< Προς Φιλιππησιους 2 >

1 Εἴ τις οὖν παράκλησις ἐν Χριστῷ, εἴ τι παραμύθιον ἀγάπης, εἴ τις κοινωνία πνεύματος, εἴ τις σπλάγχνα καὶ οἰκτιρμοί,
ଜଦି କିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ ପାଇ ତମର୍‌ ମନ୍‌ ସାର୍‌ଦା ଅଇଲାଆଚେ, ଆରି ତାର୍‌ ଆଲାଦର୍‌ ଲାଗି ସାନ୍ତି ପାଇଆଚାସ୍‌, ଜଦି ସୁକଲ୍‌ଆତ୍‌ମାର୍‌ ସଙ୍ଗ୍‍ ମିସିବିଡିକରି ଆଚାସ୍‌, ଆରି ଜଦି କିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ଦୟା ଦେକାଇଆଚେ,
2 πληρώσατέ μου τὴν χαρὰν ἵνα τὸ αὐτὸ φρονῆτε, τὴν αὐτὴν ἀγάπην ἔχοντες, σύνψυχοι, τὸ ἓν φρονοῦντες,
ସେନ୍ତାର୍‌ଆଲେ, ମୁଇ ତମ୍‌କେ ଜୁଆର୍‌ କରି କଇଲିନି, ତମର୍‌ ତମର୍‌ ବିତ୍‌ରେ ଗଟେକ୍‌ ମନ୍‌ ଉଆ । ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ସମାନ୍‌ ଇସାବେ ଆଲାଦ୍‌ କରା । ଗଟେକ୍‌ ଚିନ୍ତା କରା ଆରି ତମର୍‌ ଆତ୍‌ମାଇ ଗଟେକ୍‌ ଅଇକରି ତମର୍‌ ବାବ୍‌ବାଟା ଗଟେକ୍‌ ଅ । ଏନ୍ତାରି କରି ମକେ ପୁରାପୁରୁନ୍‌ ସାର୍‌ଦା କରାଆ ।
3 μηδὲν κατ’ ἐριθείαν μηδὲ κατὰ κενοδοξίαν, ἀλλὰ τῇ ταπεινοφροσύνῃ ἀλλήλους ἡγούμενοι ὑπερέχοντας ἑαυτῶν,
ବିନ୍‌ ଲକ୍‌ମନର୍‌ ଟାନେଅନି ନିଜେ ବଡ୍‌ ଅଇବାକେ ଚେସ୍‌ଟା କରାନାଇ । ଅବ୍‌କା ବଡ୍‌ପନ୍‌ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍‌ ବାଦୁଲେ ନିଜ୍‌କେ ସାନ୍‌ କରା । ବିନ୍‌ ଲକର୍‌ ଟାନେଅନି, ନିଜେ ମୁଇ ବଡ୍‌ ବଲି ବାବାନାଇ ।
4 μὴ τὰ ἑαυτῶν ἕκαστοι σκοποῦντες, ἀλλὰ καὶ τὰ ἑτέρων ἕκαστοι.
ମର୍‌ ନିଜର୍‌ପାଇ କାଇଟାକଲେ ଅଦିକ୍‌ ନିକ ରଇସି ବଲି ଅବ୍‌କା ସେଟାସେ ବାବି ବାବି ରୁଆନାଇ । ବିନ୍‌ ଲକର୍‌ପାଇ ଜନ୍‌ ବିସଇ ନିକ ରଇସି, ସେଟାମିସା ଏତାଇରୁଆ ।
5 τοῦτο φρονεῖτε ἐν ὑμῖν ὃ καὶ ἐν Χριστῷ Ἰησοῦ,
କିରିସ୍‌ଟ ଜିସୁର୍‌ ମନ୍‌ ଜେନ୍ତି ରଇଲା, ତମର୍‌ ମନ୍‌ମିସା ସେ ରକାମ୍‌ ଅ ।
6 ὃς ἐν μορφῇ θεοῦ ὑπάρχων οὐχ ἁρπαγμὸν ἡγήσατο τὸ εἶναι ἴσα θεῷ,
ସେ ପର୍‌ମେସରର୍‌ ପାରା ସବୁ ରକାମ୍‌ ରଇଲେ ମିସା, ତାର୍‍ ସଙ୍ଗ୍‍ ସମାନ୍‌ଅଇ ରଇବା ଅଦିକାର୍‌ ନିଜର୍‌ପାଇ ଦାରିକରି ରଇବି ବଲି ମନ୍‌ କରେ ନାଇ ।
7 ἀλλὰ ἑαυτὸν ἐκένωσεν μορφὴν δούλου λαβών, ἐν ὁμοιώματι ἀνθρώπων γενόμενος· καὶ σχήματι εὑρεθεὶς ὡς ἄνθρωπος
ତାର୍‌ ବାଦୁଲେ ସେ ନିଜେ ମନ୍‌କରି, ତାକେ ରଇଲା ସବୁଟା ଚାଡିଦେଇ ଗଟେକ୍‌ ଗତିଦାଙ୍ଗ୍‌ଡାର୍‍ ରୁପ୍‌ ଦାରିଆଇଲା । ନର୍‌ ଲକ୍‌ ପାରା ଅଇକରି ନର୍‌ ଲକର୍‌ ବାନିମୁର୍‌ତି ଦାରି ଜାତ୍‌ଅଇଲା ।
8 ἐταπείνωσεν ἑαυτὸν γενόμενος ὑπήκοος μέχρι θανάτου, θανάτου δὲ σταυροῦ.
