< ଲୁକ୍‌ 19 >

1 ଇଡ଼ିଙ୍ଗ୍ ଜିସୁ ଯିରୀହୋନ୍ନିଆ ଗାଚେ ଆତେନ୍‌ ଗାଲି ବିଚେ ୱେଡିଙ୍ଗ୍‍ଗେ ।
ପରେ ଯୀଶୁ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ।
2 ଆରି କେଲା ଜଖିୟ ମ୍ନିରେ ମୁଇଙ୍ଗ୍ ରେମୁଆଁ ଲେଃଗେ ମେଁ ମୁଇଙ୍ଗ୍ ମ୍ନା ସିସ୍ତୁ ସାଲ୍ୟାଣ୍ଡ୍ରେ ଆରି ସାଉକାର୍ ରେମୁଆଁ ।
ଆଉ ଦେଖ, ସେଠାରେ ଜଖୀୟ ନାମରେ ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କର ଆଦାୟକାରୀ ଓ ଧନୀ ଲୋକ।
3 ଜିସୁ ଜାଣ୍ଡେ ଆତେନ୍‌ କେନ୍‍ସା ମେଁ ଚେସ୍‌ଟା ଡିଙ୍ଗ୍ ଡିଙ୍ଗ୍‌ଗେ ମାତର୍‌ ରେମୁଆଁଇଂନେ ଜବର୍ ଗ‍ଅଲି ନ୍‌ସା କିକେ ଆୟାକେ ଣ୍ଡୁ ଡାଗ୍ଲା ମେଁ ଡ୍ଲେଃ ଲେଃଗେ ।
ଯୀଶୁ କିଏ, ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁ ନ ଥିଲେ, କାରଣ ସେ ବାଙ୍ଗର ଥିଲେ।
4 ଦେକ୍‌କେ ମେଁ ରେମୁଆଁଇଂନେ ସେନୁଗ୍ ୱିର୍‌ ଡୁଂୱେଚେ ଆମେକେ କେନ୍‍ସା ମୁଇଙ୍ଗ୍ ଲିୱା ସ୍ଲା ଡେଃକେ ଡାଗ୍‍ଲା ଆତେନ୍‌ ଗାଲି ବିଚେ ଜିସୁ ୱେନେ ଲେଃଗେ ।
ଏଣୁ ସେ ଆଗକୁ ଦୌଡ଼ିଯାଇ ଯୀଶୁଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରିବୃକ୍ଷରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା।
5 ଜିସୁ ଆତ୍ ଜାଗାନ୍ନିଆ ପାଙ୍ଗ୍‌ଚେ ଆଡ଼ାତ୍ରା କେଚେ ଆମେକେ ବାସଙ୍ଗ୍‌କେ, “ଜଖିୟ ଦାପ୍‍ରେ ଜାର୍‌ଚେ ପାଙ୍ଗ୍‌ଲା ଡାଗ୍‍ଲା ଏଃକେ ଆନେଙ୍ଗ୍ ଡିଲାଡିଗ୍ ପେ ଡୁଆ ଲେଃପଡ଼େଏ ।”
ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, “ଜଖୀୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ।”
6 ଆତ୍‌ବା ମେଁ ଦାପ୍‍ରେ ଜାର୍‌ଚେ ସାର୍ଦାରେ ଜିସୁନେ ଜତନ୍‌ ଡିଙ୍ଗ୍‌କେ ।
ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ।
7 ଆତେନ୍‌ କେଚେ ସାପାରେ କୁଟ୍‌ ଡିଙ୍ଗ୍‍ନେସା ଲାଗେକେ, “ମେଁ ମୁଇଙ୍ଗ୍ ପାପି ରେମୁଆଁନେ ଡୁଆ ଲେଃନ୍‍ସା ୱେଡିଙ୍ଗ୍‍କେ ।”
ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି।
