< Markus 14 >

1 Ostern, das Fest der ungesäuerten Brote, war in zwei Tagen. Die Oberpriester und die Schriftgelehrten suchten nach einer passenden Gelegenheit, wie sie ihn mit List ergreifen und dann töten könnten.
ନିସ୍‌ତାର୍‌ ପରବ୍‌ ଆରି କମିର୍‌ ନ ମିସାଇ ରୁଟି କାଇବା ପରବ୍‌ ଅଇବାକେ ଆରି ଦୁଇଦିନ୍‌ ବାକିରଇଲା । ସେବେଲେ ମୁକିଅ ପୁଜାରିମନ୍‌ ଆରି ନିୟମ୍‌ ସିକାଉମନ୍‌ କେ ନାଜାନ୍‌ତେ ଜିସୁକେ କେନ୍ତି ବନ୍ଦିକରି ମରାଇଅଇସି ବଲିକରି ବୁଦି ପାଁଚ୍‌ତେରଇଲାଇ ।
2 Doch sagten sie: "Nur nicht am Fest, es könnte sonst das Volk in Aufruhr kommen."
ମାତର୍‌ ସେମନ୍‌ କଇଲାଇ, “ପରବ୍‌ ଦିନ୍‌ମନ୍‌କେ ତାକେ ବନ୍ଦିକରି ନଏଁ । କାଇକେବଇଲେ ଲକ୍‌ମନ୍‌ ଗଣ୍ଡ୍‍ଗଲ୍‌ କର୍‌ବାଇ ।”
3 Als Jesus in Bethanien weilte, im Hause Simons des Aussätzigen, da trat, solange er zu Tische lag, ein Weib herein; sie trug ein Gefäß aus Alabaster voll echten, feinsten Nardenöls. Sie zerbrach das Alabastergefäß und goß das Öl über seinem Haupte aus.
ଜିସୁ ବେତ୍‌ନିଆ ଗଡେ ଆଗ୍‌ତୁ ବଡ୍‌ ରଗ୍‌ ଅଇଲା ସିମନର୍‌ ଗରେ କାଇବାକେ ବସ୍‌ଲାବେଲେ, ଗଟେକ୍‌ ମାଇଜି କାଁଚେ ବେସି ଦାମ୍‌ ଦେବା ବାସ୍‌ନା ଚିକନ୍‌ ଆନିକରି କାଁଚର୍‌ ଗାଲା ବାଙ୍ଗାଇ, ଜିସୁର୍‌ ମୁଣ୍ଡେ ରକଇଦେଲା ।
4 Darüber waren einige untereinander sehr erbost: "Wozu die Verschwendung mit dem Salböl?
ମାତର୍‌ ତେଇ ରଇବା କେତେକ୍‌ ଲକ୍‌ମନ୍‌ ରିସାଅଇ ନିଜର୍‌ ନିଜର୍‌ ବିତ୍‌ରେ କାତା ଅଇଲାଇ, “ଏ ଚିକନ୍‌ କାଇକେ ବେକାର୍‌ ବେକାର୍‌ ନସ୍‌ଟ କରି ପାକାଇଲାନି?
5 Man hätte die Salbe um mehr als dreihundert Denare verkaufen und den Erlös den Armen geben können." So ließen sie das Weib hart an.
ଏଟା ବର୍‌ସେକର୍‌ କାମାଇଲାତେଇଅନି ଅଦିକ୍‌ ଡାବୁକେ ବିକି ଗରିବ୍‌ ଲକ୍‌ମନ୍‌କେ ଦେବାର୍‌ ଅଇତା ।” ବଲିକରି ସେମନ୍‌ ସେ ମାଇଜିକେ ବେସି କଇପାକାଇଲାଇ ।
6 Doch Jesus sprach: "Laßt sie! Was kränkt ihr sie? Sie hat ein gutes Werk an mir getan.
ମାତର୍‌ ଜିସୁ ସେମନ୍‌କେ କଇଲା, “ସେ ମାଇଜିକେ ଚାଡିଦିଆସ୍‌, କାଇକେ ତାକେ ଲାଗିକରି କସ୍‌ଟ ଦେଲାସ୍‌ନି? ସେ ମର୍‌ପାଇ ନିକ କାମ୍‌ କଲାଆଚେ ।
7 Die Armen habt ihr allzeit bei euch und könnt ihnen Gutes tun, wann ihr wollt, mich aber habt ihr nicht allzeit.
କାଇକେବଇଲେ, ଗରିବ୍‌ ଲକ୍‌ମନ୍‌ ସବୁବେଲା ତମର୍‌ସଙ୍ଗ୍‍ ଆଚତ୍‌ । ତମେ ଜେଡେବେଲା ମନ୍‍କଲେ, ସେଡେବେଲା ସେମନ୍‌କେ ସାଇଜ କରିପାରାସ୍‌ । ମାତର୍‌ ମୁଇ ଆରି ବେସିଦିନ୍‌ ତମର୍‌ ସଙ୍ଗ୍ ନ ରଇ ।
8 Sie hat getan, was sie konnte; sie salbte meinen Leib zum voraus für das Begräbnis.
ଏ ମାଇଜି ଜେତ୍‌କି ପାର୍‌ଲା, ସେତ୍‌କି କଲାଆଚେ । ସେ ମର୍‌ ମଲା ଗାଗଡ୍‌ ମସ୍‌ନେ ତପ୍‌ବା ଆଗ୍‌ତୁ ଚିକନ୍‌ ଲାଗାଇଦେଲା ଆଚେ ।
9 Wahrlich, ich sage euch: Wo immer in der ganzen Welt dieses Evangelium verkündet wird, da wird man auch erzählen, was sie getan hat, ihr zum Gedächtnis."
