< הָרִאשׁוֹנָה לְיוֹחָנָן 4 >

אהובי אל תאמינו לכל רוח כי אם בחנו הרוחות אם מאלהים המה כי נביאי שקר רבים יצאו לעולם׃ 1
ଏ ଆଲାଦର୍‌ ବାଇବଇନିମନ୍‌, ଜଦି କେ ମିସା ପର୍‌ମେସରର୍‌ ଆତ୍‌ମା ମର୍‌ଟାନେ ଆଚେ, ବଲି କଇବା ଲକ୍‌ମନର୍‌ କାତା ବିସ୍‌ବାସ୍‌ କର୍‌ବାର୍‌ ନାଇ । ମାତର୍‌ ସେନ୍ତାରି ଲକର୍‌ଟାନେ ସତଇସେ ପର୍‌ମେସରର୍‌ ଆତ୍‌ମା ଆଚେ କି ନାଇ ଜାନ୍‌ବାକେ ମନ୍‌ଦିଆନ୍‌ ଦେଇ ସେ କଇବା କାତା ପରିକା କର୍‌ବାର୍‌ ଆଚେ । କାଇକେବଇଲେ ମିଚ୍‌ କାତା ସିକାଉମନ୍‌ ବେସି ଲକ୍‌ ବାରଇଆଚତ୍‌ । ପର୍‌ମେସରର୍‌ ଟାନେଅନି ମିଲାଇଲା କବର୍‌ ବଲି ସବୁବାଟେ ଗାଲାଇ ଆଚତ୍‌ ।
בזאת תכירו את רוח אלהים כל רוח המודה בישוע המשיח כי בא בבשר מאלהים הוא׃ 2
ଗଟେକ୍‌ ଲକର୍‌ଟାନେ ପର୍‌ମେସରର୍‌ ଆତ୍‌ମା ଆଚେ କି ନାଇ ବଲି ଏନ୍ତାରି ତମେ ଜାନ୍‌ସା । ଜେ ଜିସୁକିରିସ୍‌ଟ ନର୍‌ରୁପ୍‌ ଦାରି ଏ ଜଗତେ ଆଇଲା ବଲି କଇଲେ, ତାର୍‌ଟାନେ ପର୍‌ମେସରର୍‌ ଆତ୍‌ମା ଆଚେ ।
וכל רוח אשר איננו מודה בישוע האדון כי בא בבשר לא מאלהים הוא וזה הוא רוח צר המשיח אשר שמעתם עליו כי בוא יבא ועתה הנה הוא בעולם׃ 3
ମାତର୍‌ ଜେ କି ଏ କାତା ନ ମାନେ, ତାର୍‌ଟାନେ ପର୍‌ମେସରର୍‌ ଆତ୍‌ମା ନାଇ । ସେନ୍ତାରି ଲକ୍‌ମନର୍‌ଟାନେ କିରିସ୍‌ଟର୍‌ ବିରଦିର୍‌ ଆତ୍‌ମା ଆଚେ । ଏ ଆତ୍‌ମା ଜଗତେ ଆଇସି ବଲି ତମେ ସୁନିଆଚାସ୍‌ । ସେନ୍ତାରି ସେ ଆତ୍‌ମା ଆଇଲାଆଚେ । ଆରି ଏବେ ମିସା ସେଟା ଜଗତେ ଆଚେ ।
אתם הבנים הנכם מאלהים ונצחתם אתם כי אשר בכם גדול הוא מאשר בעולם׃ 4
ମାତର୍‌ ତମେ ପର୍‌ମେସରର୍‌ ଲକ୍‌ । ଏ ଆଲାଦର୍‌ ପିଲାମନ୍‌, ସେନ୍ତାରି ବୁଲ୍‌ ସିକିଆ ଦେଉମନର୍‌ କାତା ମାନା ନାଇ । କାଇକେବଇଲେ ତମର୍‌ଟାନେ ରଇବା ଆତ୍‌ମା ଏ ଜଗତର୍‌ ଲକ୍‌ମନର୍‌ ଆତ୍‌ମାତେଇଅନି ଅଦିକ୍‌ ବପୁଟା ।
המה מן העולם על כן מהעולם ידברו והעולם ישמע אליהם׃ 5
ସେମନ୍‌ ଏ ଜଗତର୍‌ ଲକ୍‌ । ଆରି ଏ ଜଗତର୍‌ ଲକ୍‌ମନ୍‌ ତାକର୍‌ କାତା ସୁନ୍‌ବାଇ । କାଇକେବଇଲେ ସେମନର୍‌ ସିକିଆ ଆରି ଏ ଜଗତର୍‌ ଲକ୍‌ମନର୍‌ ସିକିଆ ସମାନ୍‌ଆଚେ ।
