିଲାକେ ବେରିଆ ନାଉଁର୍‌ ଜାଗାଇ ପାଟାଇଦେଲାଇ । ସେମନ୍‌ ତେଇ କେଟି, ଜିଉଦି ଲକ୍‌ମନର୍‌ ପାର୍‌ତନା ଗରେ ଗାଲାଇ ।
11 Or costoro furon più generosi che gli altri ch' [erano] in Tessalonica; e con ogni prontezza ricevettero la parola, esaminando tuttodì le scritture, [per vedere] se queste cose stavano così.
୧୧ତେସଲନିର୍‌ ଜିଉଦିମନର୍‌ ଟାନେଅନି ବେରିଆର୍‌ ଜିଉଦିମନ୍‌ କୁଲାକୁଲି ମନ୍‌ ରଇବା ଲକ୍‌ ରଇଲାଇ । ସେମନ୍‌ ଅଦିକ୍‌ ମନ୍‌ଦିଆନ୍‌ ଦେଇ ସିସ୍‌ମନର୍‌ ସିକିଆ ସୁନ୍‌ଲାଇ । ଆରି ପାଉଲ୍‌ କଇଲା କାତା, ସତ୍‌ କି ନାଇ ବଲି ଜାନ୍‌ବାକେ ସବୁ ଦିନ୍‌ ଦରମ୍‌ ସାସ୍‌ତର୍‌ ପଡ୍‌ତେରଇଲାଇ ।
12 Molti adunque di loro credettero, e non piccol numero di donne Greche onorate, e d'uomini.
୧୨ସେମନର୍‌ ବିତ୍‌ରେଅନି ବେସି ଲକ୍‌ ବିସ୍‌ବାସ୍‌ କଲାଇ । ବେସି ସାଉକାର୍‌ ଅଇ ସନ୍‌ମାନ୍‌ ପାଇବା ଗିରିକ୍‌ ମାଇଜି ଆରି ଗିରିକ୍‌ ଲକ୍‌ମନ୍‌ ମିସା ବିସ୍‌ବାସିମନର୍‌ ସଙ୍ଗ୍‍ ମିସ୍‌ଲାଇ ।
13 Ma, quando i Giudei di Tessalonica ebbero inteso che la parola di Dio era da Paolo stata annunziata eziandio in Berrea, vennero anche là, commovendo le turbe.
୧୩ମାତର୍‌ ଜେଡେବଲ୍‌ ତେସ୍‌ଲନିର୍‌ ଜିଉଦିମନ୍‌ ସୁନ୍‌ଲାଇ ଜେ ବେରିଆତେଇ ମିସା ପାଉଲ୍‌ ପରମେସରର୍‌ ବାକିଅ ଜାନାଇଲାନି, ସେମନ୍‌ ତେଇ ଆସି ପାଉଲର୍‌ ବିରଦେ ଗଣ୍ଡ୍‍ଗଲ୍‌ କର୍‌ବାକେ ଲକ୍‌ମନ୍‌କେ ଉସ୍‌କାଇଲାଇ ।
14 Ma allora i fratelli mandarono prontamente fuori Paolo, acciocchè se ne andasse, facendo vista [di andare] al mare; e Sila, e Timoteo rimasero quivi.
୧୪ସେ ଦାପ୍‌ରେ ବିସ୍‌ବାସି ବାଇମନ୍‌ ପାଉଲ୍‌କେ ସମ୍‌ଦୁର୍‌ ପାଲିବାଟେ ପାଟାଇଦେଲାଇ, ମାତର୍‌ ସିଲା ଆରି ତିମତି ଦୁଇ ଲକ୍‌ ବେରିଆଇ ରଇଲାଇ ।
15 E COLORO che aveano la cura di por Paolo in salvo, lo condussero sino in Atene; e, ricevuta [da lui] commission [di dire] a Sila, ed a Timoteo, che quanto prima venissero a lui, si partirono.
୧୫ପାଉଲ୍‌କେ ଡାକିନେବା ଲକ୍‌ମନ୍‌, ତାର୍‌ ସଙ୍ଗ୍‍ ଆତେନସ୍‌ ଜାକ ଗାଲାଇ । ତେଇଅନି ସେମନ୍‌ ବେରିଆଇ ବାଉଡି ଆସି, ସିଲା ଆରି ତିମତିକେ କଇଲାଇ, “ତମ୍‌କେ ପାଉଲ୍‌ ବେଗି ମିସ୍‌ବାକେ କବର୍‌ ପାଟାଇ ଆଦେସ୍‌ ଦେଲାଆଚେ ।”
16 Ora, mentre Paolo li aspettava in Atene, lo spirito suo s'inacerbiva in lui, veggendo la città piena d'idoli.
୧୬ସିଲା ଆରି ତିମତିକେ ଆତେନେସ୍‌ତେଇ ଜାଗି ରଇଲା ବେଲେ, ଗଡ୍‌ଜାକର୍‌ ଲକ୍‌ ପୁଜା କର୍‌ବା ଦେବ୍‌ତାମନର୍‌ ମୁର୍‌ତିମନ୍‌ ଦେକି, ପାଉଲର୍‌ ମନ୍‌ ବେସି ଉଡୁକ୍‌ଦୁଡୁକ୍‌ ଅଇଗାଲା ।
17 Egli adunque ragionava nella sinagoga coi Giudei, e con le persone religiose, ed ogni dì in su la piazza con coloro che si scontravano.