ମୁଇ ତମ୍‌କେ ସତ୍‌କାତା କଇଲିନି, ଗୁଲାଇ ଜଗତେ ଜନ୍‌ ଜାଗାଇ ମିସା ମାପ୍‌ରୁର୍‌ ନିକ କବର୍‌ ଜାନାଇଅଇସି । ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
10 Alsdann ging einer von den Zwölfen, Judas Iskariot, zu den Oberpriestern, um ihn diesen zu verraten.
୧୦ତାର୍‌ପଚେ ଜିସୁର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ଇସ୍‌କାରିୟତ୍‌ ଜିଉଦା ନାଉଁର୍‌ ଗଟେକ୍‌ ସିସ୍‌ ଜିସୁକେ ମୁକିଅ ପୁଜାରିମନର୍‌ ଆତେ ଦାରାଇଦେବାକେ ରାଜିଅଇକରି ସେମନର୍‌ ଲଗେ ଗାଲା ।
11 Wie sie dies hörten, freuten sie sich sehr, und sie versprachen, ihm Geld zu geben. Er ging nun darauf aus, ihn zu gelegener Zeit auszuliefern.
୧୧ସେ ମୁକିଅ ପୁଜାରିମନ୍‌ ଜିଉଦାର୍‌ କାତା ସୁନିକରି ବେସି ସାର୍‌ଦା ଅଇଗାଲାଇ । ଏ କାମ୍‌ କଲେ ସେମନ୍‌ ଇସ୍‌କାରିୟତ୍‌ ଜିଉଦାକେ ଡାବୁ ଦେବୁ ବଲିକରି ପର୍‌ମାନ୍‌ କରି କଇଲାଇ । ସେଟାର୍‌ପାଇ ଇସ୍‌କାରିୟତ୍‌ ଜିଉଦା ଜିସୁକେ ମୁକିଅ ପୁଜାରିମନ୍‍କେ ଦାରାଇ ଦେବାକେ ବେଲା କଜ୍‌ଲା ।
12 Am ersten Tag der Ungesäuerten Brote, an dem man das Osterlamm zu schlachten pflegte, fragten ihn seine Jünger: "Wo willst du, daß wir dir das Ostermahl bereiten?"
୧୨କମିର୍‌ ନ ମିସାଇକରି ରୁଟି ତିଆର୍‌କରି କାଇବା ବଜିର୍‌ ପରବର୍‌ ପର୍‌ତୁମ୍‌ ଦିନେ, ରକିଆ ପାଇବା ପରବେ ମେଣ୍ଡାପିଲା ପୁଜ୍‌ବାଇ । ସେଦିନେ ଜିସୁର୍‌ ସିସ୍‌ମନ୍‌ ତାକେ “ତର୍‌ପାଇ ରକିଆ ପାଇବା ପରବର୍‌ ବଜି ସବୁ ଟିକ୍ କର୍‌ବାକେ ଆମେ କନ୍‌ ଜାଗାଇ ଜିବୁ ବଲିକରି ତୁଇ ମନ୍‍ କଲୁସ୍‌ନି?”
13 Da sandte er zwei aus seinen Jüngern ab und sprach zu ihnen: "Geht in die Stadt! Dort wird euch ein Mann mit einem Wasserkrug begegnen; dem folgt.
୧୩ସେଟାର୍‌ପାଇ ଜିସୁ ତାର୍‌ ଦୁଇଟା ସିସ୍‌ମନ୍‌କେ ଡାକିକରି କଇଲା ତମେ ଗଡେ ଜା । ତେଇ ଗଟେକ୍‌ ବଡ୍‌ଟା ଆଣ୍ଡିତେଇ ପାନି ନେବା ଲକ୍‌କେ ଦେକ୍‌ସା । ତମେ ତାର୍‌ ପଚେ ପଚେ ଜା ।
14 Wo der hingeht, da sagt zu dem Herrn des Hauses: 'Der Meister spricht: Wo ist mein Gemach, in dem ich mit meinen Jüngern das Ostermahl halten kann?'
୧୪ସେ ପାନିନେବା ଲକ୍‌ ଗଟେକ୍‌ ଗରେ ପୁର୍‌ସି । ତମେ ମିସା ସେ ଗର୍‌ ବିତ୍‌ରେ ପୁରିକରି ସେ ଗରର୍‌ ସାଉକାର୍‌କେ କୁଆ, “ଆମର୍‌ ଗୁରୁ ପାଚାର୍‌ଲାନି, ମୁଇ ମର୍‌ ସିସ୍‌ମନର୍‌ ସଙ୍ଗ୍‌ ରକିଆ ପାଇବା ପରବର୍‌ ବଜି କର୍‌ବା ବାକ୍‌ରା କନ୍ତି ଆଚେ?
15 Er wird euch ein oberes Gemach anweisen, geräumig, mit Teppichen belegt und hergerichtet; dort bereitet es für uns!"
୧୫ସେ ଗରର୍‌ ସାଉକାର୍‌ ତମ୍‌କେ ଗର୍‌ ଉପ୍‌ରେ ରଇବା ନିମାନ୍‌ ସଜାଇଅଇରଇଲା ଗଟେକ୍‌ ବଡ୍‌ଟା ବାକ୍‌ରା ଦେକାଇଦେଇସି । ତେଇ ଆମର୍‌ପାଇ କାଇବା କାଦି ତିଆର୍‌କରା ।” ବଲି ପାଟାଇଲା ।
16 Die Jünger gingen weg und kamen in die Stadt; sie fanden es so, wie er es ihnen gesagt hatte, und sie bereiteten das Ostermahl.
୧୬ତାର୍‌ ପଚେ ଦୁଇଟା ସିସ୍‌ମନ୍‌ ସେ ଗରେ ଗାଲାଇ । ତେଇ ଜିସୁ ସେମନ୍‌କେ ଜେନ୍ତି କଇରଇଲା, ସବୁ ସେନ୍ତି ଦେକ୍‌ଲାଇ । ସେଟାର୍‌ପାଇ ସେମନ୍‌ ତେଇ ନିସ୍‌ତାର୍‌ ପରବର୍‌ ବଜି ତିଆର୍‌କଲାଇ ।
17 So ward es Abend. Da kam er mit den Zwölfen.
୧୭ସଞ୍ଜ୍‌ ଅଇଲାକେ ଜିସୁ ତାର୍‌ ସିସ୍‌ମନ୍‌କେ ଡାକିନେଇ ତେଇ କେଟ୍‌ଲା ।
18 Während sie bei Tische waren und aßen, sprach Jesus: "Wahrlich, ich sage euch: Einer aus euch wird mich verraten, einer, der mit mir ißt."