ואנחנו מאלהים הננו היודע את האלהים ישמע אלינו ואשר איננו מאלהים לא ישמע אלינו בזאת נכיר את רוח האמת ואת רוח התועה׃ 6
ମାତର୍‌ ଆମେ ପର୍‌ମେସରର୍‌ ଲକ୍‌ । ଆରି ଜେତ୍‌କି ଲକ୍‌ ପର୍‌ମେସର୍‌କେ ଜାନିଆଚତ୍‌, ସେମନ୍‌ ସବୁ ଆମର୍‌ ସିକିଆ ମାନ୍‌ବାଇ । ମାତର୍‌ ଜେତ୍‌କି ପର୍‌ମେସରର୍‌ ଲକ୍‌ ନଅତ୍‌, ଆମର୍‌ ସିକିଆ ନ ମାନତ୍‌ । ଏଟାର୍‌ଲାଗି ଗଟେକ୍‌ ଲକ୍‌କେ ସତ୍‌ ଆତ୍‌ମା ଆଚେ କି ସଇତାନର୍‌ ଆତ୍‌ମା ଆଚେ ବଲି ଜାନିଅଇସି ।
אהובי נאהב נא איש את רעהו כי האהבה מאלהים היא וכל אשר יאהב נולד מאלהים וידע את האלהים׃ 7
ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଆମେ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କରାକରି ଅଉଁ । କାଇକେବଇଲେ ଆଲାଦ୍‌ କର୍‌ବାକେ ପର୍‌ମେସର୍‌ ଆମ୍‌କେ ସାଇଜ କର୍‌ସି । ଜେ ଜଦି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ସି, ସେ ପର୍‌ମେସରର୍‌ ପିଲା ଆରି ପର୍‌ମେସର୍‌କେ ଜାନେ ।
ואשר איננו אהב לא ידע את האלהים כי האלהים הוא אהבה׃ 8
ଜେ ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ ନ କରେ, ସେ ପର୍‌ମେସର୍‌କେ ନାଜାନେ । କାଇକେବଇଲେ ପର୍‌ମେସର୍‌ ସବୁବେଲେ ଆଲାଦ୍‌କାରିଆ ।
בזאת נראתה אהבת האלהים לנו כי שלח האלהים את בנו את יחידו לעולם למען נחיה על ידו׃ 9
ପର୍‌ମେସର୍‌ ଏନ୍ତାରି ଆମର୍‌ପାଇ ତାର୍‌ ଆଲାଦ୍‌ ଦେକାଇଲା । ସେ ଗଟେକ୍‌ ବଲି ତାର୍‌ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍‌ଲାଗି ଆମେ ନ ସାର୍‌ବା ଜିବନ୍‌ ପାଇବୁ ।
בזאת היא האהבה לא שאנחנו אהבנו את האלהים כי אם הוא אהב אותנו וישלח את בנו לכפרה על חטאתינו׃ 10
୧୦ଏନ୍ତାରି ନଏଁଜେ, ଆମେ ପର୍‌ମେସର୍‌କେ ଆଲାଦ୍‌ କଲୁ, ମାତର୍‌ ସେ ଆମ୍‌କେ ଆଲାଦ୍‌ କଲା । ଆରି କୁରୁସ୍‌କାଟେ ମଲାର୍‌ପାଇ ଆମର୍‌ ଡଣ୍ଡ୍‌ ପାଇବାକେ ତାର୍‌ ପଅକେ ପାଟାଇଲା । ଏଟା ଅଇଲାନି ସତ୍‌ସଙ୍ଗ୍ ଆଲାଦ୍‌ କର୍‌ବାଟା ।
