< Lukas 5 >

1 Es begab, sich aber, da sich das Volk zu ihm drang, zu hören das Wort Gottes, und er stund am See Genezareth
ଦିନେକ୍‌ ଜିସୁ ଗିନେସରତ୍‌ ଗାଡ୍‌କଣ୍ଡି ଟିଆଅଇରଇଲା ବେଲେ ଲକ୍‌ମନ୍‌ ମାଣ୍ଡାଚୁଣ୍ଡା ଅଇ ପର୍‌ମେସରର୍‌ ବାକିଅ ସୁନ୍‌ତେରଇଲାଇ ।
2 und sah zwei Schiffe am See stehen; die Fischer aber waren ausgetreten und wuschen ihre Netze;
ସେଡ୍‌କିବେଲେ ସେ ଗାଡ୍‌କଣ୍ଡି ଦୁଇଟା ଡଙ୍ଗା ରଇଲାଟା ଦେକ୍‌ଲା, କେଉଟ୍‌ମନ୍‌ ଡଙ୍ଗାଇଅନି ଉତ୍‌ରି ଜାଲ୍‌ ଦଇତେରଇଲାଇ ।
3 trat er in der Schiffe eines, welches Simons war, und bat ihn, daß er's ein wenig vom Lande führete. Und er setzte sich und lehrete das Volk aus dem Schiff.
ସେ ଡଙ୍ଗାମନର୍‌ ବିତ୍‌ରେଅନି ଜନ୍‌ଟା କେଉଟ୍‌ ସିମନର୍‌ଟା ରଇଲା, ଜିସୁ ତେଇ ଚଗିକରି “କଣ୍ଡିତେଇଅନି କଣ୍ଡେକ୍‌ ଦୁର୍‌ ପାନିତେଇ ଚାଲାଇନେ ।” ବଲି ସିମନ୍‌କେ କଇଲା, ଆରି ଡଙ୍ଗାଇ ବସିକରି ସିକିଆ ଦେବାର୍‌ ଦାର୍‌ଲା ।
4 Und als er hatte aufgehört zu reden, sprach er zu Simon: Fahre auf die Höhe und werfet eure Netze aus, daß ihr einen Zug tut.
ଜିସୁ କାତା ସାରାଇକରି ସିମନ୍‌କେ କଇଲା, “ଡେଙ୍ଗ୍‌ ପାନିଟାନେ ଜାଇକରି ମାଚ୍‌ ଦାର୍‌ବାକେ ତମର୍‌ ଜାଲ୍‌ ପାକାଆ ।”
5 Und Simon antwortete und sprach zu ihm: Meister, wir haben die ganze Nacht gearbeitet und nichts gefangen; aber auf dein Wort will ich das Netz auswerfen.
ତେଇ ସିମନ୍‌ କଇଲା, “ଏ ଗୁରୁ ଆମେ ସବୁଲକ୍‌ ଗୁଲାଇରାତି କସ୍‌ଟ କରି ଗଟେକ୍‌ ମିସା ଦାରୁନାଇ, ମାତର୍‌ ତମର୍‌ କାତା ଦାରି ମୁଇ ଜାଲ୍‌ ପାକାଇବି ।”
6 Und da sie das taten, beschlossen sie eine große Menge Fische; und ihr Netz zerriß.
ଆରି ଜାଲ୍‌ ପାକାଇଲାଇକେ, ଏଦେ ଦେକା! ଏନ୍ତି ମାଚ୍‌ ଲାଗ୍‌ଲାଇଜେ ତାକର୍‌ ଜାଲ୍‌ ଚିରିଅଇବାର୍‌ ଦାର୍‌ଲା ।
7 Und sie winkten ihren Gesellen, die im andern Schiff waren, daß sie kämen und hülfen ihnen ziehen. Und sie kamen und fülleten beide Schiffe voll, also daß sie sanken.
ଡଙ୍ଗାଇ ମାଚ୍‌ ବର୍‌ତି କଲାଇଜେ ସେ ଦୁଇଟା ଡଙ୍ଗା ବୁଡ୍‌ଲା ପାରା ଅଇଗାଲା ।
8 Da das Simon Petrus sah, fiel er Jesu zu den Knieen und sprach: HERR, gehe von mir hinaus; ich bin ein sündiger Mensch.