8 ଜଖିୟ ମାପ୍ରୁକେ ବାସଙ୍ଗ୍‌କେ “ଏ ମାପ୍ରୁ ଅଁ ନେଙ୍ଗ୍‌ ନେଙ୍ଗ୍‌ନେ ଦନ୍‍ସମ୍ପତିନେ ମେତାଃ ଗରିବ୍‌ଇଂକେ ଦାନ୍ ଣ୍ତିଙ୍ଗ୍ଏ ବାରି ଜଦି ନେଙ୍ଗ୍‌ ଜାଣ୍ତେବାନ୍‌ ମେଃଡିଗ୍‌ ଜଟେମ୍ୱଏ ତେଲା ଅଁ ବାଗ୍‌ରେ ଆମେ ଆଆଣ୍ତେ ମ୍ୱିଏ ।”
କିନ୍ତୁ ଜଖୀୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋହର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି।
9 ଆତ୍‌ବା ଜିସୁ ମେଁନେ ସାମୁଆଁ ବାଲିର୍‌କେ, “ଏକେ ଆକେନ୍ ଡୁଆ ଅରିଆ ଉଦାର୍ ପିଙ୍ଗ୍‍ଚା ଲେଃକେ ତେସା କିମେଡିଗ୍ ଅବ୍ରାହାମ୍‌ନେ ମୁଇଙ୍ଗ୍ ଉଙ୍ଗ୍‌ଡେ ।
ସେଥିରେ ଯୀଶୁ ତାହାଙ୍କ ବିଷୟରେ କହିଲେ, “ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଜଖୀୟ ମଧ୍ୟ ଅବ୍ରହାମଙ୍କ ଜଣେ ସନ୍ତାନ;
10 ମେଃନେ ବଃ ଲେଃକେ ଆତେନ୍‌ ତୁର୍‌ଚେ ରକ୍ୟା ଡିଙ୍ଗ୍‍ସା ରେମୁଆଁ ଉଙ୍ଗ୍‌ଡେ ପାଙ୍ଗ୍‍ଲେକେ ।”
କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି।”
11 ରେମୁଆଁଇଂ ଆକେନ୍ ସାମୁଆଁ ସାପା ଅଁନେ ବେଲା ମେଁ ଆର୍‌ମୁଇଂ ଉସ୍ରା ବାସଙ୍ଗ୍‌କେ ମେଁ ଯିରୁସାଲାମ୍‍ନେ ଡାଗ୍ରା ଡିଙ୍ଗ୍ ଲେଃଗେ ଆରି ଇସ୍‌ପର୍‌ନେ ରାଇଜ୍ ଦାପ୍ରେ ଉଡ୍ରା ଡିଙ୍ଗ୍ ଡାଗ୍‌ଚେ ମେଇଂ ମନେ ବାବେ ଡିଙ୍ଗ୍ ଆର୍‌ଗେ ।
ଲୋକମାନେ ଏହି କଥାସବୁ ଶୁଣିବା ସମୟରେ ସେ ଆହୁରି ଗୋଟିଏ ଦୃଷ୍ଟାନ୍ତ କହିଲେ, କାରଣ ସେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇଥିଲେ ଓ ଈଶ୍ବରଙ୍କ ରାଜ୍ୟ ଅତି ଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ।
12 ଆତେନ୍‌‌ସା ମେଁ ବାସଙ୍ଗ୍‌କେ “ମୁଇଙ୍ଗ୍ ମ୍ନା ପଦବିନ୍ନିଆ ଲେଃକ୍ନେ ରେମୁଆଁ ମେଁ ନିଜେ ନ୍‍ସା ରାଇଜ୍‍ ପଦ୍‍ ବାନ୍ ବା ଆଡାଚେ ଆଣ୍ଡେ ପାଙ୍ଗ୍‌କେ ଆରି ମେଁ ସ୍ଲ ଦେସ୍ ୱେକେ ।
ଏଣୁ ସେ କହିଲେ, “ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ।
13 ମେଁ ନିଜେନେ ଗୁଆ ରେମୁଆଁ ଗତିରେଇଂକେ ୱାଚେ ମେଇଂକେ ମୁଇଂ ମୁଇଂ ସୁନା ଡାବୁ ତାଲି ବିଚେ । ମେଁ ବାସଙ୍ଗ୍‌କେ ନେଙ୍ଗ୍ ଆଣ୍ଡେ ଜାକ ଆକେନ୍ ଡାବୁ ଏତେ ବେପାର୍‍ ଡିଙ୍ଗ୍‌ପା ।
ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶଗୋଟି ମୋହର ଦେଇ କହିଲେ, ମୋହର ଆସିବା ପର୍ଯ୍ୟନ୍ତ ବେପାର କର।
14 ମାତର୍‌ ମେଁଇଙ୍ଗ୍‌ନେ ଦେସ୍ ଆମେଇଂକେ କୁଟ୍ ଡିଙ୍ଗ୍‌କେ ଆରି ମେଇଙ୍ଗ୍ ମେଁଇଙ୍ଗ୍‌ନେ ପ୍ଲା ଦୁତ୍ ବେଚେ ବାଃଲିର୍‍କେ ଏନ୍‌ ରେମୁଆଁ ଜେ ନେନେ ଆଡ଼ାତ୍ରା ଇଃସାଙ୍ଗ୍‌ ସାସନ୍ ଡିଙ୍ଗ୍‌ଏ ଆକେନ୍ ନେନେ ଇକ୍‌ଚା ଣ୍ଡୁ ।”
କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାହାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ଶାସନ କରିବ, ଏହା ଆମ୍ଭମାନଙ୍କ ଇଚ୍ଛା ନାହିଁ।
15 ଆତାନ୍‌ ରେମୁଆଁ ଇଃସାଙ୍ଗ୍‌ ପଦ୍ ବାଚେ ନିଜର୍‌ ଦେସ୍‌ ପାଙ୍ଗ୍‌କେ । ମେଁନେ ଚାକର୍‌ଇଂ ଉଡ଼ି ଆର୍‌ଜେ ବଆର୍‌କେ ଆତାନ୍‌ ମ୍ୟାଃ ନ୍‌ସା ମେଁ ଆମେଇଂକେ ମେଁନେ ଡାଗ୍ରା ପାଙ୍ଗ୍‌ ନ୍‌ସା ବାସଙ୍ଗ୍‌କେ ।
ପରେ ସେ ରାଜପଦ ପ୍ରାପ୍ତ ହୋଇ ଫେରିଆସିଲେ, ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଦେଶ ଦେଲେ।
16 ଆତ୍‌ବା ପର୍‍ତୁମ୍‍ ରେମୁଆଁ ପାଙ୍ଗ୍‌ଚେ ବାସଙ୍ଗ୍‌କେ, “ମାପ୍ରୁ ନାନେ ବିନାବକ୍ନେ ସୁନା ଡାବୁରେ ନାଆତ୍‍ଲା ଆରି ନେଙ୍ଗ୍ ଆତ୍‍ଲା ଗୁଆକ୍ଲିଗ୍ ଲାବ୍‍ ଡିଙ୍ଗ୍ ମ୍ୱକେ ।”
ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ଦଶଗୋଟି ମୋହର ଲାଭ କରିଅଛି।
17 ମେଁ ଆମେକେ ବାସଙ୍ଗ୍‌କେ, “ବାସ୍‍ ନିମାଣ୍ଡା ଚାକର୍ ନାନେ ଇତୁଡ଼ା ସାମୁଆଁ ନ୍‍ସା ବିସ୍‌ବାସ୍‍ ଡିଙ୍ଗ୍ ନାଲେଃଗେସା ଗୁଆକ୍ଲିଗ୍ ମ୍ନାଇନି ଆଡ଼ାତ୍ରା ଅଦିକାର୍ ଡିଙ୍ଗ୍ ।”
ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ ଦଶ ଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ।
18 ଆରି ବାର୍‌ମୁଇଂଜା ପାଙ୍ଗ୍‌ଚେ ବାସଙ୍ଗ୍‌କେ, “ମାପ୍ରୁ ନାନେ ନେଙ୍ଗ୍‌ନେ ମାଲିକ୍ଲିଗ୍‍ ଡାବୁ ଲାବ୍‍ ଡିଙ୍ଗ୍ ମ୍ୱକେ ।”
ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ପାଞ୍ଚୋଟି ମୋହର ଲାଭ କରିଅଛି।