ନର୍‌ଲକ୍‌ ପାରା ଅଇ ଆଇଲାପଚେ, ସେ ପର୍‌ମେସରର୍‌ ଆଦେସ୍‌ ମାନିକରି, ନିଜ୍‌କେ ଆରି ଅଦିକ୍‌ ସାନ୍‌କଲା । ଲକ୍‌ମନ୍‌ ମରାଅତ୍‌ବଲି ସର୍‌ପାଇଅଇଲା । ଅବ୍‌କା ମର୍‌ବାକେ ନାଇ, ମାତର୍‌ କୁରୁସ୍‌ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା ।
9 διὸ καὶ ὁ θεὸς αὐτὸν ὑπερύψωσεν καὶ ἐχαρίσατο αὐτῷ τὸ ὄνομα τὸ ὑπὲρ πᾶν ὄνομα,
ତେବର୍‌ପାଇ ପର୍‌ମେସର୍‌ ତାକେ ସବୁର୍‌ତେଇଅନି ଉପ୍‌ରେ ଉଟାଇଲା । ଆରି ସବୁର୍‌ ନାଉଁଟାନେଅନି ଅଦିକ୍‌ ଡାକ୍‌ପୁଟା ଆରି ଅଦିକାର୍‌ ରଇବା ନାଉଁ ତାକେ ଦେଲା ।
10 ἵνα ἐν τῷ ὀνόματι Ἰησοῦ πᾶν γόνυ κάμψῃ ἐπουρανίων καὶ ἐπιγείων καὶ καταχθονίων,
୧୦ଜେନ୍ତିକି ସରଗ୍‌ପୁରେ, ମଚ୍‌ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍‌ କର୍‌ବାଇ । ସେଟାର୍‌ପାଇ ପର୍‌ମେସର୍‌ ଏ ସବୁ କଲାଆଚେ ।
11 καὶ πᾶσα γλῶσσα ἐξομολογήσηται ὅτι κύριος Ἰησοῦς Χριστὸς εἰς δόξαν θεοῦ πατρός.
୧୧ଆରି ସବୁ ଲକ୍‌ ଜିସୁକିରିସ୍‌ଟସେ ମାପ୍‌ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍‌ମେସର୍‌ ଡାକ୍‌ପୁଟା ପାଇସି ।
12 Ὥστε, ἀγαπητοί μου, καθὼς πάντοτε ὑπηκούσατε, μὴ ὡς ἐν τῇ παρουσίᾳ μου μόνον ἀλλὰ νῦν πολλῷ μᾶλλον ἐν τῇ ἀπουσίᾳ μου, μετὰ φόβου καὶ τρόμου τὴν ἑαυτῶν σωτηρίαν κατεργάζεσθε·
୧୨ତେବର୍‌ ପାଇ, ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ତମେ ଜେନ୍ତାରିକି, ମାପ୍‌ରୁର୍‌ ଆଦେସ୍‌ ମାନିକରି ରଇଆଚାସ୍‌, ଜାଗିରଇ ଡରିକରି ତମର୍‌ ମୁକ୍‌ତିର୍‌ କାମ୍‌ ପୁରାପୁରୁନ୍‌ କରା । ମୁଇ ରଇଲାବେଲେସେ ନାଇ, ମାତର୍‌ ମୁଇ ଦୁରିକେ ରଇଲେ ମିସା ଏଟା କରା ।
13 θεὸς γάρ ἐστιν ὁ ἐνεργῶν ἐν ὑμῖν καὶ τὸ θέλειν καὶ τὸ ἐνεργεῖν ὑπὲρ τῆς εὐδοκίας.