ଏଟା ଦେକି ସିମନ୍‌ ପିତର୍‌ ଜିସୁର୍‌ ପାଦେ ମାଣ୍ଡିକୁଟା ଦେଇ ଜୁଆର୍‌ କରି କଇଲା, “ମର୍‌ଟାନେଅନି ଜାଆ ମାପ୍‌ରୁ, କାଇକେବଇଲେ ମୁଇ ଗଟେକ୍‌ ପାପି ମୁନୁସ୍‌ ।”
9 Denn es war ihn ein Schrecken ankommen und alle, die mit ihm waren, über diesen Fischzug, den sie miteinander getan hatten;
କାଇକେବଇଲେ ତେଇ ସେମନ୍‌ ଏତେକ୍‌ ମାଚ୍‌ ଦାରିରଇଲାଇଜେ, ସେଟା ଦେକି ସିମନର୍‌ ସଙ୍ଗାରିମନ୍‌ କାବାଅଇଗାଲାଇ ।
10 desselbigengleichen auch Jakobus und Johannes, die Söhne des Zebedäus, Simons Gesellen. Und Jesus sprach zu Simon: Fürchte dich nicht; denn von nun an wirst du Menschen fangen.
୧୦ଆରି ଜେବଦିର୍‌ ଦୁଇଟା ପ ଜାକୁବ୍‌ ଆରି ଜଅନ୍‌ ଜନ୍‌ଲକ୍‌ମନ୍‌ ସିମନର୍‌ ସଙ୍ଗାରି ରଇଲାଇ, ସେମନ୍‌ ମିସା ସେନ୍ତାରିସେ କାବା ଅଇଗାଲାଇ । ଆରି ଜିସୁ ସିମନ୍‌କେ କଇଲା, “ଡରାନାଇ, ଆଜିଅନି ତମେ ମାଚ୍‌ ନ ଦାରି, ଲକ୍‌ମନ୍‌କେ ମର୍‌ଟାନେ ଆନ୍‌ସା ।”
11 Und sie führeten die Schiffe zu Lande und verließen alles und folgeten ihm nach.
୧୧ତେଇ ସେମନ୍‌ ସବୁ ତାକର୍‍ ଡଙ୍ଗା କଣ୍ଡି ଆନି ଚାଡିଦେଇକରି ଜିସୁର୍‌ ପଚେ ପଚେ ଗାଲାଇ ।
12 Und es begab sich, da er in einer Stadt war, siehe, da war ein Mann voll Aussatzes. Da der Jesum sah, fiel er auf sein Angesicht und bat ihn und sprach: HERR, willst du, so kannst du mich reinigen.
୧୨ତରେକ୍‌ ଜିସୁ ଗଟେକ୍‌ ନଅରେ ରଇଲାବେଲେ ଗଟେକ୍‌ ଗୁଲାଇ ଗାଗଡେ ବଡ୍‌ରଗ୍‌ ଅଇରଇବା ଲକ୍‌ ତେଇ ରଇଲା । ସେ ଡାଣ୍ଡାସନ୍‌ ପଡି ମୁ ବୁଏଁ ଚିଆଇ ଜିସୁକେ ବାବୁଜିଆ କରି କଇଲା, “ଏ ମାପ୍‌ରୁ, ତମେ ଜଦି ମନ୍‌କଲୁସ୍‌ନି ବଇଲେ, ମକେ ନିକ କରିପାରୁସ୍‌ ।”
13 Und er streckte die Hand aus und rührete ihn an und sprach: Ich will's tun; sei gereiniget! Und alsbald ging der Aussatz von ihm.
୧୩ତେଇ ଜିସୁ ଆତ୍‌ ଲାମାଇ ତାକେ ଚିଇ କରି କଇଲା, “ମୁଇ ମନ୍‌ କଲିନି, ତୁଇ ସୁକଲ୍‌ ଅ ।” ଦାପ୍‌ରେସେ ତାର୍‌ ବଡ୍‌ ରଗ୍‌ ଚାଡିଗାଲା ।
14 Und er gebot ihm daß, er's niemand sagen sollte; sondern gehe hin und zeige dich dem Priester und opfere für deine Reinigung, wie Mose geboten hat, ihnen zum Zeugnis.