19 ମେଁ ଆମେକେ ଡିଗ୍ ବାସଙ୍ଗ୍‌କେ “ନାଡିଗ୍ ମାଲିକ୍ଲିଗ୍ ମ୍ନାଇନି ଆଡ଼ାତ୍ରା ଅଦିକାର୍ ଡିଙ୍ଗ୍ ।”
ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ।
20 ବାର୍‌ମୁଇଂଜା ପାଙ୍ଗ୍‌ଚେ ବାସଙ୍ଗ୍‌କେ, “ମାପ୍ରୁ, କେଲା ନାଁନେ ସୁନା ଡାବୁ ଆକ୍‌କେ ଲେଃକେ; ଆକେନ୍ ନାନେ ନେଙ୍ଗ୍‌ନେ ନେଙ୍ଗ୍ ଆକେନ୍‍କେ ଲୁଙ୍ଗିନ୍ନିଆ ଗାଗ୍‌ଚେ ମ୍ୱକେ;
ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି;
21 ଡାଗ୍ଲା ନେଙ୍ଗ୍ ଆନାକେ ମ୍ବୁଟକେ ନା ମୁଇଂ ନିଷ୍ଟୁର୍‍ ରେମୁଆଁ ଆଣ୍ଡିନେ ନାବ ଆତେନ୍‌ ଆତଡ଼ିଆ ଡୁଂନାଡଏ ଆରି ଆଣ୍ଡିନେ ବିଗ୍‍ ନାବ ଆତେନ୍‌‌କେ ନାଗୁଆଏ ।
କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି।
22 ଆମେକେ ମେଁ ବାଃଲିର୍‍କେ ଏ ଦୁସ୍‌ଟ ଚାକର୍ ନାଁନେ ସାର୍ମୁଆଁ ସାମୁଆଁରେ ନାନେ ବିଚାର୍ ଣ୍ଡିଂଏ । ନେଙ୍ଗ୍ ମୁଇଙ୍ଗ୍ ନିଷ୍ଟୁର୍‍ ରେମୁଆଁ ଆଣ୍ଡିନେ ଆବ ଣ୍ଡୁ, ଆତେନ୍‌ ଆତଡ଼ିଆ ଡୁଂଡଏ ଆରି ଆଣ୍ଡିନେ ବିଗ୍ ନାବ ଆତେନ୍‌ ଙ୍ଗୁଆଃଏ ଆକେନ୍ ନାନେ ମେଁନେ ମ୍ୟା ନାଲେଃକେ
ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି। ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କଅଣ ଜାଣିଥିଲୁ?
23 ତେଲା ନା ନେଙ୍ଗ୍‌ନେ ଡାବୁକେ ମେନ୍‌ସା ବେଙ୍କ୍‌ନ୍ନିଆ ନ୍ନାବକେ ଣ୍ତୁ? ତେଲା ନେଙ୍ଗ୍‌ ଆଣ୍ତେକ୍ନେ ଇଡ଼ିଙ୍ଗ୍‌ ସୁଦ୍‌ ଏତେ ଆତାନ୍‌ ମ୍ପାବା ।”
ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ? ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି।
24 “ଏନ୍ ଇଡ଼ିଙ୍ଗ୍‌ ଇଃସାଙ୍ଗ୍‌ ଆତ୍‌ଅରିଆ ତୁଆଁଲେଃକ୍ନେ ରେମୁଆଁଇଂକେ ବାସଙ୍ଗ୍‌କେ ମେଁବାନ୍‌ ସୁନା ଡାବୁ ଡୁଂୱିଗ୍‌ଲାପା ବାରି ଆଣ୍ତିନେ ଚାକର୍‌ନେ ଗୁଆଟାଆଁ ଲେଃକେ ଆମେକେ ବିଃପା ।”
ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୋହର ନେଇଯାଇ, ଯାହାର ଦଶ ମୋହର ଅଛି, ତାହାକୁ ଦିଅ।
25 ମାତର୍ ମେଇଂ ଆମେକେ ବାସଙ୍ଗ୍‌ଆର୍‌କେ, “ମାପ୍‌ରୁ, ମେଁନେ ତ ଗୁଆ ଟାଆଁ ଲେଃକେ!”
