< ମାର୍‌କ 2 >

1 ଉଡ଼ିସି ଇଡ଼ିଙ୍ଗ୍ ଜିସୁ କପର୍ନାହୂମ ଅରିଆ ଆଣ୍ତେ ୱିଗ୍‌କେ । ଜିସୁ ଡୁଆ ୱିଗ୍‌ଗେ ଡାଗ୍‌ଚେ ଉଡ୍ରା ଡିଙ୍ଗ୍‌ୱେଗେ ।
କେତେକ ଦିନ ଉତ୍ତାରେ ଯୀଶୁ ପୁନର୍ବାର କଫର୍ନାହୂମରେ ପ୍ରବେଶ କରନ୍ତେ ସେ ଗୃହରେ ଅଛନ୍ତି ବୋଲି ଜନରବ ହେଲା।
2 ଗୁଲେ ରେମୁଆଁ ଜିସୁନେ ସାମୁଆଁ ଦ୍ରିଗ୍‌ନ୍‌ସା ରିସିଙ୍ଗ୍‌ ଆର୍‌କେ । ଡୁଆ ଲେଃ ବାଜାର୍‌ ଆଣ୍ଡିଅରିଆ ଡିଗ୍ ତୁଆଁନ୍‌ସା ଟାନ୍‌ ଆଲେଃକେ ଣ୍ଡୁ । ଜିସୁ ରେମୁଆଁଇଙ୍ଗ୍‌ନେ ଅରିଆ ବାଇର୍‌ନେ ମୁଲେକେ ।
ସେଥିରେ ଏତେ ଲୋକ ଏକତ୍ର ହେଲେ ଯେ, ଦ୍ୱାର ପାଖରେ ସୁଦ୍ଧା ଆଉ ସ୍ଥାନ ରହିଲା ନାହିଁ, ପୁଣି, ସେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରିବାକୁ ଲାଗିଲେ।
3 ଆତେନ୍‌ ବେଲା ଉଡ଼ି ରେମୁଆଁ ମେଁ ଡାଗ୍ରା ମୁଇଙ୍ଗ୍‌ ପକ୍ଷାଗାତ୍‌ ଡିଙ୍ଗ୍‌ଲେଃକ୍ନେ ରେମୁଆଁକେ ଡୁଂପାଙ୍ଗ୍‌ଆର୍କେ । ରଗିକେ ଅଁଣ୍ଡ୍ରୁଆ ରେମୁଆଁ ଡୁଂ ରାଙ୍ଗ୍‍ପାଙ୍ଗ୍‌ଆର୍‌କେ ।
ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକୁ ଚାରି ଜଣଙ୍କ ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ,
4 ରେମୁଆଁ ଜାବର୍ ଗହଲି ଡିଙ୍ଗ୍‌ୱେଲେଃଲା ମେଁଇଙ୍ଗ୍‌ ରଗିକେ ଜିସୁନେ ଡାଗ୍ରା ଡୁଂପାଙ୍ଗ୍ ଆୟାଆର୍‌କେ ଣ୍ତୁ । ତେସା ମେଁଇଙ୍ଗ୍‌ ଜିସୁ ଲେକ୍ନେ ଡୁଆନେ ବ୍ଲେସାଂ ଆପ୍ଲଗ୍‌ଚେ ଆରି କଟ୍‌ନ୍ନିଆ ଡୁଲେଗ୍‌ଲେଃକ୍ନେ ପକ୍ଷାଘାତ ରଗିକେ ଆତେନ୍‌‌ ପ୍ଲଗ୍‌ ପାକା ଜିସୁ ଲେଃକ୍ନେ ଟାନ୍ଅରିଆ ବୁନ୍ଦେ ଆଃଜାର୍‍ ବିଆର୍‌କେ ।
କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇଦେଲେ।
5 ଜିସୁ କେକେ ଜେ, ଆତେନ୍‌ ରେମୁଆଁଇଂନେ ଜାବର୍‌ ବିସ୍‌ବାସ୍‌ ଲେଃକେ । ତେଲା ଜିସୁ ପକ୍ଷାଗାତ୍‌ ରେମୁଆଁକେ ବାସଙ୍ଗ୍‌କେ, “ଅ ଗଡ଼େଅ, ନାଁନେ ପାପ୍ଇଂ କେମା ଆଃଡିଙ୍ଗ୍ ମ୍ବିଃଗେ ।”
ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା।”
6 ଆତ୍‌ଅରିଆ କଲେଃଆର୍‌କ୍ନେ ଉଃଡ଼ିରୁଆ ଦର୍ମ ଗୁରୁ ଆକେନ୍‌ ଅଁଚେ ମନେ ମନେ ବାଇର୍‌ ବାତା ଆର୍‌କେ ।
କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ,
7 “ଆକେନ୍ ରେମୁଆଁ ଦେକ୍‌ରକମ୍ ବାଲିର୍‌ବାତା ମେଃନ୍‌ସା ଡିଙ୍ଗ୍‌କେ? ମେଁ ଇସ୍‌ପର୍‌ନେ ବିରଦ୍‌ରେ ଦସ୍ ଡିଙ୍ଗ୍‌ଆର୍କେ! ଇସ୍‌ପର୍‌କେ ଆନ୍ତାର୍‌ଲା ପାପ୍ କେମା ଡିଂନେ ବିନ୍‌ ଜାଡିଗ୍‌ ଆୟାଆର୍ ଣ୍ତୁ?”
ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ବର ନିନ୍ଦା କରୁଅଛି; କେବଳ ଜଣଙ୍କ ବିନା, ଅର୍ଥାତ୍‍ ଈଶ୍ବରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?
8 ଦର୍ମ ଗୁରୁଇଂ ମେଁନେ ସାମୁଆଁରେ ବାବେଡିଙ୍ଗ୍‌କେ ଡାଗ୍‌ଚେ ଜିସୁ ଆତ୍ମାବାନ୍ ମ୍ୟା ଜଗ୍‌ତ୍ଲାଗ୍‌କେ । ତେଲା ଜିସୁ ଆମେଇଂକେ ବାଲିର୍‌କେ, “ପେ ସାପାରେ ବିତ୍ରେ ଏନ୍‌ ସାପା ସାମୁଆଁ ମେଃନ୍‌ସା ବାଲିର୍‌ବାତା ଡିଂପେଡିଂକେ ।”
ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କବିତର୍କ କରୁଅଛ?
9 ଏନ୍ ପକ୍ଷାଗାତ୍‌ ରଗ୍‍କେ ନାନେ ପାପ୍ ସାପା କେମା ଡିଂମ୍ୱିଗେ ଡାଗ୍‌ଚେ ବାସଙ୍ଗ୍‌ନେ ସଅଜ୍‌ ଲେଃ ତଡ଼ିଆ ନାନେ କଟ୍‌ ସାଚେ ୱେଲା ଡାଗ୍‌ନେ ସଅଜ୍‌?
କଅଣ ସହଜ? ପକ୍ଷାଘାତ ରୋଗୀକୁ ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା?
10 ଡାଗ୍‌ଲା ମଞ୍ଚ୍‌ପୁର୍‌ନେ ପାପ୍ ଲିବିସଃ ଡିଙ୍ଗ୍‌ନେସା ରେମୁଆଁ ଉଙ୍ଗ୍‌ଡେ ଜେ ନେଙ୍ଗ୍ ଆକେନ୍ ନେଙ୍ଗ୍‌ନେ ଅଦିକାର୍ ଲେଃକେ । “ଆକେନ୍ ନେଙ୍ଗ୍ ପାର୍‌ମାନ୍ ଡିଙ୍ଗ୍ଇଁୟାଏ ।” ଆତ୍‌ବାନ୍ ଜିସୁ ପକ୍ଷାଘାତ ରଗ୍ ରେମୁଆଁକେ ବାସଙ୍ଗ୍‌କେ ।
କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ,
11 “ନେଙ୍ଗ୍ ଆନାକେ ବାସଙ୍ଗ୍‌ ଣ୍ଡିଙ୍ଗ୍‍କେ ତଡ଼ିଆ ସିଙ୍ଗ୍‌ଲା ସାଚେ ଆରି ଡୁଆ ୱିଗ୍‌ଲା ।”
“ମୁଁ ତୁମ୍ଭକୁ କହୁଅଛି, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ।”
12 ଆତେନ୍‌ ଦାପ୍ରେ ପକ୍ଷାଘାତ ରେମୁଆଁ ତୁଆଁକେ । ସିଙ୍ଗ୍‌ଲା ସାଚେ ଆରି ଡୁଆ ବିତ୍ରେବାନ୍‌ ବାଜାର୍‌ ତାର୍‌ଗେ । ସାପା ରେମୁଆଁ ଆମେକେ କେ ଆର୍‌କେ । ମେଁଇଙ୍ଗ୍‌ ଇରିଆଃତୁଗ୍ ୱେଆର୍‌ଗେ ଆରି ଇସ୍‌ପର୍‌ନେ ଅସ୍‌ମାର୍ ସାର୍‌ଆର୍‌କେ । ମେଁଇଙ୍ଗ୍‌ ବାଲିର୍‌ଆର୍‌କେ, “ନେ ସାପାରେ ଦେଃକେନ୍ ଇରିଆଃତୁଗ୍‍ ଗଟ୍‌ନା ଅଃନାଡିଗ୍ କେ ନେଲେଃଗେ ଣ୍ଡୁ ।”