୧୪ଆରି ଜିସୁ ତାକେ ଆଦେସ୍‌ ଦେଇ କଇଲା, “ଏ କାତା କାକେ କ ନାଇ । ମାତର୍‌ ପୁଜାରିର୍‌ ଲଗେ ଜା ଆରି ସେ ତକେ ପରିକା କରି ଦେକ । ତୁଇ, ‘ନିକ ଅଇଲିଆଚି’ ବଲି ବିନ୍‌ ଲକର୍‌ ଟାନେ ସାକିଦେବାକେ ମସାର୍‌ ଆଦେସ୍‌ ଇସାବେ ବିରୁ ଦେସ୍‌ ।”
15 Es kam aber die Sage von ihm je weiter aus; und kam viel Volks zusammen, daß sie höreten und durch ihn gesund würden von ihren Krankheiten.
୧୫ମାତର୍‌ ଜିସୁର୍‌ କବର୍‌ ଗୁଲାଇ ଚାରିବେଡ୍‌ତିର୍‌ଲକ୍‌ ଜାନ୍‌ଲାଇ । ତାର୍‍ କାତା ସୁନ୍‌ବାପାଇ ଆରି ନିଜର୍‌ ନିଜର୍‌ ରଗେଅନି ନିକ ଅଉଁବଲି ଗାଦି ଲକ୍‌ମନ୍‌ ଟୁଲ୍‌ଅଇବାର୍‌ ଦାର୍‌ଲାଇ ।
16 Er aber entwich in die Wüste und betete.
୧୬ମାତର୍‌ ଜିସୁ କିନରା ଜାଗାମନ୍‌କେ ଜାଇ ପାର୍‌ତନା କର୍‌ତେରଇଲା ।
17 Und es begab, sich auf einen Tag, daß er lehrete, und saßen da die Pharisäer und Schriftgelehrten, die da kommen waren aus allen Märkten in Galiläa und Judäa und von Jerusalem. Und die Kraft des HERRN ging von ihm und half jedermann.
୧୭ଦିନେକ୍‌ ଜିସୁ ସିକିଆ ଦେଇତେରଇଲା । ତେଇ ଗାଲିଲିର୍‌ ସବୁ ଗାଏଁଅନି, ଜିଉଦା ଆରି ଜିରୁସାଲମେଅନି ଆସିରଇବା ପାରୁସିମନ୍‌ ଆରି ନିଅମ୍‌ ସିକାଉମନ୍‍ ତେଇ ବସିରଇଲାଇ । ଆରି ରଗିମନ୍‌କେ ନିକ କର୍‌ବାକେ ମାପ୍‌ରୁର୍‌ ବପୁ, ଜିସୁକେ ରଇଲା ।
18 Und siehe, etliche Männer brachten einen Menschen auf einem Bette, der war gichtbrüchig; und sie suchten, wie sie ihn hineinbrächten und vor ihn legten.
୧୮ଆରି ଏଦେ ଦେକା! ଗଟେକ୍‌ ଚେରେଙ୍ଗ୍‌ବାତ୍‌ ଦାର୍‌ଲା ମୁନୁସ୍‌କେ, କେତେଲକ୍‌ କଟ୍‌ ମିସ୍‌ତେ ବଇଆନିକରି, ଗର୍‍ ବିତ୍‌ରେ ନେଇ ଜିସୁର୍‌ ମୁଆଟେ ସଙ୍ଗଉବଲି, ଚେସ୍‌ଟା କରତେରଇଲାଇ ।
19 Und da sie vor dem Volk nicht fanden, an welchem Ort sie ihn hineinbrächten, stiegen sie auf das Dach und ließen ihn durch die Ziegel hernieder mit dem Bettlein, mitten unter sie, vor Jesus.