୧୩ପର୍‌ମେସର୍‌ ନିଜେ ତମର୍‌ ବିତ୍‌ରେ ଏ କାମ୍‌ କଲାର୍‌ପାଇ ତମେ ଏଟା କରିପାର୍‌ସା । ତମ୍‌କେ ଜାଇଟା କରତ୍‌ ବଲି ସେ ମନ୍‍ କଲାନି, ସେ ସମାନ୍‌ ମନ୍‍ କର୍‍ବାଟା, ତମ୍‌କେ ମିସା ଦେଇସି । ଆରି ସେଟା କର୍‌ବାକେ ବପୁ ମିସା ଦେଇସି ।
14 πάντα ποιεῖτε χωρὶς γογγυσμῶν καὶ διαλογισμῶν,
୧୪ମୁର୍‌ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍‌ଜାକ କାମ୍‌ କରା ।
15 ἵνα γένησθε ἄμεμπτοι καὶ ἀκέραιοι, τέκνα θεοῦ ἄμωμα μέσον γενεᾶς σκολιᾶς καὶ διεστραμμένης, ἐν οἷς φαίνεσθε ὡς φωστῆρες ἐν κόσμῳ,
୧୫ଏନ୍ତାରିକଲେ, ତମେ କାରାପ୍‌ କାମ୍‌ କଲାସ୍‌ନି ବଲି ବିନ୍‌ଲକ୍‌ କାଇ ଦସ୍‌ ନ ଦାରତ୍‌ ଆରି ତମେ ସୁକଲ୍‌ ଅଇସା । ପାପ୍‌କରି କାରାପ୍‌ କାମ୍‌ କର୍‌ବା ଲକ୍‌ମନର୍‌ ମଜାଇ ପର୍‌ମେସରର୍‌ ସିଦ୍‌ ପିଲାଟକି ଇସାବେ ତମେ ରଇସା । ତାକର୍‌ ବିତ୍‌ରେ ଆନ୍ଦାର୍‌ ଜଗତେ ଉଜଲ୍‌ ଜଟକ୍‌ଲା ପାରା ତମର୍‌ ଚଲାଚଲ୍‌ତି ଡିସ୍‌ସି ।
16 λόγον ζωῆς ἐπέχοντες, εἰς καύχημα ἐμοὶ εἰς ἡμέραν Χριστοῦ, ὅτι οὐκ εἰς κενὸν ἔδραμον οὐδὲ εἰς κενὸν ἐκοπίασα.
୧୬ନ ସାର୍‌ବା ଜିବନର୍‌ କବର୍‌ ସବୁ ଲକ୍‌କେ ଜାନାଆ । ଏନ୍ତାରିକଲେ, କିରିସ୍‌ଟ ବାଅଡ୍‌ବା ଦିନେ ମୁଇ ତମର୍‌ ବିସଇର୍‌ ଲାଗି ବଡ୍‌ପନ୍‌ ଅଇବି । ତମର୍‌ ବିତ୍‌ରେ ଆବଡ୍‌ ଅଇକରି କରିରଇବା କାମ୍‌ ଚୁଚାଇ ଅଏ ନାଇ ବଲି ସେ ଦିନେ ଡିସ୍‌ସି ।
17 ἀλλὰ εἰ καὶ σπένδομαι ἐπὶ τῇ θυσίᾳ καὶ λειτουργίᾳ τῆς πίστεως ὑμῶν, χαίρω καὶ συνχαίρω πᾶσιν ὑμῖν·
୧୭ସୁବ୍‌କବର୍‌ ବିସ୍‌ବାସ୍‌ କଲାର୍‌ପାଇ, ତମେ ଜେନ୍ତାରି ଦୁକ୍‌ କସ୍‌ଟ ପାଇକରି ମୁରଚ୍‌ଲାସ୍‌ନି, ସେନ୍ତାରିସେ ମୁଇ ମିସା ସୁବ୍‌କବର୍‌ ଜାନାଇଲାର୍‌ ପାଇ ଦୁକ୍‌ କସ୍‌ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍‌ଦା ଅଇ ତମର୍‌ସଙ୍ଗ୍‍ ସାର୍‌ଦା କର୍‌ବି ।
18 τὸ δὲ αὐτὸ καὶ ὑμεῖς χαίρετε καὶ συνχαίρετέ μοι.