୧୮ସେମନ୍‌ ବସି କାଇବାବେଲେ ଜିସୁ କଇଲା, “ମୁଇ ତମ୍‌କେ ସତ୍‌କାତା କଇଲିନି, ଏବେ ତମର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଜେକି ଆମର୍‌ ସଙ୍ଗ୍‌ କାଇଲାନି, ସେ ମକେ ସତ୍‌ରୁମନ୍‍କେ ଦାରାଇଦେଇସି ।”
19 Da fragte ihn einer nach dem anderen tief betrübt: "Doch nicht ich?"
୧୯ଏ କାତା ସୁନିକରି ସିସ୍‌ମନ୍‌ ବେସି ମନ୍‌ଦୁକ୍‌ ଅଇଲାଇ । ସବୁଲକ୍‌ ଗଟେକ୍‌ ଗଟେକ୍‌ ଅଇକରି ଜିସୁକେ ସେଲକ୍‌ ମୁଇ କି? ବଲିକରି ପାଚାର୍‌ଲାଇ ।
20 Er sprach zu ihnen: "Einer aus den Zwölfen, der mit mir aus einer Schüssel ißt.
୨୦ଜିସୁ ସେମନ୍‌କେ କଇଲା, “ତମର୍‌ ବାର ଲକର୍‌ ବିତ୍‌ରେଅନି ଜନ୍‌ ଲକ୍‌ ମର୍‌ସଙ୍ଗ୍‌ ଗିନାତେଇ ରୁଟି ଚବାଲିଆଚେ, ସେ ଆକା ।”
21 Zwar geht der Menschensohn dahin, wie es von ihm geschrieben steht; doch wehe jenem Menschen, durch den der Menschensohn verraten wird. Besser wäre es für ihn, wenn dieser Mensch nicht geboren wäre."
୨୧“ମର୍‌ ବିସଇ ପର୍‌ମେସରର୍‌ ସାସ୍‌ତରେ କେନ୍ତି ଲେକା ଅଇଲାଆଚେ, ସେନ୍ତିସେ ସବୁ ଅଇଲାନି, ସେଟା ସତ୍‌ସେ, ମାତର୍‌ ଜାର୍‌ଟାନେଅନି ନର୍‌ପିଲା ମୁଇ ସତ୍‌ରୁମନର୍‌ ଆତେ ଦାରାଇଅଇବି, ସେ ବେସି ବଡ୍‌ ଡଣ୍ଡ୍‌ ପାଇବାଲକ୍‌ ଆରି ସେ ଜନମ୍‌ ନ ଅଇରଇଲେ ନିକ ଅଇତା ।”
22 Während sie beim Mahle waren, nahm Jesus Brot, segnete, brach es und gab es ihnen mit den Worten: "Nehmt hin, das ist mein Leib."
୨୨ସିସ୍‌ମନ୍‌ କାଇବାକେ ବସ୍‌ଲାବେଲେ, ଜିସୁ ରୁଟିଦାରିକରି ପର୍‌ମେସର୍‌କେ ଜୁଆର୍‌କଲା ଆରି ସେଟା ବାଙ୍ଗାଇ ସେମନ୍‌କେ ଦେଇକରି କଇଲା, “ନିଆ ଏଟା ମର୍‌ ଗାଗଡ୍‌ ।”
23 Darauf nahm er den Kelch, dankte und gab ihnen diesen, und sie tranken daraus alle.
୨୩ତାର୍‌ପଚେ ଅଙ୍ଗୁର୍‌ ରସ୍‌ ଦାରି ପର୍‌ମେସର୍‌କେ ଜୁଆର୍‌ କରି ସବୁ ଲକ୍‌କେ କାଇବାକେ ଦେଲାଜେ ସେମନ୍‌ କାଇଲାଇ ।
24 Er sprach zu ihnen: "Das ist mein Bundesblut, das für viele vergossen wird.
୨୪ଆରି ସେ ତାର୍‌ ସିସ୍‌ମନ୍‌କେ କଇଲା, ଏଟା ଅଇଲାନି ବେସି ଲକର୍‌ପାଇ ଜରାଇଲା ମର୍‌ ବନି । ଏ ବନି ସଙ୍ଗ୍‌ ପର୍‌ମେସର୍‌ ଲକ୍‌ମନର୍‌ ସଙ୍ଗ୍‌ ରାଜିନାମା କଲାନି ।
25 Wahrlich, ich sage euch: Ich werde nicht mehr vom Gewächs des Weinstocks trinken bis zu jenem Tage, da ich es im Gottesreiche erneuert trinken werde."
୨୫ମୁଇ ତମ୍‌କେ ସତ୍‌ କାତା କଇଲିନି, “ମୁଇ ପର୍‌ମେସରର୍‌ ରାଇଜେ ନୁଆ ଅଙ୍ଗୁର୍‌ ରସ୍‌ କାଇବା ଦିନ୍‌ ନ ଆଇବାଜାକ, ଏଟା ଆରି କେବେ ମିସା ନ କାଇ ।”
26 Sie beteten den Lobgesang und gingen hierauf zum Ölberg hinaus.
୨୬ସବୁ ସିସ୍‌ମନ୍‌ ମିସିକରି ପର୍‌ମେସର୍‌କେ ଦନିଅବାଦର୍‌ ଗିତ୍‌ ଗାଇ ଗାଇ କରି ଜିତ୍‌ ନାଉଁର୍‌ ପର୍‌ବତେ ଗାଲାଇ ।
27 Und Jesus sprach zu ihnen: "Ihr alle werdet heute nacht an mir irre werden; denn also steht geschrieben: 'Ich will den Hirten schlagen; dann werden die Schafe zerstreut werden.'