୧୯ମାତର୍‌ ଚିପାଟେଲାର୍‌ଲାଗି, ତାକେ ବିତ୍‌ରେ ନେବାକେ ବାଟ୍‌ ମିଲେନାଇ । ଏଦେ ଦେକା! ସେମନ୍‌ ରଗିକେ ଗର୍‌ ଉପ୍‌ରେ ଚଗାଇ ଚାଉନି ଉଜାଡି, କଟ୍‌ ମିସ୍‌ତେ ଲକ୍‌ମନର୍‌ ମଜାଇ ଜିସୁର୍‌ ମୁଆଟେ ଉତ୍‌ରାଇଦେଲାଇ ।
20 Und da er ihren Glauben sah, sprach er zu ihm: Mensch, deine Sünden sind dir vergeben.
୨୦ଜିସୁ ସେମନର୍‌ ବିସ୍‌ବାସ୍‌ ଦେକି କଇଲା, “ଏ ବାବୁ, ତମର୍‌ ସବୁ ପାପ୍‌ କେମା ଅଇଗାଲାବେ ।”
21 Und die Schriftgelehrten und Pharisäer fingen an zu denken und sprachen: Wer ist der, daß er Gotteslästerung redet? Wer kann Sünden vergeben denn allein Gott?
୨୧ସାସ୍‌ତର୍‌ ସିକାଇବା ଲକ୍‌ମନ୍‌ ଆରି ପାରୁସି ଲକ୍‌ମନ୍‌ ମନେ ମନେ କୁଆବଲା ଅଇ, ଏନ୍ତି କଇବାର୍‌ ଦାର୍‌ଲାଇ, “ଏ କେ ଜେ ପର୍‌ମେସରର୍‌ ନିନ୍ଦାକଲାନି? ପର୍‌ମେସର୍‌କେ ଚାଡି ଆରି କେ ପାପ୍‌ କେମା କରିପାର୍‌ସି?”
22 Da aber Jesus ihre Gedanken merkte, antwortete er und sprach zu ihnen: Was denket ihr in euren Herzen?
୨୨ତେଇ ସେମନ୍‌ ମନେ ମନେ କୁଆବଲା ଅଇବାଟା ଜାନିକରି ସେମନ୍‌କେ ଜିସୁ କଇଲା, “ତମେ କାଇକେ ସବୁଲକ୍‌ ନିଜର୍‌ ମନେ ମନେ ଏନ୍ତାରି କୁଆବଲା ଅଇଲାସ୍‌ନି?
23 Welches ist leichter zu sagen: Dir sind deine Sünden vergeben? oder zu sagen: Stehe auf und wandle?
୨୩କାଇଟା ଉପାସ୍‌ କାତା? ତର୍‌ ସବୁ ପାପ୍‌ କେମା ଅଇଗାଲା ବଲି କଇବାଟା, କି ଉଟିକରି ଇଣ୍ଡି ଜା ବଲି କଇବାଟା?
24 Auf daß ihr aber wisset, daß des Menschen Sohn Macht hat auf Erden Sünden zu vergeben, sprach er zu dem Gichtbrüchigen: Ich sage dir, stehe auf und hebe dein Bettlein auf; und gehe heim.
୨୪ମାତର୍‌ ପୁର୍‌ତିବିର୍‌ ସବୁ ପାପ୍‌ କେମା କର୍‌ବାକେ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମର୍‌ ଅଦିକାର୍‌ଆଚେ ।” ଏଟା ତମେ ଜେନ୍ତି ଜାନିପାରାସ୍‌ । ଏଟାର୍‌ପାଇ ଜିସୁ ଚେରେଙ୍ଗ୍‌ବାତ୍‌ ଦାର୍‌ଲା ରଗିକେ କଇଲା, “ମୁଇ ତକେ କଇଲିନି, ଉଟ୍‌ ନିଜର୍‌ ବିଚ୍‌ନା ଦାରି ଗରେ ଜା ।”
25 Und alsbald stund er auf vor ihren Augen und hub das Bettlein auf, darauf er gelegen war, und ging heim und preisete Gott.
୨୫ସେଦାପ୍‌ରେ ଚେରେଙ୍ଗ୍‌ ଦାର୍‌ଲା ଲକ୍‌ ସବୁଲକର୍‌ ଦେକ୍‌ତେ ଉଟିକରି ଜନ୍‌ କଟେ ସଇରଇଲା, ସେଟା ବଇ ପର୍‌ମେସରର୍‌ ମଇମା କରି କରି ତାର୍‌ ଗରେ ଉଟିଗାଲା ।
26 Und sie entsetzten sich alle und preiseten Gott und wurden voll Furcht und sprachen: Wir haben heute seltsame Dinge gesehen.