୧୭ସେଟାର୍‌ପାଇ ସେ ଜିଉଦିମନର୍‌ ପାର୍‌ତନା ଗରେ ସେମନର୍‌ ସଙ୍ଗ୍‍, ଆରି ପରମେସର୍‌କେ ପାର୍‌ତନା କର୍‌ବା ଜିଉଦି ନଇଲା ଲକ୍‌ମନର୍‌ ସଙ୍ଗ୍‍, ଏ ବିସଇ ସବୁ ଦିନ୍‌ ଆଲ୍‍ଚନା କର୍‌ବାର୍‌ ଦାର୍‌ଲା । ଆଟେବାଟେ ଜିବାଆଇବା କର୍‌ବା ଲକ୍‌ମନର୍‌ ସଙ୍ଗ୍‍ ସେ ବିସଇ ଆଲ୍‍ଚନା କଲା ।
18 Ed alcuni de' filosofi Epicurei, e Stoici, conferivan con lui. Ed alcuni dicevano: Che vuol dire questo cianciatore? E gli altri: Egli pare essere annunziatore di dii stranieri; perciocchè egli evangelizzava loro Gesù, e la risurrezione.
୧୮କେତେଟା ଏପିକିଉରିଆନ୍‌ ଆରି ଟଇକ୍‌ ସିକିଆ ଦେବା ଗୁରୁମନର୍‌ ସଙ୍ଗ୍‍ ଦଦାପେଲା ଅଇଲାଇ । ସେମନର୍‌ ବିତ୍‌ରେଅନି କେତେ ଲକ୍‌ କଇଲାଇ, “ଏ ବକୁଆ ବଡ୍‌ପନିଆ, କାଇଟା କଇବାକେ ଚେସ୍‌ଟା କଲାନି?” ବିନ୍‌ ଲକ୍‌ମନ୍‌ କଇଲାଇ, “ବିନ୍‌ ଦେସେ ରଇବା ଦେବ୍‌ତାମନର୍‌ ବିସଇ, ସେ ଜାନାଇଲାନି ପାରା ଲାଗ୍‌ଲାନି ।” ଜିସୁ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ଲା ବିସଇ ପାଉଲ୍‌ ଜାନାଇବାଟା ସୁନି ସେମନ୍‌ ଏନ୍ତି କଇଲାଇ ।
19 E lo presero, e lo menarono nell'Areopago, dicendo: Potrem noi sapere qual [sia] questa nuova dottrina, la qual tu proponi?
୧୯ସେଟାର୍‌ପାଇ ସେମନ୍‌ ପାଉଲ୍‌କେ ଦାରି ସେ ନଅରର୍‌ ବିଚାର୍‌ କର୍‌ବା ଜାଗା, ଜନ୍‌ଟା କି ଏରିଅପାଗସ୍‌ ତେଇ ଆନ୍‌ଲାଇ । ଆରି ତେଇ କଇଲାଇ, “ତୁଇ ଜନ୍‌ ନୁଆ ସିକିଆ ବିସଇ କଇଲୁସ୍‌ନି, ସେ ବିସଇ ଆମେ ଜାନ୍‌ବାକେ ମନ୍‌ କଲୁନି ।”
20 Perciocchè tu ci rechi agli orecchi cose strane; noi vogliamo dunque sapere che cosa si vogliano coteste cose.
୨୦ତୁଇ କଇବା କେତେଟା କାତା ଆମେ ଆଗ୍‌ତୁ କେବେ ସୁନି ନ ରଇଲୁ । ଆମେ ତାର୍‌ ଅରତ୍‌ ଜାନ୍‌ବାକେ ମନ୍‍ କଲୁନି ।
21 Or tutti gli Ateniesi, e i forestieri che dimoravano [in quella città], non passavano il tempo ad altro, che a dire, o ad udire alcuna cosa di nuovo.