୨୭ସେବେଲେ ଜିସୁ ସିସ୍‌ମନ୍‌କେ କଇଲା, “ତମେ ସବୁଲକ୍‌ ମକେ ଚାଡିକରି ଉଟିଜାଇସା । ସେଟା ପର୍‌ମେସରର୍‌ ସାସ୍‌ତରେ ଏନ୍ତି ଲେକାଅଇଲାଆଚେ, “ମୁଇ ମେଣ୍ଡା ଗଉଡ୍‌କେ ମରାଇବି । ତେଇର୍‌ ମେଣ୍ଡାମନ୍‌ ଚିନ୍‌ଚତର୍‌ ଅଇଜିବାଇ ।”
28 Nach meiner Auferstehung aber will ich euch nach Galiläa vorausgehen."
୨୮“ମାତର୍‌ ମୁଇ ମଲାଟାନେଅନି ଆରିତରେକ୍‌ ଉଟ୍‌ଲାପଚେ, ତମେ ଗାଲିଲି ଦେସେ ଜିବା ଆଗ୍‌ତୁ, ମୁଇ ତମର୍‌ ଆଗ୍‌ତୁ ଆଗ୍‌ତୁ ଗାଲିଲି ରାଇଜେ ଜିବି ।”
29 Darauf gab ihm Petrus zur Antwort: "Und mögen alle an dir irre werden, ich nicht."
୨୯ମାତର୍‌ ପିତର୍‌ ଜିସୁକେ କଇଲା, “ସବୁ ସିସ୍‌ମନ୍‌ ତମ୍‌କେ ଚାଡିକରି ଗାଲେ ମିସା ମୁଇ ତମ୍‌କେ କେବେ ନ ଚାଡି ।”
30 Doch Jesus sprach zu ihm: "Wahrlich, ich sage dir: Heute noch, in dieser Nacht, noch vor dem zweiten Hahnenschrei, wirst du mich dreimal verleugnet haben."
୩୦ଜିସୁ ତାକେ କଇଲା, “ମୁଇ ତକେ ସତ୍‌କାତା କଇଲିନି, ଆଜି ରାତି ଦୁଇତର୍‌ କୁକ୍‌ଡା ଡାକ୍‌ବା ଆଗ୍‌ତୁ, ତୁଇ ମକେ ତିନ୍‌ତର୍‌ ଚିନିନାଇ ବଲିକରି କଇସୁ ।”
31 Allein nur um so eifriger sprach er: "Und wenn ich mit dir sterben müßte, ich werde dich nicht verleugnen." In gleicher Weise sprachen alle.
୩୧ଏ କାତା ସୁନି ପିତର୍‌ ଜିସୁକେ ଆରିତରେକ୍‌ ଡାଟ୍‌ସଙ୍ଗ୍‌ କଇଲା, “ମୁଇ ତମର୍‌ ସଙ୍ଗ୍‍ ମର୍‌ବାର୍‌ ଆଲେ ମିସା କେବେ ତମ୍‌କେ ନାଜାନି ବଲି ନ କଇ ।” ଆରି ବାକି ସିସ୍‌ମନ୍‌ ମିସା ସେନ୍ତିସେ କଇଲାଇ ।
32 Sie kamen zu einem Landgut, Gethsemani geheißen. Er sprach zu seinen Jüngern: "Wartet hier, indes ich bete."
୩୨ତାର୍‌ପଚେ ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଗେତ୍‌ସିମନି ନାଉଁର୍‌ ଗଟେକ୍‌ ଜାଗାଇ ଆଇଲାଇ । ତେଇ ଜିସୁ ସିସ୍‌ମନ୍‌କେ କଇଲା, “ମୁଇ ପାର୍‌ତନା କର୍‌ବାବେଲେ ତମେ ଇତି ବସିରୁଆ ।”
33 Nur Petrus, Jakobus und Johannes nahm er mit sich. Da fing er an, zu zittern und zu zagen.
୩୩ପିତର୍‌, ଜଅନ୍‌ ଆରି ଜାକୁବ୍‌କେ ତାର୍‌ ସଙ୍ଗ୍‌ ମିସ୍‌ତେ ଡାକିନେଲା । ସେ ଦୁକ୍‌ଅଇ କିଲ୍‌ବିଲ୍‌ ଅଇବାର୍‌ ବସ୍‌ଲା ।
34 Er sprach zu ihnen: "Meine Seele ist bis zum Tod betrübt; bleibet hier und wachet!"
୩୪ଆରି ଜିସୁ, ପିତର୍‌, ଜାକୁବ୍‌ ଆରି ଜଅନ୍‌କେ କଇଲା, “ମର୍‌ ମନେ ବେସି ଦୁକ୍‌ ଅଇଗାଲା ଆଚେ । ଜିବନ୍‌ ଚିଡିଗାଲା ପାରା ଲାଗ୍‌ଲାନି । ତମେ ଇତି ବସିରଇ ଜାଗିରୁଆ ।”
35 Er ging ein wenig vorwärts, fiel auf die Erde nieder und betete, daß, wenn es möglich sei, die Stunde an ihm vorübergehe.
୩୫ଜିସୁ ତାକର୍‌ଟାନେଅନି କଣ୍ଡେକ୍‌ ଦୁରିକେ ଇଣ୍ଡିଜାଇ ଉମ୍‌ତାଡିଅଇ ବୁଏଁ ଅଦ୍‌ରିକରି ପର୍‌ମେସର୍‌କେ ଏନ୍ତି ପାର୍‌ତନା କଲା, “ଏନ୍ତି କରିଅଇସି ବଇଲେ, ଏ କସ୍‌ଟର୍‌ ବେଲା ମକେ ନ ଆସ ।
36 Er sprach: "Abba, Vater, dir ist alles möglich; laß diesen Kelch an mir vorübergehen. Doch nicht, wie ich will, sondern wie du willst."
୩୬ଏ ମର୍‌ ବାବା ତୁଇ ମନ୍‍କଲୁସ୍‌ ବଇଲେ କାଇ କାମ୍‌ ମିସା କରିପାରୁସ୍‌ । ସେଟାର୍‌ପାଇ ଏ ଦୁକ୍‌ କସ୍‌ଟର୍‌ ମୁତା ମର୍‌ଟାନେଅନି ଦାରି ଜା । ମାତର୍‌ ମର୍‌ ମନ୍‍ କଲା ଇସାବେ ନ କରି ତମର୍‌ ମନ୍‍ କଲା ଇସାବେ କରା” ବଲି ପାର୍‌ତନା କଲା ।
37 Dann ging er wieder hin und fand sie schlafend. Er sprach zu Petrus: "Simon, du schläfst? Nicht eine einzige Stunde hast du wachen können?