ସେଥିରେ ସେ ଉଠି ତତ୍‌କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ଭିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ।
13 ଆରି ମୁଇଙ୍ଗ୍‌ ତର୍ ଜିସୁ ଗାଲିଲୀ କେଣ୍ତିଆ ପାକା ବିଚେ ୱେଗେ । ଗୁଲେ ରେମୁଆଁ ମେଁ ଡାଗ୍ରା ପାଙ୍ଗ୍‌ଆର୍‌କେ । ଜିସୁ ଆମେଇଂକେ ଗ୍ୟାନ୍ ବିକେ ।
ଯୀଶୁ ପୁନର୍ବାର ସମୁଦ୍ରକୂଳକୁ ବାହାରିଗଲେ, ଆଉ ଲୋକସମୂହ ତାହାଙ୍କ ନିକଟକୁ ଆସନ୍ତେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।
14 ଜିସୁ ଉଇଗ୍‌ନେ ବେଲା ସିସ୍ତୁ ସାଲ୍ୟାଃନେ ଜାଗାନ୍ନିଆ କ ଲେଃକ୍ନେ ଆଲଫିନେ ଉଙ୍ଗ୍‌ଡେ ଲେବୀକେ କେଚେ ମେଁ ବାଲିର୍‌କେ, “ନେଙ୍ଗ୍ ପ୍ଲା ପାଙ୍ଗ୍‌ଲା ।” ଇଡ଼ିଙ୍ଗ୍ ଲେବୀ ତୁଆଁକେ ଆରି ଜିସୁନେ ପ୍ଲା ୱେଗେ ।
ପୁଣି, ସେ ଯାଉ ଯାଉ ଆଲଫିଙ୍କ ପୁତ୍ର ଲେବୀଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ।
15 ଇଡ଼ିଙ୍ଗ୍ ଜିସୁ ଆରି ମେଁନେ ସିସ୍‌ଇଙ୍ଗ୍‌ ଲେବୀନେ ଡୁଆ ଚୁଚଙ୍ଗ୍‌ନେ ବେଲା ମେଁଇଙ୍ଗ୍‌ ଏଃତେ ଗୁଲେ ସିସ୍ତୁ ସାଲିଆଣ୍ଡ୍ରେ ଆରି ବିନ୍ ପାପିଇଙ୍ଗ୍‌ ଡିଗ୍ ଚଙ୍ଗ୍‌ ଆର୍‌ଡିଂକେ । ଜିସୁନେ ପ୍ଲା ପାଙ୍ଗ୍‌କ୍ନେ ଗୁଲେ ରେମୁଆଁ ଡିଗ୍ ଆତ୍‌ଅରିଆ ଲେଃଆର୍‌କେ ।
ଆଉ ଯୀଶୁ ତାହାଙ୍କ ଗୃହରେ ଭୋଜନ କରିବାକୁ ବସିବା ସମୟରେ ଅନେକ କରଗ୍ରାହୀ ଏବଂ ପାପୀ, ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ; କାରଣ ସେମାନେ ଅନେକ ଥିଲେ ପୁଣି, ତାହାଙ୍କର ଅନୁଗମନ କରୁଥିଲେ।
16 ଜିସୁ ସିସ୍ତୁ ସାଲିଆଣ୍ଡ୍ରେ ଆରି ବିନ୍‌ ପାପ୍ ରେମୁଆଁଇଙ୍ଗ୍‌ ଏଃତେ କଚେ ଚଙ୍ଗ୍‌ଡିଙ୍ଗ୍‌କ୍ନେ କେକେ । ପାରୁସିଇଂନେ ଦଲ୍‌ବାନ୍ ଉଃଡ଼ିରୁଆ ସାସ୍ତ୍ରିଇଂ ଜିସୁନେ ସିସ୍‌‍ଇଙ୍ଗ୍‌କେ ସାଲ୍ୟାକୁଆର୍‌କେ, “ଜିସୁ ସିସ୍ତୁ ସାଲିଆଣ୍ଡ୍ରେ ଆରି ବିନ୍‌ ପାପିଇଂ ଏଃତେ ମେଃନ୍‌ସା ଚୁଚଙ୍ଗ୍‌ଡିଂକେ?”