୨୧କାଇକେବଇଲେ ଆତେନେସର୍‌ ଲକ୍‌ ଆରି ତେଇ ରଇବା ବିନ୍‌ ଦେସର୍‌ ଲକ୍‌ମନ୍‌ ନୁଆ ବିସଇ ସୁନ୍‌ବାକେ ଆରି କଇବାକେ ବଲ୍‌ପାଇତେ ରଇଲାଇ । ତେଇ ସେମନ୍‌ ବେସି ବେଲା ଦେଇତେ ରଇଲାଇ ।
22 E Paolo, stando in piè in mezzo dell'Areopago, disse: Uomini Ateniesi, io vi veggo quasi troppo religiosi in ogni cosa.
୨୨ପାଉଲ୍‌ ସେ ଗଡର୍‌ ସବା ମୁଆଟେ ଟିଆ ଅଇ କଇଲା, ଆତେନିଅର୍‌ ଲକ୍‌ମନ୍‌, ତମେ ସବୁ ଦରମ୍‌ ଲକ୍‌ ବଲି ଜାନାପଡ୍‌ଲାନି ।
23 Perciocchè, passando, e considerando le vostre deità, ho trovato eziandio un altare, sopra il quale era scritto: ALL'IDDIO SCONOSCIUTO. Quello adunque il qual voi servite, senza conoscerlo, io ve l'annunzio.
୨୩କାଇକେବଇଲେ, ମୁଇ ତମର୍‌ ନଅରେ ବୁଲି ଦେକ୍‌ଲା ବେଲେ, ତମର୍‌ ପୁଜା କର୍‌ବା ଜାଗାମନ୍‌ ଦେକ୍‌ଲି । ତେଇ ଗଟେକ୍‌ ବେଦି ରଇଲା । ଗଟେକ୍‌ ନ ଜାନ୍‌ଲା ଦେବ୍‌ତାକେ, ଲେକାରଇଲାଟା ମିସା ଦେକ୍‌ଲି । ତମେ ଜାକେ ନାଜାନି ପୁଜାକଲାସ୍‌ନି । ଏବେ ତାର୍‌ ବିସଇ ତମ୍‌କେ ଜାନାଇଲିନି ।
24 L'Iddio che ha fatto il mondo, e tutte le cose che [sono] in esso, essendo Signore del cielo e della terra, non abita in tempii fatti d'opera di mani.
୨୪ପରମେସର୍‌ ଦୁନିଆ ଆରି ତେଇ ରଇଲା ସବୁ ବିସଇ ତିଆର୍‌ କଲା । ସେ ସରଗ୍‌ ଆରି ଜଗତର୍‌ ମାପ୍‌ରୁ । ଲକ୍‌ମନ୍‌ ତିଆର୍‌ କଲା ମନ୍ଦିରେ ରଇବାକେ ମନ୍‌ ନ କରେ ।
25 E non è servito per mani d'uomini, [come] avendo bisogno d'alcuna cosa; egli che dà a tutti e la vita, e il fiato, ed ogni cosa.
୨୫ଆମେ ତାର୍‌ ପାଇ କାମ୍‌ କରି ତାକେ ଦେଇପାର୍‌ବୁ ପାରା କାଇଟା ମିସା ସେ ମନ୍‌ କରେ ନାଇ । କାଇକେବଇଲେ ସେ ସବୁକେ ଜିବନ୍‌, ପବନ୍‌ ଆରି ସବୁ ଦର୍‌କାର୍‌ ରଇଲାଟା ଦେଲାଆଚେ ।
26 Ed ha fatto d'un medesimo sangue tutta la generazion degli uomini, per abitar sopra tutta la faccia della terra, avendo determinati i tempi prefissi, ed i confini della loro abitazione;
୨୬ଗଟେକ୍‌ ଲକ୍‌ଅନି ସେ ସବୁ ମୁନୁସ୍‌ ଜାତିକେ ତିଆର୍‌ କଲା । ଆରି ତାର୍‌ ଆଦେସ୍‌ ଇସାବେ ସେମନ୍‌ ଦୁନିଆର୍‌ ବିନ୍‌ ବିନ୍‌ ଜାଗାଇ ବାସା ଅଇଲାଇ ଆଚତ୍‌, ସେଟା ପୁର୍‌ବେଅନି ପରମେସର୍‌ ଟିକ୍‌ କଲାଆଚେ ।
27 acciocchè cerchino il Signore, se pur talora potessero, [come] a tastone, trovarlo: benchè egli non sia lungi da ciascun di noi.
୨୭ତାକର୍‌ ଆଦେସ୍‌ ରଇଲା ଜେ ସବୁ ଲକ୍‌ ତାକେ କଜି କରି ବେଟ୍‌ ଅଅତ୍‌ । ମାତର୍‌ ସତଇସେ ପର୍‌ମେସର୍‌ କାର୍‌ଟାନେଅନି ମିସା ଦୁରିକେ ନାଇ ।
28 Poichè in lui viviamo, e ci moviamo, e siamo; siccome ancora alcuni de' vostri poeti hanno detto: Perciocchè noi siamo eziandio sua progenie.