୩୭ତାର୍‌ପଚେ ଜିସୁ ତାର୍‌ ସିସ୍‌ମନର୍‌ ଲଗେ ବାଉଡି ଆଇଲାଜେ, ସେମନ୍‌ ସଇରଇବାଟା ଦେକ୍‌ଲା । ସେ ପିତର୍‌କେ କଇଲା, “ସିମନ୍‌ ପିତର୍‌, ତମେ ସଇଦେଲାସ୍‌ନି କି? ଗଟେକ୍‌ ଗଁଟା ମିସା ଚେତା ରଇ ଜାଗି ନାପାର୍‌ଲାସ୍‌ନି?
38 Wachet und betet, damit ihr nicht in Versuchung fallet. Der Geist ist willig; doch das Fleisch ist schwach."
୩୮ତମେ ଜେନ୍ତିକି ପରିକାର୍‌ ପାନ୍ଦେ ନ ଅଦର୍‌ବାପାଇ ଜାଗି ରଇକରି ପାର୍‌ତନା କରା । ମନ୍‌ କର୍‌ବି ବଲି ମନ୍‍ କଲାନି ମାତର୍‌ ଗାଗଡ୍‌ ନିଚ୍‌ଲାନି ।”
39 Dann ging er wieder hin und betete mit denselben Worten.
୩୯ଜିସୁ ଆରିତରେକ୍‌ ଜାଇକରି ଆଗ୍‌ତୁର୍‌ ପାରା କଇକରି ପାର୍‌ତନା କଲା ।
40 Er kam zurück und fand sie wieder schlafend; denn ihre Augen waren schwer geworden; sie wußten nicht, was sie zu ihm sagen sollten.
୪୦ତାର୍‌ପଚେ ସେ ସିସ୍‌ମନର୍‌ ଲଗେ ଆରି ତରେକ୍‌ ବାଉଡି ଆସି ଦେକ୍‌ଲା । ସେମନ୍‌ ଆରିତରେକ୍‌ ସଇଦେଇରଇଲାଇ । ସେମନର୍‌ ଆଁକିତେଇ ଗୁନ୍‌ ଡାବି ଆଇତେରଇଲାଜେ ସେମନ୍‌ ଜିସୁକେ କାଇବଲି ମିସା କଇବାକେ ଜାନି ନାପାର୍‌ଲାଇ ।
41 Als er zum drittenmal kam, sprach er zu ihnen: "Noch schlafet ihr und ruhet. Nun ist es soweit. Die Stunde ist gekommen, da der Menschensohn in die Hände der Sünder überliefert wird.
୪୧ଏନ୍ତି ତିନ୍‌ତର୍‌ ପାର୍‌ତନା କରି ସାରାଇଲାପଚେ ଜିସୁ ସିସ୍‌ମନର୍‌ଲଗେ ଆରିତରେକ୍‌ ବାଉଡି ଆଇଲା ଆରି ସେମନ୍‌କେ କଇଲା, “ଏବେଜାକ ତମେ ପୁଣ୍ଡିକରି ସଇଦେଇ ଆଚାସ୍‌? ଏତ୍‌କି ଅଇସିବେ, ଏବେ ନର୍‌ପିଲା ମକେ, ପାପି ଲକ୍‌ମନର୍‌ ଆତେ ଦାରାଇଦେବା ବେଲା ଆସି କେଟ୍‌ଲା ।
42 Steht auf und laßt uns gehen. Seht, mein Verräter naht."
୪୨ଉଟା ଆମେ ଜୁବେ । ଏଦେ ଦେକା! ମକେ ସତ୍‌ରୁମନ୍‍କେ ଦାରାଇ ଦେବା ଲକ୍‌ ଆଇଲାଆଚେ ।” ବଲି କଇଲାଇ ।
43 Noch sprach er so, da kam schon Judas, einer aus den Zwölfen, mit ihm ein Haufen mit Schwertern und mit Prügeln im Auftrag der Oberpriester, der Schriftgelehrten und der Ältesten.
୪୩ସେ ଦାପ୍‌ରେ ଜିସୁ ଏ କାତା କଇବାବେଲା, ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଜେକି ଇସ୍‌କାରିୟତ୍‌ ଜିଉଦା ଆସି କେଟ୍‌ଲା । ଆରି ତାର୍‌ ସଙ୍ଗ୍‌ ବେସି ଲକ୍‌ମନ୍‌ ରଇଲାଇ । ସେ ଲକ୍‌ମନର୍‌ ଆତେ କାଣ୍ଡା ଆରି ଟେଙ୍ଗ୍‌ ଦାରିରଇଲାଇ । ସେ ଲକ୍‌ମନ୍‌କେ ମୁକିଅ ପୁଜାରିମନ୍‌, ନିୟମ୍‌ ସିକାଇବା ଲକ୍‌ମନ୍‌ ଆରି ମୁକିଅ ଜିଉଦି ନେତାମନ୍‌, ପାଟାଇ ରଇଲାଇ ।
44 Sein Verräter hatte mit ihnen ein Zeichen verabredet: "Der, den ich küssen werde, ist es. Den packt und führt ihn vorsichtig weg."