ସେ ପାପୀ ଓ କରଗ୍ରାହୀମାନଙ୍କ ସହିତ ଭୋଜନ କରୁଅଛନ୍ତି, ଏହା ଦେଖି ଫାରୂଶୀ-ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ଏ କଅଣ? ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି!
17 ଜିସୁ ଆକେନ୍ ଅଁଚେ ଆମେଇଂକେ ବାସଙ୍ଗ୍‌କେ, “ନିମାଣ୍ତା ରେମୁଆଁକେ ଗଦାର୍ ଦରକାର୍‌ ଣ୍ତୁ ମାତର୍‌‌ ରଗ୍ ସାଃଲେକ୍ନେ ରେମୁଆଁକେ ଗଦାର୍ ଦରକାର୍‌ । ନେଙ୍ଗ୍ ଦରମ୍ କରମ୍‌ ରେମୁଆଁକେ ବାସଙ୍ଗ୍‌ ନ୍‌ସା ପାଙ୍ଗ୍ ନ୍ନାଲେଃକେ ଣ୍ଡୁ । ନେଙ୍ଗ୍ ସରାଃ ପାପ୍‌ ଡିଙ୍ଗ୍‌କ୍ନେ ରେମଆଁଇଂକେ ବାସଙ୍ଗ୍‌ ନ୍‌ସା ପାଙ୍ଗ୍‌ନ୍ଲେକେ ।”
ଯୀଶୁ ତାହା ଶୁଣି ସେମାନଙ୍କୁ କହିଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି; ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି।”
18 ଜହନ୍‌ନେ ସିସ୍ଇଂ ଆରି ଫାରୁଶୀଇଂ ଉପାସ୍‌ ଡିଙ୍ଗ୍ଆର୍‌ଡିଂନେ ବେଲା, ଉଡ଼ିରୁଆ ଜିସୁ ଡାଗ୍ରା ପାଙ୍ଗ୍‌ଚେ ବାସଙ୍ଗ୍‌କେ, “ଜହନ୍‌ନେ ଆରି ପାରୁସି‍ଇଂନେ ସିସ୍ଇଂ ଉପାସ୍‌ ଡିଙ୍ଗ୍ଆର୍‌ଡିଂକେ, ମାତର୍‌‌ ପେନେ ସିସ୍ଇଂ ମେଃନ୍‌ସା ଉପାସ୍‌ ଆଡିଙ୍ଗ୍ଆର୍‌ ଣ୍ଡୁ?”
ଯୋହନଙ୍କର ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ। ସେଥିରେ ସେମାନେ ଆସି ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?