ସେଥିରେ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ତାହାର ତ ଦଶ ମୋହର ଅଛି।
26 ନେଙ୍ଗ୍ ଆପେକେ ବାସଙ୍ଗ୍‍ଣ୍ଡିଙ୍ଗ୍‍କେ “ମୁଡ଼ି ରେମୁଆଁନେ ଲେଃକେ ଆମେକେ ବିଏ ମାତର୍‌ ଜାନେ ଣ୍ଡୁ ମେଁ ନ୍ନିଆ ମେଁନେ ଲଃକେ ଆତେନ୍‌ ଆଃ ମେବାନ୍‍ ଡୁଙ୍ଗ୍‍ ୱେଏ ।
‘ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଅଧିକ ଦିଆଯିବ। କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ।
27 ମାତର୍‌ ଏବେ ନେଙ୍ଗ୍‌ନେ ସତ୍ରୁଇଂ ନେଙ୍ଗ୍ ମେଁଇଙ୍ଗ୍‌ନେ ଇଃସାଙ୍ଗ୍‌ ନାଡିଙ୍ଗ୍ ଡାଗ୍‌ଚେ ଜାଣ୍ଡେଇଂ ଚାଏଁ ଡିଙ୍ଗ୍ ଆର୍‌କେ । ମେଇଙ୍ଗ୍ ଆଣ୍ଡିକା? ନେଙ୍ଗ୍ ସତ୍ରୁଇଂ ଆକ୍‌ଅରିଆ ଡୁଂପାଙ୍ଗ୍‍ଲା । ଆମେଇଂକେ ନେଙ୍ଗ୍ ମୁଆଃ ସାମ୍‌ନେ ବାଗୁଏଃ ବିଃ ।”
କିନ୍ତୁ ମୋହର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋହର ସାକ୍ଷାତରେ ହତ୍ୟା କର।’”
28 ଏନ୍‌ ସାପା ସାମୁଆଁ ବାସଙ୍ଗ୍‌ ଆଡାଚେ ଯିରୁସାଲାମ୍‍ ପାକା ୱେନେ ମୁଲେକେ ।
ଏହି ସମସ୍ତ କଥା କହି ଯୀଶୁ ଆଗକୁ ଯାଇ ଯିରୂଶାଲମ ଆଡ଼େ ଯାତ୍ରା କରିବାକୁ ଲାଗିଲେ।
29 ଆରି ଉଡ଼ିବେଲା ମେଁ ଜିତକଣ୍ଡା ଡାଗ୍‍ରା ବେଥ୍‌ଫାଗୀ ଆରି ବେଥନୀ ଡାଗ୍‍ରା ୱେଚାଆର୍‍ଗେ ଆତେନ୍‌ ବେଲା ମେଁ ନିଜେ ସିସ୍ଇଂବାନ୍ ମ୍ୱାୟାକେ ଆକେନ୍ ସାମୁଆଁ ବାଲିର୍‌ଚେ ବେବିଗେ
ଆଉ ଯେତେବେଳେ ସେ ଜୀତ ପର୍ବତ ପାଖରେ ଥିବା ବୈଥ୍‌ଫାଗୀ ଓ ବେଥନୀୟା ଗ୍ରାମ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
30 “ସେନୁଗ୍ ଆଣ୍ଡିନେ ଇନି ତ୍ନାଡିଂକେ ଆତ୍‌ଅରିଆ ୱେଲା । ପେଇଙ୍ଗ୍ ଇନିଅରିଆ ଗାକ୍ନେ ଦାପ୍‍ରେ ଆତ୍‌ଅରିଆ ମୁଇଙ୍ଗ୍ ଉଂଗଦକେ ଗାଗ୍‍ବକ୍ନେ ପେକେଏ । ଆତେନ୍‌ ଗଦ ଆଡ଼ାତ୍ରା ଅଃନା ଜାଣ୍ଡେ ଡିଗ୍ ଏଃଜାକ ଙ୍କାରେ ଡେଃ ଆମେକେ ତୁପିଗ୍‍ଚେ ନେଙ୍ଗ୍‍ ଡାଗ୍ରା ଡୁଙ୍ଗ୍‍ପେପାଙ୍ଗ୍ଏ ।
“ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ନେଇଆସ।
31 ଆରି ଜାଣ୍ଡେ ଡିଗ୍ ଆପେକେ ମେଁନ୍‌ସା ତୁପିଗ୍‍ ପେଡିଙ୍ଗ୍‍କେ ଡାଗ୍‌ଚେ ସାଲିଆକୁଏ ତେଲା ଦେକ୍‌ରକମ୍ ପେବାଲିର୍‌ଏ ଡାଗ୍‌ଲା ଆକ୍‌ମେନ୍ନିଆ ମାପ୍ରୁନେ ଦର୍‌କାର୍ ଲେଃକେ ।”
ଆଉ ଯଦି କେହି ତୁମ୍ଭମାନଙ୍କୁ ‘କାହିଁକି ଫିଟାଉଅଛ’ ବୋଲି ପଚାରେ, ତେବେ ଏପରି କହିବ, ‘କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।’”
32 ମ୍ୱାୟା ସିସ୍‌‌ଇଙ୍ଗ୍‌ ଆତେନ୍‌‍ ଇନି ୱେଚେ ମେଁ ଆମେଇଂକେ ଡିରକମ୍ ବାସଙ୍ଗ୍‍ବକେ ଦେତ୍‍ରକମ୍‍ କେକେ ।
ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ।
33 ଆରି ସିସ୍‌‍ଇଂ ଗଦ ଉଙ୍ଗ୍‌ଡେକେ ତୁପିଗ୍‍ନେ ବେଲା ଗଦ ଉଂଡେନେ ମାଲିକ୍ ତାର୍‌ଚେ ପାଙ୍ଗ୍‌କେ । ମେଇଂ ସିସ୍‌‍ଇଂକେ ସାଲିଆକୁକେ “ପେଇଂ ଗଦ ଉଂଡେକେ ମେସା ତୁପିଗ୍‍ ପେଡିଙ୍ଗ୍‍କେ?”