୪୪ସତ୍‌ରୁମନର୍‌ ଆତେ ଦାରାଇଦେବା ଇସ୍‌କାରିୟତ୍‌ ଜିଉଦା ଜିସୁକେ ଦେକାଇଦେବାକେ ଏନ୍ତି ଗଟେକ୍‌ ଚିନ୍‌ କଇରଇଲା, “ମୁଇ ଜନ୍‌ ଲକ୍‌କେ ଚୁମ୍‌ବି, ସେ ଆକା ଜିସୁ । ତମେ ତାକେ ବନ୍ଦିକରି ଜାଗରତ୍‌ ସଙ୍ଗ୍‍ ଦୁରିକେ ଦାରିଜାଇସା ।”
45 Er ging sofort auf Jesus zu und sagte zu ihm: "Sei gegrüßt, Rabbi!" und küßte ihn gar innig.
୪୫ସେମନ୍‌ ତେଇ ଆସିକରି କେଟ୍‌ଲା ଦାପ୍‌ରେ, ଇସ୍‌କାରିୟତ୍‌ ଜିଉଦା ଜିସୁର୍‌ ଲଗେ ଜାଇକରି “ଏ ଗୁରୁ, ଜୁଆର୍‌!” ବଲିକରି ଚୁମ୍‌ଲା ।
46 Sie aber legten Hand an Jesus und ergriffen ihn.
୪୬ସେବେଲା ସେଲକ୍‌ମନ୍‌ ଜିସୁକେ ଦାରି ବନ୍ଦିକରି ନେବାବେଲେ,
47 Doch einer von denen, die in der Nähe standen, zog sein Schwert und schlug den Knecht des Hohenpriesters und hieb ihm ein Ohr ab.
୪୭ସେ ଲଗେ ଟିଆଅଇରଇଲା ଜିସୁର୍‌ ଗଟେକ୍‌ ସିସ୍‌ ତାର୍‌ କାଣ୍ଡା ବେଟି ମୁକିଅ ପୁଜାରିର୍‌ ଗତି ଦାଙ୍ଗ୍‌ଡାର୍‌ ଉଜା କାନ୍‌ କାଟିଦେଲା ।
48 Und Jesus sprach zu ihnen: "Wie gegen einen Räuber seid ihr ausgezogen, mit Schwertern und Prügeln, um mich zu ergreifen.
୪୮ଜିସୁ ସେ ଲକ୍‌ମନ୍‌କେ ପାଚାର୍‌ଲା, “ମୁଇ କାଇ ଗଟେକ୍‌ ଅପ୍‌ରାଦି ଲକ୍‌ କି, ତମେ କାଣ୍ଡା ଆରି ଟେଙ୍ଗ୍‌ମନ୍‌ ଦାରି ମକେ ନେବାର୍‌ ଆସିଆଚାସ୍‌?
49 Tag für Tag war ich bei euch im Tempel, wo ich lehrte, und ihr habt mich nicht ergriffen. Jedoch es sollen sich die Schriften erfüllen."
୪୯ସବୁ ଦିନ୍‌ ମୁଇ ପାର୍‌ତନା ଗର୍‌ମନ୍‌କେ ସିକାଇଦେବା ବେଲେ ମୁଇ ତମର୍‌ ସଙ୍ଗ୍‌ ରଇଲି । ମାତର୍‌ ସେବେଲେ ମକେ ଦାରାସ୍‌ନାଇ । ମାତର୍‌ ପର୍‌ମେସରର୍‌ ସାସ୍‌ତରେ ଜେନ୍ତି ଲେକାଅଇରଇଲା ସେଟା ସବୁ ସତ୍‌ ଅଇବାକେସେ ଏନ୍ତି ଅଇଲାଆଚେ ।”
50 Jetzt ließen ihn alle seine Jünger im Stich und flohen.
୫୦ସେବେଲା ଜିସୁର୍‌ ସିସ୍‌ମନ୍‌ ତାକେ ଚାଡି ଉଟିପାଲାଇଲାଇ ।
51 Ein Jüngling, der ein Linnentuch auf bloßem Leibe trug, folgte ihm. Da packte man ihn.
୫୧ମାତର୍‌ ସେବେଲା ଗଟେକ୍‌ ଦାଙ୍ଗ୍‌ଡା ଅବ୍‌କା ପାତଲ୍‌ ଚାଦର୍‌ ଡାବିଅଇ ଜିସୁର୍‌ ପଚେ ପଚେ ଜାଇତେରଇଲା । ଲକ୍‌ମନ୍‌ ତାକେ ବନ୍ଦିକର୍‌ବାକେ ଚେସ୍‌ଟା କଲାଇକେ
52 Er aber ließ das Linnentuch fahren und floh vor ihnen nackt.
୫୨ସେ ଦାଙ୍ଗ୍‌ଡା ପାତଲ୍‌ ଚାଦର୍‌ ଚାଡିକରି ଡୁମ୍‌ଣ୍ଡା ଉଟିପାଲାଇଲା ।
53 Sie führten Jesus zum Hohenpriester, bei dem sich alle versammelten, die Oberpriester und die Ältesten und Schriftgelehrten.
୫୩ପଚେ ସେ ଲକ୍‌ମନ୍‌ ଜିସୁକେ ସବୁର୍‌ଟାନେଅନି ବଡ୍‌ପୁଜାରିତେଇ ଦାରିଗାଲାଇ । ମୁକିଅ ପୁଜାରିମନ୍‌, ପାର୍‌ଚିନ୍‌ମନ୍‌ ଆରି ନିୟମ୍‌ ଗୁରୁମନ୍‌ ସବୁଲକ୍‌ ଗଟେକ୍‌ ତେଇ ରୁଣ୍ଡ୍‌ଲାଇ ।
54 Petrus folgte ihm von ferne bis in den Hof des Hohenpriesters hinein. Dort setzte er sich bei den Dienern nieder und wärmte sich am Feuer.
୫୪ପିତର୍‌ ଜିସୁର୍‌ ଟାନେଅନି ଦୁରିକେ ରଇ ତାର୍‌ ପଚେ ପଚେ ଗାଲା ଆରି ମୁକିଅ ପୁଜାରିର୍‌ ଡାଣ୍ଡ୍‌ବିତ୍‌ରେ ଗାଲା । ଜାଗୁଆଲ୍‌ମନର୍‌ ସଙ୍ଗ୍‌ ବସିକରି ଜଇ ଚେକ୍‌ତେରଇଲା ।
55 Die Oberpriester, das heißt der ganze Hohe Rat, suchten nach einem Zeugnis gegen Jesus, um ihn in den Tod zu bringen. Sie fanden aber keines,
୫୫ତେଇ ମୁକିଅ ପୁଜାରିମନ୍‌ ଆରି ବିଚାର୍‌ କର୍‌ବା ଜିଉଦି ନେତାମନ୍‌ ଜିସୁକେ ମର୍‌ବା ଡଣ୍ଡ୍‌ ଦେବାକେ ତାର୍‌ ବିରଦେ ସାକି କଜ୍‌ତେରଇଲାଇ । ମାତର୍‌ ସାକି ଦେବାକେ କେ ମିସା ମିଲତ୍‌ନାଇ ।
56 obwohl gar viele falsches Zeugnis über ihn abgaben; ihr Zeugnis stimmte nicht zusammen.