୨୬ତେଇ ରଇଲା ସବୁଲକ୍‌ କାବା ଅଇଜାଇକରି ପର୍‌ମେସରର୍‌ ମଇମା କର୍‌ବାର୍‌ ଦାର୍‌ଲାଇ ଆରି ମାପ୍‌ରୁର୍‌ ଚକିତ୍‌ କାମ୍‌ ଦେକି, “ଆଜି ଆମେ କେବେ ନ ଅଇଲାଟା ଦେକ୍‌ଲୁ!” ବଲି କଇଲାଇ ।
27 Und danach ging er aus und sah einen Zöllner mit Namen Levi am Zoll sitzen und sprach zu ihm: Folge mir nach!
୨୭ତାର୍‌ପଚେ ଜିସୁ ବାରଇଜାଇ ଲେବି ନାଉଁର୍‌ ଗଟେକ୍‌ ସିସ୍‌ତୁମାଙ୍ଗୁ, ସିସ୍‌ତୁମାଙ୍ଗୁମନ୍‌ ମାଙ୍ଗ୍‌ବାଟାନେ ବସିରଇବାଟା ଦେକି, ତାକେ କଇଲା, “ମର୍‌ସଙ୍ଗ୍‌ ଆଉ ।”
28 Und er verließ alles, stund auf und folgete ihm nach.
୨୮ତେଇ ଲେବି ସବୁଜାକ ଚାଡିଦେଇ ଉଟିକରି ଜିସୁର୍‌ ସଙ୍ଗ୍‌ ଜିବାର୍‌ଦାର୍‌ଲା ।
29 Und Levi richtete ihm ein groß Mahl zu in seinem Hause; und viel Zöllner und andere saßen mit ihm zu Tisch.
୨୯ଆରି ଲେବି ଜିସୁର୍‌ପାଇ ନିଜର୍‌ ଗରେ, ଗଟେକ୍‌ ବଡ୍‌ ବଜିକଲା । ତେଇ ସିସ୍‌ତୁମାଙ୍ଗୁମନ୍‌, ଅଦିକ୍‌ ଲକ୍‌ ଆରି ବିନ୍‌ ବିନ୍‌ ଲକ୍‌ମନର୍‌ ସଙ୍ଗ୍‌ ସେ କାଇବାକେ ବସ୍‌ଲା ।
30 Und die Schriftgelehrten und Pharisäer murreten wider seine Jünger und sprachen: Warum esset und trinket ihr mit den Zöllnern und Sündern?
୩୦ତେଇ ପାରୁସିମନ୍‌ ଆରି ତାକର୍‌ ଦଲର୍‌ ସାସ୍‌ତର୍‌ ସିକାଉମନ୍‌ ଜିସୁର୍‌ ମୁଆଟେ ତାର୍‌ ସିସ୍‌ମନ୍‌କେ ଦସ୍‌ ଦେକାଇ କଇଲାଇ, “ତମେ କାଇକେ ସିସ୍‌ତୁମାଙ୍ଗୁମନର୍‌ ସଙ୍ଗ୍‌ ଆରି ପାପିମନର୍‌ ସଙ୍ଗ୍‌ ମିସି କିଆ ପିଆ କଲାସ୍‌ନି?”
31 Und Jesus antwortete und sprach zu ihnen: Die Gesunden bedürfen des Arztes nicht, sondern die Kranken.
୩୧ଜିସୁ ସେମନ୍‌କେ କ‍ଇଲା, “ଜାକେ ଦୁକାଦାରି ରଇସି, ସେସେ ଅସ କାଇସି, ଜାକେ ଦୁକା ଦାରେ ନାଇ ତାକେ ଅସ ଲଡାନାଇ ।
32 Ich bin kommen, zu rufen die Sünder zur Buße und nicht die Gerechten.
୩୨ମୁଇ ଦରମ୍‌ ଲକ୍‌ବଲି ନିଜ୍‌କେ ବାବ୍‌ବା ଲକ୍‌ମନର୍‌ ପାଇ ଆସିନାଇ, ମାତର୍‌ ପାପି ଲକ୍‌ମନ୍‌କେ ପାପେଅନି ମନ୍‌ ବାଦ୍‌ଲାଇବାକେ ଆଇଲିଆଚି ।”
33 Sie aber sprachen zu ihm: Warum fasten Johannes Jünger so oft und beten so viel, desselbigengleichen der Pharisäer Jünger, aber deine Jünger essen und trinken?