ପୁଣି, ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ମାଲିକମାନେ ସେମାନଙ୍କୁ ପଚାରିଲେ, କାହିଁକି ଗଧଛୁଆକୁ ଫିଟାଉଅଛ?
34 ସିସ୍‌‌ଇଙ୍ଗ୍‌ ବାସଙ୍ଗ୍‌କେ “ଆକ୍‌ମେଁ ଅରିଆ ମାପ୍ରୁନେ ଦର୍‍କାର୍‍ ଲେଃକେ ।”
ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।
35 ମେଇଂ ଗଦ ଉଙ୍ଗ୍‌ଡେକେ ଜିସୁନେ ଡାଗ୍ରା ଡୁଂୱେ ଆର୍‌କେ । ଏନ୍ ଇଡ଼ିଙ୍ଗ୍‌ ନିଜର୍‌ ନିଜର୍‌ ପାଟାଇ ବେଚେ ଜିସୁକେ ଆଃକ ଆର୍‌କେ ।
ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ।
36 ଆରି ମେଁ ଗଦ ଆଡ଼ାତ୍ରା କଚେ ଯିରୁସାଲାମ୍‍ ପାକା ୱେନେ ବେଲା ରେମୁଆଁଇଂ ଗାଲିନିୟା ନିଜର୍ ନିଜର୍‌ନେ ପାଟାଇ ବେପା ବିକେ ।
ଆଉ ସେ ଯାତ୍ରା କରୁଥିବା ସମୟରେ ଲୋକେ ବାଟରେ ଆପଣା ଆପଣା ଲୁଗା ବିଛାଇ ଦେବାକୁ ଲାଗିଲେ।
37 ଆରି ମେଁ ଯିରୁଶାଲାମ୍‍ନେ ଡାଗ୍‍ରା ବିଃଚେ ପିଙ୍ଗ୍‍ଚାନେ ବେଲା ଜିତକଣ୍ଡାନେ ଡାଗ୍‍ରା ଦେସ୍ ଅରିଆ ପିଙ୍ଗ୍‍ଚାଆର୍‍କେ । ଆତେନ୍‌ ବେଲା ଜିସୁନେ ସାପା ସିସ୍ ଦଲ୍‍ଇଂ ସାର୍ଦା ଲେଃଆର୍‍ଗେ । ମେଇଙ୍ଗ୍ ମାଲେ ୱାସାର୍‌ଚେ ପର୍‍ମେସର୍‍ନେ ମ୍ନିରେ ପ୍ରସଂସା ଅସ୍‌ମାର୍ ସାର୍‍ନେ ଆରାମ୍‍ ଡିଙ୍ଗ୍ ଆର୍‌କେ । ଆତେନ୍‌‌ସା ମେଇଂ ପର୍‍ମେସର୍‍ନେ ମ୍ନିରେ ଅସ୍‌ମାର୍ ସାର୍‌ଆର୍‌କେ । ମେଇଂ ବାସଙ୍ଗ୍‌ ଆର୍‌କେ:
ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚସ୍ୱର କରି ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,
38 “ମାପ୍ରୁନେ ମ୍ନିରେ ମୁଡ଼ି ଇଃସାଙ୍ଗ୍‌ ପାଙ୍ଗ୍‌ଡିଙ୍ଗ୍‌କେ ମେଁ ଦନ୍ୟ । କିତଙ୍ଗ୍ଇନି ସାନ୍ତି ଆରି ପର୍‍ମେସର୍‍ନେ ମ‍ଇମା ଡିଙ୍ଗ୍‌ଲେ ।”
ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ। ସ୍ୱର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା।