୫୬ବେସି ଲକ୍‌ମନ୍‌ ଆସିକରି ଜିସୁର୍‌ ବିରଦେ ମିଚ୍‌ ସାକି କଇଲାଇ, ମାତର୍‌ ସେମନ୍‌ ସବୁଲକ୍‌ ବିନ୍‌ ବିନ୍‌ ରକାମର୍‌ କାତା କଇଲାଇ ।
57 Dann traten einige noch auf und sagten als falsche Zeugen gegen ihn:
୫୭ସାରାସାରି କେତେ ଲକ୍‌ ଉଟିକରି ତାର୍‌ ବିରଦେ ମିଚ୍‌ ସାକି ଦେଇ ଏନ୍ତି କଇଲାଇ,
58 "Wir haben diesen sagen hören: 'Ich reiße diesen Tempel hier, der mit Händen erbaut wurde, nieder und baue innerhalb drei Tagen einen anderen auf, der nicht mit Händen erbaut wird.'"
୫୮“ଲକ୍‌ମନ୍‌ ତିଆର୍‌କଲା ଏ ପର୍‌ମେସରର୍‌ ମନ୍ଦିର୍‍ ମୁଇ ବାଙ୍ଗାଇ ଦେଇ, ସେଟା ତିନ୍‌ ଦିନ୍‌ ବିତ୍‌ରେ ଆରି ତିଆର୍‌କରିଦେବି, ଜନ୍‌ଟାକି ଲକ୍‌ମନ୍‌ ତିଆର୍‌ ନ କରିରଅତ୍‌ ବଲି ସେ କଇବା ଏ କାତା ଆମେ ସୁନିଆଚୁ ।”
59 Doch auch so stimmte, was sie sagten, nicht zusammen.
୫୯ମାତର୍‌, ଏନ୍ତି ବଇଲେମିସା ଏ ଲକ୍‌ମନ୍‌ କାଇ କାଇ ବିସଇ ସବୁ କଇତେରଇଲାଇ, ସେଟା, ଗଟେକ୍‌ ଲକର୍‌ କାତା ଆରି ଗଟେକ୍‌ ଲକର୍‌ କାତା ସଙ୍ଗ୍‌ ନ ମିସ୍‌ତେରଇଲା ।
60 Da trat der Hohepriester mitten hin und fragte Jesus: "Weißt du denn gar nichts zu erwidern? Was bezeugen doch diese gegen dich?"
୬୦ତାର୍‌ପଚେ ସବୁଲକର୍‌ ଆଗ୍‌ତୁ ବଡ୍‌ ପୁଜାରି ଟିଆଅଇକରି ପାଚାର୍‌ଲା, “ଏ ଲକ୍‌ମନ୍‌ ତର୍‌ ବିରଦେ କେତେ କାତା କଇଲାଇନି, ସେ ବିସଇନେଇ ତକେ କାଇଟା ମିସା କଇବାର୍‌ ଆଚେ କି?”
61 Er aber schwieg und gab ihm keine Antwort. Und wieder fragte ihn der Hohepriester: "Bist du der Christus, der Sohn Gottes des Hochgelobten?"
୬୧ମାତର୍‌ ଜିସୁ ଚିମ୍‌ରା ଅଇକରି ରଇଲା, କାଇଟା ମିସା କଏନାଇ । ବଡ୍‌ପୁଜାରି ଜିସୁକେ ଆରି ତର୍‍ ପାଚାର୍‌ଲା, “ତୁଇ କାଇ ପୁଜା ପାଇବା ପର୍‌ମେସରର୍‌ ପଅ କିରିସ୍‌ଟ କି?”
62 Und da sprach Jesus: "Ich bin es. Ihr werdet den Menschensohn zur Rechten des Allmächtigen Gottes sitzen und auf den Wolken des Himmels kommen sehen."
୬୨ଜିସୁ କଇଲା, “ଉଁ, ମୁଇ ସେ । ଆରି ନର୍‌ପିଲା ମୁଇ, ପର୍‌ମେସରର୍‌ ବେସି ବପୁର୍‌ ଉଜା ଆତ୍‌ ବାଟେ ବସିରଇଲାଟା ଆରି ସରଗର୍‌ ମେଗେ ଆଇବାଟା ଦେକ୍‌ସା ।”
63 Da zerriß der Hohepriester seine Kleider und rief: "Was brauchen wir noch Zeugen?
୬୩ବଡ୍‌ ପୁଜାରି ଏ କାତା ସୁନିକରି ବେସି ରିସାଅଇଜାଇ ତାର୍‌ ନିଜର୍‌ ପଚିଆ ଚିରିପାକାଇଲା ଆରି ସବୁଲକ୍‌ମନ୍‌କେ କଇଲା, “ଆମ୍‌କେ ଆରି କାଇ ସାକି ଦର୍‌କାର୍‌?”
64 Ihr habt die Lästerung gehört. Was dünkt euch?" Und alle sprachen ihn des Todes schuldig.
୬୪“ସେ ପର୍‌ମେସରର୍‌ ପିଲା ବଲିକରି କଇଲାଟା ତମେ ସୁନିଆଚାସ୍‌ । ଏବେ ତମେ କାଇଟା ବଲି ବାବ୍‌ଲାସ୍‌ନି?” ତେଇ ସବୁ ଲକ୍‌ମନ୍‌ ଜିସୁକେ ଦସି କରାଇ, ତାକେ ମର୍‌ବା ଡଣ୍ଡ୍‌ ମିଲ ବଲି କଇଲାଇ ।
65 Alsdann begannen einige, ihn anzuspeien, sein Antlitz zu verhüllen, ihm Stockschläge zu geben und ihm zuzurufen: "Weissage!" Und auch die Diener fielen über ihn her.