୧୮ସେନ୍ତାରିସେ ତମେମିସା ସାର୍‌ଦା ଅଇକରି ମର୍‌ସଙ୍ଗ୍‍ ସାର୍‌ଦା କର୍‌ବାର୍‌ ଆଚେ ।
19 Ἐλπίζω δὲ ἐν κυρίῳ Ἰησοῦ Τιμόθεον ταχέως πέμψαι ὑμῖν, ἵνα κἀγὼ εὐψυχῶ γνοὺς τὰ περὶ ὑμῶν.
୧୯ଜଦି ମାପ୍‌ରୁ ମନ୍‍କଲେ, ତିମତିକେ ତମର୍‌ଟାନେ ଦାପ୍‌ରେ ପାଟାଇବାକେ ମନ୍‍ କଲିନି । ତାର୍‌ଟାନେଅନି ତମେ ନିକ ଆଚାସ୍‌ ବଲି ସୁନ୍‌ଲେ, ମୁଇ ମିସା ସାର୍‌ଦା ଅଇବି ।
20 οὐδένα γὰρ ἔχω ἰσόψυχον ὅστις γνησίως τὰ περὶ ὑμῶν μεριμνήσει,
୨୦ତିମତିକେ ଚାଡିଦେଲେ ଆରି ତମର୍‌ ବିସଇ କେ ମିସା, ଅଦିକ୍‌ ଚିନ୍ତା କର୍‌ବା ଲକ୍‌ ମର୍‌ ଲଗେ ନାଇ । ସେ ତମର୍‌ ଦୁକ୍‌ ସୁକ୍‌ ବିସଇନେଇ ସତଇସେ ଚିନ୍ତା କର୍‌ସି ।
21 οἱ πάντες γὰρ τὰ ἑαυτῶν ζητοῦσιν, οὐ τὰ Χριστοῦ Ἰησοῦ.
୨୧ମୁଇ କାଇକେ ଏନ୍ତାରି କଇଲିନି ବଇଲେ, ସବୁ ଲକ୍‌ ନିଜର୍‌ ନିଜର୍‌ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କର୍‌ବାଇ । ଜିସୁକିରିସ୍‌ଟ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କରତ୍‌ ନାଇ ।
22 τὴν δὲ δοκιμὴν αὐτοῦ γινώσκετε, ὅτι ὡς πατρὶ τέκνον σὺν ἐμοὶ ἐδούλευσεν εἰς τὸ εὐαγγέλιον.
୨୨ତମେତା ଜାନିଆଚାସ୍‌, ତିମତି ନିଜ୍‌କେ ସତ୍‌ବାବେ କାମ୍‌ କର୍‌ବା ଲକ୍‌ ପାରା ଦେକାଇଅଇଆଚେ । ସେ ଜେନ୍ତିକି ଗଟେକ୍‌ ପଅ, ତାର୍‌ ବାବା ସଙ୍ଗ୍‍ ସେବା କର୍‌ସି, ସେନ୍ତାରିସେ ସେ ମର୍‌ସଙ୍ଗ୍‍ ସୁବ୍‌କବର୍‌ ଜାନାଇବା କାମେ ମିସିଆଚେ ।
23 τοῦτον μὲν οὖν ἐλπίζω πέμψαι ὡς ἂν ἀφίδω τὰ περὶ ἐμὲ ἐξαυτῆς·
୨୩ତେବର୍‌ ପାଇ, ମକେ କାଇଟା ଗଟ୍‌ସି, ସେଟା ଜାନ୍‌ଲା ଦାପ୍‌ରେ, ତାକେ ତମର୍‌ ଲଗେ ପିଲିପିତେଇ ପାଟାଇବି ବଲିକରି ଆସା କଲିନି ।
24 πέποιθα δὲ ἐν κυρίῳ ὅτι καὶ αὐτὸς ταχέως ἐλεύσομαι.