୨୮ଏ ବିସଇ କେକି ଗଟେକ୍‌ ଲକ୍‌ କଇଲା ଆଚେ, “ତାର୍‌ ଲଗେ ଆକା ଆମର୍‌ ଜିବନର୍‌ କୁଚିକାଡି ଆଚେ ।” ତମର୍‌ ବିତ୍‌ରେଅନି କେତେଲକ୍‌ କଇଆଚତ୍‌, ଆମେ ମିସା ତାର୍‌ ପିଲାଜିଲା ।
29 Essendo noi adunque progenie di Dio, non dobbiamo stimar che la Deità sia simigliante ad oro, o ad argento, od a pietra; a scoltura d'arte, e d'invenzione umana.
୨୯ଆମେ ପର୍‌ମେସରର୍‌ ପିଲାଜିଲା ଅଇଲାର୍‌ ପାଇ ମୁନୁସ୍‌ ତିଆର୍‌ କଲା ସୁନା, ରୁପା ନଇଲେ ପାକ୍‌ନା ସଙ୍ଗ୍‍ ତିଆର୍‌ କଲା ପୁତ୍‌ଲା, ପରମେସର୍‌ ରୁପ୍‌ ବଲି ବାବି ନାପାରୁ ।
30 Avendo Iddio adunque dissimulati i tempi dell'ignoranza, al presente dinunzia per tutto a tutti gli uomini che si ravveggano.
୩୦ଲକ୍‌ମନ୍‌ ପରମେସର୍‌କେ ଜାନି ନ ରଇଲା ବେଲେ, ସେ ଦସ୍‌ ଦାରି ନ ରଇଲା, ମାତର୍‌ ଏବେ ସବୁ ଜାଗାର୍‌ ସବୁ ଲକ୍‌ମନ୍‌କେ, ସେମନର୍‌ ପାପ୍‌ ବାଟେଅନି ବାଅଡ୍‌ବାକେ ଆଦେସ୍‌ ଦେଲାନି ।
31 Perciocchè egli ha ordinato un giorno, nel quale egli giudicherà il mondo in giustizia, per quell'uomo, il quale egli ha stabilito; di che ha fatta fede a tutti, avendolo suscitato da' morti.
୩୧ସେ ଗଟେକ୍‌ ଦିନ୍‌ ଟିକ୍‌ କଲା ଆଚେ । ସେ ଦିନେ, ସେ ବାଚିରଇବା ଲକର୍‌ ସଙ୍ଗ୍‍ ଗୁଲାଇ ଦୁନିଆର୍‌ ବିଚାର୍‌ କର୍‌ସି । ସେ ଲକ୍‌ ମଲାଟାନେଅନି ଉଟି ଏ କାତା ସତ୍‌ ବଲି, ସବୁକେ ଜାନାଇଲା ଆଚେ ।
32 Quando udirono [mentovar] la risurrezion de' morti, altri se ne facevano beffe, altri dicevano: Noi ti udiremo un'altra volta intorno a ciò.
୩୨ପାଉଲର୍‌ଟାନେ, ମଲାଟାନେଅନି ଉଟ୍‌ଲା ବିସଇ ସୁନି ସେମନର୍‌ ବିତ୍‌ରେଅନି କେତେ ଲକ୍‌ ତାକେ କିଜାଇଲାଇ, ମାତର୍‌ ବିନ୍‌ ଲକ୍‌ମନ୍‌ କଇଲାଇ, “ତମର୍‌ତେଇଅନି ଆମେ ଆରିତରେକ୍‌ ଏ ବିସଇ ସୁନ୍‌ବାକେ ମନ୍‌ କଲୁନି ।”
33 E così Paolo uscì del mezzo di loro.
୩୩ପାଉଲ୍‌ ସେ ଦିନର୍‌ ସବାଇ ଅନି ଉଟି ବାରିଗାଲା ।
34 Ed alcuni si aggiunsero con lui, e credettero; fra i quali [fu] anche Dionigio l'Areopagita, ed una donna [chiamata] per nome Damaris, ed altri con loro.
୩୪ଡାୟନିସିଅସ୍‌ ନାଉଁର୍‌ ସବାର୍‌ ଗଟେକ୍‌ ମେମର୍‌, ଦାମାରି ନାଉଁର୍‌ ଗଟେକ୍‌ ମାଇଜି ଆରି କେତେଟା ଲକ୍‌, ବିସ୍‌ବାସ୍‌ କରି ତାର୍‌ ସଙ୍ଗ୍‍ ମିସ୍‌ଲାଇ ।

< Atti 17 >