39 ଆତ୍‌ବା ରେମୁଆଁଇଂନେ ଗହଲିବାନ୍ ଉଡ଼ିରୁଆ ପାରୁସିଇଂ ଜିସୁକେ ବାସଙ୍ଗ୍‌ ଆର୍‌କେ “ଏ ଗୁରୁ ନାନେ ସିସ୍ଇଂକେ ଏନ୍‌ ସାପା ସାମୁଆଁ ମାବାଲିର୍ ନ୍‌ସା ଦମକ୍‍ ବିଃ ।”
ସେଥିରେ ଲୋକମାନଙ୍କ ମଧ୍ୟରୁ କେତେ ଜଣ ଫାରୂଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ।
40 ମେଁ ଉତର୍ ବିକେ, “ନେଙ୍ଗ୍ ଆପେକେ ବାସଙ୍ଗ୍‍ଣ୍ଡିଙ୍ଗ୍‍କେ ଜଦି ନେଙ୍ଗ୍‌ନେ ସିସ୍‌‍ଇଂ ବୁଙ୍ଗ୍‍ଲେଲା ବ୍ରିଙ୍ଗ୍‍ ଜାକ କିରଆର୍‌ଏ ।”
ସେ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ।”
41 ଜିସୁ ଯିରୁଶାଲାମ୍ ଡାଗ୍‍ରା ପିଙ୍ଗ୍‌ଚାକେ । ଜିସୁ ଯିରୁଶାଲାମ୍‍ ଟାଉନ୍‍କେ କେଚେ ମେସା ଅଁ ଜଗ୍‌ତ୍ଲିଗ୍‌କେ ।
ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ,
42 ଯିରୁଶାଲାମ୍‍କେ ବାଲିର୍‍କେ “ଆନାକେ ଡିରକମ୍ ସାନ୍ତି ମିଲେୟାଏ ଆତେନ୍‌ ଜଦି ପେଇଂ ମ୍ୟା ପେପାଲେ! ମାତର୍‌ ଆତେନ୍‌ ପେ ମ୍ୟା ପେୟା ଣ୍ଡୁ । ଡାଗ୍ଲା ଆତେନ୍‌ ପେ ବାନ୍ ବୁଡ଼ିଚେ ଲେଃକେ ।
“ତୁ, ହଁ, ତୁ ହିଁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ! ମାତ୍ର ଏବେ ସେଗୁଡ଼ିକ ତୋʼ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି।
43 ନାନେ ଆତ୍‍ଲା ଦେକ୍‌ରକମ୍ ବେଲା ପାଙ୍ଗ୍‌ଡିଙ୍ଗ୍‌କେ, ଉଡ଼ିବେଲା କି ନାନେ ସତ୍ରୁଇଂ ନାନେ ପିତୁର୍‍ ପାକା ଗେରେ ବିଏ । ନାନେ ବିରଦ୍‌ ରେମୁଆଁଇଂ ଆଣ୍ଡେଚେ ଆନାକେ ବାଗୁଏଃ ବିଃ ଆର୍‌ଏ ।
ଯେତେବେଳେ ଈଶ୍ବର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ତାହା ତୁ ନ ଜାଣିବା ହେତୁରୁ, ଯେଉଁ ସମୟରେ ତୋʼ ଶତ୍ରୁମାନେ ତୋର ଚାରିଆଡ଼େ ବନ୍ଧ ବାନ୍ଧି ତୋତେ ଘେରି ଅବରୋଧ କରିବେ,