אהובי אם ככה אהב אתנו האלהים גם אנחנו חיבים לאהבה איש את רעהו׃ 11
୧୧ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଜେନ୍ତିକି ପର୍‌ମେସର୍‌ ଆମ୍‌କେ ଏତେକ୍‌ ଆଲାଦ୍‌ କଲାର୍‌ପାଇ, ଆମେମିସା ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ସେନ୍ତାରି ଆଲାଦ୍‌ କର୍‌ବାର୍‌ ଆଚେ ।
את האלהים לא ראה איש מעולם ואם נאהב איש את רעהו האלהים יעמד בקרבנו ואהבתו נשלמה בנו׃ 12
୧୨କେ ମିସା ପର୍‌ମେସର୍‌କେ ଦେକତ୍‌ ନାଇତା । ମାତର୍‌ ଆମେ ଜଦି ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କଲେ, ପର୍‌ମେସର୍‌ ଆମର୍‌ ସଙ୍ଗ୍ ମିସିଆଚେ । ସେ ଆମର୍‌ଟାନେ ତାର୍‍ ଆଲାଦ୍‌ ସିଦ୍‍ କର୍‌ସି ।
בזאת נדע אשר בו נקום והוא בנו כי נתן לנו מרוחו׃ 13
୧୩ପର୍‌ମେସରର୍‌ ସଙ୍ଗ୍ ମିସିଆଚୁ ବଲି ଆମେ ଜାନୁ । ଆରି ସେ ମିସା ଆମର୍‌ ସଙ୍ଗ୍ ମିସିଆଚେ । କାଇକେବଇଲେ ସେ ତାର୍‌ ଆତ୍‌ମା ଆମ୍‌କେ ଦେଲାଆଚେ ।
ואנחנו חזינו ונעידה כי האב שלח את הבן מושיע העולם׃ 14
୧୪ଆରି ଆମେ ଦେକିଆଚୁ ପାପର୍‌ ଡଣ୍ଡେଅନି ଲକ୍‌ମନ୍‌କେ ରକିଆ କର୍‌ବାକେ ବାବା ପର୍‌ମେସର୍‌ ତାର୍‌ ପଅକେ ଏ ଜଗତେ ପାଟାଇଲା । ଏଟା ସତ୍‌ କାତା ବଲି ବିନ୍‌ ଲକ୍‌ମନ୍‌କେ କଇଲୁନି ।
כל המודה כי ישוע הוא בן האלהים האלהים שכן בו והוא באלהים׃ 15
୧୫ଜେ ମିସା ଜିସୁକେ ପର୍‌ମେସରର୍‌ ପଅ ବଲି ନାମ୍‌ଲେ, ପର୍‌ମେସର୍‌ ସେ ଲକର୍‌ ସଙ୍ଗ୍ ମିସିରଇସି । ଆରି ସେ ମିସା ପର୍‌ମେସରର୍‌ ସଙ୍ଗ୍ ରଇସି ।
ואנחנו ידענו ונאמן באהבה אשר אלהים אהב אתנו האלהים הוא אהבה והעמד באהבה עמד באלהים והאלהים עמד בו׃ 16
୧୬ପର୍‌ମେସର୍‌ ଜନ୍‌ ଆଲାଦ୍‌ ଆମର୍‌ପାଇ ଦେକାଇଆଚେ, ସେଟା ଆମେ ଜାନ୍‌ଲୁନି ଆରି ବିସ୍‌ବାସ୍‌ କଲୁନି । ସେ ସବୁବେଲେ ଲକ୍‌ମନ୍‌କେ ଆଲାଦ୍‌ କର୍‌ସି । ଜେତ୍‌କି ଲକ୍‌ ପର୍‌ମେସର୍‌କେ ଆରି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାଇ, ସେମନ୍‌ ପର୍‌ମେସରର୍‌ ସଙ୍ଗ୍ ମିସିଆଚତ୍‌ । ଆରି ସେ ମିସା ତାକର୍‌ ସଙ୍ଗ୍ ଆଚେ ।