19 ଜିସୁ ଉତର୍ ବିକେ, “ବିଏ ଟିକା ଡିଙ୍ଗ୍‌କ୍ନେ ବେଲା ଙ୍ଗିରେ ମାନ୍ଦାନେ ରେମୁଆଁଇଙ୍ଗ୍‌ ଉପାସ୍‌ ଆଲେଃଆର୍ ଣ୍ଡୁ, ଡାଗ୍‌ଲା ଙ୍ଗିରେ ମେଇଙ୍ଗ୍‌ ଏତେ ଲେଃଏ । ତେସା ଙ୍ଗିରେ ଆତ୍ ଲେଃଜାକ ମେଇଙ୍ଗ୍‌ କେଡ଼େସ ଆଲେଃଆର୍ ।”
ଯୀଶୁ ସେମାନଙ୍କୁ କହିଲେ, “ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରିପାରନ୍ତି? ବର ଯେପର୍ଯ୍ୟନ୍ତ ସେମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ ଉପବାସ କରିପାରନ୍ତି ନାହିଁ।
20 ମାତର୍‌‌ ବେଲା ପାଙ୍ଗ୍‌ଏ, ଙ୍ଗିରେକେ ମେଇଂନେ ବାନ୍ ସ୍ଲ ଡୁଂୱେଆର୍‌ଏ । ଆତେନ୍‌ ବେଲା ମେଇଙ୍ଗ୍‌ ଉପାସ୍‌ ଲେଃଆର୍‌ଏ ।
କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେହି ଦିନ ସେମାନେ ଉପବାସ କରିବେ।
21 “ଜାଣ୍ଡେ ବାୱିର୍ ପୁଆଃ ଅରିଆ ତ୍ମି ପୁଆଃ ବିଚେ ଆତଗ୍ଆର୍‌ ଣ୍ଡୁ । ଡାଗ୍‌ଲା ତ୍ମି ପୁଆଃନେ କନା କ୍ଲିଙ୍ଗ୍‌ଚେ ସକାକେ ଜାବର୍‌ ଆଃସ୍ୟାଃ ବିଃଏ ।”
କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ନୂଆ ତାଳି ପୁରୁଣା ଲୁଗାରୁ ବେଶି ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ଚିରା ହୁଏ।
22 ଦେତ୍ ରକମ୍ ଜାଣ୍ଡେ ଅଃନା ଡିଗ୍ ତ୍ମି ଅଙ୍ଗୁର୍ ରସ୍‌କେ ବାୱିର୍ ଉକ୍‌ସା ମୁନାଅରିଆ ଆବ ଣ୍ଡୁ । ତେଲା ଦେତ୍ ଡିଙ୍ଗ୍ଏ ତ୍ମି ଅଙ୍ଗୁର୍ ରସ୍ ବାୱିର୍‍ ଉକ୍‌ସା ମୁନାକେ ଆଃତେକ୍‌ପ୍ୟା ବିଃଏ ଆରି ଉକ୍‌ସାନେ ମୁନା ଏତେ ଅଙ୍ଗୁର୍ ରସ୍ ନାସେ ୱେଏ । ଆତେନ୍‌‌ସା ତ୍ମି ଅଙ୍ଗୁର୍ ରସ୍ ତ୍ମି ଉକ୍‌ସା ମୁନା ଅରିଆ ବ ଆର୍‌ଏ ।
ଆଉ କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ ନାହିଁ; ରଖିଲେ ତାହା କୁମ୍ପା ଫଟାଇଦିଏ, ପୁଣି, ଦ୍ରାକ୍ଷାରସ ଓ କୁମ୍ପା ଉଭୟ ନଷ୍ଟ ହୁଏ। କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖିବା ଉଚିତ।”
23 ପୁଣ୍ଡେନେ କେଲା ଜିସୁ ଗହମ୍ ଲିଜପାକା ୱେଡିଂଗେ । ମେଁନେ ସିସ୍ଇଂ ଡିଗ୍‌ ମେଁ ଏତେ ଆତେନ୍‌ ଗାଲି ୱେନେ ବେଲା ଜିସୁନେ ସିସ୍ଇଂ ଚୁଚଙ୍ଗ୍‌ସା ଗହମ୍‌ ଲିଜବାନ୍ ଗହମ୍ କେଡ଼୍‌କେ ଟିକ୍‌ଚିଆର୍‌କେ ।
ଥରେ ଯୀଶୁ ବିଶ୍ରାମବାର ଦିନରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ, ଆଉ ତାହାଙ୍କ ଶିଷ୍ୟମାନେ ଯାଉ ଯାଉ ଶସ୍ୟର ଶିଁଷା ଛିଣ୍ଡାଇବାକୁ ଲାଗିଲେ।
24 ଫାରୁଶୀଇଂ ଆତେନ୍‌‌ କେଚେ ଜିସୁକେ ବାଲିର୍‌ ଆର୍‌କେ, “କେଲାପା ପୁଣ୍ଡେନେ ଦିନା ମେଃଡିଗ୍ ଡିଙ୍ଗ୍‌ନେ ନିୟମ୍‌ ଣ୍ଡୁ, କୁକପାର୍ କେଲା ଦେଃକେନ୍ ସ୍ଲେ ଜିଉଦିନେ ନିୟମ୍‌ନ୍ନିଆ ଆବୁଲେ ଡିଙ୍ଗ୍ଏ ।”
ଏଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ,
25 ଜିସୁ ବାଲିର୍‌କେ, “ପେ ସାପାରେ ଦାଉଦ୍‌ନେ ସାମୁଆଁ ପଡ଼େ ପେଲେକେ ଜେ’ ମେଁ ଆରି ମେଁନେ ଏତେ ଲେଃକ୍ନେ ରେମଆଁ କେଡ଼େସଃ ଲେଃକ୍ନେ ବେଲା ଆରି ଚୁଚଙ୍ଗ୍‌ନେ ଦର୍‌କାର୍ ଲେକ୍ନେ ବେଲା ମେଁ ମେଃ ଡିଂବଗେ, ଆତେନ୍‌ ସାମୁଆଁ ପେ ଅଃନାଡିଗ୍ ପେ ପଡ଼େକେ?