୨୪ମୁଇ ମାପ୍‌ରୁର୍‌ ଲଗେ ବିସ୍‌ବାସ୍‌ କଲିନିଜେ, ମୁଇ ନିଜେ ମିସା ଦାପ୍‌ରେ ତମ୍‌କେ ଦେକ୍‌ବାକେ ଆଇବି ।
25 Ἀναγκαῖον δὲ ἡγησάμην Ἐπαφρόδιτον τὸν ἀδελφὸν καὶ συνεργὸν καὶ συνστρατιώτην μου, ὑμῶν δὲ ἀπόστολον καὶ λειτουργὸν τῆς χρείας μου, πέμψαι πρὸς ὑμᾶς,
୨୫ମାତର୍‌ ଆମର୍‌ ବାଇ ଏପାପର୍‌ଦିତକେ ତମର୍‌ଟାନେ ପାଟାଇବି ବଲି ମୁ ମନେ ମନେ ବାବ୍‌ଲିନି । ସେ ମର୍‌ ସଙ୍ଗ୍‍ କାମ୍‌ କରି ସୁବ୍‍କବରର୍‌ ଦେକାରକା ପାଇ ଆବଡ୍‍ କଲା । ତମର୍‌ ବାଦୁଲେ ମର୍‌ ସବୁ ବିସଇ ପୁରାପୁରୁନ୍‌ କର୍‌ବାକେ ତାକେ ତମେ ପାଟାଇରଇଲାସ୍‌ ।
26 ἐπειδὴ ἐπιποθῶν ἦν πάντας ὑμᾶς, καὶ ἀδημονῶν διότι ἠκούσατε ὅτι ἠσθένησεν.
୨୬କାଇକେ ବଇଲେ ସେ ତମ୍‌କେ ଦେକ୍‌ବାକେ ବେସି ମନ୍‍ କଲାନି । ଆରି ତାକେ ବେମାର୍‌ ଦାରାଇ ଅଇଆଚେ ବଲିକରି ତମେ ସୁନିକରି ଦାନ୍ଦାପାନ୍ଦା ଅଇରଇଲାସ୍‌ ବଲି ସେ ଜାନିରଇଲା ।
27 καὶ γὰρ ἠσθένησεν παραπλήσιον θανάτῳ· ἀλλὰ ὁ θεὸς ἠλέησεν αὐτόν, οὐκ αὐτὸν δὲ μόνον ἀλλὰ καὶ ἐμέ, ἵνα μὴ λύπην ἐπὶ λύπην σχῶ.
୨୭ଉଁ, ସେ ମର୍‌ବା ଉପ୍‌ରେ ରଇଲା । ଆରି ପର୍‌ମେସର୍‌ ତାକେ ଦୟାକଲା । ଅବ୍‌କା ତାକେସେ ନାଇ, ମାତର୍‌ ଜେନ୍ତିକି ମର୍‌ପାଇ ଦୁକ୍‌ଉପ୍‌ରେ ଦୁକ୍‌ ନ ଆସ ବଲି ମକେ ମିସା ଦୟାକଲା ।
28 σπουδαιοτέρως οὖν ἔπεμψα αὐτὸν ἵνα ἰδόντες αὐτὸν πάλιν χαρῆτε κἀγὼ ἀλυπότερος ὦ.
୨୮ତେବର୍‌ପାଇ ମୁଇ ତାକେ ଆରିତରେକ୍‌ ବେସି ସାର୍‌ଦା ସଙ୍ଗ୍‍ ପାଟାଇଲିନି । ଜେନ୍ତିକି ତମେ ତାକେ ଆରିତରେକ୍‌ ଦେକି ସାର୍‌ଦା ଅଇସା ଆରି ମୁଇ ମିସା ଦୁକ୍‌ ନ କରି ।
29 προσδέχεσθε οὖν αὐτὸν ἐν κυρίῳ μετὰ πάσης χαρᾶς, καὶ τοὺς τοιούτους ἐντίμους ἔχετε,
୨୯ତେବର୍‌ପାଇ ତାକେ ଗଟେକ୍‌ ବିସ୍‌ବାସି ବାଇ ଇସାବେ ସାର୍‌ଦା ସଙ୍ଗ୍‍ ଡାକିନିଆ । ତାର୍‌ପାରା ଲକ୍‌ମନ୍‌କେ ସନ୍‌ମାନ୍‌ ଦିଆସ୍‌ ।
30 ὅτι διὰ τὸ ἔργον Χριστοῦ μέχρι θανάτου ἤγγισεν, παραβολευσάμενος τῇ ψυχῇ ἵνα ἀναπληρώσῃ τὸ ὑμῶν ὑστέρημα τῆς πρός με λειτουργίας.
୩୦କାଇକେବଇଲେ କିରିସ୍‌ଟର୍‌ ଲାଗି ବଲିକରି ସେ ତାର୍‌ ଜିବନ୍‌ ବିପଦେ ପାକାଇଲା । ଆରି ତମେ ମର୍‌ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍‌ କଲା ।

< Προς Φιλιππησιους 2 >