ובזאת נשלמה בנו האהבה בהיות לנו בטחון ביום הדין כי כמהו כן גם אנחנו בעולם הזה׃ 17
୧୭ପର୍‌ମେସର୍‌ ଆମ୍‍କେ ଦେଇ ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବା କାମ୍‌ କଲାଆଚେ । ଜେନ୍ତିକି ସେ ସବୁକେ ବିଚାର୍‌ନା କର୍‌ବା ଦିନେ ଆମେ ଡରିକରି ନ ରଉଁ । କିରିସ୍‌ଟ ଏ ଜଗତେ ରଇଲାବେଲେ, ଜେନ୍ତି ଚଲାଚଲ୍‌ତି କର୍‌ତେରଇଲା, ସେନ୍ତାରିସେ ଆମେମିସା ଚଲାଚଲ୍‌ତି କରୁ । ଆରି ଆମେ ଡରିକରି ନ ରଉଁ ।
אין אימה באהבה כי אם האהבה השלמה תגרש את האימה כי באימה מעצבה ואשר באימה איננו שלם באהבה׃ 18
୧୮ଜେ ପର୍‌ମେସର୍‌କେ ଆଲାଦ୍‌ କର୍‌ସି, ସେ ତାକେ ନ ଡରେ । ତାର୍‌ ଆଲାଦ୍‌ ଆମର୍‌ ବିତ୍‌ରେ କାମ୍‌ କର୍‌ସି, ଆମେ ତାକେ ଡରିନଏଁ । ସେ ସେମନ୍‌କେ ଡଣ୍ଡ୍‌ ଦେଇସି ବଲି ଲକ୍‌ମନ୍‌ ତାକେ ଡର୍‌ଲାଇନି । ଜଦି କେ ମିସା ପର୍‌ମେସର୍‌କେ ଡର୍‌ସି, ତାର୍‌ ଆଲାଦ୍‌ ସେ ଲକର୍‌ଟାନେ କାମ୍‌ କରେନାଇ ବଲି ଜାନାପଡ୍‌ସି ।
אנחנו אהבים אתו כי הוא קדם לאהבה אתנו׃ 19
୧୯ଆମେ ତାକେ ଆଲାଦ୍‌ କର୍‌ବା ଆଗ୍‌ତୁ ପର୍‌ମେସର୍‌ ଆମ୍‌କେ ଆଲାଦ୍‌ କଲା । ସେଟାର୍‌ପାଇ ଆମେ ତାକେ ଆଲାଦ୍‌ କଲୁନି ।
כי יאמר איש אהב אני את האלהים והוא שנא את אחיו כזב הוא כי אשר לא יאהב את אחיו אשר הוא ראה איככה יוכל לאהב את האלהים אשר איננו ראה אתו׃ 20
୨୦ଜଦି କେ ମିସା ମୁଇ ପର୍‌ମେସର୍‌କେ ଆଲାଦ୍‌ କଲିନି ବଲି କଇସି, ମାତର୍‌ ନିଜର୍‌ ବିସ୍‌ବାସି ବାଇବଇନିକେ ଗିନ୍‌ କର୍‌ସି, ସେନ୍ତାର୍‌ଆଲେ ସେ ମିଚ୍‌ କଇଲାନି । କାଇକେବଇଲେ ଦୁଇଟା ଆଁକିତେଇ ଡିସ୍‌ବା ବାଇବଇନିମନ୍‌କେ ଆଲାଦ୍‌ ନ କର୍‌ବା ଗଟେକ୍‌ ଲକ୍‌, ନ ଡିସ୍‌ବା ପର୍‌ମେସର୍‌କେ ଆଲାଦ୍‌ କରିନାପାରେ ।
וזאת המצוה יש לנו מאתו כי האהב את האלהים יאהב גם את אחיו׃ 21
୨୧ଆରି ସେ ଆମ୍‌କେ ଏ ଆଦେସ୍‌ ଦେଇ ତିଆର୍‌ଲାଆଚେ, ଜେ ପର୍‌ମେସର୍‌କେ ଆଲାଦ୍‌ କର୍‌ସି, ତାର୍‌ ମିସିବିଡି ରଇବା ବିସ୍‌ବାସି ବାଇବଇନିମନ୍‌କେ ମିସା ଆଲାଦ୍‌ କର୍‌ବାର୍‌ ଆଚେ ।

< הָרִאשׁוֹנָה לְיוֹחָנָן 4 >