ଏମାନେ କାହିଁକି ତାହା କରୁଅଛନ୍ତି? ଯୀଶୁ ସେମାନଙ୍କୁ କହିଲେ, “ଦାଉଦଙ୍କର ଅଭାବ ସମୟରେ ଯେତେବେଳେ ସେ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହୋଇଥିଲେ, ସେତେବେଳେ ସେ କଅଣ କରିଥିଲେ, ତାହା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?
26 ମ୍ନାପୁଜାରି ଅବିୟାଥା ଆରି ମେଁନେ ରେମୁଆଁ ଆଣ୍ଡେଇଂ କିଡ଼େସଃଲା, ଦାଉଦ୍ ଇସ୍‌ପର୍‌ନେ ମନ୍ଦିର୍‌ ବିତ୍ରେ ଗାଚେ ଇସ୍‌ପର୍‌କେ ବିଃବକ୍ନେ ବଲେ ଚଙ୍ଗ୍‌ଲେଃଗେ? ମୋଶାନେ ନିଅମ୍ ରକମ୍‍ ପୁଜାରିଇଂ ମାତର୍‌ ଆତେନ୍‌ ବଲେ ଆଃ ଚଙ୍ଗ୍ ୟାଆର୍‍ଏ । ଆମେଇଂକେ ଆନ୍ତାର୍ଚେ ଆରି ଆଜା ଡିଗ୍ ଆତେନ୍‌ ବଲେ ଚଙ୍ଗ୍‌ନେ ଅଦିକାର୍ ଣ୍ଡୁ । ଡାଗ୍ଲା ଦାଉଦ୍ ଆତେନ୍‌ ବଲେ ବାନ୍ ଇକୁଡ଼ା ଡିଗ୍ ମେଇଙ୍ଗ୍ ଏଃତେ ଲେଃକ୍ନେ ରେମୁଆଁଇଂକେ ଚଙ୍ଗ୍‌ନେ ବିଃ ବକେ ।”
ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ।”
27 ଇଡ଼ିଙ୍ଗ୍ ଜିସୁ ଫାରୁଶୀଇଂକେ ବାଲିର୍‌କେ, “ରେମୁଆଁଇଂକେ ସାଇଜ ଡିଙ୍ଗ୍‌ନେସା ପୁଣ୍ଡେନେ ଦିନା ଆଃରେ ବ ଆର୍‌କେ । ରେମୁଆଁ ପୁଣ୍ଡେନେନ୍‌ସା ତିଆର୍ ଆଡିଙ୍ଗ୍‌କେ ଣ୍ଡୁ ।
ଆଉ ସେ ସେମାନଙ୍କୁ କହିଲେ, “ବିଶ୍ରାମବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇ ନାହିଁ।
28 ଡେକ୍‌ରକମ୍‌ କି ଇସ୍‌ପର୍‌ ଉଙ୍ଗ୍‌ଡେ ସାନ୍ତା କାଲାନେ ମାପ୍ରୁ ଡିଂଲେଃକେ ।”
ତେଣୁ ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ ଅଟନ୍ତି।”

< ମାର୍‌କ 2 >