44 ମେଇଂ ଆପେକେ ଆରି ପେ ରେମୁଆଁଇଂକେ ସାପା ଦଂସ ଆଡିଙ୍ଗ୍ ବିଏ । ମୁଇଂଡିଗ୍‍ ବ୍ରି ଆର୍‌ମୁଇଂ ବ୍ରି ଆଡ଼ାତ୍ରା ମେଇଂ ଲେନ୍‍ସା ଆବି ଣ୍ଡୁ । ଦେକ୍‍ସୁଗୁଆ ବେଲା ପାଙ୍ଗ୍‌ଡିଙ୍ଗ୍‌କେ । ଡାଗ୍ଲା ଆପେକେ ରକ୍ୟା ଡିଙ୍ଗ୍‍ସା ପର୍‍ମେସର୍‍ ଉଡ଼ିବେଲା ପାଙ୍ଗ୍‍ଲେଗେ ଆତେନ୍‌‌ ବେଲା ପେ ସାମୁଆଁ ପେୟାକେ ଣ୍ଡୁ ।”
ପୁଣି, ତୋତେ ଓ ତୋʼ ମଧ୍ୟରେ ଥିବା ତୋʼ ସନ୍ତାନମାନଙ୍କୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋʼ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ, ଏପରି ସମୟ ତୋʼ ଉପରେ ଆସିବ।”
45 ଜିସୁ ମନ୍ଦିର୍‍ ବିତ୍ରେ ୱେକେ । ମେଁ ମନ୍ଦିର୍‌ନେ ପ୍ଲେଡ଼ିଆ ନ୍ନିଆ ବିଆର୍ ସମ୍ୟାକ୍ନେ ରେମୁଆଁଇଂକେ ପାଦା ନୁଆଁ ଆଃତାର୍‌କେ ।
ଆଉ, ସେ ମନ୍ଦିରରେ ପ୍ରବେଶ କରି ବେପାରୀମାନଙ୍କୁ ବାହାର କରିବାକୁ ଲାଗିଲେ,
46 ଜିସୁ ବାସଙ୍ଗ୍‌କେ “ଦରମ୍ ସାସ୍ତର୍‌ନ୍ନିଆ ଗୁଆର୍‍ବକେ: ସାମୁଆଁ ନେଙ୍ଗ୍ ଡୁଆ ପାର୍‍ତନା ଡୁଆ ଡିଙ୍ଗ୍‌ଏ । ମାତର୍‌ ପେଇଂ ଆକ୍‌ମେକେ ଡଙ୍ଗାରେ ବାସାନେ ଡୁଆ ସୁଗୁଆ ଆଡିଙ୍ଗ୍ ପେବକେ ।”
“ଲେଖାଅଛି, ‘ଆମ୍ଭର ଗୃହ ପ୍ରାର୍ଥନାଗୃହ ହେବ,’ କିନ୍ତୁ ତୁମ୍ଭେମାନେ ତାହାକୁ ଦୁଷ୍କର୍ମକାରୀମାନଙ୍କର ବାସସ୍ଥାନ କରିଅଛ।”
47 ଜିସୁ ସାପାଦିନା ମନ୍ଦିର୍‍ ନ୍ନିଆ ବୁଦି ବିଃ ଡିଙ୍ଗ୍‌ଗେ । ମ୍ନା ପୁଜାରି ଦରମ୍ ସାସ୍ତ୍ରିଇଂ ଆରି ଜିଉଦି ନେତାଇଂ ଜିସୁକେ ତାଡ଼୍‍ତେ ବାଗୁଏଃ ବିଃନ୍‍ସା ଚାଏଁ ଡିଙ୍ଗ୍ ଆର୍‌କେ ।
ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ,
48 ମାତର୍‌ ସାପା ରେମୁଆଁ ଜିସୁନେ ବୁଦି ମନ୍ ଦିଆନ୍‍ ବିଚେ ଅଁ ଡିଙ୍ଗ୍ ଆର୍‌ଗେ । ଆତେନ୍‌‌ସା ମ୍ନା ପୁଜାରି ଦରମ୍ ସାସ୍ତ୍ରିଇଂ ଆରି ଜିଉଦି ନେତାଇଂ ମେଁ ଡିଙ୍ଗ୍ ଆରେ ଡାଗ୍‌ଚେ ମେଃଡିଗ୍ ଉପାୟ୍‍ ତୁର୍ ଆୟାକେ ଣ୍ଡୁ ।
କିନ୍ତୁ ଲୋକ ସମସ୍ତେ ଆଗ୍ରହରେ ତାହାଙ୍କ ଶିକ୍ଷା ଶୁଣୁଥିବାରୁ ସେମାନେ କଅଣ କରିବେ ବୋଲି ସ୍ଥିର କରିପାରୁ ନ ଥିଲେ।

< ଲୁକ୍‌ 19 >