୬୫ତେଇ ରଇଲା କେତେ ଲକ୍‌ମନ୍‌ ତାର୍‌ ଉପ୍‌ରେ ତୁକ୍‌ବାର୍‌ ଦାର୍‌ଲାଇ । କେତେଲକ୍‌ମନ୍‌ ତାର୍‌ ମୁଏଁ ଡାବିକରି ତାକେ ବିଦାସଙ୍ଗ୍‌ ମାର୍‌ଲାଇ । ତାକେ କିଜାଇକରି କଇଲାଇ, “ତୁଇ ଜଦି ପର୍‌ମେସରର୍‌ କାତା କଇବା ବବିସତ୍‌ବକ୍‌ତା ବଇଲେ, ତକେ କେ ମାର୍‌ଲା କ?” ପଚେ ସନିଅମନ୍‌ ତାକେ ଦାରିଜାଇକରି ମାର୍‌ଲାଇ ।
66 Indes befand sich Petrus im Hofe draußen. Da kam eine von den Mägden des Hohenpriesters;
୬୬ପିତର୍‌ ମଜାଡାଣ୍ଡେ ଟିଆଅଇଲାବେଲେ ବଡ୍‌ ପୁଜାରିର୍‌ ଗତି ଦାଙ୍ଗ୍‌ଡି ତେଇ ଆଇଲା ।
67 sie sah den Petrus, der sich wärmte, schaute ihm ins Gesicht und sprach: "Auch du warst bei Jesus, dem Nazarener."
୬୭ପିତର୍‌ ଜଇ ଚେକ୍‌ବାବେଲେ ତାକେ ନିମାନ୍‌ ଦେକିକରି କଇଲା, “ତୁଇମିସା ନାଜରିତର୍‌ ଜିସୁର୍‌ ସଙ୍ଗ୍‌ ରଇଲୁସ୍‌ ।”
68 Er aber leugnete und sagte: "Ich weiß nicht und verstehe nicht, was du redest." Er ging alsdann zur Vorhalle hinaus, und schon krähte der Hahn.
୬୮ମାତର୍‌ ପିତର୍‌ ତାକେ କଇଲା, “ସେଟା ମୁଇ ନଇ, ମୁଇ କେବେ ମିସା ଜିସୁର୍‌ ସଙ୍ଗ୍‌ ରଇନାଇ, ତମେ କାଇଟା କଇଲାସ୍‌ନି ମୁଇ ନାଜାନି ।” ତାର୍‌ପଚେ ପିତର୍‌ ଡାଣ୍ଡେ ପୁର୍‌ବା ବାଟେ ଉଟିଗାଲା ।
69 Wie ihn die Magd da sah, fing sie noch einmal an und sprach zu denen, die dort standen. "Auch der gehört zu ihnen."
୬୯ଆରି ତରେକ୍‌ ଗତିଦାଙ୍ଗ୍‌ଡି ପିତର୍‌କେ ଦେକି ତେଇ ଟିଆଅଇଲା ଲକ୍‌ମନ୍‌କେ କଇଲା, “ଏ ଲକ୍‌ ମିସା ଜିସୁର୍‌ ଦଲେଅନି ଗଟେକ୍‌ ଲକ୍‌ ।”
70 Er leugnete es abermals. Nach einer kleinen Weile sagten die Umstehenden nochmals zu Petrus: "Sicherlich gehörst du auch zu ihnen; du bist ja auch ein Galiläer."
୭୦ମାତର୍‌ ପିତର୍‌ ଆରିତରେକ୍‌ କଇଲା, “ଏ କାତା ମୁଲ୍‍କେ ସତ୍‌ ନାଇ ।” ଆରି କେତେପର୍‌ ଗାଲା ପଚେ, ତେଇ ରଇଲା ଲକ୍‌ମନ୍‌ “ତୁଇ ସେମନର୍‌ ମାନ୍ଦାଇ ରଇଲୁସ୍‌ ଆକା, ତୁଇ ଗଟେକ୍‌ ଗାଲିଲି ଅନି ଆଇଲା ଲକ୍‌ ପାରା ଡିସ୍‍ଲୁସ୍‌ନି ।” ବଲି କଇଲାଇ ।
71 Da fing er an zu fluchen und zu schwören: "Ich kenne diesen Menschen nicht, von dem ihr redet."
୭୧ମାତର୍‌ ପିତର୍‌ ସାଇପ୍‌ ଦେଇ ରାନ୍‌ ପାକାଇ କଇଲା, “ମୁଇ ପର୍‌ମେସରର୍‌ ନାଉଁ ଦାରି ପର୍‌ମାନ୍‌ କରି କଇଲିନି, ତମେ କାର୍‌ କାତା କଇଲାସ୍‌ନି, ମୁଇ ତାକେ ମୁଲ୍‌କେ ନାଜାନି ।”
72 Da krähte gleich darauf der Hahn ein zweitesmal. Und nun erinnerte sich Petrus des Wortes Jesu, als er zu ihm sprach: "Noch vor dem zweiten Hahnenschrei wirst du mich dreimal verleugnet haben." Und er brach in Tränen aus.
୭୨ପିତର୍‌ ଏ କାତା କଇଲା ଦାପ୍‌ରେ କୁକ୍‌ଡା ଦୁଇତର୍‌ ଡାକ୍‌ଲା । ଜିସୁ କଇରଇବା ସବୁ କାତା ପିତର୍‌ ଏତାଇଲା । ଜିସୁ କଇରଇଲା, କୁକ୍‌ଡା ଦୁଇତର୍‌ ଡାକ୍‌ବା ଆଗ୍‌ତୁ ତୁଇ ମକେ ତିନ୍‌ ତର୍‌ ନାଜାନି ବଲିକରି କଇସାରାଇରଇସୁ ବଲି । ତାର୍‌ପଚେ ପିତର୍‌ ବେସି ଦୁକ୍‌କରି କାନ୍ଦ୍‌ବାର୍‌ ଦାର୍‌ଲା ।

< Markus 14 >