୩୩କେତେକ୍‌ ଲକ୍‌ ଜିସୁକେ ପାଚାର୍‌ଲାଇ, “ଡୁବନ୍‌ ଦେଉ ଜଅନର୍‌ ସିସ୍‌ମନ୍‌ ତର୍‌କେତର୍‌ ଉପାସ୍‌ କରି ପାର୍‌ତନା କର୍‌ବାଇ । ପାରୁସିମନର୍‌ ସିସ୍‌ମନ୍‌ ମିସା ସେନ୍ତାରି ସେ କର୍‌ବାଇ । ମାତର୍‌ ତମର୍‌ ସିସ୍‌ମନ୍‌ କିଆ ପିଆ କର୍‌ବାଇ ।”
34 Er sprach aber zu ihnen: Ihr möget die Hochzeitleute nicht zum Fasten treiben, solange der Bräutigam bei ihnen ist.
୩୪ଜିସୁ ସେମନ୍‌କେ କଇଲା, “ବର୍‌ବାଟର୍‌ ଲକ୍‌ମନର୍‌ସଙ୍ଗ୍‌ ବର୍‌ ରଇଲାବେଲେ, ତମେ କାଇ ସେମନ୍‌କେ ଉପାସ୍‌ କରାଇପାରାସ୍‌? ନାଇ, ନାପାରାସ୍‌ ।
35 Es wird aber die Zeit kommen, daß der Bräutigam von ihnen genommen wird; dann werden sie fasten.
୩୫ମାତର୍‌ ବେଲା ଆଇସି, ଜେଡେବେଲେ ତାକର୍‌ଟାନେଅନି ବର୍‌କେ ଡାକିଦାରିଜିବାଇ, ସେଡ୍‌କିବେଲେ ସେମନ୍‌ ଉପାସ୍‌ କଇବାଇ ।”
36 Und er sagte zu ihnen ein Gleichnis: Niemand flicket einen Lappen vom neuen Kleid auf ein alt Kleid; wo anders, so reißt das neue, und der Lappen vom neuen reimet sich nicht auf das alte.
୩୬ଜିସୁ ସେମନ୍‌କେ ଆରି ଗଟେକ୍‌ ଉଦାଅରନ୍‌ ଦେଇ କଇଲା, “କେ ମିସା ପୁର୍‌ନା ଲୁଗା ପାଟିରଇଲାଟାନେ ନୁଆଲୁଗା ଚିରି ଚାପ୍‌ ନ ଦେଅତ୍‌, ଚାପ୍‌ ଦେଲେ ନୁଆଟା ମିସା ନସିଜାଇସି, ନୁଆ ଲୁଗାର୍‌ ଚାପ୍‌ ପୁର୍‌ନାଟାନେ ନ ମିସେ ।
37 Und niemand fasset Most in alte Schläuche; wo anders, so zerreißet der Most die Schläuche und wird verschüttet, und die Schläuche kommen um.
୩୭ବେସି ଦିନର୍‌ ପୁର୍‌ନା ଗାଗ୍‌ରିଟାନେ କେ ମିସା ଏବେ ଉତ୍‌ରାଇଲା ମଦ୍‌ ନ ରକଅତ୍‌, ତେଇ ଜଦି ସେ ମଦ୍‌ ରକଇ ଡାବିଦେଲେ, ଗାଗ୍‌ରି ପୁଟିକରି ପଡାଅଇଜାଇସି ।
38 Sondern den Most soll man in neue Schläuche fassen, so werden sie beide behalten.
୩୮ତେବେ ମଦ୍‌ ଉତ୍‌ରାଇଲା ଦାପ୍‌ରେ ନୁଆ ଗାଗ୍‌ରିଟାନେ ରକଇ ସଙ୍ଗଇବାର୍‌ଆଚେ ।
39 Und niemand ist, der vom alten trinkt und wolle bald des neuen; denn er spricht: Der alte ist milder.
୩୯ଆରି କେ ମିସା ପୁର୍‌ନା ମଦ୍‌ କାଇକରି ଏବେ ଉତ୍‌ରାଇଲା ମଦ୍‌ କାଇବାକେ ମନ୍‌ ନ କରତ୍‌, କାଇକେବଇଲେ, ସେ ବାସିଟା ଆକା ନିକ ବଲି କଇସି ।”

< Lukas 5 >